News Fuse 22 Oct 2024 | ହେଲା... ଖତ ଖାଇଲା | ମୁହଁରେ ହସ ଫୁଟିଲା | ଫ୍ୟୁଜ୍ Views

Поделиться
HTML-код
  • Опубликовано: 24 окт 2024

Комментарии • 46

  • @balarammallick9372
    @balarammallick9372 2 дня назад +4

    କିରେ ନାରଣ ଆଜିବି ମାନବିକତା ବଞ୍ଚିଚିରେ ସେ ଭାଇ ମାନଙ୍କୁ ବହୁତ୍ ଧନ୍ୟବାଦ

  • @Storycreator-tk6hh
    @Storycreator-tk6hh 2 дня назад +7

    ବାଣରୁ ଯଦି ଏତେ ପ୍ରଦୂଷଣ ହୋଉଛି, ସବୁ ଦିନ ତ ଗାଡି, କଳକାରଖାନା ଏବଂ ବିଶ୍ୱ ରେ ଯୁଦ୍ଧ ହେଉଛି,ସେଥିରୁ କଣ ପ୍ରଦୂଷଣ ହେଉନି କି। ଏସବୁ ନିୟମ ଖାଲି ଲୋକ ଦେଖାଣିଆ ଆଉ କିଛି ନୁହଁ। Save tree save earth.

  • @143Susanta
    @143Susanta День назад +1

    ଜୟ ଜଗନ୍ନାଥ ଦୁଃଖୀଙ୍କୁ ଏତେ ଦୁଃଖ କଣ ପାଇଁ ଦେଉଛନ୍ତି କଳା ସାଆନ୍ତେ ମୁଁ ବୁଝି ପାରୁନି 🙏🏿🙏🏿🙏🏿

  • @THE.RSS_BOY
    @THE.RSS_BOY День назад +2

    ଭାଇ ମୁ ବାଣ କିଣି ଫୁଟାଇବି ଆଉ ପ୍ରଦୂଷଣ ରକ୍ଷାପାଇଁ ଗଛ ଭି ଲଗାଇବି , ଜୟ ଶ୍ରୀ ରାମ୍🚩 ଜୟ ଜଗନ୍ନାଥ 🙏

  • @AshokNayak-fs1li
    @AshokNayak-fs1li 2 дня назад +2

    ଦୀପାବଳୀ ରେ ବାଣ ଫୋଟାଇବା କୁ କାହାକୁ ମନା କରିପାରିବା ନାହିଁ କିନ୍ତୁ ସମସ୍ତଙ୍କୁ ଅନୁରୋଧ ଯେ ଅନ୍ୟ କାହାକୁ କ୍ଷତି ହେଲା ଭଳି ବାଣ ଫୁଟାଇବା ନାହିଁ ।

  • @soumyaranjanbarik4734
    @soumyaranjanbarik4734 День назад

    ବାଣ ବିନା ବି ଦୀପାବଳୀ ପାଳନ କରାଯାଇପାରିବ ଆମ ମାନସିକତା ଅନୁଯାୟୀ

  • @THE.RSS_BOY
    @THE.RSS_BOY День назад +1

    ବିନା ବାଣରେ ଯଦି ଦୀପାବଳୀ ପାଳନ କରିହେବ ,ତାହାହେଲେ ବିନା ଗାଡିରେ କଣ ନିଜ ଅଫିସକୁ ଯାଇହେବନି ?

  • @prasantapattanaik862
    @prasantapattanaik862 2 дня назад +1

    ସରକାରଂକ କୋଟି କୋଟି ଟଂକା ଖର୍ଚ୍ଚ ହେଇ କାମକୁ ଆସୁ ନ ଥିବା ଵହୁତ୍ ଯୋଜନା ପରିତ୍ୟକ୍ତ ଅବସ୍ଥା ରେ ଥିଲାବେଳେ ଲୋକେ ଗଣ୍ଡେ ଖାଇବାକୁ ପାଉ ନାହାନ୍ତି। ଏସବୁ ଦୁଃଖ ଲାଗେ।

  • @purnachandragadtia539
    @purnachandragadtia539 День назад

    ନାରାୟଣ ଙ୍କୁ ମୁଁ ସାଧୁବାଦ୍ ଜଣାଉଛି news fius ଦେଖିକି ସାର୍

  • @KarnaAmanatyaKarna
    @KarnaAmanatyaKarna 2 дня назад

    ଧନ୍ୟବାଦ ଭାଇ ।

  • @soumyaranjanbarik4734
    @soumyaranjanbarik4734 День назад

    ଅସହାୟ ଙ୍କୁ ସାହାର୍ଯ୍ୟ କରିଥିବା ଭାଇମାନଙ୍କୁ ଭଗବାନ୍ ଦୀର୍ଘାୟୁ କରନ୍ତୁ

  • @bravosingh4153
    @bravosingh4153 2 дня назад

    ଭଗବାନ ଯାହାକୁ ଦୁଃଖ ଦେବେ ସବୁ ଆଡୁ ଦୁଃଖ ଦେବେ । କି ବିଚାର ଭଗବାନ ଆପଣଙ୍କର ?

  • @travelentertainmentvlog199
    @travelentertainmentvlog199 День назад

    ସମସ୍ତଙ୍କ ପାଖରେ ମାନବିକତା ରହିବା ଦରକାର ତାହେଲେ ସମସ୍ତେ ଭଲରେ ରହିବେ

  • @soumyaranjanbarik4734
    @soumyaranjanbarik4734 День назад

    ଏତେ ବଡ କାମ ନବୀନ ବାବୁ କଲେ ତାଙ୍କଦଳ ଯେବେ ଶାସନ କୁ ଆସିବ ସେବେଯାଇ କାମରେ ଲାଗିବ ଏଥିପାଇଁ 5ବର୍ଷଲାଗିପାରେ କିମ୍ବା 50 ବର୍ଷ

  • @sudhansukumarbal3419
    @sudhansukumarbal3419 2 дня назад

    Nice public awareness program

  • @travelentertainmentvlog199
    @travelentertainmentvlog199 День назад

    ସରକାର ତ କରିଛନ୍ତି କାମରେ ଲାଗିଲେ କେତେ ନ ଲାଗିଲେ କେତେ ତାଙ୍କର ରାଜକୋଷ ତ ଖାଲି ପଡୁନି

  • @kpsinghadv9798
    @kpsinghadv9798 2 дня назад

    sarkar nijara ahankar pai koti koti kharcha kari adarakari bhabe nijara swartha purana karibaku tiari karanti, Loka birodha kale police lathimada. Asahayanku eha danakaridele bhala huanta.

  • @kapilashmajhi5106
    @kapilashmajhi5106 День назад

    ❤❤❤❤

  • @subhammohanta984
    @subhammohanta984 2 дня назад +1

    2nd Comment 🎉😅

  • @ghanasks
    @ghanasks День назад +1

    ତୁ ଏକ୍ସଟ୍ରା କମେଡି କରିବାକୁ ଚେଷ୍ଟା କରୁଛୁ ରେ ନାରଣ ହେଲେ ମଜା ଲାଗୁନି, ଯାହା ହେଲେ ଭି କୁନା ତ୍ରିପାଠୀ ଭାଇ ବେଷ୍ଟ

  • @143Susanta
    @143Susanta День назад

    ଦୋକାନ ଘର ଅଛି ଭିତରେ ଜିନିଷ ପତ୍ର ଅଛି ହଇଓ ନାରଣ ଟାଟା ବାଲାଙ୍କୁ କଣ ଭାବୁଛ ମ ଯେତେ ପୁରୁଣା ହେଲେ ବି ସେ ରେଡି ଏଇଟା ବୋଧେ ପାର୍କ ସେଥିପାଇଁ ଏତେ ଗଛ 🤣😂🤣

  • @Swapnamora24
    @Swapnamora24 14 часов назад

    Jadi gote mala mp sarpanch tanka mana icha fotau chhanti ସାଧାରଣଲୋକ ନିର୍ଦ୍ଧିଷ୍ଟ ଗୁଟେ ଦିନ ଫୁତାଉଛନ୍ତି ଅସୁବିଧା କଣ ?

  • @suraimurmu3128
    @suraimurmu3128 2 дня назад

    ଫୋଟକା ଫୁଟେଇବା ରେ କିଛି ଅସୁବିଧା ନାହିଁ

  • @143Susanta
    @143Susanta День назад

    ଭାଇ ସବୁ ବାଣ ଫୁଟାନ୍ତି ନାଁ ମିଡ଼ିଆ ଦେଖିକି ସବୁ ବାହାରୁଛି 🤣😂🤣 ଭାଇ ବଂମ ଫୁଟିଲେ ସିନା ଭଲ ଲାଗିବ ସେଇଥିରେ 10- 50 ଆହତ ହେଲେ ସିନା ଜାଣିବ ଇଏ ଦୀପାବଳି ନହେଲେ କେମିତିକା ଜାଣିବେ ଦୀପାବଳି ବୋଲି

  • @143Susanta
    @143Susanta День назад

    ଦୀପାବଳି ଆମ ପୂର୍ଵ ପୁରଷଙ୍କ ପାଇଁ ଫୁଟାଯାଏ ହଁ ଭାଇ ଠିକ କହିଲ ସେଥିପାଇଁ ପାଇଁ କାହାର ଘର ଦ୍ଵାର ଜଳି ଯାଉଛି 🤣😂🤣

  • @prabhatipradhan-tb7sp
    @prabhatipradhan-tb7sp День назад

    Mu whatsapp re gote Information send karithili but not responce...😅 Thank You

  • @PriyankaSingh-bl3kb
    @PriyankaSingh-bl3kb 2 дня назад

    👍👍👍👍👍🧐🧐🙆🙆

  • @Amit_bhai-l2g
    @Amit_bhai-l2g День назад

    Sir mo video ta telicast kale ni

  • @prasantapattanaik862
    @prasantapattanaik862 2 дня назад

    ବାଣ ବାଣ ନ କହି ଫଟକା କହିଲେ ଭଲ ଶୁଭିବ।

  • @sumitrapanda4228
    @sumitrapanda4228 День назад

    Maa.laxhmi.kali...pitru.purusha.nku.puja.kariba.bhala.
    😮

  • @KhojiniSwain-v5u
    @KhojiniSwain-v5u 2 дня назад

    Emiti ta sabu jinisare heuchi ete bada bada kotha eba kamare laguni emiti kn pain karuchanti

  • @ratikantanayak8431
    @ratikantanayak8431 2 дня назад

    Hmm Khali Hindu Mane Diwali Re Bana Futeile Asubidha. Christmas Ki New Year Re Aau Neta Mane Jitile Bana Futeile Setebele Sabu Asubidha Subidha Hei Jae Aau . Mo Ba--a Khali Pati Kharap Karucha.

  • @whatisthis1900
    @whatisthis1900 2 дня назад +1

    😂🎉

  • @jayramraj6074
    @jayramraj6074 2 дня назад

    Dipabali prakuta artha kehi bujhu Nahanti khali samaste kahuchanti Bana ta phutaieba. hele purba purusanku dipa candle jali Aabahana kari semananku mane pakaieba kehi kahunahanti. Samaste khali Bana phutei Masti karibaku chauchhanti.

  • @Papu_Gandhi
    @Papu_Gandhi 2 дня назад

    Jiye bana phuta upare ate gapucha abe jou prati dina hajar hajar gadi showroom ru baharuchi taku age band kara au jiye hajar hajar gacha kati sapha karuchanti tanka upare kichi kara..

  • @tapankumar5869
    @tapankumar5869 2 дня назад

    Dipa ra parba dipabali
    Dipare ghara sajeiba katha

  • @KhojiniSwain-v5u
    @KhojiniSwain-v5u 2 дня назад

    Jadi kounasi kamare laguni gariba nka pain ghara tie nahi ta sejaku keu gariba ku rakhiba dele kn hebani

  • @SujataRaut-j3v
    @SujataRaut-j3v День назад

    Deepabalere deepa lagaeba thick

  • @Amit_bhai-l2g
    @Amit_bhai-l2g День назад

    637...854 re pathaichhe

  • @srpcreatorsuman5317
    @srpcreatorsuman5317 2 дня назад

    ଭାଇ ଖରାପ ଭାବିବ ନାହିଁ ! ଦୀପାବଳୀ ରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟା କୁ ଆସିଥିଲେ ସେଇଥିପାଇଁ ଦୀପ ଜଳେଇ ଆଉ ବାଣ ଫୁଟେଇ ଥିଲେ ତାଙ୍କୁ ସ୍ୱାଗତ କରିବାକୁ କିନ୍ତୁ ଆଜି କାଲି ଅତି ରୁ ଇତି ଟିକେ ହେଲେଣି | ୨ୟ କଥା ଅନ୍ୟ ଧର୍ମର ଲୋକ ଙ୍କୁ କହୁନ କାହିଁକି ଖାଲି ହିନ୍ଦୁ ଧର୍ମ କୁ କାଇଁ କି ? ସେମାନେ କଣ ସବୁ ସାଧୁ !

  • @RudraPatra-s3o
    @RudraPatra-s3o День назад

    Sata kahuchhi hei video kichhi bhala laguni

  • @santoshkumarsahu_sksahu
    @santoshkumarsahu_sksahu 2 дня назад

    First comment 😀

  • @biswajitbarik9175
    @biswajitbarik9175 2 дня назад

    aama parampara rahichi taku kahiki bhagnucha