Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ୍ ଭଲ ଲାଗିଲା
ଧନ୍ୟବାଦ
Good evening sir, Dhan ga6 mota heba ar kam ucha hebar ta tk kahun sir, dhan ga6 badhile padi jau6e
ୟୁରିଆ ସାର କମ୍,ତା ସହିତ ୧୦-୧୨ କେଜି ଡିଏପି,୮-୧୦ କେଜି ପଟାସ,ତଳେ ଦିଅନ୍ତୁ, ଉପରେ ଏନ୍ ପି କେ ୦୦:୫୨:୩୪ ଏକ କେଜି ଓ ବୋରନ୍ ୧୦୦ ଗ୍ରାମ ସ୍ପ୍ରେ କରନ୍ତୁ
@@Kurefultv ଧାନ ଗଛ ର ହାଇଟ୍ କେ ଦେଖି କରି ୟୁରିଆ ଦେବା କଥା କଥାରେ ଅଛେ ଡଣା ବଡଲେ ଝୋଳ ଧାନ ବଡ ଲେ ପୋଲ୍
ଦାଦା ଜୁହାର 🙏🙏🙏, କମ୍ ଖର୍ଚ୍ଚରେ କେନ୍ତାକରି ହେବା ଯେ ଟିକେ ବତ
କେବଳ ଏନ୍ ପି କେ ୦୦:୫୨:୩୪ ଏକ କେଜି ଓ ଵୋରନ୍ ୧୦୦ ଗ୍ରାମ ସ୍ପ୍ରେ କରନ୍ତୁ
ରୋଇବାର ୩୫/୪୦ ଦିନ ହେଇଛି Humic acid ଆଉ NPK 19 19 19 କୁ ଗୁଟେ ସାଥିରେ ମିଶେଇ କି Spary କରି ଦେଇ ହେବକି ଆଜ୍ଞା
Kichi asuvidha nuhe diantu
👍
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@@Kurefultv ନମସ୍କାର
3 ଡୁଜ କେତେ ସମ୍ୟା ନେ ଦେବା ସାର
ପିଲ୍ ସାର୍ ଦେବାର ୨୧ ଦିନ ପରେ
40 ରୁ 45 ଦିନ ଭିତରେ Quantis spray କଲେ କେନ୍ତା ହେବା
ଆରାମରେ ଦେଇ ପାରିବେ
Quantis spray କାୟେ ଥି ଲାଗି କର ସନ୍
sir cupper oxichloride sahita zinc o humic acid ku mix Kari pakai pariba ki
କପର୍ ଅକ୍ସି କ୍ଳୋରାଇଟ୍ ଅଲଗା ଦିଅନ୍ତୁ
Dada mor ta Ada mathi Ada lugudi Ada pache baharu jhe da ade agau baharuche dada tike kah dada please 🙏🙏
ଧାନ ବାହାରିବା ଆଗରୁ ୦୦:୫୨:୩୪ ଏନ୍ ପି କେ ଦେଇ ପାରିବେ
ସାର ମୋର ସନମ୍ ଧାନ କେ ୪୭ ଦିନ ହେଲା ଦୁଇ ନମ୍ବର କିସ୍ତି ନ ପିଲ ସାର ହିସାବରେ DR Fasal ଡବା ସାର ୧୦ kg ଓ ୟୁରିଆ ୫୦ kg ଦେଲି ଅନ୍ୟ ସାର ନୁହେଁ ଦେବାର ଆଜି ତିନି ନମ୍ବର କିସ୍ତି ନ ୟୁରିଆ ୨୦ kg ପଟାସ୍ ୫ kg ଦେଲି ଆଉ କେନ ସାର ଦେବାର କଥା
ୟୁରିଆ ସାର ଗଛର ଗ୍ରୋତ୍ ଦେଖି ଦିଅନ୍ତୁ, ଅଧିକ ଦେଲେ ଗଛ ବଢି ଯିବ, ଏବେ ଆପଣ ହ୍ଯୁମିକ୍ ଏସିଡ୍ ଓ ଫୁଲ୍ ଵିକ୍ ଏସିଡ୍ ପ୍ରୟୋଗ କରନ୍ତୁ
ପାଣି ନେ ସ୍ପ୍ରୀ କର ମି କେ
Rog tk lagu che kana demaa sir
ଇମ୍ପ୍ଲିଗୋ ଦିଅନ୍ତୁ ନହେଲେ ଭାଇଗୋ ଦିଅନ୍ତୁ
Dhana baharila bele keu medicine spare kariba
ଧାନ ବାହାରିବା ଆଗରୁ ଦେବେ, ନହେଲେ ଫୁଲ୍ ଉଡ଼ାଇବା ପରେ ସ୍ପ୍ରେ କରନ୍ତୁ
ବହୁତ୍ ଭଲ ଲାଗିଲା
ଧନ୍ୟବାଦ
Good evening sir,
Dhan ga6 mota heba ar kam ucha hebar ta tk kahun sir, dhan ga6 badhile padi jau6e