khola padiare alia nathae , bibhirna railway station se bhala alia achhi jadi karibara ichha achhi taku netamane safa kale bhala huanta. CTC,baranga dhenkanal,Angul. ..
Subash sir 🙏 amar patra electronics agaku asantu aliaa paibe college square branch ku dekhiba kete tame safha Kariba 😂😂 tama ku girija biriyani b miliba
Jay Jagannath 🙏🏻🙏🏻🙏🏻
ଭଲ କରି କାମ ପାଇଁ ମଧୁସୂଦନ ରାଓ ଜଣେ ଓଡ଼ିଆ ଜଣେ ସୁପରିଚିତ 🎉❤
ଏଠି ନେତା,ଝାଡୁ ମାଳମାଳ ହେଲେ ଅଳିଆ ଦୁର୍ବଳ ଖାଲି ଯାହା ଭାଇରାଲ୍ ହଉଛନ୍ତି
ସବୁ କାମ ସରକାର ମୁଣ୍ଡରେ ଲଦି ସରକାରଙ୍କୁ ଦୋଷ ଦେବା ଠିକ୍ ନୁହେଁ। ଆମର ବି କିଛି କର୍ତ୍ତବ୍ୟ ଅଛି ସ୍କୁଲ ହସ୍ପିଟାଲ ଏବଂ ତୀର୍ଥ ସ୍ଥାନକୁ ସ୍ୱଛ ରଖିବା ଆମର ଦାଇତ୍ଵ। ଏହାକୁ ସମସ୍ତେ ପାଳନ କରିବା ଉଚିତ !!
କିନ୍ତୁ,ନେତା ଯେଉଁ କାମ କରୁଛିନ୍ତି..ଉଦେଶ୍ୟ...?
@@bitukkr9710 ଯେ କୌଣସି ସରକାର ଆସୁ ନା କାହିଁକି ରାଜସ୍ୱ ଆଳରେ ନିଜ ପକେଟ ଭର୍ତ୍ତି କରିବାରେ ବ୍ୟସ୍ତ। କିନ୍ତୁ ମୋତେ ଗୋଟେ କଥା କୁହନ୍ତୁ ସରକାର ବିଷ ଫ୍ୟାକ୍ଟ୍ର ଠାରୁ ଚାନ୍ଦା ଆଦାୟ କରୁଛନ୍ତି ତାହେଲେ ଆମେ ବିଷ ପିଇ ମରିବା ନା ସରକାର ଆଖି ଖୋଲିବା ?
@@bitukkr9710 ଭାଇ ସେଇଟା ପା ଏଇଠି ଆଉ ଗୋଟେ କମେଣ୍ଟ ରେ କହିଛି ।😂😂
@@bitukkr9710 ହଁ ସାର୍ ସେଇଟା ପା ଆଉ ଗୋଟେ କମେଣ୍ଟରେ କହିଛି ଏଇଠି।😂😂
ହଇଓ ନାରଣ ତମେ ଜାଣିବା କଥା ପଦ ମାନେ ମଣିଷ ନୁହଁ ବାଇକ ର ଏଇଟା 24 ବର୍ଷର ପଦ ଯାତ୍ରା
Jai Jagannath 🙏Jai Mata di
Very Very Great News Fues Awarenes
Lord Jesus Christ Bless you with your family Sir.
Nice o tv
କାଲି ଦେଖାଣିଆ କାମ ଏ ମନ୍ତ୍ରୀ ମାନଙ୍କର
Right
A bala padabi paien Majhi saha jhagada
ସୁବାସ ଭାଇ ଆମର ଫୁଲ ରେଡି ଅଳିଆ ସଫା କରିବା ପାଇଁ ଦେଖୁନ ସବୁ ଅଳିଆ ସଫା ହେଇଯାଉଛି ଏମିତିକା ସଫା କରୁଛନ୍ତି ବୋଲିତ କଟକ ରେ ବାୟୁ ପଦୁର୍ଷଣ ହଉନି 🤣😂🤣
News feed very nice🎉🎉🎉
Good morning Sare 🙏🙏🙏
ଏହିପରି ପଦଯାତ୍ରା ହେଲେ କହିବେ ବିଜେପି ବେଲା ତେଲ ବଢ଼ାଇ ଦେଲେ
ପଦଯାତ୍ରା ବାଇକ୍ ରେ ହେଲେ ଅସୁବିଧା କଣ ନେତା ତେଲ,ପଇସା ଦେବେ ଅସୁବିଧା କୋଉଠି ଜଣାପଡୁନି
Khali MP, MLA nuha sabu janata bi sajag haba uchit....taba jai amo odisha ago ku ahuri badhibo👏👏👏
My favorite news fews sir Jay Jagannath 🙏
ବିଶ୍ୱର ପ୍ରଥମ ପଦଯାତ୍ରା ବାଇକରେ, ତାହାପୁଣି ବିନା ହେଲମେଟରେ ..
ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ
ସବୁ ଦିନ ଏମିତି ସଫା କଲେ ସିନା ହୁଅନ୍ତାଆଉ ଏଇ ଦିନେ ଅଧେ ଲୋକ ଦେଖାଣିଆ 😅😅😅
କୃଷ୍ଣ ସାର ଏତେ ସଫା କରୁଛନ୍ତି ମାନେ ସବୁ ଅଳିଆ ଢେଙ୍କାନାଳରୁ ସଫା ହେଇଯିବ ହେଲେ ନାରଣ ବାବୁ ମୁଁ ଜାଣି ପାରୁନି ଏଠି ଅଳିଆ କୋଉଠି ମୁଁ ଦେଖି ପାରୁନି ମୋର ଟିକେ ଆଖି ଖରାପ ଅଛି ତ 🤣😂🤣
ଏବେ ନେତା ମନ୍ତ୍ରୀ ମାନେ ଯେମିତି ଲୋକ ଦେଖାଣିଆ ସଫା କରୁଛନ୍ତି ମୋତେ ଲାଗୁଛି 15 ଦିନରେ ପୁରା ପୃଥିବୀ କୁ ସଫା କରିଦେବେ !! 😅
God bless you to your family sir 🙏
Akasha ji if possible corruption bhali aliaa ku hateiba pain chestha Kariba pain prayas jari rakhantu
Stadium re kan Alia achhiki
ମୋହନ ସରକାର ଙ୍କୁ ଅନୁରୋଧ ଗୋଟେ ମାଗଣା ହେଲମେଣ୍ଟ୍ ଯୋଜନା କରନ୍ତୁ ନହେଲେ ଏଭଳି 🚳 ପଦଯାତ୍ରା କୁ ସରକାର ନିଷେଧ କରନୁ।24 ବର୍ଷରେ BJD ସରକାର ନିଜ ଦଳର ନେତା ମାନଙ୍କୁ ଗୋଟେ ଗୋଟେ HELMENT କିଣି ବାକୁ ବି ପଇସା ଦେଲେ ନାହିଁ କି । ଏବେ RTO ଏବଂ POLICE 🚨 HELMENT ଚେକିଂ ବନ୍ଦ କରି ଦେଲେ କି।
ଓଡ଼ିଶାର ପ୍ରଥମ ମଂଜୁରୀଆ ଆଉ ଓଡ଼ିଶା ରେ ଅଲିଆ ରହିବ ନାହିଁ ରେ ନାରାୟଣ 😂😂😂ଏପରା ନୂଆ ମଜୁରୀଆ
ସମସ୍ତେ ଦେଖେଇ ହେଉଛନ୍ତି,କଣ କହିବ? ଏମାନେ ରାସ୍ତା ସଫା କରୁ ନାହାନ୍ତି ଯେ ଯେତେ ସରକାରୀ ଯୋଜନା ଅର୍ଥ ସଫା କରୁଛନ୍ତି। ଅଭିନେତା ଅଭିନେତ୍ରୀ ମାନେ ଭି ଜାଣିଲେଣି ରାଜନୀତି ରେ ମସ୍ତ ମଜା ଓ ଇନକମ୍ ଅଛି। ତେଣୁ ଯାହା ରୋଜଗାର କରି ଶେଷରେ ରାଜନୀତି କୁ ଆସୁଛନ୍ତି।
Bhai namaskra
khola padiare alia nathae , bibhirna railway station se bhala alia achhi jadi karibara ichha achhi taku netamane safa kale bhala huanta. CTC,baranga dhenkanal,Angul.
..
ସବୁ ପ୍ରହସନ l
Baik ଡ୍ରାଇଭର ର କାହାରି ହେଲମେଟ ନାହିଁ ,ଏଇଟି ନେତା ମନକୁ କଣ ପାଏଇନ ନାହିଁ
ସାର୍ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଦେକେଲା କେ ଟିକେ ଆସ ନ୍ ସାର୍
❤❤❤
ଯେ କୋୖଣସି ଦିନ ହସ୍ପିଟାଲ ସବୁ ପରିଦର୍ଶନ ହେବ
ସବୁ ସଫା ନ ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କଲେ ସବୁବେଳେ ସଫା ରହିବ।
Good
Ri exam pilamane kauthi exam dauthile vidios te kàra
କୋଡ଼ି ନୁହଁ ଗଇନ୍ତି ଟା
Thik
Subash sir 🙏 amar patra electronics agaku asantu aliaa paibe college square branch ku dekhiba kete tame safha Kariba 😂😂 tama ku girija biriyani b miliba
Kathni ur karni saman.
Neta mane jhadu dhariba apekhya drain maramati au pariba market road site dokan pakhare gote gote dustbin rakhiki ta upare dhyan diante tahele kichi matra re rajya kn state bhi safa rahiba
Bala jatra party 🥳🥳 gutkha ban karinahanti jadi dam achi
Dekha Bhai panuya paile pane re upa mukhyamantri sangare jiya police Bala thile tanke petata eta baharichi kahiki
Bhai ne kaou tikar Durga Puja Bala kament seke san Jane ibe
Ye sobu dekhania
Nabin pattnayak cm tila bele deputy cm kie tila 24 bharsh hela jani parilini
Totally fuse 😅
Drama.thanks
Bjd Bjd Bjd Bjd Bjd welcome
😂😂😂😂😂😂
😂😂😂😂😂
kya jhadu marne ke sath kya hai😂😂😂😂😂😂😂😂😂😅😅😅😅😅😅
juhar news fews
BJP RA SWach Bharat Abhiyan ? Then the fund is paid by BJP!
Mind the words
Mada prabala run kom
BJP bekar
B j d Phil bekar😂😂😂😂😂
Maharaja Darren safa Kariba Katha nuhe K B shingh deoo jaha hell bi maharaj
UTI wala BJP ka bada news kariye
Dekha Bhai panuya paile pane re upa mukhyamantri sangare jiya police Bala thile tanke petata eta baharichi kahiki