News Fuse 15 Oct 2024 | ଭସାଣି ମତ | ଫ୍ୟୁଜ୍ Views

Поделиться
HTML-код
  • Опубликовано: 23 ноя 2024

Комментарии • 56

  • @143Susanta
    @143Susanta Месяц назад +8

    ଭାଇ ଲାଜ କରିବା କଥା ମାଙ୍କର ଭଷାଣିରେ ତମେ ଖୁସି ହଉଛ ଡିଜେ ଆଉ ମଦ ପିଇ ଉତୁପାତ ହଉଛ ମନ ଦୁଃଖ କରିବା କଥା ମା ପୁଣି ଆମକୁ ଛାଡି ଫେରିଯାଉଛନ୍ତି 😭😭😭 ନ ଦୁଃଖ କରି ମାଙ୍କୁ ଆମେ ଡିଜେ ବଜେଇ, ମଦ ପିଇ ଉତୁପାତ କରୁଛେ ଏହା ମାଙ୍କ ପ୍ରତି ଅପମାନ ହେଉଛି 🙏🏿🙏🏿🙏🏿😭😭😭

  • @krishnanaikbrothers6459
    @krishnanaikbrothers6459 29 дней назад

    My favorite news fews sir Jay Jagannath 🙏

  • @biswaranjanswain774
    @biswaranjanswain774 Месяц назад +6

    ମଦୁଆଙ୍କ category କହୁଥିବା ଆମ ଭାଇ ଜଣଙ୍କ ଠାରୁ ସତରେ ଆମ ନାରଣ ଶିଖିବା ଦରକାର କାରଣ ଏହା ପରୀକ୍ଷା ଉପଯୋଗୀ ବିଶ୍ୟବସ୍ତୁ ଅଟେ।
    Thanks News fuse team, Thanks OTV
    Jay jagannath 🙏🙏

  • @kartikeshwar-hz8ih
    @kartikeshwar-hz8ih Месяц назад +2

    ଜୟ ଶ୍ରୀ ଜଗନ୍ନାଥ🙏

  • @SairamSai-e2d
    @SairamSai-e2d Месяц назад +4

    Many many congratulations ❤❤❤❤tnx otv beautiful pogrom ❤❤❤❤❤❤❤

  • @prasantapattanaik862
    @prasantapattanaik862 Месяц назад +1

    ଓଡ଼ିଶା ସରକାର ସବୁ ସୁବିଧା କରିଛନ୍ତି,ହେଲେ କିଛି ବି କାମକୁ ଆସୁନି।ସାରା ଓଡ଼ିଶା ରେ ଅସୁବିଧା।

  • @debapriyasahoo9226
    @debapriyasahoo9226 Месяц назад +1

    ଓଡିଶାରେ ମଦ ସମ୍ପୁର୍ଣ୍ଣ ବନ୍ଦ ହେଲେ ୯୮% ସମସ୍ୟା ସମାଧାନ ହୋଇଯିବ।

  • @dillipjena5818
    @dillipjena5818 Месяц назад +1

    ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକି ଏସବୁ ଦେଖାନ୍ତୁ, ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଙ୍କୁ ଦେଖାନ୍ତୁ ।

  • @Sanjaybabu220
    @Sanjaybabu220 Месяц назад

    I love news fuse❤❤❤

  • @kilogram382
    @kilogram382 Месяц назад

    ଆରେ ମଦ ପିଇଲେ ଦେହ ଖରାପ ହୁଏ, ଆଉ ଜଲଦି ମୃତ୍ୟୁ ହୁଏ। ମରଣ ପଥକୁ ଯିଏ ଯାଉଛ ମଦ ପିଅ। ଏତିକି ମୋର ବାର୍ତ୍ତା 🙏🏻🙏🏻

  • @debapriyasahoo9226
    @debapriyasahoo9226 Месяц назад

    ବିଧାୟକ ମହୋଦୟ ଙ୍କ ଝିଅ ଏବଂ ସେ ପ୍ରିନ୍ସିପାଲ ଙ୍କ ଝିଅଙ୍କୁ ସେଠି ଆଡମିଶନ କରିଦିଅ ସବୁ ସମସ୍ୟାର ସମାଧାନ ହୋଇଯିବ ।

  • @sudhanabhoi4980
    @sudhanabhoi4980 Месяц назад

    ଏଟି 5ଟି ବ୍ୟବସ୍ଥା ହେଇଅଛି । ଏବେ 6ଟି ବ୍ୟବସ୍ଥା କରେବେ ମୋହନ ସରକାର ନାରାୟଣ

  • @soumyaranjanbarik4734
    @soumyaranjanbarik4734 Месяц назад

    ମୋତେ ଲାଗୁଚି ପ୍ରଜାମଣ୍ଡଳ କଲେଜ କତୃପକ୍ଷ Man vs wild with Bear grylls ର ସବୁ ଏପିସୋଡ୍ ଦେଖି ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରାଯାଉଛି କିପରି ପୋକଖାଇବେ,ବିନାପାଣିରେ ବଞିବେ,ଅପରିସ୍କାର ପରିବେଶରେ ଚଳପ୍ରଚଳ କରିବେ 5ଟି କଲେଜ ପରା

  • @arjundandapat8015
    @arjundandapat8015 Месяц назад

    Sir
    ସରକାର ଯାହାର ଆବଶ୍ୟକ ନାହିଁ ତାକୁ ସୁଭଦ୍ରା ପଇସା ଦେଇଛନ୍ତି

  • @DeepakBal-l3w
    @DeepakBal-l3w Месяц назад

    Jay jagannath

  • @sureshbehera1010
    @sureshbehera1010 Месяц назад +2

    ଏ ଭିଡିଓ ଦେଖିଲି ମୁ ଭାବିଲି କୋଉ ଜିଲ୍ଲା ଦେଖିଲା ବେଳକୁ ଆମ ନୟାଗଡ଼

  • @Papun-z9w
    @Papun-z9w Месяц назад

    ଜୟ କଳା ❤

  • @sudhansukumarbal3419
    @sudhansukumarbal3419 Месяц назад

    Nice public awareness program

  • @SatyaRanjanMallick-bo7wd
    @SatyaRanjanMallick-bo7wd Месяц назад

    Lokanku jete fuse kale bi sudhuribey nahi but All pending work complete haba taa thaya

  • @s_sarojakumar7270
    @s_sarojakumar7270 Месяц назад

    ନାରଣ ଭଉଣୀ ଙ୍କୁ ରଖିଦିଅ ଆସନ୍ତା ବର୍ଷ ଛାଡ଼ିବ😅

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад

    ନବୀନ ସରକାରଙ୍କ ପାଣ୍ଡୁର 5t ବିଦ୍ୟାଳୟ ତେଣୁ ସମସ୍ତ ସୁବିଧାରହିଛି..

  • @BaiaBaba-x6m
    @BaiaBaba-x6m Месяц назад

    ମୋବାଇଲ ରେପଇସା ନାହିଁ, ନମ୍ବର ଲଗେଇଲେ ଲାଗୁ ନାହିଁ କଟି ଯାଉଛି,ବାଲାନ୍ସ ନାହିଁ କହି ଦେଉଛି, ୱାଟ ସପ ଛାଡ,ନିୟୁଜ ଫିଉଜ ମୋବାଇଲ୍ ନମ୍ବର୍ ୱାଟ ସପ ନମ୍ବର କ'ଣ ପାଇଁ କରୁଛ ମିଛ ମାଡ,

  • @RanjanBehera-pq5qu
    @RanjanBehera-pq5qu Месяц назад

    Good morning Sare 🙏🙏🙏

  • @Swbrokenshorts
    @Swbrokenshorts Месяц назад +1

    Congratulations 👏👏👏🎉🎉🎉❤❤❤

  • @moodoffbhubaneswar5486
    @moodoffbhubaneswar5486 Месяц назад +1

    5t college ବା ସବୁ smart 😂😂😂

  • @Mr_susantaeventvlogs
    @Mr_susantaeventvlogs Месяц назад

    ଭାଇ ମୋରି ନୟାଗଡ଼ ମୁଁ କିନ୍ତୁ କୋଉ ଝିଅ କୁ ଚିହ୍ନି ପରୁନି 😅

  • @prasantapattanaik862
    @prasantapattanaik862 Месяц назад

    ବାଜେ କଥା କହୁଛନ୍ତି ମାଡାମ୍।ଦି ବର୍ଷ ହେଲା କଣ କରୁଛ ହୋ ମାଡାମ୍?

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад

    ଭକ୍ତିରେ ବିସର୍ଜନ କରନ୍ତୁ, ମଦ, ମାଂସ ଖାଇ DJ ବଜାଇ ମାଆଙ୍କ ବିସର୍ଜନ କରନ୍ତୁ ନାହିଁ.ଧରାଧାମରୁ ବା ଯୁଦ୍ଧଭୂମିରୁ ମାଆ ବିଦାୟନେଲେ ଭାବି ଉନ୍ମୁତ ହେବା ଠିକନୁହଁ 🙏

  • @143Susanta
    @143Susanta Месяц назад

    ଏଇଟା toilet ତ ସତ କଥା କହିଲେ ଏଇଟା ମଣିଷ ପାଇଁ ନୁହଁ ଏଇଟା ଯିବ ଜନ୍ତୁ ପାଇଁ ହେଇଛି ତମେ ସବୁ ବାହାରକୁ ଜୀବନା 1,2 କରିବା ପାଇଁ 🙏🏿🙏🏿🙏🏿 ଧନ୍ୟ କାହା ଜୀବନ ସହ ଏମିତିକା ଖେଳନ୍ତୁନି

  • @kapilashmajhi5106
    @kapilashmajhi5106 Месяц назад

    ଜୟ ଜଗନ୍ନାଥ 💩🙏

  • @kpsinghadv9798
    @kpsinghadv9798 Месяц назад

    Nayagad college ra byabasta dekhi janajauchhi patha padha kemiti heuchhi.

  • @mamatamohapatra8559
    @mamatamohapatra8559 Месяц назад

    Khali nija khusi dekhile heba ?

  • @trohini556
    @trohini556 Месяц назад

    All India re not parmesan

  • @birasen1340
    @birasen1340 Месяц назад

    ଦୁଇ ବର୍ଷ ହେଲା ମାଦମଙ୍କୁ ପରିବାର କଥା କିଛି ଜଣାନାହିଁ ତାମାନେ ତାଙ୍କ ଝିଅର ଖବର କାହା ଉପରେ ନିର୍ଭର 😂😂😂

  • @ShantilataPatra-nt6qq
    @ShantilataPatra-nt6qq Месяц назад

    Jay kala college chhadi. gharku pala

  • @ajitsahu5706
    @ajitsahu5706 Месяц назад

    ODISHA college hayy re

  • @SukadevNaik-yt2mw
    @SukadevNaik-yt2mw Месяц назад

    Mayurbhanj OTV News fuse Asuni

  • @sujitrout7419
    @sujitrout7419 Месяц назад

    Chaina

  • @prasantapattanaik862
    @prasantapattanaik862 Месяц назад

    ଆମେ ଥରେ ନିୟୁଜ୍ ଫିୟୁଜ୍ ରେ ଦେଖିଥିଲୁ,ଜଣେ ତାର ଜେଜେମା କୁ ମଶାଣିକୁ ନେଲାବେଳେ ଡିଜେ ବଜେଇ ମାଲ୍ ପିଇ ନାଚି ନାଚି ନେଉଥିଲା। ଆଉ ମାଂକ ଭସାଣି ବେଳେ ଡିଜେ ମାଲ୍ ନ ହେଲେ ଜୋସ୍ କେମିତି ବଢିବ? କଣ କହୁଛୁ ରେ ନାରଣ?

  • @bigyanofficial1076
    @bigyanofficial1076 Месяц назад

    Thare phulbani government autonomous college ku asantu

  • @mamatamohapatra8559
    @mamatamohapatra8559 Месяц назад

    Ete josa bhala nuhen

  • @kilogram382
    @kilogram382 Месяц назад

    ❤❤❤
    ❤❤

  • @TunaPatra-m5z
    @TunaPatra-m5z Месяц назад

    Super best news puse😂😂😂😂

  • @pragatibehera9852
    @pragatibehera9852 Месяц назад

    Purbaru bi ei asubidha dekhi asichu au hostel ra katha na kahiba bhala

  • @bikashpingua-l7u
    @bikashpingua-l7u Месяц назад

    Aro broso ru puja b bondh hebo

  • @mr.giritechnique2524
    @mr.giritechnique2524 Месяц назад

    5T pahanchini ki

  • @rocknclassicmusicschool362
    @rocknclassicmusicschool362 Месяц назад

    OTV All Odisha re DJ restricted/Ban heba uchit.

  • @kpsinghadv9798
    @kpsinghadv9798 Месяц назад

    Pilamane maanku bhasani karibaku DJ,mada,sabu khusi pai nuhe,sidha ticket katiba ku bhala pauchhanti

  • @Manas_panigrahi
    @Manas_panigrahi Месяц назад

    Jou loka 2 barsa bhitare kan asubidha saeta janini athiru jana paduchi a madam nija paribara katha kate bujhuchanti...

  • @BhupeshBhupu
    @BhupeshBhupu Месяц назад

    Hiii

  • @amarendrananda602
    @amarendrananda602 Месяц назад

    Ea jugare manaba nka
    Ram ram satya he
    Vagabana nka pai DG
    Kali juga bhai sei kama Karu thiba kintu par nama japu thiba

  • @technod4823
    @technod4823 Месяц назад

    Au kichi odisha re hebar nahi bjp bala sabu khai jibe