Paddy Stem borer Control ଧାନ କାଣ୍ଡ ବିନ୍ଧା ପାଇଁ pesticide ର Best Combination
HTML-код
- Опубликовано: 5 фев 2025
- Paddy stem borer control
How to control paddy stem borer
Best insecticide for paddy Stem Borer
Best insecticide combination for paddy stem borer
Welcome To Our RUclips Channel KRUSHI SAMPADA
Krushi Sampada RUclips Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #paddystemborer
Very nice
Many many thanks sir.
Welcome
ଧନ୍ୟବାଦ ଆଜ୍ଞା।।
Bahut vala information deuchanti.Thank u sir.
Thank you sir
Alaways Welcome
Sir Acephate re lifefolda poko mariba ki nahi
Very good information sir 🙏, Thank you sir
Apankara video bahut bhala laguchhi sir... Thanks sir
Welcome
Good information Sir. Thanks
Welcome
Sir aapana great
Thanks
Thankyou sir for new pesticidesin formation
Welcome sir
Useful advice
Thank you
Sir pila sara re,zinc au fetra miseiki pakeiparibaki, and spary re NPK saha kanda bindha poka bisa miseki spray kari paribu
ପିଲ ସାର ରେ Ferteera ଓ Zinc ମିଶାଇ ପ୍ରୟୋଗ କରନ୍ତୁ।
NPK ସହିତ କାଣ୍ଡ ବିନ୍ଧା ପୋକ ମିଶାନ୍ତୁ ନାହିଁ
ଦାନାଦର
Thank you
ଜୟ ଜଗନ୍ନାଥ 🚩🚩🚩🙏🙏🙏
ଜୟ ଜଗନ୍ନାଥ
Sir canan medicen cand binda spry Kariba ki
ଧାନ ଫସଲରେ କାଣ୍ଡ ବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ଗୋଟିଏ ଆଲୋକ ଯନ୍ତା ଓ 8ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ।
ଏକର ପ୍ରତି 8-10ଟି ବାଉଁଶ କଣି ବ୍ୟବହାର କଲେ ଏହା ଉପରେ ପକ୍ଷୀ ବସି ଲାର୍ଭା କୁ ଖାଇବେ।
ଦାନାଦାର କୀଟନାଶକ Ferterra ଏକର ପ୍ରତି 4kg ବା
Virtako ଏକର ପ୍ରତି 2.5 kg ବା
Barroz 3kg ପ୍ରୟୋଗ କରନ୍ତୁ।
କିମ୍ବା
Cartap hydrochloride 50%SP lit ପ୍ରତି 2gm ସହିତ Emamectin benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ ବା
Chlorontraniliprole 18.5%SC drum ପ୍ରତି 6ml ବା
Vayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml ବା
Chloropyriphos 50%+Cypermethrin 5%EC lit ପ୍ରତି 2ml
ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ସାର୍ ଆପଣକୁ ବହୁତ ବହୁତ ଧନ୍ୟବାଦ ଆପଣ ଏଭଳି ଆମ ଓଡ଼ିଶାର ଚାଷୀ ଭାଈ ମାନଙ୍କୁ ମତାମତ ଦେଉଥିବାରୁ🙏🙏🙏
Welcome sir
Spray
Sir namaskar bhu 11 dhana re mulasara hisabare dap diaa heichi pila sara hisabare kana diaa heba aau kete diaheba please reply
Sir coragen + emamectin + bayer buonos mix kari dhan re spray karihebaki dhan plantetion 50 din heichhi
ହଁ ସ୍ପ୍ରେ କରି ପାରିବେ
Sir aapNanka paribaraku bhagaban bhalare rakhantu
Thank you
Sir thoda abastare hormon Saha miseki dei heba
ହଁ ମିଶାଇ ସ୍ପ୍ରେ କରନ୍ତୁ ଅପରାହ୍ନରେ
Sirsaruhaldiapsdushhikanakaaribakupdiba
Sir Ahi rogare Amistar top chaliba ki nahi ti kahibe
Ganthi poka pai balleen pesticides use kale heba ki
Balleen peaticide ଅପେକ୍ଷା ଏହା ଭଲ କାମ ଦେଇଥାଏ
Sir. Dhalama6i. Lagi6i. Lemuria. Kariba
Best kitanasa spary pain
Sir cartap hydrachloride 50sp fortiliser mix kari mula re dele,kandabindha lagibaki
ନା ପୋକ ଲାଗିଲେ lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ
Sar, mu 468 hybrid dhana chasa karibi .mula sara kan deba
DAP ଏକର ପ୍ରତି 50kg potash 20kg ସହିତ Borax 4kg ପ୍ରୟୋଗ କରନ୍ତୁ
Sir apan nka gota video dekhi mou pan field re guda spray karithili taha kama kariba tii
Sir Namaskar🙏 ,
urea+ potash saha virtako insecticide ku prayoga kari pariba ki ?
ହିଁ ମିଶାଇ ପ୍ରୟୋଗ କରନ୍ତୁ
Good information sir.
Cotton lagi gute video daun sir
Thank you
Sir namaskar...Kandabindha poka paen precaution hisab re Tata company ra flubendiamide 0.7% 5kg/acre hisaba re deichi..chaliba na au kichi dia jaipariba
ଠିକ୍ ଅଛି
@krushisampada sir I am from boudh and my name is vivek..sir mor gote suggestion -Gote whatsapp number diantu jouthire upi link thiba. Parti ti chasa ra solution hau Kimba nua chasa ra suggestion paen ame contact karibu au video kariki hau Kimba photo pathei ki tara treatment Magibu. Au ta paen fee ame upi through re payment karibu.apana prati kharif Kimba rabi season paen gote onetime fee fix kale .nija nija subidha hisab re payment kariki consult kale bhala huanta..tikiye bhabi ki kahibe otherwise jadi semiti kichi service available achi then amaku janantu..🙏🙏
Sir mu svu year fetrara use kruchi hla ya result pau nhi
Pesticide ସ୍ପ୍ରେ କରନ୍ତୁ
sir, pila sara re urea+potash sara saha, sulphur miseipariba ki ?Sir please reply.
Urea ସହିତ potash ମିଶାଇ ପ୍ରୟୋଗ କରନ୍ତୁ
Thank you sir🙏
Sir,mu dhana robibar 10 dina pare pyrazosulfuron ethyl 10 wp deichi,total sara dia heini.ketedina pare sara dia haba plz kahibe
ତୁରନ୍ତ ସାର ପ୍ରୟୋଗ କରନ୍ତୁ
@@krushisampada dhanyabad sir,anusara deiparibi ta
Pyarazosulfuron ajiku 8 dina hela paka heichi kali sara pakeile kichhi problem heba nahi ta?
ସାର୍ ନମସ୍କାର ଆପଣ ଠିକ୍ ସମୟରେ ତଥ୍ୟ ପ୍ରଦାନ କରିଛନ୍ତି, ଆପଣଙ୍କୁ ଧନ୍ୟବାଦ ମୋର ଅନୁରୋଧ ଆପଣଙ୍କ ପାଖରେ insecticide or fungicide ଏ ଦୁଇଟି ଔଷଧକୁ ଏକା ସାଙ୍ଗରେ କେଉଁ କେଉଁ ଔଷଧ ସହିତ ମିଶାଇ ବେବହାର କରି ପାରିବା , କାଣ୍ଡ ବିନ୍ଧା ପୋକ ଓ କବକ ଜନିତ ରୋଗ ପାଇଁ, ରହିଲି ଭିଡିଓ ନିହାତି କରିବେ
Thank you
Sir ame super D prayoga karuchu
Bangi futu6sar kanadema
Gall midge kemiti control Kariba sir
ruclips.net/video/M-ir56mr7f0/видео.html
Dhana ga6 re sadha roga pai kana dia heba
Hexaconazole 5%EC lit ପ୍ରତି 2ml ବା
Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Jamire pani kete rahiba darkar jadi besi barsha hua parinam kan heb
ଅଧିକ ପାଣି ରହିଲେ ଚେର ର ବୃଦ୍ଧି ଠିକ୍ ରେ ହୋଇ ନଥାଏ।ଜମିରେ 2-3 ଇଞ୍ଚ ପାଣି ରଖନ୍ତୁ
thai apple berr plant re boron 20 kte thoro spray koriba phulo heba purboru...?? aau phulo ru pholo heba pore kte thara boron 20 spray koriba...??? kindly kuhontu sir..?
Boron 20% lit ପ୍ରତି 1gm ହିସାବରେ ଉଭୟ ସମୟ ରେ ସ୍ପ୍ରେ କରନ୍ତୁ।
Nasikia kalara phasal re kana Sara ba sinchan karajiba
sir,,, sagarika liquid sahita boron 20 mix spray kori pariba na nahin apple berr plant re...?? 16 liter spray barrel kte composition re boron 20 and sagarika spray kori pariba...?
ହଁ ମିଶାଇ ସ୍ପ୍ରେ କରନ୍ତୁ।Boron 20% lit ପ୍ରତି 1gm ସହିତ Sagarika lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
thanks sir
Flubendamide o.7 GR..kemiti rohibo sir.Se Bisoyore kohunahanti
ରୋଇବାର 15-25 ଦିନରେ ପ୍ରୟୋଗ କରନ୍ତୁ
Dhana. Re dhala machi lagichi medicine kana deba
Osheen lit ପ୍ରତି 0.5gm ବା Ulala lit ପ୍ରତି 0.5ml ବା Chess drum ପ୍ରତି 12gm
Sir Kanda bindha pain P I company cosko danadar kama deba ki nahi
ହଁ କାମଦେବ
Sir please make video about Macadamia Nut framing already exists in Odisha and worst thing is Odia youtber didn't crover macadamia topic
କେଉଁ ସ୍ଥାନରେ ଚାଷ ହୋଇଛି address ଓ ଚାଷୀ ଙ୍କ contact number ଦିଅନ୍ତୁ
Crataphydrochoride 150 Gms & 505 Ku 300 ML Acre Prati Dele Kemiti Heba Sir
ହେବ କିନ୍ତୁ ଅଳ୍ପ ପାଣିରେ ମିଶ୍ରଣ ପ୍ରସ୍ତୁତ କରି ଦେଖନ୍ତୁ ଯଦି ଦ୍ରବଣ ଫାଟି ନ ଯାଏ ତେବେ ସ୍ପ୍ରେ କରନ୍ତୁ।
ସାର୍ ନମସ୍କାର Candal 50sp ସହିତ ନିମ ତେଲ ମିସେଇ ପାରିବା କି ଏବଂ Minecto Xtra ସହିତ କେଉଁ କେଉଁ fungicide ଦେଇ spray କରିହେବ, ଆପଣ ଜଣେଇବେ ରହିଲି
Caldan lit ପ୍ରତି 2gm ସହିତ ନିମ୍ବ ତେଲ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।drum ପ୍ରତି ଅଧା ଚାମଚ detergent ବା ସମ୍ପୁ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Minecto Extra କୁ ଏକର ପ୍ରତି 20ml ହିସାବରେ ସ୍ପ୍ରେ କରନ୍ତୁ
Cannon spray karichi
Only kanda bindha poka
ଆବଶ୍ୟକ ପଡିଲେ କୀଟନାଶକ କୁ ବଦଳାଇ Coragen drum ପ୍ରତି 7ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ସାର ଧାନ ଓଜନ ଦାର ହେବ କେମିତି
ଧାନ ଥୋଡ ଅବସ୍ଥାରେ NPK 0: 52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଧାନ କ୍ଷୀର ଢ଼ୋକିବା ଅବସ୍ଥାରେ NPK 0:0:50 lit ପ୍ରତି 5gm ହିସାବରେ ସ୍ପ୍ରେ କରନ୍ତୁ
@@krushisampada sir 🙏 ଏହି 3 ଟିକୁ ଏକା ସହିତ ମିଶି ସ୍ପ୍ରେ କରି ହେବ ପ୍ଲିଜ୍ reply
Sir ନମସ୍କାର 🙏
ଧାନ ରୋଇବାର 16 ଦିନ ପରେ ସେକେଣ୍ଡ dose ସାର ରେ ferterra ଦିଆ ଯାଇଛି, ଆଜି 7 ଦିନ ହେଲା କିନ୍ତୁ ଗୋଟେ ଗୋଟେ ସ୍ଥାନ ରେ କାଣ୍ଡ ବିନ୍ଧା ପୋକ ର ପ୍ରଜାପତି ଦେଖିବାକୁ ମିଳୁଚି ତେଣୁ ଆଉ କିଛି କରିବା ଆବଶ୍ୟକ ଅଛି କି ?
Ferterra କୁ ଧାନ ରୋଇବାର 20-25 ଦିନରେ ପ୍ରୟୋଗ କରାଯାଏ
ବର୍ତମାନ Cartap hydrochloride 50%SP lit ପ୍ରତି 2gm ବା Coragen drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
Mortar ବ୍ୟବହାର କଲେ କେମିତି ହେବ sir
Mortar ଯାହାକି Cartap hydrochloride 75%SG lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।ଭଲ କାମ ଦେବ
Kindly pH no share karantu. Mu organic farming start karichi. Mote kichi kitanasak darkara. Pariba farming pain.
ଆଜ୍ଞା 🙏
Thiamethoxam 12.6%+
Lamda+cyhalothrin 9.5%ZC
ରୁଆ ଧାନ ରେ ସ୍ପ୍ରେ କଲେ କlଣ୍ଡବିନ୍ଧା କଣ୍ଟ୍ରୋଲ ହବକି?
Hmm heba spray karantu
ସାରେ ଆମେ zailo spray କରିଛୁ କାମ କେମିତି କରିବ।
ହଁ କାମ ଦେବ
@@krushisampada ଧନ୍ୟବାଦ୍
sir tata reeva ପୋକ ପାଇଁ ମାରିଲେ ଭଲ କାମ ଦବ
Lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ
ଭିଟାମିନ ଆଉ ପୋକମାର। ଏକା ସହିତ ଦେଇପାରିବ କି ସର୍....?
ଦେଇ ପାରିବେ କିନ୍ତୁ ଅଲଗା ପ୍ରୟୋଗ କଲେ ଅଧିକ ଫାଇଦା ମିଳିଥାଏ
ସାର ନମସ୍କାର ଲିମ୍ବତେଲ କେମିତି ସ୍ପ୍ରେକରିବୁ ତେଲପାଣିଉପରେ ଭାସୁଅଛି। ତାର ଉପାୟ କୁହନ୍ତୁ।
Drum ପ୍ରତି ଅଧା ଚାମଚ detergent ବା sampoo ମିଶାଇ ସ୍ପ୍ରେ କରନ୍ତୁ କିମ୍ବା drum ପ୍ରତି 5ml Agri 82 ମିଶାଇ ସ୍ପ୍ରେ କରନ୍ତୁ
ସାର୍ କାଣ୍ଡବିନ୍ଦା ପୋକ ଲାଗିବା ଆଗରୁ ପ୍ରୟୋଗ କଲେ ଏହା କାମ କରି ବ କି ନାହିଁ।
ଆଗରୁ ପ୍ରୟୋଗ କରନ୍ତୁ ନାହିଁ ଉପକାରୀ କୀଟ ନଷ୍ଟ ହୋଇଯିବ
Sir ପାନ ଗଛ ପତ୍ର ରେ କେଉଁ ଜୈବିକ ଶାର ଦେଲେ ବଡ଼ ପତ୍ର ହୋଇ
Humic acid (Agri Hmic)lit ପ୍ରତି 2ml
ଲେଢା ପୋକ ପାଇଁ କେଉଁ ବିଷ ପକାଇ ବା ପୋକ ଗୋଡିକ ପତ୍ର ର ଅଗ ଆଡୁ ଖାଇ ଖାଇ ପାଣି ପାଖ ଧରେଇ ଦେଉଛନ୍ତି ଗଛ କୁ ମୁଡା କରି ଦେଉଛନ୍ତି
Carbofuran 3G ଦାନାଦାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ କିମ୍ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
Sir apana nka saha contant kmt kariparibu?
Contant no. Debe ki
Sir ନମସ୍କାର ମୁ ସାଗ ବୁଣିବା ପାଈ ଜମିରେ ମୋଥା ଗାସ ମାରିବା ପାଇ ସେପ୍ରା ଛିଚନ କରିଚି କେତେ ଦିନ ପରେ ସାଗ ବୁଣି ପାରିବି
7ଦିନ ପରେ
Danadar
Simodis use କରିପାରିଵୁ କି
ହଁ ସ୍ପ୍ରେ
ଥୋଡ ଅବସ୍ଥା ମାନେ କଣ sir
Zygant 4kg par acar
Thank you
ଇମିଡାକ୍ଳୋରୋପିଟ୍ ମଧ୍ଯ ଦିଆ ଯାଇପାରିବ
ଦାନାଦାର ଵେବହାର କରୁଛୁ
Thank you
ଆପଣ କହୁଥିବା ଔଷଧ କୋଉଠୁ ପାଇବା।।ସେ ବିଷୟରେ ଟିକେ କହିବେ
Jagatsinghpur ra patra seeds store re sabu miliba
ଆପଣ ଙ୍କ ଅଞ୍ଚଳ ର pesticide ଦୋକାନ ରେ ମିଳିବ
@@krushisampada amara epate apana kahuthiba medicine milunahi Daya Kari online ru kemiti paiba kuhantu
ସାର ରୁଆଧାନରେ ଉଇଲାଗୁଛି କଣ ଔଶଧ ପକାଜିବ ଟିକେଜଣାନ୍ତୁ
Carbofuron 3G ଏକର ପ୍ରତି 12kg ପ୍ରୟୋଗ କରନ୍ତୁ
4:45
Sir please apanaka number diyantu
Sir apanka phone number diantu
Spray
Sir syngenta company ra Alika inceticide spray kale heba ki 🙏🙏🙏
ହଁ lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ
@krushisampada sir ଧାନ ଫସଲ ରେ coragen ସହ ସ୍ପ୍ରେ କରିହେବ କି?.. ନା ଖାଲି alika sufficient ହବ.. Insecticide