MLA Tara Bahinipati & Papadahandi BDO enter into verbal duel

Поделиться
HTML-код
  • Опубликовано: 17 дек 2024

Комментарии •

  • @manojkumarsethy9414
    @manojkumarsethy9414 2 года назад +165

    ଓଡି଼ଶାରେ ରାଜନୀତି ରେ ବିରୋଧୀ ଦଳଙ୍କର ପ୍ରତିବାଦ ର ସ୍ୱର କିଞ୍ଚିତ ମାତ୍ରା ରେ ବଦଳିଛି,ଏହା ବେସ ମନକୁ ଛୁଇଛି.

  • @trilochanswain3201
    @trilochanswain3201 2 года назад +150

    ଏହିଭଳି ସବୁ ଅଫିସର ଙ୍କ ଉପରେ ଚଢ଼ାଉ ହେବା ଦରକାର . 👍👍👍👍👍👍

  • @prasantsethi4915
    @prasantsethi4915 2 года назад +55

    କୋରାପୁଟ re ବହୁତ ଅଫିସର ଦୃନୀତି ଗ୍ରସ୍ତ, ତାରଭାଇ jindabada,ଆପଣଙ୍କ ସହିତ ଏଭଳି ବ୍ୟବହାର କରୁଛନ୍ତି, ସାଧାରଣ ଲୋକଙ୍କୁ କି ଭଳି ବ୍ୟବହାର କରୁଥିବେ ଏ ସରକାରୀ ଅଫିସର ମାନେ

  • @ramakantabehera1403
    @ramakantabehera1403 2 года назад +98

    ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କ ପାଇଁ ଏକ ଲକ୍ଷ୍ମଣ ରେଖା ଅଛି ବୋଲି ଭୁଲିଗଲେଣି।

  • @snayakctctoka3355
    @snayakctctoka3355 2 года назад +76

    I salute Tara bhai....we want this type of people.

  • @pradeepsoortarang3200
    @pradeepsoortarang3200 2 года назад +29

    ଭାଇ କଣ ଚାଲିଛି, ଚାକିରି କରିଛି ବୋଲି କଣ ମୁଣ୍ଡ ବିକିଛି। ଦୁଃଖ ର ବିଷୟ ରାଜନୀତି ଚାପ ସ୍ପଷ୍ଟ ଜଣା ପଡୁଛି। ସବୁ ମାରିବ ଶଳା ।

    • @rameshkeshari5325
      @rameshkeshari5325 2 года назад

      Nai nai bjd balanka kothare nachi pariba sabu mariba jou lekicha Kia mariba aou Kia mariba tike kohiba

    • @sudhirmishra7837
      @sudhirmishra7837 Год назад

      How।

  • @theinquisitivemind7525
    @theinquisitivemind7525 2 года назад +28

    ବହେ ପାଠ ପଢ଼ି officer ହୁଅ ଆଉ ତା ପରେ ଲୋକଙ୍କ ଆଗରେ ଟାଉଟର ଙ୍କୁ ଭୁଲ୍ ମାଗ।

    • @bilatbayarff3149
      @bilatbayarff3149 2 года назад

      Hmm bhai , Mu bhabu thili Mu bi graduation pare OAS Pain preparation karithanti . Ete patha padhi labha kn . Jadi aei bhali Apaman habaku pade .
      Jadi Lady officer bhul Kari chanti tebe Higher officer nku inform Kara . Emiti kahiba thik na thila .

  • @narasinghasahu3501
    @narasinghasahu3501 2 года назад +16

    ତାରା ବାହିନିପତିଙ୍କ ବ୍ୟବହାର ଅତ୍ୟନ୍ତ ଅଭଦ୍ରୋଚିତ । ସର୍ବ ସାଧାରଣରେ ସରକାରୀ ଅଧିକାରୀ ମାନଙ୍କ ପ୍ରତି ଲୋକ ପ୍ରତିନିଧିଙ୍କ ଏଭଳି ବ୍ୟବହାର ଆଦୌ ଶୋଭନୀୟ ନୁହେଁ। ସେ ଜୟ ନାରାୟଣ ମିଶ୍ର ହୁଅନ୍ତୁ ବା ଦେବଗଡ଼ ବିଧାୟକ ସୁବାସ ବାବୁ ହୁଅନ୍ତୁ କିମ୍ବା ଭାଲୁ ଭାଇନା । ସେହିଭଳି ସରକାରୀ ଅଫିସର ମାନେ ମଧ୍ୟ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ଉଚିତ ନୁହେଁ,ଯେମିତିକି ଅନନ୍ୟା ଦାସ , କଟକ କମିଶନରଙ୍କ ଚୌଦ୍ଵାର କଟକ ବିଧାୟଙ୍କୁ ଏଡେଇଯାଇ କାମ କରିବା ଇତ୍ୟାଦି ।

    • @ANILSAHU-yr4hb
      @ANILSAHU-yr4hb Год назад

      E maghya kn khali muhu Tod a kichi band te kari ne paran

    • @debakantamohapatra4882
      @debakantamohapatra4882 10 месяцев назад

      Corrupted officernka against re emiti haba darkar

  • @bisubehera6582
    @bisubehera6582 4 месяца назад +2

    ଏ ଭଲିଆ ଅଫିସ ର ମାନଙ୍କୁ ସୋସ୍ପେଣ୍ଡ କରା ଯାଉ, ଏ ଭଳୀଆ ନେତା ଦରକାର ଓଡ଼ିଆ କୁ👍👍🙏

  • @Stm7771
    @Stm7771 2 года назад +80

    This is just gundagardi. A politician with 50-100 supporter is shouting at a woman with a mic just because she's going to have her lunch. Just shameful. If she's corrupt then send the evidence to higher authority. This should not be the behaviour of a people's representative.

    • @debashisrout3913
      @debashisrout3913 6 месяцев назад

      woman foes not mean immune to all voncerned things😊

  • @Actorchinmayvlogs
    @Actorchinmayvlogs 2 года назад +68

    ନେତା ହବତ ଏମିତି

  • @mukundasahoo1319
    @mukundasahoo1319 2 года назад +99

    , ନେତା ହେବ ତ ଏମିତି! ଲୋକଙ୍କ ପାଇଁ ଆଦର୍ଶ। ବିଡ଼ିଓ ମହାଶୟ,madam ଜଣେ ଭର୍ଦ,,,, ମହିଳା।

  • @tapanpradhan9678
    @tapanpradhan9678 2 года назад +89

    How a bravest person Taraprasad Bahinipati is!!!!!!!!

  • @prahaladsahu5406
    @prahaladsahu5406 2 года назад +31

    ଭଲ ବିଡ଼ିଓ ତାର ବାବୁ ବି ଭଲ , ସବୁ ଅଧିକାରୀ ଓ mla ଶିଖନ୍ତୁ jay bjd

  • @SkPintu9439
    @SkPintu9439 2 года назад +62

    What a strong voice from Tara sir !

  • @SmilingLituCreation
    @SmilingLituCreation Год назад +5

    👍👍👍 ଏହି ଭଳି ନେତା ଦରକାର ଓଡ଼ିଶା କୁ

  • @sandeepkumarswain4515
    @sandeepkumarswain4515 2 года назад +19

    Ek dum jabardast

  • @mukeshsahoo7257
    @mukeshsahoo7257 2 года назад +29

    Real tiger🐯 salute Tara Bhai

    • @techsuk3542
      @techsuk3542 8 месяцев назад

      Bala tiger 😂😂😂😂

  • @PowerofSanatan41
    @PowerofSanatan41 Год назад +1

    ମାୟାରେ ବାୟା ସଂସାର,ହେଃ ପ୍ରଭୁ

  • @satya674
    @satya674 Год назад +16

    Excellent said by OAS officer (BDO/Tehsildar)..

    • @Xuy788
      @Xuy788 Год назад

      1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର ଆଉ ସମ୍ପର୍କୀୟ ଏ ପାଣ୍ଡୁ ଏକଛତ୍ରବାଦ ସରକାର କୁ 80 ତଳକୁ ଆଣି ବିଜେଡି କୁ ପାଣି ପିଇଆଦେବୁ.. ନିଶ୍ଚିତ ନିଶ୍ଚିତ 😡😡😡😡😡

  • @prasantapattanaik862
    @prasantapattanaik862 2 года назад +39

    Tara Babu is right

  • @RideRGoutaM
    @RideRGoutaM 2 года назад +12

    I like the point, ur a public servant,,,
    All govt employees are public servant.

  • @girijaprasadsahoo7146
    @girijaprasadsahoo7146 2 года назад +35

    Real leader of Congress

  • @krishnamallick4409
    @krishnamallick4409 2 года назад +2

    ପିସିସି ସଭାପତି ପାଇଁ କେବଳ ଭାଲୁ ଭାଇନା ଯୋଗ୍ୟ 👌🙏

  • @TheBaikunta
    @TheBaikunta Год назад +6

    Good way to sols local people problem.. Thanks Tara bhai

  • @mauditripati2254
    @mauditripati2254 2 года назад +22

    Public representatives should act like this , because thay are the responsibil .

  • @hemantkumarsahoo9654
    @hemantkumarsahoo9654 2 года назад +8

    ପ୍ରଣାମ ସାର୍🙏🙏

  • @mukkamadi8183
    @mukkamadi8183 2 года назад +16

    Good lesson by Tara bahina

  • @tudurusika3131
    @tudurusika3131 2 года назад +5

    ଶଳା ନେତା ମନ୍ତ୍ରୀ ରାଜ କୋଷ ଖାଇ ଖୁଳ କରି ସାରିଲେଣି, କୋଉ ଭଦ୍ର MLA କି, ଏମାନେ ଜଣ ସାଧରଣଙ୍କ ଟଙ୍କା ରାଜ କୋଷ କୁ ଖାଇ ଖୁଳ କଲେଣି,, ଏମାନେ କଣ ଜନ ସଧାରଣଙ୍କ ସେବା କଣ କଣ କରୁଛନ୍ତି, ଏମାନେ ପରା ରାଜ କୋଷ ରୁ ଲୁଟି ନେଇ SWICE BANK ରେ ରଖି ଚାଲି ଛନ୍ତି, ସରକାରଙ୍କ ଠୁ ଜନ ସଧାରଣଙ୍କ ପାଇଁ ଯାହା କାମ ଆସିଲା, ସରକାରୀ ଅଫିସର ଆଉ MLA MP ମନ୍ତ୍ରୀ ସମସ୍ତେ PC ନେଉଛନ୍ତି, MLA କଣ ଭଦ୍ର ଦେଖେଇ ହେଉଛି,

  • @bijaykrishnapanigrahy993
    @bijaykrishnapanigrahy993 2 года назад +50

    An MLA is supposed to behave in a sophisticated manner with a Government Officer that to with a Class 1 Officer.Irascible behavior of an MLA towards a Lady Officer in public with derogatory remarks tells upon her dignity and self-esteem. This is quite unfortunate.

    • @badrinarayanjena7615
      @badrinarayanjena7615 2 года назад +2

      This is related to the protest. In democracy the less protest and more assemble debate on the subject is expected. But unfortunately when the system is being approached towards the demand through the last option, "protest" it cannot avoid giving any unconstitutional reasons like, " my lunch time, etc..." . There turned the picture, why this moment has to come when there will be issue of behaviour, avoiding the main topic. Who actually tried to avoid.....the public representative( here the MLA) through his heavy voice or the Government ( here the BDO)....????

    • @goutamnaik1485
      @goutamnaik1485 2 года назад +2

      Bhai all the govt officer are working as order of odisha government.most of the higher office are corrupted

    • @js-wv6wm
      @js-wv6wm 2 года назад +1

      @@goutamnaik1485 bro what about the politicians?

    • @goutamnaik1485
      @goutamnaik1485 2 года назад +1

      @@js-wv6wm the political also very show their powerful . They think they are the king of that locality.

    • @Deepankar_swain
      @Deepankar_swain 2 года назад +1

      I think u must be an ias or oas aspirant.... So speaking for the bdo , which is expected!!! 😂 But remember he is also a member of a legislative assembly. He IS CHOSEN. Not selected. With him people will stand... No surprise. Where Govt. Officials are there to solve the issues of public, not to show off by saying " it's my lunch time...etc" to a public leader. And moreover he wasn't harassing or assaulting that officer not harming her dignity. They are there to listen people, so they will. U know the meaning of protest, right!

  • @gayatritripathy3120
    @gayatritripathy3120 2 года назад +6

    କୋଉ ସମ୍ବିଧାନ ରେ ଲେଖା ଅଛି, ନେତା ହାତ ହଲେଇ ଅଫିସର କୁ ଶୋଧିବେ, ଅଫିସର ତାକୁ ଭଲ ଛାତ୍ର ଭାବରେ ଗ୍ରହଣ କରିବେ। ଏଇଟା କ'ଣ ତାରା ଭାଇ କ ଚାଟଶାଳୀ ର ପାଠ।

  • @bijayakumardash7925
    @bijayakumardash7925 Год назад +2

    Absolutely right directives to unrully officer. It's appreciable

  • @mithunabhoi8732
    @mithunabhoi8732 6 месяцев назад

    ବହୁତ ସୁନ୍ଦର🙏🙏🙏🙏

  • @byangamanbalaram5651
    @byangamanbalaram5651 Год назад +3

    🌹ଵ୍ୟଙ୍ଗ ବାଣ 🌹
    ଏଭଳିଆ ବିଡ଼ିଓ ଙ୍କୁ
    ଜୋତାରେ ପିଟିବା କଥା,,,
    🙏🙏🙏🙏

  • @arunprasaddash1399
    @arunprasaddash1399 Год назад +2

    ବାହିନୀପତିଙ୍କ ପରି ନେତା ସବୁଦଳ ପାଇଁ ଆବଶ୍ୟକ। ଅନ୍ୟ ନେତାମାନେ ତାଙ୍କ ଠାରୁ କିଛି ଶିଖନ୍ତୁ।

  • @madhabkhatua2580
    @madhabkhatua2580 2 года назад +2

    କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକ ଏବଂ ବିଡିଓ ଦ୍ବୟଂକ ମଧ୍ୟରେ ଘଟିଥିବା ଘଟଣା ଦ୍ବୟ ମଧ୍ଯରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟରେ ଆଇନ୍ କିପରି ତା ବାଟରେ ଯାଉଛି ।ଜଣେ ବିଧାୟକଙ୍କୁ ବିଡିଓ କ୍ଷମା ମାଗୁଛନ୍ତି ଓ ଅନ୍ଯ ଜଣେ ବିଧାୟକ ଗିରଫ ହେଉଛନ୍ତି ।କାରଣ ଗିରଫ ବିଧାୟକ ମୁଖ୍ଯ ବିରୋଧୀ ଦଳର ।ଧନ୍ଯ ଓଡିଶା ଓ ଧନ୍ଯ ନବୀନ ଶାସନ ।

  • @sidhantadehury9707
    @sidhantadehury9707 2 года назад +2

    କ୍ଷମା ମାଗିଲେ ମାନେ ସତରେ ଦୁର୍ନୀତି ଗ୍ରସ୍ତ ଅଫିସର ହେଇଥିବ 🤔🤔🤔😂😂😂😂😂

  • @dillipkumar1881
    @dillipkumar1881 2 года назад +30

    Jane Lady OAS officer ate garb.
    Jane senior MLA nku amiti durvyavahar . Odisha ra praya MLA nka abasta amiti.

  • @ANILKUMARSAHOOanilsphysics
    @ANILKUMARSAHOOanilsphysics 2 года назад +12

    Tara Bhai Odisha PCC Heba sahita CM Heba darkar.

  • @Dilipkr744
    @Dilipkr744 2 года назад +18

    MLA is a public representative no doubt but decency/politeness must be there while talking with a class I officer. Has he the guts to talk like this with an IAS officer? Achhi ki dum ....Get out karideba samna ru ....real power of IAS.

    • @bipingomango3698
      @bipingomango3698 2 года назад

      bro ias ki pai loko pai .

    • @bipingomango3698
      @bipingomango3698 2 года назад

      public hathore sabu kichi ias, mla, mp, cm, pm, bdo kono bi chakiri loko nothile kichi sambaba nahi.

    • @Dilipkr744
      @Dilipkr744 2 года назад +1

      @@bipingomango3698 My question was has he ever questioned any IAS? has he the capacity to talk? He should learn decency behaviour how to talk with officers.MLAs assets are doubling but no body cares ..

  • @bapi4urnjoy700
    @bapi4urnjoy700 2 года назад +26

    ତାରା ଭାଈ ତମେ ଜଣେ ଭଲ ନେତା
    ଏ ମାଇକିନା ସାମାନ୍ୟ ଗୋଟେ ଓଏଏସ୍ ହୋଇକୀ ଏତେ ଛଇ

    • @jitanjit
      @jitanjit 2 года назад +13

      ସାମାନ୍ୟ୍ ଓଏଏସ୍ ଓ ଭାଇ ତୋ ଘରେ କେତେ ଅଛନ୍ତି ଗୋଟେ ଦିଟା ଦବୁ

    • @achiever844
      @achiever844 2 года назад +3

      @@jitanjit OAS with lack of talent is very dangerous to society.....

    • @bapi4urnjoy700
      @bapi4urnjoy700 2 года назад

      @@jitanjit ନବୁ ଆଉ ଦବା

    • @jitanjit
      @jitanjit 2 года назад +5

      @@achiever844 talented ତୁମେ ଖୋଜି ଖୋଜି ପାଇଚ , କେବେ ସେ ତାରା ବାହିନୀ ପତି ର ଇତିହାସ ଖୋଲି କି ଦେଖିବା , MLA କେତେ ପାଠ ପଢିଚି , କିପରି ଗୋଟେ ଗୁଣ୍ଡା ମଦୁଆ କିଛି ଲୋକଙ୍କୁ ପଇସା ଦେଇ ନିର୍ବାଚନ ଜିତି ଦଳ ଦଳ ହେଇ କୁକୁରଙ୍କ ଭଳି ଯଦି ହାଲା କରି ଜୟ ଜୟ ର ଗାନ କରିବ ମିଛ କୁ ସତ କହି ତାହା ମାତ୍ର 5ବର୍ଷ ଯାଏଁ

    • @jitanjit
      @jitanjit 2 года назад +5

      @@KNO474 IAS ,OAS ଭଳି ଲୋକଙ୍କୁ ହିଁ ତୋ ଭଳି ଗଜ ମୂର୍ଖ କହିବେ ପୋଷିବା କଥା, କେବେ ତୋ ବାପା ଙ୍କୁ ପଚାରିବୁ ଗୋଟେ clarical ଚାକିରୀ କରିଥିବା ଲୋକଙ୍କୁ ପୋଷି ରଖିଛନ୍ତି କି ନାହିଁ , IAS,OAS ତୋ ଭଳି 1000 ମୁଣ୍ଡ ଥିଲେ ବି ମିଲିବେନି ( ମୂର୍ଖ ଙ୍କ ଆଗରେ ଜ୍ଞାନ ର ଚର୍ଚ୍ଚା , ଘୁସୁରୀଙ୍କୁ ପାଚିଲା କଦଳୀ ଦେବା ସଙ୍ଗେ ସମାନ)

  • @biswodarshiseth9429
    @biswodarshiseth9429 2 года назад +7

    ଓଡିଶା ପଦେଶ ରେ ବିରୋଧୀ ଦଳ ନେତା ଙ୍କ ସୂର କୁ ପ୍ରଶାସନିକ ସ୍ତର ରେ ପ୍ରଧନ୍ୟା ଦେବା ଶୁଭଙ୍କର ଅଟେ @Taraprasad Bahinipati -Odish administrative -Thank you

  • @hariharamahanta375
    @hariharamahanta375 Год назад +1

    ଭାଷଣ ଦେବା ଭଲ କିନ୍ତୁ ଏଇ ମାଡ଼ ମ ଙ୍କୁ ଏତେ ଲୋକଙ୍କ ଆଗରେ ଆଙ୍ଗୁଠି ଦେଖେଇ ବା ତ ଭାଷଣ ନୁହଁ ଆଉ ଗୋଟେ କଥା ଚାଲ ଆମେ ସବୁ ମୁର୍ଖ ହେବା ପାଠ ପଢି କାହିଁକି ନେତା ମାନଙ୍କୁ ଭୁଲ୍ ମାଗିବା ଗୋଟେ ପିଲା ଭଲ ପାଠ ପଢି କଲେକ୍ଟର ହୁଏ କିନ୍ତୁ ଗୋଟିଏ ଗଧ ପିଲା ଫେଲ ହେଇ କିଛି ନ ପାଇ ରାଜନୀତି କରେ ଯେଉଁଠି ନେତା ମନ୍ତ୍ରୀ ଯିବେ ଏଇଠି ତାଙ୍କୁ କେତେ କଲେକଟେର କେତେ ଓ ଆଇ ସି ଆହୁରି କେତେ କିଏ ତା ହେଲେ ପାଠ ପଢି ଲାଭ କଣ ଯଦି ଗୋଟେ ଲୋକ କିଛି ଅପରାଧ କରିଥିବା ନେତା କହିଲେ ଛାଡ଼ି ଦେବେ ତ ପାଠ ର ମୂଲ୍ୟ କଣ ମୁର୍ଖ ରହିଲେ ସବୁଠୁ ଭଲ କାହିଁ କି ନା ଥରେ ନେତା ହେଇ ଗଲେ ଜୀବନ ସୁଧୁରି ଯିବ ଦେଖିନାହାନ୍ତି କଲେକ୍ଟର କୁ କଣ୍ଟ୍ରୋଲ କରୁ ଛି ନେତା ଆଉ ନେତା କୁ କଣ୍ଟ୍ରୋଲ କରୁ ଛି ମୁର୍ଖ ବା ଗୁଣ୍ଡା ଗୁଣ୍ଡା କୁ ନେତା ବି ଡରେ ନ ହେଲେ କେତେ ବେଳେ ଉଡେଇ ଦବ ତେଣୁ ପାଠ ପଢି କଲେକ୍ଟର ହେବା ଅପେକ୍ଷା ମୁର୍ଖ ହୋଇ ନେତା ଉପରେ ରହିବା ଭଲ ଭୁଲ ଥିଲେ କ୍ଷମା ଦେବେ ପାଠ ପଢ଼ି ମାଡ଼ ମ କ୍ଷମା ମଗିଦେଲେ ଆମେ ତ କଉ ଗାଈ ର ଗୋବର ରହିଲି ଜୟ ଶ୍ରୀ ଜଗନ୍ନାଥ ଧର୍ମର ଜୟ ହେଉ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ

  • @sujitpanda1749
    @sujitpanda1749 2 года назад +4

    ଏଭଳି ନେତା ନିହାତି ଦରକାର । ବାହିନୀପତି ଜିନ୍ଦାବାଦ

  • @mjkumarsi4173
    @mjkumarsi4173 2 года назад +1

    Thank u Sir

  • @annapurnapradhan950
    @annapurnapradhan950 2 года назад +10

    What type of behavior is this , please respect her , she is a OAS officer

    • @amiyakumar3548
      @amiyakumar3548 2 года назад +1

      OAS Officer should know how to respect public . This kind of gesture from one OAS Officer is not acceptable at all.

    • @gourangaekka7215
      @gourangaekka7215 2 года назад

      @@amiyakumar3548 correct sir

    • @villagevlogs8606
      @villagevlogs8606 2 года назад

      Correct tara bahini

    • @subhendudas2258
      @subhendudas2258 2 года назад

      Bala na

    • @chandanapradhan3127
      @chandanapradhan3127 Год назад

      Kebe face karichhanti public nku, mla kemiti goda teki basichhi dekhi paruchhanti??? Seita kau type ra etiquette?? Ans ta debe amiya kumar bhai

  • @Bapujipro
    @Bapujipro 6 месяцев назад

    Last re line ku ଆସିଲା officer 😅😂

  • @pnp5354
    @pnp5354 2 года назад +2

    ODISHA RE NOMBER ONE NETA GOOD VERY GOOD 🙏🙏👍👍 TARABABU 🙏 JAYA JAGANNATH 🙏🙏🙏

  • @kunmun9983
    @kunmun9983 2 года назад +13

    Every tahasildar ,bdo r doing same.
    BALIYANTA, BHUBANESWAR TAHASILDAR ATHI LOKON KU LUTUCHANTI

  • @tabarakshaikh310
    @tabarakshaikh310 2 года назад +2

    Very good sir

  • @Laba_Kumar
    @Laba_Kumar 2 года назад +1

    କାଲି ତ Nana k ଆଉ 😂😂😂😂

  • @villagehalchal9049
    @villagehalchal9049 2 года назад

    ବହୁତ ଭଲ ଲାଗିଲା 👍

  • @OmPrakash-ho1uc
    @OmPrakash-ho1uc 2 года назад +2

    Bdo mahasaya vari vari nice

  • @neyadon
    @neyadon 2 года назад +11

    Sir u r behaviour is like gunda not a public representatives.

  • @mamatakhillo6781
    @mamatakhillo6781 Год назад +1

    JP MLA sir very very very good job Sir many many thank you sir 👍👍👍👍❤️❤️❤️❤️❤️❤️🥀🥀🥀🥀🌹🌹🌹🌹🌹👌👌👌👌👌👌🙏🙏🙏🙏💐💐💐💐💐💐💐💐💐💐💐💐

  • @mahendrakoro8188
    @mahendrakoro8188 2 года назад +15

    Taraprasad bahinipati is real politicians hero. Really I am proud of him. Every politicians should act and work like taraprasad bahinipati. All officer must be faithful employee and should be very sincerity to the public

  • @mukkamadi8183
    @mukkamadi8183 2 года назад +2

    Brave lady ...nice debate

  • @rachanadas5717
    @rachanadas5717 2 года назад +5

    BDO haba ta emiti...neta hela boli taku daribe na kn.... jindabad bdo madam

    • @rameshkeshari5325
      @rameshkeshari5325 2 года назад

      Seithi pain ta khyama magile

    • @rachanadas5717
      @rachanadas5717 2 года назад

      @@rameshkeshari5325 seita tankara mahanata khyama magile kahi bhul hei jantini.

    • @rameshkeshari5325
      @rameshkeshari5325 2 года назад

      @@rachanadas5717 amiti mahanata aou dekhaoni Jane government officer se puni Jane BDO Bina bhul re Jane mla ku khyama magibeni ta choda se jemiti kotha kohuthile se ta khyama magila bholia lagu nathile

  • @anantcharanmallick8193
    @anantcharanmallick8193 Год назад

    ନେତା ହେବ ଏମିତି
    ଜୟ ତାରା ବାବୁ। ଜିନ୍ଦାବାଦ

  • @sureshpanda2803
    @sureshpanda2803 2 года назад +1

    Bhalu bhaina is a anti corrupt person . I like bhalu bhaina.

  • @saratnayak1567
    @saratnayak1567 2 года назад +13

    Corrupted Officers should be beheaved like this.Autometically the system will be changed. The poor people will get justice.

    • @amayeekasamantasinghar5161
      @amayeekasamantasinghar5161 2 года назад +1

      Officer corrupted kebala Netanka paen. Neta mane swacha hele officer v corrupted hebeni

    • @AbhijitAVI
      @AbhijitAVI 2 года назад

      Sei Tara Prasad Bahinipati Election time re Ei Govt officers nku paisha magiba Election pain... Tara Bahinipati emiti swachha...

  • @anantacharansahoo325
    @anantacharansahoo325 Год назад

    Great mam....🙏🙏

  • @skindoctor21
    @skindoctor21 2 года назад +1

    ଗୋଟେ ତହସିଲଦାରର କେତେ ସାହାସ ହୋ MLA Sir କୁ ଆଗୁଂଠି ଦେଖେଇ କଥାବାର୍ତ୍ତା କରୁଛି

    • @basudevchanda8583
      @basudevchanda8583 Год назад +1

      Tu maa gia mla ra kukura hei thibu

    • @skindoctor21
      @skindoctor21 Год назад

      @@basudevchanda8583 arey a chhodi pua tu bodhe gote Sarkari ଚାକର sethipain bahut chhodi hauchu MLA ra meaning aage jaane ta pare chhodi habu

  • @himansudash9149
    @himansudash9149 Год назад +1

    କେବଳ ନେତାମାନେ ହାତ ହଲେଇପାରିବେ।

  • @anilkumarnayak7701
    @anilkumarnayak7701 Год назад +1

    Salute 👏

  • @laxmitvr9651
    @laxmitvr9651 Год назад +1

    ଏ କଥା ସିକ ତୁ ନାରୀ ନୁହେଁ

  • @satyabratamahapatra10
    @satyabratamahapatra10 Год назад

    I salute both of you, because of your consine...

  • @kalicharanpanda4079
    @kalicharanpanda4079 Год назад

    Hare krishna.. Very good. Maadi chalo..

  • @satyabhau69
    @satyabhau69 2 года назад +7

    ଏମିତି କାହିଁକି ହେଉଛନ୍ତି, ବାହିନୀପତ୍ନୀ !!

  • @jitanjit
    @jitanjit 2 года назад +6

    କ୍ଷମା ମାଗିଲେ କେହି ଛୋଟ ହେଇଯିବେନି , କିନ୍ତୁ ମନ ରଖ ତୁ ତାରା ବାହିନୀ ପତି ତୁ ମନ୍ତ୍ରୀ ହେଇଯିବୁ କି ବିଧାୟକ ହେବୁ 5 ବର୍ଷ ପରେ ଯଦି ନ ଜିତିଲୁ ଇଲେକସନ୍ ତାହାଲେ ତୋ ପଦ ସାଧାରଣ ଜନତା ଭଳି ହେବ, ତୁ କୋଉ ପ୍ରଧାନ ମନ୍ତ୍ରୀ କି ମୁଖ୍ୟ ମନ୍ତ୍ରୀ ନୁହଁ ଯେ ଲୋକ ମନ ରଖିବେ କିନ୍ତୁ ପ୍ରଶାସକ କେବେ ହେଇପରିବୁନି

    • @dasarathmeher8935
      @dasarathmeher8935 2 года назад +4

      ମନେ ନ ରଖିଲେ କଣ ହେଲା ଲୋକ ଙ୍କ ପାଇଁ ତ ଭଲ କାମ କରୁଛନ୍ତି ସେଇଟା ଲୋକ ଙ୍କ ମନରେ ରହିବ

    • @janardankiro6874
      @janardankiro6874 2 года назад +2

      ଭଲ କାମ କୁ ସମସ୍ତେ ମାନେ ରଖିବେ

    • @thirdeye9492
      @thirdeye9492 2 года назад +1

      Civil servants should be civilized.

    • @nagenkumarmarandi9506
      @nagenkumarmarandi9506 2 года назад +1

      Do you remember who was relief commissionner in 1999

    • @tapanpradhan9678
      @tapanpradhan9678 2 года назад

      Bhai jaha b heu na kahinki public ta manerakhibe na

  • @krushnanayak4908
    @krushnanayak4908 Год назад

    Great job

  • @mrbalaram7017
    @mrbalaram7017 2 года назад +6

    👍👍👍

  • @sarojkumar-qy2zg
    @sarojkumar-qy2zg Год назад +3

    Very good Bhalu Bhai. Officers should be treated like this

    • @ps41122
      @ps41122 Год назад

      govt job baajuni bodhe

  • @hemantakhora8524
    @hemantakhora8524 2 года назад +2

    bhai se amiti re OAS hein nahnti tanko porisramo tankr janichonti...gvt officer poisa khaila kohucho au bainipoti khai nhi kichi.....tk hele to bhai mNe monisoponia dekhao

  • @saradaswain7600
    @saradaswain7600 Год назад +1

    Which law says A politician can shouting over a woman officer. But a strict officer cant shouting over a politician.

  • @dillipkumar1881
    @dillipkumar1881 2 года назад +8

    Naveen Patnaik government re possible

  • @Jagannathdumali-d5z
    @Jagannathdumali-d5z 9 месяцев назад

    Very good

  • @rabinarayanpanda1779
    @rabinarayanpanda1779 2 года назад

    Dhanyabad.tarabhaie.epari.bhabare.sasan.darkar.odishare

  • @rameshkeshari5325
    @rameshkeshari5325 2 года назад

    Bahut badhia

  • @gopinathroutgopi4902
    @gopinathroutgopi4902 6 месяцев назад

    ଏଭଳି ଦଲାଲ୍ ଅଫିସର୍ ମାନଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରିବାକୁ ଦାବି କରାଯାଊ

  • @hemantaprusty9930
    @hemantaprusty9930 2 года назад +1

    Tara Babu superb

  • @premjitgorada6270
    @premjitgorada6270 Год назад

    Tarabahini zindabad
    Proud of koraput,As well as Odisha congress.

  • @SanjayNaik-jw8kj
    @SanjayNaik-jw8kj 7 месяцев назад

    ନେତା ତାରା ସାର୍ ସୁପର

  • @chikunmajhi8044
    @chikunmajhi8044 2 года назад

    Vrey good

  • @robinrana5099
    @robinrana5099 Год назад +2

    BDO IS RIGHT

  • @sdoahcard4640
    @sdoahcard4640 Год назад

    One crore salute you Tara Bhai , Excellent 👍👍👍👍👍.

  • @saratranjanbehera6661
    @saratranjanbehera6661 Год назад

    ସତରେ ତାରା ବାବୁ ଜଣେ ଫିଲ୍ମ ଷ୍ଟାର ଠୁ ବହୁତ ଅଧିକ ସନମାନ ର ଅଧିକାରୀ .... ଓଡ଼ିଶାରେ ଜଣେ ଫିଲ୍ମ କଳାକାର ର ଯେତିକି ସନମାନ ନାହିଁ ତାଠୁ ଢେର ଅଧିକ ସନମାନ ର ଅଧିକାରୀ ତାରା ବାବୁ.....ଏମିତି ସବୁ MLA ମାନେ ହେବା ଉଚିତ......

  • @SudhirBarik-qj5sj
    @SudhirBarik-qj5sj 7 месяцев назад

    Truely power of politician,

  • @sanadasuna9469
    @sanadasuna9469 Год назад

    Ok sir

  • @robin2630
    @robin2630 2 года назад +2

    Tara habildar thila aji mla..kichi kama karuni ta nija pua America re ethi khali role karuchi...Sia MLA ku anguli dekheidela Brave lady eia phata MLA kichi kamaku nuhe...Sia durnti karichi tu kou bhala tu se koraput khai sariluni

  • @commonman159
    @commonman159 2 года назад

    Name kn bdo nka

  • @prasantakumarmahanta7082
    @prasantakumarmahanta7082 Год назад

    Right tara sir emti sabu officer nku sabad kariba darkar

  • @sunilkumarparida6799
    @sunilkumarparida6799 2 года назад

    Good job sir 🙏🙏🙏🙏

  • @jitendrabehera1986
    @jitendrabehera1986 Год назад +1

    Jay bahini pati ❤❤

  • @pnmotivationalquotes
    @pnmotivationalquotes 2 года назад +1

    BDO Transfer heigale bhaii 😁😁🤭 .. Within 10 days.. From Ppd to ____ !

  • @prasanthkumar5427
    @prasanthkumar5427 2 года назад

    Tq tr sir

  • @desikhati462
    @desikhati462 2 года назад

    Good work sir..

  • @moviereview475
    @moviereview475 2 года назад +1

    "ଚାଲୁଣୀ କହୁଛି ଛୁଞ୍ଚି କୁ ତୋ ଦେହରେ ଗୋଟେ କଣା।" ଯେଉଁ ମାନେ comment section ରେ ନେତା ଙ୍କୁ support karuchnti କୁହନ୍ତୁ ଗତ 4-5 ମାସ ବା ବର୍ଷ ରେ କେତେଟା MLA, MP, Sarpanch ଙ୍କ ଉପରେ vighilance raid karichi। Emane 5 Barsha re ଯେତିକି ଖାଉଥିବେ ଅଫସରମାନେ ତାଙ୍କ କ୍ୟାରିଅର ର 9-10 ବର୍ଷର ରେ ସେତିକି ଖାଉଥିବ। ଏଠି କେହି କ୍ଷୀର ରେ ଧୁଆ ନୁହ ତେଣୁ ଅନ୍ୟକୁ କହିବା ପୂର୍ବରୁ ନିଜ ପଛ ପଟକୁ ଦେଖିବା ଆବଶ୍ୟକ।।।

  • @Ayeskant
    @Ayeskant 7 месяцев назад

    Great

  • @parvakarnayak645
    @parvakarnayak645 2 года назад

    Totally understand Long time sarkaar