Tele Film - MANISHA( ମଣିଷ )

Поделиться
HTML-код
  • Опубликовано: 8 сен 2024
  • Tele Film - MANISHA
    #Hemanta Das
    #Jharana Das
    #Mihir Das
    #Dukhiram swain
    #Pira Mishra, #Jayi, #snigdha , #Swati
    #manisha
    #dramamanisha
    #playmanisha#ddSerials

Комментарии • 326

  • @sisirkumar8047
    @sisirkumar8047 3 года назад +29

    ବା...ବା....
    ଅତି ନିଷ୍ପାପ, ନିଶ୍ଚଳ ଓ ହୃଦସ୍ପର୍ଶୀ କାହାଣୀ ଟିଏ
    ଆଉ ଆମ ମାନଙ୍କର ଚିରଞ୍ଜିବୀ ଅଭିନେତା ମାନେ
    👏👏👏👏👏👏👏👏👏👏👏👏

  • @prasantmunientertainment798
    @prasantmunientertainment798 3 года назад +148

    ଜିବନ୍ତ ଅଭିନୟ। ହେମନ୍ତ ଦାଶ ମହାନ୍ କଳାକାର। ମୁଣ୍ଡ ନଇଁ ଯାଉଛି। ଆପଣ ମାନକଁ ଅଭିନୟ ଆଗରେ। 😭😭😭😭

    • @jyotsnabaral9593
      @jyotsnabaral9593 3 года назад +1

      Nice

    • @prasantmunientertainment798
      @prasantmunientertainment798 3 года назад +1

      @@jyotsnabaral9593 Thank you❤❤

    • @prasanikaswain3985
      @prasanikaswain3985 3 года назад +3

      Satare kete mahan actors.goda chhuin pranam karibaku ichha haucghi.old odia story & actors r real great actors..aajikali Ra actors odia industry Ra fame ku barbad karidele....

    • @LUCKY_95427
      @LUCKY_95427 Год назад +1

      ହଁ ରେ ମୋ ଭାଇ 😢🙏

    • @kumarmanoj1309
      @kumarmanoj1309 7 месяцев назад +1

      bartanman khali nisa maharana o rani panda

  • @kalucharanpatra5767
    @kalucharanpatra5767 6 месяцев назад +11

    ସେ ସମୟର ଓଡିଆ ଚଳଚ୍ଚିତ୍ର ରେ ବାସ୍ତବିକତା ଥିଲା । ବହୁତ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର

  • @rabindradash6381
    @rabindradash6381 Год назад +59

    ସ୍ୱର୍ଗତଃ ହେମନ୍ତ ସାର, ଦୁଃଖୀରାମ ସାର,ମିହିର ସାର,ଝରଣା ମାଡ଼ମ,ଅନ୍ୟ କଳାକାର ଙ୍କ ଅଭିନୟ କୁ କେବେ ଭୁଲି ହେବ ନାହିଁ।ଆଜିର ଯୁବପିଢି କଳାକାର ମାନେ ଅଭିନୟ ଏମାନଙ୍କ ଠାରୁ ଶିଖନ୍ତୁ।

  • @welcome-to-you-all
    @welcome-to-you-all 10 месяцев назад +28

    ମହାନ କଳାକାର ହେମନ୍ତ ଦାସ ସାର .... LOVE YOU MY REAL BEST ACTOR🙏🏻🙏🏻🙏🏻🙏🏻

  • @125omprakashpanda5
    @125omprakashpanda5 3 года назад +17

    କାହାଣୀ ର ଚରିତ୍ର ସବୁ ଖୁବ୍ ସୁନ୍ଦର ଅଭିନୟ କରିଲେ। ଆଉ ଲେଖା ତ ଆହୁରି ସୁନ୍ଦର। ସମାଜ କୁ ଅନେକ ଶିକ୍ଷା ଦେଇଛି ଏହି କାହାଣୀ। 🙏🙏🙏

  • @dillipsanjunayak2814
    @dillipsanjunayak2814 Год назад +9

    ହେମନ୍ତ ଦାସଙ୍କ ଅକଟିଂଗ ଓହଃ କି ସୁନ୍ଦର ଅକଟିଂଗ ମୋ ମନକୁ ଛୁଇଁ ଗଲା

  • @diptiranjandas7419
    @diptiranjandas7419 Год назад +26

    ସେ ଦିନ ସବୁ କୁଆଡେ ହଜିଗଲା ରେ।ଲୁହ ରୋକି ହୁଏନି ବୋଲି ଏଭଳି ଫିଲ୍ମ ଦେଖି ବାକୁ ଇଛା କରେନି।ଯେତେ ଅତୀତ ସେତେ ମିଠା

    • @sabitanayak4716
      @sabitanayak4716 Месяц назад

      ମତେ ବି କୋରିଆ ହେଇଗଲା ପରି ଲାଗେ😭😭😭😭

  • @kahaniyaan2136
    @kahaniyaan2136 8 месяцев назад +17

    ଗତକାଲି ଯେତେବେଳେ ଏହି tele film ଟି ଦେଖିଲି ଆଉଥରେ ଦେଖିବାକୁ ନିଜକୁ ଅଟକେଇବା କଷ୍ଟ କରହେଲା ସତରେ ଆପଣଙ୍କ ଅଭିନୟ ମନଛୁଆଁ ଅଟେ.😢😊

    • @rabindrakumarlifegod2378
      @rabindrakumarlifegod2378 7 месяцев назад

      ଆଉ ସେ ଦିନ କେବେବି ଜୀବନ ର ଆସିବ ନାହିଁ

  • @roupyaprakashsahoo5624
    @roupyaprakashsahoo5624 2 года назад +12

    dukhiram swain, hemant das, saroj das, mihir das, top level actors of odia industry..
    pure odia culture based story...
    thanks DD odia for these type of stories....

  • @nirmalchand1765
    @nirmalchand1765 2 года назад +27

    There is no alternative of My dear acter Hemant Das.purely motivational tele film. And special thanks for Acharya sir and all participants of this film. 🙏🙏

  • @kanhucharannaik5946
    @kanhucharannaik5946 3 года назад +220

    ଏହି କଳାକାର ମାନଙ୍କ ପାଇଁ ଦିନେ ଓଡ଼ିଆ ସିନେ ଜଗତ ବହୁତ ଉଚ୍ଚରେ ଥିଲା ଆଉ ଏବେକାର କଥା ନ କହିଲେ ଭଲ।

    • @TheSilee
      @TheSilee 2 года назад +3

      THik katha kahile aji kali odia cenema re amr sankruti ku chadi baki sabu achi south film dubb karuchanty kintu seithiru kichi Sanskar sikhu nahanty semane kemti tanka culture ku bhala pauchanty

    • @banuakishori1307
      @banuakishori1307 Год назад +1

      😆😆😆😆

    • @rankaboss8154
      @rankaboss8154 Год назад +1

      Sata kahichha

    • @lkchhotaray2010
      @lkchhotaray2010 Год назад +2

      Jaha kahila bhai....satare bhari dukha laguchi..keun ade gale legendary actors ...unforgettable experience with my Childhood

    • @babub4u901
      @babub4u901 10 месяцев назад +2

      ବର୍ତମାନ କଳା କାର କଳା କାର ହେଇ ନାହାନ୍ତି ? ପୋଡ଼ା ମୁହଁ ମାଙ୍କଡ ସବୁ , କି ପ୍ରକାର ଉତ୍ପାତ ହେଉଛନ୍ତି ଦେଖୁ ନାହାନ୍ତି 🤔

  • @sangitaodisha8273
    @sangitaodisha8273 Год назад +6

    ହେମନ୍ତ ଦାସଙ୍କ ପରି ମଣିଷ ଗୁଡ଼ା ତାଙ୍କ ପ୍ରତି ଟି ଅଭିନୟରେ କନ୍ଦାଇ ପକାନ୍ତି
    ଏତିକି ତ ସେମାନଙ୍କ ମହାନତା 🙏

  • @rcdesikalakarofficial2152
    @rcdesikalakarofficial2152 Год назад +6

    ବହୁତ ସୁନ୍ଦର ଲାଗିଲା ବହୁତ ବହୁତ ଧନ୍ୟବାଦ ଏହି film ରେ ଅଭିନୟ କରିଥିବା ସମସ୍ତଙ୍କୁ...

  • @nityanandanath1533
    @nityanandanath1533 Год назад +3

    ବହୁତ୍ ସୁନ୍ଦର୍ କାହାଣୀ ଟି। ହେମନ୍ତ ଦାସ ଙ୍କ ଅଭିନୟ ଟି 🙏🏻
    ଜୟ ମା ମଙ୍ଗଳା 🌺🌺🙏🏻।

  • @nirojdash8700
    @nirojdash8700 3 года назад +42

    Hemant das such a great actor to our ollywood industry 🙏🙏

    • @informationhub649
      @informationhub649 3 года назад

      Bhai aau nahanti ଏପରି actor actress ama odia industry jau pari devlop kariba katha kari ପାରିଲାନି ସେଥି ଲାଗି ସବୁ କଳାକାର ଛାଡ଼ି ଚାଲି ଗଲେ

  • @satyaprakashjena4707
    @satyaprakashjena4707 Год назад +12

    ଏବେ ବି ଆମ ଗାଁ ଗଳିରେ ଜାତି ଧର୍ମ ଲାଗିରହିଛି, ଶଳା ବଡଯତିଆ ମା କୁ ବି ଛାଡ଼ିଲେଣି ଜୟ ମା ବିରଜା🙏🏻🙏🏻 କିନ୍ତୁ ଏବେ ସେଇ ବଡ଼ଯତିଆ ଚନ୍ଦ୍ର ଗ୍ରହଣରେ ଆମିଷ ଖାଇ ହେତୁବାଡ଼ି କୋଉଛନ୍ତି 😅🤣😂🤣 ଶଳା ବଦଯାତିଆ ଜୟ ହରିଜନ ଜୟ ସମ୍ବିଧାନ🇮🇳🇮🇳🇮🇳

    • @DLipsu
      @DLipsu 5 месяцев назад

      ନା ଭାଇ ଜୟ ସର୍ବଦା ମାନବିକତାର ହେଉ, ତେବେ ଯାଇ ସମାଜରୁ ଜାତିଆଣ ଭାବ ଦୂରେଇବ ।

  • @asutoshadas8436
    @asutoshadas8436 3 года назад +19

    Thanks DD Odia to gave us our culture ,nature ,childhood etc again and we are all will eagerly waiting for your this type of diamonds .

  • @umeshjena1881
    @umeshjena1881 7 месяцев назад +4

    ବହୁତ ସୁନ୍ଦର ଲାଗିଲା। ସମସ୍ତ କଳାକାର ମାନଙ୍କୁ ମା ମଙ୍ଗଳା
    ଭଲରେ ରଖନ୍ତୁ। ମୋର ଏତିକି ମିନତି ମା'ଙ୍କ ପାଖରେ। ଜୟ ମା ମଙ୍ଗଳା।

  • @prasanikaswain3985
    @prasanikaswain3985 3 года назад +17

    We lost such a greatest actor like hemanta das sir🙏🙏🙏🙏🙏

  • @amiyaprasaddash1643
    @amiyaprasaddash1643 2 года назад +6

    What an acting level of Hemant Das n supporting actor....... No word to describe.
    🙏🏽🙏🏽🙏🏽🙏🏽🙏🏽

  • @adityaprasadtripathy8812
    @adityaprasadtripathy8812 2 года назад +11

    ଏହି ସରଳ ଓ ନିସ୍ପାପ ହୃଦୟ ର ବ୍ୟକ୍ତି ଆଉ ନାହାନ୍ତି ।

  • @babub4u901
    @babub4u901 10 месяцев назад +9

    ଓଡ଼ିଆ ସିନେମା ଜଗତର ଏମାନେ ଥିଲେ ସବୁ ଚଳନ୍ତି ବିଶ୍ଵକର୍ମା , ଦୁଃଖ ଲାଗୁଛି ଯେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ମାଟି ରେ ମିଶିବାକୁ ଯାଉଛି , ସିନେମା ଜଗତର ନିର୍ଦ୍ଦେଶକ ପ୍ରଯୋଜକ, ଅଭିନେତା ମାନେ ସବୁ ପୋଡ଼ି ଖାଇ ଗଲେ ।

  • @bikashmallick8584
    @bikashmallick8584 2 года назад +3

    Hemant sir nka acting wahhh
    Pure pure pure natural 🙏
    Sate jemiti Niti Dinia jeevan ra chala prachala pari laguchi 🙏

  • @prafulladas9915
    @prafulladas9915 3 года назад +11

    ଜଣେ ଅଦ୍ୱିତୀୟ ନାୟକ ହେମନ୍ତ ଦାସ ଓ ନାୟିକା ଝରଣା ଦାସ

  • @gaurangcharanpradhan680
    @gaurangcharanpradhan680 6 месяцев назад +1

    Two drops of tear came from my eyes at last.....😢 for Such talented actors

  • @brandbabu662
    @brandbabu662 2 года назад +3

    What an acting level of hemant das sir banki ra na uchha karidele hemant sir

  • @akashbarik4105
    @akashbarik4105 4 месяца назад

    Emiti magic avinaya realistic kehi kariparibeni hemanta das great

  • @trilochandas2736
    @trilochandas2736 3 года назад +8

    From my childhood it's my favourite telefilm ever. Thanks God and DD Odia to provide us this telefilm again in youtube.
    Thank again.

  • @laxmipriyapanda9379
    @laxmipriyapanda9379 7 месяцев назад +4

    Excellent performance Hemanta sir🙏🙏👍

  • @user-vb8ri2jx7o
    @user-vb8ri2jx7o 11 дней назад

    Sundar avinaya video heart touching

  • @basudevmishra1367
    @basudevmishra1367 4 месяца назад +2

    ସେତେବେଳ ର କଳାକାର ମାନଙ୍କ ର ଅଭିନୟ ସତରେ ଜୀବନ୍ତ, ଏ ସବୁ ଦେଖିଲେ ପିଲା ଦିନ କଥା ମନେ ପଡିଯାଉଛି😢😢, ଏବେକାର କଥା ନ କହିଲେ ଭଲ,କି ସୁନ୍ଦର୍ ଅଭିନୟ,,,ମୁ ପିଲାଦିନେ ସ୍କୁଲ ରୁ ଆସି ଏହି ଗପ ସବୁ ଦେଖେ

    • @amitvlogs8412
      @amitvlogs8412 2 месяца назад

      ହଁ ଭାଇ ଏ କାହାଣୀ ଦେଖିଲେ ଆଖିରୁ ଲୁହ ଆସି ଯାଉଛି 😢😢

  • @malayadas3572
    @malayadas3572 Месяц назад

    ଏହି କଳାକାର ଙ୍କ ପାଇଁ ମୋ ପାଖରେ କିଛି ବି ଭାଷା ନାହିଁ। କେବଳ ହାତ ଯୋଡ଼ି ପ୍ରଣାମ କରୁଚି ଏହି ଦେବ ତୁଲ୍ୟ କଳାକାର ମାନଙ୍କୁ 🙏🙏🙏🙏🙏

  • @niharkantabehera9776
    @niharkantabehera9776 7 месяцев назад +1

    A abhinaya re kichhi bi chhalana nahi...
    Pura jibanta abhinaya 🙏🚩🇮🇳

  • @sanjayakumarsahu1056
    @sanjayakumarsahu1056 7 месяцев назад +1

    Such a great lively acting by all the actors specially Hemanta Das 🙏🙏🙏🙏🙏

  • @prasantmunientertainment798
    @prasantmunientertainment798 3 года назад +5

    ଆପଣ ମୋ ପିଲାଦିନ ମନେ ପକେଇ ଦେଲ। thank u DD National.

  • @cryofrose5481
    @cryofrose5481 4 месяца назад

    Legends of Odisha Cinema Industry.....

  • @Ranjankumar-kp6re
    @Ranjankumar-kp6re 3 года назад +17

    Hemanta das such a great actor in our Odia industry
    Very rich acting

  • @drabhisekb3098
    @drabhisekb3098 2 года назад +4

    Excellent acting.a request to DD odia to create such serial.

  • @rkjworld1425
    @rkjworld1425 6 месяцев назад

    ପୁରା ଜୀବନ୍ତ ଅଭିନୟ। ବହୁତ୍ ଭଲ ଲାଗିଲା। ଆଜିକାଲି ଓଡ଼ିଆ ଫିଲ୍ମ ରେ ଏମିତି ଅଭିନୟ ସାତ ସପନ ହେଇଛି। ଆଜିକାଲି କଳା କାର ମାନେ ଏମିତି ଅଭିନୟ କରିବାରେ ଅକ୍ଷମ। ଯଦି ଅଛନ୍ତି ତାହାଲେ ନିର୍ଦେଶନା ଉଚ୍ଚ କୋଟୀର ହୋଇପାରୁନି

  • @myindia8600
    @myindia8600 4 месяца назад

    Bahuta vagya se vaiga vair .Jaya maa mangala

  • @DAKOTA1940s
    @DAKOTA1940s 2 года назад +2

    ହୃଦୟସ୍ପର୍ଶୀ ଓ ଭାବ ଭକତ ର ଅଭୂତ ଦୃଶ୍ୟ🙏🏼💚😌

  • @tapaswini1902
    @tapaswini1902 Год назад +3

    ସତରେ......ଜୀବନ୍ତ ଅଭିନୟ

  • @akashbarik4105
    @akashbarik4105 2 месяца назад

    Evali kehi kariparibeni hemanta das great

  • @saratranjanbehera6661
    @saratranjanbehera6661 7 месяцев назад +1

    ହେମନ୍ତ ଦାସ ଆମ ଓଡିଶା ଚଳଚିତ୍ର ଜଗତର ଅମ୍ଲାନ ପ୍ରତିଭା.... 👌

  • @balrambehera5159
    @balrambehera5159 7 месяцев назад

    ଅତି ସୁନ୍ଦର ହୃଦୟସ୍ପର୍ଶୀ କାହାଣୀ ଟିଏ ଅତି ସୁନ୍ଦର୍ କଳାକାର ସମସ୍ତେ

  • @panchananmohanty5119
    @panchananmohanty5119 Год назад +2

    ବତୁତ୍ ଭଲ ଜୟ ମା ମଙ୍ଗଳା

  • @ranjan3369
    @ranjan3369 4 месяца назад

    Bahut hrudaya sparsi old cinema 🥰🥰🙏🙏👍👍

  • @SulagnaSpeaks
    @SulagnaSpeaks 2 года назад +5

    All great actors are in one show! ❤️

  • @soumyaranjanlenka2728
    @soumyaranjanlenka2728 7 месяцев назад

    Jai Maa Mangala. Bahut heart touching story. Very nice n simple n innocent person ❤❤❤

  • @manoranjanpintu358
    @manoranjanpintu358 7 месяцев назад

    Bahut sundar lagila ❤satare puruna film bahut sundar

  • @deepakbehera9423
    @deepakbehera9423 5 месяцев назад

    Bahut Sundar lagla.......dilse salute for all versatile actors🙏🙏🙏🙏

  • @niharkantabehera9776
    @niharkantabehera9776 7 месяцев назад

    Bharat mata ki jai 🚩🚩🚩🇮🇳🇮🇳🇮🇳🇮🇳
    Jay Jagannath 🚩🇮🇳🙏🚩
    Bahut sundar amo odia culture 🚩🚩🇮🇳

  • @diptikantmohapatra9580
    @diptikantmohapatra9580 5 месяцев назад

    Hemanta das is a legend.salute sir

  • @satyaranjanparhi1006
    @satyaranjanparhi1006 Год назад +2

    Legendary actor a heart touching story
    Devotion surpasses caste

  • @jaysrirambulurakhal
    @jaysrirambulurakhal 4 месяца назад

    ବହୁତ ଭଲ ଲାଗିଲା ଚଳଚ୍ଚିତ୍ରଟି ଜୟଶ୍ରୀ କଳା ଜୟ 🙏🙏🥀🌹🥀🌹🥀🌹

  • @dr.lokanathpaital5839
    @dr.lokanathpaital5839 Год назад +1

    Excellent and pragmatic acting by Hemant Das sir.

  • @namitadash3522
    @namitadash3522 7 месяцев назад

    🙏🙏🙏 Maa nkara e vdo ti khub realistic ebang heart touching hoichhi. E film re role karithiba pratyeka nkara action bahut hi badhia hoichhi.❤

  • @anjanroutray4515
    @anjanroutray4515 3 года назад +2

    Assemble of legendary actors Hemant Das,Jharana Das,Dukhiram Swain,Jaya Swami,Mihir Das.😘😘

  • @santoshdalai5026
    @santoshdalai5026 7 месяцев назад

    Bohuto sundaro story
    Great kolakaro
    Handsaw great great great

  • @rutuparnaani7833
    @rutuparnaani7833 2 года назад +2

    ଜୟ ମା ମଙ୍ଗଳା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @thelife3553
    @thelife3553 3 года назад +8

    It's a song of life and a celebration of happiness.

  • @sonali8246
    @sonali8246 3 года назад +3

    ଜୟ ମା ମଗଂଳା 🙏🙏🙏🙏🙏

  • @rohitrcreation8123
    @rohitrcreation8123 2 месяца назад

    A film dekhile akhiru luha asijauchi jibanta film

  • @sashikantamallik4134
    @sashikantamallik4134 Месяц назад

    Hemanta sir best actor ever

  • @pratibhananda6346
    @pratibhananda6346 3 года назад +2

    Heart touching story 👌👌👌👌👌👌👌👌👌👌👌

  • @odialifestyleinodisha4649
    @odialifestyleinodisha4649 3 года назад +5

    ପିଲାଦିନ ମନ ପଡ଼ିଗଲା 😔😔

  • @tapanparija3249
    @tapanparija3249 Год назад +2

    Hemanta Das........the legend

  • @somanathsahoo7443
    @somanathsahoo7443 2 года назад +2

    Jay maa Mangala maa tote koti koti pranam lo maa

  • @lifeofsagar535
    @lifeofsagar535 2 года назад +1

    Sundar story.. Thanks for upload

  • @naturesfriend1518
    @naturesfriend1518 5 месяцев назад

    Based on a true story lekha heichi ,janibaku chahain kie sei mahan byakti jie nijara sarbaswa deidei a bhali kirti srusti karichi au kauthi.

  • @AlokKumar-wi6cz
    @AlokKumar-wi6cz 3 года назад +1

    Pilabela Katha manepaduchi emiti upahara pain dhanyabaad

  • @jitendrasundaray8493
    @jitendrasundaray8493 4 месяца назад

    ନିଚ୍ଛକ ଅଭିନୟ. ସୁନ୍ଦର ବିଷୟ ବସ୍ତୁ 🙏

  • @debendrakumar1097
    @debendrakumar1097 3 года назад +1

    ସୁନ୍ଦର କାହାଣୀ/ଅଭିନୟ 👌

  • @jajpurregionalnews2978
    @jajpurregionalnews2978 5 месяцев назад

    ବହୁତ ସୁନ୍ଦର ଲେଖା ଏବଂ ସୁନ୍ଦର ଅଭିନୟ ❤

  • @santoshbarik-zs8ro
    @santoshbarik-zs8ro 7 месяцев назад +1

    Hemanta das legend of odisha

  • @manmathpal256
    @manmathpal256 10 месяцев назад +2

    ଓଡ଼ିଆ ଜାତିର ଆବେଗର କଥାଚିତ୍ର 💖

  • @bamadevjena3571
    @bamadevjena3571 17 дней назад

    ଏ କୌଣସି ଅଭିନୟ ନୁହେଁ ଅତୀତର କିଛି ଘଟୁଥିବା ମୁହୂର୍ତ୍ତ ,ଅଭିନୟ ପରି ଲାଗୁନି ପୁରା ଜୀବନ୍ତ

  • @aloksatpathy1680
    @aloksatpathy1680 7 месяцев назад +1

    Hemant Das is a great actor. His acting is very natural.

  • @Titaniccreationofficial
    @Titaniccreationofficial 4 месяца назад

    ଅତି ସୁନ୍ଦର

  • @PintuPinkyFuntimes
    @PintuPinkyFuntimes 5 месяцев назад

    ଅତି ସୁନ୍ଦର କାହାଣୀ ଏବଂ ଅଭିନୟ ❤

  • @aishwaryadash6511
    @aishwaryadash6511 3 года назад +2

    Heart touching story... kindly upload rest episodes of Chorabali, chatura binoda, pura puri paribarika

  • @ambikanandanmattam8343
    @ambikanandanmattam8343 6 месяцев назад +1

    JAI MAA MANGALA🙏

  • @amitash37
    @amitash37 5 месяцев назад

    Legend Hemant das never dies

  • @tapassahoo202
    @tapassahoo202 5 месяцев назад

    Eei parika aau tele film dekhibaki miluni.. se time re bht bhala thila..

  • @rameshchandrabhoi8916
    @rameshchandrabhoi8916 4 месяца назад

    Ei video dekhi ki mora akhiru luha asigala.amanka abhinaya😢😢😢😢😢😢

  • @subhasmitapradhan8782
    @subhasmitapradhan8782 7 месяцев назад

    ଜୟ ମା ମଙ୍ଗଳା ମାଗୋ ଆଦିଶକ୍ତି ତୁ ହି ମା ଜଗତଜନନୀ ମା.. ମୋ ପରିବାରର ସମସ୍ତଙ୍କୁ ଭଲରେ ରଖେ ଲୋ ମା ମଙ୍ଗଳା 😭🙏🙏🙏🙏🙏🙏ତୋ ପାଦ ତଳେ ଶରଣ ଟିକେ ଦେ ମତେ ଲୋ ମା 🙏🙏🙏🙏🙏🙏🙏

  • @sahuentertainment8434
    @sahuentertainment8434 Год назад +2

    ଜୀବନ୍ତ ଅଭିନୟ

  • @manashmohanty9590
    @manashmohanty9590 4 месяца назад

    Super ❤️

  • @bapujisahoo7462
    @bapujisahoo7462 7 месяцев назад

    ଖୁବ୍ ସୁନ୍ଦର ଅଭିନୟ ଏହି କଳାକାର ମାନଙ୍କୁ ମୋର କୋଟି ପୁନାମ

  • @monica-gk9nz
    @monica-gk9nz Год назад

    Nostalgia 😌😌😌😌 emanko purun Dina serial dekhile bhut khusi laguchi ..story line bhut sundar nahele aji kali ... Chakuli pitha

  • @narayanbiswal95
    @narayanbiswal95 5 месяцев назад

    All are golden actor of ollywood industry

  • @rabindrakumarlifegod2378
    @rabindrakumarlifegod2378 7 месяцев назад +2

    ମୋ ପିଲା ଦିନର ଭିଡ଼ିଓ

  • @tanmayadash8787
    @tanmayadash8787 3 года назад +2

    ଜୟ ମାଆ ମଙ୍ଗଳା

  • @sarojpadhy5535
    @sarojpadhy5535 3 года назад +1

    Bahut sundar

  • @kedarnathpatara7358
    @kedarnathpatara7358 3 года назад

    ATI Sundar ❤️❤️❤️❤️👍👍very beautiful and village place is wonderful

  • @user-dk4pt9cg6y
    @user-dk4pt9cg6y 6 месяцев назад

    Very nice story ❤

  • @niranjanbehera9563
    @niranjanbehera9563 7 месяцев назад

    🙏🙏🙏🙏🙏 ଚମତ୍କାର ଅଭିନୟ ଜୀବନ୍ତ ଲାଗେ 🙏🙏🙏🙏💐💐👍👍

  • @debakiyadav4045
    @debakiyadav4045 3 года назад

    Very nice.....sirnku dekhibara sujoga milila❤️

  • @gobindnayak7219
    @gobindnayak7219 8 месяцев назад

    Khub Sunder Film.Best Actors.