Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Sir ଏମିତି ବୁଝାଉଥିବ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍
Bhut ସୁନ୍ଦର୍ ଭାବରେ bujhuchanti
Thank you
ବହୁତ ବଢିଆ information sir
Very good information sir
Berinai 👌👌👌👌👏👏👏👏👍👍👍 ku
Bahut sundar update dele sir thank you
ବହୁତ୍ ବଢିଆ ସାର bph ହେବପୂର୍ବରୁ କଣ ଦେଲେ ହେବ ନାହିଁ
Thank you sir🙏
Welcome
Thanks sir
Thanks a lot sir
ସାର୍ ଧାନକେଣ୍ଡା ଲାଲ ହୋଇଛି
ଧାନ ଫସଲ ରେ କେଣ୍ଡା ବିବର୍ଣ ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ 1. Axoxystrobin 18.2%+ Difenoconazole 11.4%SC (Amistar Top) lit ପ୍ରତି 1ml 2. Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା 3. Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା4. Azoxystrobin 11%+ Tebuconazole 18.3%SC (Custodia) lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
🌴🌴🌴🌴🌴
Very nice 👌
Bahut bahut dhanya bad sir chakada poko upare samsta suchana pae
Thaks.jai jagannath
ବହୁତ୍ ବଢିଆ ଲାଗୁଛି
Nice suggestion sir..... Thnks
jagannath apanankara mangala karantu
Thiamethoxam use karipariba ki
ସେତେଟା କାମ ଦେବ ନାହିଁ
sir ai poka dhana ra pura chawala haigala pare bhi kan nasta karidebaa naa
ଚକଡ଼ା ପୋକ ଧାନ ଫସଲର ଥୋଡ଼ ଅବସ୍ଥା ରୁ ଅମଳ ହେବା ଯାଏ ପ୍ରତେକ ଅବସ୍ଥା ରେ ଲାଗିଥାଏ।
@@krushisampada sir sea kan chawla ku bhi nasta karideba
Sir medicine kn laghibo
Sir dhana rua Row to row au gacha Ku gacha kete distance re ropan kara jae
ସଅଳ କିସମ ଧାନ ଧାଡି କୁ ଧାଡି 15cm ଓ ଗଛ କୁ ଗଛ 10cm ବ୍ୟବଧାନ ରଖାଯାଏ।ସେହିପରି ମଧ୍ୟମ କିସମ ଧାନ 20× 10cm ଓ ବିଳମ୍ବ କିସମ ଧାନ 20×15cm ବ୍ୟବଧାନ ରଖାଯାଏ।ଶ୍ରୀ ପଦ୍ଧତିରେ ଧାନ ଚାଷ କଲେ 25×25cm ଦୂରତା ରଖାଯାଏ।
dubaghasa kemiti daman kariba
ଜମି ରେ କେବଳ ଦୁବ ଘାସ ଅଛି ନା ଫସଲ ଭିତରେ ଦୁବ ଘାସ ଅଛି ଜାଣନ୍ତୁ।
Sir chakada poko pae ulala au chess bhitare kouta bhala
Chess ବା Ulala ଉଭୟ ଭଲ କାମ ଦେଇଥାଏ।ଯେକୌଣସି ଗୋଟିଏ ସ୍ପି କରନ୍ତୁ।
Very good information sir....
Thanks and welcome
ଶାଏବି ରୋଗ ରେ ମୁଁ 7ଷ୍ଟାର ଓ dr col ପ୍ରୟୋଗ କରିଲି ସାର୍ ଟିକ୍ ଅଛି କି ସାର୍
Amor laghichi dabuga nowrongpur jobaguda
Very good sir
Which variety of paddy is anti BPH ?
ହସନ୍ତ ଧାନ କିସମ BPH resistance
𝓖𝓸𝓸𝓭 𝓲𝓷𝓯𝓸𝓻𝓶𝓪𝓽𝓲𝓸𝓷
ସାର୍ ଖରାଦିନିଆ ଧାନ ରେ କ'ଣ ମାଟିଆ ଗୁଣ୍ଡି ଲାଗନ୍ତି କି
ମାଟିଆ ଗୁଣ୍ଡି ପୋକ ମୁଖ୍ୟତଃ ପାଣି ଜମି ରହିଲେ, ପରିବେଶର ଆଦ୍ରତା ଅଧିକ ହେଲେ ଲାଗି ଥାନ୍ତି।
Sir please kaveri 468 seed bisayare kichhi kuhantu
Kaveri 468 ଏକ hybrid paddy।ଏହା 115-120ଦିନରର ଅମଳ ହୋଇଥାଏ।ଗଛ 105-110cm ଉଚ୍ଚ ହୋଇଥାଏ।ଧାଡି କୁ ଧାଡି 20cm ଓ ବୁଦା କୁ ବୁଦା 10cm ଦୂରରେ ଲଗାଯାଏ।ଏକର ପ୍ରତି 6kg ବିହନ ଦରକାର ହୋଇଥାଏ।ଏହାକୁ ଖରିଫଓ ରବି ଋତୁରେ ଲରାଯାଏ।ଏକର ପ୍ରତି 30-35qtl ଅମଳ ଆସିଥାଏ।
ମତିଆଗୁଣ୍ଡି ବଂଶ ବିସ୍ତାର କେତେ ପରିମାଣ ରେହୁଏ
🙏
ଏହି ରୋଗ ଲାଗିଲେ ଜମିରେ ପାଣି ରଖିବା ଦରକାର କି ନାହିଁ
ଜମି ରୁ ପାଣି କାଟି ଦିଅନ୍ତୁ।3ଦିନ ପରେ ଅଳ୍ପ ପାଣି ଭରି ଦିଅନ୍ତୁ
Sir number diantu
ମାଟିଆ ଗୁଣ୍ଡି ରେ ରେ କେଉଁ କୀଟ ନାସକ ଦେମୁ
PEXALON ଏକର ପ୍ରତି 94ml ହିସାବରେ ସ୍ପ୍ରେ କରନ୍ତୁ
Pexalon kete Dina kamkariba
Pexalon 8-10ଦିନ କାମ ଦେଇଥାଏ।
ହାମର ନେ ଏବେ ଦଲୁଆ ଧାନ ରେ ଲାଗିଛନ୍ତି (ବ୍ଲକ୍ ଲଖନପୂର୍ ଜିଲ୍ଲା ଝାରସୁଗୁଡ଼ା
,
Very nice sir
Sir ଏମିତି ବୁଝାଉଥିବ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍
Bhut ସୁନ୍ଦର୍ ଭାବରେ bujhuchanti
Thank you
ବହୁତ ବଢିଆ information sir
Very good information sir
Thank you
Berinai 👌👌👌👌👏👏👏👏👍👍👍 ku
Bahut sundar update dele sir thank you
Thank you
ବହୁତ୍ ବଢିଆ ସାର bph ହେବପୂର୍ବରୁ କଣ ଦେଲେ ହେବ ନାହିଁ
Thank you sir🙏
Welcome
Thanks sir
Thanks a lot sir
ସାର୍ ଧାନକେଣ୍ଡା ଲାଲ ହୋଇଛି
ଧାନ ଫସଲ ରେ କେଣ୍ଡା ବିବର୍ଣ ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ
1. Axoxystrobin 18.2%+ Difenoconazole 11.4%SC (Amistar Top) lit ପ୍ରତି 1ml
2. Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା
3. Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା
4. Azoxystrobin 11%+ Tebuconazole 18.3%SC (Custodia) lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।