Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ମୁଖ୍ୟମନ୍ତ୍ରୀ ଙ୍କର ଏଭଳି ଲୋକଙ୍କ ସହିତ କଥା ବାର୍ତ୍ତା ବହୁତ୍ ହୃଦୟଷ୍ପର୍ସୀ I
ପ୍ରଥମଥର କଥା ଶୁଣି ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏
🎉
ଜୟ ଜଗନ୍ନାଥ ଜୟ ମୋହନ ସାର 🙏🙏🙏🙏
ଜୟ ଜଗନ୍ନାଥ...🙏ଜୟ ମୋଦୀ ଜୀ...ଜୟ ମୋହନ ଜୀ...ଜୟ ବିଜେପି...❤❤❤❤❤❤❤❤❤
Mohan sir best chief minister ❤
Great c m in odisha
ଶିଖ ହୋ ନବୀନ
ନବିନ କେବଳ ହାତ ହଲାଇବା ଜାଣିଚି ଆଉ କିଛି ଜଣା ନାହିଁ
Right
😂😂😂😂
Are andha bhakta sabu ta nabin karichhi nua kan
@@SujanGuyae jojana ta kahar ki
Great cm of odisha
6i
Jay mohan majhi sir great cm 🙏🙏🙏🙏🙏🇮🇳🇮🇳🇮🇳💐💐💐💐
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗାନ୍ଧୀ ବ୍ଲକ ଏଠାରେ ଆଦିବାସୀ ଲୂକ ବହୁତ ଅଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଅବହେଲିତରେ ଅଛନ୍ତି ଏଠି କେବଳ ସୁଷଣ ଚାଲିଛି
ସାର୍ ଆପଣଙ୍କ ଭାଷଣରେ ଆମେ ବହୁତ ଖୁସି। କିନ୍ତୁ ଦୁଃଖର ବିଷୟ ଏହିକି ଯେ ମୋ ପୁଅ ର ଆଇ ଟି ଆଇ ସରିଲାଣି କିନ୍ତୁ ପାଠ ପଢା ଖର୍ଚ୍ଚ ଏ ପର୍ଯ୍ୟନ୍ତ ମିଳି ନାହିଁ।
ମୋହନ ସାର ବହୁତ ସୁନ୍ଦର 🌹
ମହୋନ ମାଝୀ ସାର ଆପଣଙ୍କୁ ନମସ୍କାର ଆମରକନ୍ଧମାଳ ଜିଲ୍ଲା ତରଫରୁ ବହୁତ ବହୁତ ଧନ୍ଯବାଦ
ବହୁତ୍ ଦୁଃଖ ଓ ପରିତାପ ର ବିଷୟ ହେଉଛି ଯେଉଁ ନିର୍ମାଣ ଶ୍ରମିକ କାର୍ଯ୍ୟଳୟ ରହିଛି ତାହା ହେଉଛି ଦୁର୍ନୀତି ର ଗନ୍ତା ଘର, ସେଠି କୌଣସି କାମ ବିନା ଲାଞ୍ଚ ରେ ହେଉନାହିଁ, ସବୁ ଦଲାଲ କରୁଛନ୍ତି, ବାବୁ ମାନେ ସେଠି ନିଦା ବିଷ୍ଣୁ ପାଲଟିଛନ୍ତି , କେହି କିଛି ଶୁଣନ୍ତି ନାହିଁ , ସେ ଛାତ୍ର ବୃତ୍ତି ହେଉ କିମ୍ବା renewal ହେଉ କିଛି ହେଉନାହିଁ
Bahi se juga Gala nabin ra khela khatm
Goodsir❤
Good Cm
ନିର୍ମାଣ ଶ୍ରମିକ ଦଲାଲ ମାନଙ୍କ ଶିକାର ହୋଇଯାଉଛି sir. ଏବେ ସୁଦ୍ଧା ଦଲାଲ ଏବଂ ଲେବର ଅଫିସର ମାନଙ୍କ ଭିତିରିଆ କାରବାର ଚାଲିଛି ! ଅଗଣିତ ଶ୍ରମିକ ଏବଂ ରାଜମିସ୍ତ୍ରୀ ବିନା ଲାଞ୍ଚରେ କୌଣସି ସୁବିଧା ପାଉନାହାନ୍ତି, ଏହା ନିରାଟ ସତ୍ୟ ଅଟେ !
ଆମେ ଶ୍ରମିକ ହେଲେ ଆମକୁ ଶ୍ରମିକ କାର୍ଡ ନାହିଁ ଶ୍ରମିକ କାର୍ଡ ପାଇଁ ପଇସା ଦରକାର ହେଉଛି ସେଥିପାଇଁ କାର୍ଡ ଗୁଟେ କରି ପାରୁନି ସାର
ଆମେ ଦେଖୁଛୁ ସାରା ଦେଶ ରେ ବିଜେପି ଲୋକଙ୍କ ପାଇଁ କେମିତି କାମ କରୁଛି, ୨ମାସ ସରକାର ରେ କେତେବେଳେ ଶ୍ରମିକ ଭେଟିଲେ ଗୁହାରି କଲେ ବିମା ରାଶି ବଢ଼ାଇବା ପାଇଁ
Very good c,m, sir koti koti pranam
Nice
renewal ପାଇଁ ଆବେଦନ କଲେ officer approval ଦେଉ ନାହାନ୍ତି
ମାନ ନୀୟ ଶ୍ରୀ+ ମୁଖ୍ୟ ମନ୍ତ୍ରୀ ମୋହଦୟ ଲେଖିବାର ଅଭିପ୍ରାୟ ଏହି କି ଯେ ମୁଁ ଶ୍ରୀ ମଥୁରା ନନ୍ଦ ମଲ୍ଲିକ ମୋର ଅଭିଯୋଗ ଏହିକି ଯେ ମୁଁ ଆଜକୁ ପ୍ରାୟ ୪ ବରହେବ ମୋର ବଡ଼ଝିଅ କୁ ବିବାହ ଦେଇ ସାରିଲାଣି ହେଲେ ଲେବର କଡ଼ ରୁ ବିବାହ ପାଇଁ ଯେଉଁ ଟଙ୍କା ମିଳିବା କଥା ସେ ମୋତେ ମିଳିନାହି ଏଜେଣ୍ଟ କହୁଛି ମିଳିବ ହେଲେ ୪ ବର୍ଷ ହେଲା ମୁଁ ପଇସା ପାଇଲି ନାହିଁ ଏଣୁ ବିନିମୟ ଅନୁରୋଧ ଏହିକି ଜେ ମୋତେ ମୋ ପଇସା ଟି ମିଳିଲେ ମୁଁ ଚିର ଉପକୃତ ହେବି ଇତି ,,ଆପଣ କଂ ମଥୁରା ଜୟ ଜଗନ୍ନାଥ
ମୋହନ ସାରେ ଆପଣଙ୍କୁ ଗୋଟିଏ ବିନତୀ ଆମ ଗରୀବ ମାନଙ୍କୁ କିଛି ଜଳ ଜମି ପ୍ରଦାନକରାଯାଉ ଜୟ ଜଗନ୍ନାଥ
ଗରିବ ମରିବଯେତେ ଯୋଜନା ବାହାରୁଛି ବଡ଼ ଲୋକ ଙ୍କ ପାଇଁ ଗରିବ କୁ କିଛି ମିଳୁନାହିଁ ସତ୍ୟ କଥା
Very good sir,..
Great CM of odisha... I proud.Many many thanks 🙏 sir.
ଧନ୍ୟବାଦ୍ cm sir
Very Beautiful 🎉🎉🎉
🙏ଯାହା ହେଉ ସାଧାରଣ ଲୋକଙ୍କ ଭଳି ଭାଷଣ ଧନ୍ୟବାଦ ସାର ଆପଣ ଏଭଳି ଭାଷଣ ଦେଇ ଅଶିକ୍ଷିତ, ଅପାଠୁଆ ସାଧାରଣ ମଣିଷଟିଏ ଆପଣଙ୍କ କଥାକୁ ବୁଝିପାରୁଛି. ଆଉ ଆପଣଙ୍କୁ ପାଖରେ ପାଇ ନିଜ ସୁଖ ଦୁଃଖ ଜଣେଇପାରୁଛି.ପୂର୍ବ ସରକାର କଣ କହୁଥିଲେ ସେ ହିଁ ଜାଣୁଥିଲେ ଆଉ ତାଙ୍କ ପାଣ୍ଡୁ ଜାଣୁଥିଲେ. 🙏
କନ୍ଧମାଳ ରୁ ଧନ୍ୟବାଦ 😍😍 ର
Thanks 💯 CM Mohan SirHart touch speech
Jane simple manisha,dukhi manisha ra saathi the great cm mohan majhi sir
Good 👍👍👍👍👍👍👍❤❤❤❤❤ok
Your information is very good
C,m,m,sir very good, bahut bahut thankyou koti koti pranam
Dhanyawad sir
Mora abe jai nirman shramik scholarship milini please help 🙏 Apply karibara 5 months hoigala😭😭😭
Apanaku bahut bahut dhanyabad ama khati khia manaku dhyaan debaru
ମୋହନ ସାର ଗରିବ ଙ୍କ ଡାକ ଶୁଣିଛନ୍ତି🙏🙏🙏🙏 ମିଶ୍ରୀ
Bahuta bhal katha kahile sir shramika mankar dukha bujhi paruchhanti aeta khusi ra katha
ଜୟ ମୋହନ ସରକାର ଙ୍କ ର ଜୟ ହ ଉ,ମୋ କେନ୍ଦୁଝର ରୁ ଅବିନନ୍ଦନ ଜଣାଇଲି ଜୟ ମା ତାରିଣୀ
Great cm sir🎉
People CM
Good sir ❤❤
Cm କୁହନ୍ତି 100%
Great.c.m
Super power cm
Bahutt badhia❤ Jaye jaganath
I❤love.my.odisha.cm.2o24
Mohon maje jindabad
We love our people CM MOHAN BABA, JAY BJP paribar
ମୁଖ୍ୟମନ୍ତ୍ରୀ ତ ସମସ୍ତଙ୍କର କିନ୍ତୁ ସଂମାନନୀୟ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମ କେନ୍ଦୁଝରରୁ କିଏ ଅଛ
Ganjam b amar kahichanti mohan sir
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji 🙏🙏🙏🙏🙏🙏🙏
ମନତଭଲ ଲାଗୁଛି ବହୁତ ମନ୍ତ୍ରୀ ଦିଅନ୍ତି ନି କେବେ ସାକ୍ଷାତଏବେକେମିତି ସାକ୍ଷାତ ହୋଇବା ହଟିଯିବ ମୋର ସମସ୍ଯା ସତ =1ବହୁଦିନହେଲା ବିଜେପିରେ ମିଶି ଗୋପନ ସଂଗ୍ରାମ କରିଛି ସତ ଅପ୍ରାଜିତା ମିଶ୍ରଣଦିନ ଫଟମୋ ରହିଛି ଅଫିସ୍ ପୁସ୍ତକ ପଠଉନି ସତ ଜୟ ହିନ୍ଦ୍🎉🎉🎉🎉🎉🎉🎉🎉🎉🎉🎉
ଶ୍ରମିକ ମାନେ ତ ଭଡ଼ା ଦେଇ ଭୁବନେଶ୍ୱର ରେ ରହୁଛନ୍ତି ଆପଣ ଯାହାକୁ ଘରଦଉଛନ୍ତି ସେମାନେ ମାଲିକ ହେଇ ଭୁବନେଶ୍ୱର ରେ ରହୁଛନ୍ତି।
ସାରେ ଏବେ ଜନସେବା କେନ୍ଦ୍ରରେ ନିର୍ମାଣ କଲ୍ୟାଣ ବୋର୍ଡର ପୋଟାଲଖୋଲୁ ନାହିଁ
ମହନ ବାବୁର ପୁନ୍ ନଂମ୍ବର ଦିଅ
Super sarkar🎉🎉🎉🎉🎉
MOHAN BABU JINDABAD
Thank you sir
Cm mohan babu krusak sathinku regular karajau
Very good sir zindabad zindabad zindabad zindabad zindabad zindabad zindabad
ମାଲ ଛାଡ ଶ୍ରମିକ ମାନଙ୍କୁ ଯାତ୍ରା କରନି ଖାଲି
Thanks,Lod Jagannath bless you.
Thanks sir
Great cm ama odia pila bahut vala lagila ama cm ama odia pua
କୋରାପୁଟ ରୁ ମୁଁ 😊
Apnnk Katha bhala laguchi sir
Nice mohan sir
Sarkar khali kendujhar ro na kon
❤️🙋ଜୟ ଜଗନ୍ନାଥ 🙋ସରକାର 1ନମ୍ବର 🧎♀️👌
.verygood
Good cmMohanaJi
ବହୁତ ଭଲ କରିଛନ୍ତି କହିଛନ୍ତି ବି ମଧ୍ୟଂ
Jay jagannth 🙏🙏
Mu kumudini dharamgada lakhuchi
ଆପଣ ଠିକ୍ କହିଛନ୍ତି ହେଲେ ପ୍ରକୁତରେ ଶ୍ରମିକ ସୁବିଧା ପାଉନାହାନ୍ତି କିଛି ଦଲାର ଖାଉଛନ୍ତି ସେମାନଙ୍କୁ ଗିରଫ କରାଗଲେ ଭଲ ହୁଅନ୍ତା
୨୦ ଭାଗ ଯୋଗ୍ୟ ଓ ୮୦ ଭାଗ ଅଯୋଗ୍ୟ ହିତାଧୀକାରୀ ଶ୍ରମିକ ଫାଇଦା ପାଉଛନ୍ତି। ଭୁବନେଶ୍ୱର ଶଲିଆ ସାହିରେ ବହୁତ ଘୋଟଲା। ଅଯୋଗ୍ୟ ହିତାଧୀକାରୀ ମାନେ ଘର ପଟ୍ଟା ସାଙ୍ଗକୁ ବିଜୁ ପକ୍କା ଘର ହାତେଇ ଛନ୍ତି।ଘର ଭଡା ଦେଇ ଆସିକାରେ ରହୁଛନ୍ତି। ଦୁଇ ତିନି ମାସରେ ଯାଇ ରାସନ୍ ଆଣୁ ଛନ୍ତି।
Jay Jagannath 🎉
କନ୍ଧମାଳ କୁ କେହି ମନେପକୁଁହାନ୍ତି
God bless you sir 🙏🙏👍
Thanks
JAY SRI jagannath Mu Keonjhar
Mohan sir bhal tanka pakhaku Nabeen sir rahile odisha agaku daudanta❤
Jajpur....
Dist nuapada ❤❤❤
Manabadha jani 🎉🎉🎉
Very Good
Great sir
ମହେନ ମାଝିଙ୍କୁସାରେ ଙ୍କୁ ମର ନମସ୍କାର
Odia teacher is best ❤😂
Thanks you mohan sir
Bheri gud sir
Keonjhar pain -kalu
Sir Bangladeshi manku kheda tanka pai ame dadan jauchu
Hii
ଆଜି 3 ବର୍ଷ ହେବ ମୁଁ କୌଣସି ସୁବିଧା ପାଇଁ ନାହିଁ
Amiti Lokanka saha misi kama kale.Lokanka dukha bujhile kehibi BJP ku..hateipariba nahi.Lokapriya hoi rahiba...Jay Jagannath
Jaya sri ram
Apnnk katha bhla laguchi sar
ମୁଖ୍ୟମନ୍ତ୍ରୀ ଙ୍କର ଏଭଳି ଲୋକଙ୍କ ସହିତ କଥା ବାର୍ତ୍ତା ବହୁତ୍ ହୃଦୟଷ୍ପର୍ସୀ I
ପ୍ରଥମଥର କଥା ଶୁଣି ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏
🎉
ଜୟ ଜଗନ୍ନାଥ ଜୟ ମୋହନ ସାର 🙏🙏🙏🙏
ଜୟ ଜଗନ୍ନାଥ...🙏ଜୟ ମୋଦୀ ଜୀ...ଜୟ ମୋହନ ଜୀ...ଜୟ ବିଜେପି...❤❤❤❤❤❤❤❤❤
Mohan sir best chief minister ❤
Great c m in odisha
ଶିଖ ହୋ ନବୀନ
ନବିନ କେବଳ ହାତ ହଲାଇବା ଜାଣିଚି ଆଉ କିଛି ଜଣା ନାହିଁ
Right
😂😂😂😂
Are andha bhakta sabu ta nabin karichhi nua kan
@@SujanGuyae jojana ta kahar ki
Great cm of odisha
6i
Jay mohan majhi sir great cm 🙏🙏🙏🙏🙏🇮🇳🇮🇳🇮🇳💐💐💐💐
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗାନ୍ଧୀ ବ୍ଲକ ଏଠାରେ ଆଦିବାସୀ ଲୂକ ବହୁତ ଅଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଅବହେଲିତରେ ଅଛନ୍ତି ଏଠି କେବଳ ସୁଷଣ ଚାଲିଛି
ସାର୍ ଆପଣଙ୍କ ଭାଷଣରେ ଆମେ ବହୁତ ଖୁସି। କିନ୍ତୁ ଦୁଃଖର ବିଷୟ ଏହିକି ଯେ ମୋ ପୁଅ ର ଆଇ ଟି ଆଇ ସରିଲାଣି କିନ୍ତୁ ପାଠ ପଢା ଖର୍ଚ୍ଚ ଏ ପର୍ଯ୍ୟନ୍ତ ମିଳି ନାହିଁ।
ମୋହନ ସାର ବହୁତ ସୁନ୍ଦର 🌹
ମହୋନ ମାଝୀ ସାର ଆପଣଙ୍କୁ ନମସ୍କାର ଆମର
କନ୍ଧମାଳ ଜିଲ୍ଲା ତରଫରୁ ବହୁତ ବହୁତ ଧନ୍ଯବାଦ
ବହୁତ୍ ଦୁଃଖ ଓ ପରିତାପ ର ବିଷୟ ହେଉଛି ଯେଉଁ ନିର୍ମାଣ ଶ୍ରମିକ କାର୍ଯ୍ୟଳୟ ରହିଛି ତାହା ହେଉଛି ଦୁର୍ନୀତି ର ଗନ୍ତା ଘର, ସେଠି କୌଣସି କାମ ବିନା ଲାଞ୍ଚ ରେ ହେଉନାହିଁ, ସବୁ ଦଲାଲ କରୁଛନ୍ତି, ବାବୁ ମାନେ ସେଠି ନିଦା ବିଷ୍ଣୁ ପାଲଟିଛନ୍ତି , କେହି କିଛି ଶୁଣନ୍ତି ନାହିଁ , ସେ ଛାତ୍ର ବୃତ୍ତି ହେଉ କିମ୍ବା renewal ହେଉ କିଛି ହେଉନାହିଁ
Bahi se juga Gala nabin ra khela khatm
Goodsir❤
Good Cm
ନିର୍ମାଣ ଶ୍ରମିକ ଦଲାଲ ମାନଙ୍କ ଶିକାର ହୋଇଯାଉଛି sir. ଏବେ ସୁଦ୍ଧା ଦଲାଲ ଏବଂ ଲେବର ଅଫିସର ମାନଙ୍କ ଭିତିରିଆ କାରବାର ଚାଲିଛି ! ଅଗଣିତ ଶ୍ରମିକ ଏବଂ ରାଜମିସ୍ତ୍ରୀ ବିନା ଲାଞ୍ଚରେ କୌଣସି ସୁବିଧା ପାଉନାହାନ୍ତି, ଏହା ନିରାଟ ସତ୍ୟ ଅଟେ !
ଆମେ ଶ୍ରମିକ ହେଲେ ଆମକୁ ଶ୍ରମିକ କାର୍ଡ ନାହିଁ ଶ୍ରମିକ କାର୍ଡ ପାଇଁ ପଇସା ଦରକାର ହେଉଛି ସେଥିପାଇଁ କାର୍ଡ ଗୁଟେ କରି ପାରୁନି ସାର
ଆମେ ଦେଖୁଛୁ ସାରା ଦେଶ ରେ ବିଜେପି ଲୋକଙ୍କ ପାଇଁ କେମିତି କାମ କରୁଛି, ୨ମାସ ସରକାର ରେ କେତେବେଳେ ଶ୍ରମିକ ଭେଟିଲେ ଗୁହାରି କଲେ ବିମା ରାଶି ବଢ଼ାଇବା ପାଇଁ
Very good c,m, sir koti koti pranam
Nice
renewal ପାଇଁ ଆବେଦନ କଲେ officer approval ଦେଉ ନାହାନ୍ତି
ମାନ ନୀୟ ଶ୍ରୀ+ ମୁଖ୍ୟ ମନ୍ତ୍ରୀ ମୋହଦୟ ଲେଖିବାର ଅଭିପ୍ରାୟ ଏହି କି ଯେ ମୁଁ ଶ୍ରୀ ମଥୁରା ନନ୍ଦ ମଲ୍ଲିକ ମୋର ଅଭିଯୋଗ ଏହିକି ଯେ ମୁଁ ଆଜକୁ ପ୍ରାୟ ୪ ବରହେବ ମୋର ବଡ଼ଝିଅ କୁ ବିବାହ ଦେଇ ସାରିଲାଣି ହେଲେ ଲେବର କଡ଼ ରୁ ବିବାହ ପାଇଁ ଯେଉଁ ଟଙ୍କା ମିଳିବା କଥା ସେ ମୋତେ ମିଳିନାହି ଏଜେଣ୍ଟ କହୁଛି ମିଳିବ ହେଲେ ୪ ବର୍ଷ ହେଲା ମୁଁ ପଇସା ପାଇଲି ନାହିଁ ଏଣୁ ବିନିମୟ ଅନୁରୋଧ ଏହିକି ଜେ ମୋତେ ମୋ ପଇସା ଟି ମିଳିଲେ ମୁଁ ଚିର ଉପକୃତ ହେବି ଇତି ,,ଆପଣ କଂ ମଥୁରା ଜୟ ଜଗନ୍ନାଥ
ମୋହନ ସାରେ ଆପଣଙ୍କୁ ଗୋଟିଏ ବିନତୀ ଆମ ଗରୀବ ମାନଙ୍କୁ କିଛି ଜଳ ଜମି ପ୍ରଦାନକରାଯାଉ ଜୟ ଜଗନ୍ନାଥ
ଗରିବ ମରିବ
ଯେତେ ଯୋଜନା ବାହାରୁଛି ବଡ଼ ଲୋକ ଙ୍କ ପାଇଁ ଗରିବ କୁ କିଛି ମିଳୁନାହିଁ ସତ୍ୟ କଥା
Very good sir,..
Great CM of odisha... I proud.
Many many thanks 🙏 sir.
ଧନ୍ୟବାଦ୍ cm sir
Very Beautiful 🎉🎉🎉
🙏ଯାହା ହେଉ ସାଧାରଣ ଲୋକଙ୍କ ଭଳି ଭାଷଣ ଧନ୍ୟବାଦ ସାର ଆପଣ ଏଭଳି ଭାଷଣ ଦେଇ ଅଶିକ୍ଷିତ, ଅପାଠୁଆ ସାଧାରଣ ମଣିଷଟିଏ ଆପଣଙ୍କ କଥାକୁ ବୁଝିପାରୁଛି. ଆଉ ଆପଣଙ୍କୁ ପାଖରେ ପାଇ ନିଜ ସୁଖ ଦୁଃଖ ଜଣେଇପାରୁଛି.ପୂର୍ବ ସରକାର କଣ କହୁଥିଲେ ସେ ହିଁ ଜାଣୁଥିଲେ ଆଉ ତାଙ୍କ ପାଣ୍ଡୁ ଜାଣୁଥିଲେ. 🙏
କନ୍ଧମାଳ ରୁ ଧନ୍ୟବାଦ 😍😍 ର
Thanks 💯 CM Mohan Sir
Hart touch speech
Jane simple manisha,dukhi manisha ra saathi the great cm mohan majhi sir
Good 👍👍👍👍👍👍👍❤❤❤❤❤ok
Your information is very good
C,m,m,sir very good, bahut bahut thankyou koti koti pranam
Dhanyawad sir
Mora abe jai nirman shramik scholarship milini please help 🙏
Apply karibara 5 months hoigala😭😭😭
Apanaku bahut bahut dhanyabad ama khati khia manaku dhyaan debaru
ମୋହନ ସାର ଗରିବ ଙ୍କ ଡାକ ଶୁଣିଛନ୍ତି🙏🙏🙏🙏 ମିଶ୍ରୀ
Bahuta bhal katha kahile sir shramika mankar dukha bujhi paruchhanti aeta khusi ra katha
ଜୟ ମୋହନ ସରକାର ଙ୍କ ର ଜୟ ହ ଉ,ମୋ କେନ୍ଦୁଝର ରୁ ଅବିନନ୍ଦନ ଜଣାଇଲି ଜୟ ମା ତାରିଣୀ
Great cm sir🎉
People CM
Good sir ❤❤
Cm କୁହନ୍ତି 100%
Great.c.m
Super power cm
Bahutt badhia❤ Jaye jaganath
I❤love.my.odisha.cm.2o24
Mohon maje jindabad
We love our people CM MOHAN BABA, JAY BJP paribar
ମୁଖ୍ୟମନ୍ତ୍ରୀ ତ ସମସ୍ତଙ୍କର କିନ୍ତୁ ସଂମାନନୀୟ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମ କେନ୍ଦୁଝରରୁ କିଏ ଅଛ
Ganjam b amar kahichanti mohan sir
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji 🙏🙏🙏🙏🙏🙏🙏
ମନତଭଲ ଲାଗୁଛି ବହୁତ
ମନ୍ତ୍ରୀ ଦିଅନ୍ତି ନି କେବେ ସାକ୍ଷାତ
ଏବେକେମିତି ସାକ୍ଷାତ ହୋଇବା
ହଟିଯିବ ମୋର ସମସ୍ଯା ସତ =1
ବହୁଦିନହେଲା ବିଜେପିରେ ମିଶି
ଗୋପନ ସଂଗ୍ରାମ କରିଛି ସତ
ଅପ୍ରାଜିତା ମିଶ୍ରଣଦିନ ଫଟମୋ ରହିଛି
ଅଫିସ୍ ପୁସ୍ତକ ପଠଉନି ସତ
ଜୟ ହିନ୍ଦ୍🎉🎉🎉🎉🎉🎉🎉🎉🎉🎉🎉
ଶ୍ରମିକ ମାନେ ତ ଭଡ଼ା ଦେଇ ଭୁବନେଶ୍ୱର ରେ ରହୁଛନ୍ତି ଆପଣ ଯାହାକୁ ଘରଦଉଛନ୍ତି ସେମାନେ ମାଲିକ ହେଇ ଭୁବନେଶ୍ୱର ରେ ରହୁଛନ୍ତି।
ସାରେ ଏବେ ଜନସେବା କେନ୍ଦ୍ରରେ ନିର୍ମାଣ କଲ୍ୟାଣ ବୋର୍ଡର ପୋଟାଲଖୋଲୁ ନାହିଁ
ମହନ ବାବୁର ପୁନ୍ ନଂମ୍ବର ଦିଅ
Super sarkar🎉🎉🎉🎉🎉
MOHAN BABU JINDABAD
Thank you sir
Cm mohan babu krusak sathinku regular karajau
Very good sir zindabad zindabad zindabad zindabad zindabad zindabad zindabad
ମାଲ ଛାଡ ଶ୍ରମିକ ମାନଙ୍କୁ ଯାତ୍ରା କରନି ଖାଲି
Thanks,Lod Jagannath bless you.
Thanks sir
Great cm ama odia pila bahut vala lagila ama cm ama odia pua
କୋରାପୁଟ ରୁ ମୁଁ 😊
Apnnk Katha bhala laguchi sir
Nice mohan sir
Sarkar khali kendujhar ro na kon
❤️🙋ଜୟ ଜଗନ୍ନାଥ 🙋ସରକାର 1ନମ୍ବର 🧎♀️👌
.verygood
Good cmMohanaJi
ବହୁତ ଭଲ କରିଛନ୍ତି କହିଛନ୍ତି ବି ମଧ୍ୟଂ
Jay jagannth 🙏🙏
Mu kumudini dharamgada lakhuchi
ଆପଣ ଠିକ୍ କହିଛନ୍ତି ହେଲେ ପ୍ରକୁତରେ ଶ୍ରମିକ ସୁବିଧା ପାଉନାହାନ୍ତି କିଛି ଦଲାର ଖାଉଛନ୍ତି ସେମାନଙ୍କୁ ଗିରଫ କରାଗଲେ ଭଲ ହୁଅନ୍ତା
୨୦ ଭାଗ ଯୋଗ୍ୟ ଓ ୮୦ ଭାଗ ଅଯୋଗ୍ୟ ହିତାଧୀକାରୀ ଶ୍ରମିକ ଫାଇଦା ପାଉଛନ୍ତି। ଭୁବନେଶ୍ୱର ଶଲିଆ ସାହିରେ ବହୁତ ଘୋଟଲା। ଅଯୋଗ୍ୟ ହିତାଧୀକାରୀ ମାନେ ଘର ପଟ୍ଟା ସାଙ୍ଗକୁ ବିଜୁ ପକ୍କା ଘର ହାତେଇ ଛନ୍ତି।ଘର ଭଡା ଦେଇ ଆସିକାରେ ରହୁଛନ୍ତି। ଦୁଇ ତିନି ମାସରେ ଯାଇ ରାସନ୍ ଆଣୁ ଛନ୍ତି।
Jay Jagannath 🎉
କନ୍ଧମାଳ କୁ କେହି ମନେପକୁଁହାନ୍ତି
God bless you sir 🙏🙏👍
Thanks
JAY SRI jagannath Mu Keonjhar
Mohan sir bhal tanka pakhaku Nabeen sir rahile odisha agaku daudanta❤
Jajpur....
Dist nuapada ❤❤❤
Manabadha jani 🎉🎉🎉
Very Good
Great sir
ମହେନ ମାଝିଙ୍କୁସାରେ ଙ୍କୁ ମର ନମସ୍କାର
Odia teacher is best ❤😂
Thanks you mohan sir
Bheri gud sir
Keonjhar pain -kalu
Sir Bangladeshi manku kheda tanka pai ame dadan jauchu
Hii
ଆଜି 3 ବର୍ଷ ହେବ ମୁଁ କୌଣସି ସୁବିଧା ପାଇଁ ନାହିଁ
Amiti Lokanka saha misi kama kale.
Lokanka dukha bujhile kehibi BJP ku..hateipariba nahi.
Lokapriya hoi rahiba...Jay Jagannath
Jaya sri ram
Apnnk katha bhla laguchi sar