IPS officers long-staying in the same seat most likely to face heat in the BJP government

Поделиться
HTML-код
  • Опубликовано: 6 сен 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 440

  • @saratkumarpanda7007
    @saratkumarpanda7007 2 месяца назад +111

    ଯେତେବେଳେ ସାଧାରଣ ଲୋକ ଙ୍କ ଦୁଃଖ ରାଜା ନ ବୁଝନ୍ତି ସେତେବେଳେ ସ୍ବୟଂ ଭଗବାନ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି

    • @mamatakhillo6781
      @mamatakhillo6781 2 месяца назад +4

      💯💯💯💯💯💯👍👍👍👍❤️❤️❤️❤️❤️❤️❤️❤️❤️❤️❤️

    • @upendraodiavlog
      @upendraodiavlog 2 месяца назад +1

      ଭଗବାନ ହିଁ ଆପଣ, ଦୈତ୍ୟ ବି ଆପଣ...
      ଆତ୍ମ ଉପଲବ୍ଧି ହିଁ ମଣିଷ କୁ ଭଗବାନ ବା ଦୈତ୍ୟ ର ରୂପ ଦେଇଥାଏ।
      ଭାବନ୍ତୁ ଦୁର୍ନୀତିଗ୍ରସ୍ତ ଲୋକ ଟିଏ ଶରୀର ରେ କଣ ଈଶ୍ୱର ନାହାନ୍ତି

  • @srikantapanda1969
    @srikantapanda1969 2 месяца назад +249

    ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ଅନୁରୋଧ ତୁରନ୍ତ ଏହି IPS ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । 🙏 ।

  • @BijoyKumarDas-rc1ss
    @BijoyKumarDas-rc1ss 2 месяца назад +144

    ଏହି ଆଇପିଏସ୍ ମାନଙ୍କୁ ed ଲଗାଇ ଦିଅନ୍ତୁ

  • @chandrasekharachary8838
    @chandrasekharachary8838 2 месяца назад +125

    ଏମାନେ ସବୁ ହାରାମି,ED , CBI ଦରକାର

  • @RamakantBehera-ek7fb
    @RamakantBehera-ek7fb 2 месяца назад +94

    ମୋର ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ପରୀ ର ମା ବାପା ଙ୍କୁ ଉଚିତ୍ ନ୍ୟାୟ ଦିଅନ୍ତୁ 🙏🙏🙏🙏

  • @manoranjanpanda5536
    @manoranjanpanda5536 2 месяца назад +51

    ଏହି ଆଇ ପିଏସ ଅଫିସର ମାନଙ୍କ ପାଇଁ ଓଡିଶାରେ ସାମାଜିକ ଆଇନ ଵିଗିଡିଯାଇଛି ତେଣୁ ଏମାନଙ୍କୁ ଚାକୀରୀରୁ ଵିଦା କରାଯାଉ, ଜୟ ଜଗନ୍ନାଥ,

  • @pradiptadas1726
    @pradiptadas1726 2 месяца назад +75

    ଆହୁରି କେତେ ଅଛନ୍ତି।ତୁରନ୍ତ ଖୋଜି ବାହାରକରି ସେମାନଂକୁ ବିଦା କରିବା ଉଚିତ୍

  • @pradiptadas1726
    @pradiptadas1726 2 месяца назад +80

    ତୁରନ୍ତ ସେମାନଙ୍କୁ ହଟାଇବା ଉଚିତ୍

    • @shinquanone8714
      @shinquanone8714 2 месяца назад +4

      ହଟାଇଲେ କଣ୍ ହେବ? ଜେଲ୍ Punishment କି dismissal ଆଉ ସମ୍ପତ୍ତି ବାଜ୍ୟପ୍ତି ଦରକାର୍। ତା ନ ହେଲେ କିଛି ହେବନି।😅😅😅😅😅😅😅

  • @PKP145
    @PKP145 2 месяца назад +41

    ଏଇ ତ ଚାହୁଁଚୁ ଆମେ , ଜଲଦି କାମ ହେବା ଦରକାର,

  • @KhukunBehera
    @KhukunBehera 2 месяца назад +33

    ଅରୁଣ ବୋଥରା କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ

  • @user-yo6qr9dw6c
    @user-yo6qr9dw6c 2 месяца назад +31

    ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ସବୁ କେଶର c. B. I ତଦନ୍ତ କରୁନ୍ତୁ

  • @kshyamasagarbehera9858
    @kshyamasagarbehera9858 2 месяца назад +28

    ଏମାନଙ୍କୁ ଧରିକି ଚାକିରି ନେଇ ଜେଲ୍ ରେ ରଖିବା ବ୍ୟବସ୍ଥା କରାଯାଉ...... କାହିଁକି ନା ଅନ୍ୟାୟ ଅଧର୍ମ ଆଉ ଦୁର୍ନୀତି କରିଥିବା ସବୁ ଅଫିସର ଙ୍କୁ ଜମା v ଛାଡ଼ନ୍ତୁ ନାହିଁ 😂😂😂😂

  • @Victimaspirant
    @Victimaspirant 2 месяца назад +20

    ସେଥି ପାଇଁ ବନ୍ଧୁଗଣ ଆଉ social media re ଦୁଃଖ କରନି ନବିନ ବାବୁ ହଟିଲାରୁ, ଓଡିଶା ର ବିକାଶ ପାଇଁ ଏଠି ପ୍ରତି ୫/୧୦ ବର୍ଷ ରେ ସରକାର ପରିବର୍ତ୍ତନ ନିହାତି ଆବଶ୍ୟକ

  • @manasranjanjena3588
    @manasranjanjena3588 2 месяца назад +15

    🚩🙏ନୂଆ ସରକାରଙ୍କୁ ନିବେଦନ,ଆରେଷ୍ଟ କରା ଯାଉ, ନହେଲେ ଡବଲ ଇଂଜିନ ଟା ଖାଲି ବଗି ହେଇଯିବ ସାବଧାନ 🚩🙏

    • @ashwininayak3285
      @ashwininayak3285 2 месяца назад

      Of course the double engine government failed in BJP ruled states. This is simply a decorated slogan.

    • @sureshpatra5975
      @sureshpatra5975 2 месяца назад

      Right 👍

  • @somanath95
    @somanath95 2 месяца назад +35

    Aruna bothra nku dhariba darkar

    • @biswajitmallik274
      @biswajitmallik274 2 месяца назад +1

      ପରମ ହାରାମି ବୋଥ୍ରରା 2019 ରେ ପରୀକେସରେ ମୁଖ୍ୟ ଖୀଲାଡି ଥିଲା ।ଵିଜେପି ସରକାର ପାଖରେ ନ୍ୟାୟ ଆଶା ରଖିଛୁ ।

  • @laxmidharmirror5500
    @laxmidharmirror5500 2 месяца назад +3

    କେବଳ ବଡ଼ ଅଫିସର ନୁହେଁ ଡକ୍ଟର, ନର୍ସ, Teacher,clerk,Ri ,Si constable ସମସ୍ତ govt ଷ୍ଟାଫ୍ ଙ୍କୁ ପ୍ରତି 5 year ରେ change କରାଯାଉ ଏଭଳି ନିୟମ ରୁଲ ଲାଗୁ ହେଉ ବେକାରୀ ଯୁବକ ମହିଳା ଛାତ୍ର ଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ

    • @manojkumaragarwal3902
      @manojkumaragarwal3902 2 месяца назад

      Mu bohut clerk, Ri de khuchi office manko re 6,7, Vorso hela ochonti

  • @pratyusapradhan9969
    @pratyusapradhan9969 2 месяца назад +13

    Arun Brotha ku out kara jau

  • @prashantakumarchoudhury5927
    @prashantakumarchoudhury5927 2 месяца назад +14

    Odisha ku sale ଖୋଳ କରିଦେଲେ

  • @manasranjanjena3588
    @manasranjanjena3588 2 месяца назад +5

    ଦୋଷୀ ଙ୍କୁ କୋଠର ରୁ କୋଠର ଦଣ୍ଡ ଦିଆ ଯାଉ ସାଧାରଣ ଲୋକଙ୍କ ଟଙ୍କା କୁ ଅପବୟ କରିବାକୁ କିଏ ଅନୁମତିଦେଲା, ନୂଆ ସରକାରଙ୍କୁ ନିବେଦନ,

  • @sandeepdash158
    @sandeepdash158 2 месяца назад +13

    Anup Sahoo Jajpur SP thila hele
    Party Ku support Kari ama stitiban jaga upare government road kareideithile

  • @santoshkumarmishra2620
    @santoshkumarmishra2620 2 месяца назад +2

    ଦୟାକରି ମୋହନ ସରକାର ପରୀ କେସ୍ କୁ CBI କୁ ସୁପାରିସ୍ କରନ୍ତୁ.

  • @manojkumarmohanta3123
    @manojkumarmohanta3123 2 месяца назад +5

    Bothra ku arrest kora jau please cm sir mohan majhi sir 🙏🙏🙏🙏

  • @prashantakumarchoudhury5927
    @prashantakumarchoudhury5927 2 месяца назад +11

    A ,manku vetenary injection ଦିଆଯାଉ

  • @pramodsahu4459
    @pramodsahu4459 2 месяца назад +13

    ଅରୁଣ ବୋଥ୍ରା କୁ ଟ୍ରାନ୍ସଫର

    • @biswajitmallik274
      @biswajitmallik274 2 месяца назад +1

      ପରୀ କେସ ରିଓପନ ହଉ।

  • @nandasethy3704
    @nandasethy3704 2 месяца назад +8

    I will request to BJP government to put ED investion all Tamilian officers who were in Odisha .

  • @nayakbibhuti4535
    @nayakbibhuti4535 2 месяца назад +2

    Arun bortha nko tike CBI enquiry please

  • @santoshkumarmishra2620
    @santoshkumarmishra2620 2 месяца назад +1

    ଏମାନଙ୍କ ବିଷୟରେ ଏତେ କଥା କହୁଛ କିନ୍ତୁ Action କାହିଁକି ଶୀଘ୍ର ନିଆଯାଉନି.

  • @user-xe7wj1sf4l
    @user-xe7wj1sf4l 2 месяца назад +1

    ଏ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦରକାର

  • @durjyodhannayak-pb8sv
    @durjyodhannayak-pb8sv 2 месяца назад

    ଧନ୍ୟବାଦ ଓଟିଭି ଖବର 🚩ଜୟ ଜଗନ୍ନାଥ 🙏🙏🙏

  • @fastcarrs
    @fastcarrs 2 месяца назад +12

    PC Tender Mafia kings ... ED will search soon

  • @subhakantab3935
    @subhakantab3935 2 месяца назад +3

    2024ରେ ବିଜେପି ସରକାର ଜିତିଛି. କିନ୍ତୁ ସାମ୍ବାଦିକ ମାନଙ୍କର ଦୁଃଖ କଷ୍ଟ କେହି ବୁଝୁ ନଥିଲେ. ଏବେ ନୂଆ ବିଜେପି ସରକାର ଆସିଛି. ସାମ୍ବାଦିକ ମାନଙ୍କର ଭବିଷ୍ୟତ କଣ ବଦଳୁଛି ନାହିଁ ତାହା ବାକିରହିଲା.ରାଜ୍ୟ ସରକାର ସମସ୍ତଙ୍କର ଦୁଃଖ ବୁଝିଲେ କିନ୍ତୁ ଚତୁର୍ଥ ସ୍ତମ୍ଭ କହୁଥିବା ସାମ୍ବାଦିକ ଭାଇମାନଙ୍କର ଦୁଃଖ ବୁଝିଲେ ଭଲ ହେବ. କାହିଁକି ନା ସାମ୍ବାଦିକମନେ ସମ୍ବାଦ ଅତିଶୀଘ୍ର ସାରାଓଡିଶାକୁ ପ୍ରେରଣ କରିଥାନ୍ତି. ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛି. ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ🙏ସମସ୍ତେ ଭଲରେ ରୁହନ୍ତୁ 🙏ଜୟ ଜଗନ୍ନାଥ 🙏🙏🙏ଜୟ ହିନ୍ଦ 🇮🇳🇮🇳🇮🇳

  • @rabirajcreatar
    @rabirajcreatar 2 месяца назад

    ମାଗିଆ ips officer ku ritard କରାଯାଉ ଜୟ ବିଜେପି ସରକାର 🎉🎉🎉

  • @sumantachampati5638
    @sumantachampati5638 2 месяца назад +1

    We demand cbi investigation against those officers starts from pandian.

  • @bikramcharanrout2327
    @bikramcharanrout2327 2 месяца назад +1

    ଶିକ୍ଷା କ୍ଷେତ୍ର ରେ ପ୍ରତ୍ୟେକ ଟି ସ୍ଥାନ ରେ ଯେମିତି free ହେବ ସେ ବ୍ୟବସ୍ଥା କରନ୍ତୁ, ଓଡ଼ିଶା ବାସୀ ବହୁତ ଖୁସି ହେବେ, ଆଉ talent quality ଦେଖି job ଦିଅନ୍ତୁ ଯିଏ ଯୋଉ department ଅଛନ୍ତି ବଦଳି କରି ତାଙ୍କୁ sabad କରନ୍ତୁ

  • @chhabindramohanta421
    @chhabindramohanta421 2 месяца назад +6

    Char arest karantu

  • @kashinathdash4772
    @kashinathdash4772 2 месяца назад +3

    ସେ ଯେତେ ଦକ୍ଷ ଅଫିସର ହେଉନା କାହିଁକି, ମୁଖ୍ୟ ମନ୍ତ୍ରୀ ଅଫିସରେ ଥାଉନା କାହିଁ,ପ୍ରତି 3 ବର୍ଷ ରେ ଥରେ ସମସ୍ତ ସରକାରୀ କର୍ମ ଚାରୀଙ୍କୁ ବଧ୍ୟାତା ମୁଳକ ଅନ୍ୟତ୍ର ବଦଳି ର ଆବଶ୍ୟକତା ଥାଏ।। ନତୁବା ଏଭଳି ଦଶା ଭୋଗିବାକୁ ପଡ଼ିବ।।

    • @ashwininayak3285
      @ashwininayak3285 2 месяца назад +1

      Transfer must be made mandatory.

    • @ashwininayak3285
      @ashwininayak3285 2 месяца назад +1

      The rehabilitation process is practising in the center also. Just see the jasaswi PM, he is extending the tenure of his preferred officers. So whom to blame. All are the same. Do not expect more, only the time will punish all.

  • @Official_B.kanhar7289
    @Official_B.kanhar7289 2 месяца назад +1

    IPS ମାନଙ୍କର ଆକ୍ସନ ନିଆ ଯାଉ ।

  • @Babu-cj3pq
    @Babu-cj3pq 2 месяца назад +1

    Fast CM nku NSG commando protect karantu .

  • @alokpalai3577
    @alokpalai3577 2 месяца назад

    Right answer 👍👍👍👍

  • @swarnamohanty3121
    @swarnamohanty3121 2 месяца назад +1

    Transfered.

  • @automotiveservicetechnicia1853
    @automotiveservicetechnicia1853 2 месяца назад

    ପୁରା ଆକ୍ସନ ହଉ please jaiii jagantha

  • @user-if4cz5cc4e
    @user-if4cz5cc4e 2 месяца назад

    Do properly investigation of any case

  • @susantakumarbehera879
    @susantakumarbehera879 2 месяца назад +1

    Immediately change mohan Babu

  • @RachanaDash-do1wu
    @RachanaDash-do1wu 2 месяца назад +1

    ଜୟ ଶ୍ରୀ Ram

  • @babulidehury6603
    @babulidehury6603 2 месяца назад

    Right sir 👍

  • @janardanmohanty831
    @janardanmohanty831 2 месяца назад

    ନବ ଦାସ ହତ୍ୟାକାଣ୍ଡ ର ପୁନଃ ତଦନ୍ତ କରାଯାଉ ନୂଆ ତଦନ୍ତକାରୀ ସଂସ୍ଥା ଦ୍ୱାରା l

  • @bhagabanpradhan7500
    @bhagabanpradhan7500 2 месяца назад

    Thanks

  • @purnachandradash3038
    @purnachandradash3038 2 месяца назад

    c.m sir, immediately transfer dgp mr. sarangi to his previous place of posting.

  • @hrudanandasahoo2844
    @hrudanandasahoo2844 2 месяца назад

    Take action immediately

  • @MSahoo-su2th
    @MSahoo-su2th 2 месяца назад

    Sir ଦୟାକରି ସେଇ ଅଫିସର ମାନଙ୍କୁ କର୍ଯାରୁ ନିଲମ୍ବନ କରନ୍ତୁ।

  • @Entertainmenthubctc
    @Entertainmenthubctc 2 месяца назад

    CBI inquiry must be required

  • @user-mj4ev6jn9g
    @user-mj4ev6jn9g 2 месяца назад +2

    Arun bortha sirnku tike ed ra eye catch

  • @gobindasoren5689
    @gobindasoren5689 2 месяца назад

    Good action ନିଆଯାଉ 🙏🙏🙏

  • @BijayBarpanda-zm9hz
    @BijayBarpanda-zm9hz 2 месяца назад

    ଆମ ଓଡିଶାର ଶାସନ ଏପରି ହେବାକଥା

  • @digambarjena2117
    @digambarjena2117 2 месяца назад +1

    Barsha juade Rabi Das seaade

  • @hurshikeshmathan9565
    @hurshikeshmathan9565 2 месяца назад

    Immediately C.B.I , E.D. janch karantu, au Manyabar C.M. Majhi ji nku aurodh action Buldozer , Buldozer,au Buldozer re niyantu.

  • @CHHABIPRADHAN-cf8ce
    @CHHABIPRADHAN-cf8ce 2 месяца назад +1

    ସବୁ ନେତା ମନ୍ତ୍ରୀ ଓ ଅଫିସର ଙ୍କୁ ଆଗେ ଜେଲ ରେ ପକାନ୍ତୁ

  • @pravashdas2720
    @pravashdas2720 2 месяца назад

    God job new CM thank U sir ahuri rahi gale je......Luchiki

  • @soumitrapani8230
    @soumitrapani8230 2 месяца назад

    CBI enquiry required...

  • @sasmita3523
    @sasmita3523 2 месяца назад +1

    Semanku samastaku arrest karajau 🙏

  • @harekrushnapanda8604
    @harekrushnapanda8604 2 месяца назад

    ପରି ମା ଙ୍କୁ ନ୍ୟାୟ ମିଳୁ

  • @AYUSH-n6j
    @AYUSH-n6j 2 месяца назад

    Write 👌👌👌👌🙏

  • @manassahu2293
    @manassahu2293 2 месяца назад +2

    Sethipain sarkar loka change kale . Ahuri bahuta kichi baharibe

  • @sudhirdas1311
    @sudhirdas1311 2 месяца назад

    Right said ❤❤❤❤❤

  • @SantoshKumar-dq1cx
    @SantoshKumar-dq1cx 2 месяца назад

    Ed& CBI

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 2 месяца назад

    when Baijayant was widowing 41 crore in the form of salary he was not paying any tax.

  • @manojetc.787
    @manojetc.787 2 месяца назад +2

    ଫାଶୀ ରେ ଲଟକେଇ ଦିଅ ଶଳା ସବୁ ଦେଶ ଦ୍ରହି ମାନଙ୍କୁ

  • @KumarsahooSks
    @KumarsahooSks 2 месяца назад

    Congratulations sir I like your job 🎉❤❤❤❤❤❤❤❤❤❤

  • @ManguliDas-ux4ps
    @ManguliDas-ux4ps 2 месяца назад

    ଏ ମାନଙ୍କୁ ନିଲମ୍ୱିତ କରାଯାଉ ଏ ମାନଙ୍କ ଜାଗାରେ ନୂଆ posting କରାଯାଉ

  • @jagabandhunayak2635
    @jagabandhunayak2635 2 месяца назад

    Emanku ED,CBI lagadiya jau

  • @dasharathbag5417
    @dasharathbag5417 2 месяца назад

    All ips should be transfer every 3years of service . It's a good step to start for good government..

  • @sudhirdas1311
    @sudhirdas1311 2 месяца назад

    ରବିଦାସ ଦୁଇପଟ ର କଥା କୁହନ୍ତି

  • @ashwininayak3285
    @ashwininayak3285 2 месяца назад +1

    Every thing the God can solve

  • @PrasantaSabara
    @PrasantaSabara 2 месяца назад

    ଓଡ଼ିଶାର ପୂର୍ବତନ ias and ips କୁ ବଦଳି କରାଯାଉ ଏବଂ ଓଡ଼ିଶା କୁ ସୁଦୃଢ଼ ରାଜ୍ୟ କରାଯାଉ

  • @SatrughanNayak-qf1rt
    @SatrughanNayak-qf1rt 2 месяца назад

    ସେ ଅଫିସର୍ ମାନଙ୍କୁ ଚାକିରିରୁ ବହିଷ୍କୃତ କରା ଗଲେ ଅନ୍ୟ ମାନଂକୁ ଶିକ୍ଷା ମିଳନ୍ତା,

  • @ashwininayak3285
    @ashwininayak3285 2 месяца назад

    All cases were unsolved. Unemployment problem was not addressed.

  • @ratankumarpradhan4375
    @ratankumarpradhan4375 2 месяца назад

    Karma hi bhagaban

  • @gyanaranjan7534
    @gyanaranjan7534 2 месяца назад

    Anup Sahu ra sub-ordinate ACP Sanjiv satpathy bhuligale bodhe kete years hela se BBSR re ACP achhi janichanti ki nahin

  • @PradeepKumar_yt
    @PradeepKumar_yt 2 месяца назад +1

    ଏମାନଙ୍କୁ ସାସତି ଦିଆଯାଉ

  • @prakashbhoi3492
    @prakashbhoi3492 2 месяца назад

    Right👍👍

  • @satyaranjanmallick-pk4bf
    @satyaranjanmallick-pk4bf 2 месяца назад

    Samastanku ,Boudha, Nuapada,Gajapati,Kalahandi emity district ku transfer kara jau

  • @BharatiNayak-nj9ji
    @BharatiNayak-nj9ji 2 месяца назад

    Turanta sir action mode re kajya heu. Hero hero hero ebe mo manaku news ta paila

  • @subhamdash2047
    @subhamdash2047 2 месяца назад

    Anu Garg ka name kahinki dekhauna bikau OTV ????Se water resources department re 6 years helani kahinki acchanti ???

  • @mayabhumibehera4896
    @mayabhumibehera4896 2 месяца назад

    Tension re achhi OTV.
    Don't worry OTV.
    Semana IAS.

  • @KaliaKandi-zc9nv
    @KaliaKandi-zc9nv 2 месяца назад

    ବିଜେଡି ର ବହୁ ମଜବୁତ ଚେର 25 ବର୍ଶ ହେଲାଣି ପୁରା ପାତାଳକୁ ଜାଇଛି ଦେଖିବା ଅପେକ୍ଷା ଆମ ମୋହନ ଶାର୍ d j d ଶରକାର ପରି ହେଇଜିବେନିତ ଜୟ ଜଗନ୍ନାଥ 🎉🎉🎉🎉🎉ଭାଈ ସଂଘର୍ଷ ଜାରି ରହୁ ଶବୁ ଓଡିଆ ତୁମ ଶାଥୀରେ 🎉🎉🎉

  • @rakeshkumarrouta2890
    @rakeshkumarrouta2890 2 месяца назад

    Cm mohan majhi sir ku anurodh ahuri bhala bhabe janch kara jau

  • @user-cn6mt3ww3n
    @user-cn6mt3ww3n 2 месяца назад

    cbi inquiry karajau

  • @M-ek8pr
    @M-ek8pr 2 месяца назад

    ଦୁର୍ନିତୀର ଚେର ଖୋଜି ଉପାଡ଼ି ଦିଅନ୍ତୁ।

  • @kalandinayak463
    @kalandinayak463 2 месяца назад

    Inquiry heba darkar . Action bi darkar.

  • @user-if4cz5cc4e
    @user-if4cz5cc4e 2 месяца назад

    Stop crime

  • @akhilchandrabarik6440
    @akhilchandrabarik6440 2 месяца назад

    Why such need?. This is due to failure of Administration. This going on Delhi Govt. It has been approved in Parliament.

  • @prajnashines7180
    @prajnashines7180 2 месяца назад

    Khali IPS nahin PR dept ku ba Secretariat ku na ba alga dist level re officer mane sehi gote jilla re service arambha ru achha nti.

  • @aniruddhabindhani4254
    @aniruddhabindhani4254 2 месяца назад

    Proud to u otv for breave news show

  • @dollymajhi4674
    @dollymajhi4674 2 месяца назад +1

    Pathao sabu bahara state ku

  • @odishareact
    @odishareact 2 месяца назад

    ରବି ଦାସ ଘର କେବେ ଛାଡିବ, ଦୋମୁହାଁ ଲୋକ

  • @sunilnayaknayak9943
    @sunilnayaknayak9943 2 месяца назад

    Extra Income thila sabu hagibe ,? Ebe pawar Dekha .

  • @bhagabanpradhan7500
    @bhagabanpradhan7500 2 месяца назад

    Sabu District r Office ru Transfer lagi karajau 15 yer hela gote jagare rehi manamani karichnti

  • @ashishnayak3856
    @ashishnayak3856 2 месяца назад

    Mitrabhanu Mohapatra v achi

  • @santoshgouda9862
    @santoshgouda9862 2 месяца назад

    ❤❤❤❤❤

  • @ashish87k
    @ashish87k 2 месяца назад

    ବିଜେଡି ସରକାର ସମୟର ବଡ଼ ବଡ଼ ଅଫିସର ଙ୍କୁ ଟ୍ରାନ୍ସଫର ହେଉ ।