ଧାନର ଥୋଡ଼ ଅବସ୍ଥାରେ ସାର ଓ ଅଣୁସାର ପରିଚାଳନା Fertilizer and Micronutrient management in P I stage

Поделиться
HTML-код
  • Опубликовано: 1 окт 2024
  • Arabinda Sahoo
    KRUSHI SAMPADA
    FERTILIZERS AND MICRONUTRIENT MANAGEMENT AT PANICLE INITIATIOB STAGE OF PADDY
    ଧାନ ଫସଲର ଥୋଡ଼ ଅବସ୍ଥାରେ ସାର ଓ ଅଣୁସାର ପରିଚାଳନା
    ଧାନର ଥୋଡ଼ ଅବସ୍ଥାରେ NPK 0:52:34 ବା NPK 0:0:50 lit ପ୍ରତି 3gm ସହିତ Borax 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
    Flag leaf କୁ ସୁରକ୍ଷିତ ରଖନ୍ତୁ
    ଫୁଲ ଆସିବାର 10-15ଦିନ ମଧ୍ୟରେ Vestige company ର Agri NANOTEK ଏକର ପ୍ରତି 200gm ବା drum ପ୍ରତି 20gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
    Thank you
    KRUSHI SAMPADA
    ଧାନ ଫସଲରେ ଗନ୍ଧିପୋକ ପରିଚାଳନା
    • Management of Gundhi b...
    #nutrientmanagementofpaddy
    #nutrient #fertilizer #paddy #krushisampada

Комментарии • 87

  • @pradipchakrabarty5712
    @pradipchakrabarty5712 Год назад +1

    ସାର ନମସ୍କାର ଅପରାହ୍ନ ସମୟରେ ଲିକୁଇଟ ସାର ପକାଇ ବାକୁ କେହି ରାଜି ହେଉନାହାନ୍ତି । ବସ୍ତା ସାର ପକାଇ ବାକୁ ହେଲେ ଆମକୁ କେବେ ପକାଇ ବାକୁ ହେବ (ଥୋଡସାର ହିସାବରେ) ? ଗରଭଣା ସକ୍ରାନ୍ତି ପରେ ନା ପୂର୍ବରୁ । ସ୍ଵର୍ଣ୍ଣ , କଲାଚମ୍ପା , ଗଙ୍ଗା , ଆନ୍ଧ୍ର ହଜାର ନଅ ପାଇଁ

  • @anadimallick3626
    @anadimallick3626 11 месяцев назад +1

    gachha bunda mota lagi sara and spre kana diyaye video banantu sar

  • @anilnayak2072
    @anilnayak2072 Год назад +1

    ଆପଣଙ୍କ ଫୋନ ନମ୍ବର ଟିକେ ଦେବେ

  • @ranjanaswain1437
    @ranjanaswain1437 Год назад

    ସାରେନମସ୍କାର ଦିତିୟଡୋଓଜ ସାରରେନାନୋ ୟୁରିଆ। ନାନୋଓଡିଏପଇ ଓସାଗରିକାଆ ଆଉହିଯୁଉମିକିଏସଇଡଇ ସ୍ପ୍ରେ କରିଥିଲି‌ ଏବେସେସଷାରକଣସ୍ପେକରିବି

  • @ramanarayanmallick1209
    @ramanarayanmallick1209 Год назад +3

    excellent description.thanks

  • @AmbedkarBadi1996
    @AmbedkarBadi1996 Год назад

    Thoda sar abastare apan kahuchanti urea sar 20-25 kg potash sar 10-15 kg dele vala heba boli aru AE video re mana karuchanti

  • @GusaruRaita
    @GusaruRaita 9 дней назад

    Appanongkor number darkar sir

  • @kartikakumardanasana8428
    @kartikakumardanasana8428 2 года назад +1

    Jay Jagannath sir npk 052 34 and humic acid and boron spray Kara heichhi and DAP18 46 0 1/2 acre re 40 kg and NASA anusara 2 kg deichhi flowering pain 7days heigala tk Madhya result asuni

  • @pradyumnamund9478
    @pradyumnamund9478 2 года назад +1

    ମଘା ବହୁତ ହୋଇ ଯାଉଛି ରୋଇବାର 20 ଦିନ ପରେ କଣ ଦେବା

  • @soumyaranjanjena3059
    @soumyaranjanjena3059 3 года назад +4

    Good video

  • @malayasa6992
    @malayasa6992 2 года назад

    ଛଗୋଡିଆ କିଟ ପାଇଁ କେଉଁ ଔଷଧ ମାରିଲେ ଭଳହେବ

  • @jjjjjj4116
    @jjjjjj4116 Год назад +1

    Japànag gourgoth

  • @purnachandranag9719
    @purnachandranag9719 Год назад

    ଯେଉଁ ଅଣୁସାର ମୂଲ ସାର ଭାବେ ପ୍ରୟୋଗ କରିବା

  • @ajitbagh3388
    @ajitbagh3388 Месяц назад +1

    Thanks Sir

  • @amarrout4664
    @amarrout4664 14 дней назад +1

    ସାରେ ଧାନ ରୋଇବାର 40ଦିନ ହେଲାଣି କିନ୍ତୁ ଗଚ୍ଛ ର ପତ୍ର ଅଗ ଖଇରିଆ ପଡ଼ି ଯାଉଛି କନ ବିଷ ପଡିବ ଜଣାଇ ବାକୁ ଅନୁରୋଧ 1009ଧାନ

    • @krushisampada
      @krushisampada  14 дней назад

      ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
      ଫସଲରେ ବର୍ତମାନ urea ସାର ପ୍ରୟୋଗ କରନ୍ତୁ ନାହିଁ।
      ଏହାକୁ ନିୟନ୍ତ୍ରଣ କରିବା ପାଇଁ
      Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
      Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
      କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
      7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @akshayakumarbagh9991
    @akshayakumarbagh9991 Месяц назад

    Sir pil ta bhangi jauchhi

  • @sridharbarik8308
    @sridharbarik8308 2 года назад

    ନାନୋ ୟୁରିଆ ଓ ପଟାସ ସାର ସହିତ କେଉଁ ବିଷ ସ୍ପ୍ରେ କରିହେବ ସାର୍ ଟିକେ କହିବେ କି

  • @pradipchakrabarty5712
    @pradipchakrabarty5712 2 года назад

    Sir npk52 ଲିକୁଇଟ ଦେଲେ ଆମକୁ ଆଉ ପଟାସ ଡି ଏ ପି ସାର ଦବାକୁ ପଡିବକି ଥୋଡ ସାର ହିସାବରେ Sir ଆଉ ଗୋଟିଏ କଥା zinc ପାଉଡର ଭଲ ନା ଲିକୁଇଟ ଭଲ

    • @krushisampada
      @krushisampada  2 года назад +1

      ଥୋଡ଼ ଅବସ୍ଥାରେ lit ପ୍ରତି 5gm ହିସାଵରେ NPK 0:52:34 ସହିତ BORON 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଆଉ potash urea ପକାଇବା ଦରକାର ନାହିଁ

  • @prasantasahoo7520
    @prasantasahoo7520 Год назад +1

  • @bhagabandora1734
    @bhagabandora1734 Месяц назад

    ସାର ନମସ୍କାର ବହୁତ. ବଡିଆ ଚୂଚନା ଦେଇଛନ୍ତି

  • @ajitbagh3388
    @ajitbagh3388 Месяц назад

    A sobu Misae Spray Kariba ki Sir

    • @krushisampada
      @krushisampada  Месяц назад

      ଯେଉଁ ସାର ଯେତେବେଳେ ଦରକାର ସ୍ପ୍ରେ କରନ୍ତୁ

  • @bhabanisankerdas484
    @bhabanisankerdas484 2 года назад

    Dhano rueba ro Kate dino pore saro pakeiba uu Kon Kon saro pakeiba auu Kate matra pokaiba please reply sir

  • @RanjanParidaRanjan-mp8nf
    @RanjanParidaRanjan-mp8nf Год назад

    Sir ବାଇଗଣ ଫସଲ ରେ ଭଲ ଗଛ ହେଇଛି କିନ୍ତୁ ଫୁଲ ଆସୁଛି ଫଳ ଆସୁନି ଦୟାକରି କୁହନ୍ତୁ ଆଜି 31-07-2023 ରେ ବର୍ତମାନ ଅସୁବିଧା ର ସମ୍ମୁଖୀନ ହେଉଛି

    • @krushisampada
      @krushisampada  Год назад +1

      ସାର, ଅଣୁ ସାର ଓ Hormone ର ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।2ଦିନ ପରେ hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।15ଦିନ ପରେ hormone କୁ ଆଉଥରେ ସ୍ପ୍ରେ କରନ୍ତୁ।

    • @RanjanParidaRanjan-mp8nf
      @RanjanParidaRanjan-mp8nf Год назад

      @@krushisampada ଧନ୍ୟବାଦ sir

    • @RanjanParidaRanjan-mp8nf
      @RanjanParidaRanjan-mp8nf Год назад

      @@krushisampada ସାର ବାଇଗଣ ଫସଲରେ( 37ଦିନ )ହେଲାଣି ଫଳ ଆସିଲାଣି କିନ୍ତୁ
      Q1-ଗଛ ପତ୍ର ହଳଦିଆ ହେଉଛି ଆଉ କାଣ୍ଡ କଳା ପଡୁଛି ଥାକୁଲିଆ ହେଇକି ଆଉ ଗଛ ର ମାନ ବୃଦ୍ଧି ହେଉନି??
      Q2-କିଛି ଗଛ ପତ୍ର ଧଳା ରଙ୍ଗ ଆଉ ତଳମୁହାଁ ମୋଡିହେଇଯାଉଛି???
      ଏହାର ଉପଚାର କୁହନ୍ତୁ 🙏🙏🙏🙏🙏

    • @subhraprakashmohapatra991
      @subhraprakashmohapatra991 Год назад

      2:31

  • @kamalakantahana7695
    @kamalakantahana7695 2 года назад

    sir gotie video banantu. dhana re chhota belu kenda bahari growth houni

  • @Sagar_Rout
    @Sagar_Rout 2 года назад

    Sir apana kuhanti uria thoda abastare 16 kg potas 10 kg pakeiba pain

  • @guduidea7916
    @guduidea7916 2 года назад

    ପୂର୍ନଭୋଗ ଧାନ ବିହନ କେମିତି ପାଇହବ

    • @krushisampada
      @krushisampada  2 года назад +1

      NRRI, ବିଦ୍ୟାଧରପୁର ରୁ ମିଳି ପାରିବ

  • @AmbedkarBadi1996
    @AmbedkarBadi1996 Год назад

    Zypemite plus ku dele val heba ki

  • @rabindrasahu3358
    @rabindrasahu3358 2 года назад

    ସାର ଆପଣକ ମୋବାଇଲ ନମ୍ବର ଦିଅ

  • @krushnachandrahazra4810
    @krushnachandrahazra4810 Год назад

    Sir pano caso bisaere kuho piz

  • @krushicuttackodisha3927
    @krushicuttackodisha3927 3 года назад +1

    Good advice

  • @krusak741
    @krusak741 3 года назад +1

    Thank you sir

  • @karnagupta5099
    @karnagupta5099 2 года назад

    Sar khorif chaso pai kou dhano vhalo habo sar

  • @laxmikantasahu505
    @laxmikantasahu505 Год назад

    Can we use NPK00:52:34&NPK 00: 00:50 WITH pesticide

    • @krushisampada
      @krushisampada  Год назад +1

      Pesticide ସହିତ ମିଶାଇ ପାରିବେ କିନ୍ତୁ ନ ମିଶାଇ ଅଲଗା ସ୍ପ୍ରେ କଲେ ଅଧିକ ଲାଭ ମିଳିଥାଏ

  • @ugresenabastia923
    @ugresenabastia923 2 года назад

    Hi dhada bahariba samaya. 👍👍👍.

  • @lawlearningpoint5877
    @lawlearningpoint5877 Год назад

    Sir ,thod sar re potash sahit urea dabaku padiba ki na potash dele chaliba

  • @superfastlg8271
    @superfastlg8271 Год назад

    Sir khandagiri dhana kete Dina re hue

    • @krushisampada
      @krushisampada  Год назад

      ଖଣ୍ଡଗିରି ଧାନ 85-90 ଦିନରେ ହୋଇଥାଏ।

  • @officialsanu3918
    @officialsanu3918 Год назад

    Sir pranam. Ches sangare Amister top misi pariba ki ?

    • @krushisampada
      @krushisampada  Год назад +1

      1lit ପାଣିରେ 0.5 gm Chess ଓ1ml Amistar top ମିଶାଇ ଦେଖନ୍ତୁ।ଯଦି ପାଣି ଫାଟି ନଯାଏ ବା କୌଣସି reaction ନହୁଏ ତେବେ ମିଶାଇ ସ୍ପ୍ରେ କରନ୍ତୁ।

    • @officialsanu3918
      @officialsanu3918 Год назад

      Thank you so much sir

  • @devmeher6522
    @devmeher6522 Год назад

    Thank you sir 🙏🏻

  • @dharmendranaik1578
    @dharmendranaik1578 2 года назад

    Deundi

  • @sworajyaparida8235
    @sworajyaparida8235 2 года назад

    Npk kete lagiba

  • @jituraut3869
    @jituraut3869 Год назад

    Can we use borax with npk

    • @krushisampada
      @krushisampada  Год назад

      ହଁ ମିଶାଇ ପାରିବେ

  • @SukantaBarik-x9x
    @SukantaBarik-x9x Год назад

    Sir born 20 and amistr both are mix with one time

    • @krushisampada
      @krushisampada  Год назад

      ମିଶାଇ ସ୍ପ୍ରେ କରି ପାରିବେ

    • @SukantaBarik-x9x
      @SukantaBarik-x9x 11 месяцев назад

      Sir we are spray amistar born 20and NPK. Mix one. Time

  • @mukeshrana8796
    @mukeshrana8796 2 года назад

    Thoda kahile keun samaya sir

    • @krushisampada
      @krushisampada  2 года назад

      ଧାନ ରୋଇବାର 45-50ଦିନରେ ଥୋଡ଼ ଅଵସ୍ଥା ଆସିଥାଏ।ଏହି ସମୟରେ ଏକର ପ୍ରତି 20kg urea 10kg potash ପ୍ରାୟୋଗ କରନ୍ତୁ।

  • @sworajyaparida8235
    @sworajyaparida8235 2 года назад

    Sir namaskar
    Gote acre ku borax kete lagiba

    • @krushisampada
      @krushisampada  2 года назад +1

      Borax ଅଣୁ ସାର ଏକର ପ୍ରତି 4kg ମୂଳ ସାର ହିସାବରେ ପ୍ରାୟୋଗ କରାଯାଏ।ଏହା 3ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।ଫୁଲ ଉଡାଇବା ସମୟରେ ଅପରାହ୍ନରେ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।

    • @sworajyaparida8235
      @sworajyaparida8235 2 года назад

      Thanks sir

  • @sukantakumarparida9831
    @sukantakumarparida9831 4 месяца назад

    Thanks 🙏

  • @anantapadhiary4291
    @anantapadhiary4291 2 года назад

    Vestige product use dosa

    • @krushisampada
      @krushisampada  2 года назад

      ମୁଳ ସାରରେ Agri humic granule 8-10kg/ acre। Agri Moss 15days before flowering 200ml/Acre
      Agri nanotek 15day after flowering 200gm/ Acre

  • @Bijayadas100
    @Bijayadas100 Год назад

    Good advice

  • @karnagupta5099
    @karnagupta5099 2 года назад

    Thanks sar

  • @ayswariyamishra1905
    @ayswariyamishra1905 2 года назад

    Sarala dhan 145-155 days kabatharu count kara jai talipakathu na rua thu please kuhantu

  • @sikhan2000
    @sikhan2000 Год назад

    Sir ,good evening ମୋର ଧାନ ତୋଡ଼ା ଅବସ୍ତା ହେଇଛି ତେଣୁ N P K-00:52:34 କୁ ଗୋଟେ ଏକର ରେ କେତେ kg ପ୍ରୟାଗ କରିବା ଏବଂ BORON B-20 କେତେ ପକେଇବା .plz sir reply me 🙏 🙏 🙏

    • @sikhan2000
      @sikhan2000 Год назад

      ମୁଁ ଆପଣଙ୍କ follower plz help me.

    • @krushisampada
      @krushisampada  Год назад +1

      NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।

  • @rabichandradandasena3122
    @rabichandradandasena3122 2 года назад

    E Sabu Anu sar deba ki sar NPK 0.52.34;NPK 00.00.50 ; boron 20 eka thare ki alaga alaga proyek kariba

    • @krushisampada
      @krushisampada  2 года назад

      NPK 0:52:34 lit ପ୍ରତି 3gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଏହାର 7ଦିନ ପରେ NPK 0:0:50 Lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

    • @officialsanu3918
      @officialsanu3918 Год назад

      Sir namaskar .Npk aparahna samayare spray Kariba sambhaba heunahi.sakale spray kale chaliba ki?

    • @sujitpadhan-hb3fz
      @sujitpadhan-hb3fz 11 месяцев назад

      Npk