ଧାନ ଫସଲରେ ମୂଳ ସାର କେଉଁ ସାର ଓ ଅଣୁସାର ସାର ପ୍ରୟୋଗ କରିବା
HTML-код
- Опубликовано: 16 окт 2024
- ଧାନ ଫସଲରେ ମୂଳ ସାର
BASAL DOES FERTILIZER
କେଉଁ ସାର ଓ ଅଣୁସାର ସାର ପ୍ରୟୋଗ କରିବା
Paddy required more fertilizer for good yield
So we ave to provide the artificial fertilizer to paddy crop
3types of fertilizer should be applied to paddy crop
Organic Fertilizer
Inorganic Fertilizer
Micronutrents
Organic Fertilizer includes
FYM
Dhanicha
Cowpea
And Organic fertilizer available in Market
Chemical Fertilizer
DAP MOP Urea Grommer
Micro nutrients like Zinc and Born
Its does varies for high yielding Paddy and Hybeid PaddyWelcome To Our RUclips Channel KRUSHI SAMPADA
Krushi Sampada RUclips Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
KRUSHI SAMPADA
#krushisampada #paddy #fertilizer
WATCH NEXT :
ଅମୃତପାଣି ଜୈବିକ ସାର
• ଧାନ ଚାଷ ପୂର୍ବରୁ ଜମିରେ ...
ଜୀବାମୃତ ଜୈବିକ ସାର
• ZERO BUDGET FARMING Ur...
ଯିବାମୃତ ଓ ଘନ ଯିବାମୃତ
• ବିନା ଖର୍ଚ୍ଚରେ ଜୈବିକ ଚା...
Dhana roiba pare mula sara kan dele bhala groth heba,Sir?
Sir chasa jamire pani chalichi kou sara diajiba dhana pai
Very good information 🎉🎉🎉🎉🎉🎉🎉
Sir dhana roa 20 din hei galani mula sir kan dele bhala heba dap 18 46 na grommer 28 28 0 bes kauta heba plz sir reply karantu
Sir rua haba pare yuria sara kete din bhitare pakeiba darkar
Sir 🙏 ,sir amara 115 days hybrid rice crop paei kete time au kou fertilizer dabu, ruaa kari sariba pare kete time re kn kn fertilizer dabu kuhantu please
Sir nano urea kemiti dhana bilare padiba full details re plz bujhantu
Sir KAVERI 468 HYBRID dhano pain mulasar 1 acre prati kete dap o potash proyogo koribaku podibo
ଏକର ପ୍ରତି DAP 50kg ଓ potash 20kg ପ୍ରୟୋଗ କରନ୍ତୁ। ଅଣୁସାର Borax 4kg ମିଶାଇ ପ୍ରୟୋଗ କରନ୍ତୁ।Zinc sulphate ଏକର ପ୍ରତି 8kg କୁ 25kg ଗୋବର ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ।
Sir 🙏,ju-ecomax ku use kale kn habatk kuhantu
Sir ଧାନ ବିଲ ରେ ଘାସ ଲତା ଜାତୀୟ ଘାସ ଯଥା କଚରଙ୍ଗ ଘାସ 1 ଫୁଟ ହୋଇଛି କୋଉ ଘାସ ମର ଦିଆଯିବ
Sir namaskara. Dhana roa helani 20 dina helani mula sara 10 dina hela pila asunahi
Kana karimi sir please reply dia
ପିଲ ସାର ପ୍ରୟୋଗ କରନ୍ତୁ। urea ଏକର ପ୍ରତି 35kg ଓ Sagarika ବା biovita 10kg ପ୍ରୟୋଗ କରନ୍ତୁ
Sir ନମସ୍କାର ଧାନ ରୁଆ କେତେ ଦିନ ପରେ ପ୍ରଥମ ସାର କ'ଣ ଓ କେତେ ପ୍ରକାର ସାର ଦେବାକୁ ହେବ ?
ମୂଳ ସାର ହିସାବରେ ଧାନ ରୋଇବା ପୂର୍ବରୁ ପ୍ରୟୋଗ କରନ୍ତୁ। ସମ୍ପୂର୍ଣ୍ଣ ତଥ୍ୟ video ରେ ଅଛି
Sir, copper oxychloride ku ରୁଆ ହେବାର କେତେ ଦିନ ପରେ ଦେବା? ଏକର ପ୍ରତି କେତେ ଗ୍ରାମ ଦେବା?
Gromor 20-20 40kg
Potas 16 kg ebong
Super 10 kg
sagarika 10 ଦେଇଛି ଆଜ୍ଞା,
ଠିକ ଅଛି କି?
ବିଲରେ ନୀଳ ବେଶି ଆଜ୍ଞା, ସମାଧାନ କୁହନ୍ତୁ ,🙏🙏🙏🙏
ମୂଳ ସାର ହିସାବରେ ଠିକ୍ ସାର ପ୍ରୟୋଗ କରିଛନ୍ତି। ନୀଳ କୁ ନିୟନ୍ତ୍ରଣ କରିବା ପାଇଁ Copper oxychloride 50%WP lit ପ୍ରତି 3gm ବା ତୁତିଆ କୁ drum ପ୍ରତି 8gm ହିସାବରେ ପ୍ରୟୋଗ କରନ୍ତୁ।
ଧନ୍ୟବାଦ Sir,
Sir sathi bisa dhana rua ra krate din pare prayag kari heba
ଧାନ ରୋଇବାର 3ଦିନ ମଧ୍ୟରେ ସାଥୀ ଘାସମରା କୁ ଏକର ପ୍ରତି 80gm ହିସାବରେ 10kg ବାଲିରେ ଗୋଳାଇ ପ୍ରୟୋଗ କରନ୍ତୁ।
Ajola keuthu paiba
Thanks🙏🙏🙏
ନମସ୍କାର ସାର୍ । ପିଲ ସାର ଦେଲା ପରେ ବି ପିଲ ଆସିନାହିଁ fast dose ରେ କେଉଁ ସାର ପ୍ରୟୋଗ ଭଲ ହେବ please rep......
ଜୈବିକ ସାର BIOVITA ଏକର ପ୍ରତି 8kg ସହିତ urea 30kg ପ୍ରୟୋଗ କରନ୍ତୁ।
@@krushisampada thank you sir
@@krushisampada ସାର BIOVITA ଓ UREA ସହିତ POTAS ଦେଲେ କିଛି ଅସୁବିଧା ହେବ କି ?
Amiazing video
D a p 16 16 16 kere padiba 1 acr re
Good
Sir ଧାନ ଥୋଡ଼ ସମୟରେ କେଉଁ ସାର ଦିଆଯିବ
ଏକର ପ୍ରତି Urea 25kg ଓ Potash 10kg ପ୍ରୟୋଗ କରନ୍ତୁ।
Sadhana dhan karichu acar prati Dap paras kete pragya heb
Sir ରୁଆ ଧାନ ରେ ଛୋଟ ଛୋଟ ଘାସ ହୋଇଛି କୋଉ ଘାସ ମରା ପକା ହବ
ରୋଇବା କେତେ ଦିନ ହେଲାଣି
ରୋଇବା 18 ଦିନ ହବ ଛୋଟ ଘାସ ହୋଇଛି କୋଉ ଘାସ ମରା ପଡିବ
Sir Black diamond paddy seeds plants one Ekar pain mulasar Kuhantu sir please
ମୂଳ ସାର ହିସାବରେ ଏକର ପ୍ରତି DAP 35kg Potash 20kg। ଯଦି ଅଣୁ ସାର 2ବର୍ଷ ତଳେ ପ୍ରୟୋଗ କରିଛନ୍ତି ତେବେ Zinc sulphate 8kg o Boron 4kg ପ୍ରୟୋଗ କରନ୍ତୁ।
Sir ନାନୋ d a p ଧାନ ଚାଷ ପାଇଁ ଏକର କୁ କେତେ ଲାଗିବ
ସେତେଟା ଫାଇଦା ମିଲୁ ନାହିଁ
Sir 1/2 ecr prati kete sara anusara lagiba
Video ରେ details ଦିଆଯାଇଛି।ଏକର ପ୍ରତି ଯେତିକି ସାର ଦିଆଯାଇଛି ତାହାର ଅଧା ପ୍ରାୟୋଗ କରନ୍ତୁ।
Very good
Sir କଣ ପ୍ରୟୋଗ କଲେ ଅଧିକ ପିଲ ଆସିବ
ruclips.net/video/of8SraP8egQ/видео.html
Sir 18 ଦିନ ରୁଆ ହେଲାଣି ଛୋଟ ଘାସ ହୋଇଛି କୋଉ ଘାସ ମରା ପଡିବ
Whip super ଏକର ପ୍ରତି 250ml ହିସାବରେ ସ୍ପ୍ରେ କରନ୍ତୁ
Sir ଧାନ ତଳି ରୁ ମାଟି ଛାଡ଼ିବା ପାଇଁ କଣ କରିବା ଆବଶ୍ୟକ, (ଅଠା ମାଟି )
ତଳି ଓପାଡି ବାର 5ଦିନ ପୂର୍ବରୁ 5kg Gypsum ବା 3kg Potash ସାର ପ୍ରୟୋଗ କରନ୍ତୁ
Sir କୋଉ ଗୋଟେ ସାର ପ୍ରୟୋଗ କଲେ, ପଟାସ ଗ୍ରୋମର, ସବୁ ରାସାୟନିକ ସାର ର ଅଭାବ ପୂରଣ କରିପାରିବ
Grommer 14:35:14 କୁ ପ୍ରୟୋଗ କଲେ ଫସଲ Nitrogen, Phosphorus o Potash ସାର ପାଇ ପାରିବେ।
Sir କାଦୁଅ ଶୁଖିଯାଇଛି କଣ କଲେ ମାଟି ନରମ ହବ
Single super phosphate kete daba mula Sara DAP SSP Potash mula sara use kale heba ta
ମୂଳ ସାର କେତେ ପ୍ରୟୋଗ କରିବେ ଏଥିପାଇଁ ଏକ video ପ୍ରସ୍ତୁତ ହୋଇଛି ।ଦେଖି ପାରିବେ।
ruclips.net/video/pnSQ_sQf6rA/видео.html
Sir boran kete padiba
Boron ଏକର ପ୍ରତି 4kg ପ୍ରୟୋଗ କରନ୍ତୁ
Ajola ame kipari paiparibu
Krushi bigyan kendra ରୁ ପାଇ ପାରିବେ
ଆଜ୍ଞା, କେବଳ ସୁପେର , ଯୁରିଆ ଏବଂ ପଟାସ ସହ ସାଗରିକା ମୂଳ ସାର ହେବ କି? 🙏🙏🙏
🎉🎉🎉
ସାର୍ ତଳି ବାହାର କରିସରିସରିବା ପରେ ତଳିର ଚେରରେ କେଉଁ ଔଷଧ ଲଗାଇ ତଳିକୁ ଲଗା ଯାଏ
ତଳି କୁ ରୋଇବା ପୂର୍ବରୁ lit ପ୍ରତି 1gm Carbendazim ଓ 2ml Chloropyriphos 20%EC ଦ୍ରବଣ ରେ 30min ବୁଡାଇ ବିଶୋଧନ କରନ୍ତୁ
Sir ମୂଳ ସାରରେ soilhealth କିପରି କେତେ ଦିଆଯିଵ
ମୂଳ ସାର ହିସାବରେ ଗ୍ରୋମର 28:28:0 ରେ zypmite Plus ମିଶାଇଲେ କେମିତି ହେବ?
ପ୍ରୟୋଗ କରି ପାରିବେ
Tali re kau khata daba katha sir
ତଳି ଘାରା ରେ ସଢ଼ା ଗୋବର ଖତ ଗୁଣ୍ଠ ପ୍ରତି 20ଝୁଡ଼ି DAP 2kg ଓ potash 1kg ପ୍ରୟୋଗ କରନ୍ତୁ।
DAP. And Potas
sagarika re born achiki
Sagarika ରେ Boron ଅଣୁସାର ଅଳ୍ପ ପରିମାଣ ର ରହିଛି।
ଲକି ସାସରେ ୩g କଟି୍ ହୋଏକି
16 16 16 dele କଣ କଣ ଦେବା
ସାର ଧାନଫସଲ ଓ ପନିପରିବାଫସଲ କୁ ବାରା ଆସି ସବୁ ନଷ୍ଟକରିଦେଉଛି ତା ପାଇଁ କଣ ପତିକାର ଅଛି କି
ବାରା ଫସଲ ନଷ୍ଟ ନ କରିବା ପାଇଁ କଣ ଔଷଧ ଅଛି କି
ପାଣି ରେ ବୁଡି ଯାଇକି ପତର ନାଳେଇ ଯାଇଛି
Sir କି ସାର ପ୍ରୟୋଗ କରିବା
Plz reply sir
ଫସଲରେ potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।Blotox 50 lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
ମୂଳ ସାର ଗ୍ରୋମର ବା ଡି.ଏ.ପି ପକେଇବା କି ନାହିଁ
ସାର୍ ଆମ ଜମିରେ ଯେତେ ଥର ଚାଷ କଲେ ମଧ୍ୟ ଘାସ ମରୁ ନାହିଁ।ଛୋଟ ସରୁ ଘାସ ପ୍ରବଳ ହେଉଛି। ପୁରୁଣି ଘାସ ବୋଲି ଆମ ଆଡ କହନ୍ତି। ଫସଲ ରେ ପ୍ରବଳ ହେଉଛି।କିପରି ଦମନ କରାଯିବ ଟିକେ ଉପାୟ କୁହନ୍ତୁ। ମକା ଚାଷ କରିବି।
କେଉଁ ଫସଲରେ ଘାସ ଅଛି, କେଟ ଦିନର ଫସଲ ଲେଖିଲେ ଘାସ ମରା କହିହେବ
@@krushisampada ସାର୍ ମକା ଚାଷ କରିବି। ବର୍ତ୍ତମାନ ମକା ଲଗାଇ ନାହିଁ।କିନ୍ତୁ ଛୋଟ ଛୋଟ ଘାସ ପ୍ରବଳ ହୋଇଛି।
Dibetic rice କଣ ଅଛି ତାର ନାମ କଣ ଏକର ରେ କେତେ ବିହନ ଲାଗିବ କେଁଉଠୁ ମିଳିବ
Black rice
Sir ଧନୀଚା ଏକ ଏକର ରେ କେତେ kg ଲାଗିବ ସବୁଜ ସାର ପାଇଁ
ଧନୀଚା ଏକର ପ୍ରତି 12kg ପ୍ରୟୋଗ କରନ୍ତୁ
Sir ଧାନ ରେ ମୂଳସାର ହିସାବରେ କେଉଁ ସାର ପ୍ରୟୋଗ କଲେ ଉଭୟ ଧାନ ଓ ମୁଗ ଭଲ ହୁଏ
Sir ଧାନ ତଳି ରୁ ମାଟି ନ ଛାଡିଲେ କଣ କଲେ ମାଟି ଛାଡିବ
ବୁଣା ଧାନ ରେ ସାର ର ପ୍ରୟୋଗ କୁହନ୍ତୁ
Acer pichha 25 kg d a p ambhe deuchhu
Thank you
Dap-35kg
Mop-17kg ମୂଲ ସାର୍
Thank you
Dap
Thank you
ଧାନ ରୁଆ 18ଦିନ ହେଲାଣି କି ସାରା ପ୍ରୟୋଗ କରିବା।
ପିଲ ସାର ପ୍ରୟୋଗ କରନ୍ତୁ
ruclips.net/video/of8SraP8egQ/видео.html
Sir nabaratna Sara bhala na bhala ni
ଭଲ
Sir,
ବାଇଗଣ ଚାଷ ବିଷୟରେ କିଛି କୁହନ୍ତୁ |
Sir dayakari mobile number milib ki
ୟରିଆ-DAP-Patas
Thank you
Kapa chasa paie video banatu🙏
ସାରେ ପ୍ରଥମ ସାର ବା ମୁଳ ସାର ଏକର ପ୍ରତି ଡିଏପି 2କେଜି ପାସ 500 ଗ୍ରାମ ପକ ଉଛୁ ସାରେ ସାର ପକେଇବାରେ ଭୁଲ୍ ଥିଲେ ଠିକ୍ ରେ କେତେ ପକେଇବୁ କହିବେ ଅଲଟ୍ରା ଗୋଦାବରୀ କରମଣ୍ଡଳ ସାର ଧାନରେ ପକେଇଲେ ଚଳିବତ ସାରେ କମେଟେରେ ଜଣେଇବେଭ
DAP ଏକର ପ୍ରତି 35kg ଓ Potash 15-20kg ପ୍ରୟୋଗ କରନ୍ତୁ।ଏହାକୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ।
Sir apnka number ta miliba
7008498896
@@krushisampada ok
4:37 @@krushisampada
Anu sar kene milba sir
Market ରେ ସାର ଓ କୀଟନାଶକ ଦୋକାନରୁ ପାଇ ପାରିବେ।
Gromar
Thank you
1075 bhan bisay re video Kari padhan tu
Very good
Thank you