Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
sir 🙏 krushi sampada kajya krama ku bahut bahut dhanyabad
ଧନ୍ୟବାଦ sir
good information sir❤❤❤
Thank you
ସାର ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି ଆପଣ 🙏🏻🙏🏻🙏🏻
ଧନ୍ୟବାଦ
ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ସାର୍ 🙏🙏
ଧନ୍ଯବାଦ ସାର୍ ।
କି ସୁନ୍ଦର ଚାଷ sambandhy ତଥ୍ଯ
excellent description
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
Welcome
Sir ko D.A.P sabuthu bhala rahe
Good information. Thanks. And why Amonia fertilizer applying.
ସାର୍ ଆପଣଙ୍କ ଫୋନ୍ ନମ୍ୱର୍ ଟିକିଏ ଦେଲେ ଭଲ ହୁଅନ୍ତା
Sir,ଧାନ ରୋଇବା ପୂର୍ବ ରୁ ଜମି କାଦୁଅ କରିବା ସମୟରେ କେଉଁ ଜୈବିକ ସାର ପ୍ରୟୋଗ କରିବା
ଧାନ ରୋଇବା ପୂର୍ବରୁ ଏକର ପ୍ରତି 10kg BIOZYME ବା SAGARIKA ବା5KG DHANZYME GOLD ପ୍ରୟୋଗ କରନ୍ତୁ।
Bhala achi
Good video sir👍👍👍👍
ଜୟ ଜଗନ୍ନାଥ,, 🙏🏽🙏🏽🙏🏽👌👌👌
ଜୟ ଜଗନ୍ନାଥ
Jay Kisan.sir.
Nice.
ଏତେ କଥା ମନେ ରହୁନି। ସିଧା କଥା କୁହନ୍ତୁ। ସାର୍ କେତେ ଥର ଦେବୁ? କି କି ସାର୍ ଦେବୁ? ଅଣୁ ସାର୍ ର ନାମ କୁହନ୍ତୁ । ଏହା କେତେବେଳେ ଓ କେତେ ପରିମାଣରେ ଦିଆଯିବ? ରୋଇବା ସମୟ, ଥୋଡ ସମୟ ଇତ୍ୟାଦିରେ କେତେ ଲେଖାଏଁ ଦେବାକୁ ପଡ଼ିବ। ୧- ରୋଇବା ସମୟରେ ୨- ରୋଇବାର କେତେ ଦିନ ପରେ୩- ଥୋଡ ସାର୪-
Nice video....
ଧନ୍ୟବାଦ ସାର
Nic information Sir 🙏🙏Sir 20-20-0-13 ame Rua time re deuchhu O 2nd dose re bi uriya sange dele chaliba ta. Ame deuchhu se hisab re.
Field is new & rocky what i do
Sir kaiva industries ra agro 80 plus vitamin dhan paddy lagi kemitia rahiba
Thora samaya re jadi NPK Liquid pakaiba tebe thora sara prayog kariba ki nanhi?
Sir namaskar 🙏 amara totally sara padhini Rua 10 dina hoichhi abe kou kou sara debi
Nice to see Mr.Arabinda Sahu helping Farmers
@@krushisampada number ta mili pariba ki
@@krushisampada4444
Juhar 🙏🙏🙏🙏 sir ❤❤❤ se
ଜୁହାର
Sir 🙏 humic granual ketebele use kariba.
ପିଲ ସାର ସହିତ
Good knowledge farmer
Sir Varmicompost processing video gote karantu
Sir basmati dhan ro saro bisayre kichi kuontu
sir apanka sahita phone re ktha hoi haba ki plss rply
Sir ମୁଁ କାଦୁଅ ରେ ଏକର ପ୍ରତି DAP, 40kg ଏବଂ ପଟାସ 30kg ଦେଇଛି ଏବେ କଣ କଣ ଦେବି... ଧାନ ରୁଆ 15 ଦିନ ହୋଇଛି
ଧାନ ରୁଆ ହେବାର 18-20ଦିନରେ ପିଲ ସାର ହିସାବରେ ଏକର ପ୍ରତି urea 25kg ପ୍ରୟୋଗ କରନ୍ତୁ।ଯଦି ଜୈବିକ ସାର ପ୍ରୟୋଗ କରି ନାହାନ୍ତି ତେବେ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ
Very good adia mubi imitikare mu shantanu👍👍🙏
Jay kisan
Hi kishan kiads To Sara &Anusara.
Sir.barasarasarapadakubaharijaki
Sar dhanare supar misai pakele habaki
ସାର୍ ନମସ୍କାର ଫଟରା କେମିତି ପ୍ରୟୋଗ କରିବା
Sir mhara baigana re nali jaisa kana pratikar
Sir please kuhantu mu jamire tali ruasarichi abe kou D A P debi. mo bapa khuchanti 20.20.13 deba pani. Mu kahuchi 18.46 bebapani. Sir pana kuhantu kan deba
thank you sir very good
Sir amba chara ropana bisayare and govt savsiti keta achi vidio banantu
Sir namaskar mujhe multiplex kranti ke bare mein jaan kari dijiye 🙏🙏🙏🙏🙏
Thank you sir
ସାରେ ଦୟା କରି ଆପଣଙ୍କ ୱାଟ ଆପ ନମ୍ବର ଟି ପ୍ରଦାନ କରି ବା ପାଇଁ ଅନୁରୋଧ
Zypmyte Plus au Sagarika bhitaru kauta bhala heba Basal dose re dhana pain
Zypmite ମିଳିତ ଅଣୁ ସାର ,ସାଗରିକ ଜୈବିକ ସାର ଉଭୟ କୁ ପ୍ରାୟୋଗ କରି ପାରିବେ।
ଜୈବିକ ସାର ସାଗରିକା କୋଉ ସମୟ ରେ ପକେଇ ବା ଆବଶ୍ୟକ
Sagarika କୁ ଧାନ ରୋଇବାର 8-10ଦିନ ମଧ୍ୟରେ ପ୍ରାୟୋଗ କରନ୍ତୁ।
Dhana lageibara ketedina pare Sara daba darkar
How zinc will be administered in rice field.
sir dhan roga bisayare video banantu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ।
Lal makria patharia mati re keun sar dele dhan bhal heba sir
Thanks you Sir ❤
ସାର ତଳି ପକେଇବା ବେଳେ କେଉଁ ସାର ଆଉ କେତେ ପରିମାଣ ବେବହାର କରିବା ଦୟାକରି କୁହନ୍ତୁ
ତଳି ପକାଇବା ପୂର୍ବରୁ 10decimal ଜମିରେ 40ଝୁଡ଼ି ଗୋବର ପ୍ରୟୋଗ କରନ୍ତୁ। 12kg SSP ଓ 2kg potash ସାର ପ୍ରୟୋଗ କରନ୍ତୁ।
sara
ସାର ମୁ ଡି ଏ ପି ସାର ପ୍ର ୟାଗ କରୁଆଚି
ମୂଳ ସାର ରେ DAP ସହିତ POTASH ସାର ପ୍ରାୟୋଗ କରନ୍ତୁ।
Please advice farmers to apply organic farming...
ଆଜ୍ଞା ନମସ୍କାର, ମୂଳସାର ଏକୋର୍ ପ୍ରତି DAP 50 kg NPK 25 ଆଉ ପିଲଅବସ୍ତାରେ ଗ୍ରମୋର୍ 12 kg ଦଉଛି
ମୂଳ ସାର ରେ DAP ସହିତ POTASH ସାର ଦିଅନ୍ତୁ।DAP ସହିତ NPK ପ୍ରୟୋଗ କଲେ ସାର ର DOES ଅଧିକ ହୋଇ ଯାଉଛି।ପିଲ ଅବସ୍ଥା ରେ UREA ସାର ପ୍ରାୟୋଗ କଲେ ପିଲ ସଂଖ୍ୟା ବୃଦ୍ଧି ହୋଇଥାଏ। GROMMER ସାର ଦେଲେ ଗଛ ସାର ପାଇବା ବିଳମ୍ବ ହୋଇଥାଏ।
@@krushisampadaNPK କ'ଣ ଜାଣି ପାରୁନାହାଁ ସାର୍ ଟିକିଏ କୁହ
Iloveu sir
Dhana chasare tali chera ganthi ganthi hei jaochhi jaha phala re gachha Sara khai paruni jaha phala re gachha badhu ni ahara pratikar kn kariba
Sir gromor sarare uria bhaga rahuchi uria napakaile chaliba
Video ରେ ଦିଆଯାଇଥିବା ଅନୁମୋଦିତ ପରିମାଣ ରେ ପ୍ରୟୋଗ କରନ୍ତୁ।
Jai jagannath
Sir bila rua 3 day hela ghasa mara pain kau medicin au keun sara bila re mariba pain hebo ekar picha kete kg kuhantu sir plz
Sathi ଏକର ପ୍ରତି 80gm ସହିତ 10kg ବାଲି ମିଶାଇ ପ୍ରୟୋଗ କରନ୍ତୁ।
How many shymala 151515 should be used at roaping
Sir mula sar bhabe dap kete kg patash kete kg deba darkar
Dhanichabihanakeuttimiliba
ଡାଲିମ୍ବ ଚାସ କେମିତି କରାଜୀବ ? ସାର
ଧାନ ର hight kam kariba kemitiA ବିଷୟରେ କହିବେ
Sir tali tala nala padi jauchhi aau marijauchhi kan Kariba darakar
ଗୁଣ୍ଠ ପ୍ରତି 1kg potash ସାର ପ୍ରୟୋଗ କରନ୍ତୁ।plantomycine lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Npk
ଚିନାବାଦାମ,ମତିଖାଉଛି
Sir ame kabala jaivika Sara prayaga karibi kana kana
Sir,mu ,jane chasi ate,mo roeba pre ,pakae
Sir thuda time ra urea- 16kg potash-10kg agri-humik- Kate deba please reply sir
Agri humic ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ
Dhana gacha badhuni kou medicen achi
ଧାନ ଗଛ କିପରି ବଢିବ ଏହି video ଦେଖନ୍ତୁruclips.net/video/cOrprwt51W4/видео.htmlfeature=shared
Dap
Hi Fsthilizer.
Sir namaskaar anu sara zink or boron both
ଯଦି ଧାନ ରେ ପୂର୍ବ ବର୍ଷ ଅଣୁ ସାର ପ୍ରୟୋଗ କରିନାହାନ୍ତି ତେବେ ମୂଳ ସାର ରେ Zinc sulphate 8kg ଓ Borax 4kg ପ୍ରୟୋଗ କରନ୍ତୁ।
Thankyou sir
ଖାଲି ଗ୍ରୋମର ସାର ବ୍ୟବହାର କଲେ ଧାନ ତଳି ରେ କଣ ଲାଭ। ହୁଏ
Grommer 28:28:0 ସହିତ potash ବ୍ୟବହାର କରନ୍ତୁ।
Sir ame DAP au patasa pakouchu
Thank you sir for very good information...
ଆଜ୍ଞା ଜୈବିକ ସାର ଧାନ ରୁଆ ର କେତେ ଦିନ ପରେ ପ୍ରୟୋଗ କରିବା କଥା
ଧାନ ରୁଆ ର 7-8 ଦିନ ପରେ ପ୍ରୟୋଗ କରନ୍ତୁ
2nd does kan deba darkar sir
Urea ଏକର ପ୍ରତି 30-35kg ସହିତ Sagarika 10kg ପ୍ରୟୋଗ କରନ୍ତୁ
thanks u sir
👍👍👍🙏🙏🌹
sir dap 18..46 or dap 20.20 farak kan
Dap sara
D A P 18 46 0 Hele ko sara kete ?
Nitrogen 18% ଓ Phosphorus 46%
Sir pranam, keu sara kam kharcha re heba
ଗୁମର 20/20/013/1ଏ 7:27 କରକୁ35kgଉରିଆ25
Talli pakaeba pranalli
ruclips.net/video/kpwHLLUme44/видео.html
nice
Mula sara Gromor 28-28-0 ekar prati 2 kg use karuchu
Sir Charo adheka Kamite habo
ସାର୍ 🙏 , ରୋଇବା ର ଆଠଦିନ ଭିତରେ ଥୋଡ ଆସିଯାଇଛି ଏହାର କୌଣସି ବିକଳ୍ପ ଅଛି ଯଦି ଦୟାକରି ଜଣାନ୍ତୁ ।
ସାର୍ ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ ଆବଶ୍ୟକ ସ୍ଥଳେ ଫୋନ୍ କରିବୁ
Thanks sir
Sir mu 28:28:0 1ace 25kg deichi
Sir ଧାନ ରଫିଵା ସରିଲେ କ'ଣ ସାର ଦିଆଯାଏ
ପି ପି ଏଲ୍ ସାର୍ କଣ କରେ
sir 🙏 krushi sampada kajya krama ku bahut bahut dhanyabad
ଧନ୍ୟବାଦ sir
good information sir❤❤❤
Thank you
ସାର ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି ଆପଣ 🙏🏻🙏🏻🙏🏻
ଧନ୍ୟବାଦ
ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ସାର୍ 🙏🙏
Thank you
ଧନ୍ଯବାଦ ସାର୍ ।
କି ସୁନ୍ଦର ଚାଷ sambandhy ତଥ୍ଯ
excellent description
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
Welcome
Sir ko D.A.P sabuthu bhala rahe
Good information. Thanks. And why Amonia fertilizer applying.
ସାର୍ ଆପଣଙ୍କ ଫୋନ୍ ନମ୍ୱର୍ ଟିକିଏ ଦେଲେ ଭଲ ହୁଅନ୍ତା
Sir,ଧାନ ରୋଇବା ପୂର୍ବ ରୁ ଜମି କାଦୁଅ କରିବା ସମୟରେ କେଉଁ ଜୈବିକ ସାର ପ୍ରୟୋଗ କରିବା
ଧାନ ରୋଇବା ପୂର୍ବରୁ ଏକର ପ୍ରତି 10kg BIOZYME ବା SAGARIKA ବା5KG DHANZYME GOLD ପ୍ରୟୋଗ କରନ୍ତୁ।
Bhala achi
Good video sir👍👍👍👍
ଜୟ ଜଗନ୍ନାଥ,, 🙏🏽🙏🏽🙏🏽👌👌👌
ଜୟ ଜଗନ୍ନାଥ
Jay Kisan.sir.
ଜୟ ଜଗନ୍ନାଥ
Nice.
ଏତେ କଥା ମନେ ରହୁନି। ସିଧା କଥା କୁହନ୍ତୁ। ସାର୍ କେତେ ଥର ଦେବୁ? କି କି ସାର୍ ଦେବୁ? ଅଣୁ ସାର୍ ର ନାମ କୁହନ୍ତୁ । ଏହା କେତେବେଳେ ଓ କେତେ ପରିମାଣରେ ଦିଆଯିବ? ରୋଇବା ସମୟ, ଥୋଡ ସମୟ ଇତ୍ୟାଦିରେ କେତେ ଲେଖାଏଁ ଦେବାକୁ ପଡ଼ିବ।
୧- ରୋଇବା ସମୟରେ
୨- ରୋଇବାର କେତେ ଦିନ ପରେ
୩- ଥୋଡ ସାର
୪-
Nice video....
Thank you
ଧନ୍ୟବାଦ ସାର
Welcome
Nic information Sir 🙏🙏
Sir 20-20-0-13 ame Rua time re deuchhu O 2nd dose re bi uriya sange dele chaliba ta. Ame deuchhu se hisab re.
Field is new & rocky what i do
Sir kaiva industries ra agro 80 plus vitamin dhan paddy lagi kemitia rahiba
Thora samaya re jadi NPK Liquid pakaiba tebe thora sara prayog kariba ki nanhi?
Sir namaskar 🙏 amara totally sara padhini Rua 10 dina hoichhi abe kou kou sara debi
Nice to see Mr.Arabinda Sahu helping Farmers
Thank you
@@krushisampada number ta mili pariba ki
@@krushisampada4444
Juhar 🙏🙏🙏🙏 sir ❤❤❤ se
ଜୁହାର
Sir 🙏 humic granual ketebele use kariba.
ପିଲ ସାର ସହିତ
Good knowledge farmer
Sir Varmicompost processing video gote karantu
Sir basmati dhan ro saro bisayre kichi kuontu
sir apanka sahita phone re ktha hoi haba ki plss rply
Sir ମୁଁ କାଦୁଅ ରେ ଏକର ପ୍ରତି DAP, 40kg ଏବଂ ପଟାସ 30kg ଦେଇଛି ଏବେ କଣ କଣ ଦେବି... ଧାନ ରୁଆ 15 ଦିନ ହୋଇଛି
ଧାନ ରୁଆ ହେବାର 18-20ଦିନରେ ପିଲ ସାର ହିସାବରେ ଏକର ପ୍ରତି urea 25kg ପ୍ରୟୋଗ କରନ୍ତୁ।ଯଦି ଜୈବିକ ସାର ପ୍ରୟୋଗ କରି ନାହାନ୍ତି ତେବେ ଜୈବିକ ସାର BIOZYME ବା SAGARIKA ଏକର ପ୍ରତି 10kg ପ୍ରୟୋଗ କରନ୍ତୁ
Very good adia mubi imitikare mu shantanu👍👍🙏
Jay kisan
Hi kishan kiads To Sara &Anusara.
Sir.barasarasarapadakubaharijaki
Sar dhanare supar misai pakele habaki
ସାର୍ ନମସ୍କାର ଫଟରା କେମିତି ପ୍ରୟୋଗ କରିବା
Sir mhara baigana re nali jaisa kana pratikar
Sir please kuhantu mu jamire tali ruasarichi abe kou D A P debi. mo bapa khuchanti 20.20.13 deba pani. Mu kahuchi 18.46 bebapani. Sir pana kuhantu kan deba
thank you sir very good
Welcome
Sir amba chara ropana bisayare and govt savsiti keta achi vidio banantu
Sir namaskar mujhe multiplex kranti ke bare mein jaan kari dijiye 🙏🙏🙏🙏🙏
Thank you sir
ସାରେ ଦୟା କରି ଆପଣଙ୍କ ୱାଟ ଆପ ନମ୍ବର ଟି ପ୍ରଦାନ କରି ବା ପାଇଁ ଅନୁରୋଧ
Zypmyte Plus au Sagarika bhitaru kauta bhala heba Basal dose re dhana pain
Zypmite ମିଳିତ ଅଣୁ ସାର ,ସାଗରିକ ଜୈବିକ ସାର ଉଭୟ କୁ ପ୍ରାୟୋଗ କରି ପାରିବେ।
ଜୈବିକ ସାର ସାଗରିକା କୋଉ ସମୟ ରେ ପକେଇ ବା ଆବଶ୍ୟକ
Sagarika କୁ ଧାନ ରୋଇବାର 8-10ଦିନ ମଧ୍ୟରେ ପ୍ରାୟୋଗ କରନ୍ତୁ।
Dhana lageibara ketedina pare Sara daba darkar
How zinc will be administered in rice field.
sir dhan roga bisayare video banantu
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ।
Lal makria patharia mati re keun sar dele dhan bhal heba sir
Thanks you Sir ❤
Welcome
ସାର ତଳି ପକେଇବା ବେଳେ କେଉଁ ସାର ଆଉ କେତେ ପରିମାଣ ବେବହାର କରିବା ଦୟାକରି କୁହନ୍ତୁ
ତଳି ପକାଇବା ପୂର୍ବରୁ 10decimal ଜମିରେ 40ଝୁଡ଼ି ଗୋବର ପ୍ରୟୋଗ କରନ୍ତୁ। 12kg SSP ଓ 2kg potash ସାର ପ୍ରୟୋଗ କରନ୍ତୁ।
sara
ସାର ମୁ ଡି ଏ ପି ସାର ପ୍ର ୟାଗ କରୁଆଚି
ମୂଳ ସାର ରେ DAP ସହିତ POTASH ସାର ପ୍ରାୟୋଗ କରନ୍ତୁ।
Please advice farmers to apply organic farming...
ଆଜ୍ଞା ନମସ୍କାର, ମୂଳସାର ଏକୋର୍ ପ୍ରତି DAP 50 kg NPK 25 ଆଉ ପିଲଅବସ୍ତାରେ ଗ୍ରମୋର୍ 12 kg ଦଉଛି
ମୂଳ ସାର ରେ DAP ସହିତ POTASH ସାର ଦିଅନ୍ତୁ।DAP ସହିତ NPK ପ୍ରୟୋଗ କଲେ ସାର ର DOES ଅଧିକ ହୋଇ ଯାଉଛି।
ପିଲ ଅବସ୍ଥା ରେ UREA ସାର ପ୍ରାୟୋଗ କଲେ ପିଲ ସଂଖ୍ୟା ବୃଦ୍ଧି ହୋଇଥାଏ। GROMMER ସାର ଦେଲେ ଗଛ ସାର ପାଇବା ବିଳମ୍ବ ହୋଇଥାଏ।
@@krushisampadaNPK କ'ଣ ଜାଣି ପାରୁନାହାଁ ସାର୍ ଟିକିଏ କୁହ
Iloveu sir
Dhana chasare tali chera ganthi ganthi hei jaochhi jaha phala re gachha Sara khai paruni jaha phala re gachha badhu ni ahara pratikar kn kariba
Sir gromor sarare uria bhaga rahuchi uria napakaile chaliba
Video ରେ ଦିଆଯାଇଥିବା ଅନୁମୋଦିତ ପରିମାଣ ରେ ପ୍ରୟୋଗ କରନ୍ତୁ।
Jai jagannath
Jai jagannath
Sir bila rua 3 day hela ghasa mara pain kau medicin au keun sara bila re mariba pain hebo ekar picha kete kg kuhantu sir plz
Sathi ଏକର ପ୍ରତି 80gm ସହିତ 10kg ବାଲି ମିଶାଇ ପ୍ରୟୋଗ କରନ୍ତୁ।
How many shymala 151515 should be used at roaping
Sir mula sar bhabe dap kete kg patash kete kg deba darkar
Dhanichabihanakeuttimiliba
ଡାଲିମ୍ବ ଚାସ କେମିତି କରାଜୀବ ? ସାର
ଧାନ ର hight kam kariba kemiti
A ବିଷୟରେ କହିବେ
Sir tali tala nala padi jauchhi aau marijauchhi kan Kariba darakar
ଗୁଣ୍ଠ ପ୍ରତି 1kg potash ସାର ପ୍ରୟୋଗ କରନ୍ତୁ।plantomycine lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Npk
ଚିନାବାଦାମ,ମତିଖାଉଛି
Sir ame kabala jaivika Sara prayaga karibi kana kana
Sir,mu ,jane chasi ate,mo roeba pre ,pakae
Sir thuda time ra urea- 16kg potash-10kg agri-humik- Kate deba please reply sir
Agri humic ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ
Dhana gacha badhuni kou medicen achi
ଧାନ ଗଛ କିପରି ବଢିବ ଏହି video ଦେଖନ୍ତୁ
ruclips.net/video/cOrprwt51W4/видео.htmlfeature=shared