The best interview. Samir DAS lucky leader. The best organiser. He can do everything in politics. His aim and ambition is fulfilled. His future depends on the blessings of Lord Jagannath. He is not repented during the current political season. Jay Jagannath.
Kindly invite to One of the most dynamic and youth leader of odisha and MLA Of jagatsinghpur assembly constituency Sri Amarendra Das to your podcast and question him how the youth of jagatsinghpur are more attractive towards him.
ଭବାନୀ ବାବୁ ଆପଣଙ୍କୁ ଧନ୍ୟବାଦ୍ ଜେ ଆପଣ ଆମ ନେତା ଙ୍କୁ interview ପାଇଁ ବାଛିଥିବା ରୁ
Pela neta ie…param maghia eita
Very good interview.
Neta ra bala nai abe bjp ra kukura 😂😂
@@Papun77745thnk
ଦମ୍ ଥିଲା ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ଭଲ ଲାଗିଥାନ୍ତା ସମୀର ବାବୁ, ସ୍ଵାଭିମାନୀ ନେତା, ଗଣତନ୍ତ୍ର ରେ ସରକାର ବଦଳିବା ଲୋକଙ୍କ ପାଇଁ ଶୁଭଙ୍କର,
ସମୀର ବାବୁ ୨୦୧୯ ରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ।ଯଦି ସେ ଏମିତି ହେଉଛି ଜାଣିପାରି ଥିଲେ,ମନ୍ତ୍ରୀପଦ ଛାଡ଼ି ନଥିଲେ କାହିଁକି।ମିଛର ଆଶ୍ରୟ ନେଉଛନ୍ତି ବୋଲି ମନେ ହେଉଛି।କମ୍ୟୁନିଷ୍ଟ ରୁ ସେ କେତୋଟି ଦଳ ବଦଳେଇଛନ୍ତି,ଏଠି କେତିଦିନ?
ପ୍ରଥମେ ଭବାନୀ ଭାଇ ତୁମେ ସବୁଠୁ ମୋର ପ୍ରିୟ ଏବଂ ପ୍ରତେକ ନିର୍ବାଚନ ମଣ୍ଡଳୀ ର ୧୪୭ ବିଧାୟକ ବିଧାୟିକା ଙ୍କୁ ଏହି ଫେର୍ମକୁ ଆଣନ୍ତୁ ଏବଂ ବିଶେଷ କରି ଏମିତି ପ୍ରଶ୍ନ ଉତ୍ତର କରନ୍ତୁ ଯେମିତି ଲାଗୁଥିବ India tv ra aap ki adalta ସେହିପରି 🚩🚩🙏🙏
Bahut bhala lagila
Exllenct
Ati sundar
Bahut vl lagila
1 no NATUA
Exclent Bhabani Bhai ❤
Very exlent bhabani bhai
ଏତେ ସବୁ ଜାଣିଲା ପରେ ବି ପୁଣି କଣ ପାଇଁ ସେଇ ଦଳ ରୁ ଟିକେଟ ନବା ପାଇଁ ଇଛା କରୁଥିଲେ ?
Very good analysis
ଭବାନି ଭାଇ ବହୁତ ଭଲ ଲାଗିଲା | Next ପ୍ରଭାତି ଅପା ଆସିବା ଦରକାର |
ଅପା ଭାଇନା ଯୋଡ଼ି
ସଂଙ୍ଖ କୁ ଦେଲେ ଓପାଡ଼ି ,
ଭାଇ ଏଥର ନିମାପଡା ରୁ ଦିଲ୍ଲୀପ ନାୟକ ଙ୍କୁ ଡାକିବା ନିହାତି ଦରକାର କାରଣ ସମୀର ଦାସ ପରେ ଦିଲ୍ଲୀପ ନାୟକ ଆସିବା ଦରକାର ଓଟିଭି କୁ ପ୍ରକୁତ ସତ୍ୟ ଖବର ଟା ଜଣା ପଡିବ କିନ୍ତୁ ଆ ପଛରେ ସବୁ କଣ ଚାଲିଛି ସତ ଟା ପ୍ରକାଶ କରିବା ଦରକାର ବାଭନୀ ବାବୁ
ପକୃତରେ ପ୍ରଭାତୀ ପରିଡା ସମୀର ଭାଇପାଇଁ deput cm ଯଦି ପ୍ରଭାତୀ ଅପା ସମୀର ଭାଇଙ୍କି ନ ପଚାରେ ସେ ଧର୍ମ ଦ୍ରୋହି ହେବେ
ଧର୍ମ ଅଧର୍ମ କଣ ?ସମସ୍ତେ ବାଇଧର ମଲ୍ଲିକ ନୁହନ୍ତି, କାଉ ଖାଇବ ପଣସ ବଗ ମୁଣ୍ଡରେ ଅଠା.1992ମସିହାରୁ ଯେଉଁମାନେ ଚାନ୍ଦା ଆଦାୟ କରି ନେତା କରିଥିଲେ ସେମାନଙ୍କୁ କେତେ ନ୍ୟାୟ ଦେଇଛନ୍ତି ?🎉🎉
ଏଇଟା ଧର୍ମଛ ଡା ଏଟୀ ପାଖ ରେଧର୍ମ ଡ୍ରୋହି କଣ ହେବ ।
Very nice ta pick
The best interview. Samir DAS lucky leader. The best organiser. He can do everything in politics. His aim and ambition is fulfilled. His future depends on the blessings of Lord Jagannath. He is not repented during the current political season. Jay Jagannath.
ଭବାନୀ ବାବୁ ଆପଣଙ୍କ ସବୁ ଉପସ୍ଥାପନା ମୋ ହୃଦୟ କୁ ବହୁତ ଗଭୀରତା କୁ ଯାଏ
Samir dash is a great leader and great fighter
Very Good.
Very exciting
ଭୋଟ ଆଗରୁ କାହିଁକି କହୁ ନଥିଲେ.ଟିକେଟ ନ ପାଇଲେ ବୋଲି ଏମିତି କହୁ ଛନ୍ତି.ଟିକେଟ ପାଇ ଥିଲେ ବିଜେଡି କୁ ଭଲ କହି ଥାନ୍ତେ.ସ୍ୱାଧୀନ ରେ ଠିଆ ହେଇ ଦେଖେଇ ଲେନି
ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ) ଆଣନ୍ତୁ।
କେଲାଙ୍କରି ଅଧିକା କାମ କମ
Bhabani bhai I love you ❤️.. ଆପଣଙ୍କ ଉପସ୍ଥାପନ ଶୈଳୀ ବହୁତ ସୁନ୍ଦର ....
Samir Das is a great leader in odisha
Good session cleared
Very nice podcast ❤🎉
Very good 👍 otv media.
ପ୍ରତ୍ୟୁଷା ରଜେଶ୍ଵରି ସିଂ, ବିଜେପି ବିଧାୟକ ପର୍ଥି ନୟାଗଡ଼ ଙ୍କ ସାକ୍ଷାତକାର ନିଅନ୍ତୁ
ସମୀରଙ୍କ ସ୍ପଷ୍ଟ କଥା ଭଲ ଲାଗେ।
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ ଏ ମହା ମାଘିଆର ଦଳରେ କିଛି କାମ ନାହଁ ତେଣୁ ଆର୍ କାମ ହେଲା ଅପା ସହିତ କତୁ କୁତୁକୁତୁ ଖେଳିବ
😂😂😂😂
Verry fine
ସମୀର ତା ଜିବନରେ jiti paribabi
Very Good 👌
Samir Dash Odisha Rajanitira pramukha neta thanks for bhabani babu
ସମୀର - ଯେତେ ଯିଏ ଯାହା କହୁନା କାହିଁକି ନଵୀନ ହାରିଥାନ୍ତେ। ଅଧିକ ଦିନ ଶାସନ ରହିଵା ମୂଖ୍ୟ କାରଣ ହୋଇପାରେ।
Super
ଆପଣଙ୍କର କିଛି ଆଶା ନଥିଲେ ସନ୍ୟାସୀ ହୋଇଥାନ୍ତେ।
Very excellent
Excellent
ସମ୍ପୂର୍ଣ୍ଣ ଆଲୋଚନା କୁ ଦେଖିଲି ଓ ଶୁଣିଲି ଏଥିରୁ ଅନୁଭବ କଲି ସମୀର ବାବୁ ଜଣେ ସ୍ପଷ୍ଟ ବାଦୀ, ନିର୍ଭିକ ଚଞ୍ଚକତା ହୀନ ଓ ନିରାଡ଼ମ୍ବର ଜନସେବକ, ଆପଣ ଙ୍କ ରାଜନୈତିକ ଜୀବନ ଏହିପରି ଜନ ସେବା ରେ ଲାଗୁ ଏହାହିଁ ଈଶ୍ୱର ଙ୍କ ନିକଟରେ କାମନା, ପରବର୍ତ୍ତୀ ସାକ୍ଷାତ କାର ରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ୍ତ ପାଣିଗ୍ରାହୀ ଙ୍କୁ ଆଣିବା ପାଇଁ ଓଟିଭି କୁ ଅନୁରୋଧ
Umesh Bhuyan, Nemalo, Nischintakoil, Ctc,
Pela na
Samir Das and nimapada always good .
Samir Das is really a good leader
ମସ୍ତବଡ଼ ରଂଗିଲା ସମୀର ଦାସ ।
Very nice
Very nice interview
❤❤❤❤
Good otv❤❤❤
Bht bhl lagila
Shamir Dash Jindabad.
Naveen pattanayak
ଆପଣଙ୍କୁ ଯଦି ନିମାପଡାରେ କେହି ଲୋକ ଜାଣିଥାନ୍ତି ସେ ସବୁ ନବୀନ ବାବୁଙ୍କର ଦେନ 🙏. ଯାହାବି ହେଇଛନ୍ତି ସବୁ ସେଇ ବିଜେଡିରୁ ଏବେଠୁ ଆଗକୁ ଆଉ ଆପଣ ବିଧାୟକ କି ସାଂସଦ କେବେବି ହେଇପାରିବନି 😂😂
Nice podcast
Bhawani bhai always 👌🏼👌🏼
ସମିର ଦାଶ ଓଡିଶା ରାଜନିତିରେ ଅପ୍ରତିଦ୍ୱନ୍ଦି ସଙ୍ଗଠକ, ବିରଳ ସଙ୍ଗଠକ, ରାଜନିତି କୁ ମାପିବାରେ ସେ ମାହିର୍, ଲୋକଙ୍କ ସହିତ ଥିବାରୁ କ୍ଷମତା ରାଜନିତି ରେ ଭିଲିଗ୍ରାମ ପଞ୍ଚାୟତ ରୁ ସରପଞ୍ଚ ଭାବେ ଜିତି ଆଜିଯାଏ ବିଭିର୍ଣ୍ଣ ନିର୍ବାଚନରେ ଅପରାଜୟ ନେତାଭାବେ ସୁ ପରିଚିତ, ଜଗନ୍ନାଥ ଆଗକୁ ସହାୟ ହୁଅନ୍ତୁ
Samir Bhai speak clear
Samir Das is beautiful Leader & organizer. His fault he has done wrong in BJD .Now he is well in BJP with silent feature for future programs.
Right
We are always with Samir dash....
ବହୁତ ଭଲ ଲାଗିଲା
ପ୍ରଭାତୀ ପରିଡ଼ା ଙ୍କୁ ଡାକିବାକୁ ଅନୁରୋଧ
Badachana X MLA Amara satpathy sir next podcast program karantu my request
❤❤❤ bhaina
Jay Samir Dash
❤ Sameer ranjan das
Samribaunku thanks
ବହୁତ ଭଲ ହୋଇଛି
ପ୍ରଦୀପ ପାଣିଗ୍ରାହୀ ଙ୍କୁ ଡାକିଲେ ଭଲ ହେବ
ଆଲୋଚନା ଟି ବହୁତ୍ ଭଲ ଲାଗିଲା।
Next podcast our lovable Suraj Suryavanshi ( Dhamnagar MLA & MR)
Truefect news of 2024 elect. For BJD
Kindly invite to One of the most dynamic and youth leader of odisha and MLA Of jagatsinghpur assembly constituency Sri Amarendra Das to your podcast and question him how the youth of jagatsinghpur are more attractive towards him.
Jay ଭାଇନା
Great leader of odisha
Next dilip nayak
ଦିଲୀପ ଗୋଟେ ବଡ ଚୋର ଭାଇ
Next Pradeep Panigrahy 1:01:45 ❤
Good ❤
Good.
ଆଲୋଚନା ଭଲ ଲାଗିଲା, ଅଧିକ ଆଶା କରୁଛି।
Samir dash jindabad
🎉
ସାର୍ Next Episode ରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଡାକନ୍ତୁ
Good
Samir Babu nku rajyasabha patha jau
Mst
Very good next time I wish Deepali das
😊
Samir.dash.aste.vala.Loka.nunhe.
ସମୀର ଦାଶ ଜଣେ କ୍ଷମତା ଲୋଭି ଲୋକ ଏଥିରେ ସନ୍ଦେହ ନାହିଁ । ତେବେ କାର୍ଯ୍ୟକ୍ରମ ବହୁତ ଭଲ ଥିଲା । ଆଗାମୀ ଅଧ୍ୟାୟରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଣିଲେ ଭଲ ଆଲୋଚନା ହେବ । ସେ କିପରି ଲୋକଙ୍କ ଉପରେ ଗାଡ଼ି ଚଢ଼ାନ୍ତି। ଦଳ ଡିଅଁନ୍ତି
ସତ କେବେ ଲୁଚି ରହେନା
ସମୀର ହୁଅନ୍ତୁ କି କବୀର
ସତ ବାହାରିବ ଦିନେ ନା ଦିନେ।।
Former odisha minister Debasish Nayak saha gote episode karantu
ବବି ଦାସଙ୍କୁ ଡାକିଲେ ଭଲ ହବ
👍🌷🙏
ଜଣେ ସ୍ୱାର୍ଥ ବାଦି ନେତା ହିସାପ ରେ ଆପଣ ନଭେଲ ବିଜେତା ହୋଇପାରିବେ ଜଉ ଦଳ ଆପଣଙ୍କୁ ୩ ଥର ବିଧ୍ୟାୟକ କଲା ଓଡିଶା ରେ ନିଜକୁ ପତିଷ୍ଠିତ କଲା ଆପଣ ଶେଷରେ ସେଇ ଦଳକୁ ଧୋକା ଦେଲେ , ଆପଣ ନିମାପଡା Devlop ଠୁ ଆପଣଙ୍କ ପରିବାର ର Devlop ବହୁତ କରିଛନ୍ତି. ଯଉ ପତ୍ର ରେ ଖାଇଲ ସେଇ ପତ୍ର ରେ .... ଆପଣଙ୍କ ଅଉକାର୍ତ୍ତ ଅଛି ନବୀନ Sir nka ବିରୁଦ୍ଧରେ କଥା କହିବାର ......
ସମୀର ବାବୁଙ୍କର ମତ, ମନ୍ତବ୍ୟ ଲାଗୁଚି, ପୋଷ୍ଟ ବାଦୀ ନେତା, ବହୁତ ଭଲ ଲାଗିଲା ବୋର୍ଡକାଷ୍ଟ 🙏
ଯଦି ଜାଣିଥିଲା 2019 ରେ ଛାଡ଼ିଲେନି ଦଳ.. Ticket ନ ଦେଲା ରୁ ଛାଡିଲ କାହଁକି.. ଓଃ ticket ଦେଇଥିଲେ ଭତ ବଢିଆ ଦଳ para
Pipili MLA asrit pattanayak nku ❤❤❤
ଆମ ନେତା ପରି ନେତା ଓଡ଼ିଶା ରେ ବିରଳ....,👌
Bopa banda na…maghia eita gote
Very good politician
BJD 💚 ଥିଲା ବେଳେ ଓଟିଭି ପାଇଁ କଳଙ୍କ ହେଇଥିଲା BJP ରେ ଯୋଗ ଦେଲା ପରେ ଏବେ ଗଙ୍ଗା ପାଣି ପିଇ ସୁଧ ହେଇଗଲା