2 ଠୋପା କିରୋସିନ ରେ ପୋକ ନିୟନ୍ତ୍ରଣ Pest control by Kerosin
HTML-код
- Опубликовано: 5 фев 2025
- 2 ଠୋପା କିରୋସିନ ରେ ପୋକ ନିୟନ୍ତ୍ରଣ
କେଉଁ କେଉଁ ପୋକ ଦମନ ହେବ
ସମ୍ପୂର୍ଣ ତଥ୍ୟ ନେଇ ପ୍ରୟୋଗ କରନ୍ତୁ
100% Result
Pest Control by Kerosin
How do you make kerosene insecticide
What does kerosene do to insects
Is kerosene an insecticide
How is kerosin used as pesticide
Kerosene oil and lubricants can be used as termite repellent and insect control
Different pest like stem borer
Leaf folder
Brown Plant Hopper
Rice Hispa
Case worm
18 nos. of pest attacks to paddy crop
Out of which Leaf folder and case worm can be controlled by Using Kerosin
1Lit of keroisin per 1 Acre
Mix 1lit of kerosin in 25kg of Sand and apply in 1ekar of land
Use a rope in crop so that the larva will fall in the water and died
Then drain the water and irrigate fresh water
Welcome To Our RUclips Channel KRUSHI SAMPADA
Krushi Sampada RUclips Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank You
Krushi Sampada
#krushisampada #kerosin #pest_control #paddy
WATCH NEXT:
Humic Acid ଏକର ପ୍ରତି ୨୦୦ଟଙ୍କା ଖର୍ଚ୍ଚ
• HUMIC ACID ଏକର ପ୍ରତି ମ...
ଧାନ ପାଇଁ ଅଣୁସାର
• ଧାନ ଫସଲରେ Zinc ଅଣୁସାର ...
ଧାନ ପିଲ ପାଇଁ ଫିଟି କିରି
• ଧାନ ପିଲସାର ରେ ଫିଟିକିରି...
ଧାନ ରେ ମାହିଶା ରୋଗ
• Paddy Blast ମହିଷା ରୋଗ...
Best idea sir
Many many thanks
Sir କପା ଚାଷ୍ ବିଷୟରେ ଗୋଟିଏ video କରନ୍ତୁ
Bohut valo
Thank you
very nice sir
Thank you
Pasala re spray kale habani ki sir
Super video
Thank you
👍👍👍👍
Sir sarna paddy kete Dina madhya re hoi thae
Sir ନମସ୍କାର, ରସୁଣ ଚାଷ ପ୍ରଣାଳୀ ର video ଟେ ବନାନ୍ତୁ
Super video 👌☝️
Thank you
Sir kirosin miluchi ki Apono Recomned koruchanti.
Sir patra podaa pi ki pakara bisa padipariba
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ କୁ ପରିଚାଳନା କରିବା ପାଇଁ
Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Medicine saha misei Spary kari hobaki?
Sir Dhana Roibar Ra 15 Dina Hoichi... Keun Ghasa Mara Dele Sabu Ghasa Ku Controll Kariheba???
Patra podaa poka pi kirosin padipariba sir
ନା
Sir kirosin dwara Matiagundi (BPH) control kari hebo ki....?
ନା ସେତେଟା ନିୟନ୍ତ୍ରଣ ହୋଇ ପାରିବ ନାହିଁ
mouapoka niyantran kipari hoiparib
Nolipaka ba patramuda pai ustad dawchanti no yes
Kapa Chas rogo poka kuha sar
Ok thanks
Sri,Tomato re kirosin spre kariparibaki
ନା ଏହାକୁ କେବଳ ଧାନ ଫସଲର ପୋକ କୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ।
Sir prajapati poka pani kn spair karajiba
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
Dhana bilare Pani siuli heichi kana karibu please daya Kari kahibe sir namaskar
ruclips.net/video/gx6NBoqjenw/видео.html
Sir Namaskar, ସ୍ପ୍ରେ କଲେ ହବନିନା ,nalipoka ଲାଗିଛନ୍ତି
ପୋକ ପାଇଁ pesticide ସ୍ପ୍ରେ କରନ୍ତୁ
Dhana Patra dhala dhala heichi dhana gacha badhuni athi pain kana karibu please daya Kari kahibe
ଧାନ ଫସଲର ପତ୍ର ମୋଡା ପୋକ ଲାଗିଲେ ଏହି ପୋକ 2-3 ଟି ପତ୍ର କୁ ଯୋଡ଼ି ଏଥିରେ ରହି ପତ୍ର ରେ ଥିବା ସବୁଜ କଣା କୁ କୋରି ଖାଇଥାଏ ।ଫଳରେ ପତ୍ର ରେ ଲମ୍ବା ଲମ୍ବା ଧଳା ଦାଗ ଦେଖାଯାଇଥାଏ।
ଏହି ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ପାଣି କାଟି ଦିଅନ୍ତୁ।
Cartap hydrochloride 50%SP lit ପ୍ରତି 2gm ସହିତ Emamectin Benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା
Chlorontraniliprole 18.5%SC drum ପ୍ରତି 6-7ml ବା
Vayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml କିମା
Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Fipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ତା ଛଡା ଦାନାଦାର କୀଟନାଶକ କୁ ପ୍ରୟୋଗ କରି ପାରିବେ।
Virtako ଏକର ପ୍ରତି 2.5kg କିମ୍ବା
Ferterra ଏକର ପ୍ରତି 4kg କିମ୍ବା
Regent ଏକର ପ୍ରତି 6kg କୁ 10kg ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ।
ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ସହିତ Potash 12kg ମିଶାଇ ପ୍ରୟୋଗ କରନ୍ତୁ।
Sir ଧାନ ହଳଦିଆ ଆସିବନିତ
ନା 5-6 ଘଣ୍ଟା ପରେ ପାଣି drain କରିଲେ କିଛି ଅସୁବିଧା ହେବ ନାହିଁ
Third doss re nano uria spry kale hebo ki sir
ହଁ ସ୍ପ୍ରେ କରି ପାରିବେ
Sir dhana rua 25 dina helani godadi au kacharanga ghasa jor heichi kou ghasa mara medicine padiba
Whip Super drum ପ୍ରତି 25ml ସହିତ Almix drum ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
Sir mor dhana re besi jagala hauchi kemiti Kami ba
Sar dhana re chachuni ghasa bahut haichi Kan marile Maribo
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
Bkirosin ta milunahi kan kribu
Sir Leaf folder aau Case worm pai keu Rasayanaka Sara Bybahara kariba?
Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
@@krushisampada Dhanyabad 🙏🙏🙏
Sir banki re kain medicine deba
Carbofuran 3G ଏକର ପ୍ରତି 10kg ବା Virtako ଏକର ପ୍ରତି 2.5kg 10kg ବାଲିରେ ଗୋଳାଇ ପ୍ରୟୋଗ କରନ୍ତୁ
Ebe kintu milu nahi sir kirosine
Sir ନମସ୍କାର ମଘା ହେଉଛି ଧାନରେ କଣ ଦେବା
ମଘା ?
Sir ନମସ୍କାର, ଏଥିରେ ଲେଡା ପୋକର ନିୟନ୍ତ୍ରଣ ହୋଇ ପାରିବ କି ? ଦୟା କରି କହିବେ 🙏
ହଁ ଲେଡ଼। ପୋକ ମଧ୍ୟ ଦମନ ହୋଇ ପାରିବ
Sir, nano urea, dap,sagarika liquid ଏକା ସାଙ୍ଗରେ ମିଶାଇ ପ୍ରୟୋଗ କରିପାରିବା କି?
ହଁ ସ୍ପ୍ରେ କରି ପାରିବେ
ସାରେ ନମସ୍କାର, ବାଲିରେ କିରୋସିନି ନ ମିଶାଇ ଵିଲକୁ ପାଣି ଯିବା ବାଟରେ ଗୋଟେ ଅଖାରେ ଭିଜାଇ ରଖିଲେ ହଵନି ।
ହଁ ଏହି ପଦ୍ଧତି ରେ ପ୍ରୟୋଗ କରି ପାରିବେ
ଧନ୍ୟବାଦ ଆଜ୍ଞା।
ସାର୍ ରାସାୟନିକ ଉପାୟରେ କଣ ପ୍ରୟୋଗ କରିବା। cannon ରେ ମାନୁନାହାନ୍ତି
Flubendiamide 20%WG drum ପ୍ରତି 6gm ବା Cartap hydrochloride 50%SP lit ପ୍ରତି 1.25gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଏକର କୁ କେତେ କେଜି ରାସି ବି୍
ସାର ମୁଗ ପତ୍ର ମୁଚା ହୋଇଯାଉଛି କଣ medicine ଲାଗିବ
Thiomethoxam 25%WG lit ପ୍ରତି 0.5gm ବା
Movento lit ପ୍ରତି 1ml ସହିତ ନିମ୍ବତେଲ lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir ପତ୍ର ହଳଦିଆ ପଡିଯାଇଛି ଓ ନାଲି ଥୁପା ଠୁପ୍ପା ହେଇଛି କଣ ପ୍ରୟୋଗ କରିବା
Photo ପଠାନ୍ତୁ
Sir kerosin na milile diesel dei heba ki
ନା Disel ବ୍ୟବହାର କରନ୍ତୁ ନାହିଁ।ଜମି କୁ ନଷ୍ଟ କରି ଦେବ
ସାର୍ ଏମିତି ମଝିରେ ମଝିରେ ନୂଆ ନୂଆ ଉପାୟ ଚାଷୀ କୁ ଦିଅନ୍ତୁ
Thank you
ଧାନ ବିଲରେ କାଚରଙ୍ଗା ଲତା ଜାତୀୟ ଘାସ ପାଇଁ କେଉଁ ଘାସ ମରା ପକେଇବା
2 4 D aka dram re 30 gm
ଧାନ ରୋଇବା କେତେ ଦିନ ହୋଇଛି ଜାଣନ୍ତୁ।
20 ଦିନ ହେବ ରୁଆ ହୋଇଛି କେଉଁ ଘାସ ମରା ପଡିବ ଧାନ ପାଇଁ
Sir sara sangrea buni hebna
ନା କେବଳ ବାଲି ସାଙ୍ଗରେ ବୁଣନ୍ତୁ
ଧୁବୁଲି ପୋକ ପାଇଁ ଓୌଷଧ କୁହନ୍ତୁ
Sara sahita mix kari deihebaki
ନା ବାଲି ସହିତ ମିଶାଇ ପ୍ରୟୋଗ କରନ୍ତୁ
😅
ପତ୍ର ମଡ଼ା ରୋଗ କାଣ୍ଡ ବିନ୍ଦା ପାଇଁ କଉ ଔଷଧ ବ୍ୟବହାର କରିବା।
Cartap hydrochloride 50%SP lit ପ୍ରତି 1.5gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ବା Fipronil 5%SC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
@@krushisampada thank you
Mu kha ra dinia dhana cha sa Kari chhi Matra dhana roi bara 18 day helani Matra no progres
ଜୈବିକ ସାର BIOZYME ବା BIOVITA ବା Agri Humic granules ଏକର ପ୍ରତି 10kg ସହିତ Urea 25kg ମିଶାଇ ପ୍ରୟୋଗ କରନ୍ତୁ।
ଆପଣଙ୍କ ନମ୍ବର share କରନ୍ତୁ sir
ଜଳସେଚନ ନିଜ ନିୟନ୍ତ୍ରଣରେ ନଥିଲେ ସବୁଜମିରେ ଏହା ସମ୍ଭବ ନୁହଁ
Sir ଆପଣଙ୍କ ର contact number ଦେବେ କୀ sir please...
Sir kenda kati dauchanti kn medicine padiba
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Dhana bilare Pani siuli heichi kana karibu please daya Kari kahibe
ruclips.net/video/gx6NBoqjenw/видео.html