Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Khushi lagila saheb. Bahuta bahuta dhanyabad satya santi ra bhasa heuchhi odiabhasa
ଜୟ ଶ୍ରୀ ଜଗନ୍ନାଥ ହିଁ ଓଡ଼ିଶା କୁ ଭରସା 🙏
My favorite news fews sir Jay Jagannath 🙏
ପୁଲିସିକି ଓଡ଼ିଆରେ ଗୁଇନ୍ଦା କୁହାଯାଏ, ଅରକ୍ଷୀ ଅଧି କାରି ନୁହେଁ
Bhai intelligence ra odia guinda, police ra odia guinda nuhen.
ଏହି ଏପିସୋଡ୍ ରୁ ବହୁତକିଛି ଜାଣିବାକୁ ମିଳିଲା
ଅସ୍ମିତା ର ଅର୍ଥ ଠକିବା, ଲୁଟିବା, ଅନ୍ୟାୟ କରିବା ମୁଁ ଏତିକି ବୁଝିଲି ରେ ନାରାଣଳ ।
4:47 pratik sahoo|sidharth malhotra
Thik kahila bhai satare
Bhai tame ie pila ku janichha
@@swainsahil1498 mu chinhichi bhai ama college ku asithile perform karibaku
@@swainsahil1498 hn bhai Se ama OUAT hero
Jay Jagannath
ଓଡ଼ିଆ ଅସ୍ମିତା ଅସ୍ମିତା ହେଇ ଅନ୍ୟ କୁ ପଚାରୁଚ ତମେ ଯୋଉ ବୁମ ରେ ଏଇଂରାଜୀରେ OTV ଲେଖିଛ, ତାକୁ କେବେ ଓଡ଼ିଆ ରେ ଲେଖିବା, ଚାଲୁନି କହୁଛି ଛୁଞ୍ଚି ଲୋ ତୋ.............
School tichar ମାନଙ୍କୁ ଅନୁରୋଧ କରିବା ପିଲା ମାନଙ୍କୁ ସିଖା ଜାଉ
ହଁ ସାର ଆପଣ ଠିକ କହିଲେ ହେଲେ ସାର ଯିଏ ପିଲାଙ୍କୁ ମାର୍ଗ ଦେଖାନ୍ତି ତାଙ୍କ ଦରମା ପା 9000 ସେ ବଞ୍ଚିଲେ ତ ପିଲାଙ୍କୁ ଶିଖେଇବେ ତାଙ୍କୁ ପାଉନି ସେ କଣ ପିଲାଙ୍କୁ ଶିଖେଇବେ 🙏🏿🙏🏿🙏🏿
Amiti sabu suniba agaru mote uthaei nia prabhu😄
God bless you to your family sir 🙏
ଏଭଳି ଲୋକଙ୍କୁ ଓଡ଼ିଆ ଅସ୍ମିତା କଣ ନ ପଚାରି ଯେଉଁ ନେତା ମାନେ ଏ ବାବଦରେ ବାରମ୍ବାର କହନ୍ତି, ସେମାନଙ୍କୁ ପଚାରନ୍ତୁ।ଗୁଣି ଜ୍ଞାନୀ ନେତା ଶିକ୍ଷିତ ମାନଂକୁ ପଚାରନ୍ତୁ।
ଯନ୍ତ୍ର ନ ମନ୍ତ୍ର
ଆମ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶାର ମାନଙ୍କୁ ଯାଇ ପଚାରନ୍ତୁ ସେ ଏହାର ଉତ୍ତର ଭଲ ରେ ଦେବେ
Amane sabu English ku Gili deichanti
ଇଂରାଜୀ ଆମ ଭିତରେ ଏମିତି ପଶିଲାଣି ଯେ କେତେକ କ୍ଷେତ୍ରରେ ଶୁଦ୍ଧ ଓଡ଼ିଆ ବ୍ୟବହାର କରାଯିବା ଠିକ୍ ବି ନୁହେଁ।ଏ ଓଡ଼ିଶା ଅସ୍ମିତା କଥା କହୁଥିବା ଲୋକେ ତାଂକ ପୁଅ ଝିଅଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢାନ୍ତି। ବାଜେ କଥା ଏ ଗାଲୁଆ ମାନେ କୁହନ୍ତି ଗୋଟେ, କରନ୍ତି ଗୋଟେ।
ନିଶା ମାହାରଣା ସାହୁ ଭାଉଜ ପଚାର
Meja❤❤
ହଁ ନାରଣ ମହାପାତ୍ର ସାର ସେଥିପାଇଁ ଓଡ଼ିଆ ଅସ୍ମିତାକୁ ଜାବୁଡି ଧରିଛନ୍ତି ସେଥିପାଇଁ ଟେବୁଲର ଓଡ଼ିଆ ଟେବୁଲ ପୋଲିସର ଓଡ଼ିଆ ପୋଲିସ ହେଲେ ମୁଁ ଜାଣି ପାରୁନି ଓଡ଼ିଆ ଅସ୍ମିତା ନିଜେ ନେତା ଜାଣି ପାରିଲେନି ସେ କଣ ଓଡ଼ିଆ ଅସ୍ମିତା ବଜେଇ ରଖିବେ
Thank u so Mach
ସୁର ଭାଇ କଥା କାଲି ତୁତୁ ମେମେ ବାବା ହଉଛି
Table ର ଓଡ଼ିଆ ହେଉଛି ' ମେଜ '
ସୁର ବାବା କଥା ଶୁଣି ମୁଁ ହସି ହସି ବେହୋସ ହେଇଗଲିଣି 😂😂😂😂😂😂
Right🙏🙏🙏
Thank you so much
SURA SIR .. 👍
Astitya.nijatya
ଓଡ଼ିଆ ଅସ୍ମିତା କଥା କହୁଥିବା ପୁଅ ବାପାକୁ କହିଲା -"ବାପା। ମୋ ଶିରସ୍ ତ୍ରାଣ କୋଉଠି ଅଛି?"ବାପା କହିଲେ -"କଣ?"ପୁଅ ପୁଣି କହିଲା। ବାରମ୍ବାର ପୁଅ କହିବାରୁ ବାପା ଶକ୍ତ ଚାପୁଡ଼ା ଟାଏ ଦେଇ କହିଲେ -"ଠିକ୍ କରି କହ"।ଶେଷରେ ପୁଅ କହିଲା-"ହେଲ୍ ମେଟ୍ ବାପ!" ବାପା କହିଲେ -"ସେ କଥା କହୁନୁ। କଣ ଏ ସବୁ ବାଜେ କଥା କହୁଛୁ?"ପୁଅ କହିଲା-"ଓଡ଼ିଆ ଅସ୍ମିତା କହୁଛି ପରା!"ବାପା କହିଲେ -"ଧେତ୍। ରଖ ତୋ ଓଡ଼ିଆ ଅସ୍ମିତା। ଏତେ ଦିନ ତୋର ଓଡ଼ିଆ ଅସ୍ମିତା କୋଉଠି ଥିଲା ଵେ?"
Asmita.ra.artha.hela.asa.mita.heba.ta.pare.karjyakrama.chaliba
ନନାଙ୍କୁ ଫଳ କଥା ପଚାରିବନାଁ ସେ କଣ ଆଉ କିଛି କହି ପାରିବେ ସାଇକେଲର ଓଡ଼ିଆ ହେଉଛି ac ବାନାନାର ଓଡ଼ିଆ କମଳା ହେଲେ ସେଓର ଇଂଲିଶ ହେଉଛି apple ହେଲେ ଓଡ଼ିଆ ଅସ୍ମିତା ପାଇଁ ଯୋଉ ସରକାର ଆସିଲା ହେଲେ ଲୋକେ ଓଡ଼ିଆ ଅସ୍ମିତା ବହୁତ ଜୋର ଧରିକି ରଖିଛନ୍ତି
ପୋଲିସ ର ଅର୍ଥ ସିପାହୀ,ଚପରାସୀ ।
Asmitaku kahi kahi odishara janata BJD sarakarku harei dele kintu odisha lonkaku pacharile kahi parunahati lajara bishaya 😊 Jay jagannath,,
Galua
Pila nku odia saha English b sikhajau nahele exam sabu kan odia re heuchi ki nuha na puni out of state
Ghare ghare pure pure ta English medium school mane banla na odia au kiye kahuchhe maa k mummy bapa ke daddy baile au odia nahi
ଗୀତାଞ୍ଜଳି ଅପା ଆମର ବିଜେପି ନେତ୍ରୀ ବୋଲି କହିଲେ ଆମର ଭାଷା ଆମର ପରମ୍ପରା ଆମର ରୀତିନୀତି ହେଲେ ଟେବୁଲ ମାନେ ଟେବୁଲ ଯୋଉଠା ବେବହାର କଲେ ସେଇଟା ଟେବୁଲ ଏହାର ଇଂଲିଶ talble good ଓଡ଼ିଆ ଜାଣିବା କଥା ଇଂଲିଶଜାଣିବା କଥା ନାହିଁ
Table ra odia meja
Odia.asmita.kahile.odisa.ra.achar.bebahar.riti.nitiabongkala.sanskruti.parba.parbani.ku.amme.thik.se.palan.kariba
ଓଡ଼ିଆ ଅସ୍ମିତା ଅର୍ଥ ରଂଗ ବଦଳେଇବା।😀😀😀😀
ହଁ ସୁର ସାର ଠିକ କହିଲେ ଆମେ ଓଡ଼ିଆ ଭାରି ବଢିଆ ସୁର ଭାଇ ଯାହା କହିଲେ ସେଇଥୁରୁ ତମେ ବାଛିବ ଉତ୍ତର ସବୁ ଠିକ କହୁଛନ୍ତି ସେ ଭାଇ ମାନେ କେବଳ ଏଵେ ସାହାଯ୍ୟ କରିବେ ଇଲେକ୍ସନ କରିବେ ନାହିଁ 🤣😂🤣
ମେଜ
Friday re kahiki asuni news fuse
ହଁ ଭାଇ ଓଡ଼ିଆ ଅସ୍ମିତା ହେଉଛି ସ୍ମୁତି ହେଲେ ଭାଇ ମୁଁ ଭୁଝି ପାରୁନି ଓଡ଼ିଆ ଅସ୍ମିତା ବୋଧେ egonisim ସେଥିପାଇଁ କହିଲେ ଭାଇ 🤣😂🤣
Hrushi Bhai, ene tene buli odia asmita khojiba badalare sidha Nabin Niwas jai Nabin Babunku pacharile 100 percent thik thik uttar debe. Are Naran, kan, mu thik kahili ta?
Tume sabu kan odisha ra bahara ra loka ?
Are Naran, odia Asmita upare fuse Kariba purbaru OTV ra logo ku odia re ta lekh. Anya ra fuse karibaku Jai nije fuse heuna ta. Yaku kahanti chaluni kahuchhi chhunchi ku, to.........re gote bada kana.
Chauki
Chhi chhi Katha re Khali raajaniti
ହଇଓ ନାରଣ ଟେବୁଲର ଓଡ଼ିଆ ହେଉଛି ଟେବୁଲ, ମେଜ 🤣😂🤣 ବେଲ୍ଟର ଓଡ଼ିଆ ଅଣ୍ଟା ବନ୍ଧା 😂😂😂dl ର ଓଡ଼ିଆ ଗାଡିର ଇଏ 🤣😂🤣
E Asura rauta ku dekhile western odisha basi nka ghruna jata hue . E murkha ku kanhiki dekhauchhanti. E pasu tharu hina.
🤣🤣🤣🤣🤣🤣🤣🤣
Tu to chua ku odia padhei ki ajira jamanare agaku nei ki odia bhasa ra bisware prachar kar
Bhauni table spelling kan kahibe,meja, chauki,....odia banan jana achhikinahi sandheha. Enane neta helejahaha heba.
😮😮😮😄😄😄😄😄😄🤗🥺🥺😁😁😁🤩🤩