Hlo,sir moro peddy re thhodo asibara achhi,toh mu N.P.K.00.52.34 dabaku chahunchhi...aou a vaiego medicine kete bele debi...aou kemiti debi plz...tike kahibe...plz....🙏🙏
Namaskar aggyan🙏🏻...Dhan ra tal pati ta kenta lal lal hei jauchhe sir. Besi pani lagi ki alga kana aee j tk reply re kahun..Auu ken medicine dele kam deba b kahun tk agyan..
ଆଜ୍ଞା 🙏 , ଆପଣଙ୍କ ଭିଡ଼ିଓ ଦେଖିକରି ବହୁତ କିଛି ଜାନି ହେଉଛେ । ବହୁତ ବହୁତ ଧନ୍ଯବାଦ ।
ନମସ୍କାର ଆଜ୍ଞା
ଆଗିଆ ଆପଣଙ୍କ ଭିଡ଼ିଓ ରେ ବହୁତ ଯାନ୍ ବାର୍ ଲାଗି
ମିଲୁଛେ than you sir ଜୁହାର୍
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ
ଦାଦା ଜୁହାର 🙏🙏🙏,ଭଲ ଉସୋ ଟେବତାଲ ଦାଦା ବହୁତ ବହୁତ ଧନ୍ୟବାଦ
ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ
ଖରାଟିଆ ଚାଷ ଲାଗି ବି କାମ ଆସବା କେଁ ଆଜ୍ଞା
ବହୁତ ବଢିଆ କାମ ଦେଶି
Sir . Bhaigo ra rate kete. .
୩୦୦-୪୦୦
Thank you
You're welcome
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା ମେଡ଼ିସିନ୍ ର duration kete ଦିନ ରହିବା ,135 ଦିନର ଧାନରେ କେବେ ଡେମା ଦୟାକରି ନିଶ୍ଚୟ ଜଣାଇବେ
ନମସ୍କାର ଆଜ୍ଞା
କମ୍ପାନୀ ହିସାବରେ ୩୦ ଦିନ, ଚାଷୀ ମାନଙ୍କ ହିସାବରେ ୧୫-୧୮ ଦିନ
୧୩୫ ଧାନ ରେ ୬୦-୭୦ ଦିନ ରେ
Baigan jhaula roga pane kan medicin acchi କୁହନ୍ତୁ
ନମସ୍କାର ଆଜ୍ଞା
ଆପଣଙ୍କ ପ୍ରଶ୍ନର ଉତ୍ତର ବହୁତ ଲମ୍ବା, ତେଣୁ ଆମ ଚେନାଲ୍ ରେ ଥିବା ଭିଡିଓ ଦୟାକରି ଦେଖି ନିଅନ୍ତୁ।
ଧାନ୍ କେତେ ଦିନ ର ହେଲେ ଇତାକେ ଦେମା ...spray ae ki bunma
ନମସ୍କାର ଆଜ୍ଞା
50-70 ଦିନର ହେଲେ ଦେଇ ପାରିବେ
OK sar
Agnya dhanke baki kenta khaou6e t ke kahebe angya 🙏
Sir ahi vayego medicine secend dose Mari sarla pare spray karba ta ki kenta
ଦେଇ ପାରିବେ
Thanks
Welcome
Agyan eta dhan k ruibar ketedin pare dele chalba au sprey kale chalba ki sar sange misabar padba
ନମସ୍କାର ଆଜ୍ଞା
ତିନି ସପ୍ତାହରୁ ଦେଇ ପାରିବେ,ସାର ସହିତ ମିଶାଇ ଦେଇ ପାରିବେ।
thik kahila sir
ଧନ୍ୟବାଦ ଆଜ୍ଞା ନମସ୍କାର
Hlo,sir moro peddy re thhodo asibara achhi,toh mu N.P.K.00.52.34 dabaku chahunchhi...aou a vaiego medicine kete bele debi...aou kemiti debi plz...tike kahibe...plz....🙏🙏
ନମସ୍କାର ଆଜ୍ଞା
ଏନ୍ ପି କେ ସହିତ ଭାଏଗୋ ଔଷଧ ମିଶାଇ ଦେଇ ପାରିବେ। ଅଲଗା ଦେଇ ପାରିଲେ ମଧ୍ୟ ଭଲ।
Sir vayego gandhi pok ku contol kariparba ki ???
ନିଶ୍ଚୟ, କରିବ
Sir Thanks ,100ML , କେତେ ଟଙ୍କା ପଡିବ ।
୭୦୦-୮୦୦
Rs 1050
Kete nodose remarebaku padiba
ନମସ୍କାର ଆଜ୍ଞା
ଜୁହାର ଆଜ୍ଞା ଜୁହାର
ଆଜ୍ଞା ଧାନ ନ ଜେନ ଧଳା ଧଳା ପୋକ୍ ଲଗୁଛନ ଆଉ ପତର ଟିକେ ଟିକେ ଲାଲ୍ ହଉଚେ ହେତି ଇ ଉଷ କାମ୍ କର୍ବା କାଇଁ 🙏🙏🙏
ପରଜାପତି ବାଗିର୍ ପୋକ ଗୁଟେ ବସୁଛନ ଧାନ ଥି
ନମସ୍କାର ଆଜ୍ଞା
ଏହା ପୋକ ଦମନ ପାଇଁ ଭଲ କାମ କରେ,ଧାନ ଲାଲ ସମତ୍ସା ପାଇଁ,କପର ଅକ୍ସିକ୍ଳୋରାଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦେଇ ପାରିବେ।
❤❤❤❤❤
Dada...amar rua bahut late hoi jaiche...aug 25/28 re rua sariche..!! Ta ? Bhal growth lagi kana karma tike kahun!! Please
ସାଗରିକା, ନହେଲେ ଵାୟୋଭିଟା କିମ୍ବା ଧନଜାଇମ୍ ଯେ କୌଣସି ଗୋଟିଏ ଭିଟାମିନ ଦେଇ ପାରିବେ।
@@Kurefultv thank u Dada
Namaskar aggyan🙏🏻...Dhan ra tal pati ta kenta lal lal hei jauchhe sir. Besi pani lagi ki alga kana aee j tk reply re kahun..Auu ken medicine dele kam deba b kahun tk agyan..
ନମସ୍କାର ଆଜ୍ଞା
ପାଣି ଅଧିକ ଦିନ ବାନ୍ଧି ରଖିଲେ, ଏମିତି ମଧ୍ୟ ହୁଏ। ଏଥିପାଇଁ ଆପଣ କପର ଅକ୍ସିକ୍ଳୋରାଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
ବଙ୍ଗି ପୋକ କୁ କାମ କରିବା କି ?
Ken Samia re marma sir
Jhuhar sir
ଜୁହାର ଆଜ୍ଞା ଜୁହାର
Pataka insecticide
+ Azotrix fungicide
Mix kari ki Sparay kala ku mor Dhana gacha ra patra podi jauchi Sir... Kemti karibi sir
ଏନ୍ ପି କେ ୧୯:୧୯:୧୯ କୁ ଦିଅନ୍ତୁ
Gandhi Pok lagi kana dema 505 chalba ke
ଆରାମରେ, ଦେଇ ପାରିବେ
Barapali ne miluchhe kain
miluchhe,Hariom Tradras re
ନମସ୍କାର ଆଜ୍ଞା
ବରପାଲି ରେ ପାଇ ପାରିବେ।
ମେଡିସିନ ସ୍ପ୍ରେ କଲା ବେଳେ ଛୋଟ ଛୋଟ ପ୍ରଜାପତି ମାନେ ନାଇ ମରୁ ଥାଇ
Npk.00.52.35ମାରିବାର କେତେ ଦିନ ପରେ ଭିୟଗା ମାରିବା
ନମସ୍କାର ଆଜ୍ଞା
ଧାନ ୫୦-୬୦ ଦିନ ଠାରୁ ଯେ କୌଣସି ଦିନ ଦେଇ ପାରିବେ।
ଭଲ ଓଷଧ ଆଏ ଜେ ,ସବୁ ପୋକ ଜିବା ବଲି କହିବା ଟା ପୁରା ପୁରି ଭୁଲ, ଚକଡା ପୋକ ମରସି ବଲି କେନ ଜାନଲେ,କଂପାନି ତ ଚକଡା ପୋକ ମରବା ବଲି କେନସି ଥି ନେ ଲେଖି,କି ନେ କହିବାର ଭି,
ଧନ୍ୟବାଦ ସମ୍ପଦ ଆଜ୍ଞା,
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଆଗକୁ ଆହୁରି ଡିଟେଲ୍ ଭିଡିଓ ରେ ଦର୍ଶାଇଵୁ।
Dan puda Sammy kn medicine spry karibar video vanay sir
ନିଶ୍ଚୟ ଆଗକୁ ଦେଖି ପାରିବେ
Sir, 6 godia kida k marbalgi
Vayego medicine kam deba kini.. jadi kam deba bele 1 acr k kete ml medicine use karmu
କାମ ଦେଇଥାଏ, ଏକର ପ୍ରତି ୨୫୦ ଏମ୍ ଏଲ୍ ହିସାବରେ ଦେଇ ପାରିବେ।
Thankyou sir
ନମସ୍କାର ଆଜ୍ଞା
Good information sir🙏
ଧନ୍ୟବାଦ ଆଜ୍ଞା ନମସ୍କାର
Bahut dhanyawad sir
ନମସ୍କାର
Nice video
ଧନ୍ୟବାଦ ଆଜ୍ଞା ନମସ୍କାର
Sir nali poka lagle pratikar kana e
ଫେମ୍ କୀଟନାଶକ ଦେଇ ପାରିବେ
Blast medicine sanga nano urea Dela Kam karba ki
କରିଵ,ଯେ କୌଣସି ଗୋଟିଏ ଔଷଧ ମିଶାଇ ପାରିବେ।
ଜହଉ ଲାଗିଛି କପା ରେ କଣ ମେଡିସନ ହେବ
କୋରାଜନ୍ ନହେଲେ ଆଲାଣ୍ଟୋ ଦିଅନ୍ତୁ
Matiagundi poka bi maribe sir 🙏🙏
ନମସ୍କାର ଆଜ୍ଞା
ମାଟିଆ ଗୁଣ୍ଡି ରୋଗ ପାଇଁ, ଅଲଗା ଔଷଧ ଦିଅନ୍ତୁ
Dhera lata kentakari pura damanheb sir
କାଉନସିଲ ସାଙ୍ଗରେ ଆଲମିସ୍କ୍ ମିଶାଇ ଦିଅନ୍ତୁ
Thanks sir
ନମସ୍କାର ଆଜ୍ଞା
ଆପଣଙ୍କର ଠାନୁ ବହୁତ ଶିକ୍ଷା ମିଲୁଛେ
Bhargo sange nativo misi parba ki nei
ନା ମିଶାଇବା ଠିକ୍ ନୁହେଁ
Sarala dhan katha kaba kahiba
ନମସ୍କାର ଆଜ୍ଞା
କ୍ଷମା କରିବେ, ଆମେ ଆପଣଙ୍କ କଥା ରଖିପାରୁ ନାହ। ପ୍ରୟାସ ରହିଛି, ଦେଖି ପାରିବେ
Athire fungicide dee hebaki
ଦେଇ ପାରିବେ
Nada pita mesin kenu paima sir
ନମସ୍କାର ଆଜ୍ଞା
ଆପଣ ଜିଲ୍ଲା କୃଷି ଅଧିକାରୀ ସହିତ ଯୋଗାଯୋଗ କରନ୍ତୁ।
Vayego ra rate keteachhi sir
Information karun
ନମସ୍କାର ଆଜ୍ଞା
ଭିଡିଓ ର ଡେସ୍କ୍ରିପସନ୍ ରେ ଲିଙ୍କ୍ ଅଛି, ଦୟାକରି ଦେଖିବାକୁ ଅନୁରୋଧ
100ml Rs 1050 ru 1100
Vaigo kete tanka padba sir
350-400
Tarbhuj re dei Parma ken phul kansi asla9
ଫେଣ୍ଟାପ୍ଲସ୍,ହରମୋନ୍ ଦିଅନ୍ତୁ
Mahisa & sadha ke v kam debake sir
ନମସ୍କାର ଆଜ୍ଞା
ସଵୁକେ କାମ କରେ
ପୂଜା ଧାନ ପତ୍ର ଲାଲ୍ ରଙ୍ଗ ହେଇ ଟିପି ରୁ ବୁନ୍ଧ ତକ୍ ମରି ଯାଉଛି କଣ ଔଷଧ ଦେଲେ ଭଲ ହେବ
ନମସ୍କାର ଆଜ୍ଞା
କପର ଅକ୍ସିକ୍ଳୋରାଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
@@Kurefultv ଗୋଟେ ଡ୍ରାମ ରେ କେନ୍ ଔଷଧ କେତେ M L ପକା ଯିବା ସାର
Viego kenta hisabe deiparma
ନମସ୍କାର ଆଜ୍ଞା
ଏହା ଭିର୍ଟାଗୋ ପରି ଦେଇ ପାରିବେ।
Sir kete dine medicine deba katha
୩୦-୪୫ ଦିନ ମଧ୍ୟରେ
ଏହାର mrp-କେତେ?
ରେଟ୍ ଵଦଳୁଥାଏ, ଦୋକାନ ସହିତ ଯୋଗାଯୋଗ କରନ୍ତୁ,୪୦୦-୫୦୦
dhana.pachila.samike.dhanare..ghudakhu.falafaluchea.ethelaghi.kana.medisini.achhke.sar.achabaleakaheba
ନମସ୍କାର ଆଜ୍ଞା ଏଥିପାଇଁ ସେଲଟିମା ଔଷଧ ଦେଇ ପାରିବେ
Vayego ke kebhe prayog karajiba
ଧାନ ଗର୍ଭଧାରଣ ଆଗରୁ
କାଣ୍ଡବିନ୍ଧା ଲାଗିଛେ ଇ Medicine ଦେଲେ ହେବା କେ ।।
ଶିଘ୍ର ଦିଅନ୍ତୁ
କେତେ ଲିଟର ପାଣି ରେ କେତେ M. L.ଇଟା ମିଶା ଯିବା ଆଜ୍ଞା
20-30 ଏମ୍ ଏଲ୍, ଏକର
Kete ml aauc he kete paduche
50-100
ନାନୋ ଇଉରିଆ ରେ ମିଶାଇ ଦେଇହେବା କି ଆଜ୍ଞା???
ନାଁ, ଦେଇ ପାରିବେ ନାହିଁ
Namaskar aagyan eta bangj k Kam debakini
ପୁରା କାମ କରେ, ଦେଇ ପାରିବେ
ଏଥିରେ କେନ୍ କମ୍ପୁଜେସନ୍ ଅଛେ
Tetraniliprol 18.18%w/w sc
ନମସ୍କାର ଆଜ୍ଞା
ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି, ଦୟାକରି ଦେଖିବାକୁ ଅନୁରୋଧ
thanks sir
reply ଦେଇଥିବିରୁ ଧନ୍ଯବାଦ ।
Dhan ra kan stage ra spray kala bhal heba sir
୪୦-୫୦ ଦିନ ର ଧାନ ରେ
Ok sir
ଆଜ୍ଞା ଧାନ ଲାଲ ଲାଲ କାଏଁ କରି ହଉଛେ ଟିକେ କହନ
ନମସ୍କାର ଆଜ୍ଞା
ବହୁତ କାରଣ ରହିଛି।
ପାଣି ପାଗ
ପାଣି ଵନ୍ଧା
ଯବକ୍ଷାରଜାନ ସାର
ଚକଡ଼ା ପୋକ କୁ ଦମନ କରି ପାରିବା କି ଆଜ୍ଞା
କରି ପାରିବ
vayego ଚକଡା ପୋକ କୁ କାମ କରେ ନାହିଁ
ପେନିକଲ୍ ମାଇଟ ଉପରେ ଭିଡିଓ ଟେ ବନଉନ୍ ଆଜ୍ଞା
KN time nemarbarkatha sir
୩୫-୫୦ ଦିନ ମଧ୍ୟରେ ଦେଇ ପାରିବେ
ଧାନ ବାହରଲା ବେଳେ 6ଗୁଡିଆ କିଡା ଲାଗୁ ଛେ
ନମସ୍କାର ଆଜ୍ଞା
ଭାଏଗୋ ଔଷଧ ଦେଇ ପାରିବେ
ଧାନ୍ ଚାଷ ରେ ଖରା ମାସର
ସବୁ ଚାଷ ରେ ଦେଇ ପାରିବେ
ଦୟାକରି ଳେଡାପେକ ବିଷୟରେ କିଛି କହଦାଦା
ଭାଇଗୋ ଔଷଧ ରେ,ଲେଡାପୋକ ଗଖତମ
Sir rice ra ganthi poka ra insecticide pain chloropyriphos+cyperthertin use karichi thik Kam deba ke
ଦେଇ ପାରିବେ କିଛି ଅସୁବିଧା ନାହିଁ
Viago Ra rate kete sir
୮୦୦-୯୦୦
ଗୋଟେ ଏକଡ଼ କୁ 150 ଏମେଲ ଦେଲେ 2100 ଟଙ୍କା ଲାଗୁଛେ
ସର୍ବନିମ୍ନ ୧୦୦ ଏମ୍ ଏଲ୍ ହିସାବରେ ଦେଇ ପାରି
Power kete dina rahiba
୧୪-୧୮ ଦିନ
Please composition again.
Sir
Please watch video
Ganthi pok jibake
ନିଶ୍ଚୟ ଯିବ,
Price
Depends
ଉଷା କହୁନ
Sᴀʀ ᴊʜᴀʀᴀ ᴅʜᴀɴ ᴍᴀʀʙᴀʀ ᴜsᴏ ᴀᴄʜᴇ ᴋɪ 🙏
ନାହିଁ
Sir apnkar phone number last tike kahene please
Dhabli lagbar ousadha
ଢାବଲି କ'ଣ ଵୁଝିହେଉନାହି
Vaigo pesticide 100ml price
ନମସ୍କାର
ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି
Thank you sir very nice information pranam chuda mani sabar kalahandi ru
ନମସ୍କାର ଆଜ୍ଞା, ଆପଣମାନଙ୍କ ଉନ୍ନତି ଆମର ପ୍ରୟାସ, ଧନ୍ୟବାଦ ଆଜ୍ଞା
Bekar medicine
ନମସ୍କାର ଆଜ୍ଞା
ଯଦି ଆପଣ ପରିକ୍ଷା କରିଛନ୍ତି, ତେବେ ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଅନ୍ୟଥା ଜଣାଇବେ ବୋଲି ଆଶା
Madicin magabar lagi sabu video ra apankar contact number daun
ନମସ୍କାର ଆଜ୍ଞା
ଆମ ର ନମ୍ବର,ଚେନାଲ୍ ପେଜ୍ ରେ ଅଛି, ସେଠାରୁ ଯୋଗାଯୋଗ କରି ପାରିବେ।
dada phone number deba kae
ଚେନାଲ୍ ରେ ଅଛି
Nice video
ଧନ୍ୟବାଦ
Thanks
ଧନ୍ୟବାଦ ଆଜ୍ଞା
Chakada poka ke b Kam deba kye
ଦେଲେ ଆଗକୁ ଲାଗିବ ନାହିଁ