Thanks MOR SAMIYA chanal, actually you are the great, e sabu lanchua manku enta siksha daun j tankar vitre kokua bhaya srusti heijau, lanch nebar time re mor samiya aasuchhe bhabi ki lanch nebar chhadidebe
Dil se respect hai app ko Nibesh bhai......bahut badhia kamm karsan samajh lagi...Apan nka bhali kichhi imandar loka nkar lagi...samaj ne bharsa banchikari rahesi...🙏🙏🙏💝Ita muin... Angul jila nu dekhuchhe...apana nka vdo ke 😊
ଦାଦା ଆମର ବୌଦ୍ଧ ଜିଲ୍ଲା କୁ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ ❤️❤️❤️
Dhanyawad dada
palasgora ra nuha sa sa haucha barpadar ra faltua ra palasagora na badnam karucha
ବହୁତ୍ ବହୁତ୍ ଧନ୍ୟବାଦ୍ ନିବେଶ ଦାଦା... ❤❤
ଆପନ୍ କର୍ ସାହାସ୍ ଆର୍ ଉଦ୍ୟମ୍ କେ କୋଟି କୋଟି ଜୁହାର୍ 🙏🏻🙏🏻🙏🏻
ଇଟା ଖାଲି ସାଧା ଭିଡିଓ ନାଇ ସେ ଯେ ଦେଖି ଦେମା ଆର୍ ନିବେଶ ଦାଦା ଙ୍କୁ ଧନ୍ୟବାଦ୍ କହି କରି ନିଜେ ଏକା ଇନ୍ତା କାମ୍ କର୍'ମା ... ଦାଦା ଙ୍କୁ ତ ଅଶେଷ ଅଶେଷ ଧନ୍ୟବାଦ୍🎉🎉
ବାକି ଇଥିରୁ ଆମ୍'କୁ ସବ୍'କୁ ସିଖ୍'ବାର୍ କଥା ଆର୍ ଲାଞ୍ଚ୍ ଦିଆ-ନିଆ କେ ପ୍ରୋତ୍ସାହିତ ନି କର୍'ବାର୍ କଥା ନି ହେଲେ ନିବେଶ ଦାଦା ଙ୍କର୍ ଲୋକଙ୍କୁ ସଚେତନ୍ କର୍'ବାର୍ ଏତେ ସବୁ ପ୍ରୟାସ୍ ବେକାର୍ ହେଇଯିବା ... ସଚେତନ୍ ରହୁନ୍ ଆର୍ ଲୋକଙ୍କୁ ବି ସଚେତନ୍ କରୁନ୍... ଯାହା ହେଲେ ବି ଗରୀବ ଦୁଃଖୀ ଲୋକଙ୍କୁ ଇ ସବୁ ସମସ୍ୟା ଜେନ୍ତା ନାଇ ହେବାର୍ କଥା ...
ଧନ୍ୟବାଦ୍ 🙏🏻🙏🏻🙏🏻
1numbar da
ମୋର ସମିୟା ଚ୍ୟାନେଲ ସବୁଠାରୁ ଏକ ନମ୍ବର ସାମ୍ବାଦିକ ❤❤❤❤❤!!
ଓଡ଼ିଶା ର ଏକ ମାତ୍ର ସାମ୍ବାଦିକ ମୋର ସମିୟା ସବୁବେଳେ ସତ୍ୟତା ଉପରେ ଆଧାରିତ ତାଙ୍କର ନ୍ୟୁଜ ଓ ଲୋକଙ୍କ ସେବା ବହୁତ୍ ଧନ୍ୟବାଦ🙏🙏
ସାମ୍ବାଦିକ ଭାଇଙ୍କୁ ବିଶେଷ ବିଶେଷ ଧନ୍ୟବାଦ୍।ସାମ୍ବାଦିକ ଜଗତର ଆଖି ,ସେମାନେ ଯଦି ସଚ୍ଚୋଟ ତେବେ ଜଗତର ଉନ୍ନତି ହେବ ।
Yes 💯 thik
ମୁଇଁ ବି ରେଙ୍ଗାଲି ପଞ୍ଚାୟତ ର ମୋତେ ବହୁତ୍ ଖୁସି ଲାଗିଲା ଯେ ମୋର୍ ସମିୟା କେ ଧନ୍ୟବାଦ୍ ଆସିଥିବା ରୁ 🙏🙏🙏🙏🙏
ସବୁଦିନ୍ ଏନ୍ତା ନିରପେକ୍ଷତା ନିଉଜ୍ କରବେ ବୋଲି ମୋର୍ ଆଶା 👍👍👍
Pura 100% right 👍
ପ୍ରତ୍ୟେକ ସାମ୍ବାଦିକ ଭାଇ ମାନଙ୍କୁ ଅନୁରୋଧ ରିପୋର୍ଟିଂ କରିବାର ଅଛି ଯଦି ଏନ୍ତା ଷଣ୍ଢ ଭଳିଆ ନ୍ୟୁଜ କର । ଧନ୍ୟବାଦ୍ ପାଣିଗ୍ରାହୀ ଦାଦା🙏🙏🙏🙏🙏
1 no bhai
ପଶ୍ଚିମ ଓଡ଼ିଶା ର ଏକ ମାତ୍ର ନିଉଜ ଚ୍ୟାନେଲ ମୋର ସମିୟା,,,❤❤❤❤
Barpari ra bn news ou bargarh ra bargarh tv news bjd ra channel aye
Congress Channel 😂😂😂😊
ସାମ୍ବାଦିକ ହେଵତ ଏମିତି ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା ଧନ୍ୟବାଦ ମୋର ସମିୟା
Morsamian ସାମ୍ବାଦିକ ଭାଇ ମାନଙ୍କୁ ବହୁତ ଧନ୍ୟବାଦ ଇ ଭାଇର ସଚୋଟ ପଣିଆଁ ସମାଜ କେ ଭଲ ବାର୍ତ୍ତା ଦେବା ଇଟା ମୋର ବିଶ୍ୱାସ 🙏🙏
ବହୁତ ଭଲ କରଲ ଭାଇ ଗୋଟିଏ ଗରିବ ଲୋକ କେ ସାହାଯ୍ୟ କରି ଥିବା ରୁ ବହୁତ ବହୁତ ଧନ୍ୟବାଦ୍ ।
ମୋର ସମୀୟା କେ ଧନ୍ୟବାଦ
ବହୁତ୍ ବହତ୍ ଧନ୍ୟବାଦ ଦାଦା, ଏନ୍ତା ସବୁଦିନ ସଚ୍ଚୋଟ କାମ କରୁଥାଉଁନ, ଆମର ପୁରା ସପୋର୍ଟ ଅଚ୍ଛେ ଆପଣଙ୍କର ଉପରେ ❤❤❤
Brave journalist❤❤❤ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ,ଝାରବନ୍ଦ ବ୍ଲକ ସବୁ ପଂଚାୟତର ଗାଁ ମନକୁ GRS ଚୋର ମାନେ
ସବୁ ବ୍ଲକ୍ ରେ ସମାନ ଆଏ.
ସବୁ grs ପଇସା ଖାଉଛନ୍ତି
Right katha jharbandh block re bahut enta kam hau6
@@prakashmallik1686thik karuchhan
Right katha
ଦାଦା ଆପଣ ଙ୍କ ଚିନ୍ତା ଧାରା ବହୁତ ଗୁରୁତ୍ୱ ପୂର୍ଣ୍ଣ, ଆପଣ ଭବିଷ୍ୟତ ରେ ବହୁତ ବଡ଼ ଲୋକ ହେବେ
ଲୋକଙ୍କର ବିଶ୍ୱାସ ନାଇଁ ଭାଙ୍ଗବ ଭାଇ..... ଦିନେ କେ ଆମେ ଆମର ଆବାଜ କେ ଉଠାବା ବୋଲି ସେ ପୁହୁରି ଚେନେଲ କେ ସପୋର୍ଟ କରୁଥିଳୁଁ.... କିନ୍ତୁ ସେ କାଣେ ଆବଜ ଉଠାବା, ସେ ଅଲଗା ଲୁକ୍କର ଆବାଜ କେ ଆନିକରି ଆମକୁ ସୁନାଉଥିଲା.... ତ ବଦଳିନାଇଁ ଯିବ ଭାଇ 🙏
ସବୁ ବ୍ଲକ ସବୁ ପଞ୍ଚାୟତ ର GRS ମାନେ ପଇସା ଖାଉଛନ , ,ବହୁତ୍ ଅନ୍ୟାୟ କାମ ମାନେ କରୁଛନ୍
ମାଡିଚାଲ ଦାଦା....
ଦାଦା ଆମର ଇନ ବହୁତ ଏନ୍ତା ହେଉଛେ ଧନ୍ୟବାଦ୍ ଆମର କଣ୍ଟାମାଳ କେ ଆସି ଥିବାରୁ
Mor samiya no 1 chanel heba ek din Jay ❤❤ maa samlei
ଓଡ଼ିଶା ରେ ଖାଲି ମୋର ସମିୟା ନିଉଜ୍ ର ଦମ୍ ଅଛେ ଉଚିତ ଜବାବ୍ ଦେଉଛନ ଧନ୍ୟବାଦ ମୋର ସମିୟା ନିଉଜ୍ କେ
ବହୁତ୍ ବଢିଆ ସାମ୍ବାଦିକ ଭାଇମାନଙ୍କୁ
ଏନ୍ତା ସେବା କରୁଥାନ୍ତୁ..ଲୋକଙ୍କ 🎉
It is good work.
Such a Fearless Reporting 💪 Salute to u
ପ୍ରାୟ ସବୁ ମିଡିଆ ପଇସା ନଉଛନ ଆଉ ପଇସା ନେଇ ଦେଲେ news କରୁଛନ୍ ପଇସା ଦେଲେ news କେ ନେଇ ଦେଖାବାର
U wright
Geat ସାମ୍ବାଦିକ 🙏🏻🙏🏻🙏🏻👍🏻
Mor samiya garib dukhi mankar samiya Pachim odisha ra nua samiya ❤❤❤
ବହୁତ୍ ବଢିଆ ଭାଇ ଧନ୍ୟବାଦ୍ ଭାଇ ସବୁ ଗାଁ ର ଜି ଆର୍ ଏସ ଏନ୍ତା କାମ କରୁଛନ୍ ତେଣୁ ଭାଇ ଆପଣଙ୍କୁ ଅନୁରୋଧ ଜେ ସବୁ ଓଡିଶା ର ଜି ଆର୍ ଏସ କୁ କଡା ଜୱବା ଦିଆଯାଉ
No 1 News Channel ପଶ୍ଚିମ ଓଡିଶା ର ❤🙏
ବହୁତ୍ ବହୁତ୍ ଧନ୍ୟବାଦ୍ ❤️ମୋର୍ ସମିୟା ଚ୍ୟାନେଲ୍ ର ସାମ୍ବାଦିକ୍ ଦାଦା ମାନଙ୍କୁ 🙏🙏 ପଶ୍ଚିମ୍ ଓଡ଼ିଶାର୍ ଏକ୍ ନମ୍ୱର୍ ନିଉଜ୍ ଚ୍ୟାନେଲ୍।❤️❤️🙏ଜଏ ମାଁ ସମଲେଇ 🙏❤️
Salute Bhai apanankar Katha au duty Dil se
Mor Samiya news channel is the best News channel in Koshalanchal (Pachim odisha) ❤️❤️❤️
Thanks MOR SAMIYA chanal, actually you are the great, e sabu lanchua manku enta siksha daun j tankar vitre kokua bhaya srusti heijau, lanch nebar time re mor samiya aasuchhe bhabi ki lanch nebar chhadidebe
Paschim odishar best reporter
Sach tak news aau mor samiya news numbar 1 thanq dadabhastchar badichalichhe
ଆଜ୍ଞା ବରଗଡ଼ ରେ ତୁମର ବାଗିର news ଵାଲା ଦରକାର, (best news ମୋର ସମୀୟା
ମୋର ସମିୟା କେ ବହୁତ ବହୁତ ଧନ୍ୟବାଦ୍ 🙏🙏❤️❤️
Mor samiya is a Best news ❤❤❤ very good dada
ବହୁତ ବଢିଆ ନିବେଶ ଦାଦା...
ମୋର ସମୀୟା best news channel... 🙏🙏🙏
Superb🎉🎉
Watching from BARGARH DIST.
ODISHA (INDIA)
ଧନ୍ୟବାଦ ନିବେଶ ଆଜ୍ଞା
ଧନ୍ୟବାଦ ଦାଦା ଏନ୍ତଆ ସାମ୍ବାଦିକ ରହେଲେ ଆମର ରାଜ୍ୟ ସୁଧିରିବା
1 numbar repoter sir mor samia 1 numbar🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ ମୋର ସମିୟା
ବହୁତ ବହୁତ ଧନ୍ୟଵାଦ ଦାଦା @ମୋର ସମିୟା🙏👍👍👍
ଧନ୍ୟବାଦ ଭାଇ ମୟୁରଭଞ୍ଜ ରୁ ଜଣାଉଛି
Really sir selute 🙏 tm bhali reporter mui first time dekhu6 really i proud of you sir
ଦାଦା ତୁମର ଭଳିଆ ମିଡ଼ିଆ ଦରକାର୍ ସବୁ ଅଂଚଳ ରେ ଜୟ ମୋର୍ ସମୀୟା 👍🙏🙏
ତମକୁ କୋଟି କୋଟି ଜୁହାର🙏🙏 ଦାଦା ମିଡିଆ ରୂପରେ ତୁମେ ଗରିବ ଲୋକର୍ ଭଗବାନ୍ ଆଏ ଦାଦା 🙏🙏🙏🙏
ସବୁ ସାମ୍ବାଦିକ ଇ ଭାଇ ଲେଖେ ଏନ୍ତା ସଚୋଟ ହେବାର କଥା,ଆଉ ତାର ଲାଗି କିଛି guideline govt. ତରଫ ନୁ ହେବାର କଥା 🙏great work ପାଣିଗ୍ରାହୀ bro.
King of western odisha💥
💪 Really u r very brave sir 💪 solute to you
Keep it up ❤❤❤
Love from Nuapada.....😊
Corruption ta corruption ae ....
Good work .....
RI Office au Tahasil Office Ade b tk dekhun....
ସବୁ ଠାରୁ ଏ news ଖାଶ ହେଲା ନିବେଶ ଦାଦା
କଳାହାଣ୍ଡି କୋକସରା ରୁ
Ur type of reporter very essential for our society ❤❤❤ well done 👍 go ahead big brother ❤
Jay ho mor samiya🙏🙏🙏. Jay koshal❤❤❤❤. Jay maa samlei🙏🙏🙏
Madi chala dada
Real hero ମୋର୍ ସମିୟା
Dil se respect hai app ko Nibesh bhai......bahut badhia kamm karsan samajh lagi...Apan nka bhali kichhi imandar loka nkar lagi...samaj ne bharsa banchikari rahesi...🙏🙏🙏💝Ita muin... Angul jila nu dekhuchhe...apana nka vdo ke 😊
ବହୁତ ବହୁତ ଧନ୍ୟବାଦ ସାର,
ମୋର ସମିୟା ଲୋକଙ୍କୁ ଉତ୍ତମ ସେଭା ଯୋଗାଉଛେ, ଦୁଃଖୀ ର ସହାୟତା ଚେନାଲ 🙏🙏🙏
Hmm sir...right journalists in odisha...hat's off your dedication sir....!
Thank you very much for your conversation and help to the poor people. God bless you.
ବହୁତ୍ ଦୁଖର କଥା ଅୟେ.... ଆମର ସାଙ୍ଗେ ଭି ହେନ୍ତା ହେଇଛେ.... ଆଜ୍ଞା.... ଇ ବିଷୟ ରେ ଏକ୍ସନ ନେବାର କଥା..... ଗରିବ ଲୋକକେ ବହୁତ ଲୁଟୁ
ଛନ(ଝାରସୁଗୁଡା)
ପଇସା ନି ଦେଲେ ବିଲ ପାସ ନି କରୁ କହୁଛନ.....
ଈ ମାନଙ୍କର ଉପରେ କାର୍ଯ୍ୟନୁଷ୍ଠାନ ନେବାର କେ ପଡବା ଆଜ୍ଞା...
I proud you ..jaha hau aamar paschim odisha re jane nishpaksha patrakar te achan
ଅଲଗା ଲୋକଙ୍କ ର ଲାଗି ୧୦୦୦ କମ୍ ହେଇପାରେ ହେଲେ ଗରିବ ଲୋକକୁ ଶୋଷଣ କରୁଛନ ହେନ୍ତା GRS ମାନେ।
ଆଉ ଇନ୍ଦ୍ରାବାସ ଘର୍ ଗରିବ ଲୋକେ ହି ଦିୟା ଜାୟେଶି।
ଆମର ପାଟଣାଗଡ ବ୍ଲକ ର ତମିଆ ପଞ୍ଚାୟତ ରେ ଇ ସବୁ ବହୁତ୍ ଚାଲିଛି , ବହୁତ ଧନ୍ୟବାଦ୍ ସର୍
Bahut bahut dhanyawad dada aau juhar🙏🙏🙏
God blessed Nibesh panigrahi Bhai 👍 Best reporter
ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଉପରେ ଟିକେ ନଜର ଦେଇକି ଯିବେ ସାର
Ek number news mor samiya 💝
Real Hero you are😎❤
Great news... Salute 👍👍👍
ଧନ୍ୟବାଦ ମୋର୍ ସମିୟା।
Real reporter, God bless you
I salute mor samiya
Thank you Mor Samiya News. Superb step
ଧନ୍ୟବାଦ ନିବେଶ ଦାଦା ଆମ ଜିଲ୍ଲା କୁ ଆସିକି ସବୁ ପର୍ଦାଫାଶ କରିଛନ
Nibesh Sir very honest person and honest journalist Salute Sir ji
ମୋର୍ ସମିୟା ଜିନ୍ଦାବାଦ
Thanks dada
Thank you mor samiya news k
Proud to be ମୋର ସମୀୟା ❤
ବହୁତ୍, ବହୁତ୍ ଧନ୍ୟବାଦ୍, ଦାଦା,ତୁମକୁ
Mor samiya nu sikha bo Puhuri channel(Pahara tukel power) bale
E mankar ta chiri heba
I salute u...u r the proud of society
Dada tme mahan 🙏
100% mor samya chennel k bahut bahut dhanyawad sir aenti news Mane asle j Kari corruption Kam heba
❤❤❤❤Jay balangir mor samiya ❤❤❤❤❤
Bahut bahut dhanyabad inta news dekhabar lagi
Wel come mor samya boudh dist🎉
Very Nice bro 👍🥰👌 Love from Nabarang pur ❤️🇮🇳
Thank you dada amar anchal k asithibaru
ମୋର୍ ସମୀୟା ନ୍ୟୁଜ୍ ଚେନାଲେ କୁ ଆଶିଷ ଆଶିଷ ଧନ୍ୟବାଦ୍ ଦେଉଛେଁ U are great job sir
Salute.......
ଜୟ ହୋ ମୋର୍ ସମୀୟା king 👑 of ମୋର୍ ସମୀୟା
A great man birth in Balangir soil...Realy it proud for us dada❤❤❤
Bahut bhal kaam te kala bhai .....great job salute to you.... Common people lagi tame masiha bhai
nibhesh daa bhalia news darkar paschim odisha ke jay maa samlei jay shree ram
Nivesh Paani grahi mor samiya🎙️ Zindabad Jai Shri Ram jai Bageshwar Sarkar Namaskar
Khatara repetor nibesh panighari ❤❤❤
Good work daa balangir lagi Bahut garab Jay maa samlei apan ku sabu bele bhl se rakhi thaun
Ek number dada
Honest journalist of India Nibesh Sir