ଧାନ ଵାହାରିଵା ପରେ କେଉଁ ସାର ଦିଆଯାଏ // ଵଡ କେଣ୍ଡା ପାଇଁ ସାର //ଧାନ ର ସ୍ପ୍ରେ ସାର

Поделиться
HTML-код
  • Опубликовано: 21 сен 2024
  • ଧାନ ଵାହାରିଵା ପରେ କେଉଁ ସାର ଦିଆଯାଏ // ଵଡ କେଣ୍ଡା ପାଇଁ ସାର //ଧାନ ର ସ୍ପ୍ରେ ସାର
    In paddy cultivation, during flowering and after flowering so many tricks have to follow and apply to get more profit.Here in this video the fartilizar management has been explained and display details.
    #kurefultv #dhanarasara #dhanaraspraysara
    follow us-
    NPK 00:00:50 ସାର କିଣିବା ପାଇଁ ତଳେ ଲିଙ୍କ୍ ଅଛି 👎👎👎
    amzn.to/3kuyACT
    ଆଉ ଏକ ଲିଙ୍କ୍ ତଳ ରେ ଦିଆଯାଇଛି (ପାଞ୍ଚ କେଜି )
    amzn.to/3EHUcUz
    ଆଉ ଏକ ଲିଙ୍କ୍ NPK ର
    amzn.to/3Archnb
    your queries-
    dhana ra sesa dose sara
    last dose of fartilizar
    dhana bahariba pare kaun sara diajaa
    dhana chasa kipari karajae
    dhana chasa kemiti karanti
    dhana chasa odia
    dhana chasa pranali

Комментарии • 78

  • @nutanpatel2965
    @nutanpatel2965 3 года назад +3

    Npk 00 52 34 dema ki 00 00 50 dema. Ken ta kete bele dema....Ki jenta gute dele v chalba

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ ଯଦି ଆପଣ ଧାନ ଗର୍ଭଧାରଣ ସମୟରେ ଦେଉଛନ୍ତି, ତେବେ 52-34 ଦେଇ ପାରିବେ, ଯଦି ଧାନ ଵାହାରିଵା ପରେ ଦେଉଛନ୍ତି, ବୋଲି 00-50 ଦେଇପାରିବେ, ଉଭୟ ଫର୍ମାଟ ଦେଇ ପାରିବେ ବହୁତ ସୁନ୍ଦର,ଯେ କୌଣସି ଗୋଟିଏ ହେଲେ ଦେଇ ପାରିବେ।

  • @bhodebabhodebabanchhor774
    @bhodebabhodebabanchhor774 3 дня назад

    Sir 3number doj delapare brown spray karma k

  • @DeepakKumar-ho9gb
    @DeepakKumar-ho9gb 3 года назад

    Bohut badhia

  • @bijaysandha1277
    @bijaysandha1277 10 месяцев назад

    Sir 00-00-50sahita vitamin ebang sigalit mix Kari dei hebaki

  • @bharattakri6965
    @bharattakri6965 3 года назад

    ଆପଣ ଙ୍କ ର ଭିଡ଼ିଓ ବହୁତ ବଡ଼ିଆ ଆଉ ବହୁତ ଉପ କାରୀତା ଅଟେ ବହୁତ ଭଲ ଲାଗ ଲା ❤❤❤❤

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ

    • @Kurefultv
      @Kurefultv  3 года назад

      ଆମ ସହ ଯୋଗାଯୋଗ ନମ୍ବର 9853256754

  • @dayanidhisahoo4065
    @dayanidhisahoo4065 11 месяцев назад +1

    Kitanasak sahita spray kariparibaki

  • @bharattakri6965
    @bharattakri6965 3 года назад +2

    ଆପଣଙ୍କ ନମ୍ବର ଦିୟୁନ ଆଜ୍ଞା

  • @muraripatel6155
    @muraripatel6155 2 года назад

    Very.nice

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା

  • @sanjayaBaral-m8t
    @sanjayaBaral-m8t Год назад

    Sir npk 00.00.50 pakai le au thoda Sara pakai Baku padiba

  • @Subitandieating
    @Subitandieating 3 года назад +1

    Hii sir

  • @bhagatbagh8027
    @bhagatbagh8027 5 дней назад

    ସୂର୍ଲା କେନ୍ତା ଖେଡମା

  • @patelfarming7165
    @patelfarming7165 3 года назад

    Nices video

  • @bhoibabu9086
    @bhoibabu9086 2 года назад

    Sir Kalahandi ru mu apnanka Video sabu dekhsi

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା, ନମସ୍କାର ଧନ୍ୟବାଦ

  • @sushantabag1075
    @sushantabag1075 Год назад

    Padmaja dhan kete badsi guru

  • @sarojlinu8342
    @sarojlinu8342 3 года назад

    Sir 🙏🙏
    Sir dhana gachha picks (Thuda) first bhariba vedio chhadantu please sir

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ

  • @lochanmajhi6646
    @lochanmajhi6646 3 года назад

    So cut sar

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

  • @madhapnag7434
    @madhapnag7434 3 года назад

    Dhan re haldi rog lagbar Samia asuchhe sethir Lagi agaru kana karbar padba sir tike batabe

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ, ଧନ୍ୟବାଦ

  • @susantajal6954
    @susantajal6954 3 года назад

    Sir npk 00 00 50 eta dhana nisrila belke diaajiba ki nisrila pare dia jiba please kuhantu

    • @Kurefultv
      @Kurefultv  3 года назад

      ନମସ୍କାର ଜାଲ୍ ଆଜ୍ଞା, ଧାନ ନିସିରିଲା ପରେ 00:50 ଦେଇ ପାରିବେ,ଵୋରନ ମିଶାଇ ସ୍ପ୍ରେ କରି ପାରିବେ, କିନ୍ତୁ ଫୁଲ ଉଡାଇଵା ପରେ ଦେଵେ, କିଛି ଦିନ ଟିକେ କାଟିବେ ।ଖିର ଖାଇଲେ ଔଷଧ ଦେଇ ପାରିବେ। ଆଜ୍ଞା , ସଂନ୍ଦେହ ଥିଲେ, ଫୋନ୍ ନମ୍ୱର୍ ଦେଵେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ, ଧନ୍ୟବାଦ

  • @asishpurohit5263
    @asishpurohit5263 Год назад

    Sir ju potash ସାଙ୍ଗେ nano urea and 505 ଦେଇ ହେବା କି ନାହିଁ

    • @Kurefultv
      @Kurefultv  Год назад

      ଦେଇ ପାରିବେ, ଅଲଗା ଦେଇପାରିଲେ ଭଲ

  • @bhubabanayak5597
    @bhubabanayak5597 3 года назад

    sir apannka ken sar nei milbar koraput jeypore ame kenta korba

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ,ଆପଣ ଚାହୁଁ ଥିବା ସାର, ଭିଡିଓ ରେ ଡେସ୍କ୍ରୀପସନ ରେ ଲିଙ୍କ୍ ଅଛି, ଦୟାକରି ଦେଖିବାକୁ ଅନୁରୋଧ।

  • @prasantvlogs3723
    @prasantvlogs3723 3 года назад

    Net surf ra N P K pakantu

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

  • @sanjunag1905
    @sanjunag1905 Год назад

    Sir 00 00 50 ra composition kana dema

    • @Kurefultv
      @Kurefultv  Год назад

      ପଟାସ ସାର ଦେଇ ପାରିବେ

  • @srimanthota8283
    @srimanthota8283 Год назад

    Aangya Jaivik sara hisaba re Kun sprey kariba

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା
      ଯେକୌଣସି ଅର୍ଗାନିକ୍ ର ଔଷଧ ଦେଇ ପାରିବେ

    • @Kurefultv
      @Kurefultv  Год назад

      ଏଗ୍ରିଲ୍ ର ଔଷଧ କୁ ମଧ୍ୟ ଦେଇ ପାରିବେ

  • @sushantabag1075
    @sushantabag1075 Год назад

    Padmaja dhanra hight kete hesi

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା
      ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି

  • @sameerpatel8591
    @sameerpatel8591 2 года назад

    Sabunu bad asubidha hauchhe dhanbika ta ...
    Tar upre gute video banaunt ...

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା, ଆମର ପ୍ରୟାସ ଜାରି ରହିଛି, ନିଶ୍ଚୟ ଆଗକୁ ଦେଖି ପାରିବେ।

  • @ishwarherna2359
    @ishwarherna2359 2 года назад

    ସାର୍ ନମସ୍କାର ଖରା ଟିଆ ଧାନ ଗର୍ଭ ଧାରଣ ହେଲା ନ npk 00,52,34 ଆର୍ ବୋରନ୍ ଦେଇ ହେବା ଗେ kenta kana ଦେଈ ହେବା ଜେ ଟିକେ କହିବ

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା
      ୦୦:୫୨:୩୪ କୁ ଆପଣ ଧାନ ବାହାରିବା ଆଗରୁ ଦେଇପାରିବେ। ଧାନ ବାହାରିବା ବେଳକୁ, ଫୁଲ ଉଡ଼ାଇବା ପରେ ୦୦:୦୦:୫୦ ଏନ୍ ପି କେ ଦେଇ ପାରିବେ। କିଛି ବୁଝି ନ ପାରିଲେ, ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @bestofindia627
    @bestofindia627 3 года назад

    uria sir ebe dele chalba kne

    • @bestofindia627
      @bestofindia627 3 года назад

      Sir nai milba

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଦେଖନ୍ତୁ, ଧାନ ଫୁଲ ବାହାରିବା ବେଳକୁ ୟୁରିଆ ସାର ଦେଵା ଠିକ୍ ହେଵ ନାହିଁ,କାରଣ ୟୁରିଆ ଧାନ ର ଗ୍ରୋତ୍ ପାଇଁ କାମ କରେ, ଆପଣ ଧାନ ର ଦିନ ଦେଖି ଦେଇ ପାରିବେ।

  • @rameshkumbhar1668
    @rameshkumbhar1668 10 месяцев назад

    ୦୦-୦୦-୫୦ ଖେଣ୍ଡ ଲମ୍ବା ପାଇଁ ୨୦୦ ଗ୍ରାମ କି ଏକ କେଜି ନାହିଁ ବୁଝି ପାରିଲି ଭଳକରି ବୁଝାଇ ଦିଅ ସାର

    • @Kurefultv
      @Kurefultv  10 месяцев назад

      ନମସ୍କାର ଆଜ୍ଞା
      ୦୦:୦୦:୫୦ ଏନ୍ ପି କେ ୧ କେଜି ଏକର ପ୍ରତି ଓ ବୋରନ୍ ୧୦୦ ଗ୍ରାମ ମିଶାଇ ଦିଅନ୍ତୁ

  • @dillipranadilliprana7310
    @dillipranadilliprana7310 3 года назад

    Bangi hele keun medicen diajiba

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା,ବଙ୍ଗି ପୋକ ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ରହିଛି, ଦୟାକରି ଦେଖିବାକୁ ଅନୁରୋଧ।

  • @gourisankarpattnaik911
    @gourisankarpattnaik911 Год назад

    ଗନ୍ଧିପୋକୋ ପାଇଁ କିଛି କହିଲେ ନାହିଁ ଯେ

    • @Kurefultv
      @Kurefultv  Год назад

      ପ୍ରୋଫେନ୍ ଫସ୍ ଦିଅନ୍ତୁ

  • @kalicharanmarndi5514
    @kalicharanmarndi5514 3 года назад

    Teambor poko lagechi sir.

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା,ପ୍ରୋଫେସର ସୁପର ଔଷଧ ଦେଇ ପାରିବେ

  • @debebdranathmallick6989
    @debebdranathmallick6989 3 года назад

    Uria trala sarakan

  • @benudhartandi7507
    @benudhartandi7507 3 года назад

    Thanks sir I am subi Tandi eating

    • @Kurefultv
      @Kurefultv  3 года назад

      Your channel is so good that may be continued, keep on

  • @jjjjjj4116
    @jjjjjj4116 Год назад

    Japanag

    • @Kurefultv
      @Kurefultv  Год назад

      ଧନ୍ୟବାଦ, ନମସ୍କାର

  • @pinkupadhan1847
    @pinkupadhan1847 2 года назад

    ବୋରନ୍ ଓ npk 00.00.50 ଓ ଟିଲ ଓ ବାନ୍ ମିଶାଇ ମାର୍ ଲି ଯେ ଧାନ ଗଛ ହଲଦିଆ
    ହଇଯାଉଚେ ତା ର ପ୍ରତିକାର କଣା ଅଛି

    • @Kurefultv
      @Kurefultv  2 года назад +1

      ପଧାନ ଆଜ୍ଞା ନମସ୍କାର,ସଵୁ ଔଷଧ ଏକାଠି ମିଶାଇ ଦେଇପାରିବେ ନାହିଁ।ଵୋରନ ଓ ଏନ୍ ପି କେ ଦେଇଛନ୍ତି ଠିକ୍ କରିଛନ୍ତି। ଏବେ ଫଙ୍ଗସ୍ ଜନିତ ରୋଗ ହେଵା ସମୟ , ହଳଦିଆ ହେବା ମୁଖ୍ୟତଃ ଭିଟାମିନ ଅଭାବ ଜନିତ ଲକ୍ଷଣ ।ଜିଙ୍କ୍ ସଲଫେଟ ସ୍ପ୍ରେ କରି ପାରିବେ । ଦୟାକରି ଫୋନ୍ ନମ୍ୱର୍ ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @purusottambag6872
    @purusottambag6872 3 года назад

    Dhane re ପିଆଜ ପତ୍ର ପରି ମୋଡ଼ିହେଉଛି

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା,ଏହା ବଙ୍ଗି ପୋକ ସମତ୍ସା ନୁହେଁ ତ, ତେଣୁ ଭଲ କରି ଦେଖନ୍ତୁ।

  • @ajitbagh3388
    @ajitbagh3388 3 года назад

    15 kg 1acer re pokaechi

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣଙ୍କ ସୁଚିନ୍ତିତ କାର୍ଯ୍ୟ ବେକାର ହେଵ ନାହିଁ।

  • @sheshadevhati8747
    @sheshadevhati8747 3 года назад

    Sir NPK 0 0 50 dhanare urea sage misae buneke dele kemete heba

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଏହା ପାଣି ରେ ମିଶାଇ ଦେଇପାରିବେ, ଏଥିପାଇଁ ଆପଣ ୟୁରିଆ ସାର ସହିତ ମିଶାନ୍ତୁ ନାହିଁ ।କେଵଳ ଏନ୍ ପି କେ କୁ ଝିଣ୍ଟିଵା ବ୍ୟବସ୍ଥା କରନ୍ତୁ।

  • @musickarlia3841
    @musickarlia3841 3 года назад +1

    Subash.karlia

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

  • @lalitdharua5316
    @lalitdharua5316 2 года назад

    Usodebarache

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା, ନିଶ୍ଚୟ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ ଦେଖନ୍ତୁ।

  • @Budhibanta_Vlog
    @Budhibanta_Vlog 8 дней назад

    ଆଜ୍ଞା ପଟା ସ୍ ସାଙ୍ଗେ ବାଲି ମିଶେଇ ମାରିଲେ ଧାନ ଖେଣ୍ଡ କିଛି ନି ହୁଏ ତ ?

    • @Kurefultv
      @Kurefultv  7 дней назад

      ଫୁଲ ଉଡ଼ାଇବା ପରେ ସ୍ପ୍ରେ କରନ୍ତୁ