ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine

Поделиться
HTML-код
  • Опубликовано: 5 фев 2025
  • Arabinda Sahoo
    KRUSHI SAMPADA
    ଗୋମୂତ୍ର ଆଧାରିତ କୀଟନାଶକ ଗୋ ଅର୍କ
    ଆବଶ୍ୟକ ସାମଗ୍ରୀ
    ଦେଶୀ ଗାଈ ମୂତ୍ର 4ଲିଟର
    ନିମ୍ବପତ୍ର 1kg
    ରସୁଣ 50gm
    ମାଟି ପତ୍ର ବା ପ୍ଲାଷ୍ଟିକ ପତ୍ର ରେ ଗାଈ ମୂତ୍ର ରେ ନିମ୍ବପତ୍ର ମିଶାଇ ଦିଅନ୍ତୁ
    ସକାଳ ଓ ସନ୍ଧ୍ୟା ସମୟରେ ଗୋଳାଇ ଦିଅନ୍ତୁ
    7ଦିନ ପରେ 50gm ରସୁଣ ଛେଚି ମିଶାଇ ଦିଅନ୍ତୁ
    10ଦିନ ପରେ ଏହାକୁ ବ୍ୟବହାର କରି ପାରିବେ
    lit ପ୍ରତି 50ml ମିଶାଇ ସବୁ ଫସଲରେ 6ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ
    ପୋକ ମାଙ୍କଡ଼ ଓ ଷଣ୍ଢ ଫସଲ କୁ କ୍ଷତି କରିବେ ନାହିଁ
    THANK YOU
    KRUSHI SAMPADA
    MOB: 7008498896
    sahooarabinda72@gmail. com
    WATCH NEXT :
    VARROZ or VIRTAKO
    • ଧାନ ଫସଲର ପିଲ ଅବସ୍ଥାରୁ ...
    All in One
    ସୋରିଷ ପିଡ଼ିଆ ଚା
    • All in One ସୋରିଷ ପିଡ଼ି...
    ଖରଟିଆ ଶଙ୍କର ବିହନ ଉତ୍ପାଦନ
    • ଖରାଦିନିଆ ଶଙ୍କର ବିହନ ଉତ...
    #krushisampada #organicpesticide # cowurine #cowurinepesticide

Комментарии • 323