ଧାନ ର ୪ଟି ରୋଗ ରେ ଗୋଟିଏ ଔଷଧ// ଧାନ ରୋଗ ର ଟପ୍ ମେଡ଼ିସିନ୍// Tebazo fungicide
HTML-код
- Опубликовано: 5 фев 2025
- ଧାନ ର ୪ଟି ରୋଗ ରେ ଗୋଟିଏ ଔଷଧ// ଧାନ ରୋଗ ର ଟପ୍ ମେଡ଼ିସିନ୍// Tebazo fungicide
Among the top level of fungicide, Tebazo is duel edge of Insecticide that not only works for fungus but also for general treatment of paddy.
ଧାନ ଫସଲ ର ହଳଦିଆ ରୋଗ ର ଔଷଧ ଲିଙ୍କ୍ -
ଧାନ ର ଗୁଡାଖୁ ରୋଗ -
ଟେଵାଜୋ - ୩୦ ଏମ୍ ଏଲ୍ ୧୫୦/
amzn.to/3eRTifw
କଷ୍ଟୋଡିଆ ଫଙ୍ଗିସାଇଡ୍ -୧୦୦ ଏମ୍ ଏଲ୍
amzn.to/3SdKM96
Juhar sir bahut dhanyabad
ନମସ୍କାର ଆଜ୍ଞା
Dhanyabad sir
ନମସ୍କାର ଆଜ୍ଞା
❤ good
Good
ଧନ୍ୟବାଦ ଆଜ୍ଞା
@@Kurefultv mo no please
Dhaan goolana patar tal aadu haldiya heu che kana dele bhal heba sar
ମ୍ଯାଗ୍ନେସିୟମ ସଲଫେଟ୍ ଦିଅନ୍ତୁ
Nativo dele hebaki sir
ଦେଇ ପାରିବେ ଏବଂ
Nice video
ଧନ୍ୟବାଦ ଆଜ୍ଞା
🙏 thanks a lot sir...apankar magazine ta unmochan helaa kaen sir...jadi hela baele address ta tk debe.sir🙏
ହୋଇନାହିଁ, ହେଲେ ଖବର ପାଇଵେ
Dhan barla na tilt neidelar neck blast lagi kana dema sir
ଆମିଷ୍ଟାର ଟପ୍ ଫଙ୍ଗିସାଇଡ୍ ଦେଇ ପାରିବେ, କିନ୍ତୁ ସମୟ ଅଧିକ ହେଲାଣି, ଯଦି ଦରକାର ପଡ଼େ ତେବେ ଦିଅନ୍ତୁ
Sir magha phutle tar pratikar kana achhe
ନମସ୍କାର ଆଜ୍ଞା
ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ରହିଛି। ଧାନ ରେ ଵଂଗି ପୋକ ଦମନ ନାଁ ରେ ଅଛି। ଦୟାକରି ଦେଖିବାକୁ ଅନୁରୋଧ।
Dada apananka no milipariba
Sir aaji first dekhali tmr video ke...vl jankari aagke henta dhan chas rog bisay re video aanana..
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ଆମ ସହ ଯୋଡ଼ି ହେବେ ବୋଲି ଆଶା।
ଧାନ କେ କାଣା ଭିଟାମିନ ଦେଲେ ବଡ଼ ଖେଡ ଆସବା ଆରୁ ଓଜନ ଆସାବା
ପଟାସ ସାର ଓ ଵୋରନ୍ ଦିଅନ୍ତୁ, ଏହା ଉପରେ ଆଧାରିତ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Sadha lagigala na hixaconazole dela haba ka sir tika batiba ta 🙏🙏🙏
ଦେଇ ପାରିବେ,ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
Apana no tk deai thaeun j rog lagle ki ame sidha pachari parmu
ଚେନାଲ୍ ରେ ଅଛି
Sitmar dhanuka ra marle sadha Kam deba ke sir,
ହେଵ ନିଶ୍ଚୟ, ଦରକାର ଦେଖି କପର ଅକ୍ସିକ୍ଳୋରାଡ୍ ଥରେ ମାରିବେ
Sir ଗଣ୍ଟି ପୋକ ଓଉଛି sir କଣ spray କଲେ ବୋଲ ଅବ
Sir ... Tebazo or Nativo
Kenta bhl raheba
ଦୁଇ ଟା ସମାନ
Rabi phasal re kn dhana chasa kale bhal amal heba sir
ନମସ୍କାର ଆଜ୍ଞା
ଏରାଇଜ୍ ର ୨୭ ପି ୩୧ ଓ ପାୟୋନୀଅର୍ ର ଧାନ ଗୁଡିକ କରି ପାରିବେ। ଏହା ଉପରେ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Tabazo sange Npk 0 52 34 dele kenta heba
ଦେଇ ପାରିବେ
2 nd does dap uria dia hei kari b dhan sari sari jauchhi kemiti kariheba sir
ସାଗରିକା 4-5 କେଜି ଏକର ପ୍ରତି ଦେଇ ପାରିବେ
ବଢିଆ କଥା ଟେ କହେଲ ଆଜ୍ଞା । ଆର୍ କେନ୍ କେନ୍
ନାଁ ଥି ଅସୁଛୁ ।
BPH lagi Best Medicine💊
Cotton lagi Tychi Nichino india
ଟେକ୍ନିକାଲ ନେଇ,ଯେ କୌଣସି କମ୍ପାନୀ ର ନେଇ ପାରିବେ।
ରିପ୍ଳେ ଦେଇଥିବାରୁ ଧନ୍ଯବାଦ
chakada roga pai kana
ଚେସ୍ ଔଷଧ ଦିଅନ୍ତୁ
Spary na kari Bali re mesai pakalie heba ki sir...??
ହୋଇ ପାରିବ, ଅସୁବିଧା ନାହିଁ
Link not open
BLB Deases control heba ki ehi medicine re?
Patra padaraga medicin kandarkar
Price ta kete
Medicine manko dam ti k kohib ho da
ଦେଖନ୍ତୁ, କେତେବେଳେ ଦାମ୍ ବଢୁଛି,ଓ କେତେବେଳେ କମୁଛି
Description re link nahi
ଦିଆ ଯାଇଛି, ଦୟାକରି ଦେଖିବାକୁ ଅନୁରୋଧ
Nei milibar sir please help me
ଡେସ୍କ୍ରିପସନ୍ ରେ ଲିଙ୍କ୍ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ମନର କଥା କହିଦେଶ ଆଂଜ୍ଞା
ଧନ୍ୟବାଦ ଆଜ୍ଞା ନମସ୍କାର
सार जी नमस्कार धान में ऐसा कोनसा चीज डालें ताकि जायदा से जायदा कलियां निकले उसी विषय में एक वीडियो जरूर बनाएं धन्यवाद
नमस्कार जी
एक बार जरूर,ह्युमिक एसीड और इसके साथ फुल बिक एसिड़ मिलाकर दें।
Jaem kenu miliba
ନମସ୍କାର ଆଜ୍ଞା
ଆମେ ଆପଣଙ୍କୁ ଏହାର ଲିଙ୍କ୍ ଯୋଗାଇ ଦେବୁ, ସେଇଠୁ ସିଧା କିଣି ପାରିବେ।
Thank you sir
ନମସ୍କାର
Custodia kitne lakh kit 1:24
Koi p
nelakh ka padosi
ଓକେ ସାର୍
Please sir ଧାନ ବାହାରିବା ସମୟର କେନ୍ ଭିଟାମିନ ଦେଲେ ଧାନଖେଡ ଭଲ ହେବା spray
ପଟାସ ଓ ଵୋରନ୍
ବରଗଡ଼ ବ୍ଲକ ତୁମଗାଁ ଟି କେ ଆସୁନ୍ ଧାନ୍ ଦେଖେବେ
ପଧାନ ଆଜ୍ଞା ନମସ୍କାର
ସମୟ ସୁବିଧା ଦେଖି ନିଶ୍ଚୟ ଯିବୁ।
Amistrar top nativo bhal fungicides
ନମସ୍କାର ଆଜ୍ଞା
ନିହାତି ଭଲ କାମ କରେ
Gute karha ke kahu chan na
ଧନ୍ୟବାଦ ଆଜ୍ଞା ନମସ୍କାର
Hii
ଶୁଭ ରାତ୍ରୀ
Sir ମୋର ଧାନ ରୋଇ କି 60 ଦିନ ହେଲାନା ,3 ଡୋଜ କେବେ ଦେବା କଥା,ଧାନ ପାନ ଯମୁନା,
ଆପଣ ହ୍ଯୁମିକ୍ ଏସିଡ୍ ଓ ସଲଫର ଦିଅନ୍ତୁ, ଏହା ଦେଵା ସବୁଠୁ ଭଲ
ଭୂରାମହୁ ଲାଗଲେ କାଣା ଦେମା ଭାଇ
ପେସ୍କାଲୋନ୍
ଧାନ ଗୁଟେ ଗୁଟେ ବାହାରିଲା ନ ସଢା ଟିକେ ଟିକେ ଲାଗୁଛେ କାମ କରବା କାଏଁ
ନମସ୍କାର ଆଜ୍ଞା
ଅସୁବିଧା ହୋଇ ପାରେ। ଆଗରୁ ଔଷଧ ଦେଵା ଭଲ୍
Please reply me sir
Krusisampad dekhiki lagu6e Tamar kureful TV chalau6 ho. Kie kana comments kale b tar reply nai deiparbar j. Pardina mui samna Lata mara lagi pachreithili. Khali like karidei6 au reply nai
ପଧାନ ଆଜ୍ଞା ନମସ୍କାର
କ୍ଷମା କରିବେ, ଗୁଡ଼ାଏ ମେଡିକାଲ କାମ ଯୋଗୁଁ, ସମସ୍ତ ଉତ୍ତର ଦେଇ ପାରି ନାହିଁ, ଆପଣଙ୍କ ପ୍ରଶ୍ନର ଉତ୍ତର,ଉପର କମେଣ୍ଟ ରେ ଦିଆ ଯାଇଥିବାରୁ, ପୁଣି ଦେଇ ନାହିଁ। ତଥାପି ଏଥି ପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
ବୁଣା ଧାନ ରେ ଲାଲ ହେଲେ କଣା କାରବାର କେ ପଡ଼ବା
କପର ଅକ୍ସିକ୍ଳୋରାଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
Heta nai thile kaana dema
ଭିଡିଓ ବନାବାର ଟିକେ ଲେଟ୍ ହେଇଯଉଛେ ଆଗୁଆ କରି ଟିକେ ବନଉନ୍।
କ୍ଷମା କରିବେ ଆଜ୍ଞା,
ଆପଣମାନଙ୍କ ସମୟରେ ଆମେ ପ୍ରସ୍ତୁତ ହୋଇ ନ ପାରିବାରୁ ଦୁଃଖିତ। ଆଗକୁ ଦେଖିବୁ ନିଶ୍ଚୟ
ଏଥି ରେ chloropyriphos+sypermethirn(505) କେ ମିସେଇ କରି ଦେଇ ହେବା
ଦେଇ ପାରିବେ
Apnkar number teka deba sir
ଭିଡିଓ ରେ ଦିଆଯାଇଛି
Nativo is best
ଧନ୍ୟବାଦ ଆଜ୍ଞା
Aapank nambar teke debe sir
ଚେନାଲ୍ ପେଜ୍ ରେ ଦିଆଯାଇଛି।
9853256754
ଘୁନଘୁଟିକେ ମାରବା ଲାଗି ଓଷଧ କହନ
ପେସ୍କାଲୋନ୍
ଭଲକରି ବୁଝଳ ହୋ
ଧନ୍ୟବାଦ ଆଜ୍ଞା
ଭଳକଥାଟେକହେଳ
ଧନ୍ୟବାଦ