ଧାନର ଥୋଡ଼ ଅବସ୍ଥା ରେ କେଉଁ ସାର ପ୍ରୟୋଗ କରିବା Urea ନା NANO Urea

Поделиться
HTML-код
  • Опубликовано: 1 окт 2024
  • ARABINDA SAHOO
    KRUSHI SAMPADA
    ଧାନ ରୋଇବାର 40-50 ଦିନରେ ଥୋଡ଼ ଅବସ୍ଥା ଆସିଥାଏ।
    ଧାନର ଏହି ଥୋଡ଼ ଅବସ୍ଥା ବିଭିନ ଅବଧି ଧାନ ପାଇଁ ଅଲଗା ଅଲଗା ହୋଇଥାଏ।
    ଏହି ସମୟରେ ଏକର ପ୍ରତି UREA 20-25kg ଓ potash 10-12kg ପ୍ରାୟୋଗ କରନ୍ତୁ
    ତାଛଡା ଫୁଲ ଉଡାଇବା ପୂର୍ବରୁ NPK 0:52:34 lit ପ୍ରତି 5gm ସହିତ Boron 20% 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ
    ଧାନ କ୍ଷୀର ଢ଼ୋକିବା ସମୟରେ ।NPK 0:0:50 lit ପ୍ରତି 5gm ପ୍ରାୟୋଗ କରନ୍ତୁ
    ଧାନ କେଣ୍ଡା ନ ବାହାରିଲେ hormone Gibberlic acid (NIZZU) lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
    ଏହି ସମୟରେ ଜମିରେ 5cm ପାଣି ବାନ୍ଧି ରଖନ୍ତୁ
    Thank you
    KRUSHI SAMPADA
    WATCH NEXT :
    1ଟଙ୍କାର ଜୈବକ କୀଟନାଶକ
    • 1ଟଙ୍କା ରେ ଜୈବିକ କୀଟନାଶ...
    ନିଜ Mobile ରେ କରନ୍ତୁ Farmer ID
    • Video
    ମାଛ ଯାଆଁଳ ର treatment
    • ପୋଖରୀରେ ମାଛ ଯାଆଁଳା ଛାଡ...
    #krushisampada #fertilizer

Комментарии • 107

  • @laxmidharsahu8089
    @laxmidharsahu8089 19 дней назад +1

    ନାନୋ ୟୁରିଆ କୁ ମେଡିସିନ ସହିତ ସ୍ପ୍ରେ କଲେ ଅସୁବିଧାହେବକି ନାହିଁ

  • @biswarajpatel1765
    @biswarajpatel1765 2 года назад +2

    Sir namaskar.Mula sara (D.A.P.)par Ac35kg sahita tag bio 1 bottle dai sarichi. Bartaman Tag bio ku secand dose(urea) sahita misai dei heba ki.. Kete pariman re dele thik heba. Kebe dele thik heba. Please se bisayare janaiebe.

  • @bishnuprasadmishra7782
    @bishnuprasadmishra7782 2 года назад +2

    ଆଜ୍ଞା ଧାନର ଥୋଡ ଅବସ୍ଥାରେ ଆଉ ପରବର୍ତୀ ସମୟରେ ମଜୁରିଆ ଜମି ଭିତରକୁ ଯାଇ କୌଣସି ସ୍ପ୍ରେ କଲେ ଧାନ ଗଛକୁ କ୍ଷତି ପହଞ୍ଚି ଗଛ ଭାଙ୍ଗି ଯାଉଛି ଏହା ଦେଖିବାକୁ ଭଲ ଲାଗୁନି.... ଯଦି ଏହି ଅବସ୍ଥାରେ ଧାନ ଗଛ ଭାଙ୍ଗେ ତାହେଲେ ଧାନ ବାହାରିବା ପରେ ଧାନ ପୁଲ,ଅଗାଡି ହେବକି??? ଟିକେ ଦୟାକରି ଜଣେଇବେ 🙏🙏🙏

    • @bishnuprasadmishra7782
      @bishnuprasadmishra7782 2 года назад

      ଆଜ୍ଞା ଦୟାକରି ଉତ୍ତର ଟିକେ ଜଣେଇବେ 🙏

  • @sanjayakumarjena8565
    @sanjayakumarjena8565 Год назад

    Npk 19-19-19 ସାଥିରେ ନାନୋ ୟୁରିଆ ଏବଂ ହରୋମନ ଧାନରେ ପକାଇ ପାରିବୁ କି ପରିମାଣ ଜଣାଇବେ

  • @mathuraraul875
    @mathuraraul875 7 дней назад

    Sir, how we can purify the soil.

  • @rashmishikhamuduli243
    @rashmishikhamuduli243 Год назад

    Nano uria Sakale sprey kale hobo kichi asubida hobo ki,

    • @krushisampada
      @krushisampada  Год назад

      ଅପରାହ୍ନ ରେ ସ୍ପ୍ରେ କରନ୍ତୁ

  • @BijayMahapatra-x2b
    @BijayMahapatra-x2b Месяц назад

    ୟାରିଆ

  • @jitendrakumarnayak4132
    @jitendrakumarnayak4132 6 месяцев назад

    120 ଦିନ ଧାନ ପାଇଁ କେତେ ଦିନ ରେ ଶେଷ ସାର ଦେବା

    • @krushisampada
      @krushisampada  6 месяцев назад +1

      ଧାନ ରୋଇବ ର 40-45ଦିନରେ ଥୋଡ ସାର ଦିଅନ୍ତୁ।

  • @ChikuuuPanda
    @ChikuuuPanda Месяц назад

    Sir Nano urea + sagarika + 0 : 0 : 50 ku misie spray kari pariba ki

    • @krushisampada
      @krushisampada  Месяц назад

      Potash ସାର ମିଶାନ୍ତୁ ନାହିଁ

  • @bhabanie1770
    @bhabanie1770 2 года назад +1

    ନମସ୍କାର ଆଜ୍ଞା।
    ପାଗ ଖରାପ ଯୋଗୁଁ ଆମେ ଏଇ ୨ଦିନ ହେଲା ଧାନ ରୁଇଁଲୁ।ତଳି ସବୁ ମାସକରୁ ଅଧିକ ଦିନ ହୋଇଗଲାଣି।ମୂଳ ସାର କିଛି ଦେଇ ହୋଇନି,ତେଣୁ ଦୟ କରି କୁହନ୍ତୁ ଆମେ କେତେ ଓଜନ ର କେଉଁ ସାର କେବେ ଦେବୁ।ସାର ସାଙ୍ଗରେ ଘାସ ମାର ବ୍ୟବହାର କରିବୁ କି ନାହିଁ।
    ୨୦ଦିନ ପରେ ପିଲ ସାର ଦେବୁ ନା ଏବେ ହିଁ ଏକ ଥରକେ ଦେଇ ଦେବୁ।ଦୟାକରି ଶୀଘ୍ର ଜଣାଇଲେ ଉପକୃତ ହେବି।
    ଭବାନୀ
    ଗୋପ।

    • @krushisampada
      @krushisampada  2 года назад +1

      ବର୍ତ୍ତମାନ ମୂଳ ସାର କୁ ପ୍ରୟୋଗ କରି ଦିଅନ୍ତୁ।DAP ଏକର ପ୍ରତି 35kg, potash 17kg , 20ଦିନ ପରେ ପିଲ ସାର urea 25-30kg ଓ ଜୈବିକ ସାର BIOZYME ବା SAGARIKA 10kg ପ୍ରାୟୋଗ କରନ୍ତୁ।

    • @bhabanie1770
      @bhabanie1770 2 года назад

      @@krushisampada ବହୁତ ବହୁତ ଧନ୍ୟବାଦ ଆଜ୍ଞା।

    • @bhabanie1770
      @bhabanie1770 2 года назад

      @@krushisampada ସାର ସାଙ୍ଗରେ ଘାସ ମରା ଔଷଧ ପକାଇବି ନା ନାହିଁ?
      ଦୟାକରି ଜଣାନ୍ତୁ।

  • @ayswariyamishra1905
    @ayswariyamishra1905 2 года назад +1

    Sir 🙏🏾 choto help ta kariba sarala dhan ruahaithila ama jamira pratham sara ra urea and vitamin misaiki dalu aba pura badhiki junglee hai galani kan problem haba ki dhana ra

  • @niraputel299
    @niraputel299 2 года назад

    ସାର ନମସ୍କାର କପା ଲଗାଇ ବାର 60ଦିନ ପରେ କେଉଁ ଭିଟାମିନ ସ୍ପ୍ରେ କରି ବାକୁ ପଡିବ ଅଧିକ ଫୁଲ ଫଳ ପାଇଁ

  • @trailokyanathbehera2510
    @trailokyanathbehera2510 2 года назад

    ଜଦି ଅାମେଇଉରିଆ ସାର ପ୍ରୟୋଗ ପରେ ନେନୁ ଇଉରିଆକୁ ପ୍ରୟୋଗକରିପାରିବାକି

  • @ashoksahu2211
    @ashoksahu2211 11 месяцев назад

    Sir please mobile number deantu

  • @sachikantasahoobahadajhola1178
    @sachikantasahoobahadajhola1178 2 года назад

    ସାର୍ ନମସ୍କାର। ମୁଁ ଏହି ବର୍ଷ 1121 ବାସୁମତି ଧାନ ରୋଇ ଛି।ଧାନ ଗଛ ଏବେ ଛାତିଏ ଲେଖା ହେଉଛି। ଆପଣଙ୍କ କହିବା ଅନୁସାରେ କରିଛି। ଆଜି କୁ ସମାନ 50ଦିନ ହେଲା ରୋଇବାର। ଦୟାକରି କୁହନ୍ତୁ ଏବେ କେଉଁ ସାର ଦେବି ଆଉ ଧାନ ପଡ଼ି ଯିଵ କି ନାହିଁ। ମୁଁ ରୋଇଲା ବେଳେ ସାର ଦେଇଥିଲି

  • @harishankardhal3300
    @harishankardhal3300 11 месяцев назад

    Sir dhana thoda samayre pani bilare rahiba darakar ku

    • @krushisampada
      @krushisampada  11 месяцев назад

      ନିଶ୍ଚିନ୍ତ ଧାନ ଥୋଡ ଅବସ୍ଥାରେ ପାଣି ରହିବା ଆବଶ୍ୟକ

  • @sachikantasahoobahadajhola1178
    @sachikantasahoobahadajhola1178 2 года назад +2

    Mu apnnk bahuta bada fan

  • @ranjanaswain1437
    @ranjanaswain1437 Год назад

    ସାରେ ବିଲରହିଡବୁଡିରହୁଛି କେଉଁ ସାର ପ୍ରୟୋଗ କରିବା ସ୍ପ୍ରେ କରିବାନାସାରବୁଣୀବା

    • @krushisampada
      @krushisampada  Год назад

      ଜମି ରେ ସାର ପ୍ରୟୋଗ ନ କରି ସ୍ପ୍ରେ କରନ୍ତୁ।

  • @asishpurohit5263
    @asishpurohit5263 Год назад

    ଡାଲୁଅ ଧାନ ଘର ବିହନ ରେ ଭଲ ଗଜା ଆସୁନି କଣ କରିବା ଦରକାର

  • @jjjjjj4116
    @jjjjjj4116 Год назад

    Japànag

  • @pradipchakrabarty5712
    @pradipchakrabarty5712 2 года назад

    ସାର୍ ନମସ୍କାର ପିଲ ସାର ହିସାବରେ ୟୁରିଆ , ପଟାସ , ଅଣୁସାର , ଏବଂ କିଟନାସକ ବିଷ ଏକତ୍ର ମିଶ୍ର ଣ କରି ରୋଇବାର ଏକ ମାସ ପରେ ଦେଲେ ଧାନ ଫସଲ ରେ ହାନି ହେବ କି !

    • @krushisampada
      @krushisampada  2 года назад

      ସାର ଅଣୁ ସାର କୀଟନାଶକ କୁ ଏକ ସାଙ୍ଗରେ ପ୍ରାୟୋଗ କରନ୍ତୁ ନାହିଁ କ୍ଷତି ହୋଇପାରେ।

  • @sadhumohanty6538
    @sadhumohanty6538 11 месяцев назад

    Mobno diyentu

  • @bhagirathojha5702
    @bhagirathojha5702 2 года назад

    Sir namaskar Jani balagi chahun chi boron npk 00 5234 thouda na aasiba kete Dina agari spree Kari bako heba

  • @chandansahoo4054
    @chandansahoo4054 6 месяцев назад

    Bhai balia jamire saara prayoga ra gote video karantu. Aamara baalia jami

  • @sibaprasadbera2206
    @sibaprasadbera2206 26 дней назад

    Sir adhika pila pain kan kariba

    • @krushisampada
      @krushisampada  25 дней назад

      ruclips.net/video/of8SraP8egQ/видео.html

  • @paridaparida5520
    @paridaparida5520 2 года назад

    ସାର୍ କହିବେ କି ମୂଳ ସାର କିଛି ଦେଇନାହିଁ ଏବଂ ପିଲ ସାର ଖାଲି ଦେଲେ ହେବ ନାଁ ପିଲ ସାର ସହିତ ଡିଏପି ଦେଲେ ହେବ ଧାନ ରୋଇବା 12 ଦିନ ହେଲାଣି

    • @krushisampada
      @krushisampada  2 года назад +2

      ଵର୍ତମାନ ମୂଳ ସାର ପ୍ରାୟୋଗ କରି ନିଅନ୍ତୁ।DAP ଏକର ପ୍ରତି 35kg ଓ potash 15kg, 20 ଦିନ ପରେ ପିଲ ସାର ପ୍ରାୟୋଗ କରନ୍ତୁ।urea ଏକର ପ୍ରତି 25-30kg।

  • @kanakramnaik7405
    @kanakramnaik7405 2 года назад

    Sir 🙏more dhana 45 Dina heba ganthi poka and Kira patega lagi kinta dela bhla

  • @sumantathakur5934
    @sumantathakur5934 Год назад

    Gibrolic acid npk00.50boran mix Kari Mari haba ki sir

  • @rohitchhatria5041
    @rohitchhatria5041 2 года назад

    Mu kapa re spray Kali hele kounasi result mililani

  • @gobindamohansahu291
    @gobindamohansahu291 2 года назад

    Sir dhanara thoda. Samayara gharoo sara kan and decomposer sahita neem oil spray kari hebaki

  • @jyotirmayabarik5445
    @jyotirmayabarik5445 2 года назад

    ବିଷ ସ୍ପ୍ରେ ସମୟରେ ନାନୋ ୟୁରିଆ କୁ ମିଶେଇ ସ୍ପ୍ରେ କରିହେବ????

    • @krushisampada
      @krushisampada  2 года назад

      Nano urea ସହିତ କୌଣସି ବିଷ ମିଶାନ୍ତୁ ନାହିଁ

    • @jyotirmayabarik5445
      @jyotirmayabarik5445 2 года назад

      Sir ସାରରେ ଗୋଳେଇକି nano ୟୁରିଆ ପକେଇହେବନା ????

  • @sameerkumarnayak5110
    @sameerkumarnayak5110 Год назад

    Sir 140 ru 145 dina ra dhana kebe thoda arambha hue

  • @mithungouda8221
    @mithungouda8221 2 года назад

    Sir 🙏. Nano urea dhana ra kau samaya ra spra karipariba please reply sir

  • @bhikeshsabar8144
    @bhikeshsabar8144 2 года назад

    3rd dose uria&patash use କରୁ

  • @prafulbhaina6257
    @prafulbhaina6257 2 года назад

    Channel ra prelude music chamatkar. Sunile gaon ra filling asuchi. Bila malare thila pari lage. Thanks....

  • @pnfarm1808
    @pnfarm1808 2 года назад

    Nano urea sagarika o npk0-0-50 mix kariki spray karipariba ki sir

  • @kanhucharanapanda1102
    @kanhucharanapanda1102 2 года назад

    Sir namaskar dhanaru samena ghasa mara medisin nama kahantu

  • @sureshbeherabehera1674
    @sureshbeherabehera1674 2 года назад

    Sir pokhari jala ku kipari kukuda Manakpai pieba pani babare byabhahara karipariba..... Please please please help me

  • @anantapaharia546
    @anantapaharia546 2 года назад

    Good techniques I shall apply it soon . thanks

  • @BijayJena-uc4gt
    @BijayJena-uc4gt 2 года назад

    Nano urea & sagarika sahita boron ko misai spray kariparibakii bhala results haba ta sir

    • @krushisampada
      @krushisampada  2 года назад

      Boron କୁ ଅଲଗା ସ୍ପ୍ରେ କଲେ ଭଲ ହେବ।

  • @tiklu975
    @tiklu975 Год назад

    Sir Mo Jimi Ra dhana ghacha yellow colour hai jaichi kon Kariba balia mati

    • @krushisampada
      @krushisampada  Год назад +1

      ଧାନ ଫସଲରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଛି ।ଏହାକୁ ପରିଚାଳନା କରିବା ପାଇଁ ଜମିରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

    • @tiklu975
      @tiklu975 Год назад

      @@krushisampada sir mu potas 12 kg Mari sarichi

  • @pramodkumarraul6899
    @pramodkumarraul6899 2 года назад

    Uriya & super aame pakaichhu

  • @sunillimma6475
    @sunillimma6475 2 года назад

    Sir dhana rua heiki 35 days helani pila sankya brudhi heinahi so kana Sara prayogo kale heba sir

  • @harishankardhal3300
    @harishankardhal3300 11 месяцев назад

    Sir kindly janeibe ki bilare pani rahiba darakar ki.

    • @krushisampada
      @krushisampada  11 месяцев назад

      ପାଣି 1-2inch ମଧ୍ୟରେ ରଖନ୍ତୁ

  • @thelife7008
    @thelife7008 11 месяцев назад

    Sir thank you so much for your valuable information

  • @srikantmahapatra2322
    @srikantmahapatra2322 2 года назад

    Good evening sir, shall we add any other fertilizer except jaibamruta for kalabati/black rice or it will effect on rice value if applied other chemical fertilizers. Please advise

    • @krushisampada
      @krushisampada  2 года назад

      ଧାନ ଫସଲ ଆବଶ୍ୟକ କରୁଥିବା NPK ସାର ର ପରିମାଣ ଯିବାମୃତ ରେ ନାହିଁ।ତେଣୁ ଜୀବମୃତ ସହିତ NPK ସାର ମଧ୍ୟ ପ୍ରାୟୋଗ କରନ୍ତୁ।

    • @bhimrajgond8335
      @bhimrajgond8335 2 года назад

      @@krushisampada dap urea DAP uriya DAP uriya

  • @sashibhusanraybidhar4474
    @sashibhusanraybidhar4474 Год назад

    Urea any pottash

  • @Sagar_Rout
    @Sagar_Rout 2 года назад

    Sir apana kuhanti thoda abstare DAP mariba pain
    Abe kahuchanti urea mariba pain

    • @Sagar_Rout
      @Sagar_Rout 2 года назад

      Plz kau sara pakeiba kuhantu

    • @krushisampada
      @krushisampada  2 года назад

      ଥୋଡ଼ ଅବସ୍ଥାରେ DAP ସାର ଦିଆଯାଏ ନାହିଁ କି ମୁଁ କହିନାହିଁ।UREA ସାର ଦିଅନ୍ତୁ।ମୁ କହିଛି NPK 0:52:34 lit ପ୍ରତି 5gm ସ୍ପ୍ରେ କରନ୍ତୁ।ଏହା ପାଣିରେ ଦ୍ରାବିଭୁତ ହୋଇପାରୁଥିବା powder ।

  • @premrajjhankar2759
    @premrajjhankar2759 Год назад

    Nano uria sahita kita nasak misei diehabaki

    • @krushisampada
      @krushisampada  Год назад

      କୀଟନାଶକ nano urea ସହିତ ନ ମିଶାଇବା ଭଲ

  • @bapunijena7861
    @bapunijena7861 2 года назад

    grumer patas

  • @jjjjjj4116
    @jjjjjj4116 Год назад

    Japan

  • @balarampanigrahi8881
    @balarampanigrahi8881 2 года назад

    Baigan phasalre keu samayare blue copper use karipariba

  • @sangramranasingh2335
    @sangramranasingh2335 2 года назад

    Thoda time re urea, potas

  • @manojpadhan9290
    @manojpadhan9290 2 года назад

    Urea

  • @rakeshkumarnayak4407
    @rakeshkumarnayak4407 2 года назад

    Sir Thoda Abasta re Agri-Humic pakeile hebana

    • @krushisampada
      @krushisampada  2 года назад

      Agri humic କୁ ଥୋଡା ଅବସ୍ଥାରେ ପ୍ରାୟୋଗ କରି ପାରିବେ।

    • @rakeshkumarnayak4407
      @rakeshkumarnayak4407 2 года назад

      Sir Agri Humic ra benifit Kan

    • @krushisampada
      @krushisampada  2 года назад +1

      ମାଟିର ଉର୍ବରତା ବଢି ବ , ଅମ୍ଳତା କମିବ।ମାଟିରେ ପ୍ରାୟୋଗ କରାଯାଇଥିବା ସାର ଗଛ ପାଇ ପାରିବ ।ଗଛ ସଦୀର୍ଘଦିନ ଧରି ସବୁଜ ରହିବ।

    • @rakeshkumarnayak4407
      @rakeshkumarnayak4407 2 года назад

      Dhana ra adhika Amala hebana

  • @gopabandhunayak9712
    @gopabandhunayak9712 Год назад

    Very nice information sir

  • @bijaykumarsingh457
    @bijaykumarsingh457 2 года назад

    Sir nano urea rate kete

    • @krushisampada
      @krushisampada  2 года назад

      Nano urea ର 500ml ପ୍ରତି 240ଟଙ୍କା

  • @manojbehera1590
    @manojbehera1590 2 года назад

    sir nano urea kan

    • @krushisampada
      @krushisampada  2 года назад

      Liquid urea.lit ପ୍ରତି 2-4ml ହିସାବରେ ସ୍ପ୍ରେ କରାଯାଏ

  • @himanshusekharmajhi4268
    @himanshusekharmajhi4268 2 года назад

    ସାହୁ ଆଜ୍ଞା ନୂଆଁଖାଇ ଜୁହାର 🙏🙏🙏🙏🙏। ଆଜ୍ଞା ନାନୋୟୁରିଆ ଓ ହିମ୍ୟୁକି୍ ଏସିଡ୍ ମିଶାଇ ଛିଞ୍ଚନକଲେ କିଛି ଅସୁବିଧା ହେବନି,ତାରଡୋଚ୍ ଟିକେ ବଢାଇବେ।

    • @krushisampada
      @krushisampada  2 года назад +1

      Nano urea କୁ ଧାନ ଫସଲରେ ପିଲ ଅବସ୍ଥା ଓ ଥୋଡ଼ ଅବସ୍ଥାରେ ପ୍ରାୟୋଗ କରନ୍ତୁ।lit ପ୍ରତି 2-4 ml ହିସାବରେ।ତା ସହିତ sagarika hormone କୁ lit ପ୍ରତି 2ml ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।

  • @soumyaranjanjena3059
    @soumyaranjanjena3059 2 года назад

    Good video🙏