‘ନବୀନଙ୍କ ବେଳେ ସବୁ ଠିକ ଥିଲା, ନୂଆ ସରକାରଙ୍କ ଭୁଲ ପାଇଁ ସବୁ ଦର ବଢିଗଲା’ | NandighoshaTV

Поделиться
HTML-код
  • Опубликовано: 12 янв 2025

Комментарии • 412

  • @JayJagannath0307
    @JayJagannath0307 2 месяца назад +168

    ଡବଲ ଇଞ୍ଜିନ ଡବଲ ଦୁଃଖ

    • @diptiranjanpal6056
      @diptiranjanpal6056 2 месяца назад +9

      24 years jomula party sarkar thela sethi pai people hoirana heuchanti

    • @chandanchandandas809
      @chandanchandandas809 2 месяца назад +1

      😂

    • @JayJagannath0307
      @JayJagannath0307 2 месяца назад +1

      @@diptiranjanpal6056 1999 କୁ ମନେ ପକାନ୍ତୁ ଉତ୍ତର ପାଇଯିବେ

    • @tapandalal201
      @tapandalal201 2 месяца назад

      ​@@diptiranjanpal6056jomula Kari ki hi Pani pariba dar ata nathi thila

    • @janmejayabehera3805
      @janmejayabehera3805 2 месяца назад +1

      Bala barsa adhika sethipain

  • @PitbashJani-u6t
    @PitbashJani-u6t 2 месяца назад +35

    ଠିକ୍ କଥା ଭାଇ ବିଜେପି ସରକାର ଗରିବ ଲୋକଙ୍କୁ 5 ବର୍ଷ ରେ ମାରିଦେବ ଜୟ ଜଗନ୍ନାଥ ଜୟ ବିଜେଡି ❤❤❤

    • @tapangamer2013
      @tapangamer2013 2 месяца назад +4

      Jumlabjp ok 😂😂😂😂😂😂😂😂

    • @ParvaSenapati
      @ParvaSenapati 2 месяца назад +1

      ବିଜେଡି ମାଗଣା ଦଉଥିଲା😅😅😅😅😅😅

  • @PrativaParamanik-mj4yz
    @PrativaParamanik-mj4yz 2 месяца назад +51

    🌹ଜୟ ନବୀନ ବାବୁ 🌹

  • @anantarout1990
    @anantarout1990 2 месяца назад +135

    ବିଜେଡି ବେଳେ ସବୁ ଶସ୍ତା ଥିଲା.. ଏବେ ସବୁ ଦର ଆକାଶ ଛୁଆଁ.. ବିଜେପି MLA ସବୁ OYO ମୁହାଁ.. ମୋହନ DELHI ଦୌଡୁଛି ହାଣ୍ଡିଆ ପାଈଁ.. ଗରିବ ଚୁଲି ଜଳୁନି.. ଇଲେକ୍ସନ ବେଳେ କହିଲେ, ଆମେ ଜିତିଲେ ସବୁ ଛୋଡ଼ିବୁ.. ମାଗିହେ ଓଟିଭି, ARGUS, FOCUS, ନିର୍ଭାୟ, ନାଲିଗାମୁଛା କୁଆଡେ ଗଲେ.. ଲୋକେ ଖାଇବେ କଣ.. ପରିବା KG 100/ ଶହେ.. ବେଲଜ୍ୟା ବିଜେପି ତୁମ ବଂଶ BUDU

    • @KhitishMana
      @KhitishMana 2 месяца назад

      Bhai Nalia gamcha😂

    • @mkramaofficialaccount7698
      @mkramaofficialaccount7698 2 месяца назад +11

      100%Right se mg mohan majhi pala gyaka😂

    • @Zanil-kr7ll
      @Zanil-kr7ll 2 месяца назад +6

      Laxmi chhada dala ku odisha basi vote dele khaiba asiba kouthu ama area re sabu vegetable chasa heiki bi rate 80 ame kana khaibu gaon re ta ete rate oil price 180 karideichi ei dakayat BJP

    • @janmejayabehera3805
      @janmejayabehera3805 2 месяца назад

      କିରେ ମଘିଆ ବିଲ ଭିତରେ ପରିବା କର । ତୋ ମା ତତେ 100 ଦିନ ରେ ଜନମ କରିଥିଲା । କିରେ ମାଗହିଆ ଚାଷ କର

    • @prashantsamal7892
      @prashantsamal7892 2 месяца назад

      🩻🫤🥸🍏🍎🍐🍊🍋🥭🍑🍈🍈🍓🥥🥒🥕🍅🥦🥚🍠🥔🌶🍞🫓🧀atiki thik achhi ta

  • @chandanmallick4749
    @chandanmallick4749 2 месяца назад +45

    ଆମର ବିଜେଡି ସରକାର ଦରକାର

  • @debasissahu2637
    @debasissahu2637 2 месяца назад +34

    ଏ ସରକାରଙ୍କ କାହାରି ଉପରେ କଣ୍ଟ୍ରୋଲ ନାହିଁ। ଚଳିବା ବହୁତ କଷ୍ଟ ହୋଇଗଲାଣି।

  • @ashokjena8294
    @ashokjena8294 Месяц назад +3

    ଓଡ଼ିଶା ପାଇଁ କେବଳ ନବୀନ ପଟ୍ଟନାୟକ ହିଁ ଦରକାର

  • @manishapattanayak2152
    @manishapattanayak2152 2 месяца назад +10

    ଆମର ଦରକାର ନବୀନ ବାବୁ ଙ୍କ ସରକାର❤️🙏🏻

  • @TapankumarParida-oo4hr
    @TapankumarParida-oo4hr Месяц назад +2

    ସାରେ ବହୁତ ବାଧା ହେଉଛି

  • @Maahi-mx3eu
    @Maahi-mx3eu 2 месяца назад +15

    ଚାଷ କର।

  • @sukantiraita2625
    @sukantiraita2625 2 месяца назад +32

    ସବୁ ତ ନବୀନ ଦେଉଛି ତୁମେ କାହିଁକି ଚାଷ କରିବ।ଆମେ ଗାଁ ରେ ଅଛୁ ଭଲରେ ଅଛୁ 😊😊😊😊

  • @gagansabat3366
    @gagansabat3366 Месяц назад +2

    ବାର ଵାର ଓଡ଼ିଶା ଗସ୍ତ କରୁଚୁ ସବୁ ଜିନିଷ ରେଟବଢୁଛି🌹🌹😭😭😭

  • @santanubera3035
    @santanubera3035 2 месяца назад +15

    ନବୀନ ପଟ୍ଟନାୟକ ଙ୍କୁ ବିଦାୟ ଦେଇ ଭୁଲ କଲେ
    ଏ ଧନୀ ଲୋକଙ୍କ ସରକାର

  • @jhilidas8760
    @jhilidas8760 21 день назад +3

    ସୁଭଦ୍ରା ଟଙ୍କା 5000ଦେଇଛନ୍ତି ସାରକାର ପରିବା ରେଟ ବଢ଼େଇକି ପୁଣି 5000ର ଠୁ ଅଧିକ ଲାଭ କରିବନା କାରଣ ଇଏ ଡବଲ ଇଞ୍ଜିନ ସାରକାର 🙏🙏🙏

  • @KaranPrasad-i3s
    @KaranPrasad-i3s Месяц назад +2

    Bilkul sahi❤

  • @raghunarhkarjee947
    @raghunarhkarjee947 25 дней назад +1

    ସରକାର ଲୋକଙ୍କୁ ଆଳୁ ବିହନ ଆଣି ଚାଷ କରି ଆଦାୟ କରିବାକୁ ଦେଉଛି, ଲୋକେ ସେଇଟା କୁ ଆଣି ଲଗାଇବା ବଦଳ ରେ ବିକ୍ରି କରି ଦେଉଛନ୍ତି !ତାହେଲେ ଦର ବଢିବ ନା କମିବ ? ଲୋକେ ଚାଷ ନ କରି ମାଗଣା ଖାଇବାକୁ ପସନ୍ଦ କଲେଣି ତା ହେଲେ ଦର ବଢିବ ନା କମିବ ?

  • @BinayakaDas-ph6bg
    @BinayakaDas-ph6bg 2 месяца назад +18

    Jay bjd💚

    • @Bhagi-s7s
      @Bhagi-s7s 2 месяца назад +1

      ଜୟ ବିଜେଡି

  • @bulupalai5729
    @bulupalai5729 2 месяца назад +13

    Jay bjd

  • @AjaybhaiBhai-es2ou
    @AjaybhaiBhai-es2ou 22 дня назад +1

    ଠିକିକଚୀ

  • @MaheshHantal-v5m
    @MaheshHantal-v5m 2 месяца назад +2

    Jay Naveen sir no1 CM

  • @SAROJVAAI5980
    @SAROJVAAI5980 23 дня назад

    Thank you NANDIGHOS NEWS VAAI

  • @sangitapradhan9717
    @sangitapradhan9717 2 месяца назад +17

    ଚାକେରି କରିଥିବା ଲୋକ ସୁଭଦ୍ରା ପକାଉଛନ୍ତି 10 ଏକର ଜମିଥିବା ଲୋକ bpl ଚାଉଳ ପାଉଛି 50 ବର୍ଷ ର ଲୋକ ଭତ୍ତା ପାଉଛି ତେଣୁ ରେଟ ବଢିଛି

  • @kamalakanta1022
    @kamalakanta1022 2 месяца назад +9

    ବାବୁ ଚାଷ କରୁନା କଣ ଅସୁବିଧା ହେଉ ଛି କି। ଟଙ୍କାକିଆ ଚା ଉଳ ଖା ଉନାକି।

    • @B.BISWARANJAN
      @B.BISWARANJAN 2 месяца назад +1

      Tume ki chasa karuch bhai tk kahile mu bihan bunibi

    • @kamalakanta1022
      @kamalakanta1022 2 месяца назад

      @@B.BISWARANJAN ଧାନ

  • @MunaBhai-qh9fl
    @MunaBhai-qh9fl 2 месяца назад +13

    ଡବଲ ଇଞ୍ଜିନ ଡବଲ ରେଟ୍ ଡବଲ ଦୁଃଖ ଓଡ଼ିଶାରେ ବହୁତ୍ ଦୁଃଖ 😂😂

  • @smitaraniswain152
    @smitaraniswain152 Месяц назад

    Joy Naveen Babu 🙏

  • @RanjitSahoo-zu2vu
    @RanjitSahoo-zu2vu 2 месяца назад +1

    Right answer❤❤❤❤❤❤

  • @sanjeevpatra1975
    @sanjeevpatra1975 Месяц назад

    Real Hero of Odisha Naveen Patnaik Sir

  • @SagarMohapatra-k1s
    @SagarMohapatra-k1s Месяц назад

    Thik katha bhai kahicha

  • @chagulujena6933
    @chagulujena6933 Месяц назад

    All right 👍

  • @judhistirprathan4975
    @judhistirprathan4975 2 месяца назад

    ❤❤❤❤ACHHE DIN❤❤❤❤❤❤❤❤

  • @labasahu5765
    @labasahu5765 2 месяца назад +3

    ନନ୍ଦିଘୋଷ ଟିଭି ଚ୍ୟାନେଲ କୁ ନ୍ୟୁଜ ମିଳୁନାହିଁ

  • @raghunathnayak-i1r
    @raghunathnayak-i1r 2 месяца назад

    Jay nabin sir

  • @kishorchsrichandan307
    @kishorchsrichandan307 2 месяца назад +2

    କାର୍ତ୍ତିକ ମାସରେ ପରିବା ବଢିବା ସ୍ଵାଭାବିକ।

    • @arrow090
      @arrow090 2 месяца назад +1

      aji kali media pagala...

  • @sumantabehera7642
    @sumantabehera7642 27 дней назад

    Jay Navin Babu

  • @t.n.timepass9800
    @t.n.timepass9800 2 месяца назад +4

    ତାମିଲ ନାଡୁ ର ପରିବା ରେଟ ଶୁଣିଲେ ମୁଁ ଭାବୁଛି news ଵାଲା ଆତ୍ମହତ୍ୟା କରିଦେବ l ଓଡିଶା ରେ ଚାହୁଁଛନ୍ତି ସବୁ ଫ୍ରି ରେ ମିଳିଯାଉ ବିନା ପରିଶ୍ରମ ରେ ଆଉ କିଛି ବର୍ଷ ଓଡିଶା ଲୋକ କହିବେ ସରକାର ଆମକୁ ରୋଷେଇ କରିକି ଦିଅନ୍ତୁ l ଆମେ କେବଳ ଖାଇବୁ ଆଉ ଶୋଇବୁ l ଓଡିଶା ର news ଵାଲା ଚାହୁଁ ନାହାନ୍ତି ଉନ୍ନତ ଜ୍ଞାନ କେମିତି ଲୋକ ମାନଙ୍କ ପାଖରେ ପହଂଚିବ ଲୋକ ମାନେ ପରିଶ୍ରମ କରି ଉନ୍ନତି କରିବେ l ଆଜି ବିଜେପି ଖରାପ କାଲି ଆଉ କିଛି କହିବେ ବିଜେଡି ଖରାପ 😂😂😂😂

  • @SarojSenapati-w9z
    @SarojSenapati-w9z Месяц назад

    Bahut badhia repoting

  • @ghanashyamdas8195
    @ghanashyamdas8195 Месяц назад

    Veri nice 👍 bro❤

  • @chandanmallick4749
    @chandanmallick4749 2 месяца назад +16

    ବିଜେପି ଓଡିଶାକୁ ବିକିଦେବ

  • @surendraKumar-rb1xn
    @surendraKumar-rb1xn 2 месяца назад +3

    Thanks ନନ୍ଦିଘୋଷ

  • @Dhanalaxmi-b5v
    @Dhanalaxmi-b5v 2 месяца назад

    Yes 💯

  • @Sarojmohapatra19
    @Sarojmohapatra19 Месяц назад

    Jay.nabin

  • @omprakasharazz241
    @omprakasharazz241 2 месяца назад

    Thik katha

  • @manamohan8652
    @manamohan8652 2 месяца назад

    Jay Naveen sir 💕🙏

  • @NayakNN4235
    @NayakNN4235 Месяц назад

    ❤❤❤

  • @KameswarBhuyan-m6c
    @KameswarBhuyan-m6c 15 дней назад

    Jai nabin

  • @DebendraGaya
    @DebendraGaya 2 месяца назад

    Jay nabin sir ❤❤❤❤❤❤❤❤❤❤

  • @Sambalpuri235
    @Sambalpuri235 16 дней назад +1

    BJP ସୁଭଦ୍ରା ଟଙ୍କା କଲେଟ କରୁଛନ୍ତି😂😂 ଜୟ ନବୀନ ପଟ୍ଟନାୟକ ସାର୍ ❤❤

  • @NiceBabu-p7v
    @NiceBabu-p7v 2 месяца назад

    I miss you nabin Sir

  • @AdityaMohapatra-w8l
    @AdityaMohapatra-w8l 2 месяца назад +1

    ଠିକ୍ କଥା ଜୟ ଶ୍ରୀ ଜଗନ୍ନାଥ

  • @BibunaBibhuti
    @BibunaBibhuti 2 месяца назад

    Right indications sir

  • @satyabratasamal9543
    @satyabratasamal9543 Месяц назад

    Jay

  • @alokkumarbhoi9058
    @alokkumarbhoi9058 2 месяца назад

    🎉🎉🎉🎉 ଜ‌ଏଵିଜେଡି🎉🎉🎉🎉 ଜ‌ଏନଵିନବାଵୁ🎉🎉🎉🎉🎉❤❤❤❤❤❤🎉🎉🎉🎉❤❤❤🎉🎉

  • @ANANDACHANDRAMARNDI-hf1yl
    @ANANDACHANDRAMARNDI-hf1yl 2 месяца назад +4

    ଲୋକ ଚାଷ ନ କରି , କେବଳ ସରକାରଙ୍କୁ ଦୋଷ ଦେଲେ କଣ ହେବ , ସମସ୍ତେ ନିଜର ବଗିଚାରେ ଚାଷ କରନ୍ତୁ ପରିବା ଦର କମିଯିବ। ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବ ନାହିଁ । ରାଜ୍ଯରେ ତ ସମସ୍ତେ ପର ଭରସା ଚାଷୀ ଭରସା । ପରିବା ଦର ବଢିବ ହିଁ ବଢିବ ।

  • @sanjaymaharana6744
    @sanjaymaharana6744 2 месяца назад

    Jai shree Ram 🚩 Jai jagannath 🙏🏽

  • @nikunjapanda4825
    @nikunjapanda4825 Месяц назад

    Nabin sir is a brand

  • @PrakashSahoo-un1es
    @PrakashSahoo-un1es Месяц назад +1

    ଅମ ବାଙ୍କୀରେ ଟ୍ରକ ଦୁଇଟା ଅଛି ସେ ପାଇଛି ସୁଭଦ୍ରା ଟଙ୍କା

  • @salhaibetahembram5882
    @salhaibetahembram5882 2 месяца назад +1

    ପରିବା ରେଟ ବଢିବା ଦରକାର କାରଣ ସବୁ ରେଟ ବଢୁଛି

    • @kunalmoharana3346
      @kunalmoharana3346 Месяц назад

      Bhai to ghara kouthi kire.
      Laguchi tame bahut bada ghara loka😂😂

    • @salhaibetahembram5882
      @salhaibetahembram5882 Месяц назад

      ଭାଇ ମୁଁ ଚାଷୀ ଘର ଛୁଆ

  • @Bebiparida-w8m
    @Bebiparida-w8m Месяц назад

    Jay nabin babu

  • @SunitaRaita-r3z
    @SunitaRaita-r3z 2 месяца назад +3

    Jay navin jay odisha

  • @bikashchandrakhatuakhatuab7630
    @bikashchandrakhatuakhatuab7630 2 месяца назад

    ସରକାର ପରିବର୍ତ୍ତନ ହେଲେ- ସ୍ବେଛାଚାରିତା କମିଯାଏ କିନ୍ତୁ ପ୍ରଗତି ଶିଥିଳ ହୋଇଥାଏ । ଆରେ ଭାଇ ଲୋକ ମାନେ ମହଙ୍ଗା ଜିନିଷ କିଣିଲେ , ଧନୀ ଧନୀ feeling ଆସିବ।

  • @GayadharaDas-w6c
    @GayadharaDas-w6c 19 дней назад

    Bhai tame thik katha khila subhadra tanka milibaru sabu ret badhila ,,

  • @saratchandrakanhar2422
    @saratchandrakanhar2422 2 месяца назад +9

    ପରିବା ଚାଷ ନ କଲେ ଦର ଦାମ ବଡ଼ିବ

    • @ManojaNayak-d4p
      @ManojaNayak-d4p 2 месяца назад

      Tu murkha tate bujhaie habanie Naveen time rae kan ate rate thiela

    • @ManojaNayak-d4p
      @ManojaNayak-d4p 2 месяца назад

      Tu murkha mate message karie bu na

  • @sibaramsahoo4026
    @sibaramsahoo4026 2 месяца назад +6

    ପାକିସ୍ତାନ ମାର୍କେଟ ସହିତ ସମାନ ହୋଇଯିବ ଧୀରେ ଧୀରେ.

  • @rajuffyt9058
    @rajuffyt9058 2 месяца назад +3

    BJD ❤️💯

  • @PorsuramBhatra-pj3cp
    @PorsuramBhatra-pj3cp 2 месяца назад +3

    ମାଗଣା ଖିଆ ଓଡିଆ ସବୁ କଡିଆ ତମେ ଆଳୁ ଚାଷ କରୁନ ତଣ୍ଟି ଯାଏ ଗିଳିବ ମାଗଣା ଖିଆ ଶଳେ ପାଣ୍ଡୁ ରସ ପିଇଛନ୍ତି

  • @SantoshPadhi-hc4iu
    @SantoshPadhi-hc4iu 14 дней назад

    ❤❤❤❤❤❤n

  • @saratkumar7096
    @saratkumar7096 2 месяца назад +14

    ଠିକ୍ ହେଇଛି ,ଲୋକେ ଚାଷ ନକରି ଖାଲି ଫୋକଟ୍ ରେ ଖାଇବେ ,ଚାଷି ଗାଣ୍ଡି ମାରିବେ କି

    • @JitalishaNayak
      @JitalishaNayak 2 месяца назад

      Bhai chasi 40 dele bepari duchi 80 manisa hela murkha

  • @localmastitime5262
    @localmastitime5262 Месяц назад

    ଭଲ ହେଇଛି ମୁଁ ଜଣେ ଚାଷୀ ପରିବାର ର ପିଲା ଏବେ ଚାକିରୀ ପଛରେ ନ ଯାଇ ଚାଷ କରିବି ଆଉ ସରକାରୀ ଚାକର ଠାରୁ ବେଶୀ ପଇସା ରୋଜଗାର କରିବି

  • @kalyanpanda5885
    @kalyanpanda5885 2 месяца назад +1

    ମାନସ ବାବୁ ପରା ଡକାୟତ ଙ୍କ ସରଦାର ଥିଲେ

  • @kalpatarurout3073
    @kalpatarurout3073 2 месяца назад +7

    BJD Jindabad

  • @satyapriyaswain8110
    @satyapriyaswain8110 2 месяца назад +2

    Nabin Babunka bahuta bada bagicha thila

  • @lilukumarnayak6078
    @lilukumarnayak6078 2 месяца назад

    Mohan majhi as a sarpanch is good.

  • @PravakarParamanik-u9k
    @PravakarParamanik-u9k 2 месяца назад

    ❤Jay Jagannath Jay nabin babu Jay ❤

  • @StpSantali
    @StpSantali 2 месяца назад

    Bholo khuchi bhai

  • @RanjanbhoiRanjan-u7b
    @RanjanbhoiRanjan-u7b 17 дней назад

    ନବୀନ ଥିଲାବେଳେ ସବୁବଢିଥଲା କିଛି କମିନଥିଲା ଜେଉମାନେ କହୁଛନ୍ତି ଭୁଲ କହୁଛନ୍ତି ଭୁଲି ଯାଉଛନ୍ତି ପଛକଥା ମନେପକାଅ ମୋରଭାଇମାନେ ସବୁହଡପ କରିଖାଇଇଛନ୍ତି ବିଜେଡି ଏବେଖାଇ ପାରୁନାହାଁନ୍ତି ସେଥିଲାଗି କହୁଛନ୍ତି ବିଜେପି ବଢେଇଦେଲା

  • @renubalabehera1904
    @renubalabehera1904 2 месяца назад +2

    At Nabin period currption was at top in odisha

    • @tariniprasadacharya2934
      @tariniprasadacharya2934 2 месяца назад

      Naveen bele top thila boli ta government change hela , ebe puni sei abasta

    • @aproudjagannathbhaktkaling6054
      @aproudjagannathbhaktkaling6054 2 месяца назад

      Nai setebele All India Level re Kerala aau Goa pare Odisha re 3rd sabuthu kam corruption thila apana chahinle statewise corruption index check kari paribe

  • @kanhanaik1163
    @kanhanaik1163 2 месяца назад

    3:35 3:57 4:00

  • @gaganbihariroutproperinves2333
    @gaganbihariroutproperinves2333 Месяц назад

    ଦର ଆଉ ବଢୁ ।

  • @DasarathiDash-i9h
    @DasarathiDash-i9h 2 месяца назад

    Right

  • @Babasound-s4p
    @Babasound-s4p 2 месяца назад

    Bjd ❤

  • @PrakashSahoo-un1es
    @PrakashSahoo-un1es Месяц назад +1

    ମୋର କିଛିନାହିଁ ମୁପାଇନି ସୁଭଦ୍ରା ଟଙ୍କା ମୋର ରାସନ କାର୍ଡ ବି ନାହିଁ

  • @rudraprasadsahoo7394
    @rudraprasadsahoo7394 2 месяца назад +5

    ଦରଦାମ କଣ ବଢ଼ିଲାନି କି ଭାଇ ? ଏବେ କିଛି ହେଇନି ଆଗକୁ ଦେଖ କଣ ହଉଚି । ଗରିବ ଏପଟେ ଖାଇବାକୁ ନା ପାଉ କିନ୍ତୁ ଆମର ମୁଖ୍ୟମନ୍ତ୍ରୀ କେତେକ ଧନୀକ ଶ୍ରେଣୀର ବାବୁ ମାନଙ୍କ ସହ ବାର୍ତ୍ତାଳାପ କରିବାରେ ବ୍ୟସ୍ତ ।

  • @balarammohanty-rk7yq
    @balarammohanty-rk7yq 2 месяца назад +1

    Bjd❤❤❤

  • @Vasooli_Panvel_069
    @Vasooli_Panvel_069 2 месяца назад +2

    50000 Naba pa....
    Eiadu paile Siadu badhiba 😂😂😂😂 ( mr gulua)

  • @kakaakapanigrahy4012
    @kakaakapanigrahy4012 2 месяца назад

    सच बात

  • @MamaPalai-h3k
    @MamaPalai-h3k Месяц назад +1

    Hmm giridhara gamanga mukhyamantri thiba bele alu kg 02 tanka thila naveen pattnaik samayare 20 tanka hela. Kahin se katha ta kahuna

  • @MaheswarDehury-nk7ei
    @MaheswarDehury-nk7ei 2 месяца назад +1

    ସବୁ ବର୍ଷ କାର୍ତ୍ତିକ ମାସରେ ପରିବା ରେଟ ବଢେ ନନ୍ଦିଘୋଷ ଟିଭି ଶୋଇଥିଲା ବୋଧେ

  • @debendranarayandash9040
    @debendranarayandash9040 2 месяца назад

    ଚାଷ କରିବନାହି ଆସିବ କେଉଁଠୁ

  • @abkashrout5323
    @abkashrout5323 Месяц назад +1

    Pariba market ku adhika asila rate kam heba kam asila automatic rate adhika heba

  • @kalyanpanda5885
    @kalyanpanda5885 2 месяца назад

    ବିଜେଡି ସରକାର ରେ ସବୁ ମାଗଣା ଥିଲା ନନ୍ଦିଘୋଷ ର

  • @RinaTina-pr4ro
    @RinaTina-pr4ro Месяц назад

    ମୋହନ ସରକାର ଉଠୁ ନବୀନ ସରକାର ଆସୁ

  • @prahalladswain4396
    @prahalladswain4396 2 месяца назад +12

    Odisha ru Laxmi chadigala pari laguchi

    • @Zanil-kr7ll
      @Zanil-kr7ll 2 месяца назад +2

      Laxmi chhada dala ku odisha basi vote dele ebe kahile kana heba ame gaon re rahiki bi chaliba kasta heuchi

    • @diptiranjanpal6056
      @diptiranjanpal6056 2 месяца назад

      Na

  • @JkJitendraVigo
    @JkJitendraVigo 2 месяца назад

    Jay nabinbabu the best

  • @NarsinghPujari-b9t
    @NarsinghPujari-b9t 2 месяца назад

    Jay jagarnath

  • @shiv_shakti_melody
    @shiv_shakti_melody 2 месяца назад +2

    ଚାଷ ହେଉନି ସରକାର କଣ କରିବ

  • @Divyansh-c4r
    @Divyansh-c4r 17 дней назад

    Gst should be withdrawn it conjest the population of below poverty line as we as muddle class families

  • @JagannathSahoo-v1n
    @JagannathSahoo-v1n 2 месяца назад

    Bhai jaha kahil Thik kahil

  • @jytotirmayeelily1953
    @jytotirmayeelily1953 2 месяца назад +2

    🙏🙏 All Odisha Miss You Naveen Sir Great CM In India Jai BJD 🙏🙏

  • @DhadubandhuLenka
    @DhadubandhuLenka 2 месяца назад

    ଦେଖନ୍ତୁ ବିଜେପିରେ ଯୋଗଦାନ କରିଥୀବା ନେତାଏ

  • @biswanathsitha5142
    @biswanathsitha5142 Месяц назад

    ଆରେ ହେ ବିଜେଡି ଗଲାପରେ ନବିନ ହେଇଗଲା ଭଲ ,ଯେତେବେଳେ ଥାନାରେ ଏତଲା ଦିଆଯାଉଥିଲା ପୋଲିସ ଫେରେଇ ଦେଉଥିଲା ,ଆଜି ନବିନ ଶାସନ ଭଲ ଥୁଲା ।ଶଳା ତମକୁ ଲାଜ ନାହିଁ ,