Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Bahut sundar pratikar sir❤
ଧନ୍ୟବାଦ ଆଜ୍ଞା
Bahut badhiya video te aae aagya juhar 🙏
ଜୁହାର ଆଜ୍ଞା ଜୁହାର
ବଢିଆ ଉପଦେଶ 🙏
Bahut sundar sabu video ru sundar mor dil khush karidela
ଧନ୍ୟବାଦ ଆଜ୍ଞା ନମସ୍କାର
Badhia lagila sir juhar
Juhar
Very good
Thanks
Tume jenta time re senta video upload karucha dhanyabaad
ନମସ୍କାର ଆଜ୍ଞା
Sir dhan ke kisi kharap nihua ta
Very good sir❤
So nice of you
Bad dada bahut badia trik batala dhanyabad
ଧନ୍ୟବାଦ ଭାଇ ଧନ୍ୟବାଦ
Bahut badhiya
Welcome
ଫୋଟେରା/VirTako ବିଷ କୁ Urea ସାର ସହ ପକାଇଲେ କାମ ଦେବ କି ନାହିଁPlease Reply
Very good sir
Keep watching
ଧାନ ରୁଆ ଧଳା
ପ୍ରୋଫେନ୍ ଫସ୍ ଦିଅନ୍ତୁ
Npk saha fertera pakeile kichhi problem hab..plz sir kuhantu
ନମସ୍କାର ଆଜ୍ଞାଦେଇ ପାରିବେ, ଅଧିକ ସମୟ ରଖିବେ ନାହିଁ।ଦୟାକରି ଆମର କୁରେଫୁଲ୍ ମ୍ଯୁଜିକ୍ ଚେନାଲ୍ କୁ ଟିକିଏ ସବସ୍କ୍ରାଇବ କରିବେ।ruclips.net/video/c8XAUGQVlvQ/видео.htmlsi=NdQpQYdJ8bwwq90C
Sir namaskarDhan ti baki lagichheMedicine spry kalinaNai 6aduchheKenta karmiPlz reply
ପ୍ରୋଫେନ୍ ଫସ୍ ନହେଲେ ଆଲାଣ୍ଟୋ ଦିଅନ୍ତୁ
Sir namaskar finale ka upyog karsakte hain kya ,please answar me
No, not applicable
ସାର୍ ଧାନ ଗଛ କେ ତାର ପ୍ରଭାବ କେନ୍ତା ରହେବା।
ଅସୁବିଧା ନାହିଁ
❤❤❤❤❤❤❤❤❤
Dhana gachha lal hauchhe kenta karle chhadiba
Eatta panir bhasib gachhare kemit lagiba ?
ସିଧା ଦେଲେ, ଗଛରେ ଲାଗିଥାଏ
Khara dinia baigan re bahut poka heuchhi medicine kuhantu
କୋରାଜନ୍ ଦିଅନ୍ତୁ
ଆପଣ କୁ ମୋର୍ ଜୁହାର ଆପଣ ତ କହିଲେ ୧୫୦ ଟ, ର କିରୋସିନ ନାଇଁ ହେଲେ ଡିଜେଲ୍ କୁଣା ଥି ମିଶାଇ କରି ଜମିରେ ଝିଟ୍ ବାର୍ ଲାଗି, ଆର୍ ଗୁଟେ ମଜା ର କଥା ଟେ କହେଳେ ବନ୍ଧୁକ ରେ ମାଏଲେ ପଚାଶ ହଜାର ଲାଗ୍ ବା,ଆରୁ ତେଙ୍କ ରେ ମାଏଲେ କେତେ ଲାଗ୍ ବାଯେ ସେଟା ତ ନାଇଁ କହିଲେ, ଆପଣ କଥା ସୁନି କରି ବହୁତ୍ ଭଲ ଲାଗିଲା, ଜୁହାର
ଆଜ୍ଞା ଆପଣ ଙ୍କର ଆଡ଼େ ବନ୍ଧୁକ ମିଲୁଛେ କାଏ ଆଜ୍ଞା।
ଜୁହାର ଆଜ୍ଞା ଜୁହାରଆପଣ ମାନଙ୍କ ମତାମତ ପଢି ବହୁତ ଖୁସି ହେଲି, ଧନ୍ୟବାଦ ଆଜ୍ଞା
Dhane kete bele dema aau ken dojh ne sir
୩୦-୪୦ ଦିନ ରେ
Sir namaskar. 1 acor lagi 1liter kerosin hele . Kete kg urea re 1 litre kerosin misami.pls sir.
8-10 kg
ଧାନ ବିହିଡ଼ିି ଲା ପରେ ଦେଲେ ହେବା ky sir ?
ଦେଇ ପାରିବେ
Thik kahu 6a sar titlagadia ame 1nambar
Kia kia bebhar kalana kn tk janab 🙏
ପୁରା ବ୍ୟବହାର ହୋଇଛି
Kenta kam deuchhe dhan ke kichhi khrap nai kare ta reply deu sr
ଚାଷ ଜମି କେ ପୁରା ହାଲୁକା କରିବା ମେଡ଼ିସିନ୍ ରୋ ଭିଡ଼ିଓ କରନ୍ତୁ ସାର୍
ଆଗକୁ ଦେଖି ପାରିବେ
Patro thi lage le patro kona Hoi jali jaisee jai sir
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ, ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ ଜମି କୁ
Kiro sini ne tryal karu6an k sir
ଅନେକ ଚାଷୀ ଦେଇଛନ୍ତି
Kaienje thakuccha ho bhai
ଥରେ ପରିକ୍ଷା କରନ୍ତୁ
Buna dhan jamuna a 65 din hila9 gute gute tipi patar dup dup hau6e tamar tek re Demi k 2akar k sir
ପ୍ରଶ୍ନ ଵୁଝି ପାରୁ ନାହିଁ
Dhan rua 40-45 din bhitare thod saar re fetera, vitamin,humic acid,sulfar miseikari dei heba ki nai dayakari reply kale bhal heta ,sir
He sabu nai lage ho fartera 30 din re debe tarsange vitamin deiparbe
Reply show naikarbar j
Ek no heba da, daun
ଦେଇ ପାରିବେ, କିଛି ଅସୁବିଧା ନାହିଁ, ତଥାପି ହ୍ଯୁମିକ୍ ଏସିଡ ଓ ସଲଫର ଥରେ ରେ ଦିଅନ୍ତୁ ଓ ଫଟେରା ଥରେ ରେ ଦିଅନ୍ତୁ
ଗଣ୍ଠି ପୋକ ସମ୍ବନ୍ଦ ରେ ଏବଂ ଓସଦ କଣ ଦବା କୁହନ୍ତୁ
ଇନ୍ ସିପିଓ, ଇମ୍ପ୍ଲିଗୋ ଦିଅନ୍ତୁ
Kete din pare debar padba anga
ଧାନ ଗଛ୍ ଲାଳ ହେଇକରି ମୂଲ ଠାନୁ କନ୍ଦଲି ଜାଉଛେ କାଣା ଦେଲେ ଭଳ ହେବା
କପର୍ ଅକ୍ସିକ୍ଳୋରାଇଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
Sir musha dhan khinu6n kanta karma batun vido bonun
⭐⭐⭐⭐⭐⭐⭐👍👍👍👍👍👍👍👍
Dalia dhan re begna Jalil pratikar
ପ୍ରଶ୍ନ ଆଉଥରେ କୁହନ୍ତୁ
Kete din vitre deba katha aau aagru tk kaheba sir
୪୦-୪୫ ଦିନ ରେ
dhana re jagal hauchi ken medicine marba ken padba
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Agyan kapa kaounria patar lekhen haouche itar upre chasimanku abagata karaun❤❤❤❤❤❤❤❤❤❤
ଏହି ପଦ୍ଧତିରେ ଲେଡା ପୋକର ନିରାକରଣ ହୋଇ ପାରିବ କି ନାହିଁ ଆଜ୍ଞା ।🙏
ହେବ
Kirosinre patrakaar pudsi apan trial karichhan kn
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ,ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ ଜମି କୁ
ଆମର ବରଗଡ ନେ ଧାନ କାର୍ଡ କେଜେ ଆପଲେ ନାଇକର୍ବାର ଏଜ୍,ରବି ଋତୁ ର, ଦେହଁ କାର୍ଡ, ଅଜି ୧ ରୁ ୬ ତାରିଖ ହେଇ ଗଲାନ, ଚାଷୀ ମାନେ କେନ୍ତା କର୍ବେ ସେର, ଇଥିର୍ ଡୁଟେ ଭିଡ଼ିଓ ବନାଉଁନ
ଆରମ୍ଭ କରନ୍ତୁ
ନେଇହୋ ଭାଇ ଦୟାକରି କିରସନି ନେଇ ଦଉନ ଆମେ ବର୍ଷେ ଦେଇଥିନୁ କିରୋସିନି ଯେନ ଯେନ ଆଡେ ପାଣି ସାଙ୍ଗେ ଯିବା ସବୁ ଧନ ପୁଡ଼ିଲା ବେଟେନ ହେବ 🙏ଆରୁ ଆଜ୍ଞା ଆପଣକୁ ମୋର ନିବେଦନ ଦୟାକରି ଏନ୍ତା ତ୍ରୀକ ମାନେ ନାଇଁ ବଟାଉନ ଯେନ୍ତା କି ଚାshi ହଇରାଣ ହେବେ ସେ ତ୍ରୀକ କେ ପହେଲା ଅଖି ଦେଖୁନ ଆରୁ ତ ପରେ ଭିଡ଼ିଓ ଉପଲୋଡ଼ କରୁନ 🙏🙏
ନମସ୍କାର ଆଜ୍ଞାଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ବହୁତ ଧନ୍ୟବାଦ,ଆପଣ କେମିତି ଭାବରେ ଦେଇଥିଲେ ଜଣାଇଲେ, ଆହୁରି କୃତଜ୍ଞତା ହେଵୁ , ଦୟାକରି ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ
ଆମର ଦୁଇଖେଡିଆ ଚାଷ ହଉଛେ। କିରୋସିନି ରେ ସବୁ ପ୍ରକାରର ପୋକ ମରସନ ସତ୍ଏ ହେଳେ କିରୋସିନି ଟା କଳରୋ ଫାଇରଫସ୍ ରୁଭି (କୋଳୋରୋ)ପରିମାଣଟା ବେସିଥିସି ତ ଜେନ୍ ଧାନରେ ଦିଆହଇଥିବା ଚକଡା଼ ସୁନିଚିତ୍ ଳଳାଗିବା
@@satyajitpadhankirosin dele chakada lagiba ?
ପୁଢା ମୋବିଲ ଦେଲେ ଚଲବା କି ନାଇ ଆଜ୍ଞା
ଚଳିତ ଆଜ୍ଞାଦେଇ ପାରିବେ
Petrol dele kn hebo
ଧାନ ଖରାପ ହେବ
1 basta uria sar re 1 liter deasel heba ki sir
ଗଛ ଉପରେ ତ ବାଧ୍ୟ ପଡ଼ିବା ଆଜ୍ଞା ଗଛ୍ ପୁଡ଼ି ଯିବା ବେଳେ କେନ୍ତା ହେବା
ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ
ଧାନ ର ପଚା ରୋଗ ପାଇଁ
ଆ଼ମିଷ୍ଟାର ଟପ୍
Dhana patar lal heuthile kana dia heba
ଆଇରନ୍ ଓ ମ୍ଯାଗ୍ନେସୀଅମ୍ ସଲଫେଟ ଥିଵା ସାର ଦିଅନ୍ତୁ
ଧାନ କେ କଛି କ୍ଷତି ନି କରେ ତ ଅଜ୍ଞା
ହେଵା କଥା ନୁହେଁ
Khet ra sabu urbak jiba Mane vi Mari ne Jan taMane ...kencua
Apan nije use karichhan ki hawa re Khali kahuchhan @@Kurefultv
Dhana kharap nai hua kaa
ନାହିଁ
ଧାନ କେ ଖରାପ ପ୍ରଭାବ ପଡବା କି କେନ୍ତା ଯେ ଟିକେ ବତାବେ ଆଁଗ୍ୟା
ପ୍ରଭାଵ ପଡ଼ିବା ଜଣା ପଡ଼ିନାହିଁ,ଆପଣ ଜମିର ଘାଇ ମୁହଁରେ ଅଖା ବସ୍ତାରେ ଭିଜାଇ ରଖନ୍ତୁ,ତାରି ଉପରେ ପାଣି ଯିଵ
ସାର ଉଇ ହୁଙ୍କା କୁ କେମିତି ମାରିହେବ ଆମ ଘର ଚାରିଆଡେ ବ୍ୟାପି ଯାଉଛି ଆଉ ସାପ ବି ରହିବା ଆରମ୍ଭ କରିଦେଲେଣି please medicine କୁହନ୍ତୁ
Porotox powder ଉଇ ହୁଙ୍କା ଭିତରେ ପକାଇ ଗାତକୁ ଘୋଡାଇ ଦିଅନ୍ତୁ, ସବୁ ଉଇ ମରିଯିବେ
@@studytechodia3723 ବହୁତ ବହୁତ ଧନ୍ୟବାଦ ସାର
@@studytechodia3723ସାର ବଜାର ରେ ଉପଲବ୍ଧ ଅଛି କି?
ହଁ ସାର ଦୋକାନ କିମ୍ବା vigetable seeds ଦୋକାନ ରେ ମିଳିବ
@@studytechodia3723 ବହୁତ ବହୁତ ଧନ୍ୟବାଦ ସାର ଆପଣଙ୍କ ଠାରୁ ଏହି ସୂଚନା ପାଇଥିବାରୁ🙏🙏
ଆଜ୍ଞା ନମସ୍କାର ଆଜ୍ଞା କି ଏ ବ୍ୟବହାର କରି ଛେ କାଏ
ଚାଷୀ କରିଛନ୍ତି, ଟିକିଏ ସର୍ତକ ସହିତ ଦେଵା ହୋଇଥାଏ
Sir dhan gachh k naksan ni kare !
ସେମିତି କିଛି ଜଣା ପଡ଼ିନାହିଁ
Sadha lagi chhe kai USA dema
Keta din para dema sir
Matia gundi pok , Dhala gundi pok marba kini sir?
ପେକ୍ସାଲୋନ୍
ଧାନ କେ କିଛି ଆସୁ ବିଧା ନାଇ ହୁଏ ତ ସାର
ନାଇ ତା ହେବାର କଥାତଥାପି କିରୋସିନି କୁ ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ
ଇଜିନିସ କାମ୍ ଦଉଛେ
ପୁରା ଭାବରେ
ସାରବକି ଖାଇଦେଉଛେ କାଣାଦେଲେ ହେବା ଉପଚାର କହୁନ
ଫିପ୍ରୋନିଲ୍ ଦିଅନ୍ତୁ
ଢେରା ମାରିବା ପାଇଁ ଔଷଧ କଣ?
କାଉନସିଲ ସାଙ୍ଗରେ ଆଲମିସ୍କ୍ ମିଶାଇ ଦିଅନ୍ତୁ
ବିଲରୁ ପାଣି କାଟିବାକୁ ପଡ଼ିବ ନା। ନାହଁ
ମୂଷା ଧାନ ନେ କାଟିବା ଲାଗି କାନା କେ medicine ଟିକେ କହୁନ
ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Use karithili sir
Kama dela ta
ଧନ୍ୟବାଦ ଆଜ୍ଞାକିପରି ଦେଇଥିଲେ, ଦୟାକରି ଜଣାଇବେ
Gachha upare pressure padiba😂
ଠିକ୍ ଭାବରେ ଦେଲେ ଅସୁବିଧା ନାହିଁ
Dhan ke kharap karaba kn ?
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ
କିରୋସିନ ଯୁଗ ଗଲା ସାର
ତଥାପି ଚାଷ ପାଇଁ ଦରକାର ଅଛି
Dhan ra patar kabra hei jaesi
ହଁ ସାର୍,ସିଧା ଦିଅନ୍ତୁ ନାହିଁଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ
Manbar ke padba ho
ୟୁରିଆ ଗ୍ରୋମ୍ରର୍ ଥି ମିଶାଇ କରି ଦେଲେ ହେବା କାଏଁ
ହୋଇ ପାରିବ, ମିଶାଇ ଶିଘ୍ର ଦେବେ, ଅଧିକ ସମୟ ରଖିବେ ନାହିଁ
🙏🙏🙏🙏🙏
ଧାନ kando In The Coca-Cola
ଧନ୍ୟବାଦ
ମାଟି ଟାଣ ହୋଇ ଯିବ। କିଛି ବର୍ଷ ପରେ । ଯେନ ତା କି ଗାରେଜ ନୁ କିରୋସିନ, ଡିଜେଲ୍ ପଡ଼ିକରି ।
ଥରେ ଦିଅନ୍ତୁ
Bahut risk bhala nuhe
ନମସ୍କାର ଆଜ୍ଞାକିରୋସିନି କୁ ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ, ସବୁଠୁ ଭଲ୍
କୁଣ୍ଡା ଭାସୀ ଜିବା kanje
ଵାଲି ରେ ମିଶାଇ ଦିଅନ୍ତୁ
ଧାନ ର କିଛି କ୍ଷତି ନିହୁଏ ତ
ନେଇ ହେବାର କଥା,ଦେଵା ସମୟରେ ପତ୍ର ଉପରେ ପକାନ୍ତୁ ନାହିଁ
Dhana kharap nai hueta
ସର୍ତକ ସହିତ ଦେଵା କଥା
Ni hela adhka katha maane ni kaha ho. Aaej kali log etki bhakua nuhant j Pok maarbar lagi raefal ghinbe. Aau paesa saarbe kanje ki etki ta buddhi sabkari achhe. Main topic thi main katha ta kaha. Time waist kari desa ho😅
Absolutely wrong.
ନମସ୍କାର ଆଜ୍ଞାଆପଣ ପରୀକ୍ଷା କରିଛନ୍ତି କି, ଦୟାକରି ଜଣାଇବେ
E sabu dele mati kharap heba ho,bekar jinis gudaka kahi kahucha,kehi nai debe
😂😂 tangi thi barchhi thi
Fake କଥା
ପରିକ୍ଷା କରନ୍ତୁ
Deba sir but tar sange tike potas sir miseikari bele rakhikari marle usota thik se sar saange latkiba au samane padba
ଦେଵ, କିଛି ଅସୁବିଧା ନାହିଁ
Bahut sundar pratikar sir❤
ଧନ୍ୟବାଦ ଆଜ୍ଞା
Bahut badhiya video te aae aagya juhar 🙏
ଜୁହାର ଆଜ୍ଞା ଜୁହାର
ବଢିଆ ଉପଦେଶ 🙏
ଧନ୍ୟବାଦ ଆଜ୍ଞା
Bahut sundar sabu video ru sundar mor dil khush karidela
ଧନ୍ୟବାଦ ଆଜ୍ଞା ନମସ୍କାର
Badhia lagila sir juhar
Juhar
Very good
Thanks
Tume jenta time re senta video upload karucha dhanyabaad
ନମସ୍କାର ଆଜ୍ଞା
Sir dhan ke kisi kharap nihua ta
Very good sir❤
So nice of you
Bad dada bahut badia trik batala dhanyabad
ଧନ୍ୟବାଦ ଭାଇ ଧନ୍ୟବାଦ
Bahut badhiya
Thanks
Welcome
ଫୋଟେରା/VirTako ବିଷ କୁ Urea ସାର ସହ ପକାଇଲେ କାମ ଦେବ କି ନାହିଁ
Please Reply
Very good sir
Keep watching
ଧାନ ରୁଆ ଧଳା
ପ୍ରୋଫେନ୍ ଫସ୍ ଦିଅନ୍ତୁ
Npk saha fertera pakeile kichhi problem hab..plz sir kuhantu
ନମସ୍କାର ଆଜ୍ଞା
ଦେଇ ପାରିବେ, ଅଧିକ ସମୟ ରଖିବେ ନାହିଁ।
ଦୟାକରି ଆମର କୁରେଫୁଲ୍ ମ୍ଯୁଜିକ୍ ଚେନାଲ୍ କୁ ଟିକିଏ ସବସ୍କ୍ରାଇବ କରିବେ।
ruclips.net/video/c8XAUGQVlvQ/видео.htmlsi=NdQpQYdJ8bwwq90C
Sir namaskar
Dhan ti baki lagichhe
Medicine spry kalina
Nai 6aduchhe
Kenta karmi
Plz reply
ପ୍ରୋଫେନ୍ ଫସ୍ ନହେଲେ ଆଲାଣ୍ଟୋ ଦିଅନ୍ତୁ
Sir namaskar finale ka upyog karsakte hain kya ,please answar me
No, not applicable
ସାର୍ ଧାନ ଗଛ କେ ତାର ପ୍ରଭାବ କେନ୍ତା ରହେବା।
ଅସୁବିଧା ନାହିଁ
❤❤❤❤❤❤❤❤❤
ଜୁହାର ଆଜ୍ଞା ଜୁହାର
Dhana gachha lal hauchhe kenta karle chhadiba
Eatta panir bhasib gachhare kemit lagiba ?
ସିଧା ଦେଲେ, ଗଛରେ ଲାଗିଥାଏ
Khara dinia baigan re bahut poka heuchhi medicine kuhantu
କୋରାଜନ୍ ଦିଅନ୍ତୁ
ଆପଣ କୁ ମୋର୍ ଜୁହାର ଆପଣ ତ କହିଲେ ୧୫୦ ଟ, ର କିରୋସିନ ନାଇଁ ହେଲେ ଡିଜେଲ୍ କୁଣା ଥି ମିଶାଇ କରି ଜମିରେ ଝିଟ୍ ବାର୍ ଲାଗି, ଆର୍ ଗୁଟେ ମଜା ର କଥା ଟେ କହେଳେ ବନ୍ଧୁକ ରେ ମାଏଲେ ପଚାଶ ହଜାର ଲାଗ୍ ବା,ଆରୁ ତେଙ୍କ ରେ ମାଏଲେ କେତେ ଲାଗ୍ ବାଯେ ସେଟା ତ ନାଇଁ କହିଲେ, ଆପଣ କଥା ସୁନି କରି ବହୁତ୍ ଭଲ ଲାଗିଲା, ଜୁହାର
ଆଜ୍ଞା ଆପଣ ଙ୍କର ଆଡ଼େ ବନ୍ଧୁକ ମିଲୁଛେ କାଏ ଆଜ୍ଞା।
ଜୁହାର ଆଜ୍ଞା ଜୁହାର
ଆପଣ ମାନଙ୍କ ମତାମତ ପଢି ବହୁତ ଖୁସି ହେଲି, ଧନ୍ୟବାଦ ଆଜ୍ଞା
Dhane kete bele dema aau ken dojh ne sir
୩୦-୪୦ ଦିନ ରେ
Sir namaskar. 1 acor lagi 1liter kerosin hele . Kete kg urea re 1 litre kerosin misami.pls sir.
8-10 kg
ଧାନ ବିହିଡ଼ିି ଲା ପରେ ଦେଲେ ହେବା ky sir ?
ଦେଇ ପାରିବେ
Thik kahu 6a sar titlagadia ame 1nambar
Kia kia bebhar kalana kn tk janab 🙏
ପୁରା ବ୍ୟବହାର ହୋଇଛି
Kenta kam deuchhe dhan ke kichhi khrap nai kare ta reply deu sr
ଚାଷ ଜମି କେ ପୁରା ହାଲୁକା କରିବା ମେଡ଼ିସିନ୍ ରୋ ଭିଡ଼ିଓ କରନ୍ତୁ ସାର୍
ଆଗକୁ ଦେଖି ପାରିବେ
Patro thi lage le patro kona Hoi jali jaisee jai sir
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ, ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ ଜମି କୁ
Kiro sini ne tryal karu6an k sir
ଅନେକ ଚାଷୀ ଦେଇଛନ୍ତି
Kaienje thakuccha ho bhai
ଥରେ ପରିକ୍ଷା କରନ୍ତୁ
Buna dhan jamuna a 65 din hila9 gute gute tipi patar dup dup hau6e tamar tek re Demi k 2akar k sir
ପ୍ରଶ୍ନ ଵୁଝି ପାରୁ ନାହିଁ
Dhan rua 40-45 din bhitare thod saar re fetera, vitamin,humic acid,sulfar miseikari dei heba ki nai dayakari reply kale bhal heta ,sir
He sabu nai lage ho fartera 30 din re debe tarsange vitamin deiparbe
Reply show naikarbar j
Ek no heba da, daun
ଦେଇ ପାରିବେ, କିଛି ଅସୁବିଧା ନାହିଁ, ତଥାପି ହ୍ଯୁମିକ୍ ଏସିଡ ଓ ସଲଫର ଥରେ ରେ ଦିଅନ୍ତୁ ଓ ଫଟେରା ଥରେ ରେ ଦିଅନ୍ତୁ
ଗଣ୍ଠି ପୋକ ସମ୍ବନ୍ଦ ରେ ଏବଂ ଓସଦ କଣ ଦବା କୁହନ୍ତୁ
ଇନ୍ ସିପିଓ, ଇମ୍ପ୍ଲିଗୋ ଦିଅନ୍ତୁ
Kete din pare debar padba anga
୩୦-୪୦ ଦିନ ରେ
ଧାନ ଗଛ୍ ଲାଳ ହେଇକରି ମୂଲ ଠାନୁ କନ୍ଦଲି ଜାଉଛେ କାଣା ଦେଲେ ଭଳ ହେବା
କପର୍ ଅକ୍ସିକ୍ଳୋରାଇଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
Sir musha dhan khinu6n kanta karma batun vido bonun
ଆଗକୁ ଦେଖି ପାରିବେ
⭐⭐⭐⭐⭐⭐⭐👍👍👍👍👍👍👍👍
Dalia dhan re begna Jalil pratikar
ପ୍ରଶ୍ନ ଆଉଥରେ କୁହନ୍ତୁ
Kete din vitre deba katha aau aagru tk kaheba sir
୪୦-୪୫ ଦିନ ରେ
dhana re jagal hauchi ken medicine marba ken padba
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Agyan kapa kaounria patar lekhen haouche itar upre chasimanku abagata karaun❤❤❤❤❤❤❤❤❤❤
ଆଗକୁ ଦେଖି ପାରିବେ
ଏହି ପଦ୍ଧତିରେ ଲେଡା ପୋକର ନିରାକରଣ ହୋଇ ପାରିବ କି ନାହିଁ ଆଜ୍ଞା ।🙏
ହେବ
Kirosinre patrakaar pudsi apan trial karichhan kn
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ,ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ ଜମି କୁ
ଆମର ବରଗଡ ନେ ଧାନ କାର୍ଡ କେଜେ ଆପଲେ ନାଇକର୍ବାର ଏଜ୍,ରବି ଋତୁ ର, ଦେହଁ କାର୍ଡ, ଅଜି ୧ ରୁ ୬ ତାରିଖ ହେଇ ଗଲାନ, ଚାଷୀ ମାନେ କେନ୍ତା କର୍ବେ ସେର, ଇଥିର୍ ଡୁଟେ ଭିଡ଼ିଓ ବନାଉଁନ
ଆରମ୍ଭ କରନ୍ତୁ
ନେଇହୋ ଭାଇ ଦୟାକରି କିରସନି ନେଇ ଦଉନ ଆମେ ବର୍ଷେ ଦେଇଥିନୁ କିରୋସିନି ଯେନ ଯେନ ଆଡେ ପାଣି ସାଙ୍ଗେ ଯିବା ସବୁ ଧନ ପୁଡ଼ିଲା ବେଟେନ ହେବ 🙏ଆରୁ ଆଜ୍ଞା ଆପଣକୁ ମୋର ନିବେଦନ ଦୟାକରି ଏନ୍ତା ତ୍ରୀକ ମାନେ ନାଇଁ ବଟାଉନ ଯେନ୍ତା କି ଚାshi ହଇରାଣ ହେବେ ସେ ତ୍ରୀକ କେ ପହେଲା ଅଖି ଦେଖୁନ ଆରୁ ତ ପରେ ଭିଡ଼ିଓ ଉପଲୋଡ଼ କରୁନ 🙏🙏
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ବହୁତ ଧନ୍ୟବାଦ,ଆପଣ କେମିତି ଭାବରେ ଦେଇଥିଲେ ଜଣାଇଲେ, ଆହୁରି କୃତଜ୍ଞତା ହେଵୁ , ଦୟାକରି ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ
ଆମର ଦୁଇଖେଡିଆ ଚାଷ ହଉଛେ। କିରୋସିନି ରେ ସବୁ ପ୍ରକାରର ପୋକ ମରସନ ସତ୍ଏ ହେଳେ କିରୋସିନି ଟା କଳରୋ ଫାଇରଫସ୍ ରୁଭି (କୋଳୋରୋ)ପରିମାଣଟା ବେସିଥିସି ତ ଜେନ୍ ଧାନରେ ଦିଆହଇଥିବା ଚକଡା଼ ସୁନିଚିତ୍ ଳଳାଗିବା
@@satyajitpadhankirosin dele chakada lagiba ?
ପୁଢା ମୋବିଲ ଦେଲେ ଚଲବା କି ନାଇ ଆଜ୍ଞା
ଚଳିତ ଆଜ୍ଞା
ଦେଇ ପାରିବେ
Petrol dele kn hebo
ଧାନ ଖରାପ ହେବ
1 basta uria sar re 1 liter deasel heba ki sir
ଗଛ ଉପରେ ତ ବାଧ୍ୟ ପଡ଼ିବା ଆଜ୍ଞା ଗଛ୍ ପୁଡ଼ି ଯିବା ବେଳେ କେନ୍ତା ହେବା
ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଯିଵ
ଧାନ ର ପଚା ରୋଗ ପାଇଁ
ଆ଼ମିଷ୍ଟାର ଟପ୍
Dhana patar lal heuthile kana dia heba
ଆଇରନ୍ ଓ ମ୍ଯାଗ୍ନେସୀଅମ୍ ସଲଫେଟ ଥିଵା ସାର ଦିଅନ୍ତୁ
ଧାନ କେ କଛି କ୍ଷତି ନି କରେ ତ ଅଜ୍ଞା
ହେଵା କଥା ନୁହେଁ
Khet ra sabu urbak jiba Mane vi Mari ne Jan ta
Mane ...kencua
Apan nije use karichhan ki hawa re Khali kahuchhan @@Kurefultv
Dhana kharap nai hua kaa
ନାହିଁ
ଧାନ କେ ଖରାପ ପ୍ରଭାବ ପଡବା କି କେନ୍ତା ଯେ ଟିକେ ବତାବେ ଆଁଗ୍ୟା
ପ୍ରଭାଵ ପଡ଼ିବା ଜଣା ପଡ଼ିନାହିଁ,ଆପଣ ଜମିର ଘାଇ ମୁହଁରେ ଅଖା ବସ୍ତାରେ ଭିଜାଇ ରଖନ୍ତୁ,ତାରି ଉପରେ ପାଣି ଯିଵ
ସାର ଉଇ ହୁଙ୍କା କୁ କେମିତି ମାରିହେବ ଆମ ଘର ଚାରିଆଡେ ବ୍ୟାପି ଯାଉଛି ଆଉ ସାପ ବି ରହିବା ଆରମ୍ଭ କରିଦେଲେଣି please medicine କୁହନ୍ତୁ
Porotox powder ଉଇ ହୁଙ୍କା ଭିତରେ ପକାଇ ଗାତକୁ ଘୋଡାଇ ଦିଅନ୍ତୁ, ସବୁ ଉଇ ମରିଯିବେ
@@studytechodia3723 ବହୁତ ବହୁତ ଧନ୍ୟବାଦ ସାର
@@studytechodia3723ସାର ବଜାର ରେ ଉପଲବ୍ଧ ଅଛି କି?
ହଁ ସାର ଦୋକାନ କିମ୍ବା vigetable seeds ଦୋକାନ ରେ ମିଳିବ
@@studytechodia3723 ବହୁତ ବହୁତ ଧନ୍ୟବାଦ ସାର ଆପଣଙ୍କ ଠାରୁ ଏହି ସୂଚନା ପାଇଥିବାରୁ🙏🙏
ଆଜ୍ଞା ନମସ୍କାର ଆଜ୍ଞା କି ଏ ବ୍ୟବହାର କରି ଛେ କାଏ
ଚାଷୀ କରିଛନ୍ତି, ଟିକିଏ ସର୍ତକ ସହିତ ଦେଵା ହୋଇଥାଏ
Sir dhan gachh k naksan ni kare !
ସେମିତି କିଛି ଜଣା ପଡ଼ିନାହିଁ
Sadha lagi chhe kai USA dema
ଆ଼ମିଷ୍ଟାର ଟପ୍
Keta din para dema sir
୩୦-୪୦ ଦିନ ରେ
Matia gundi pok , Dhala gundi pok marba kini sir?
ପେକ୍ସାଲୋନ୍
ଧାନ କେ କିଛି ଆସୁ ବିଧା ନାଇ ହୁଏ ତ ସାର
ନାଇ ତା ହେବାର କଥା
ତଥାପି କିରୋସିନି କୁ ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ
ଇଜିନିସ କାମ୍ ଦଉଛେ
ପୁରା ଭାବରେ
ସାରବକି ଖାଇଦେଉଛେ କାଣାଦେଲେ ହେବା ଉପଚାର କହୁନ
ଫିପ୍ରୋନିଲ୍ ଦିଅନ୍ତୁ
ଢେରା ମାରିବା ପାଇଁ ଔଷଧ କଣ?
କାଉନସିଲ ସାଙ୍ଗରେ ଆଲମିସ୍କ୍ ମିଶାଇ ଦିଅନ୍ତୁ
ବିଲରୁ ପାଣି କାଟିବାକୁ ପଡ଼ିବ ନା। ନାହଁ
ମୂଷା ଧାନ ନେ କାଟିବା ଲାଗି କାନା କେ medicine ଟିକେ କହୁନ
ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Use karithili sir
Kama dela ta
ଧନ୍ୟବାଦ ଆଜ୍ଞା
କିପରି ଦେଇଥିଲେ, ଦୟାକରି ଜଣାଇବେ
Gachha upare pressure padiba😂
ଠିକ୍ ଭାବରେ ଦେଲେ ଅସୁବିଧା ନାହିଁ
Dhan ke kharap karaba kn ?
ସିଧା ପତ୍ର ଉପରେ ଦିଅନ୍ତୁ ନାହିଁ
କିରୋସିନ ଯୁଗ ଗଲା ସାର
ତଥାପି ଚାଷ ପାଇଁ ଦରକାର ଅଛି
Dhan ra patar kabra hei jaesi
ହଁ ସାର୍,ସିଧା ଦିଅନ୍ତୁ ନାହିଁ
ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ
Manbar ke padba ho
ଧନ୍ୟବାଦ ଆଜ୍ଞା
ୟୁରିଆ ଗ୍ରୋମ୍ରର୍ ଥି ମିଶାଇ କରି ଦେଲେ ହେବା କାଏଁ
ହୋଇ ପାରିବ, ମିଶାଇ ଶିଘ୍ର ଦେବେ, ଅଧିକ ସମୟ ରଖିବେ ନାହିଁ
🙏🙏🙏🙏🙏
ଜୁହାର ଆଜ୍ଞା ଜୁହାର
ଧାନ kando In The Coca-Cola
ଧନ୍ୟବାଦ
ମାଟି ଟାଣ ହୋଇ ଯିବ। କିଛି ବର୍ଷ ପରେ । ଯେନ ତା କି ଗାରେଜ ନୁ କିରୋସିନ, ଡିଜେଲ୍ ପଡ଼ିକରି ।
ଥରେ ଦିଅନ୍ତୁ
Bahut risk bhala nuhe
ନମସ୍କାର ଆଜ୍ଞା
କିରୋସିନି କୁ ଅଖା ବସ୍ତାରେ ଭିଜାଇ ଘାଇ ମୁହଁରେ ରଖନ୍ତୁ, ତାରି ଉପରେ ପାଣି ଜମି ଭିତରକୁ ଯିଵ, ସବୁଠୁ ଭଲ୍
କୁଣ୍ଡା ଭାସୀ ଜିବା kanje
ଵାଲି ରେ ମିଶାଇ ଦିଅନ୍ତୁ
ଧାନ ର କିଛି କ୍ଷତି ନିହୁଏ ତ
ନେଇ ହେବାର କଥା,ଦେଵା ସମୟରେ ପତ୍ର ଉପରେ ପକାନ୍ତୁ ନାହିଁ
Dhana kharap nai hueta
ସର୍ତକ ସହିତ ଦେଵା କଥା
Ni hela adhka katha maane ni kaha ho. Aaej kali log etki bhakua nuhant j Pok maarbar lagi raefal ghinbe. Aau paesa saarbe kanje ki etki ta buddhi sabkari achhe. Main topic thi main katha ta kaha. Time waist kari desa ho😅
Absolutely wrong.
ନମସ୍କାର ଆଜ୍ଞା
ଆପଣ ପରୀକ୍ଷା କରିଛନ୍ତି କି, ଦୟାକରି ଜଣାଇବେ