ମା ମତେ ଚିହ୍ନି ପାରୁଚ ତ ? CM Mohan Majhi stopped car to purchase Diwali Diyas from footpath vendor.

Поделиться
HTML-код
  • Опубликовано: 17 дек 2024

Комментарии • 874

  • @GouchanBagh-k3h
    @GouchanBagh-k3h Месяц назад +94

    ଧନ୍ୟବାଦ୍ sir

  • @chintamanimajhi640
    @chintamanimajhi640 Месяц назад +354

    କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଥରେ ଆସି ଗରିବ ଲୋକଙ୍କ ସମସ୍ୟା ଓ ସରକାରୀ କାର୍ଯ୍ୟାଳୟ ଗୁଡାକକୁ ସମିକ୍ଷା କରନ୍ତୁ ସାର

    • @chandrasekharkharselibansh7044
      @chandrasekharkharselibansh7044 Месяц назад +12

      ନିଜ ଇଲାକାର mp and MLA ଦେଖା ନାହିଁ ଆଉ।।

    • @dsamantaray6647
      @dsamantaray6647 Месяц назад +5

      Jibeni Bhai Khali bhubaneswarare khela karibe camera dari..

    • @loknathmeher994
      @loknathmeher994 Месяц назад +4

      Jai shree ram🙏

    • @biswamitramishra7186
      @biswamitramishra7186 Месяц назад

      ମୋଦି ଚାଲ୍ 😂 ବିନା ସିକୁରିଟୀ ରେ ମାର୍କେଟିଁ କର ଦେଖିବା 😂

    • @OpOp-uo7uc
      @OpOp-uo7uc Месяц назад +3

      Oh Navin patnaik ku ta kahunathila. Katharey achi anguli dekhiley baha giliba😁😁😁

  • @prasantajena1509
    @prasantajena1509 Месяц назад +275

    ଏମିତି ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶାରେ ଆବଶ୍ୟକ ଜୟ ଜଗନ୍ନାଥ ସୁଆମି ନୟନ ପଥ ଗାମୀ ଭାବତୁମେ 🙏🙏🙏🌾🌷

    • @subratkumarpatra5818
      @subratkumarpatra5818 Месяц назад +2

      ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ

    • @ashishthati5935
      @ashishthati5935 Месяц назад +7

      Bala cm ... Emti loka jadi cm Hebe au loka kain patha satha padhibe

    • @uttambaba6800
      @uttambaba6800 Месяц назад +3

      Allu piajo telo au tike adhiko rate hele valo hebo😅😢😂

    • @pkparida471
      @pkparida471 Месяц назад +3

      ତୁ ଭାଇ ଅଳ୍ପ ବିଦ୍ୟା ଭୟଙ୍କରି ଲୋକ ତୁ ଭଲ କି ପାଠ ସାଠ ପଢିକିଆ ମହନା ସରସ୍ବତୀ ବିଦ୍ୟା ମନ୍ଦିରେ ଯାଇ ନାମ ଲେଖା

    • @devenroy8470
      @devenroy8470 Месяц назад

      ​@@ashishthati5935 tu maghia besi bak bak hana

  • @kuldipAerotek
    @kuldipAerotek Месяц назад +78

    Video ଦେଖି ବହୁତ ଖୁସି ଲାଗିଲା , ଆହୁରି ଖୁସି ଲାଗିଥାନ୍ତା ଯଦି ମୁଖ୍ୟ ମନ୍ତ୍ରୀ ସାର ପଲିଥିନ ନ ନେଇ କପଡା bag ବ୍ୟବହାର କରିଥାନ୍ତେ , ସେଥିରେ ସାଧାରଣ ଲୋକେ ପ୍ରଭାବିତ ହୋଇଥାନ୍ତେ

  • @pratapjena1193
    @pratapjena1193 Месяц назад +331

    ଲୋକମାନଙ୍କ ମୂଖ୍ୟମନ୍ତ୍ରୀ ସବୁବେଳେ ଲୋକଂକ ସହିତ

  • @debabratatarai2397
    @debabratatarai2397 Месяц назад +174

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମହୋଦୟ. ନିଜେ ବଜାରରେ ବୁଲି ପୂଜା ସାମଗ୍ରୀ କିଣୁଛନ୍ତି.

    • @SUPER-e7e
      @SUPER-e7e Месяц назад +2

      ଠିକ୍ କହିଛନ୍ତି ସାଙ୍ଗରେ ଓଡିଶାର ମିଡିଆ ବାଲାଙ୍କୁ ନେଇ କିଣିଯାଇଥିଲେ ।

    • @odishareactionfamily4117
      @odishareactionfamily4117 Месяц назад +1

      Hm pa😂😂 sabu dekhania

    • @RonitRonit-t6g
      @RonitRonit-t6g Месяц назад

      ​@@SUPER-e7etame jira ru sira kadha,aare se pa mukhyamantri media wala jibeni kemiti tu to bapa kalare delhichu Naveen budha ko budhi sahita odia re Katha heba ra

    • @ChagulKumarNaik
      @ChagulKumarNaik Месяц назад

      Jatra stage ku palou chhonti marketing Kariba ta kichhi bada Katha nuho

    • @sanvicreation3155
      @sanvicreation3155 Месяц назад

      Ye toka ku Khandgiri Yatra re dekhiba bhai mane, Vilian roll re...... 😊😊😊😊

  • @sarojpradhan-m4d
    @sarojpradhan-m4d Месяц назад +7

    ମୂଖ୍ୟମନ୍ତ୍ରୀ ଏମିତି ‌ସରଳ ଓ ଓଡ଼ିଆ ସଂସ୍କୃତି କୁ ଭଳ ‌ପାଉଥିବା, ଲୋକଙ୍କ ସହ ମିଶି ପାରୁଥୁବା ଦରକାର।
    ଜୟ ଜଗନ୍ନାଥ 🙏

  • @Rocky_Max_10_Gaming
    @Rocky_Max_10_Gaming Месяц назад +4

    ମୋହନ ମାଝୀ ସାର୍ ଆପଣଙ୍କୁ ମୋର ହୃଦୟରୁ କୋଟି କୋଟି ନମସ୍କାର ଯେତେ ହେଲେ ଭି ଓଡ଼ିଆ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ❤❤❤

  • @santoshkumarmishra2620
    @santoshkumarmishra2620 Месяц назад +121

    ଆମ ଓଡିଆ ବହୁତ ବଢିଆ. ମୋହନ ମାଝିଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି.

  • @diluragalu7535
    @diluragalu7535 Месяц назад +4

    Cm ଏମିତି ହବା ଦରକାର 👍👍👍

  • @P.-Malay
    @P.-Malay Месяц назад +86

    ଲୋକଙ୍କ ସରକାର ମୋହନ ସରକାର 👍

  • @MunaMahapatra-o8f
    @MunaMahapatra-o8f Месяц назад +6

    ବହୁତ ସୁନ୍ଦର ମୁଖ୍ୟମନ୍ତ୍ରୀ sir 🙏

  • @sidheswrabehera9877
    @sidheswrabehera9877 Месяц назад +10

    ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏🙏

  • @Subratkumar-c8e
    @Subratkumar-c8e Месяц назад +149

    ମୁଖ୍ୟମନ୍ତ୍ରୀ ମହାଶୟ, ଯଦି କିଛି କିଣିବା ପାଇଁ ଅଛି ହାତରେ ଗୋଟିଏ ବ୍ୟାଗ୍ ଧରି ଆସନ୍ତୁ , ପଲିଥିନ ବ୍ୟବହାର ଉପରେ କିଛି କଟକଣା ଜାରି କର। ଚାରିଆଡେ ଖାଲି ପଲିଥିନ, ପ୍ଲାଷ୍ଟିକ, ପଲିଥିନ ପ୍ଲାଷ୍ଟିକ.....

    • @prasantakumar3902
      @prasantakumar3902 Месяц назад +14

      Nabina ku pacharay

    • @niranjansenapati131
      @niranjansenapati131 Месяц назад +11

      Bjd ku badhila ki

    • @srimanthota8283
      @srimanthota8283 Месяц назад +17

      ​​@@niranjansenapati131ଭାଇ ମୁଁ bjp କୁ ଆଉ ମୁଖ୍ୟମନ୍ତ୍ରୀ ଭଲପାଏ କିନ୍ତୁ ସାମାଜିକ ବାର୍ତ୍ତା ହିସାବରେ ଯଦି ବ୍ୟାଗ୍ ଆଣି ସଉଦା କିଣି ଥାନ୍ତେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥାନ୍ତେ ,ଆଉ ଜଣେ ବରିଷ୍ଠ ନାଗରିକ ହିସାବରେ ଏହା ଭଲ ବାର୍ତ୍ତା ଟିଏ ବି ହୋଇଥାନ୍ତା❤❤

    • @NiranjanKarjee-qo1bz
      @NiranjanKarjee-qo1bz Месяц назад +3

      BJP ରେ ଥିବା ଏକ ପୁରାତନ ତଥା ସୁନାମ ଧନ୍ୟ ଏ ନେଇ କୌଣସି କାରଣ ନାହିଁ cm

    • @Subratkumar-c8e
      @Subratkumar-c8e Месяц назад +6

      @@niranjansenapati131 ସବୁ କ୍ଷେତ୍ରରେ ରାଜନୀତି ଶୋଭାପାଏ ନାହିଁ।

  • @tarachanmahananda6791
    @tarachanmahananda6791 Месяц назад +57

    , ପ୍ରଥମେ ନବୀନ ଥିଲେ କିନ୍ତୁ ସେ ଏମିତି ଲୋକଙ୍କ ସହ ବାହାରେ କଥା ବାର୍ତା ହଉନଥିଲେ ଆଉ ବାହାର କୁ ଆସୁ ନ ଥିଲେ,
    ..ମାଝୀ ସରକାର 👍ଆମ ଓଡିଶା କୁ ଏମିତି ସରକାର ଦରକାର ଥିଲା.. Good 👌 ମୋହନ ସରକାର 😊

    • @sadankhasla2755
      @sadankhasla2755 Месяц назад +2

      Toma munda 😂

    • @PramodRana-s8k
      @PramodRana-s8k Месяц назад

      Pali thin kata kana nahi

    • @ashishthati5935
      @ashishthati5935 Месяц назад +1

      Katha haba pain cm darkar na powerful cm heiki kama kariba katha??😂😂😂 powerless cm

    • @uttambaba6800
      @uttambaba6800 Месяц назад

      Mo bapa ku cm kori thile bilore Halo kori dekhei dionte khali media darkar 😅😢😂

  • @NIRANJANRout-bl6gk
    @NIRANJANRout-bl6gk Месяц назад +105

    ସୁନ୍ଦର ମୁଖ୍ୟମନ୍ତ୍ରୀ ଆମର, କିନ୍ତୁ ବିରୋଧୀ ଆଉ ସାହିପାରୁନାହାନ୍ତି

    • @Pradeepbaral-w9k
      @Pradeepbaral-w9k Месяц назад

      Tela rate khaiba pariba rate ilekstion agaru Katha deithila bada bada neta kahithila electri 300 unit Chad karibu kana kala sala iade pariba tela badhei ama gariba mananku marucha maghia bjp mahana maghia

    • @SibaRamreddy-x455s
      @SibaRamreddy-x455s Месяц назад +3

      ତତେ ଗେହୁଁଛନ୍ତି

    • @HimanshuBarik-n7x
      @HimanshuBarik-n7x Месяц назад

      Chodi pua bhasa kan kahuchu be​@@SibaRamreddy-x455s

    • @murmuraazchhotu631
      @murmuraazchhotu631 Месяц назад

      ​@@SibaRamreddy-x455s To bando kati bagha ku debi sola harami

    • @premchandmundari6500
      @premchandmundari6500 Месяц назад +5

      To stree ku Naveen gehuthila

  • @Prashantnaik77557
    @Prashantnaik77557 Месяц назад +57

    କେବେ ନବୀନ ପଟ୍ଟନାୟକ ଆସି ଏମିତି ଗରିବ ଲୋକଙ୍କ ପାଖରୁ ଜିନିଷ କିଣି ଥିଲା ଏହେଉଚି ଆମ ମୁଖ୍ୟମନ୍ତ୍ରୀ ପ୍ରକୃତ ରେ ଆମର ମନ୍ତ୍ରୀ

  • @subramanyurout6933
    @subramanyurout6933 Месяц назад +8

    ଯେତେ ଧନ୍ୟବାଦ୍ ଦେଲେ ବି କମ୍ ଜଗନ୍ନାଥ ମହା ପ୍ରଭୁଙ୍କୁ ମୋର ପ୍ରାର୍ଥନା CM କୁ କୋଟି ପରମାୟୁ ଦିଅନ୍ତୁ,🙏🙏🙏🙏💐💐💐💐👍❤️❤️❤️❤️😍😍😍😍😍😍😍😍😍😍😍

  • @gangadhar14360
    @gangadhar14360 Месяц назад +88

    ମୋ ଜୀବନ କେବେ ଦେଖି ନାହିଁ ନବୀନ ପଟ୍ଟନାୟକ ଦୀପ କିଣିଛି ବୋଲି

    • @DhirendranathBaskey
      @DhirendranathBaskey Месяц назад +2

      Nobin babu pop ku dekha koribe😂

    • @raghunarhkarjee947
      @raghunarhkarjee947 Месяц назад

      ନବୀନ ପପ କୁ ମୁଣ୍ଡିଆ ମାରିବା ଦେଖିଛି

    • @uttambaba6800
      @uttambaba6800 Месяц назад +1

      Taro family nanhi kon kinibo mu dekhi chhi modi 1.5 lakh ro chashma pindhi baro😅😢😂

    • @suvamdas2957
      @suvamdas2957 Месяц назад

      ଆଉ ଏ sir ତ ଜିନିଷ ନେଲେ ହେଲେ କିଣି ନେଲି
      ପାୱାର ର ଦମ୍

    • @odishareactionfamily4117
      @odishareactionfamily4117 Месяц назад +2

      Are sea CM sarapancha nuhe asiba a sala publcity pai paleiasuchi

  • @NirmalChandraPal-t1n
    @NirmalChandraPal-t1n Месяц назад +60

    ମୋହନ ସାର୍ ନିଶ୍ଚୟ ଲୋକ ଙ୍କ ମୂଖ୍ୟମନ୍ତ୍ରୀ ଏହା ପ୍ରମାଣ କଲେ, କିନ୍ତୁ ବୁଢ଼ା ଙ୍କୁ କାହିଁକି ଠକୁ ଅଛନ୍ତି ଭତ୍ତା ପାଇଁ, ଧନ୍ୟବାଦ

    • @malayakumarprusty6852
      @malayakumarprusty6852 Месяц назад +7

      Vata 3000 haba ok but time darakar bjd jadi 25 year Rahi ki total 1000 deichi bjp 4 mony

    • @Ranjanmallick1999-tr1ih
      @Ranjanmallick1999-tr1ih Месяц назад

      Bala ta daba​@@malayakumarprusty6852

    • @Chagala43
      @Chagala43 Месяц назад +3

      Sale khali ta bhata aau.

    • @rabatipatra6589
      @rabatipatra6589 Месяц назад +1

      Bhatta debe wait kara

    • @Durgatechcraft
      @Durgatechcraft Месяц назад +1

      Aga lokanku ekyc update haba ta pare 3000 haba jali lika bala bachhila

  • @raghunarhkarjee947
    @raghunarhkarjee947 Месяц назад +23

    ଭାରତୀୟ ମାନଙ୍କ ଧର୍ମ ଓ ସଂସ୍କୃତି ର ଦଳ ହେଉଛି ବିଜେପି ଦଳ

  • @sarojkar527
    @sarojkar527 Месяц назад +2

    ବହୁତ ବଢିଆ 👍🙏

  • @rishideogarh2367
    @rishideogarh2367 Месяц назад +78

    ଏ ହେଉଛନ୍ତି ଓଡ଼ିଶା ର ପ୍ରକୃତ ମୁଖ୍ୟମନ୍ତ୍ରୀ

    • @puravdigitalresearchcenter
      @puravdigitalresearchcenter Месяц назад

      gandi marei hebu Biju swasthya card band hei gala

    • @kedarnayak4132
      @kedarnayak4132 Месяц назад

      Yes bhai

    • @anitaparida1600
      @anitaparida1600 Месяц назад +1

      Sorry to say but bjp Bala majhi re majhi ree ameti pala karibe nahele loke ranga badila sarkara upare ragi jibe na

    • @AkshayaKumarMajhi-w3z
      @AkshayaKumarMajhi-w3z Месяц назад

      ​@@anitaparida1600😮😮😮
      Chhi chhi chhi laja laguni alajuki , odisare janma paiki tora bhau besi.Tu ta beshi ranga badalauchhu , ta ranga kie dekhuchhi , chhi chhi chhi

    • @MOVIESAPKE
      @MOVIESAPKE Месяц назад

      ​@@anitaparida1600au Naveen Babu kn ta devlopement korichanti ki 24 years re madam sabu same ..aithi

  • @ManasRanjanJena-l9p
    @ManasRanjanJena-l9p Месяц назад +13

    ସାର୍ 🙏 ସାର୍ ପଲିଥିନ୍ ବ୍ୟବହାର ଠିକ୍ ନୁହଁ

  • @SatyamebaJayate-ml8qx
    @SatyamebaJayate-ml8qx Месяц назад +14

    ଲୋକ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା.... ଏଇ ସ୍ୱଭାବ ତାଙ୍କର ସଦା ସହଚର ହେଉ 🙏🙏🙏

  • @subratkumardash4220
    @subratkumardash4220 Месяц назад +47

    Bahut khusi lagila...
    Mohan babu so great..man

    • @LIGHTRBLX-1
      @LIGHTRBLX-1 Месяц назад

      Usne kya Kiya hai odisha ke liye

    • @gadadharsahoo9852
      @gadadharsahoo9852 Месяц назад

      ​@@LIGHTRBLX-1bohot kuch ake odisha me dekh lo

    • @rishidiya1425
      @rishidiya1425 Месяц назад +1

      Baap re bahut Khushi 😂😂😂😂

    • @SadboyRAKESH-tg5np
      @SadboyRAKESH-tg5np 16 дней назад

      Bjd 24 years mai kya kiya hai balo naa ushki maa ki chhud

  • @Babuncreation
    @Babuncreation Месяц назад +34

    ଜଣେ ଲୋକ କହୁଛି ବିଜେପି ମୁଖ୍ଯମନ୍ତ୍ରୀ ଜିନ୍ଦାବାଦ୍ 😂😂😂😂

    • @RasmiranjanLenka-bi5xg
      @RasmiranjanLenka-bi5xg Месяц назад

      😂😂😂😂😂😅

    • @MechanicalGyan-l9l
      @MechanicalGyan-l9l Месяц назад

      Kn pai kahila bhai sulata deo madam kahithile news 18 re se bjp cm aau bjp pm Sethi pai se loka kahile semiti

    • @AjitRaut-i1d
      @AjitRaut-i1d Месяц назад

      Mùrkha keteta janu nahanti bibada ku tanuchhanti..cm for all

    • @AJAYAJAY-eu3uz
      @AJAYAJAY-eu3uz Месяц назад +1

      Kemiti kahiba ni bhai bjd magana khaiba ku deichi

    • @Babuncreation
      @Babuncreation Месяц назад

      @@AJAYAJAY-eu3uz ଆଉ ବିଜେପି ଲୋକଙ୍କ ରକ୍ତ ହାଡ ମାଂସ ଝୁଣି ଝୁଣି ଖାଉଛି
      😄😁😁

  • @himanshusekharmajhi4268
    @himanshusekharmajhi4268 Месяц назад +22

    ଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି

  • @sanojkrdalai1046
    @sanojkrdalai1046 Месяц назад +7

    ଆମ କୁ ଏମିନ୍ତିକା ମୁଖ୍ୟମନ୍ତ୍ରୀ ହିଁ ଦର୍କାର, Great cm sir 🙏

  • @khageswarbarik189
    @khageswarbarik189 Месяц назад +24

    ଏଇ ଦୃଶ୍ୟ ବିରୋଧୀଙ୍କ ଦେହରେ ଯାଉନାହିଁ ଦେଖାଶିଖା ତାଙ୍କର ମୂଖ୍ୟ ଆସି ଏମିତି ମାର୍କେଟିଂଗ କରିବେ ଆଉ ଲୋକଙ୍କୁ ଦେଖେଇ ହେବେ ଇଏତ ସମସ୍ତଙ୍କ ସାଙ୍ଗରେ ମିଶୁଛନ୍ତି ସାଧାରଣ ଲୋକ ଭଳି ବ୍ୟବହାର ଦେଖାଉଛନ୍ତି ବିରୋଧୀଙ୍କ ଅସୁବିଧା କାହିଁକି ହୋଉଛି ଧନ୍ୟବାଦ

  • @worldcomedy3718
    @worldcomedy3718 Месяц назад +2

    Dhanya bav sir ❤❤❤❤

  • @ManojBarha-f7l
    @ManojBarha-f7l Месяц назад +2

    Kata sarala❤❤❤❤❤❤❤mohan sir❤

  • @ashokkumarrath8353
    @ashokkumarrath8353 Месяц назад +3

    ଦୀପାବଳିରେ ବ୍ୟବହୃତ ତେଲ କିପରି ଆମ ରାଜ୍ୟରେ ଉତ୍ପାଦନ ହୋଇ ପାରିବ ସେଥିପ୍ରତି ମାନନୀୟ ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ l

  • @SubhaSangram-cq9me
    @SubhaSangram-cq9me Месяц назад +46

    ଏ ଭଳି c m ଓଡ଼ିଶାରେ ବିରଳ ଏ c m sir ଲୋକ c m🙏🙏

  • @bibhutibhusanparija4728
    @bibhutibhusanparija4728 Месяц назад +12

    ଜୟ ଜଗନ୍ନାଥ ❤❤❤❤❤❤

  • @uhujhfhhgh8
    @uhujhfhhgh8 Месяц назад +3

    ଲୋକ ତ ସିଧା ସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରି ପାରୁଛନ୍ତି.. ଅଭିଯୋଗ କରିପାରୁଛନ୍ତି.. ନିଜ ମାତୃଭାଷା ରେ ଆଳାପ କରିପାରୁଛନ୍ତି. ପୂର୍ବ ସରକାର ରେ ଏସବୁ ଦେଖିବା ସ୍ବପ୍ନ ଥିଲା.. ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏତେ କଡା ସୁରକ୍ଷା ବଳୟ ରେ ରହୁଥିଲେ ଯେ ଦେଖା କରିବା ସ୍ବପ୍ନ ଥିଲା ଆଉ ମାତୃଭାଷା ରେ କଥା ହେବା ତ ଛାଡ..

  • @RajibBehera-k2u
    @RajibBehera-k2u Месяц назад +26

    Great 👍👍

  • @narayanbej9835
    @narayanbej9835 Месяц назад +9

    ଜୟ ଶ୍ରୀ ରାମ

  • @Dekh_khabar
    @Dekh_khabar Месяц назад +2

    Thank you so much sir ❤❤❤

  • @nilakanthamohanta3785
    @nilakanthamohanta3785 Месяц назад +2

    Bohut sundar

  • @chaitanyabariki810
    @chaitanyabariki810 Месяц назад +38

    😂😂😂😂😂😂 ବିଜେଡି ନେତା ଙ୍କ ର ହଜମି ହେଉନାହିଁ
    ଗୁଡିଆ ସାହିରେ ଚଟୁ ଆମ ଭାଲୁକୁଣି ଚିକଣଚାକଣ ତମ ଭାଲୁକୁଣୀ ଫାଟୁ😅😅

    • @csmawplfighter208
      @csmawplfighter208 Месяц назад +2

      ହଜମ୍ ହେଉନିତ eno ଖାଇ ଦିଅ

    • @kunalbila-x8g
      @kunalbila-x8g Месяц назад

      ବିଜେଡି ର ବା. ଉପୁଡ଼ିବା ଆରମ୍ଭ ହେଇଗଲାଣି

  • @bijaykumarhota8158
    @bijaykumarhota8158 Месяц назад +40

    ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କପାଖରେ

  • @PushpaRaj-jo2hf
    @PushpaRaj-jo2hf Месяц назад +48

    ନବୀନ ବାବୁ ଥିଲେ କିନ୍ତୁ ଘରୁ ବାହାରୁ ନଥିଲେ ପାଣ୍ଡିଆନ ସବୁ କିଛି କରୁଥିଲା, ନବୀନ ବାବୁକୁ ନା ଓଡ଼ିଆ କଥା ଆସୁଛି ନା ହିନ୍ଦୀ କିନ୍ତୁ ଇଂଲିଶ ଆସେ ହେଲେ ବୁଢ଼ା ଲୋକ ବୁଝିପାରୁ ନାହାନ୍ତି 😂😂 ।କିନ୍ତୁ କେତେକ ବିରୋଧୀ ଦଳ କେମିତି ମୋହନ କୁ ବଦନାମ୍ କରିବେ ସେଇ ଚିନ୍ତାରେ ଅଛନ୍ତି 😂😂😂😂

    • @tarachanmahananda6791
      @tarachanmahananda6791 Месяц назад +5

      ଏବେ ନବୀନ ସରକାର ର ହାତରେ କିଛି ନାହିଁ ଆଉ କିଛି କରିପାରିବ ନାହିଁ.. କାରଣ ସବୁ control modi ସରକାର ଙ୍କ ହାତ ରେ ଅଛି.😏😏😅

    • @PramodRana-s8k
      @PramodRana-s8k Месяц назад

      Ok

    • @kunalbila-x8g
      @kunalbila-x8g Месяц назад +1

      😅 ଆଉକଣ ଆପଣ ମାନେ ଖୁସିତ ଶୁଣିବାକୁ ମିଳିବନି😢

    • @PushpaRaj-jo2hf
      @PushpaRaj-jo2hf Месяц назад

      @kunalbila-x8g ପାଗଳ ବୁଢ଼ାର କଥା ଶୁଣିବା 😂😂

    • @PushpaRaj-jo2hf
      @PushpaRaj-jo2hf Месяц назад

      @kunalbila-x8g ପାଗଳ ବୁଢ଼ାର କଥା ଶୁଣିବା 😂😂

  • @biswajitnayak8168
    @biswajitnayak8168 Месяц назад +2

    Jay Jagannath bahut badhia sir

  • @BijayKumarBiju-k2g
    @BijayKumarBiju-k2g Месяц назад +4

    Thanku sir

  • @ASISH_JENA
    @ASISH_JENA Месяц назад +17

    ଅତି ସୁନ୍ଦର୍ ଭିଡିଓ ସୁପର୍

  • @manaskhatua5965
    @manaskhatua5965 Месяц назад

    So simple sir and very influencieve

  • @dibya63
    @dibya63 Месяц назад +3

    ସାଧାରଣ ଲୋକଙ୍କ ନେତା ଓ ମୁଖ୍ୟ ମନ୍ତ୍ରୀ

  • @subhampradhan7557
    @subhampradhan7557 Месяц назад +19

    Bahut bhala cm

  • @prajeshkumar-h2j
    @prajeshkumar-h2j Месяц назад +8

    Happy diwali sir God bless you and your family Jai jagannath 🙏🙏🙏❤️

  • @umeshchandraswain8578
    @umeshchandraswain8578 Месяц назад +7

    ଆରେ ବିଜେଡ଼ି ନେତା ଦେଖ ସିଖ ଲୋକଙ୍କ ମୁଖ୍ୟମନ୍ତ୍ରୀ ନିଜେ ନିଜ ଘରର ଜୀନିସ କିଣିପାରନ୍ତି

    • @ashishthati5935
      @ashishthati5935 Месяц назад +1

      😂😂😂😂ta kn heigala bjd wala sabu dekhuchanti kar hatata re kete power achi

  • @RANJANKUMAR-jb1xw
    @RANJANKUMAR-jb1xw Месяц назад +5

    ମୋହନ ବାବୁ ଜିନ୍ଦାବାଦ ଓଡ଼ିଶା ବିଜେପି ସରକାର

  • @maanandakisworicreation
    @maanandakisworicreation Месяц назад +14

    ପଲିଥିନ ବ୍ୟାନ ସାର cm ଧ୍ୟାନ ଦିଅନ୍ତୁ

    • @manasranjandash2464
      @manasranjandash2464 Месяц назад

      ପଲିଥିନ ନିଷିଦ୍ଧ କରି ବର୍ଜ୍ୟବସ୍ତୁରେ ବ୍ୟାଗ ତିଆରି କରି ମୂଲ୍ୟ ରେ ଯୋଗାଇବାକୁ ଅନୁରୋଧ।

  • @bikramsahoo2416
    @bikramsahoo2416 Месяц назад +47

    ଦେଖାଣିଆ karani ଦର ଦାମ kam କର ନହେଲେ ଯିବ aau asibani

    • @kiran9388
      @kiran9388 Месяц назад +2

      Thik kahila

    • @Odia_comedy_tadaka
      @Odia_comedy_tadaka Месяц назад +5

      Nabin kte dor daam kom korithila?

    • @asutoshgahir1987
      @asutoshgahir1987 Месяц назад

      ଆରେ ବେହିଆ ଲୋକ ଦେଖାନିଆ ପଛେ ହେଉ ହେଲେ ତୋ ଘୋଡ଼ା ମଦୁଆ ନବିନା କେତେ ଥର ଏମିତି କରିଛି, ଆଉ ରହିଲା ଦର ଦାମ କଥା 25 ବର୍ଷ ଶାସନ କାଳ ରେ ସେ ଜିନିଷ ଦେଖା ଯାଇନଥିଲା ଏବେ ସବୁ ଦିଶୁଛି ତୋତେ, ଶଳା bjd ର ଅଇଁଠା ଖିଆ

    • @ashishthati5935
      @ashishthati5935 Месяц назад

      ​@@Odia_comedy_tadakanabin hatate power thila nija gandi nije dhoi paruthila😂mohana gandi dhoiba pain b permission darkar center ru

    • @uttambaba6800
      @uttambaba6800 Месяц назад

      ​@@Odia_comedy_tadakaNavin bele kom thila be andhbhakto andho keunthi karo 😅😢😂

  • @jsgmg758
    @jsgmg758 Месяц назад +49

    ତେଲ ରେଟ୍ ବୃଦ୍ଧି କରି କେତେ ଦେବି କହୁଛୁ
    ଲଜ୍ଜା ନାହିଁ କି ?

  • @sukantabehara7904
    @sukantabehara7904 Месяц назад +10

    cm Sar jayhind

  • @anilsenapati7317
    @anilsenapati7317 Месяц назад +3

    ଅତି ସୁନ୍ଦର ଦୁର୍ସ୍ୟ❤❤❤

  • @sankarsanpatra703
    @sankarsanpatra703 Месяц назад +3

    ବହୁତ ବଢ଼ିଆ ନାଟକ

  • @jogeshchampia6738
    @jogeshchampia6738 Месяц назад +5

    Thank s mohan sir

  • @bhaktimarga853
    @bhaktimarga853 Месяц назад +3

    ନବୀନବାବୁ ମଧ୍ୟ ଦୀପ କିଣି ଆସିବା କଥା। ।

  • @nilachalasatapathy5196
    @nilachalasatapathy5196 Месяц назад +2

    Very simple and humble person

  • @bhubananandadas1956
    @bhubananandadas1956 Месяц назад +10

    ମୁଖ୍ୟମନ୍ତ୍ରୀ ହେବା ପୁର୍ବରୁ କିଣୁଥିଲେ ତ?
    ନବିନ ବାବୁ କଣ ଆଉ ଫଳ ଓ ବହି କିଣୁନାହାନ୍ତି?

  • @abhimanyusethi8188
    @abhimanyusethi8188 Месяц назад +1

    Great,Mohan Sir,ONLY ଆମର ମୋହନ SIR

  • @DasanaMajhi-Romeo
    @DasanaMajhi-Romeo Месяц назад +1

    Great cm of odisha jai jagannath sir❤

  • @papusamal2564
    @papusamal2564 Месяц назад

    Wahh❤🙏

  • @DillipBehera-op6xh
    @DillipBehera-op6xh Месяц назад

    ଓଡିଶା ବିକାଶ କରିବା ପାଇଁ ଭଲ କାମ କରନ୍ତୁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ ଜୟ ଜଗନ୍ନାଥ 🙏🌞🌕🌝🌚🫂🇮🇳🙏🤝🌏🌎🌍🪔God bless you 🙏🤝👍

  • @pabitramahakhuda89
    @pabitramahakhuda89 Месяц назад +12

    ମୁଖ୍ୟ ମନ୍ତ୍ରୀ ଦୀପ କିଣିବା କଥା ମିଡିଆ ଜାଣିଲା କେମିତି

    • @SubashPanigrahy-km4hv
      @SubashPanigrahy-km4hv Месяц назад +3

      Aguaa information haichi Jani paru nahanti ki video pura clear police bhi agua road map karichi

    • @PramodRana-s8k
      @PramodRana-s8k Месяц назад

      Thank u

    • @LukoMajhi
      @LukoMajhi Месяц назад +1

      Only Preplan

  • @imshree99
    @imshree99 Месяц назад +8

    ସମାଜକୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଙ୍କ ଦରମା ମାସକୁ ୯ ହଜାର ଆଉ ୟାଙ୍କ ପରି ମୂର୍ଖ ଡକାୟତ ମନ୍ତ୍ରୀ ତଥା ବିଧାୟକ ମାନଙ୍କର ମାସିକ ଦରମା ଅଢେ଼ଇ ଲକ୍ଷ!? ଧନ୍ୟ ରେ ତୁମେ ସରକାର ଆଉ ତୁମର ଲୋକ ଦେଖାଣିଆ ନାଟକ।

  • @pintuvillagetour
    @pintuvillagetour Месяц назад

    ଅର୍ଡର କଲେ ଜିନିଷ ଆସି ପାଖରେ ପହଞ୍ଚିବ , ଏହି ସମୟ ଭିତରେ କିଛି ଗରିବ ଲୋକମାନଙ୍କ ସମାସ୍ୟା ହେଲେ ବୁଝି ଥାନ୍ତେ , କାରଣ ଆପଣଙ୍କ ସମୟ ବହୁତ ମୂଲ୍ୟବାନ ..

  • @SudhirkumarPatra-mt6lj
    @SudhirkumarPatra-mt6lj Месяц назад +6

    ଆଜି କାଲି ଏ ସବୁ ଲୋକ ଦେଖାଣିଆ ହୋଇଗଲାଣି।ତା ପରେ bjp govt ତ ଲୋକ ଦେଖାଣିଆ ସରକାର।

  • @jagnyapradhan4611
    @jagnyapradhan4611 Месяц назад +5

    Showoff.. The work should be come from heart..

  • @gourangasahu-sy1jk
    @gourangasahu-sy1jk Месяц назад +2

    Super news

  • @anuanuanuanu2190
    @anuanuanuanu2190 Месяц назад +3

    Jai jagannath ❤❤

  • @AjayaMohanty-z5u
    @AjayaMohanty-z5u Месяц назад

    ଜୟ ଜଗନ୍ନାଥ 🙏🙏🙏

  • @RKD-h4j
    @RKD-h4j Месяц назад +4

    BJD ଜଳିବ ଏ ଭିଡ଼ିଓ ଦେଖୀ

  • @Nirjharini_Senapati
    @Nirjharini_Senapati Месяц назад +2

    ମୋହନ ମାଝି ସାର୍ ନମସ୍କାର ❤❤❤❤🙏🏻🙏🏻🙏🏻🙏🏻🙏🏻

  • @PabitraMahanand-fc4yv
    @PabitraMahanand-fc4yv Месяц назад

    Khub bhala lagila

  • @Ambassador_Christ
    @Ambassador_Christ Месяц назад +1

    ମୂର୍ଖମନ୍ତ୍ରୀ 🙏

    • @DasanaMajhi-Romeo
      @DasanaMajhi-Romeo Месяц назад

      Odisha ra cm ku dekhi badilaki Bjd bale

    • @Ambassador_Christ
      @Ambassador_Christ Месяц назад +1

      @DasanaMajhi-Romeo 😂😂😂😂😂ନା ହସ ଲାଗିଲା ଲୋକଙ୍କ ମୁଖ୍ୟମନ୍ତ୍ରୀ carcate ରେ ଯାଉଛି 😂😂😂 ଇଏ ତ ଅଂଧଭକ୍ତ ଙ୍କର ମୂର୍ଖମନ୍ତ୍ରୀ 😂😂😂 ଯାତ୍ରା ପେଣ୍ଡାଲ ପାଇଁ perfect 👍

  • @PrafullaKraska
    @PrafullaKraska Месяц назад +6

    ତେଲ ରେଟ୍ ବଢେଇ ଛ କେତେ ହୋଇଛି ଜାଣି ନ।

    • @DhirendranathBaskey
      @DhirendranathBaskey Месяц назад

      Nobin babu musterd oil 240 re bikuthile vuli golo ki angyan😂

    • @uttambaba6800
      @uttambaba6800 Месяц назад

      ​@@DhirendranathBaskeykomei thile na nanhi e majhi komei ki dekhau😅😢😂

  • @chinmayBiswal-c1y
    @chinmayBiswal-c1y Месяц назад +2

    ପୁଣୀ ବିଜେପି ଜିତିବ କେହି ଅଟକେଇ ପାରିବେନି
    ବିଜେଡି ନେତାଙ୍କ ନଳୀ ମୁଁହ ପୁଡୁଥିବ
    ନୁଆ ରାମ ରାଜ୍ୟ ତିଆରି ହେଲା
    ଆଯୁଧ୍ୟା କୁ ରାମ ଆସିଲେ
    ଓଡ଼ିଶା ରେ ଦୀପ ଜଳିଲା
    ନବୀନ ଭକ୍ତ ଦେଖ ଆଉ କିଛି ଶିଖ
    ରେ ଅନ୍ଧ ନେତା ଥିଲେ ବିଜେଡି ରେ ଗାଣ୍ଡୀ ମରେଇ ହଉଚ ଆଉ ବାଳ ଅଛି ସଂମ୍ପାପୁଡ଼ି ଖାଇବ ରେଫ କରିବ ମଡର କରିବ ଲୋକଙ୍କୁ ଧମକେଇ ଜମି ବାଡ଼ି ଛଡେଇ ନବ ଗରୀବ ଲୋକଙ୍କ ଠାରୁ ଆଉ ଚଳି ବନି ଇଂରେଜ ଶାସନ ବିଜେଡି ମୂର୍ଦ୍ଦା ବାଦ
    ମୋହନ ମାଝି ସ୍ୱାଭିମାନି ମୋହାନ ପୁରୁଷ
    ସବୁ ଗରୀବ ଲୋକଙ୍କ ପାଖରେ ଅଛନ୍ତି ଆଉ ରହିବେ
    ଜୟ ଜଗନ୍ନାଥ

    • @kunalbila-x8g
      @kunalbila-x8g Месяц назад

      ଟିକେ ନଳୀ ମୁଁହ ରେ ଲଙ୍କା ଗୁଡ଼ ଢ଼ାଳି ଦେବକୀ😂

  • @sandippail1452
    @sandippail1452 Месяц назад +6

    My opinion best cm in odisha my favourite Sri Naveen Patnaik sir

  • @Somesh811
    @Somesh811 Месяц назад

    You are great 👍 sir

  • @ajitbarik286
    @ajitbarik286 Месяц назад

    Good job Sir 👏👏👏

  • @sadanandmohanty3537
    @sadanandmohanty3537 Месяц назад +3

    Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad 🙏🙏💐

  • @MURMUGOGO
    @MURMUGOGO Месяц назад

    Thank u sir ❤❤❤

  • @dsara5
    @dsara5 Месяц назад +1

    So good CM

  • @Bgh_Sahu-i9o
    @Bgh_Sahu-i9o Месяц назад +2

    Very good new CM only one Odisha government

  • @FAKIRJENA-du2zs
    @FAKIRJENA-du2zs Месяц назад

    Very good, କିନ୍ତୁ ନାକରେ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @DiptiChhatar
    @DiptiChhatar Месяц назад +6

    ମୁଖ୍ୟମନ୍ତ୍ରୀଯୋଗଗ୍ୟନୁହ

  • @kalingafishing6548
    @kalingafishing6548 Месяц назад +1

    ଆପଣ ଜଣେ ଭଲ ଚିନ୍ତାଧାରା ର ବ୍ୟକ୍ତି ଅଟନ୍ତି,,,ସାଧାରଣ ଲୋକ ଙ୍କ ସହ ମିଶିବା ର ଇଚ୍ଛା ଶକ୍ତି ଅଛି,,ମାତ୍ର ଆପଣଙ୍କ ଘରେ ଆଜି ଦୀପାବଳୀ ପାଳନ ହେଲା,,ହେଲେ ATMA , କୃଷି ବିଭାଗ ରେ କାର୍ଯ୍ୟ କରୁଥିବା କର୍ମଚାରୀ 4 ମାସ ହେବ ଦରମା ପାଇ ନାହାନ୍ତି,,ଗଣେଶ ପୂଜା, ଦୁର୍ଗା ପୂଜା, ଦୀପାବଳୀ ଅନେକ outsourcing କର୍ମଚାରୀ ଙ୍କ ଘରେ ପାଳନ ହୋଇ ନାହିଁ,,,ଯଦି ଏହା ଲେଖା ଆପଣକଂ ପାଖରେ ପହଞ୍ଚି ପାରନ୍ତା ବହୁତ୍ ଭଲ ହୁଅନ୍ତା,,,,

  • @dhaneswarmallik8150
    @dhaneswarmallik8150 Месяц назад

    Happy diwali sir 💕💕💕💕🙏

  • @technicalsalim5999
    @technicalsalim5999 Месяц назад

    Mohan.sir...great man ❤❤❤ odisha sudhribo 💯💯

  • @Tankadhara-sy3go
    @Tankadhara-sy3go Месяц назад

    Target our odisha....🥰👍

  • @sudhira230
    @sudhira230 Месяц назад

    ମୋହନ ଶ୍ରୀ Good ଜୟ ଶ୍ରୀ ରାମ 🛕🚩🙏

  • @bnnayak7973
    @bnnayak7973 Месяц назад +1

    Majhi kou loka re gana
    Ete security jagichanti😅😅😅😅

  • @Purnach.Mahapatra-sc5wg
    @Purnach.Mahapatra-sc5wg Месяц назад +3

    Great

  • @DillipBehera-op6xh
    @DillipBehera-op6xh Месяц назад

    ନବୀନ ବାବୁ ଓ ମୋହନ ବାବୁ ଓଡ଼ିଶା ପାଇଁ ଭଲ କାମ କରନ୍ତୁ 🙏🙏🤝👍🌏🌎🌍🇮🇳🫂🌞🌕🌝🌚💐💐❤️❤️

  • @ashwininayak3285
    @ashwininayak3285 Месяц назад +2

    Try to reduce the price. These are all drama.

  • @SKing-sb2cp
    @SKing-sb2cp Месяц назад

    ପଇସା ବି ଦଉ ନାହାଁନ୍ତି Cm

  • @brajasundarsahoo1590
    @brajasundarsahoo1590 Месяц назад +2

    ସାଧାରଣ କାର୍ଯ୍ୟରେ କାରକେଡ ବ୍ୟବହାର କରିବା ସୁରକ୍ଷାକର୍ମୀ ବ୍ୟବହାର କରିବା ଟ୍ରାଫିକ ପରିସ୍ଥିତି ସୃଷ୍ଟି କରିବା କଣ ଠିକ୍ ? ରାସନ ଜିନିଷ ପନିପରିବା ଇତ୍ୟାଦି ଯେମିତି ବାସଭବନକୁ ଆସୁଛି ସେମିତି ଆଣି ପାରିଥାନ୍ତେ । ଯଦି କିଣିବାର ଅଛି ଆଳୁ ପିଆଜ ରସୁଣ ଡାଲି ତେଲ ପନିପରିବା ଆଦି କିଣନ୍ତୁ ବଜାର ଦର ଜାଣି ପାରିବେ । ସାଧାରଣ ଲୋକ କେତେ କଷ୍ଟରେ ଅଛନ୍ତି ତା ମଧ୍ୟ ଜାଣି ପାରିବେ ।