ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z

Поделиться
HTML-код
  • Опубликовано: 30 сен 2024
  • ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z
    The processing details of paddy cultivation in scientific ways is a best process for farmers to get highly yield with best simple investment.From staring to ending it is important to take care timely is a factor with proper fartilizar vitamin and insecticide, what in this video has been displayed and explained details.
    #kureful #dhanachasa #paddyfarming #paddyfartilizer
    your queries -
    dhana chasa ra pranali details
    dhana chasa A to Z
    paddy cultivation details
    paddy Farming A to Z
    dhana chasa kipari karajae
    dhana chasa kemiti karanti
    dhana chasa odia
    dhana chasa ra safala sutra
    dhans chada ra unnat pranali
    baighynika pranali re dhana chasa
    dhana ra sara details
    dhana ra sara sarani
    thanks for watching Kureful tv channel.

Комментарии • 111

  • @sushantadevta9225
    @sushantadevta9225 Год назад +7

    ବହୁତ ଭଲ ଲାଗିଲା କିନ୍ତୁ ବିଦେଶି କମ୍ପାନୀ ର ପ୍ରଡକ୍ଟ ବହୁତ ଦାମିକା ରହୁଛେ ଦେଶି ମେଡିସିନ ର ନାମ କିମ୍ବା କମ୍ପୋଯିସନ କହେଲେ ଭଲ ହେତା ।

    • @Kurefultv
      @Kurefultv  Год назад +1

      ଧନ୍ୟବାଦ ଆଜ୍ଞା
      ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ

  • @armancapital8018
    @armancapital8018 2 года назад +10

    ଏହା ଜଳସେଚିତ ଅଞ୍ଚଳ ଲାଗି ପ୍ରଜୁଜ୍ୟ ଆଏ। ଅଣଜଳସେଚିତ ଅଞ୍ଚଳ ରେ ଏତେ ଖର୍ଚ୍ଚ କର ବା ଟା ମୁସ୍କିଲ ଆଏ। ଯେତେ ପ୍ରକାର ଡୋଜ୍ ବତାଉଛନ ହାରାହାରି ପ୍ରତି ଏକର 20 ରୁ 25 ହଜାର ଖର୍ଚ୍ଚ ହେବା।ଗୋଟିଏ ଏକର ରେ ଆମର ଅଞ୍ଚଳ ରେ ସର୍ବାଧିକ ଆୟ 40 ପ୍ୟାକେଟ।40 ପ୍ୟାକେଟ×45kg=18 କୁଇଣ୍ଟାଲ । ଲୋକାଲ ଦମ୍ ଅନୁସାରେ 1800 kg×15 ଟଙ୍କା=27000 ଟଙ୍କା । ଲାଭ କେତେ ହିସାବ ଟିକେ ରଖନ୍ତୁ।

    • @Kurefultv
      @Kurefultv  2 года назад +3

      ବାରିକ ଆଜ୍ଞା ନମସ୍କାର
      ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଆପଣ ଏକ ବାସ୍ତବ ଚିତ୍ର ଚାଷ ର ପ୍ରଦାନ କରିଛନ୍ତି ।ଅଣଜଳସେଚିତ ଅଞ୍ଚଳରେ ଏହା କୁ ପୁରା ପ୍ରଣାଳୀ ଅନୁସରଣ ନକରି,ଅଧା କିମ୍ବା କମ୍ କରି ମଧ୍ୟ ଲାଭ ପାଇ ପାରିଵା। ସାମୟିକ ଜଳ ଯୋଗାଣ ସୁବିଧା ଥିବା ଜାଗା ରେ ଏହା ଅନୁସରଣ କରାଯାଇପାରେ।ସେ ଭାବରେ ଏବେ ଅଣଜଳସେଚିତ ଅଞ୍ଚଳରେ ଥିବା ଚାଷୀ ମାନେ ମଧ୍ୟ ଏକର ପିଛା ୬୦-୭୦ ପକେଟ୍ ଧାନ ଆୟ କରିପାରୁଛନ୍ତି।

  • @krupasindhu1963
    @krupasindhu1963 Год назад +3

    ଆପଣଙ୍କ ଉଦ୍ୟମ ବିଶେଷକରି ଅଧିକ ଅମଳ ପାଇଁ ହୋଇଥୁବାରୁ ଧନ୍ୟବାଦ ।ମୁଁ କୃପାସିନ୍ଧୁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଜାହା ଉପଦେଶ ଦେଉଛନ୍ତି ସାଧାରଣ ଚାଷୀମାନେ ଜେପରି ବୁଝିପାରିବ। ଜୈବିକ ପଦ୍ଧତିର ମାର୍ଗ ଦର୍ଶନ କରାନ୍ତୁ ଏବଂ କମ ଖର୍ଚ୍ଚ କିପରି ହେବ ତାହା ବିଷୟରେ କିଛି କହିଲେ ଭଲହେବ

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା
      ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
      ଜୈବିକ କୃଷିର ର ବହୁତ ଦିଗ ରହିଛି, ଏହା ଉପରେ ଗୁରୁତ୍ୱ ଦେବୁ ନିଶ୍ଚୟ

  • @ayswariyamishra1905
    @ayswariyamishra1905 2 года назад +1

    Potass sara kan darkar nahi ki apna a vedio ra kahinahanti

    • @Kurefultv
      @Kurefultv  2 года назад +1

      ନିଶ୍ଚୟ ଦରକାରୀ ଅଛି, ଏହି ପ୍ରଣାଳୀ ରେ ଅଣୁସାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଧନ୍ୟବାଦ ଆଜ୍ଞା ନମସ୍କାର

  • @sambhumajhi3738
    @sambhumajhi3738 Год назад

    ଦାଦା ଇ ସବୁ ଉଷୋ ମାନେ online ru ମିଲି ପାର୍ବା କେ aaru ଅମର ବଲାଙ୍ଗୀର ରେ ମିଲବା କେ

    • @Kurefultv
      @Kurefultv  Год назад

      ବିଗ୍ ହାଟ୍ ଡଟ୍ କମ୍ ରେ ପାଇ ପାରିବେ

  • @JituSahu-d9l
    @JituSahu-d9l 7 месяцев назад +2

    You sir thanks

  • @AmbedkarBadi1996
    @AmbedkarBadi1996 Год назад +1

    Zypmite plus kebe dele val heba angya

    • @Kurefultv
      @Kurefultv  Год назад

      ୪୦-୫୦ ଦିନ

    • @AmbedkarBadi1996
      @AmbedkarBadi1996 Год назад

      Zip might plus k 3rd dose dele kenta heba angya

    • @AmbedkarBadi1996
      @AmbedkarBadi1996 Год назад

      5 ta dose k hisaba karle ketni kharcha heba angya. Amar ekkhedia ra ta tike kam besi kari a to z sir kahun ta tike

  • @TaranisenBemal-nl6ok
    @TaranisenBemal-nl6ok 9 дней назад

    boba tame sabu koei bi balsa matar nahi kuha kenta kari kara jesi , kin khat diaa jesi , bikri kenta kari kara jesi , mandi bele kana , kenta kar kaam heai mandi ne , sabu details kuha nu boba

    • @Kurefultv
      @Kurefultv  2 дня назад

      ଆଗକୁ ସଵୁ ବିଷୟରେ ଆଲୋଚନା କରାଯିବ

  • @DibakarMajhi-x3r
    @DibakarMajhi-x3r Год назад

    Dhan ke zink salfet fertilozer kemiti diaa ja a O ken time ne diaa ja a

    • @Kurefultv
      @Kurefultv  Год назад

      ରୁଆ ର ୨୧-୨୮ ଦିନ ମଧ୍ୟରେ, ସାର ସହିତ ମିଶାଇ ଦିଆଯାଏ

  • @omprakashmohanty3046
    @omprakashmohanty3046 8 месяцев назад

    Jetiki kahile, ethipain per acre re kharcha kete jauchi?

    • @Kurefultv
      @Kurefultv  8 месяцев назад

      ଏହାକୁ କମ୍ କରାଯାଇ ପାରିଵ

  • @basistachirgun9507
    @basistachirgun9507 2 года назад

    Dada tumar mobile number
    Tk debata
    Aji tumaku menda bazar dhili j

    • @Kurefultv
      @Kurefultv  2 года назад

      ଚେନାଲ୍ ପେଜ୍ ରେ ଅଛି,9853256754

  • @bikashbehera9983
    @bikashbehera9983 Год назад

    ଆପଣ ଚାଷ କରସନ କେ ? ଯଦି କରସନ ବେଳେ ଏକର କେତେ ଧାନ ପାଏସନ ।
    ଟିକେ ଯହ ହଉଛେ ଆଜ୍ଞା ।

    • @Kurefultv
      @Kurefultv  Год назад

      ହଁ ମୁଁ ଚାଷୀ ଘରର ପିଲା, ନିଜେ ଚାଷ କରୁଛୁ, ଆଗରୁ ଯେତେ ହେଉଥିଲା,ଏବେ ୫ ଗୁଣ ଧାନ ‌ହେଉଛି ।

  • @ashisbehera1268
    @ashisbehera1268 2 года назад

    Ta Hele bhai ekara prati kete kg Sara lagiba

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ୮:୧୨:୧୨ ଏକର ପ୍ରତି ଦେଇ ପାରିବେ

  • @anandamahananda7596
    @anandamahananda7596 Год назад

    ଶାର ନମସ୍କାର ଆପଣଙ୍କ କହିବା ଅନୁସାରେ। ମୁଲଶାର ଫର୍ମାଟ ଏବଂ 1ଡୋଜ ଶାର ଫର୍ମାଟ ।ଏବଂ ଥଡ ଡୋଜର ଫର୍ମାଟ।କୁ ଦେଖି ଲାବେଲକୁ ଆପଣ ଏବେ ଜେଉଟା କହୁଛନ୍ତି ଫର୍ମାଟ ବାହାରେ ଦିଆଜିବ କି କେମିତି ଦୟାକରି କହିବେ ଶାର । ଆଗ ଫର୍ମାଟ କୁ ଦେଖିଲା ବେଳକୁ ଏଇଟା ଡିଫ୍ରେଣ୍ଟ ଲାଗୁଛି ବୁଝି ହେଉନି

    • @Kurefultv
      @Kurefultv  Год назад +1

      ନମସ୍କାର ଆଜ୍ଞା
      ଆପଣଙ୍କ ବୁଝିବା ପୁରା ଠିକ୍ ଆଏ। ଏହି ଭିଡିଓ ଧାନ ର ଉନ୍ନତ ପ୍ରଣାଳୀ ବା ବୈଜ୍ଞାନିକ ପ୍ରଣାଳୀ,ଏଥିରେ ସାତ ଦିନ ମଧ୍ୟରେ ସାର ଔଷଧ ଦେଵାର କୁହାଯାଇଛି। କିନ୍ତୁ ଅର୍ଜିନାଲ୍ ପ୍ରଣାଳୀ ଯାହାକି ପୁରା ଅଲଗା,ଏଥିରେ ଫର୍ମାଟ ପୁରା କୁହାଯାଇଛି, ଦୟାକରି ଆମ ଚେନାଲ୍ ର ସେହି ଭିଡିଓ ଦେଖିବାକୁ ଅନୁରୋଧ। ଧାନ ର ଅର୍ଜିନାଲ୍ ପ୍ରଣାଳୀ

    • @anandamahananda7596
      @anandamahananda7596 Год назад

      ଏହି ଭିଡିଓ ଜାହା କହିଛନ୍ତି ତାକୁ ଫଲୋ କରି ବା ନା ଆପଣଙ୍କ ଆଗର ଭିଡିଓ କୁ ଫଲୋ କରି ବା ଦୟାକରି କହିବେ ଶାର। ମୋବାଇଲ ନ ଦୟାକରି ଦେଇ ପାରିବେ କି ଶାର ଧନ୍ୟବାଦ

    • @anandamahananda7596
      @anandamahananda7596 Год назад

      ଶାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ । ମୁଁ ଆପଣଙ୍କ ଚେନାଳ ରୁ ଆଗ୍ରହୀ ହୋଇ ଚାଷ ଆରମ୍ଭ କରି ଛି ଶାର ଦୟାକରି ଆପଣ ମତେ ଧ୍ୟାନ ଦେବେ ଧନ୍ୟବାଦ ଶାର

  • @Kaelaashbarhha15
    @Kaelaashbarhha15 2 года назад

    ଖାଇବାରେ ଲାଗି ପତଳା ଧାନ ର ବି top variety video ଟେ upload କରୁନ୍

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା, ନିଶ୍ଚିତ ଭାବରେ

  • @rashmitaray2574
    @rashmitaray2574 Год назад

    ପାଗଳ ଭଳି କହୁଛନ୍ତି.

  • @sankarsirka9861
    @sankarsirka9861 2 года назад

    Sir Dhana chasha kou mashare hue,,,,,odia

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଏହା ଜୁଲାଇ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ହୁଏ।

  • @fakirmohanbhoi4676
    @fakirmohanbhoi4676 Год назад

    ଧାନ ର ଛୋଟ ଛୋଟ ଚଡେଇ ଗୁରସ ଖାଇ ଦେଇଛନ କାଣା ଦେବାର ପଡବା କହୁନ

    • @Kurefultv
      @Kurefultv  Год назад

      ଟିଣ ଵାଡେଇ ଘଉଡିଵାର ବ୍ୟବସ୍ଥା କରନ୍ତୁ

  • @mukeshrana8796
    @mukeshrana8796 2 года назад

    Npk fertilizer ke matire debar ta ki spray karbake kahu6n... Tk kindly kahibe

    • @Kurefultv
      @Kurefultv  2 года назад

      ଏହା ସ୍ପ୍ରେ କରାଯାଏ

  • @lambodarpadhan5678
    @lambodarpadhan5678 2 года назад

    Sir ନମସ୍କାର ଆପଣ ଇ ପ୍ରଣାଳୀ ଯେନ୍ ବତାଲେ ଏଥୀରେ ଏକର ପ୍ରତି କେତେ ଖର୍ଚ୍ଚ ହେବା pls ଟିକେ ବତାବେ।

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଚାଷ ର ଖର୍ଚ୍ଚ ଆକଳନ ନିଜ ଉପରେ ନିର୍ଭର କରେ। ଆପଣ ଯଦି ସଵୁକାମ ଅନ୍ଯ ଉପରେ ନିର୍ଭର କରନ୍ତି, ତେବେ ଅଧିକ ଖର୍ଚ୍ଚ ହେଵ।ସାର ଓ ଔଷଧ ଜନିତ ଖର୍ଚ୍ଚ ଟିକିଏ ଅଧିକ ହୋଇପାରେ,ମାତ୍ର ନିଜର ଜମି ଉର୍ଵରତା କୁ ଦେଖି ଆପଣ କମ୍ ଭାବରେ ପ୍ରଣାଳୀ କୁ ଅନୁସରଣ କରିପାରିବେ।

    • @hrusikeshsahu490
      @hrusikeshsahu490 2 года назад

      Chakada lagijiba agyan jetli saar vitamin kahele na j

  • @Unicorn-nw6xe
    @Unicorn-nw6xe 2 года назад

    Sir,
    Nativo medicine use kale
    Patra poda , Mulasadha janita roga khatam heba toh

    • @Kurefultv
      @Kurefultv  2 года назад

      ନିଶ୍ଚୟ ହୋଇପାରିବ,

  • @bhoibabu9086
    @bhoibabu9086 2 года назад

    Sir apka video dhunda Nehi Mila
    Manga Diases Bisayare khojli Nahi Mil Bar Sehi Video

    • @Kurefultv
      @Kurefultv  2 года назад

      नमस्कार जी,
      आप जिसे म°गा बोलते हैं, हमारे उड़िसा में bangi roga बोलते हैं,इसी बारे में हमारा चेनाल पर बीडीओ है।
      इसके ली°क निचे दिए गए हैं।
      ruclips.net/video/k-EcrXvffU4/видео.html

  • @kunjabanasuna4152
    @kunjabanasuna4152 7 дней назад

    Agyna... Mob no tk daun

  • @ashwinisethi9083
    @ashwinisethi9083 2 года назад

    Sir Namaskar jaha kahele vl kahele j chakada rug lagale ken medicine dema nai kehele plz tike kaheba

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ନେଟିଭୋ ଓ କଷ୍ଟୋଡିଆ ଏହା ଚକଡା଼ ପାଇଁ

  • @KaransinghSamad
    @KaransinghSamad Год назад

    Contact sir

    • @Kurefultv
      @Kurefultv  Год назад

      ଚେନାଲ୍ ପେଜ୍ ରେ ଦିଆଯାଇଛି

  • @jjjjjj4116
    @jjjjjj4116 Год назад

    Japànag

    • @Kurefultv
      @Kurefultv  Год назад

      ଧନ୍ୟବାଦ ମାଆ, ସବୁବେଳେ ତୁମର ମତାମତ ଆମ ସହିତ ରହିଛି, ଧନ୍ୟବାଦ

  • @hrudayanag2053
    @hrudayanag2053 2 года назад

    Odissare number one krusi chanel e
    From bolangir

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା ନମସ୍କାର

  • @bijayasethy2738
    @bijayasethy2738 Год назад

    kala namak seeds kaise mile

  • @govindkumarmajhi9584
    @govindkumarmajhi9584 2 года назад

    Agya kalachampa dhan kete quintal hesi per acre

    • @Kurefultv
      @Kurefultv  2 года назад

      ଏହା ଚାଷୀ ଓ ଚାଷ ଉପରେ ନିର୍ଭର କରେ। ତଥାପି ଜଣେ ଚାଷୀ ଭଲ ଚାଷ କଲେ ୨୨-୨୫ କୁଇଣ୍ଟାଲ୍ ଆୟ ଏକର ପ୍ରତି କରି ପାରିବ।

  • @rajeshbhoi6105
    @rajeshbhoi6105 2 года назад

    Jete sar n medicine kahele n j acar k trake heba

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଆପଣଙ୍କ ମତାମତ ଠିକ୍ ଅଛି, ତଥାପି ଏହା ର ଅଧା ହେଲେ ଅନୁସରଣ କରି ପାରିବେ ବୋଲି ଆଶା।

  • @Sagar_Rout
    @Sagar_Rout 2 года назад

    Sir chandan topa dhana bhala na

    • @Sagar_Rout
      @Sagar_Rout 2 года назад

      Mun 4acre karichi

    • @Kurefultv
      @Kurefultv  2 года назад

      ବହୁତ ଭଲ ଧାନ, କେବଳ ପ୍ରଣାଳୀ ରେ ଏହାକୁ ପ୍ରସ୍ତୁତ କରନ୍ତୁ

  • @jhasketanpadhan8975
    @jhasketanpadhan8975 2 года назад

    Kn hybride dhan palha pakale heba ,pardine palha pakami agyan,tk kahebe

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି ଦୟାକରି ଦେଖିବାକୁ ଅନୁରୋଧ।

  • @giridharidandasena4034
    @giridharidandasena4034 2 года назад

    Lal makria patharia mati re keun keun sar dele dhan bhal heba

    • @Kurefultv
      @Kurefultv  2 года назад

      ଡିଏପି ସାର ଓ ପଟାସ ସାର ଦିଅନ୍ତୁ

  • @trilochansuna-ki2nw
    @trilochansuna-ki2nw 10 месяцев назад

    Thank you dada apan FM radio re b upastapana karsan kain

    • @Kurefultv
      @Kurefultv  10 месяцев назад +1

      ହଁ ସାର୍ ଆକାଶବାଣୀ ବଲାଙ୍ଗୀର ରେ କାମ କରେ, ଧନ୍ୟବାଦ

  • @kartikakumardanasana8428
    @kartikakumardanasana8428 2 года назад

    Sir 1.5 acre ke 8 din pare kete urea and kete npk debar katha

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଆଠ ଦିନ ପରେ, ଏହା ଵୁଝି ହେଉନି,ମାନେ ରୁଆ ର ଆଠ ଦିନ ନା ଵୁଣା ର ଆଠ ଦିନ, ଦୟାକରି କେଵେ ସାର ଦେବା ପାଇଁ ଚାହୁଁଛନ୍ତି, କୁହନ୍ତୁ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @prasantakumarswain5780
    @prasantakumarswain5780 2 года назад

    BB-11 ta jamuna dhan aye kn sir,

    • @Kurefultv
      @Kurefultv  2 года назад

      ନୁହେଁ, ଅଲଗା ଅଲଗା ଅଟେ

  • @hemanginisunani1721
    @hemanginisunani1721 2 года назад

    Sir krusi mitra re emiti question asi pare ki sir

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ଯଦି ପରିକ୍ଷା ହୁଏ, ତେବେ ଏସବୁ ପ୍ରଶ୍ନ ଅଣଦେଖା କରାଯାଇ ନ ପାରେ। ଜାଣିବା ଜରୁରୀ ଆଏ ।

  • @padmanavdansana8170
    @padmanavdansana8170 2 года назад +1

    Thank you sir 🙏

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା ନମସ୍କାର

  • @A.P_Editor_23
    @A.P_Editor_23 2 года назад

    ଧାନ ବିଶୋଧନ କେମିତି କରିବୁ

    • @sudamsahu5096
      @sudamsahu5096 2 года назад

      Y

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ୧ କେଜି ଧାନ ପିଛା,୨ ଗ୍ରାମ କ୍ୟାପଟେନ ନହେଲେ ଥିରାମ ଦେଇ ବିଶୋଧନ କରିପାରିବେ।

  • @pradyumnamund9478
    @pradyumnamund9478 Год назад

    ଧନ୍ୟବାଦ୍ ଆଜ୍ଞା

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା

  • @mohantandi971
    @mohantandi971 Год назад

    Good information Sir
    Namaskar

    • @Kurefultv
      @Kurefultv  Год назад

      ଧନ୍ୟବାଦ ଆଜ୍ଞା

  • @hemanginisunani1721
    @hemanginisunani1721 2 года назад

    Please tk kuhantu sir

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      କୃଷି ମିତ୍ର ପାଇଁ ପ୍ରସ୍ତୁତି ହେଉଥିବା ଜାଣି ବହୁତ ଖୁସି ଲାଗିଲା, ସୌଭାଗ୍ୟ ଅର୍ଜନ କରନ୍ତୁ।

  • @dwijendradandasena666
    @dwijendradandasena666 2 года назад

    Thank you Bhai

  • @bhoibabu9086
    @bhoibabu9086 2 года назад

    Sir vl vl katha Mane kahuchan

    • @Kurefultv
      @Kurefultv  2 года назад

      ଆପଣମାନଙ୍କର ମତାମତ, ଆମକୁ ଆହୁରି ଉତ୍ସାହିତ କରିଛି, ଧନ୍ୟବାଦ

  • @lktech8086
    @lktech8086 2 года назад

    6kg dhan k kete jaga re palha pakei heba

    • @Kurefultv
      @Kurefultv  2 года назад

      ୧୦/୫ ଫୁଟ ଘାରି ରେ

  • @hemanginisunani1721
    @hemanginisunani1721 2 года назад

    Thank you sir

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
      ଆପଣମାନଙ୍କ ମତାମତ ହଁ ଆମର ପ୍ରେରଣା, ଧନ୍ୟବାଦ

  • @jhasketanpadhan8975
    @jhasketanpadhan8975 2 года назад

    Juhar agyan .

    • @Kurefultv
      @Kurefultv  2 года назад

      ଜୁହାର ଆଜ୍ଞା ଜୁହାର, ଆନ୍ତରିକ ଧନ୍ୟବାଦ

  • @rudrabagarti7420
    @rudrabagarti7420 2 года назад

    🙏🙏🙏

    • @Kurefultv
      @Kurefultv  2 года назад

      ଜୁହାର ଆଜ୍ଞା ଜୁହାର

  • @pravakarabhue7465
    @pravakarabhue7465 2 года назад

    nice sir

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା ନମସ୍କାର

  • @Maamohini2563
    @Maamohini2563 2 года назад

    Nice advice 👍👍👍

  • @ranababu39
    @ranababu39 2 года назад

    Bhu11 au jamuna 804 results bhal asichhe

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା

  • @birajrout6831
    @birajrout6831 2 года назад

    Anta kale sir sabu hisav kale lava 0 j....

    • @Kurefultv
      @Kurefultv  2 года назад

      ରାଉତ୍ ଆଜ୍ଞା ନମସ୍କାର
      ଏହା ନହେଲେ ଆଉଏକ ଅନୁମୋଦିତ ପ୍ରଣାଳୀ ଆମ ଚେନାଲ୍ ରେ ଅଛି,ଅର୍ଜିନାଲ୍ ପ୍ରଣାଳୀ, ତାକୁ ଦେଖି ପାରିବେ।ମୂଳ ପ୍ରଣାଳୀ ର ଅଧା ହେଲେ ଅନୁସରଣ କରନ୍ତୁ।

  • @rajkishoremajhi1090
    @rajkishoremajhi1090 2 года назад

    Mokachas.bisayarevdokarantusir

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା ନିଶ୍ଚୟ