BigStory FollowUp | ଥାନା ବାବୁ-ବିଧାୟକ ମୁହାଁମୁହିଁ | PrameyaNews7
HTML-код
- Опубликовано: 4 июл 2024
- BigStory FollowUp | ଥାନା ବାବୁ-ବିଧାୟକ ମୁହାଁମୁହିଁ | PrameyaNews7
#odisha #jagatsinghpur #MLAAmarendraDas #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
RUclips: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ଲୋକ ଙ୍କ ବିଧାୟକ ଏମିତି ହେବା ଦରକାର ଧନ୍ୟବାଦ sir 👍
Ae Heuchi Amrendra Das kaha ku Chadibe nahi
ସବୁ MLA ଏମିତୀ କଲେ ଭଲ ହୁଅନ୍ତା
ପୋଲିସ ଲୋକଙ୍କ ସହ ଭଲ ବ୍ୟବହାର କରୁ, ତାହେଲେ ପୋଲିସ ଲୋକଙ୍କ ଆସ୍ଥା ଭାଜନ ହେବ ।
Police ra ta sabu bele pocket garam chinta rahila. 100 re jane bhala thiba.
Ó @@sipun5
ମୁଁ ତ ଅମେନ୍ଦ୍ର ଭାଇ ଙ୍କ ଫ୍ୟାନ ବନିଗଲି❤❤❤
ଭାଇ ସମସ୍ତଙ୍କୁ ଗୋଟେ ଗୋଟେ ଚାପୁଡ଼ା ଦିଅ . ଶଳା ସବୁ ବିଜେଡି ଚୋର
ଭାଇ ଏମାନଙ୍କୁ ମାଲକାନଗିରି ତ୍ରସ୍ପର କରିଦିଅ ମାଓ ବାଦି ଙ୍କ ଗୁଳି ଖାଇ ମରନ୍ତୃ ଭଲ ହେବ
ଥାନାବାବୁBJD ପ୍ରେମ ଛାଡ଼ିନାହାନ୍ତି l ମନେରଖ ଏହା BJP ଲୋକମାନଙ୍କର ସରକାର l
Hmm janapaduchi ki sarkar nonsense sarkar aita
Kaiki nonsense @@BikaskumarSwain-jf3em
@@srpcreatorsuman5317 sabuthire fail price hike re,common lokonka problem solve karibare
@@srpcreatorsuman5317 aita aadani au ambani nka sarkar
@@BikaskumarSwain-jf3emyou are nonsense
ବିଧାୟକ ହେବତ ଏମିତି
ଏଭଳି MLA ଭଲ
ପୋଲିସ୍ ଲୋକଙ୍କ ଟଙ୍କାରେ ଦରମା ନବ 🎉 ପୁଣି ଲୋକଙ୍କୁ ହଇରାଣ କରିବ 🎉
ଅଭ୍ୟାସ ହେଇଯାଇଛି 🎉
Tama buniyad re kehi police nahanti tu salla kanna jannibu,
ବିଧାୟକ ଙ୍କୁ ଧନ୍ୟବାଦ
Salute my MLA....@Jagatsinghpur
God job sir
ଚାକିରୀ ରୁ ବାହାର କରିଦିଅ ବିଜେଡି ପୋଲିସ ଏମାନେ
Ñuaa polis join karantu
Toh bapa deithila bodhe,
@@dhirennaik6444aaga ucharanna thik kare tapare comments kare.
Bilkul Right.
Good job mla sir😊
Very nice disistion thanks ବିଧାୟକ jagatshingpur ସବୁଥିରେ ଦୁଃଖୀ
ଧନ୍ୟବାଦ news7
Sir 🙏🙏👍👍👍
ବିଧାୟକ ହେବତ ଏମିତି। ଲୋକ ମାନଙ୍କର ସମସ୍ୟାର ସମାଧାନ କରିପାରୁଥିବା ଦରକାର।
ବିଧାୟକ ମହାଶୟ ସବୁ ଥାନାକୁ ଭି cheak କରନ୍ତୁ ପୋଲିସ କେମିତି ବ୍ୟବହାର କରୁଛି ଜାଣି ପାରିବେ
Jagatsinghpur king Amarendra bhai
ସବୁ ବିଧାୟକ ଏମିତି ହେବା ଦରକାର। ପୋଲିସର ହୀନ ବ୍ୟବହାର ସମସ୍ତଙ୍କ ମନରେ କଷ୍ଟ ଦେଉଛି।
Bhul katha bhai
GREAT M LA IN JAGATSINPUR
😢😢 ଲୋକଙ୍କ ବିଧାୟକ
ଈଶ୍ୱର ଆପଣଙ୍କୁ ଆଶିର୍ବାଦ କରନ୍ତୁ
ପ୍ରତି ୩ ବର୍ଷରେ ଯଦି ଅନ୍ୟ ଜିଲ୍ଲାକୁ ବଦଳି କରାଯିବ ତାହାଲେ ନିଶ୍ଚିତ ରୁପେ ସୁଧାର ଆସିବ
Police କିଛି ଶୁଣୁ ନାହାନ୍ତି ତେଣୁ ଲୋକ ମାନଙ୍କର ବିଶ୍ବାସ ପୋଲିସ ଉପରୁ ଉଠି ଗଲାଣି
Action immediately
MLA ହେବ ତ ଏମିତି... ଧନ୍ୟବାଦ୍ MLA ବାବୁ ଜିନ୍ଦାବାଦ
Good News 🎉🎉🎉🎉❤
ବିଧାୟକ ବା ପୋଲିସ,କେହି ଆଇନ ର ଉର୍ଦ୍ଧ୍ବରେ ନାହାନ୍ତି
Right
Sir, attention & surprise visit to tahsil office, stop the corruption
Aguda nije abhadra mla amane kn karibe
Great work sir.
are bhai thana re naya mileni naya debe court polive kama hela chora ku dhariba court ku pathaiba naya debe court police nyaya dieni ,loka Fir nei ki asibe police FIR lekhe nahi
Adha gyana bahut vayankar, court die nyan sabu jananti, ethi katha padichi police ra behave kemit , lokanka prati, ete gyana diani,loka sabu jananti. Kritadas minded loka
Great..sir
Very good
Very nice sir🙏❤️
ଧନ୍ୟବାଦ୍ ବିଧାୟକ ସାର୍ ସଲୁଟ ଆପଣଙ୍କୁ
Salute sir❤❤
Right 👍
Good news
ସାରା ରାଜ୍ୟରେ ସବୁ ବିଭାଗକୁ ମନ୍ତ୍ରୀ ଓ MLA ଯାଇ visit କଲେ ଯାଇ ଓଡ଼ିଶା ର ଉନ୍ନତି ହେବ । ଦୋଷ ଦୁର୍ବଳତା ର ସୁଧାର ଆସିବ ।
Thank you MLA sir 🙏
ଅମରେନ୍ଦ୍ର ଦାସ କୁ ଅଶେଷ ଅଶେଷ ଧନ୍ୟ ବାଦ୍
Right sir
FIR SHOULD BE REGISTERED SOON AND ACTION MUST BE TAKEN ACCORDINGLY
Thanku
Very good M.LA sir 👍
ଆରେ ଭାଇ ଆପଣ କଣ କିଛି ବୁଝିପାରୁନାହାନ୍ତି 24 ବର୍ଷ ହେଲା ଆମ ପୋଲିସ ଭାଇ ମାନେ ଗୋଟେ ପ୍ରକାରର ଚଳି ଆସିଛନ୍ତି ପୁଣି ଆଉ ଗୋଟେ ପ୍ରକାରର ଚଳିବା ପାଈଁ ଟିକେ ସମୟ ଦବ ନା. ଗଣେଶ ଜଗଦେବ ଙ୍କୁ ଡାକ ସେ ଭଲ କହିବେ.
Real Hero
❤❤❤❤❤
so i am proud
❤❤❤❤
👍👍👍👍👍
Safety nahi
Ok sir
good,apa,rama,g
Good job 🎉vidhayak Babu good
Honourable MLA,🙏 Ordinary people are dogs for police.Thank you so much for your innovative action.Please take actions against corrupted policemen and officers.Thank you.
A real MLA❤❤❤❤
🙏
ନୁଆ ଆଇନ ଅନୁଯାୟୀ ଥାନା ଅଧିକାରୀ ଚାଁହିଲେ FlR registration ହେବ ନ ହେଲେ ନାହିଁ l ଥାନା ଅଧିକାରୀ ଚାହିଁଲେ ତୁମକୁ ୯୦ ଦିନ ତୁମକୁ ଥାନା ହାଜତ ଭିତରେ ରଖି ପାରିବେ ତୁମକୁ ଜାମିନ ବିଲକୁଲ ମିଳିବ ନାହି | ଧାନା ଅଧିକାରୀ ଚାଁହିଲେ
ତମକୁ ଦେଶଦ୍ରୋହି ବୋଲି ଘୋଷଣା କରି ପାରିବେ । ଏହି ନୁଆ ଆଇନ BJP Modi ବୁଢ଼ା ପାସ କରିଛି |😮😮😮😮
👍
🙏🙏🙏🌹💪💪💪👍
ଠିକ ଏମିତି ବିଧାୟକ ହେବା ଉଚିତ l ସାଧାରଣ ଲୋକେ ନ୍ୟାୟ ପାଇବେ l
Real king of jagatsingpur 👌👌👌👌👌👌👌👌👌
ଏଇଟା ସତକଥା
Good
ଏ ନିଉଜ 7 ବାଲା ଏବେ କଣ ରଙ୍ଗ ବଦଳେଇଣି । ବିଜେଡି ମାଲିକ କୁ ପଚାରି ବିଜେପି ବିଧାୟକ ଙ୍କ byte ନେଉଛନ୍ତି ତ ?
ଭାଇ ଆମ ଥାନାରେ ଥାନା ବାବୁ କହିବେ ତମେ ଲେଖିକି ଆଣ
Tutu Bhai apana amara chhatra neta thile, 2007 re aji apana ebe MLA, congratulations Sir 💐💐💐🙏
Our mla great mla.
ଖାଲି ଖାକିବର୍ଦି ପିନ୍ଧିଲେ ପୋଲିସ ହେଇ ଯିବେନି ଜନତାଙ୍କୁ ସମ୍ମାନ ଦିଅ।
ଓଡିଶାରେ ଶବୁ ଥାନାରେ ଶମାନେ ବେବହାର କେବଳ ବ୍ରାହ୍ମଣ ମାନଙ୍କୁ ନିଆୟ ମିଳେ ଭଲ ଶନ୍ମାନ ମିଳେ
Police act kanhiki govt change karunahi, 24 ganta kanhiki kebala police kama kariba
This question is the solution of many problem
Sata katha
ଭାଇ ସରକାର ତୁମର
First behave 🎉🎉
Ri8
Bhai right
Case nele kama karibaku padiba..khaali darma nei araam kariba band heijiba..au most cases re lancha na dele FIR bhi lekhantani 🎉
Senior citizens are fully ignored by police department in my experiences
Good morning sir mla
MLAଚଞ୍ଚଳ IICଙ୍କୁସୁକୁମାପଠାନ୍ତୁ bySWETA
Jay shree ram kattar hindu jay Modi jay bjp
Double engine 2
Good MLA SIR ❤❤❤
ମୁଳୁ ମାଇଲେ ଯିବ ସରି ଦେବ ସଙ୍ଗେ କିଆଁ କଳି
Sabu police station Re New IIC posting karajau
Water aau tea byabastha jadi achhi taaha criminal maane Pau chhanti. Sadharana janata kahinki paibe nahin ?????? ❤❤❤❤❤❤❤❤❤
Naugan police station ku dristi diantu.sethi police kichi sununahanti.
Police, officer, ku, jeil, darkar
Thanara kama nuhe nya deba. Court ra kama Naya deba.
Police Babu ku saspend karantu jaldi
Jai amerender bhai
BJD MLA kebe Amiti karinahati
A mananku malkanagiri transfer kari diyantu
Chaa aaa chaa aaaa. a chaa aaaa utuuuuuuu utuuuuu
Thana re ebe bhi notice lagichi but sethire Navin Pattnaik nkara name kan pain ebe bhi mention heichi.
Ame sabu puruna sasana ra faida uthei loka nku hairan karuchanti.
When police system is not available, they must be transferred and local people should not be appointed of the same district, more over inefficient police and suffering from different diseases they should be retired himself by benefits,