News Fuse 23 Oct 2024

Поделиться
HTML-код
  • Опубликовано: 17 дек 2024

Комментарии • 51

  • @SudhirNayak-ec1xz
    @SudhirNayak-ec1xz Месяц назад +5

    ସରକାରୀ କାର୍ଯ୍ୟ ହେଉଥିବା ସମୟରେ ତଦାରଖ ପାଇଁ କେହି ରହୁନାହାନ୍ତି ତେଣୁ ନିମ୍ନ ମାନର କାମ ହେଉଛି ଏହାଦ୍ୱାରା ଦେଶର କ୍ଷତି ହେଉଛି ତେଣୁ ସରକାରଙ୍କୁ ଏଥିପାଇଁ ଦୃଷ୍ଟି ଦେବାକୁ ଅନୁରୋଧ, ଭାରତ ମାତା କି ଜୟ

  • @himansubagh1398
    @himansubagh1398 Месяц назад +11

    ପ୍ରଶାସନ ଓ RMC ବାଲା ଖାଲି କୁହନ୍ତୀ କାମରେ ନାହିଁ । ରାସ୍ତା ଘାଟ ରେ କେତେ ଯେ ଗାଇ ଗୋରୁ ମ ଇଷି ଛେଳି କୁକୁର ଏଭଳି କେତେ ପଶୁ ରାସ୍ତା ଘାଟ ଜାମ୍ କରନ୍ତି ନାହିଁ ନ ଥିବା ଦୂର୍ଘଟଣା ଘଟିଥାଏ । ପ୍ରଶାସନ ଏହାର କେତେ ଲାଭ ନେବ କି ଲୋକଙ୍କ ସୁବିଧା କରିବ ତାହା ପ୍ରଶାସନ ଓ RMC ହିଁ ଜାଣିଥିବା ।

  • @balarammallick9372
    @balarammallick9372 Месяц назад +3

    ସବୁ ଜିଲ୍ଲାର ପୋଲିସ ଏହିଭଳି କାମ ଲୋକଙ୍କ ପାଇଁ କରିବା ଦରକାର

  • @PradeepKumarBehera-or9ee
    @PradeepKumarBehera-or9ee Месяц назад +1

    Jay Naveen pattnayak babu Jay Bjd ♥️♥️♥️🙏🙏🙏👍👍👍

  • @143Susanta
    @143Susanta Месяц назад +1

    ପୋଲିସି ବାଲାଙ୍କୁ ଧରମ ସହିବନି ଆଗରୁ ଇଲିସି ଖାଉଥିଲେ ଏଵେ ଜଳପୀ 🤣😂🤣 ଏତେ ତଳକୁ ଖସିଗଲେ 🤣😂🤣 ଏଇ ପୋଲିସି ଵାଲା ଏଇ ଭଉଣୀ ଦେଖେଇଦେଲେ ଯେ ପୋଲିସ ଵାଲା ସବୁ ଖରାପ ନୁହନ୍ତି ଧନ୍ୟବାଦ ଏଇ ଭଉଣୀଙ୍କୁ 🙏🏿🙏🏿🙏🏿

  • @soumyaranjanbarik4734
    @soumyaranjanbarik4734 Месяц назад

    ଏ ଦୃଶ୍ୟ ଦେଖିଲାଗୁଚି ଟ୍ରେନ ର ସବୁଦୋଷ କାର୍ ର କିଛିଦୋଷନାହିଁ

  • @soumyaranjanbarik4734
    @soumyaranjanbarik4734 Месяц назад

    ଆଗରୁ ବାତ୍ୟାହେଲେ ଶୁଣିଚି ଗଛ,ଘର,ବିଦ୍ୟୁତଖୁଣ୍ଟ ଭାଙ୍ଗେ ହେଲେ ଏବେକାର ଶିଳାନ୍ୟସ ବାତ୍ୟାରେ ମଣିଷମାନେ ବାଡିଆବାଡି,ଚେୟାରଭଙ୍ଗା ଆଦି ହୁଏ ଏ ବାତ୍ୟରେ ପବନର ବେଗକେତେ?

  • @soumyaranjanbarik4734
    @soumyaranjanbarik4734 Месяц назад

    ନାରଣ ଜମା ଭଲଲୋକନୁହଁ ନେତାମାନଙ୍କ ଖୁସି ଦେହରେ ଯାଉନି

  • @soumyaranjanbarik4734
    @soumyaranjanbarik4734 Месяц назад +1

    ପୋଲିସ୍ କୁ ଏଥରଲୋକ ଭରଷା କରିପାରିବେ

  • @no1sandhyacreation143
    @no1sandhyacreation143 Месяц назад +2

    କାର୍ ଡ୍ରାଇଭର ଭାଇ Next ଟାଇମ୍ କାର୍ ଟ୍ରେନ ସାଇଡ଼ରେ ପାର୍କିଂ କରିବା ପୂର୍ବରୁ ପ୍ରଥେମେ ବିଶ୍ଵ ର ବୃହତ୍ତମ ଟ୍ରେନ୍ ର ଚଉଡ଼ା ମାପ ଜାଣିବା ନିହାତି ଦରକାର 🤣🤣🤣

  • @krishnanaikbrothers6459
    @krishnanaikbrothers6459 Месяц назад

    My favorite news fews sir Jay Jagannath 🙏

  • @TapaswiniAcharya-j3e
    @TapaswiniAcharya-j3e Месяц назад

    Jay jaganath

  • @mr.minaketanrout9297
    @mr.minaketanrout9297 Месяц назад

    You are right sir
    Evm gafalti jitichhi.

  • @pranatibalasahoo3662
    @pranatibalasahoo3662 Месяц назад +1

    I love news fuws

  • @143Susanta
    @143Susanta Месяц назад

    ବାତ୍ୟା କେବଳ ବ୍ରହ୍ମଗିରି ନିର୍ବାଚନରେ ହିଁ ଦେଖିବାକୁ ମିଳେ ଇଏ ହେଉଛି ବିଶ୍ୱ ପ୍ରସିଦ୍ଧ ବାତ୍ୟା ଏଇଟା କେବେଳ ବ୍ରହ୍ମଗିରିକୁ ଆସେ ଆଗରୁ ବି ଆସୁଥିଲା ଏଵେବି ଆସୁଛି 🤣😂🤣

  • @143Susanta
    @143Susanta Месяц назад

    ଟ୍ରେନ ଟା ଭାରି ଦୁଷ୍ଟ ଗାଡ଼ିଟା ଅଛି ଟ୍ରେନ ଆସି ଭାଙ୍ଗି ଦେଇଚାଲିଗଲା ଏଇଟା ଭଲ ହେଲାନି 🤣😂🤣 ଆମ ଲୋକେ ଟ୍ରେନ ଉପରେ ବି ଘର କରିଦେଇଯିବେ ଆଉ ଇଏତ ଖାଲି ଘର ଆଉ କଣ କରିଦେଇଯିବେ ବି 🤣😂🤣

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад +1

    ବାତ୍ୟା କେବଳ ବ୍ରାହ୍ମଗିରୀରେ ନିର୍ବାଚନମଣ୍ଡଳୀରେ ନୁହଁ ଯଉଠି BJD ନେତା, ଚାମଚା ଥିବେ, ସେହିଠି ବାତ୍ୟାହେବା ସୁନିଶ୍ଚିନ୍ତ..

  • @sudhansukumarbal3419
    @sudhansukumarbal3419 Месяц назад +1

    Thank you so much

  • @santoshparida887
    @santoshparida887 Месяц назад

    Puraskara deuna na khali kahucha❤❤❤

  • @gourangasahu-sy1jk
    @gourangasahu-sy1jk Месяц назад

    Super news

  • @daktarsoren5646
    @daktarsoren5646 Месяц назад +1

    Good morning

  • @jetendramajhiofficial6405
    @jetendramajhiofficial6405 Месяц назад

    ସାରେ

  • @RajaComputer-jw1fh
    @RajaComputer-jw1fh Месяц назад

    Last video clip ,hart touching ❤❤

  • @Rahulaanagre
    @Rahulaanagre Месяц назад

    Very nice

  • @prasantapattanaik862
    @prasantapattanaik862 Месяц назад +4

    ଯିଏ ଅହଂକାରୀ,ସେ ମାତ୍ର ପାଞ୍ଚ ବର୍ଷ ଯିବ।

  • @bharatadak5942
    @bharatadak5942 Месяц назад +1

  • @143Susanta
    @143Susanta Месяц назад

    ଏଇଟା ହିଁ ମାନ ବିକତା ଏମିତିକା ଗାଈ ଆମର ସବୁଠି ଦେଖିବାକୁ ମିଳେ ଏଇ ଭାଇଙ୍କୁ ଗୋପାଳ ପୁରସ୍କାର ଦବା କଥା 🤣😂🤣

  • @er.5165
    @er.5165 Месяц назад

    ଭଲ ହେଲା, Train ଟି car କୁ ଧକା ଦେଲା, ମୂର୍ଖ ଭଳି କାମ କଲେ ଏମିତି ହୁଏ

  • @PranakrushnaSahoo-fn9jl
    @PranakrushnaSahoo-fn9jl Месяц назад

    Ok

  • @143Susanta
    @143Susanta Месяц назад

    ହଁ ସାର ଆଗ ସଚିବ ବଡ ଥିଲେ ଏଵେ ମନ୍ତ୍ରୀଙ୍କ ଶାସନ ଚାଲିଛି ଏଵେ ପା ଡବଲ ଇଞ୍ଜିନିର ଖେଳ 🤣😂🤣

  • @maitri56
    @maitri56 Месяц назад

    Had a hearty laugh watching News Fuse last night after the tension of watching cyclone news throughout the day. 😂

  • @143Susanta
    @143Susanta Месяц назад

    ଆଉ କୋଉ ଥିରେ ବିଜୟ ହେଇଛି ସୋମ୍ୟ ସାର କୁହନ୍ତୁ ହଁ ସାର ହଂକାରର ପରାଜୟ ହେଇଛି ତମେ ତ ଭଲ କମେଣ୍ଟ ମାରୁଛ ବିଜେଡି ବାଲାଙ୍କୁ 🤣😂🤣

  • @SapanaBahara
    @SapanaBahara Месяц назад

    Jay mude

  • @Ratnakarmohanty1998
    @Ratnakarmohanty1998 Месяц назад

    Selut 🎉🎉🎉🎉

  • @PriyankaSingh-bl3kb
    @PriyankaSingh-bl3kb Месяц назад

    ❤❤❤😮😮😮😮😊😊

  • @bindasboybitubrokenheart1189
    @bindasboybitubrokenheart1189 Месяц назад +1

    Kan somaya Babu eaba janila ki bjd ahankari thila boli

  • @Bhavnaofficial668
    @Bhavnaofficial668 Месяц назад +1

    I love police kintu kantamal police kebe imandar heba

  • @debadattaparida1847
    @debadattaparida1847 Месяц назад

    4:42 4:46 4:47 4:48 4:48

  • @JanmaMeher-vj8uj
    @JanmaMeher-vj8uj Месяц назад

    Bjp, ର, 400ପାର ଅ ହ କାର,ନା,କଣ

  • @trilochansahoo7992
    @trilochansahoo7992 21 день назад

    Carbalabudhisekhila

  • @TravelingwithDeepak-z2c
    @TravelingwithDeepak-z2c Месяц назад +1

    ସୌମ୍ୟ ବାବୁ ଆପଣ ଭୁଲି ଯାଉଛନ୍ତି ଆପଣ ନିଜେ ଗୋଟେ ବିଜେଡି ର ପୁରୁଣା କୁକୁର

  • @143Susanta
    @143Susanta Месяц назад

    ଗୋକୁଳାନନ୍ଦ ସାରଙ୍କୁ ବଡ ସେଲିବ୍ରେଟ କରିବାକୁ ମିଳିଛି ଆଜି ଡବଲ ଖେଳ କରିଥିବାରୁ ଆଜି ଭାରି ଖେଳ ମାଡିଚାଲ 🤣😂🤣

  • @MAHESH.B-zu5vk
    @MAHESH.B-zu5vk Месяц назад +1

    sab log pagal hai yahan per Sab Pagal Hai Koi Achcha Nahin To Pagal Hai. 😂😂😂😂😂😂😅😅PK. pK🎉

  • @UmeshMalik-kz5vn
    @UmeshMalik-kz5vn Месяц назад

    Somyababu badachora

  • @babaram2781
    @babaram2781 Месяц назад +1

    😂😮😂

  • @SubhamNayak-kw6gn
    @SubhamNayak-kw6gn Месяц назад +1

    Sabu gote gote ma ghiaa