Sir namaskar..mo dhana gacha kenda baharisarichi kintu kenda Tala muhaan ba jhaadi hauni khira dhoki paribani..Kana spray kariba please sir help karantu
Sir 🙏. Panicle bahariba purbaru amister top deic. Abe gote gote baharuchi aau fungicide spray karibiki. 52.34 e time re spray karibiki. Sir gandhipok pain chloro plus cyper deba pain kahuchanti kintu gote video re apana kahichanti j chloro plus cyper dele bph ra sambhabana badhe boli. To sir alternative kahantu jaha gandhi aau panicle mite ku b bhala kama deba. Please suggest me sir 🙏.
Sir 🙏 thoda abasthare matlab kenda flagleaf bhitare thila bele na flagleaf ru bahari gala pare. Abastha ku janiba jaruri sir so I commented. Please suggest me sir 🙏
Npk 00-52-34 ବୋରାନ 20 ସାଥିରେ ବିଷ ମିସେଇକି ସ୍ପ୍ରେ କରିପାରିବାକି?
No problem
କୃଷି ସୂଚନା ପାଇଁ ଧନ୍ୟବାଦ୍ ଆଜ୍ଞା 🙏🌺
Welcome
ବହୁତ୍ ବଢିଆ, ଧନ୍ୟବାଦ
Sir🙏🙏🙏 dhana bhaharuchhi tenu kari (Rock Star insecticide+Boron) misei Spry kale Phaida miliba ta...please give me advice🙏🙏🙏
ସାର୍ ଆମର ଧାନ ଗଛ ପତ୍ର ରେ ବାଦାମୀ ରଙ୍ଗ ର ଛୋଟ ଛୋଟ ଚିହ୍ନ ବହୁତ୍ ଦେଖା ଯାଉଚି ଆଉ ଅଗ ପତ୍ର ପୋଡି ଯାଉଚି କଣ ମେଡିସିନ ବ୍ୟବହାର କଲେ ଗଛ ସୁନ୍ଦର ଦେଖା ଯିବ କୁହନ୍ତୁ ସାର୍
Sir namaskar..mo dhana gacha kenda baharisarichi kintu kenda Tala muhaan ba jhaadi hauni khira dhoki paribani..Kana spray kariba please sir help karantu
ଏବେ ତ ଗର୍ଭ ଧରିବା ଆରମ୍ଭ ହେଇଗଲାଣି କୋଉ ସାର ବ୍ୟବହାର କଲେ ଆଗକୁ ଭଲ ଅମଳ ହେବା ଆଊ ଧାନ ଅଜନ ହେବ
00-00-50+cypermethien 10 EC+pexalan spray kari.heba.ki
Very good advice Sir
ଆଜ୍ଞ୍ୟା ଧାନ ଫୁଲ ଉଡିବା ସମୟରେ chloropiripous cypermethren ଦେଲେ କିଛି ନଷ୍ଟ ହବନାହିଁ ତ କଉ ସମୟରେ ସ୍ପ୍ରେ କରିବା ଟିକେ କୁହନ୍ତୁ
ଭଲ ଲାଗିଲା
Thank you
ତରୁଭୂଜ ପାଇଁ କଉ ସାର ପ୍ରୟୋଗ କରିବା
ଧାନ ରେ କ୍ୟାଲସିଅମ୍ କେତେ ଦିନ ପରେ ଦେଲେ ହେବା
Sir mu 0 52 34 , boran pakeaichhi dhana bahari sarichhi 0 0 50 cholorapairiphos misi padiba ki nahi tikea sigjara kahibea❤❤❤❤
କେବଳ NPK 0:0:50 କୁ lit ପ୍ରତି 5-7gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
0:52:34,boran ସହିତ super d ମିସେଇକି ପକେଇଲେ କଣ ଅସୁବିଧା ହେବକି
Peaticide କୁ 2ଦିନ ପରେ ସ୍ପ୍ରେ କରନ୍ତୁ
Sir dhalagundi poka baa chakada poka nalagiba pain previous medichine kuhantu
Sir ମୋର ଧାନ ବର୍ତ୍ତମାନ ଥୋଡ଼ ଅବସ୍ଥାରେ ଅଛି ବାହାରି ନାହିଁ ଆଉ ୧୦ ଦିନ ପାଖା ପାଖି ରେ ବାହାରି ଯିବ ବାହାରିଲା ପରେ ଅଗାଡ଼ି ନହେବା ପାଇଁ ଉପାୟ ବତାନ୍ତୁ ପ୍ଲିଜ୍ ସାର
ruclips.net/video/hOHGeLI7_Cg/видео.html
ସାର ମୁଁ ଗୋଟେ ଏକର ଏରାଇଜି ୬୪୪୪ ଧାନ କରିଛି ଧାନ ଏ କ୍ଷଣି ଫୁଲ ଓଡାଉଛି କଣ ସାର ବିଷ ଦେବି
Amistar top lit ପ୍ରତି 1ml ସହିତ ବୋରୋନେ 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir apananka ghara kouthi
Sir frist vew please sir ସାରୁ ଭିଡ଼ିଓ କରନ୍ତୁ 🇮🇳
Thank you
Sir dhana ebe baharuchi abe jiba murta pakeipariba ko
Sir 🙏. Panicle bahariba purbaru amister top deic. Abe gote gote baharuchi aau fungicide spray karibiki. 52.34 e time re spray karibiki. Sir gandhipok pain chloro plus cyper deba pain kahuchanti kintu gote video re apana kahichanti j chloro plus cyper dele bph ra sambhabana badhe boli. To sir alternative kahantu jaha gandhi aau panicle mite ku b bhala kama deba. Please suggest me sir 🙏.
ଆଉ fungicide ସ୍ପ୍ରେ କରିବା ଆବଶ୍ୟକ ନାହିଁ।
ଗନ୍ଧି ପୋକ ପାଇଁ Dichlorovus 76%EC lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@@krushisampada thanks sir 🙏
0;0:50 no milile normal potas sara mop ku panire miseiki spray korile kichhi asubidha hobo ki. ?
Sir good morning nutrifeed 0 52 34 & boron 20 dhana fasalare kau abstare au ketebele use kariba
ଥୋଡ ଅବସ୍ଥାରେ ସ୍ପ୍ରେ କରନ୍ତୁ
Sir 🙏 thoda abasthare matlab kenda flagleaf bhitare thila bele na flagleaf ru bahari gala pare. Abastha ku janiba jaruri sir so I commented. Please suggest me sir 🙏
sir dhana ଗଛ ମୂଳ ରେ ଧଳା ଧଳା ଟିକି ଟିକି ପୋକ ଲାଗିଛି । ଇଏ କେଉଁ ପୋକ କଣ ପ୍ରତିକାର କରିବା
ମାଟିଆ ଗୁଣ୍ଡି ପୋକ ଲାଗିଛି।Pexalon ଏକର ପ୍ରତି 94ml ହିସାବରେ ସ୍ପ୍ରେ କରନ୍ତୁ
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
Sir ମାଳି 4ଧାନ ରେ ଥୋଡ଼ ସାର DAP patas dhli kan ଧାନ ପଡ଼ିଯିବ ପ୍ଲିଜ଼ sir kuntu
ନା ପଡ଼ିବନି
Sir ma dhana re fagal disease + stem borer+bph lagichi kan karibi
ପ୍ରଥମେ BPH କୁ ତାପରେ FUNGAL ଓ Stem borer କୁ ନିୟନ୍ତ୍ରଣ କରନ୍ତୁ
Sir kanda poka pain kau bisa debi tke kahibeki,gata barsha pura nasta karideithile..,...sooo plz sir
ruclips.net/video/8FG-INDgjS0/видео.html
ସାର୍ ମୋର ଧାନ ରୋଇବାର 60 ଦିନ ହେଲାଣି ଥୋଡ ସାର potas, uria, npk 20:20 ଦେଇଛି ଏବେ boron 20 ଆଉ npk 00:52:34 କୁ spray କରିପାରିବି। ସାର୍ ଟିକେ ଜଣେଇବେ
ହଁ ସ୍ପ୍ରେ କରନ୍ତୁ
Sir potassium 25% humic acid 60%monosilicic acid 7.5% polysilicic acid 7.5% ଏହାକୁ ଧାନର କେଉଁ ଅବସ୍ଥାରେ ସ୍ପ୍ରେ କରିଲେ ଭଲକାମ ଦେବ
ଧାନ ର ବୃଦ୍ଧି ଅବସ୍ଥାରେ ସ୍ପ୍ରେ କରାଯାଏ
Sir Thoda Sara re potash, urea pakeile. Npk 0:52:34 au Born spray
Karibaku padiba na pakeba darkar padibani.
ସ୍ପ୍ରେ କଲେ ଅଧିକ ଫାଇଦା ମିଳିଥାଏ
Thanks sir.
Welcome
ପ୍ରଜାପତିଙ୍କ ପୋକ ଦମନ ପାଇଁ କେଉଁ ବିଶ ଦବାକୁ ପଡିବ
Sir besi dose patra tk jali jae ki sir
ନିଶ୍ଚିନ୍ତ, ଅନୁମୋଦିତ ପରିମାଣ ର ସାର ସ୍ପ୍ରେ କରନ୍ତୁ ଓ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ
NPK 0050 ଆମ ଏରିଆରେ ମିଳୁନି ସାର କଣ କଲେ ପାଇପାରିବୁ
Online ରେ ମଗାଇ ଦିଅନ୍ତୁ
Sir amister top + incectiside aka sangare spary kariheba
Insecticide ଓ pesticide ମିଶାଇ ସ୍ପ୍ରେ କରନ୍ତୁ
ଆଜ୍ଞା ନମସ୍କାର ଶୁଖିଲା କେଣ୍ଡା ବହୁତ ବାହାରୁଚି ଧାନ ରେ... କଣ କରିବି ଟିକେ ଜଣେଇବେ..... ଗଣ୍ଠି ରୋଗ ବିଷୟରେ ଭିଡିଓ ବନାଇବାକୁ ଅନୁରୋଧ
Coragen spray karanti.
@@shibanaik4983 ଧନ୍ୟବାଦ
Action 505
ଧାନ ର ଥୋଡ ଅବସ୍ଥାରେ କାଣ୍ଡ ବିନ୍ଧା ପୋକ ଲାଗିଲେ କେଣ୍ଡା ତଳୁ କାଟି ଦେବ ଫଳରେ ଶୁଖିଲା କେଣ୍ଡା ବାହାରିଥାଏ।ବର୍ତମାନ ଏହାକୁ ନିୟନ୍ତ୍ରଣ କରି ହେବ ନାହିଁ।ଔଷଧ ସ୍ପ୍ରେ କଲେ ଲାଭ ନାହିଁ। ବରଂ ଧାନ ର ଥୋଡ ଅବସ୍ଥାରେ ସ୍ପ୍ରେ କରିଥିଲେ ଲାଭ ହୋଇଥାନ୍ତା
sir dhan Patra lal hele potas deiheba ki
ହଁ ଦିଅନ୍ତୁ।Blitox 50 lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir dhana jami re Sara pakeile kete samay bhitare dhana gachha sampurna bhabe pai thaye ?
3-4 ଦିନ
N p k 0,52,34 dele heba ki sir
ହଁ
ସାର୍ ନମସ୍କାର ଧାନରେ କ୍ଷୀର ହବା ଅବସ୍ଥାରେ npk 52.34/ Boron 20 and Amistar top ଦେଇ ହେବ କି ଅପେକ୍ଷା ରେ ରହିଲି ନିହାତି ଜଣେଇବେ, ମୋର ଅନୁରୋଧ ଆପଣଙ୍କ ପାଖରେ 🙏
ଧାନ କ୍ଷୀର ଅବସ୍ଥାରେ NPK 0:0:50 lit ପ୍ରତି 5-7gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।Boron ସ୍ପ୍ରେ କରିବା ଆବଶ୍ୟକ ନାହିଁ
@@krushisampada ସାର୍ ମୁଁ ଆଣି ସାରିଛି କଣ କରିବି ସାର୍, ଔଷଧ ଦେଇ ପାରିଲି ନାହିଁ ବର୍ଷା ପାଇଁ ଏବେ ଧାନ ଗଛରେ ଫୁଲ ଆସି ଯାଇଛି
ସାର୍ ନମସ୍କାର ଆପଣ କହିଲେ ନାହିଁ, ଆଗରୁ ଆଣି ରଖିଥିଲି ବର୍ଷା ପାଇଁ ଦେଇ ପାରିଲି ନାହିଁ ଧାନରେ ଫୁଲ ଆସିଗଲା npk 52.34 and boron 20 please please reply
Sar agaru amistartop spry kale heba ki nahi
ହଁ ସ୍ପ୍ରେ କରନ୍ତୁ
Sir Barsha na hebar 😭 mui first time chaas karithile
Sir tilt spry kale heba ki
ହଁ ହେବ
sir sukhila kenda besi bharuchi kn debi
କେଣ୍ଡା ତଳୁ କାଟି ଦେବ ଫଳରେ ଶୁଖିଲା କେଣ୍ଡା ବାହାରିଥାଏ।ବର୍ତମାନ ଏହାକୁ ନିୟନ୍ତ୍ରଣ କରି ହେବ ନାହିଁ।ଔଷଧ ସ୍ପ୍ରେ କଲେ ଲାଭ ନାହିଁ। ବରଂ ଧାନ ର ଥୋଡ ଅବସ୍ଥାରେ ସ୍ପ୍ରେ କରିଥିଲେ ଲାଭ ହୋଇଥାନ୍ତା
Sir ଏହି problem ରେ ଥୋଡ ସମୟରେ କୋଉ insecticides ଦେଲେ ଭଲ ହୁଏ
Sirbahutabhallagila
Thank you
Sar jibrolic acd pan cashara kipari pryaga kariba
ଫୁଲ ଆସିବା ପୂର୍ବରୁ lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା Copper oxychloride 50%WP drum ପ୍ରତି 37gm ସହିତ Streptocycline 2gm
କିମ୍ବା Conika lit ପ୍ରତି 2gm ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।
ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ସହିତ Sagarika Z++ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।