Khana huda kuda kale kaa didi jee bhal tamake takar behave bhal nai lag la chot katha ke ka je bade te Karu cha jadi tamake jane bar bar gute katha pacha ra ba tame ka kaam Karu thiba aar bar baar disturb kari aas ba Tamar behaviour bhi henta eka heba bhujulu
Khana huda kuda kale kaa didi jee bhal tamake takar behave bhal nai lag la chod katha ke ka je bade te Karu cha jadi tamake jane bar bar gute katha pacha ra ba tame ka kaam Karu thiba aar bar baar disturb kari aas ba Tamar behaviour bhi henta eka heba bhujulu
Kana dada 12 year hela naa job Karu chan he didi mane regular nai kar bar tali tanku mase kana 1 year bana kari diya darma tamar kana jiba bhal khali comment te kari dele Sari. Jiba ja tame bhi duty karba Tamar jaga re dekha ma tame kenta behaviour deo cha je dekha maa
Kana pari nai hela kana bhul kale ka dada se didi ekla achan aar tanku tame 5 jan jiba aar doctor kaahi gale doctor kahi gale doctor ra PA nai se nurse mane je takar khoj khabar rakha be hela log mane irritate kari dele nai Tamar bhi henta avastha heba bujala
@@therealindian9390tame sabu cmt re reply deuchha...bodhe tame gute nurse aa ....hele e ta b sat aai j kete nurse achhan Jen mane bhal behave karsan AAU maximum nurse achhan Jen mane bhal behave nai Karan...so accept the truth.
ONLY Chief District Medical Office (CDMO) is responsible for this . at the same time concern Medical officer (MO) negligency and behaviour of nursing staff showing, that how much they worried about healthcare of vulnerable section of society. REASON BEHIND THIS TYPE OF BEHAVIOUR IS 1) lack of ethical education 2) getting job without meritbased 3) not having any idea of skill we condemned this type of behaviour towards media person as well as people. CDMO Should take action against nursing staff and doctor . Government should focus on infrastructure development. #from tusra youth voice
ଇ ସମାଚାର ଟା ଲୋକ ଲୋଚନ କେ ଆଣି ଥିବାରୁ ଆପଣ ଙ୍କୁ ବହୁତ୍ ଧନ୍ୟବାଦ୍
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
Tautar MEDIA pila HERO bhabu chi nij ku😂😂😂😂😂
ଆମର୍ ତୁଷୁରା hospital ର ସତ୍ୟତା ସାମ୍ନା କେ ଆନ୍ ବାର୍ ଲାଗି ବହୁତ୍ ବହୁତ୍ ଧନ୍ୟବାଦ୍ ଦାଦା 🙏😊
ତୁସୁରା ଗ୍ରାମ ର ସବେ ବାହାରି କରି କହୁନ ଖାଲି 2 ଜଣ ସତ୍ୟତା କେ ଆନବାର ଲାଗି ଚାହେଲେ ନାଇଁ ହେଇପାରେ
ଦଦି ଭାରି କଡା ଅଛନ
@@tarusahu194 😁🤣
Proud ବେଟା ❤❤
Kana satyata tame nije nai jani thiba
Tusura action committee k bahut thanks ତାର ସାଙ୍ଗେ ମୋର୍ ସମୀୟ ଭାଇ
Good job❤❤❤❤❤❤❤
ମୋର ସମୀୟା ସବୁ ବେଳେ ଆମର ସାଧାରଣ ଲୋକଙ୍କ ଅଧିକାର ପାଇଁ ସବୁ ବେଳେ ପ୍ରୟାସ ରେ ଲାଗି ରହିଛି 🙏
ମିଡ଼ିଆ ଭାଇ କେ ଅଶେଷ ଧନ୍ୟବାଦ୍
ତୁଷୁରା ର ସ୍ୱାସ୍ଥ୍ୟ ସେବା ର ଅସଲ ଚିତ୍ର ଦେଖାବାର ଲାଗି ବହୁତ ବହୁତ ଧନ୍ୟବାଦ ମୋର ସମୀୟା.. କେ
Kana aasala chitra ho tame kana jani cha ka khali comment bhuki dele gala nai kaa duty kenta 1 din khali duty kara Tamar maza bahari jiba
ଠିକ୍ କହେଳେ ସାର୍
Bahut bhal kahuchhan sir
Kaam jadi vid heuche bele Kaam chadi diya
ଅସଲ ଚଳଚ୍ଚିତ୍ର ତ ଲୁଚି ରହି ଗଲା,ଡକ୍ଟର present ନି ଥାଇ କିନ୍ତୁ staff ମାନଙ୍କୁ ଦୋଷ ଦିଆଗଲା,ତାଙ୍କୁ humiliate କରାଗଲା ।
ଇ ଦିଦି ମିଡିଆ ସାମନେ ଯଦି ଏନ୍ତା ବ୍ୟବହାର ଦଉଛେ ରୋଗୀ ମାନଙ୍କୁ ଆରୁ କେନ୍ତା ବ୍ୟବହାର ଦଉଥିବେ।
Sat Katha
Sat katha
@@bikashmajhi8428didi kahake bhedbhav ni Karan...sabke saman dekhsan
Khana huda kuda kale kaa didi jee bhal tamake takar behave bhal nai lag la chot katha ke ka je bade te Karu cha jadi tamake jane bar bar gute katha pacha ra ba tame ka kaam Karu thiba aar bar baar disturb kari aas ba Tamar behaviour bhi henta eka heba bhujulu
Khana huda kuda kale kaa didi jee bhal tamake takar behave bhal nai lag la chod katha ke ka je bade te Karu cha jadi tamake jane bar bar gute katha pacha ra ba tame ka kaam Karu thiba aar bar baar disturb kari aas ba Tamar behaviour bhi henta eka heba bhujulu
ଏମାନେ ଗୋଟେ ଗୋଟେ ମନ୍ତ୍ରୀ ପରି ହେଇଁ ଯାଉଛନ୍ତି... ସରକାରୀ ଦରମା 2ମାସ ବନ୍ଦ କରିଦେଲେ ଠିକଣା ପାଇଯିବ.
Kana dada 12 year hela naa job Karu chan he didi mane regular nai kar bar tali tanku mase kana 1 year bana kari diya darma tamar kana jiba bhal khali comment te kari dele Sari. Jiba ja tame bhi duty karba Tamar jaga re dekha ma tame kenta behaviour deo cha je dekha maa
ରାଇଟ କଥା କାହେଲେ 🙏🙏
@@himanshunaik198 🤣🤣🤣🤣apana pura fit aaru
@@therealindian9390aaaa re,,,,fd_🚗🏣 se eee 4:25 ²²2222222 we\ew⅔😂 we wè⅗3333fd
Very good news ମୋର ସମୀୟା
ଇ ନର୍ସ ମନେ ତ ଡାକ୍ତର ମାନକର ନୁଁ ଭିଲ ବଡ଼ ବଲି ଭାବୁଛନ ଆଉ ରୋଗୀ ମନ କୁ ତ ଏତେ ହୀନ ଭାବୁଛନ ନାଇଁ କହେବାର ଟା ଭଲ ହେବା ତଥାବି ନିବେଶ ଭାଇ ବହୁତ ସୁନ୍ଦର 👍👍
ତୁଷୁରା Medical ବଳି କରି ନିସେ ଆଜ୍ଞା ପଶ୍ଚିମ ଓଡ଼ିଶା ର ସବୁ Govt.. Medical ର ୯୯% ନର୍ସ ମାନଙ୍କର ବ୍ୟବହାର ଏନ୍ତା ଥିସି । Sir mor gute request ଆପଣ ବୁର୍ଲା govt medical କେ ଥରେ ଆସୁନ।🙏🙏🙏
Didi. Mananku. Public. Pita
@@NakulKisan-in5le kana bade ta kari dele je pita ba
Sat katha
Good Job
E meheji ke Kia ghihei DEI che@@MKM545
ମୋର ସମୀୟା ଦାଦା ଜିନ୍ଦାବାଦ 💪
Jindabad
Bekar jinis dekheyi kari views ra lagi aar tame support Karu cha nai kaa pagl mane
Tamar ghare kiye bhi hospital re job nai Karan nai ta tame janta je nurse mane kana karsaan je
@@therealindian9390tame sabu comment re reply kn j deuchha
@@therealindian9390 mu janichi bhai tu aau support re ko na. Govt servent toh loko mnkor pain. Jadi darma milu nh chadi dio job.
Thank you reporter brother,,, ଏମିତି ପ୍ରତ୍ୟେକ ମେଡ଼ିକାଲରେ ଆପଣଙ୍କର ଯିବା ଜରୁରୀ,, ଏମିତି ଅନେକ ମେଡିକାଲ ଏପରି ଅବସ୍ଥାରେ ଅଛି,,
Right kahuchan
ମୋର ସମୀୟା, ରେପୋର୍ଟରଙ୍କ ବିରତ୍ଵ ପାଇଁ ଆମେ ସରକାରୀ ଅମଲତନ୍ତ୍ରି କୁକର୍ମୀଙ୍କ କାରନାମା ଜାଣିପାରୁଛି ।ଧନ୍ୟବାଦ ଭାଇ ।
ବହୁତ୍ ସୁନ୍ଦର୍ ରିପୋର୍ଟର।god bless u sir
ଆମର ପଶ୍ଚିମ ଓଡିଶାର ଦମ୍ ଦାର୍ ଚେନାଲ୍ " ମୋର୍ ସମିୟାଁ " ଜୟ ହୋ ...
ବହୁତ ବହୁତ ଧନ୍ୟବାଦ ମୋର ସମୀୟା news କେ ଅନ୍ୟାୟ ଲାଗି ରିପୋର୍ଟ କରିଥିବା ରୁ
ବହୁତ ଭଲ କାମ କରୁଛନ୍ତି ସାମ୍ବାଦିକ ଭାଇ 💪🏻🙏🏻💪🏻💪🏻💪🏻💪🏻
ଏ ବୁଆଗୋ ଇ ଦିଦି କେ କିଛି ନେଇ ପଚରାହ ଦିଦି ମିଡିଆ ବାଳା କେ ଦେଖିକରି ଡରିଜୋଉଛନ ଧଇଁସଇଁ ହେଇ ଜୋଉଛନ 😂😂😂😂😂😂😂
ବାଃ ବାଃ ଦାଦା 👏 ବଢିଆ reporting ଓଡ଼ିଶାର ମନୀଷ କଶ୍ୟପ ଆଓ ତୁମେ❤️❤️❤️
Pura manis kashyap aa dada
Yes,
ଧନ୍ୟବାଦ୍ ନିବେଶ୍ ପାଣଗ୍ରାହୀ ଦା ।।
ଏତେ ବଢ଼ିଆ news Published କାରବାର ଲାଗି।
God bless you da🙏
ବହୁତ ବହୁତ ଧନ୍ୟବାଦ ଭାଇ ମୋର ସମିଆଁ 👍.....
Best news channel bahut dhanyawad sir babu
ହରମୀ ନର୍ସ ହରାମୀ ଡଃକ୍ଟର ମାନଙ୍କୁ ସରକାର ଏବଂ ବିଭାଗୀୟ ମନ୍ତ୍ରୀ ନିଶ୍ଚିତ ଭାବରେ ହରମୀ ନର୍ସ ଡଃକ୍ଟର ମାନଙ୍କୁ ବାହାର କରନ୍ତୁ । ଏବଂ ନୂଆ ଲୋକମାନଙ୍କୁ ଭର୍ତ୍ତି କରନ୍ତୁ।
Best news channel....bhut dhanyawad sir sabu essential news mne dekhauchan..... great job🙏🙏🫡🫡🫡🫡🫡🫡
ବହୁତ ବହୁତ ଧନ୍ୟବାଦ ମୋର ସମିଆ ସବୁବେଳେ ସତ୍ କଥା ନିଉଜ ଦେଖାଉ ଥିବାରୁ ତାଙ୍କୁ 🙏🙏🙏🙏
ମୋର୍ ସମିୟା ଜିନ୍ଦାବାଦ୍, ଓଡ଼ିଶା ର ଏକ ନମ୍ୱର୍ ନିଉଜ୍ ଚେନାଲ୍
ନିବେଶ ଦାଦା ଧନ୍ୟବାଦ୍❤
💐💐💐💐💐💐
ଏନ୍ତା ଦୁର୍ନୀତି ବିରୋଧ ରେ ସବୁବେଳେ ଆପଣଙ୍କର ଦୃଷ୍ଟି ଥାଉ,ପ୍ରଶାସନ ସରକାର୍ ଆଗରେ ଜବାବ୍ ରଖୁନ୍, ସମାଜ୍ କେ ସୁଧୁରା ବାର୍ ଲାଗି ସବୁବେଳେ ପ୍ରୟାସ ଜାରି ରଖି ଥାଉଁନ୍ l
Nurse ଚାକିରି କରୁଛ ଦିଦି ମାନେ ଆଉ ଟିକେ ବି ମେନୋର୍ ନାଇ ନ କଥା ଲାଗବାର୍
Sir...salam...
Tumor pori news reporter all odisha ro kamo kole odisha NO.1 hebo..
ବହୁତ ସୁନ୍ଦର ଆପଣ ମାନେ ଗାଁ ଗାଁ ବୁଲି ଲୋକଙ୍କ କଥା ସରକାର ଜଣାଇବେ। ଧନ୍ୟବାଦ,ଆଜ୍ଞା।ଦେଖୁତ କେନ୍ତା ଥରୁଛନ। ଦରମା ଖାଇ ଦା ଦାଦେଖେଉଛନ। ସ୍କୁଲ ମାନଙ୍କ ଯାଉନୁ।
ଅନେକ ଅନେକ ଧନ୍ୟବାଦ sir
ମୋର୍ ଗୋଟେ ଅନୁରୋଧ ଆପଣଙ୍କୁ କି ଗ୍ରାମାଞ୍ଚଳ ରେ ହେଉ ଥିବା VHND ଆଉ ଟୀକାକରଣ ଦିବସ୍ ରେ ବି ଅନେକ ପ୍ରକାର ଅବହେଳା ରହୁଛି ଆମର ଅଞ୍ଚଳ ରେ ସେ ସମସ୍ୟା କେ ଟିକେ ଲୋଲ ଲୋଚନ୍ କେ ଆଁଲେ ବହୁତ୍ ଭଲ ହେତା sir
ଇ ପ୍ରକାର ଡାକ୍ତର / ଡାକ୍ତରଖାନା ଥେଇ ନେଇଥେଇ କରି ଲାଭ କାଣା ? ବଲାଙ୍ଗୀର CDMO ଦୟାକରି ଇ ଭିଡ଼ିଓକେ ଟିକେ ଦେଖୁନ୍ । ଜାଗୃତି ଲାଗି " ମୋର୍ ସମିୟା" କେ ଧନ୍ୟବାଦ୍ ।
Cdmo ke pare prof darkar henta video dekhale nai hua prof darkar dekhi sarle pare karjanuthan nebe 🤣🤣🤣🤣
ଡାକ୍ତର ଠାରୁ ଇ ପ୍ରକାର ନର୍ସ ମାନେ ସବୁ ହସ୍ପିଟାଲ୍ ରେ ବ୍ୟବହାର ବହୁତ୍ ଖରାପ ଦେସନ୍ ନା ।
Thank you ripotar bhai
ମୋର ସମୀୟା best youtube channel
Yotube ni balba dada digital news
Not RUclips channel News channel only,,🙏 thanks
Bala channel
ଇଥିରି ଲାଗି ଆପଣ ମାନେ ଖୁସି ତ🎉 ଇଟା ପାନଡୁ ରୁ ଉନତି ଆଏ🎉ମୋର ସମିଆ ଜିଦାଂବାଦ🎉
ନର୍ସ ଦିଦି କେ ପାରି ନେଇ ହେଲା ଦାଦା
The atmosphere is filled with the sound of Hare Krishna Hare Ram, thousands of dev… See more
Kana pari nai hela kana bhul kale ka dada se didi ekla achan aar tanku tame 5 jan jiba aar doctor kaahi gale doctor kahi gale doctor ra PA nai se nurse mane je takar khoj khabar rakha be hela log mane irritate kari dele nai Tamar bhi henta avastha heba bujala
Nurse man kar duty easy nuhe aaye dada
Easy nuhe bele kyan Kari Karuchan duty chadi debar katha @@therealindian9390
ଧନ୍ୟବାଦ ମୋର ସମୀୟା news ଚାନେଲ କେ. ତୁଷୁରା ହସ୍ପିଟାଲ ର ସତ୍ୟତା ସାମ୍ନା କେ ଆନବର ଲାଗି. ❤❤❤
ମିଡ଼ିଆ ଦାଦା manke bahut bahut dhanyawad e sabu dekhbar lagi
ସାମ୍ବାଦିକ ର ବ୍ୟବହାର ନେତା ଭଳି ହେବା ଅନୁଚିତ୍।
ମିଡିଆ ଏବଂ ସ୍ବେଛାସେବୀ ଙ୍କର ସାଙ୍ଗେ ଏପରି ବ୍ୟବହାର କରୁଛନ୍ତି ତ ଆମ ଜନତା ଙ୍କୁ କିପରି ବ୍ୟବହାର ଦେଉଥିବେ ଏଥିରୁ ଜଣା ପଡୁଛି l
Haa kanaa kharab kale kaheba ka bhai kar murder kale ka je henta bali kahu cha
@@therealindian9390tame sabu cmt re reply deuchha...bodhe tame gute nurse aa ....hele e ta b sat aai j kete nurse achhan Jen mane bhal behave karsan AAU maximum nurse achhan Jen mane bhal behave nai Karan...so accept the truth.
ସରକାରୀ ଚାକିରୀ ତ ସେଥିର ଲାଗି ଚରଵି ବଢ଼ି ଗଲାନ ।
ସୁସ୍ଥ ନବୀନର ଅସୁସ୍ଥ ବ୍ୟବସ୍ଥା,🎉
Mor samiya sir aapanku bahut bahut dhanya wad🙏
Best news channel
MOR SAMIYAN thanx
Right mor samiya news
Right 👍👍 mor samiy news
ନବୀନ ବାବୁଙ୍କ ବିଶ୍ଵ ସ୍ତରୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା।
ନବୀନ ସରକାର ସମୟରୁ ସରକାରି କର୍ମଚାରି ମାନେ ଏହି ପ୍ରକାର ଆଶାଳିନ ଭାଷା ଓ କର୍ତ୍ତବ୍ୟ ରେ ହିନ ମନ୍ତବ୍ୟ ଦେଈ ସମାଜ ଓ ନିଜର ଚାକିରୀ ଖେତ୍ରକୁ ବି ସମସ୍ୟା ଘେର କୁ ଟାଣି ଆଣୁଛନ୍ତି ନୁତନ ସରକାରଙର ତଦାରଖ ସଂସ୍ଥା ତଦାରକ୍ କରିବା ଗଣ ତାନ୍ତ୍ରିକ ପଦତିର ପ୍ରଥମ କର୍ତ୍ତବ୍ୟ ।❤
Excellent social work so go ahead.so many many thanks with great social work.
ଇଟା ତ ତୁଷୁରା ରେ ଏତେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେନ୍ ନର୍ସ ମାନେ ଅଛନ ସେ ମାନଙ୍କୁ କଥା ପଦେ କହିନାଇ ହେବାର....... ନିଜକୁ ନିଜେ ଡକ୍ଟର ରୁ ଆଉ ବଡ଼ ବଳିଭାବୁଛନ....... ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଇ ଉପରେ ବିଶେଷ ଭାବେ ଧ୍ୟାନ ରଖବେ ବୋଲି ଆଶା...... ଧନ୍ୟବାଦ୍ ମୋର୍ ସମୀୟା କେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକ ଲୋଚନ୍ କେ ଆନ୍ ବାର ଲାଗି
Kana kahiba ke chahu cha he duty tamake easy lagu che kaa tame dine kari dekha kaa je tar pare janba
Nai bhi sabu nurse samiti nuhanti
@@therealindian9390tame Ken hospital buli6 ho bad bad katha lagu6 ...Ken govt.. hospital ra b have...vl a6e kahata...
ପହେଲା ନର୍ସ ଆଉ ଦିଦି ମାନକେ କଥା କହିବାର ଶିଖାଅ
Pura j se mane nij k nij doctor nu bad vabsan
ପାଗଳ ହୋଇଗଲୁ ky ରେ
Hetake kiye doctor kala j buaa
Tume mane to headmaster ye @@Deep_u
@@abhisekchouhan5822hetki Katha Dr age kahta n
Best news
Best News Channel ❤❤❤❤
ନୀହାତୀ ଭାବରେ ଉଚିତ କାର୍ଯ୍ୟ ନାଇ କ୍ରବାର CDMO ଆଖିଆ କୁ ବିନିତ ଅନୁରୋଧ ଯେ ଉଚିତ ପଦକ୍ଷେପ ନିଅନ୍ତୁ
Mor samiya jindabad jindabad jindabad jindabad jindabad jindabad
ହେ ନର୍ସ କେ ଖାଛି ଖାଛି ଗେହୁନ, ତାର ପୁଦିର ବାଳ ଯେନ୍ତା ଝଡି ଯିବା. ଧନ୍ୟବାଦ ମୋର ସମୀୟା
ହୋସ଼ ଉଡି ଯିବା ଡାଏଲଗ ଯେତେ ଭାସା ଉପୁରେ ସମ୍ବଲପୁରୀ
😂😂😂😂😂😂😂
Sata ❤❤❤❤
Bahut badhia katha kahuchhan media bhai, bahut bahut dhanyabad, e nurse mane sabuthu kharap byabahar desan
ଆପଣଙ୍କର୍ ସାହସୀକତାର ଲାଗି ବହୁତ ଧନ୍ୟଵାଦ, ଏନ୍ତା ଲାଗି ପଡୁନ୍ ଅନ୍ୟାୟ ବିରୁଦ୍ଧରେ,
E madam mane patient upre kenta behave karuthibe......ethiru jana jauchhe
Aji tume ground report dekhedela
Great work #morsamiya🙏🙏
ଓଡିଶା ର best News ଚେନାଲ୍ good work
BJD hatao Odisha Bachao
Right
Aau pela kathaa tuma manankara kiçhhi nahin ..khali bjd hatao 😂😂😂
Didi ta bhalanai bje kan kariba
Didi to BJP party tar munus achhe BJP ne
Freedom🗽 fighter news MOR SAMIYA best news brother👍 we full support💪
Jai ho Mor samiya news channel
ମୋର୍ ସମିୟା ଚେନାଲକେ ବହୁତ ବହୁତ ଧନ୍ୟବାଦ୍ ସତ୍ କଥାକେଲୋକଙ୍କର ସାମନାକେଆନବାଲାଗି
One of the best News channel
Thank you samiya reporter
ଇ ଦିଦି ବି କାହାର ମା ଆଉ ବୁହେନ ହେଇଥିବେ, ତଥାବି କେତେ ଉରାଟି ଦେଖାଉ ଛନ, ଦିଦି କେ ଟିକେ ଶିଷ୍ଟାଚାର ଶିଖ୍ ହୋ CDMO ଆଜ୍ଞା
Mor Samiya GREAT 👍 News
❤❤❤supar daa amr odisha tamar bhali ya log darkar daa
Bahut bhal kahuchhn Mor samiya news
କୋଶଳ ରାଇଜ ର ମନିସ କଷ୍ୟବ୍ 🎉🎉🎉❤❤❤
Yess Bhai Ye He Asli Sher❤
ଦିଦି ଙ୍କର ଇକୋ ଟିକେ ବେସି ହେଉଛେ
Bahut badhiya sar jay shree ram 🙏🙏🙏🙏🙏
ଇ ସଭେ ରୋଗୀ ସେବା ନି କରବାର ଳଜ୍ୟା ସରମ ବିକି ଖାଇଛନ ନ୍ୟୁଜ କୁ ଧନ୍ୟବାଦ
Mor samiya bahut badhiya
Samiya reporter dadaa k ଧନ୍ୟବାଦ୍
ଏତେ ଉତ୍ୟକ୍ତ kangeeeeeeeeee ହେଉଛନ nurse
ନିବେଶଦାଦା ତୁମକୁ ବହୁତ ବହୁତ ଧନ୍ୟବାଦ
ଧନୀ ପଇସା ବାଲା ମାନେ ତ prvt ପଲେଇଯିବେ hospital k ହେଲେ ଆମେ ଗରୀବ ଲୋକ କାହି ଯିମୁ
ନର୍ସ ଦିଦି ଗରମ୍ ଅଛନ୍ ତେଲ୍,ବନେ କରି ସୂଜା ଦେଲେ ଜେକ୍ ଫାକ୍ବା
Mor samiya jindabad 🚩
ଏନ୍ତା ଖବର ଦେଖାଳେ ଦିଲ ଖୁସ ହେଇଯାଇଛି 🙏🙏🙏🙏
You are real news chhanal of paschim odisha mor samya best of jop realey your greate
ସବୁ ନର୍ସ ମାଙ୍କର ଏନ୍ତା ବ୍ୟବହାର ରହେଶି
ONLY Chief District Medical Office (CDMO) is responsible for this . at the same time concern Medical officer (MO) negligency and behaviour of nursing staff showing, that how much they worried about healthcare of vulnerable section of society.
REASON BEHIND THIS TYPE OF BEHAVIOUR IS
1) lack of ethical education
2) getting job without meritbased
3) not having any idea of skill
we condemned this type of behaviour towards media person as well as people. CDMO Should take action against nursing staff and doctor . Government should focus on infrastructure development. #from tusra youth voice
Jago odisha jago
Great reporter ❤
ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସରକାର ଗୁରୁତ୍ୱ ଦେବ ଦରକାର
Dhanyavaad samiya news❤❤
Bahut bahut dhanyawad mor samiya news
ଭୋଟ୍ ଦେବ BJD କେ
ବେମାରୀ ନେବ ନରର୍ସିଂ ହୋମ୍ କେ
Hard hei gala dada
Apan mane khusi ta
Right katha kahi acha dada henta hai acha ta pura right
😂😂😂😂
ପ୍ରଥମେ ନର୍ସ ଦିଦି ମାନେ କଥା କହେବାର ଶିଖୁନ ତାପରେ ମିସବିହେବ କାଣକେ କହେସନ କହେବେ ଦିଦି ମାନକେ କେନ ସୁଧ ଲାଜେ କହେବେ ମା ଭଉଣୀ ସମସ୍ତଙ୍କର ସମାନ ଦିଦି ମାନକେ ଇଂଗିଲିଶ କହେଲେ ଭଲ ହେବେକେ ଓଡିଶା ରେ କଣା ଓଡ଼ିଆ ବୁଝି ନାଇଁ ପାର୍ବରକେ
They are the one misbehaving to the nurse
Sat Katha
@@Maamohini2563 hn
କଣ୍ଟାବାଞ୍ଜି, ସିନ୍ଧେକେଲା କୁ ଟିକେ ଆସୁନ୍...... ଇନର ଦିଦି ମାନଙ୍କ କାମ ଆରୂ କଥା ଦେଖାବେ 🙏🙏🙏
Very nice 👍👍👍 news
Good bless mor samiyan
ଘେ ସୁନ୍ଦରଗଡ ର ମେଡିକାଲ କେ ବି ଆସୁନ ଦାଦା ଖାଲି ତୁଷରା ବଳି ନୁହେଁ ପଶ୍ଚିମ ଓଡ଼ିଶା ର ସବୁ ହସ୍ପିଟାଲ ରେ ଏନ୍ତା ହେସି... କାଏଁ ହେଲେ କି ନର୍ସ ମାନଙ୍କର ଶିକ୍ଷା ବ୍ୟବସ୍ଥା ହି ଭଲ ନୁହେଁ ସେ... Cdmo କେଭେ b nursing institution ଆଡେ ଧ୍ୟାନ ନି ଦିଏ.. ଆମେ ସମସ୍ତେ ଜାନିଛୁଁ ଯେ ଡକ୍ଟର ରୋଗୀ ର ସେବା କରସି ହେଲେ ଆଜ୍ଞା ନର୍ସ ୨୪ ଘଣ୍ଟା ରୋଗୀ ର ପାଖେ ରହେସି ଦେଖ ରେଖ୍ କରସୀ ଆଉ ଇନ୍ତା ଥି ଖାଲି ଡକ୍ଟର ର ପାଠ୍ ପଢା ଦେଖଲେ ନି ହୁଏ ନର୍ସ ମାନଙ୍କର ପାଠ ପଢା ଉପରେ ବି ଧ୍ୟାନ ଦେବାର କଥା ..
ତୁଷୁରା ହସ୍ପିଟାଲ ବହୁତ ଦୁଖେ ଅଛେ???????
No it's not
Dhanyabad media
Mor samiya news jindabad