Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Thanks for nice information..🙏
ଆଜ୍ଞା
Thankyou
Welcome
Dhanyabad sir
ଧନ୍ୟବାଦ sir your prosse
ଧନ୍ୟବାଦ ଆଜ୍ଞା ନମସ୍କାର
Sir... Dhan ruiba kete din pare ghaasmara herbicide diya heba....or....dhan ruiba fertilizer sange mise Kari ghaasmara herbicide diya heba ki nahi.....
ନମସ୍କାର ଆଜ୍ଞାଧାନ ରୁଆ ର୧୫-୨୦ ଦିନ ପରେ ଘାସମରା ଦିଆଯାଏ। ଏହାକୁ ସାର ଭିଟାମିନ ସହିତ ଦିଆଯାଏ ନାହିଁ। ଏହା ପାଣି ନହେଲେ ବାଲି ରେ ମିଶାଇ ଦିଆଯାଏ।
@@Kurefultv
Bangi baharle kanakarbake padba
ଭିଡିଓ ଅଛି,ଆମ ଚେନାଲ୍ ରେ, ଦୟାକରି ଦେଖିବାକୁ ଅନୁରୋଧ
Vitamin kaitsange dele bhal heba sir
ନମସ୍କାର ଆଜ୍ଞାଦେଵା ଠିକ୍ ହେବ ନାହିଁ। ଅଲଗା ଅଲଗା ଦିଅନ୍ତୁ
ବହୁତ ବଢିଆ କଥା କହିଲେ କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଏଠାରେ ମିଳୁନି ଯଦି ଆପଣଙ୍କ ଆଡେ ମିଳୁଛି ତେବେ ଆମେ online order କରିବୁ
ନମସ୍କାର ଆଜ୍ଞାଏସବୁ ଆମାଜାନ ରେ ଓ ବିଗ୍ ହାଟ୍ .କମ୍ ରେ ପାଇ
ପାରିବେ, ନିଶ୍ଚୟ
8:18 @@Kurefultv
Gromor 28:28:0Pil sar (1stdose)
ପଟାସ ମିଶିବ
Sir sarna dhaan k ken sar devar katha
ନମସ୍କାର ଆଜ୍ଞାପହେଲା ଡୋଜ୍ କି ମୂଲ ସାର ଡୋଜ୍ କୁହନ୍ତୁମୂଳ ସାର ରେ ଡିଏପି ନହେଲେ 20:20:0:13 ଦେଇ ପାରିବେ।ଫାଷ୍ଟ ଡୋଜ୍ ରେ ୟୁରିଆ ଜିଙ୍କ୍ ଦିଅନ୍ତୁ।
Thank u very much sir
Sagarika sar dhan roi la balke dele heba ki sir
ନମସ୍କାର ଆଜ୍ଞାଦେଇ ପାରିବେ, କିନ୍ତୁ ପିଲ ସମୟରେ ଦେଵା ସବୁଠୁ ଭଲ।
Bhal heba ho dansana babu
ସବୁ ଠିକ କହୁଛନ ଯେ, ଆପଣ ଖରିପ୍ ଆରୁ ଡାଲୁଅ ଟା ଅଲଗା ଅଲଗା ବତାବାର୍ କଥା ଆମର୍ ଚାଷୀ ଭାଈ ମାନକୁ
ଧନ୍ୟବାଦ ଆଜ୍ଞା ନମସ୍କାରଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
Thanks a lot sir 🙏
ନମସ୍କାର ପଟେଲ୍ ଆଜ୍ଞା ନମସ୍କାରଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
Buna dhan re pil sar dose tk bataaun.
ଵୁଣା ଓ ରୁଆ ଧାନର ପିଲା ସାର ପ୍ରାୟ ସମାନ।ବୁଣା ରେ ଵିହୁଡା ଦିନ ଠାରୁ ଗଣା ଯାଏ।
Thanks sir
Vitamin & 4G kemiti deba
Sir urea sange sagarika misale kenta heba
ନମସ୍କାର ଆଜ୍ଞାମିଶାଇ ପାରିବେ, କିଛି ଅସୁବିଧା ନାହିଁ
ଆମର। ଆଢେ ନାହିଁ ମିଲେ❤
ଆମାଜନ ସହିତ ଯୋଗାଯୋଗ କରନ୍ତୁ
Namaskar sir aamar aade. zinc 12% ache to kete dema 1-acre k
ନମସ୍କାର ଆଜ୍ଞାଆପଣ ଆମକୁ ହ୍ଵାଟସଵ୍ ରେ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଔଷଧ ର ଲିଙ୍କ୍ ପଠାଇଵୁ, ଆପଣ ସିଧା ସେଠାରୁ ଘରେ ପାଇ ପାରିବେ।
Whtsapp number debe sir
ସାର୍ ୩ ନମ୍ବର ଡୋଜ କାଣା ଦେମା
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ଫେଲ ପ୍ରୋଷିଯୋର୍ ଭାଇ
ଠିକ୍ ପ୍ରୋସିୟୁର ଦୟାକରି ଜଣାନ୍ତୁ
rua belke kichi nai dele kenta heba sir
Ki6y nai hue
ନମସ୍କାର ଆଜ୍ଞାରୁଆ ସମୟରେ କିଛି ଦେଇ ନ ଥିଲେ -ରୁଆ ମୂଲ ସାର ଓ ପିଲ ସାର ଏକାଠି ଦିଆଯାଇ ପାରିବ।
Dap soho zinc dia jiboni
ନାଁ, ଅଲଗା ଅଲଗା ଦେବେ
7:12
15 ru 20 vitre ame dabal sar deuchu
ଧନ୍ୟବାଦ ଆଜ୍ଞା, ଦୁଇ ନମ୍ବର ଡୋଜ୍ ଭିଡିଓ ଜଲଦି ଆସୁଛି।
ଧନ୍ୟବାଦ୍ sir
ଧନ୍ୟବାଦ
Jamir tale kae besi heuchhe kenta kale kae nahi he
ନମସ୍କାର ଆଜ୍ଞାଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁନାହ।
ଧାନ୍ ବୁନା ବିଷୟରେ ପୁରା ଭିଡିଓଟେ ବନାଉନ୍🙏କାଦୋ ବୁନା ବିଷୟରେ ଡିଟେଲ୍ ରେ
ରୁଇଲା ବେଳେ କେନ ସାର୍ ଦେମୁଁ ଆଜ୍ଞା
ଡିଏପି ଓ ପଟାସ୍
Sir zink ra 5-6 din pare vitamin & 4g Kemta deba . Spray or with URIA .....
ନମସ୍କାର ଆଜ୍ଞାଏଠାରେ, ୟୁରିଆ ସାର କୁ ଦୁଇ ଭାଗ କରିବେ,ଭାଗେ ଜିଙ୍କ୍ ସହିତ ଦେଵେ, ଅନ୍ୟ ଭାଗ ଭିଟାମିନ ସହିତ ଦେବେ।
Fast dose re uria Khali dele kenta heba
ଚଳିବ, କିଛି ଅସୁବିଧା ନାହିଁ
2nd dose kebe kn kn daba
ନମସ୍କାର ଆଜ୍ଞାଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Dhana kenda chhutia heuche E bisayare gote video te karun
IPL sar keta bhala
ବହୁତ ଭଲ, ଦେଇ ପାରିବେ, କିଛି ଅସୁବିଧା ନାହିଁ
Vitaco (1)dos re diaajiba na (2 )no dos re
ନମସ୍କାର ଆଜ୍ଞାଯଦି ମୂଳ ସାର ରେ ରିଜେଣ୍ଟ ଜି ଆର୍ ଦେଇ ଛନ୍ତି,ତେଵେ ସେକେଣ୍ଡ ଡୋଜ୍ ରେ ଦେବେ, ଏବଂ ଯଦି ଦେଇ ନାହାନ୍ତି, ତେବେ ଫାଷ୍ଟ ଡୋଜ୍ ରେ ଦେବେ। ବୁଝିବା ସହଜ ନ ହେଲେ, ମୋବାଇଲ ନମ୍ବର ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
ଆଜ୍ଞା ଧାନ ରୋଇବାର 20 ଦିନ ପରେ କେଉଁ ଘାସମରା ଦିଆଯାଏ ଆଉ ବାଲିରେ ମିଶେଇ ଦେଲେ ହେବକି ନାହିଁ ଏବଂ ପିଲସାର ଦେବାର ପୂର୍ବରୁ ଵା ପରେ ଦିଆଯାଏ ଦୟାକରି କହିବେ 🙏???
ନମସ୍କାର ଆଜ୍ଞାରୁଆ ଧାନ ର ୧୫-୨୦ ଦିନ ପରେ ଆପଣ ନୋମିନି ଗୋଲ୍ଡ ଘାସମରା ଦେଇ ପାରିବେ। ଏହା ବାଲି ରେ ମିଶାଇ ଦେଇ ପାରିବେ। ଏହା ପିଲ ସାର ଦେବା ଆଗରୁ ଦେଇ ପାରିବେ।
ଗଂଜେଇ କେନ୍ତା ଚାଷ କରମା ବାତବେ 😅😅😅
ଫୋନ୍ ନମ୍ବର ଦିଅନ୍ତୁ
Jamire amla heuchhi
କାଗଜ କଳ ମଇଳା ଦିଆଯାଏ
Aangya namaskar Market re zinc sulphate ni milbar high zinc milu6e zinc sulphate jagare high zinc dele chalba k tk kahebe plzz
ନମସ୍କାର ଆଜ୍ଞାଜିଙ୍କ୍ ଆପଣ, ଅନଲାଇନ୍ ରେ ଆରାମରେ ପାଇ ପାରିବେ।Big Hat.com ରେ ମଗାଇ ପାରିବେ।
@@Kurefultv jadi zinc sulphate nai dei ki zinc dele chalba k
Esabu sar ni mile baba aamar ade
ଫାଷ୍ଟ ଡୋଜ୍ ରେ DAP ଦେବା କି ଜିଙ୍କ୍ ଦେବା ଭଲ ଆରି DAP ଦେଲେ ତାର ପରିମାଣ କେତେ କହନ୍ ଆରି ପାଣି ଜମିରେ ରଖିବା କଥା କି ନେଇ
ଡିଏପି,ଜିଙ୍କ୍ ପିଲ ସମୟରେ,ଡିଏପି ୪୦-୪୫ କେଜି
ssp ବାଇଲେ କା ଏ ସାର୍ ଆ ଜ୍ଞା
ସିଙ୍ଗଲ୍ ସୁପର ଫସ୍ ପେଟ୍
Sir ମୁଁ କାଦୁଅ ରେ ପଟାସ 20kg ଆର DAP40kg ଦେଇଛି... ଏବେ 15ଦିନ ହେଇଗଲା ନ କାଣା କାଣା ଦେବି..
ଏକୋଇଶି ଦିନ ରେ ଫାଷ୍ଟ୍ ଡୋଜ୍ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି
Buna dhana bisayre tk batabe sir
ଠିକ୍ ଅଛେ ଆଜ୍ଞା, ଧନ୍ୟବାଦ
First dose 30 din pare delete kenta heba
ଦେଇ ପାରିବେ
Sir namaskar aapanka number tike dete bele bhal heta sir
ଭିଡିଓ ରେ
ଆଜ୍ଞା ନମସ୍କାର ପଳାରୁଇବାର 21 ଦିନ ପରେ ପିଳ ସାର ରେ ( ଡିଏପି+ ୟରିଆ+ ପଟାସ +ଜିକ୍) କେ ମିଶେଇ କରି ଦେଲେ କେନ୍ତା ହେବା ।।
ହେବ ନାହିଁ, ଦୟାକରି ଡିଏପି ସାର ଓ ଜିଙ୍କ୍ ଏକା ସାଥିରେ ଦିଆଯାଏ ନାହିଁ।
@@Kurefultv ତାହେଲେ ଜିଙ୍କ ସାର କେବେ କଉ ସାର ସହିତ ଦେବା
ଇଟା ଖରିଫ ର ଡୋଜ କି ରବି ର ଡୋଜ୍ କହୁଛନ ଆଜ୍ଞା । ମୋର୍ ଜମିରେ ଇତାର ଅଧା ଦେଲେ ବି ଗଛ ବଢ଼ି ପଡ଼ି ଜାଏସି ମୁଇଁ କେତେ ଦେମି ଆଜ୍ଞା?
ନମସ୍କାର ଆଜ୍ଞାଏହା ଖରିଫ୍ ର ଚାଷ ପାଇଁ କୁହାଯାଇଛି, ଜଣାପଡ଼ୁଛି, ଆପଣଙ୍କ ଜମି ସରସ ଅଛି, ଦରକାର ଦେଖି ଦିଅନ୍ତୁ।
ଗଛକୁ ବଢେଇ ବା ପାଇଁ
ସାର ଓ ଅଣୁସାର ମିଶାଇ ଦେଇ ପାରିବେ।
ଗୁଟେ ଏକର ଜମି ରେ ଜେନ କହୁଛନ ସାରଟୋଟାଲ ଖର୍ଚ୍ଚା କେତେ ହେବା ସବୁ ହିସାବ କରି କାହୁନ ତ ସାରପଲ୍ଲାପକା ଠାନୁ ଧାନ ମଡା ଜେକ୍ ଟୋଟାଲ ହିସାବ କହୁନ ତାର ପରେ ଚାଷୀ କେତେ ଲାଭ ପାଏବା କହୁନ
ପଧାନ ଆଜ୍ଞା ନମସ୍କାରଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ପ୍ରକୃତରେ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ମାତ୍ରାଧିକ ଆୟ କୁ ମଧ୍ୟ ଏଡାଇ ଦିଆଯାଇନପାରେ।
JApanag
ଧନ୍ୟବାଦ, ନମସ୍କାର
ତୁମେ କିଛି ଜାନି ହୋ ଇଊରିଆ ବେଶି କହୁଛ ଖରିଫ ରେ
ନମସ୍କାର ଆଜ୍ଞା, ଏସବୁ ଚାଷୀ ମାନଙ୍କ ପାଇଁ ଜାଣିବା ଜରୁରୀ ଆଏ
ବିହିଡା ରେ ବି ହେନ୍ତl ଦିଆହେବା କେଁ ଆଜ୍ଞା
କପା ଚାଷ ବିଷୟ ରେ କହନ
ଆଗକୁ ଦେଖି ପାରିବେ
Contact no debe sir
ଚେନାଲ୍ ପେଜ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Bekar katha
kuruphul tv ra jen sri kahuchhan takar mobile number tike darkar
9853256754
Kandabindha lagichi kau bisha dabu
ଫେମ୍ ଦେଇ ପାରିବେ
@@Kurefultv video debe
@@Kurefultv liquid naa gunda
Thanks for nice information..🙏
ଆଜ୍ଞା
Thankyou
Welcome
Dhanyabad sir
ଧନ୍ୟବାଦ sir your prosse
ଧନ୍ୟବାଦ ଆଜ୍ଞା ନମସ୍କାର
Sir... Dhan ruiba kete din pare ghaasmara herbicide diya heba....or....dhan ruiba fertilizer sange mise Kari ghaasmara herbicide diya heba ki nahi.....
ନମସ୍କାର ଆଜ୍ଞା
ଧାନ ରୁଆ ର୧୫-୨୦ ଦିନ ପରେ ଘାସମରା ଦିଆଯାଏ। ଏହାକୁ ସାର ଭିଟାମିନ ସହିତ ଦିଆଯାଏ ନାହିଁ। ଏହା ପାଣି ନହେଲେ ବାଲି ରେ ମିଶାଇ ଦିଆଯାଏ।
@@Kurefultv
Bangi baharle kanakarbake padba
ଭିଡିଓ ଅଛି,ଆମ ଚେନାଲ୍ ରେ, ଦୟାକରି ଦେଖିବାକୁ ଅନୁରୋଧ
Vitamin kaitsange dele bhal heba sir
ନମସ୍କାର ଆଜ୍ଞା
ଦେଵା ଠିକ୍ ହେବ ନାହିଁ। ଅଲଗା ଅଲଗା ଦିଅନ୍ତୁ
ବହୁତ ବଢିଆ କଥା କହିଲେ କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଏଠାରେ ମିଳୁନି ଯଦି ଆପଣଙ୍କ ଆଡେ ମିଳୁଛି ତେବେ ଆମେ online order କରିବୁ
ନମସ୍କାର ଆଜ୍ଞା
ଏସବୁ ଆମାଜାନ ରେ ଓ ବିଗ୍ ହାଟ୍ .କମ୍ ରେ ପାଇ
ପାରିବେ, ନିଶ୍ଚୟ
8:18 @@Kurefultv
Gromor 28:28:0
Pil sar (1stdose)
ପଟାସ ମିଶିବ
Sir sarna dhaan k ken sar devar katha
ନମସ୍କାର ଆଜ୍ଞା
ପହେଲା ଡୋଜ୍ କି ମୂଲ ସାର ଡୋଜ୍ କୁହନ୍ତୁ
ମୂଳ ସାର ରେ ଡିଏପି ନହେଲେ 20:20:0:13 ଦେଇ ପାରିବେ।ଫାଷ୍ଟ ଡୋଜ୍ ରେ ୟୁରିଆ ଜିଙ୍କ୍ ଦିଅନ୍ତୁ।
Thank u very much sir
Sagarika sar dhan roi la balke dele heba ki sir
ନମସ୍କାର ଆଜ୍ଞା
ଦେଇ ପାରିବେ, କିନ୍ତୁ ପିଲ ସମୟରେ ଦେଵା ସବୁଠୁ ଭଲ।
Bhal heba ho dansana babu
ସବୁ ଠିକ କହୁଛନ ଯେ, ଆପଣ ଖରିପ୍ ଆରୁ ଡାଲୁଅ ଟା ଅଲଗା ଅଲଗା ବତାବାର୍ କଥା ଆମର୍ ଚାଷୀ ଭାଈ ମାନକୁ
ଧନ୍ୟବାଦ ଆଜ୍ଞା ନମସ୍କାର
ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
Thanks a lot sir 🙏
ନମସ୍କାର ପଟେଲ୍ ଆଜ୍ଞା ନମସ୍କାର
ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
Buna dhan re pil sar dose tk bataaun.
ଵୁଣା ଓ ରୁଆ ଧାନର ପିଲା ସାର ପ୍ରାୟ ସମାନ।
ବୁଣା ରେ ଵିହୁଡା ଦିନ ଠାରୁ ଗଣା ଯାଏ।
Thanks sir
Vitamin & 4G kemiti deba
Sir urea sange sagarika misale kenta heba
ନମସ୍କାର ଆଜ୍ଞା
ମିଶାଇ ପାରିବେ, କିଛି ଅସୁବିଧା ନାହିଁ
ଆମର। ଆଢେ ନାହିଁ ମିଲେ❤
ଆମାଜନ ସହିତ ଯୋଗାଯୋଗ କରନ୍ତୁ
Namaskar sir aamar aade. zinc 12% ache to kete dema 1-acre k
ନମସ୍କାର ଆଜ୍ଞା
ଆପଣ ଆମକୁ ହ୍ଵାଟସଵ୍ ରେ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଔଷଧ ର ଲିଙ୍କ୍ ପଠାଇଵୁ, ଆପଣ ସିଧା ସେଠାରୁ ଘରେ ପାଇ ପାରିବେ।
Whtsapp number debe sir
ସାର୍ ୩ ନମ୍ବର ଡୋଜ କାଣା ଦେମା
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ଫେଲ ପ୍ରୋଷିଯୋର୍ ଭାଇ
ଠିକ୍ ପ୍ରୋସିୟୁର ଦୟାକରି ଜଣାନ୍ତୁ
rua belke kichi nai dele kenta heba sir
Ki6y nai hue
ନମସ୍କାର ଆଜ୍ଞା
ରୁଆ ସମୟରେ କିଛି ଦେଇ ନ ଥିଲେ -
ରୁଆ ମୂଲ ସାର ଓ ପିଲ ସାର ଏକାଠି ଦିଆଯାଇ ପାରିବ।
Dap soho zinc dia jiboni
ନାଁ, ଅଲଗା ଅଲଗା ଦେବେ
7:12
15 ru 20 vitre ame dabal sar deuchu
ଧନ୍ୟବାଦ ଆଜ୍ଞା, ଦୁଇ ନମ୍ବର ଡୋଜ୍ ଭିଡିଓ ଜଲଦି ଆସୁଛି।
ଧନ୍ୟବାଦ୍ sir
ଧନ୍ୟବାଦ
Jamir tale kae besi heuchhe kenta kale kae nahi he
ନମସ୍କାର ଆଜ୍ଞା
ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁନାହ।
ଧାନ୍ ବୁନା ବିଷୟରେ ପୁରା ଭିଡିଓଟେ ବନାଉନ୍🙏
କାଦୋ ବୁନା ବିଷୟରେ ଡିଟେଲ୍ ରେ
ରୁଇଲା ବେଳେ କେନ ସାର୍ ଦେମୁଁ ଆଜ୍ଞା
ଡିଏପି ଓ ପଟାସ୍
Sir zink ra 5-6 din pare vitamin & 4g Kemta deba . Spray or with URIA .....
ନମସ୍କାର ଆଜ୍ଞା
ଏଠାରେ, ୟୁରିଆ ସାର କୁ ଦୁଇ ଭାଗ କରିବେ,ଭାଗେ ଜିଙ୍କ୍ ସହିତ ଦେଵେ, ଅନ୍ୟ ଭାଗ ଭିଟାମିନ ସହିତ ଦେବେ।
Fast dose re uria Khali dele kenta heba
ଚଳିବ, କିଛି ଅସୁବିଧା ନାହିଁ
2nd dose kebe kn kn daba
ନମସ୍କାର ଆଜ୍ଞା
ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
Dhana kenda chhutia heuche
E bisayare gote video te karun
IPL sar keta bhala
ବହୁତ ଭଲ, ଦେଇ ପାରିବେ, କିଛି ଅସୁବିଧା ନାହିଁ
Vitaco (1)dos re diaajiba na
(2 )no dos re
ନମସ୍କାର ଆଜ୍ଞା
ଯଦି ମୂଳ ସାର ରେ ରିଜେଣ୍ଟ ଜି ଆର୍ ଦେଇ ଛନ୍ତି,ତେଵେ ସେକେଣ୍ଡ ଡୋଜ୍ ରେ ଦେବେ, ଏବଂ ଯଦି ଦେଇ ନାହାନ୍ତି, ତେବେ ଫାଷ୍ଟ ଡୋଜ୍ ରେ ଦେବେ। ବୁଝିବା ସହଜ ନ ହେଲେ, ମୋବାଇଲ ନମ୍ବର ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
ଆଜ୍ଞା ଧାନ ରୋଇବାର 20 ଦିନ ପରେ କେଉଁ ଘାସମରା ଦିଆଯାଏ ଆଉ ବାଲିରେ ମିଶେଇ ଦେଲେ ହେବକି ନାହିଁ ଏବଂ ପିଲସାର ଦେବାର ପୂର୍ବରୁ ଵା ପରେ ଦିଆଯାଏ ଦୟାକରି କହିବେ 🙏???
ନମସ୍କାର ଆଜ୍ଞା
ରୁଆ ଧାନ ର ୧୫-୨୦ ଦିନ ପରେ ଆପଣ ନୋମିନି ଗୋଲ୍ଡ ଘାସମରା ଦେଇ ପାରିବେ। ଏହା ବାଲି ରେ ମିଶାଇ ଦେଇ ପାରିବେ। ଏହା ପିଲ ସାର ଦେବା ଆଗରୁ ଦେଇ ପାରିବେ।
ଗଂଜେଇ କେନ୍ତା ଚାଷ କରମା ବାତବେ 😅😅😅
ଫୋନ୍ ନମ୍ବର ଦିଅନ୍ତୁ
Jamire amla heuchhi
କାଗଜ କଳ ମଇଳା ଦିଆଯାଏ
Aangya namaskar Market re zinc sulphate ni milbar high zinc milu6e zinc sulphate jagare high zinc dele chalba k tk kahebe plzz
ନମସ୍କାର ଆଜ୍ଞା
ଜିଙ୍କ୍ ଆପଣ, ଅନଲାଇନ୍ ରେ ଆରାମରେ ପାଇ ପାରିବେ।Big Hat.com ରେ ମଗାଇ ପାରିବେ।
@@Kurefultv jadi zinc sulphate nai dei ki zinc dele chalba k
Esabu sar ni mile baba aamar ade
ଫାଷ୍ଟ ଡୋଜ୍ ରେ DAP ଦେବା କି ଜିଙ୍କ୍ ଦେବା ଭଲ ଆରି DAP ଦେଲେ ତାର ପରିମାଣ କେତେ କହନ୍ ଆରି ପାଣି ଜମିରେ ରଖିବା କଥା କି ନେଇ
ଡିଏପି,ଜିଙ୍କ୍ ପିଲ ସମୟରେ,ଡିଏପି ୪୦-୪୫ କେଜି
ssp ବାଇଲେ କା ଏ ସାର୍ ଆ ଜ୍ଞା
ସିଙ୍ଗଲ୍ ସୁପର ଫସ୍ ପେଟ୍
Sir ମୁଁ କାଦୁଅ ରେ ପଟାସ 20kg ଆର DAP40kg ଦେଇଛି... ଏବେ 15ଦିନ ହେଇଗଲା ନ କାଣା କାଣା ଦେବି..
ଏକୋଇଶି ଦିନ ରେ ଫାଷ୍ଟ୍ ଡୋଜ୍ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି
Buna dhana bisayre tk batabe sir
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
ଠିକ୍ ଅଛେ ଆଜ୍ଞା, ଧନ୍ୟବାଦ
First dose 30 din pare delete kenta heba
ଦେଇ ପାରିବେ
Sir namaskar aapanka number tike dete bele bhal heta sir
ଭିଡିଓ ରେ
ଆଜ୍ଞା ନମସ୍କାର ପଳାରୁଇବାର 21 ଦିନ ପରେ ପିଳ ସାର ରେ ( ଡିଏପି+ ୟରିଆ+ ପଟାସ +ଜିକ୍) କେ ମିଶେଇ କରି ଦେଲେ କେନ୍ତା ହେବା ।।
ହେବ ନାହିଁ, ଦୟାକରି ଡିଏପି ସାର ଓ ଜିଙ୍କ୍ ଏକା ସାଥିରେ ଦିଆଯାଏ ନାହିଁ।
@@Kurefultv ତାହେଲେ ଜିଙ୍କ ସାର କେବେ କଉ ସାର ସହିତ ଦେବା
ଇଟା ଖରିଫ ର ଡୋଜ କି ରବି ର ଡୋଜ୍ କହୁଛନ ଆଜ୍ଞା । ମୋର୍ ଜମିରେ ଇତାର ଅଧା ଦେଲେ ବି ଗଛ ବଢ଼ି ପଡ଼ି ଜାଏସି ମୁଇଁ କେତେ ଦେମି ଆଜ୍ଞା?
ନମସ୍କାର ଆଜ୍ଞା
ଏହା ଖରିଫ୍ ର ଚାଷ ପାଇଁ କୁହାଯାଇଛି, ଜଣାପଡ଼ୁଛି, ଆପଣଙ୍କ ଜମି ସରସ ଅଛି, ଦରକାର ଦେଖି ଦିଅନ୍ତୁ।
ଗଛକୁ ବଢେଇ ବା ପାଇଁ
ସାର ଓ ଅଣୁସାର ମିଶାଇ ଦେଇ ପାରିବେ।
ଗୁଟେ ଏକର ଜମି ରେ ଜେନ କହୁଛନ ସାର
ଟୋଟାଲ ଖର୍ଚ୍ଚା କେତେ ହେବା ସବୁ ହିସାବ କରି କାହୁନ ତ ସାର
ପଲ୍ଲାପକା ଠାନୁ ଧାନ ମଡା ଜେକ୍ ଟୋଟାଲ ହିସାବ କହୁନ ତାର ପରେ ଚାଷୀ କେତେ ଲାଭ ପାଏବା କହୁନ
ପଧାନ ଆଜ୍ଞା ନମସ୍କାର
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ପ୍ରକୃତରେ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ମାତ୍ରାଧିକ ଆୟ କୁ ମଧ୍ୟ ଏଡାଇ ଦିଆଯାଇନପାରେ।