Ex-MLA Kanak Vardhan Singh Deo slams BDO for not listening public grievance | Bolangir
HTML-код
- Опубликовано: 8 фев 2025
- Ex-MLA Kanak Vardhan Singh Deo slams BDO for not listening public grievance | Bolangir
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଏମିତି ହେବାକଥା।ତୁମକୁ ଧନ୍ୟବାଦ ଆପଣଙ୍କୁ ଅନୁକରଣ କରି ସମସ୍ତ ବିଧାୟକ ଏଭଳି ହେବା ଦରକାର।
After some days this minister will be in BDO'pocket
y=
ଏହି video ରୁ ଆମକୁ ଶିଖିବା ଉଚିତ ଯେ ନିଜ ହକ୍ ପାଇଁ ଲଢ଼ିବା ଦରକାର ।
ବଢିଆ KV ବାବୁ , ସବୁ ସ୍ତରରେ ଏମିତି ନେତା ମାନେ ଏ ବାବୁ ମାନଙ୍କୁ ପଚାରିବା ଦରକାର
Bjd gande mareba kv
Kv chadebane
ଆଗରୁ ଏହି ଭଲି ଟିକେ ହେଇଥିଲେ ଭଲ ହେଇଥାନ୍ତା ଏବେ ଇଟା ହେଲା ନେତା ର ପାୱାର ,👍👍👍👍👍👍
ଧନ୍ୟବାଦ ମହାରାଜ କନକ ବର୍ଦ୍ଧନ ସିଂଦେଓ !
ଆପଣଙ୍କର ଏହି କାମକୁ ବିରୋଧିବି ପ୍ରଶଂସା ନକରି ରହିପାରିବେ ନାହିଁ ! କାହିଁକିନା କିଛି ନିର୍ଦ୍ଧିଷ୍ଟ ଧଳାପୋଷାକ ଧାରୀ ବଡବଡିଆ ସରକାରି ବାବୁ ମାନେ ଉଚ୍ଚ ପଦ ପଦବୀରେ ଥାଇ ଜନତାଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ହର୍ତ୍ତକର୍ତ୍ତା ବିଧାତା ଭାବିନେଇ ଦେଉଳ ଗିଲୁଗିଲୁ ଧ୍ୱଜାକେବି ଗିଳି ଦେଉଛନ ! ଯାହାର ପ୍ରମାଣ ଏହି ଭିଡିଓ ଫୁଟେଜରୁ ଜାଣୀହେଉଛି ! ଆହୁରି ମଧ୍ୟ ବିଡ଼ିଓ ମହାଶୟଙ୍କୁ ଲଜ୍ଜ୍ୟା ଲାଗିବା କଥା କାରଣ ବାରମ୍ବାର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଜେଇଙ୍କ ଛୁଟି ଅର୍ଜି ଦେଖାଇବାକୁ କହୁଥିଲେ ସୁଦ୍ଧା ସରକାରୀ ବ୍ଲକ ମୁଖିଆ ନୀରବ ରହୁଛନ୍ତି!ଅତଏବ ସିଧାସିଧା କହିବାକୁ ଗଲେ ଭିଡିଓ ଫୁଟେଜଟିରୁ ପ୍ରମାଣିତ ହେଉଛିଯେ ଜେଇ ବିଡ଼ିଓ କେସିଅର ଠିକାଦାର ଗାଁସାଥି ସହ ଆଉକିଛି .. ଙ୍କର ମିଳିତଭଗତରେ ନିରୀହ ଦିନ ମଜୁରିଆଙ୍କର ପରିଶ୍ରମର ପାଉଣାକୁ ଆତ୍ମସାତ କରିଥିବା ଜଳଜଳ ହୋଇ ଜଣାପଡୁଛି !!!!
ବହୁତ୍ ଧନ୍ୟବାଦ୍ ସାର୍ ଆପଣଙ୍କୁ ଅଭିନନ୍ଦନ
ଏ ଭଳିଆ MLA ଆମକୁ।ଦରକାର
Superb 🙏
ବହୁତ୍ ହେଇଗଲା ଅଫିସର ଶାସନ
Very good bhai
Jia patha padhiki officer hela sia bhala nuhe amaku murkha neta mananka sasan darkar.. ame para odia.....
Sir namaskar
ଧନ୍ୟବାଦ, sir ଆପଣଙ୍କ ସାହସ ପାଇଁ ସମସ୍ତେ ଯଦି ତୁମ ଭଳିଆ ହୁଅନ୍ତେ ଆଗାମୀ ଦିନରେ ଓଡିଶା ବହୁତ ଉନ୍ନତି ହୋଇ ପାରନ୍ତା |
ରଜା ଛୁଆ ଭୁକେ ମଲେ ବି ରଜା...କଥା ମାହାଳିଆ ନାଇଁ ନ ଯେତେ ବେଳ ଅନ୍ୟାୟ ଅତ୍ୟାଚାର ହେସି ରଜା ହିଁ ବୁଝସୀ... ଇନୁ ଜାନି ହଉଛେ ଆମର ମହାରାଜ କେ 🚩🚩🚩 ଜୟ ବଲାଙ୍ଗୀର ମହାରାଜ 🚩
राजा राज सेर जे हो
Ganatrantta. Sasan. Chaliche. Ken. Guge. Raza. Sasan. Thila. Bartaman. Nahi. Bartaman. Ra. Raza. Mane. Mantri. MLA. Heba. Pain. Chauchanti. Aguru. Ta. Raza. Rajay. Pain. Swatantrata. Mantri. Rakhu. Thile. Bartaman. Zilla. Ra. Raza. Collector
Mor bandar raja
Bahut sunder, please complete finale uniquary
Thank you sir
ଧନ୍ୟବାଦ ସାର ଆପଣଙ୍କୁ, ପ୍ରକୃତରେ ଏମିତି ହେବା କଥା
ଏପରି ଦୃଶ୍ୟ ଦେଖିବା ସତେ ଆମ ଭାଗ୍ୟରେ ଥିଲା😂
ସରକାରୀ ଅଫିସର ଦରମା ବି ନେବେ, ଲାଞ୍ଚ ବି ନେବେ କିନ୍ତୁ କାମ କରିବେନି
That should be the duty of a people's representative......The Govt has made all public servant as their party worker.They should do their primary duty
They are forgetting that they are public servants
The salary they are getting from public
ଉପ ମୁଖ୍ୟମନ୍ତ୍ରୀ ହେଲାପରେ କିଏ କିଏ ଦେଖୁଛ 😂
ମୁଁ
RUclips hi recommend karuchhi
Mui
Mnu
I
ଅଫିସର ମାନଙ୍କୁ ଧରି କି ନିର୍ଦ୍ଧୁମ ଛେଚିଦିଅ। ଶଳା ମାନେ ମନ ଇଚ୍ଛା କାମ କରୁଛନ୍ତି।
Thik kahila bhai
ଠିକ କଥା ଭାଇ ଆପଣ ପରିବାର କିଏ ବି ନ ହୁଅନ୍ତୁ ବଡ ଅଫିସର ନ ହେଲେ ଭୁଲ ହେଇଗଲା ଛେଚା ଖାଇବା ଟା ନିଛିନ୍ତ
Mana icha kaam kariba punishment paiba darkar
@@narayanavlogs1621 ଭାଇ ବଡ଼ ହେଲେ ବି କାହା କୁ ହଇରାଣ କରିବା ନାହିଁ? ମଣିଷ କୁ ମଣିଷ ଭଳିଆ ଦେଖିବା। ସମସ୍ତ ଙ୍କୁ ନିଜର ପରିବାର ଲୋକେ ଭାବି ସହଯୋଗ କରିବା।
ତୋ ପୁଅ କି ଭାଇ ଅଫିସର୍ ହୋଉ। ଆଉ ଲୋକ କିଛି ନ ବୁଝି ତାକୁ ଛେଚି ଦିଅନ୍ତୁ । ତାପରେ ଯାଇ ମଜା ଆସିବ ।
ସାରା ଓଡ଼ିଶାରେ ଏ ପରି ଚାଲିଛି ,ଜିଲାପାଳ ମାନଙ୍କୁ ଅଖଣ୍ଡ କ୍ଷମତା ଦିଆ ଯାଇଥିଲା ଓ ସେମାନେ ଅଧସ୍ତନ ଅଫିସର ମାନଙ୍କୁ ଧରି ଅନେକ ଦୁର୍ନୀତି କରିଛନ୍ତି ,ବିଶେଷ କରି mdf ର ଅଧିକ ଅର୍ଥ ତୋଷରପାତ ହେଇଚି .ଯଦି ଏହାର inquiry କରାଯିବ ତେବେ ସବୁ ସତ ବାହାରିଯିବ .
😅
Right
Suspend Kara jau
Direct dismiss❤
Officer ମାନଙ୍କୁ ମାଡ ଦରକାର..... ସେହି ଦିନ ହିଁ ଏଇ ଅଫିସର ମାନଙ୍କ ମନଇଚ୍ଛା କାମ ବନ୍ଧ ହେବ..
Sat katha sir
Start Kara in all states in bjp ruled states also,
Au netanku samman kariba nhi bsdk
@@Mna418 sabuthire politics pura. Bjd chamcha
Officer mananku saptaha ku 4thara mada aau mansa darkar hele jai desha sudhuriba na hele emeti kama karibe
ଏହି ଭଲ ପ୍ରତିବାଦରେ MLA ସାର୍ ଙ୍କୁ ଧନ୍ୟବାଦ
Great MLA sir 🙏🙏🙏
ଏହି ପରି ଟିଉସନ ବହୁ ଅଗୁରୁ ଥିଲା
Tq.. OTV team Very good
Very good amiti haba darkar odisha re 👍👍👍👏👏👏
ସମସ୍ତେ ଏମିତି ସାହସୀ ହେବା ଦରକାର
❤️❤️👌👌🙏🙏🙏
Ex-MLA BDO ra pant Aaau shirt kholi pakeilani
Samaste kon emti mla boni parbe🙄
Bjp. Ra. Worker. Manku. Thika. Mililani. Sethi. Pain. BDO. Nku. Dhamak. Deuchanti
ଧନ୍ୟବାଦ KB Sir. Officer ରାଜ ହଟେଇ ଦିଆ ଯାଉ.
BDO କାନା ହେବରେ, ଜେନ ବୁଆ ମାନେ ନିଜର ପିଲାମାନଙ୍କୁ BDO କର୍ମୁ ବୋଲି BHABUCHHAN ସେମାନେ ଇ ଭିଡିଓ ଜରୁର DEKHBAR କଥା,
ହା ହା ହା ସତରେ ଭାଇ ।ଜଣେ BDO ଉଚ୍ଚତମ ରାଙ୍କ ର OAS ଅଫିସର ,ଗୋଟେ କଲେକ୍ଟର ପରି ଇନେ କିନ୍ତୁ ଯଉ ଭଳିଆ ବ୍ୟବହାର କରାଯାଉଛି ୟଙ୍କୁ ସିଏ କାଲି ନିଜେ ଟ୍ରାନ୍ସଫର ହେଇକି ଭାଗବେ
Jen pua chakiri paila pare ,lokanka katha bujhe nahin se pu maananku enta beijjat karbar katha .
🙄🙄😊😀😍😍🤣🤣🤣
Sath katha aee
Ha ha
MLA ମାନେ ଯେଉଁ ମାଗଣା ଘର ଗାଡି ପାଉଛନ୍ତି ସେଟା କେଉଁ ପଇସାରୁ
Right sir
Right sir
Hats Off OTV for covering this
😂😂😂
I respect your patience Sir ...
This person who is telling story were unable to build a Medical College in Balangir. The voice of Sj. Narasingha Mishra and efforts of Sh. Chanchal Rana is changing Balangir now .
Thank You So Much..
Love your daring opinion 🙏
Master in speech.
Natak kr rha h
Bhai sab project mein development ke naam pe ghotala hua hai
ଭଲଅଛେ ସାର୍ ❤❤ପଇସା ଖାଉମନଙ୍କେ ଧର ଏଭଳିଆ ଦରକାର
Great person... great leader 🙏
ବିଜେପି ସରକାର ଶାସନ ଆମକୁ ଦରକାର ବିଜେଡି ହଟାଅ
ଵିଜେଡି ସରକାର ଶାସନ ବେସି ହେଇଗଲା😂😂😂😂
Long live Sir we need ministers like you
We've never seen any thing like this in 20 yrs of his mla career. Now that he is out of power ...its the frustration that coming out from his mind nothing else. Ask him why he has not done any remarkable development in his own area- patnagarh. Thsi is a showoff. nothing els.
E Sir nka na asichi Archana Naag case re
It may be a frustration of a frustrated person but some how we all admit that the higher officers should be treated in this way then only they will keep that in their minds that they are only the servents posted by Govt to serve us.
@@abhijeetmahanty7669 Perfect words brother. People should learn how to treat their Politicians, they are still serving him as a king. It might cause decrease in the democratic values.
@@madhumitasinghmodak9949 Not all Govt servent are good neither all politicians. But atleast a govt servent is qualified and educated for the Post. It should be respected. And yes its clear that the situation is being politicalized here. And remember Strong always overrides weak.
ବହୁତ ବହୁତ ଧନ୍ୟବାଦ ସାର୍
Thank you sir for your good question 👍👍👍 I like your questions.
ଶାନ୍ତିରେ ବସି କଥା ହେଲେ ସମାଧାନ ହୁଏ ❤ Jai jagannath❤
I like it MLA SIR..
Very Good Sir, ଏହି BDO ଜଣକ ଆପଣ ଙ୍କ ନାମରେ SC ST ACT ଲଗାଇଛନ୍ତି. ଏଇ BDO ଜଣକ Converted CHRISTIAN, ଆଉ କିଭଳି ଇଏ ATTROCITY CASE କରିଛି, ବର୍ତମାନ ଏହି BDO ଯେତେ ପ୍ରକାର SC ST ନାମରେ PROMOTION କିମ୍ବା FRINGE BENEFITS ନେଇଛି ତାକୁ ସବୁ ବରଖାସ୍ତ କରି ଚାକିରୀ ରୁ ତାକୁ ନିଲମ୍ବିତ କରାଯାଉ.
ଏହିଭଳି ଓଡ଼ିଆ ନାମ ଧାରୀ CHRISTIAN କର୍ମଚାରୀ ଅନେକ ଜଣ ଓଡ଼ିଶାରେ ଅଛନ୍ତି, ତାକୁ ସବୁ ଧରାଯାଉ ଏବଂ ଆଦିବାସୀ ଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ
This type of minister actually needed for our country..
ଏମିତି ହିଁ ହେବ ଦରକାର, ସବୁ ଅଫିସର ସେମିତି ହିଁ କରୁଛନ୍ତି,ଧନ୍ୟବାଦ୍ ଆଜ୍ଞା
ଚାକର ହୋଇ ମାଲିକ ଭଳି ବ୍ୟବହାର କରନ୍ତି ଶଳା ମାନେ 🤬(mu samastnku khuni jou mane lokonko paisa khauchnti tanku khuci)
kie malik ...kie chakar?
Tu kie be mghia se chakar haba pain jogya habu sala kete kasta tapasya kariki paithanti
@@techsuk3542 mote chakiri ro mane tike kohilu
@@kumarpratap9608 ଆମେ ସାଧାରଣ ଜନତା ମାଲିକ, ଆଉ ଆମର ଯେନ ଟାକ୍ସ ପଇସାରେ ଏମାନେ ଦରମା ପାଉଛନ.... ଏମାନେ ହଉଛନ ଚାକର.. ସେ କଲେକଟର ହଉ କି ଆଇଜି ହଉ
Rajaneta ku bi samila karantu bhai .emane bi ta public paisa re darama au pension pauchhanti na .
ଏଇ ଭଳି ପ୍ରତି ଜିଲ୍ଲା ରେ ଯଦି ହୁଅନ୍ତା ତାହେଲେ ନିଶ୍ଚିତ ଭାବେ ଦୁର୍ନୀତି ଗ୍ରସ୍ତ ଓଡିଶା ସୁଧାର ଆସି ପାରନ୍ତା ଆପଣ ଭଳି ସବୁ ନେତା ମନ୍ତ୍ରୀ ହେବା ଆବଶ୍ୟକ ପଡୁଚି ଜୟ ଶ୍ରୀ ଜଗନ୍ନାଥ ❤❤
Very good MLA .......
ଖାଲି ଲୋକଙ୍କ ଆଗରେ ଦେଖାଇ ହେଉଛ, ଆଉ ଲୋକେ b ଆମର ନେତା great ଭାବୁଛନ୍ତି, vote time're କୋଟି କୋଟି ଟଙ୍କା Public ku bantucha ମଦ , ମାଂସ ଦେଉଛ ଖାଲି vote pain , seta ତମର କୁ ଝାଳ ବୁହା ଧନ କି,
Every politicians should be like Kanak vardhan sir. Now a days officers are doing politics in odisha..
Send him to up for a check and will see ,
Bahut Bahut dhanya bat sir
He is an OAS officer✅.
And u , Who r u?
Respect 🇮🇳
Se bdo hau ki DM hau corruption hele emti bejjit kariba darkar.
In democracy, we have elected representatives of people for check and balance
He is the king of entire Balangir
ସାରା ଦେଶରେ BJP ର ସବୁ ନେତା ମାନଙ୍କ ବ୍ୟବହାର ଅଟି ରୁକ୍ଷ
Absolutely Salute MLA Sir 🙏🙏
Kie MLA 😂
ସବୁ ସେଇ ଜଗନ୍ନାଥଙ୍କ ଲୀଳା ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🚩🚩🚩🙏🙏🙏
Absolute right .. really great 🙏🙏🙏🙏
Tq sir 🎉
Good. Good , brilliant long live KV SIR .
Thank you sir
Very good supervision of the public servants like B.D.O./ S.D.O. .People's representatives should be strict & alert like this.
ଏ ମାନେ ଅଭ୍ୟସ୍ତ ହେଇ ଯାଇଛନ... ମନମୁଖୀ ଶାସନ ରେ ଆଉ public ରକ୍ତ ଶୋଷି ଜାଣିଛନ
Very Nice Sir . KB Singh deo hats off to u sir 🙏
ଏ ଅଫିସର against ରେ ଶକ୍ତ କାରବାଇ କରିବା ଦରକାର | ଗୋଟେ minister ସାଥିରେ unnecessary ଅର୍ଗୁମେଣ୍ଟ କରିବା ଆଉ ମିଛ କହିବା
Good job.. KB sir 🙏🙏🙏
Sar right ❤
Good 👍 Sri
Thanks Sir, many many thanks
Nice Minister & lovely way of teaching lesson to a treacherous government officer. 👏👏👏
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହାଶୟ ! ଏ ଅଫିସର ର ସସପେଣ୍ଡ ପାଇଁ ସୁପିରିଶ କରନ୍ତୁ ଆଜ୍ଞା।
Superb 👌👌👌sir
❤gooooooooooood
Salute you Sir.
🙏🙏ହୋମଗାର୍ଡ ମାନଙ୍କୁ ଗଲା ସରକାରର ପୋଲିସ ଡିପାର୍ଟମେଣ୍ଟ ଆମ ହୋମଗାର୍ଡ ମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, କିଛି କେଶ ନଥିଲେବି ଜଣକ ଦୋଷ ରେ ଅନ୍ୟ ଜଣକୁ ସେଥିରେ ଯୋଡି ଚାକିରିରୁ ବହିଷ୍କାର କରାଯାଉଥିଲା ଵା କରାଯାଉଛି . ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି. ବଡବଡ଼ିଆବାବୁ ମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ହୋମଗାର୍ଡମାନଙ୍କୁ ବହିଷ୍କାର କରିବାକୁ. ମୋତେ ଲାଗୁଚି ବଡ଼ବଡ଼ବାବୁମାନେ ଖାଲି ହୋମଗାର୍ଡ ରୁଲ୍ସରେ ବୋଧେ ସେଇ ଧାଡିଟିଏ ଲେଖାକୁ ଘୋଷି ମନେରଖଇଛନ୍ତି. ଭୁଲଥିଲେ ତା ପାଇଁ କଣ ଆଉ ଅନ୍ୟ କିଛି ଦଣ୍ଡବିଧାନ ସେଥିରେ ଲେଖା ନାହିଁ, ପୋଲିସ ରେଗୁଲାର କର୍ମଚାରୀ ଜେଲରୁ ଫେରି ଚାକିରୀ କରୁଛନ୍ତି. ବଡବଡ଼ବାବୁମାନେ ଭିଜିଲାନ୍ସ ଟ୍ରାପିଙ୍ଗ ହୋଇ ପୁନର୍ବାର ଚାକିରୀ କରୁଛନ୍ତି.ଜଣଙ୍କ ନାମରେ FIR ଥିଲେ ବି ସରକାରୀ ଚାକିରୀ କରିପାରୁଛି.ହେଲେ ହୋମଗାର୍ଡମାନଙ୍କୁ ଖାଲି ଚାକିରିରୁ ବହିଷ୍କାର ଭଳି ଦଣ୍ଡ ଛଡା ଅନ୍ୟ କିଛି ଦଣ୍ଡ ମିଳିଲା ନାହିଁ. ଛୋଟ ହେଉ ଅବା ବଡ଼ ଭୁଲ ହୋମଗାର୍ଡମାନଙ୍କୁ ବହିଷ୍କାର ଛଡା ଅନ୍ୟ ଦଣ୍ଡ ଆଜି ପର୍ଯ୍ୟନ୍ତ କାହାରିକୁ ମିଳିଲା ନାହିଁ, ହୋମଗାର୍ଡ ରୁଲ୍ସରେ କେବଳ ଏହି ବହିଷ୍କାର ଦଣ୍ତ ଛଡା ଅନ୍ୟ ଦଣ୍ଡ ଲେଖା ନାହିଁ ବୋଧେ. ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲ ଅନ୍ୟାନ୍ୟ ସଂଗଠନ କେହି ଏ ବିଷୟରେ ମୁଁହ ଖୋଲୁନାହାନ୍ତି କି କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡମାନେ ଏଭଳି ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ମୋର ସରକାରଙ୍କୁ ନିବେଦନ ଆମ ହୋମଗାର୍ଡଙ୍କ ପ୍ରତି କରାଯାଇଥିବା ଅନ୍ୟାୟକୁ ପୁନଃ ବିଚାର କରି ସରକାର ଆମମାନଙ୍କୁ ସରକାର ନ୍ୟାୟ ଦିଅନ୍ତୁ.🙏🙏
Thank you MLA sir.God bless you sir, Long Life.
Yese hona Chahiye Officer Ka Dimag Thikane Laga 👌
Absolutely right sir🙏🙏🙏🙏
I am from Mayurbhanj
I like you sir🙏
Great Sir Namaskar 🙏💐
Most underrated politician mr Kanak Bardhan singhdeo sir
ଏମିତି MLA ଯଦି ସମସ୍ତେ ହେଇଯିବେ ତାହେଲେ ଓଡିଶାର Politics ପୁରା change ହେଇଯିବ..
ଆଉ ଲୋକ ମାନେ ବହୁତ ଉପକୃତ ହେବେ
Tq 🙏 Deo Sir
Very Very Thank Ex-MLA Sir 🙏
What a brilliant minister namaste 🙏 👏
😂😂😂😂😂
ଏଇଟା ହଉଛନ ପାଟଣାଗଡ ରାଜା ବାବୁ ରେ ❤❤❤
Motivation for all political leaders . India is changing from corruption to cooperation 🙏🙏👍👍 well done sir ,India needs just like you
U are great MLA sir👍
Thats why he lost the last election being a king of his area 😂
@@Unnecessarily_Honest so what bedha dari chua
@@debasishpanda7030 ତୋ ମାଆ ମୋ ମାଆ। ଏବେ ଗାଳି ଦେ ସଲା uneducated
ସାର୍ ଆପଣଙ୍କ ବହୁତ ବହୁତ ଧନ୍ୟବାଦ ଏଇ ଭଳି ସରକାରୀ ଅଫିସର୍ ମାନଙ୍କୁ ତାଗିଦ୍ କରି ସେମାନଙ୍କୁ ତାଙ୍କର କାମ କଣ୍ ବୁଝେଇ ଦବା ଦରକାର୍
Who is previous M. L .A to verify leave applycation &verify it ?
Like your intentions can be understood from your reply, similarly to understand the truthfulness of that official he has full right to ask , he might be lost election as per FPTP procedure of election but he too represent the voice of some mass from the society .
Public can question
ଅର୍ଚ୍ଚନା କୁ ନେଇ ଖେଳ କରୁଥିବା ଲୋକ ବ୍ୟବହାର କଥା କହୁଚି
ଧନ୍ୟବାଦ କନକ ବର୍ଦ୍ଧନ ଜୀ
ଆପଣ ପ୍ରକୃତରେ ନେତା ପାଇଁ ଯୋଗ୍ୟ
Great sir 🙏
When king roars its law.. Keep quiet & respect the king. . KV singh deo a king first then a politician
BDO is nothing, just a peon ,
Such treatment these non deserving officials deserve 👏
Some non deserving officials think they are doing all well and forgot their mandated role and responsibilities , for which such lessons required to be taught in front of public .
BDO is nothing, just a peon ..... 😂😂😂 Bhai laguchi prabala gyana tamara . Civil service post ra top postbsabu BDO huanti janicha ta ?
@@srikant6521 kindly watch the video, that phrase was used by the Ex-MLA , not by me, I just highlighted it, perhaps you have less understanding, and don't teach me what all those posts and level and their procedure to get into it in odisha. I know better. And don't think necessary to explain you people.
@@BHABANISHANKARDHAL These MLAs are third class Illiterate people. They have no right to Insult a government officer Infront of public. If that officer done any mistake then action must be taken against on him as per government rules and regulations. Any you mentioned in your comment that thay deserve this treatment 👏 This shows you are a ANDH BHAKT of that MLA or a Illiterate, who don't have any ideas about government rules and regulations.
@@srikant6521 I know about rules and regulations of government and what about those idiot officials who forgot their mandated responsibilities, public servant must not think as he is public leader, and here the problem arises when these officials forget their roles then they become undeserving, seems you are biased and one of those corrupt officials or their fans, the real ANDH is you who indicates his level of poor knowledge .
@@srikant6521 because of such few corrupt and oiling officials whole fraternity is blamed and because of you like some ANDH uneducated followers they get courage to repeat mistakes, do some advance study and understand the system first , your words indicates ,perhaps you are preparing for such jobs which is not wrong but your blindly supporting corruption behavior definitely will stop you to achieve your dream job , man grow up and before putting your biased views review yourself first.
ଏ ହେଉଛନ୍ତି ଆମ ରାଜା ସାହାବ
Right sir siea pato padini bade BDO
Thank you sir good job
You are completely different and correct Sir, so many corrupt public servants are looted public fund
ତମେ ଶଳା ବେହିଆ ବେଲାଜ୍ୟା ମନ୍ତ୍ରୀ ମାନେ ସାରା ଜୀବନ ଓଡ଼ିଶା କୁ ଲୁଟିଲ।ଯଦି ଦମ୍ ଅଛି ମନ୍ତ୍ରୀ ଙ୍କ ଉପରେ ରାଗ govt official nka ଉପରେ କଣ ପାଇଁ ରାଗୁଛ।
Minister nka aukat kichi nahin bjd govt re
କନକ ସାରେ କାହାକୁ ଛାଡ ନାହିଁ ଏହି ଭଳି ଅଫିସରଙ୍କୁ ଛାଡ ନାହିଁ ସିଧା ସସ୍ପେଣ୍ଡ କର
Dhanyabad K B singdeo 🙏🙏
👏🏻👏🏻👏🏻👏🏻👏🏻👏🏻 THANK YOU SOO MUCH SIR 🙏🏻🙏🏻🙏🏻
good coaching sir🙏
Oh God bless me , what a good morning 🌄 to start with this video ❤️ really commendable 💖
We have seen most OAS officers are corrupt and incompetent in their job ,merely as clerical staff they are working.
not only OAS officer all MP ,MLAs are also corrupted ...
@@mr.option1569the problem is MP, MLA can be changed in every 5 years if people want. But these official germs will be remain in system around 30/40 years, that's where democracy fails
❤ amiti neta darkar thila
Right 👍