Odisha CM-designate Mohan Majhi Interacts With Locals

Поделиться
HTML-код
  • Опубликовано: 2 окт 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #MohanMajhi

Комментарии • 795

  • @rudra5034
    @rudra5034 3 месяца назад +634

    ଓଡ଼ିଆ ବାସୀ ଙ୍କୁ ଓଡିଶା ରେ ଥିବା କମ୍ପାନୀ ମାନଙ୍କରେ 70% ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ ଆମର ଦାବୀ, ଯାହା ଫଳରେ ଦାଦନ କମିବ
    ଏଥିରେ ଜଉମାନେ ଏକ ମତ like କରନ୍ତୁ

  • @benudharcreations8464
    @benudharcreations8464 3 месяца назад +93

    20 ରୁ 35 ବର୍ଷ ବୟସ ଯୁବପିଢ଼ି ଙ୍କ ନିମନ୍ତେ ମୋହନ ସରକାର ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ ଖୁବଶୀଘ୍ର କିଛି ଯୋଜନା କରନ୍ତୁ

  • @BikuCreations972
    @BikuCreations972 3 месяца назад +118

    ମୋର ଏଇ ନୂତନ ସରକାରଙ୍କ ପାଖରେ ଗୋଟିଏ ଆଶା ରହିବ ,ଆମ ଓଡ଼ିଶାରେ ଯୋଉଭଳି ଭାବରେ ଲାଞ୍ଚ ନେଇ ସରକାରୀ ଚାକିରି ପଦବୀକୁ ବିକ୍ରି କରିଦିଆଯାଉଛି,ସେଇଟା ଯେମିତି ବନ୍ଦ କରାଯାଉ । ଯାହାଦ୍ବାରା ଯୋଉମାନେ ପ୍ରକୃତରେ ଶିକ୍ଷାରେ ପରିଶ୍ରମୀ ସେମାନେ ନ୍ୟାୟ ପାଇ ପାରିବେ । ଆଉ ଲାଞ୍ଚ କାରବାରକୁ ଟିକେ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ । ଯେମିତି ଲାଞ୍ଚୁଆ ମାନେ ସଚ୍ଚୋଟ ହେବେ ।

    • @bijaylaxminayak
      @bijaylaxminayak 3 месяца назад +1

      Besi haba

    • @rainbow673
      @rainbow673 3 месяца назад +1

      Aeta gote major problem jouthi pai gote telented gariba pila ku job milu nahi

    • @BikuCreations972
      @BikuCreations972 3 месяца назад

      @@rainbow673 Exactly..25 barsare max govt. staff lanchua hoi jaichhanti...

  • @Adgn357
    @Adgn357 3 месяца назад +219

    ଯାହା ହେଉ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଓଡ଼ିଆ ଓ ହିନ୍ଦୀ ଭାଷା ଶୁଣିବାକୁ ମିଳିଲା

    • @sriyanshupadhi6627
      @sriyanshupadhi6627 3 месяца назад +5

      Right❤

    • @KunihanhagaHanhaha
      @KunihanhagaHanhaha 3 месяца назад +4

      Sir 5 language bath kar sakta hi

    • @Adgn357
      @Adgn357 3 месяца назад +1

      To itne din bola kyun nahin

    • @dipudas5900
      @dipudas5900 3 месяца назад

      E cm galapare lokamane tanka pain kandibe ta?????????

    • @Adgn357
      @Adgn357 3 месяца назад

      @@dipudas5900 ame nabin pain kebe kandi nahun

  • @padmanava1000
    @padmanava1000 3 месяца назад +177

    ଧନ୍ୟବାଦ୍ ଜଣାଉଛୁ ମୁଖ୍ୟମନ୍ତ୍ରୀ ସାଧାରଣ ଜନତା ପ୍ରତୀ ଧ୍ୟାନ ଦେଉଛନ୍ତି

  • @Kotie_Manisa_Gotie_Jaga
    @Kotie_Manisa_Gotie_Jaga 3 месяца назад +173

    ଏ ନୟନ କଣ ନଦେଖିଲା! ରିପୋର୍ଟର ଭାଇ ଏକ ସାଙ୍ଗରେ ନନ୍ଦିଘୋଷ ଓ ଅର୍ଗସ ବୁମ ଧରିଛନ୍ତି 😄😂

  • @rudra5034
    @rudra5034 3 месяца назад +5

    ଓଡ଼ିଆ ବାସୀ ଙ୍କୁ ଓଡିଶା ରେ ଥିବା କମ୍ପାନୀ ମାନଙ୍କରେ 70% ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ ଆମର ଦାବୀ, ଯାହା ଫଳରେ ଦାଦନ କମିବ
    ଏଥିରେ ଜଉମାନେ ଏକ ମତ like କରନ୍ତୁ

  • @PadminiMahanta-e2q
    @PadminiMahanta-e2q 3 месяца назад +25

    Cm sir....odisha ରେ ମଦ ବନ୍ଦ ହେଲେ ଆମ ରାଜ୍ୟ ରାମ ରାଜ୍ୟ ହେଇ ପାରିବ ।

  • @bibhutisahu4204
    @bibhutisahu4204 3 месяца назад +12

    ବଢିଆ ମୁଖ୍ୟମନ୍ତ୍ରୀ, ଓଡିଶା କୁ ଏମିତି ଦରକାର

  • @swatisahoo8081
    @swatisahoo8081 3 месяца назад +38

    ବେକାରୀ ସମସ୍ୟା ଦୂର କରନ୍ତୁ

  • @rudra5034
    @rudra5034 3 месяца назад +3

    ଓଡ଼ିଆ ବାସୀ ଙ୍କୁ ଓଡିଶା ରେ ଥିବା କମ୍ପାନୀ ମାନଙ୍କରେ 70% ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁ ଆମର ଦାବୀ, ଯାହା ଫଳରେ ଦାଦନ କମିବ
    ଏଥିରେ ଜଉମାନେ ଏକ ମତ like କରନ୍ତୁ

  • @Ttyilojg
    @Ttyilojg 3 месяца назад +91

    ଓଡ଼ିଆ ଭାଷା ବହୁତ ବଢିଆ
    ଆମର ହିନ୍ଦୀ ଭାଷା ବି UP , MP , ବିହାର ଠୁ ବି ଭଲ 😂😂😂😂😂😂

    • @sanjeebbagh4217
      @sanjeebbagh4217 3 месяца назад

      🤣🤣🤣🤣

    • @kalpatarumahanta7886
      @kalpatarumahanta7886 3 месяца назад +8

      Heijiba bhai ...tike time dio ...Dhoni bhi kan thila kan hela ...sabu heijiba. 😊 National media ,odia media sabu handle Kariba ama Mohan Kaka

    • @dkmedia4307
      @dkmedia4307 3 месяца назад

      😂😂😂

    • @bnnayak7973
      @bnnayak7973 3 месяца назад +1

      ​@@kalpatarumahanta7886kahin rama chandra
      Kahin bhandari😅😅😅
      Dhoni is a legend
      With him ye mankada majhi ku compare karucha !!!!

    • @bnnayak7973
      @bnnayak7973 3 месяца назад +1

      Cm ra bite dekhantu
      Wardmember heba ligi eligible nuhan

  • @sankarSahu-xq7gn
    @sankarSahu-xq7gn 3 месяца назад +89

    Emiti sarakr darkar ...odisha jiba agaku loko khusi re rahibe

    • @anubhavanand3868
      @anubhavanand3868 3 месяца назад

      Never bro you will be regret about it very soon.

  • @KrishaKuna
    @KrishaKuna 3 месяца назад +16

    ପ୍ରଭୂ
    ଆପଣକୁ
    ଆର୍ଶୀବାଦ କରନୢ

  • @kaliabarada2792
    @kaliabarada2792 3 месяца назад +2

    ବିଚାର kn କରିବ ଆଗ ଓଡ଼ିଶାରେ gas ପେଟ୍ରୋଲ ଡାଲି କମ କର ଆମର ଦାବି ଆଉ କେହୀ ବାହାରେ ଦାଦନ ଖଟିବାକୁ ନ ଯିବାକୁ କହିଥିଲେ ମୋଦି ଏ ସବୁ ପୂରଣ କର ନ ହେଲେ ନିଆ ଜଳିବ ଜୟ ଜଗନ୍ନାଥ ଆଉ ଓଡିଶା ଡ୍ରାଇଭର ମାନେ ଜାହା କହିଥିଲେ ଆପଣ ମାନେ ଜାଣି ଥିବେ ମୁ ଆଉ ଅଧିକ କିଛି କହିବାର ନାହିଁ 🙏

  • @rimamajhi4844
    @rimamajhi4844 3 месяца назад +2

    ଆମ ଓଡିଶା ରେ ପ୍ରଥମେ ଜାତି ପ୍ରଥା ର ନିୟମ ବଦଳୁନି ଆଜି ବି ଏମିତି ଅଛନ୍ତିକି ଛୋଟ ଜାତି ବୋଲି ଛୁଆ ଅଛୁଆଁ କରନ୍ତି ପ୍ରଥମେ ସେଇଟା ବଦଳୁ

  • @ranajitjena4668
    @ranajitjena4668 3 месяца назад +29

    ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କଥା କହିଲେ ସତ କିନ୍ତୁ ସଫଥ ଉତ୍ସବକୁ ଯୋଉ ବାଜାଵାଲା ମହାରାଷ୍ଟ୍ରରୁ ଏବଂ ଟେଣ୍ଟ ଵାଲା ତେଲଙ୍ଗାନାରୁ ଆସିଛନ୍ତି, ଆମ ଓଡିଶାରେ କଣ ଲୋକ ନାହାନ୍ତି ଏହିସବୁ କାର୍ଯ୍ୟ କରିବା ପାଇଁ ଏଠି ଓଡ଼ିଆ ଅସ୍ମିତା କୁଆଡେ ଗଲା

    • @changeyourlife6224
      @changeyourlife6224 3 месяца назад

      ତୋ ବୋଉ ବିଅ l ମଘିଆ chhodi ହଉଛି ପାଣ୍ଡିଆଁ ବlଣ୍ଡ ଚତୁନୁ l you must be uneducated people

    • @shubhammohanty6199
      @shubhammohanty6199 3 месяца назад +1

      ତମେ ନିଜ ଘରୁ ବାଜା ଆଉ ତମ୍ବୁ କପଡ଼ା ନେଇ ଗଲନି ଅସ୍ମିତା ବାହାନାରେ ଖୁଣ ଖୋଜିବା ବ୍ୟକ୍ତି ।
      ନବୀନ ପଟ୍ଟନାୟକ
      ଗତ ୨୫ ବର୍ଷ ଭିତରେ ଖାଣ୍ଟି ଓଡ଼ିଆ ପଦେ ନ କହି ହାସ୍ୟାସ୍ପଦ ବିକୃତ ଓଡ଼ିଆ କହିଲା ବେଳେ ତୁମ ଅସ୍ମିତା ଉପରେ ପ୍ରଶ୍ନ କ'ଣ ଗେଣ୍ଡା ଖୋଳପା ଭିତରେ ଶୋଇଥିଲା?😂

    • @PratimaHansa
      @PratimaHansa 3 месяца назад

      Semane Baja bajei asithile...Ama cm pain.Adhikar pain nuhe.

    • @ranajitjena4668
      @ranajitjena4668 3 месяца назад

      @@PratimaHansa ଏଠି ଅସ୍ମିତା କଥା ପଡିଛି, ସେହି ବିଷୟରେ କହିଲେ ଭଲ

    • @ranajitjena4668
      @ranajitjena4668 3 месяца назад

      @@shubhammohanty6199 ଆରେ ଟାଉଟର ଅସ୍ମିତା କଥାକୁ ନେଇ ବିଜେପି କୁଜି ନେତା ମାନେ ଭୁକୁଥିଲେ ଯେତେବେଳେ ତାଙ୍କ ଉପରକୁ ଆସିଗଲା ଗାଲୁଆମୀ ଆରମ୍ଭ

  • @arajunmaharana6147
    @arajunmaharana6147 3 месяца назад +22

    Excellent JOB Sir 🙏 A Great deal of 🙏🙏🙏🙏under your Lotus feet for heart touching conversation with people.
    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

  • @LuckyPrabhat-f2r
    @LuckyPrabhat-f2r 3 месяца назад +8

    24 ବର୍ଷ ପରେ ଆଜି ପ୍ରଥମ ଥର ଜଣେ cm ଗ୍ରାଉଣ୍ଡ ଆସିକି ଜନତା ଙ୍କ ଆସୁ ବିଧା ବୁଝିଲେ ବହୁତ୍ ଖୁସି ଲାଗିଲା

  • @sudeep1392
    @sudeep1392 3 месяца назад +54

    Sir plzz exam leak mafia upare buldozer chalantu😢😢

    • @Guruji-jq8ud
      @Guruji-jq8ud 3 месяца назад

      Aita up bhabhi chhu ki be yogi baba nahi ayti bulldozer ni chalibo😐

    • @DeepakRout108
      @DeepakRout108 3 месяца назад +1

      ​@@Guruji-jq8udneet scam hua hai UP mein, news dekhlo bro

  • @saumyaranjan2791
    @saumyaranjan2791 3 месяца назад +4

    ଏ ସବୁ ପ୍ରଜା ମିଳନ ବହୁତ୍ କମ୍ ଦିନ. ଏମିତି ପ୍ରଜା ମିଳନ ହୁଏନି ଜଣେ cm ଙ୍କ ଦ୍ଵାରା।

    • @shubhammohanty6199
      @shubhammohanty6199 3 месяца назад +1

      ଆଉ କେମିତି ହୁଏ ବୁଝେଇ କହିବ କି ପୂର୍ବ ମୁଖ୍ୟମନ୍ତ୍ରୀ 'ବାସି ପାଡ଼' ର ଅନ୍ଧ ସମର୍ଥକ?😂

  • @rupalibehera3377
    @rupalibehera3377 3 месяца назад +70

    this is called real govt.,it should b continued

  • @SagarHansda9027
    @SagarHansda9027 3 месяца назад +2

    😊😊😊 ଗର୍ବ ଅନୁଭବ ହଉଚି ମହାନ୍ ସର୍ ଙ୍କୁ ଓଡ଼ିଆ ଭାଷା ଶୁଣି

  • @kebaljatra
    @kebaljatra 3 месяца назад +17

    Laguchi e cm bahut agaku jibe

  • @basudebbarik7813
    @basudebbarik7813 3 месяца назад +19

    Congratulations CM sir 🙏 Jay shree Ram ❤️🙏🙏🙏🙏🙏🙏🙏

  • @j.rbagartti8477
    @j.rbagartti8477 3 месяца назад +1

    ଦାଦନ ସମସ୍ୟା ଯଦି କମିଗଲା ଆମେ ନୂଆ ସରକାରଙ୍କୁ ସବୁଦିନ ପାଇଁ ଓଡ଼ିଶାରେ ସମ୍ମାନ ଜନକ ସ୍ଥିତିରେ ଦେଖିବୁ ।

  • @SabseAageSanatan
    @SabseAageSanatan 3 месяца назад +13

    🙏🚩जय जगन्नाथ 🚩🙏
    "गरज उठे गगन सारा, समंदर छोड़े अपना किनारा, हिल जाये जहान सारा, जब गूंजे जय श्री राम का नारा।" 🙏🕉️ JAI SHREE RAM🕉️🙏

  • @SrujanaSambhara
    @SrujanaSambhara 3 месяца назад

    ସାଧାରଣ ଲୋକଙ୍କ ପାଇଁ ଗୋଟେ ଭାଗ୍ୟ କି ସେମାନେ ଏ ମୁଖ୍ୟମନ୍ତ୍ରୀ ଙ୍କ ସହିତ ନିଜ ମନର କଥା କହିପାରିବେ .. ଲାଗୁଛି ସତରେ ରାମରାଜ୍ୟ ପ୍ରତିଷ୍ଠା ହେବାର ନୂଆ ସଂଭାବନା.... ବୋଧେ ଓଡ଼ିଶା ରୁ ଯୁବକ ଯୁବତୀ ଆଉ ତାମିଲନାଡୁ ଯିବେନି... ଏଥର ଦାଦନ ହଟିବ... ଚାଷୀ ମୃତ୍ୟୁ କମିବ.… ବହୁତ୍ କିଛି ଆଶା କରୁଛି ଏ ସରକାରଙ୍କ ଠାରୁ...

  • @pravatkumarnayak6578
    @pravatkumarnayak6578 3 месяца назад +29

    Naveen pattnaik kebe emiti asiki local loka saha misichanti na nija tarafru lokamanakara problem pacharichanti

    • @rohitkumar7349
      @rohitkumar7349 3 месяца назад +3

      2000 year re nabin babu cm hele sete bele local loko mana sahita kotha heiki problem ra samadhan koruthile

    • @prabhasinipradhan14
      @prabhasinipradhan14 3 месяца назад +3

      2000 masiha re emiti channel na thila so navin sir asuthile ki nahin tame kemiti janiba always Navin sir great . Katha kam kama besi

    • @shibashisjena4234
      @shibashisjena4234 3 месяца назад

      Naveen Babu emti jhia nka hata dharu nathile..

    • @Humanity299
      @Humanity299 3 месяца назад

      ​​​@@shibashisjena4234 କିନ୍ତୁ Pandiyan ଧରୁଥିଲା ବିବାହିତ ମହିଳାଙ୍କ ହାତ

    • @suniltanty2811
      @suniltanty2811 3 месяца назад

      Nabin ...babu odisha ru gariba dura karichanti.bjp..odisha ku ..qhuri pachhaku as nia

  • @SrujanaSambhara
    @SrujanaSambhara 3 месяца назад

    ଥରେ kbk ଜିଲ୍ଲା ମାନଙ୍କୁ ବୁଲି ଯାଆନ୍ତୁ ବୋଧେ ସେଇଠି ଆପଣ ଓଡ଼ିଶାର ଭୌଗଳିକ ଚିତ୍ରକୁ ପରିବର୍ତ୍ତନ କରିବାର ବାଟ ଖୋଜି ପାଇଯିବେ... ତେଲିଆ ମୁଣ୍ଡରେ ତେଲ କିଛି ଦରକାର ନାହିଁ କୋଟିପତି କୋରଡ ପତି ନ ହେଉ ସାଧାରଣ ମଣିଷଟି ଗଣ୍ଡେ ଖାଇ ଖଣ୍ଡେ ପିନ୍ଧୁ ଆଉ ତା ସ୍ୱପ୍ନ ପୁରା ହେଉ ସେ ବି ପାଞ୍ଚ ଜଣ ରେ ଜଣେ ହେଇ ସମାଜ ର ମୁଖ୍ୟସ୍ରୋତରେ ସାମିଲ୍ ହେବା ଦରକାର ତେବେ ଯାଇ ଆମ ଓଡ଼ିଶା ଆମ ଓଡ଼ିଆ ସ୍ୱାଭିମାନ କହିବ ତମେ ଗ୍ରେଟ୍

  • @Bapunsga
    @Bapunsga 3 месяца назад

    ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କି ବେକାର ହଜାର ଯୋଜନା ନକରି,ଯେଉଁ ଯୋଜନା କରିବେ ତାହା 100% କାର୍ଯ୍ୟକାରୀ କରନ୍ତୁ ନହେଲେ କୌଣସି ଯୋଜନା କରନ୍ତୁନି ଧନ୍ୟବାଦ୍

  • @pb7848
    @pb7848 3 месяца назад +10

    Jhio taa nijukti bisaya re kahila bahut bhala lagila...best bhauni❤

  • @PMKumar_classes
    @PMKumar_classes 3 месяца назад +1

    ସବୁ contractual withdrawal ହେଉ
    ରେଗୁଲାର basis ରେ ନିଯୁକ୍ତି ମିଳୁ

  • @କଳ୍କୀ
    @କଳ୍କୀ 3 месяца назад +15

    TV ଚାଲିବ ଓଡ଼ିଶାରେ
    ରିମୋଟ ରହିବ ଦିଲ୍ଲୀ ରେ

    • @Dev-jk6rr
      @Dev-jk6rr 3 месяца назад +2

      ଆଉକଣବିଜେପିମୁଖ୍ଯମନ୍ତ୍ରୀହଇଚାମେଚାରେବିଜେଡିକଥାରେଚାଲିବେସୁଣିବେ

    • @ashutoshsahoo3922
      @ashutoshsahoo3922 3 месяца назад +7

      Au kn kahuchu tamilnadu re remote rahithanta😊

    • @IndraGouda-j6d
      @IndraGouda-j6d 3 месяца назад

      ତୋ ବାପା ଫାଣ୍ଡି ଆନ ତାମିଲନାଡୁ ଫଲାଈ ଗଲା 😂😂😂

    • @rahulk934
      @rahulk934 3 месяца назад +2

      Better than Tamil remote

    • @Love99563
      @Love99563 3 месяца назад

      ​@@rahulk934jai ki chatibu ja Tamil pado

  • @Papureaction490
    @Papureaction490 3 месяца назад

    କିଛି କୁଆଡେ ହେଇନାହିଁ ଆଗ କାମ କର ତାପରେ ଦେଖା ଯିବ ହିନ୍ଦୀ ଠିକ ସେ ଆସୁନାହିଁ କଣ ଅନ୍ଧଭକ୍ତ କିଛି ବୁଜୁଛ

  • @BhawaniSankarjoshi-hv6wc
    @BhawaniSankarjoshi-hv6wc 3 месяца назад +4

    ଏଇ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ମୁ ବହୁତ ଖୁସି

  • @archanashasani9487
    @archanashasani9487 3 месяца назад

    Sir prvt school re job କରୁଥିବା ଦୀର୍ଘ ୧୫ ବର୍ଷ ର ମହିଳା ଙ୍କୁ school ku ପୁରୁଣା staff କୁ ବାହାର କରି new staff ରଖି school ଚଳାଇବା କଣ ଠିକ୍ pls ଯଦି ନିଜ ଇଚ୍ଛାରେ school ଛାଡ଼ିଲେ କିଛି problem ନାହିଁ but ବେ MATLAB bahar Kari ତାଙ୍କ ପେଟରେ ଯେଭଳି ଲାତ ମାରିଛନ୍ତି ତାଙ୍କୁ କିପରି ଦଣ୍ଡ ମିଳିବା କଥା

  • @SatrughanNayak-qf1rt
    @SatrughanNayak-qf1rt 3 месяца назад

    ଓଡିଶାରେ ନିଯୁକ୍ତି ପ୍ରକ୍ରିୟା ରେ ମହା ଦୁର୍ନୀତି ଚାଲିଥିଲା, ଯେଉଁ ଗରୀବ ବାପା ମାଆ ଦିନରାତି ପରିଶ୍ରମ କରି ଶିକ୍ଷିତ କରୁଛନ୍ତୀ, କିନ୍ତୁ ନିଯୁକ୍ତି ପରୀକ୍ଷା ପୂର୍ବରୁ ବିକ୍ରୀ ହୋଇଯାଉଛି ଚାକିରି, ଏଣୁ ଗରୀବ ଶ୍ରେଣୀର ପିଲା ମାନେ ବଞ୍ଚିତ ହୋଇଯାଉଛନ୍ତି ଅଯୋଗ୍ୟ ଙ୍କୁ ଚାକିରି ମିଳୁଛି ଯୋଗ୍ୟ ପିଲାଙ୍କୁ ମିଳି ପାରୁ ନାହିଁ

  • @SameerKanhar-n6d
    @SameerKanhar-n6d 3 месяца назад +1

    ମାନନୀୟ ଶ୍ରୀ ଯୁକ୍ତ ମୋହନ ମାଝୀ ନୂତନ ମୁଖ୍ୟମନ୍ତ୍ରୀ ମୋହୋଦୟ ଙ୍କୁ ଅନୁରୋଧ ଗୋଟିଏ ଦିନ ସମୟ ବାହାର କରି ଆମ କନ୍ଧମାଳ ପରିଦର୍ଶନ ରେ ଆସିବାକୁ ଅନୁରୋଧ।

  • @AlokRojiLyfStyle
    @AlokRojiLyfStyle 3 месяца назад

    ଭଲ ଆଶା କିନ୍ତୁ ଆମ ନୂଆ ମୁଖ୍ୟମନ୍ତ୍ରୀ ମନଇଚ୍ଛା କରିପାରିବେ ନାହିଁ କେନ୍ଦ୍ରରୁ ଯାହା ନିର୍ଦ୍ଧେଶ ଆସିବ ତାହା ଓଡ଼ିଶା ରେ ହେବ ।

  • @mita_rabi
    @mita_rabi 3 месяца назад

    ନିଶ୍ଚିତ ଭାବରେ ଖୁସି ଲାଗିଲା new cm ଓଡିଶା ରେ ଓଡ଼ିଆ ଲୋକ ଭାଷା ବୁଝିବେ ଆଉ ତାଙ୍କୁ ନ୍ୟାୟ ଦେବେ, ଯୋଉଟା ପୂର୍ବତନ cm ପାଖରେ ସମ୍ଭବ ନଥିଲା because ଓଡ଼ିଆ ଭାଷା ତାଙ୍କୁ ଜଣା ନଥିଲା,ସେଥିପାଇଁ ଓଡ଼ିଆ ବାସି ସରକାର ବଦଳାଇଲେ, new cm ଓଡିଶା ବାସୀ ଙ୍କ ସବୁ ସମସ୍ୟା ଦୂର କରିବେ

  • @uttamkumarjana324
    @uttamkumarjana324 3 месяца назад

    ପ୍ରଥମେ ବେକାରୀ ସମସ୍ୟା ଦୂର କରନ୍ତ୍ନୁ,ଦାଦନ ସମସ୍ୟାକୁ,pmay, ସରକାରୀ ବିଦ୍ୟାଳୟରେ ଭଲ ପାଠ ସଙ୍ଗେ ସଙ୍ଗେ ଭଲ ଶିକ୍ଷକ ଦେବେ,ଅଫିସ ମାଙ୍କରେ ଲାଞ୍ଚ ନେବା ବନ୍ଦ କରାଯାଉ,ପଞ୍ଚାୟତ ରେ ଚାଉଳ ଦୁର୍ନୀତି ବନ୍ଦ କରାଯାଉ,ମଣ୍ଡି ରେ ଧାନ କଟନି ଛଟନି ,ମଦ ଭାଟି ବନ୍ଦ କରାଯାଉ, ରାସ୍ତା ସବୁ ଠିକ୍ କରାଯାଉ,ଅନେକ ଲୋକଙ୍କ rationcard ନାହିଁ ତାଙ୍କୁ card ଦିଆଯାଉ, ଡାକ୍ତଖାନାଗୁଡ଼ିକରେ ଭଲ ଡାକ୍ତର ଦିଆଯାଉ ଏହି ସବୁ ସମସ୍ୟା ଗୁଡ଼ିକ ଦୂର କରନ୍ତୁ , ଜୟ ଜଗନ୍ନାଥ

  • @D_Boy_vlogs
    @D_Boy_vlogs 3 месяца назад

    👉 ଏ ମୋର ଓଡ଼ିଶା ବାସୀ ମୋର ସମସ୍ତ ଙ୍କୁ ନମସ୍କା 🙏 ମୁଁ ହେଉଛୁ ଗୋଟ ସାଧାରଣ ଲୋକ.. ମୁଁ ସରକାର ଙ୍କୁ ଗୋଟି ଏ କଥା କହୁଛି କୀ .. କିଛି କହିଲେ ହବନୀ କିଛି କିଛି କରି ବାକୁ ପଡିବ ... 💯🔥

  • @NareshChandrasamal-sr8ey
    @NareshChandrasamal-sr8ey 3 месяца назад

    ଗତ 24 ବର୍ଷ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଠୁ ଓଡ଼ିଆ କଥା ପଦେ ଶୁଣି ନଥିଲୁ ଏଇଟା ଦୁଃଖ ଥିଲା ଆଜି ସେ ଦୁଃଖ ଦୂର ହେଲା

  • @sarbeswarpradhan9427
    @sarbeswarpradhan9427 3 месяца назад

    ପୁରୀ ବଡ ଦାଣ୍ଡରୁ ଆମିଷ ଦୋକାନ ହୋଟେଲ ଉଛେଦ କରାଯାଉ 🙏🏻🙏🏻🙏🏻🙏🏻

  • @HrudanandaPadhiary
    @HrudanandaPadhiary 3 месяца назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କି ରାଜନୀତି ଠାରୁ ଦୁରେଇ ରହି ନିମ୍ନ ମଧ୍ୟବିତ୍ତ ପାଇଁ କିଛି ପଦକ୍ଷେପ ନିଅନ୍ତୁ, କହିକି ଗରିବ ମାନଙ୍କ ପାଇଁ, ବଡଲୋକ ମାନଙ୍କ ପାଇଁ, ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ.....ସରକାର (କେନ୍ଦ୍ର ଓ ରାଜ୍ୟ ସ୍ତରରେ) ଅନେକ୍ ଯୋଜନା ହେଉଛି କିନ୍ତୁ ମଧ୍ୟବିତ୍ତର ଲୁହ କାହାରି ଆଖିକୁ ଦିଶୁନି

  • @ChandanSahoo-vm5ve
    @ChandanSahoo-vm5ve 3 месяца назад +3

    Hindi majhi re odia mix😂😂😂

    • @Jayanti566
      @Jayanti566 3 месяца назад

      Nabin babu jetebele kahuthile basi pado seita kn

  • @soumendraprasadmohanty8469
    @soumendraprasadmohanty8469 2 месяца назад

    କୌଣସି ଦଳର ଶାସକ ହୁଅନ୍ତୁ ମଧ୍ୟମ ଶ୍ରେଣୀର ସାଧାରଣ ବର୍ଗର ମଣିଷର କିଛି ହେବ ନାହିଁ, ଚାକିରୀ ନାହିଁ, କୋଟା ମଣିଷକୁ ଆଗ, ବ୍ୟାଙ୍କରୁ ଲୋନ ନାହିଁ, ନା ରାସନ କାର୍ଡ ,ନା ବିପିଏଲ, ସିପିଏଲ ଡ଼ିପିଏଲ ନା ସ୍ୱାସ୍ଥ୍ୟ ସେବା କାର୍ଡ ,ସବୁ ସୁବିଧା ପଇସା ଚୋରି କରୁଥିବା ମଣିଷଙ୍କ ପାଇଁ ,ନେତା ଓ ସରକାରୀ ଚାକର ମାନେ ତା ସାଙ୍ଗକୁ ଭୋଟ ପାଇଁ ବଣ୍ଟା ଚାଲିଥିବା ଜିନିଷ ବିଭିର୍ଣ୍ଣ ଯୋଜନା ମାଧ୍ୟମରେ ମିଳିମିଶି ହରି ଲୁଟ

  • @sanjaysahoo5544
    @sanjaysahoo5544 3 месяца назад

    BJD କୁ ଯେମିତି ସପୋର୍ଟ ଥିଲା BJP ର
    ବର୍ତ୍ତମାନ ବଦଳି ଯିବ
    Bjp ଯାହା କରିବ BJD 100 100 support as a against patty❤

  • @ashutoshbarik9014
    @ashutoshbarik9014 3 месяца назад +34

    God bless🙏🙏🙏 you mohan majhi

  • @soumendraprasadmohanty8469
    @soumendraprasadmohanty8469 2 месяца назад

    ବ୍ୟାଙ୍କକୁ ଯଦି ସାଧାରଣ ବର୍ଗର ମଣିଷ ୧ ଲକ୍ଷ ଲୋନ ପାଇଁ ଯିବ କୁହାଯାଉଛି ଅତିକମରେ ୭୦୦ ସିବିଲ ଆଣ ଦେଖିବା, ଆମ ଟିକସ ଟଙ୍କାକୁ ଦରକାର ନ ଥିବା ଯୋଜନା କରି ଖାଉଛନ୍ତି କିନ୍ତୁ ସାଧାରଣ ମଣିଷକୁ ଉପଯୁକ୍ତ ସୁବିଧା ନାହିଁ

  • @silumalik8131
    @silumalik8131 3 месяца назад

    Ok sir tike ତଳ କୁ ଯାଆନ୍ତୁ sabu ଜିଲ୍ଲା ku ଯାଆନ୍ତୁ ସବୁ ଜେଲ୍ ku b ଯାଆନ୍ତୁ ଭୁଲ ନ କରିକି ବି ଜୋ ମାନେ ଦଣ୍ଡ ପାଇଛନ୍ତି ତାଙ୍କୁ ଟିକେ ହେଲ୍ପ କରନ୍ତୁ

  • @PradeepDehuri-d4q
    @PradeepDehuri-d4q 3 месяца назад

    ହିନ୍ଦୀ ଭାଷାରେ ଭାଷଣ କହୁଥିବା ଲୋକ ଓଡ଼ିଆ ଅସ୍ମିତା କଥା କହୁଛି 😅😅 ତାମିଲ ଗଲା ଗୁଜୁରାଟୀ ର ଶାସନ ଆସିଲା ଶିକ୍ଷା ସ୍ବାସ୍ଥ୍ୟ ଓ ରୋଜଗାରକୁ ଅଧିକ ଗୁରୁତ୍ୱ ଦିଆଯାଉ ସେ ଯେଉ ସରକାର ଆସୁନା କାହିକି

  • @shubhrajithati4612
    @shubhrajithati4612 3 месяца назад

    2021 ମସିହା ପର ଠାରୁ ossc, osssc , ର ସବୁ exam କୁ ତଦନ୍ତ କୁ ଅଣାଯାଉ. ପଦବୀ ଚୟନ ରେ ବହୁତ ଅନିଅମିତତା ହୋଇଛି. 🙏

  • @parvakarnayak645
    @parvakarnayak645 3 месяца назад +12

    Sister ku subhadra youjona dia

  • @ThabiraSuna-o4x
    @ThabiraSuna-o4x 3 месяца назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଆପମାନଙ୍କୁ ଜୁହାର ଜୁହାର ଜୁହାର l ପ୍ରୟାସ ଯାହା ଅଛି ତାହା ସଫଳ ହେଉ l ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା ଓଡିଶା ର ପ୍ରତି ପରିବାରର ମୁଖ୍ୟ ହୋଇ ରହନ୍ତୁ l

  • @BabulaKanhar-yw4fl
    @BabulaKanhar-yw4fl 3 месяца назад

    ସର୍ବ ପ୍ରଥମେ ଗୁଣ୍ଡା ଗର୍ଡି ତୁରନ୍ତ ବନ୍ଦ କରାଯାଉ ଗୁଣ୍ଡା କାମ କରୁଥିବା କୋଠାର ଦଣ୍ଡ ଦିଆଯାଉ ତତ୍ ସହିତ ଓଡ଼ିଶାର ବିକାଶ କରାଯାଉ

  • @JayadrathaBehera-u6i
    @JayadrathaBehera-u6i 3 месяца назад +11

    ଜୟ ଜଗନ୍ନାଥ🙏🙏🙏

  • @akshayabhoi2802
    @akshayabhoi2802 3 месяца назад

    ସବୁ ଯୋଜନା ଗୁଡ଼ିକ ଠିକ୍ କାର୍ଯ୍ୟ ହେବତ ଅପେକ୍ଷା କର ଓଡ଼ିଶା ର ଲୋକ

  • @bapumahakud1677
    @bapumahakud1677 3 месяца назад

    ଆମର ବିଶ୍ବାସ ଅଛି chief minister ଙ୍କ ଉପରେ

  • @biranchinarayansahoo7356
    @biranchinarayansahoo7356 3 месяца назад +3

    Odisha Up School re Teacher nahanti praya 60 000 nijukti kebe miliba

  • @hiralalpadhi
    @hiralalpadhi 3 месяца назад

    Problem ହେବ ସମସ୍ତ ଙ୍କୁ କ'ଣ ଦେଇ ପାରିବେ କି

  • @HariBhumia-vg3xm
    @HariBhumia-vg3xm 3 месяца назад

    ଆପଣକ଼଼ ସାସନରେ ଓଡିଶାର ଵେକାର ଯୁଵକ ଯୁବତୀକୁ ଚାକିରି କରାଇ ଦିଅତୁ ଧନିୟ ଵାଧ

  • @Gurubachan688
    @Gurubachan688 3 месяца назад

    କ୍ରିତଦାସ ମାନେ, ନବୀନ ଏମିତି ପଚାରୁଥିଲା କି । ଶଳା 25 ବର୍ଷ ର ମୂକ ସରକାର ନର୍କ କୁ ଯା

  • @GruprasadSingh
    @GruprasadSingh 3 месяца назад

    Sir ଆମୋ ଆଦିବାସୀ ମାନଙ୍କ ପାଇଁ କିଛି କରନ୍ତୁ

  • @basantsahoo44
    @basantsahoo44 3 месяца назад

    ଇଏ ମୋଦିଙ୍କ ରବର ଷ୍ଟାମ୍ପ ତାଙ୍କ କଥା କିଛି ମୂଲ୍ୟ ନାହିଁ

  • @hrudanandmeher438
    @hrudanandmeher438 3 месяца назад +1

    ଓଡିଶା ରେ ମଦ ବନ୍ଦ କରାଯାଉ

  • @Anilsinghpaikaray760
    @Anilsinghpaikaray760 3 месяца назад

    ଯଦି ଠିକ୍ ରୂପେ ସରକାର କାମ କରିବେ ଓଡ଼ିଶା ବାସୀ ପୁଣି ଆଶୀର୍ବାଦ କରିବେ

  • @DeepakJena-s6x
    @DeepakJena-s6x 3 месяца назад

    ଯେଉଁ ମାନେ ଯାଇପାରୁନାହାନ୍ତି ତୁମୋ ପାଖକୁ କଣ କହିବେ କାହାକୁ କହିବେ

  • @debadattamohanty8902
    @debadattamohanty8902 3 месяца назад

    ଆପଣଙ୍କୁ ଧନ୍ଯବାଦ ଏମିତି ତୃଣମୂଳ ସ୍ତରର ଲୋକ ଙ୍କ ଅସୁବିଧା କଥା ପଚାରି ଥିବାରୁ ସେମାନଙ୍କର ଉନ୍ନତି ହେଲେ ଆପେ ଆପେ ଦେଶର ଉନ୍ନତି ହେବ।

  • @ranjanghadei3992
    @ranjanghadei3992 3 месяца назад +1

    କି ସରକାର ରାଷ୍ଟ୍ର ଭାଷା ଆସୁନି ଏଇ କଣ ବାଳ ଉପାଡି ପକେଇବ

  • @RUBI828
    @RUBI828 3 месяца назад +1

    I want to my CM pls listen the difficulties of private school teachers and help them.

  • @sidheswarsahoo7199
    @sidheswarsahoo7199 3 месяца назад +3

    Sir ଏଇ ନୀତି ଟୀ ସବୁବେଳେ ରହିବା ଜରୁରୀ time time ରେ ଆପଣ ନିଜେ ବୁଝନ୍ତୁ ଲୋକଙ୍କ କଥା

  • @pravakarmishra8813
    @pravakarmishra8813 3 месяца назад +4

    Sir my suggestion is that one what's app number may be shared by CMO for public og odisha to submit the urgent and important problems to be solved by our honourable new CM of our state.

  • @satyasujatavlogs
    @satyasujatavlogs 3 месяца назад

    Sir ମୋର ତ ସରକାର ଙ୍କ ପାଖରେ ଏତିକି ଆସା ଶିକ୍ଷା ଉନ୍ନତି ଓ ନ୍ୟାୟ ପ୍ରତି ଧ୍ୟାନ ଦିଅନ୍ତୁ 🙏🙏🙏

  • @Swagatika9337
    @Swagatika9337 3 месяца назад

    ଆମେ ଏମିତି କା ମୁଖ୍ୟ ମନ୍ତ୍ରୀ ସବୁ ବେଳେ ବଛିବୁ

  • @Goutam306
    @Goutam306 3 месяца назад

    ଏ ହେଉଛନ୍ତି ଗରିବ ଙ୍କ ସରକାର ମାଡ଼ି ଚାଲନ୍ତୁ ସାର୍ ଜଗନ୍ନାଥ ସାହା ହେଉଛନ୍ତି ଆଶୀର୍ବାଦ ଅଛି

  • @LaxmiBehera-he1kp
    @LaxmiBehera-he1kp 3 месяца назад +3

    Justice for NEET student... Future re health issues hele kn Modi aau Naveen babu nka pakha ku jubu... Ee rajaneta mane treatment karibe....

  • @Rohit39076
    @Rohit39076 3 месяца назад +22

    Jabardast Hindi sir nka hindi suniki dill garden garden hei jauchi 😂😂😂🤣

    • @satyabirsahoo8341
      @satyabirsahoo8341 3 месяца назад +16

      Han Nabin Babu Nka Jhaakas ଦର ଖଣ୍ଡିଆ Odia Suni kii Bi Dill Puraa Garden Garden Hei Jae Loka nka ra

    • @RajeshKumar-s
      @RajeshKumar-s 3 месяца назад

      Dead reply😂😂​@@satyabirsahoo8341

    • @Subhashish852
      @Subhashish852 3 месяца назад +1

      Naveen babu ta odia re pade kahiparileni media agare pade Odia lok bhabuchanti jie Cm sir kichi kuhantini chup ruhanti ei imazine aji jai thila 24 yr jai

    • @Rohit39076
      @Rohit39076 3 месяца назад +2

      @@Subhashish852 Naveen sir katha kam kama besi kari chanti

    • @dhabaleswarmahanta1531
      @dhabaleswarmahanta1531 3 месяца назад

      ​@@Rohit39076kn karuthile Odisha basi bahuta dekhile .Sethi pain election harile

  • @odishataxidrivervlog
    @odishataxidrivervlog 3 месяца назад

    ଓଡ଼ିଶା ରେ ମଦ ବନ୍ଦ କରା ଯାଉ

  • @Swagatika9337
    @Swagatika9337 3 месяца назад

    ମୁଖ୍ୟ ମନ୍ତ୍ରୀ ହେବତ ଏମିତି ମୁଁ ଆଜି ବହୁତ୍ ଖୁସି

  • @TONISHDIGITALSTUDIO
    @TONISHDIGITALSTUDIO 3 месяца назад +3

    ଗୋଟେ ଦିନରେ ସବୁ ହୋଇ ପାରିବ

  • @ArjunRana-yt7bc
    @ArjunRana-yt7bc 3 месяца назад

    ଏ ଦିପଦ କଥା ଓଡିଶା ବାସି ଖୋଜୁଥିଲେ

  • @PrapadGandh
    @PrapadGandh 3 месяца назад

    ଆମ ର ଆସା ଅଛି ବଡ଼ି ଲା ଜିଅର ଭତା ଅଉ ବଳୀ ବି ଜେ ପି କରି ପାରିବେ ଭଳୀ

  • @Swadhin09-q4o
    @Swadhin09-q4o 3 месяца назад +1

    Fist and last. ଭୁକେ ରୁହ. ସବୁ ହେବ jay. b j. P

  • @bhagyashreenayak9925
    @bhagyashreenayak9925 3 месяца назад

    ଓଡିଶା ରେ ଓଡ଼ିଆ ପିଲାଙ୍କୁ ଚାକିରୀ ମିଳି ଏଇଟା ଆମର ମୁଖ୍ୟ ମନ୍ତ୍ରୀ କୁ ପ୍ରାର୍ଥନା ❤❤

  • @surajitjana7671
    @surajitjana7671 3 месяца назад

    ଯାହାବି ହେଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି କଥା କହିଲା

  • @keshabadharua8603
    @keshabadharua8603 3 месяца назад

    ମୋର ଦାବୀହେଲା ଯୁବ ପିଢିକୁ ଚାକିରି ଦରକାର

  • @jiteshkumardash7035
    @jiteshkumardash7035 3 месяца назад

    ଗ ଅକ୍ଷର ରେ ସରକାର। ଛେନା ଗୁଡ଼ ଟା କରିବ।

  • @GuduBabu-u4s
    @GuduBabu-u4s 3 месяца назад +1

    Sir amo bi bahut asubidha achi tike najar diontu

  • @rajasahoo2505
    @rajasahoo2505 3 месяца назад +1

    Love u sir,plz make our odisha more developed and plz focus youths recruitment system.....
    Election ବି ସରିଲା ହେଲେ ମୁ ଗୋଟିଏ କଥା dictionary ରୁ ପାଇଲି ନାହିଁ ଯାହା କୁ ସମସ୍ତେ କହୁଛନ୍ତି....
    ଅସ୍ମିତା କିଏ ....ତାକୁ develop କଣ ପାଇଁ କରାଯାଉଛି ।
    ପରିବର୍ତ୍ତନ ର ଆବଶ୍ୟକତା ଥିଲା,ଆଉ ପରିବର୍ତ୍ତନ ବି ହେଲା,ବାକି ରହିଲା ପୁରୁଣା ସରକାର ଭଳି ଏ ସରକାର ଯେମିତି କେବଳ କଥା ନା କହୁ ....ଜଣେ ଓଡ଼ିଆ ହିସାବରେ ଆମ ସମସ୍ତଙ୍କର ଗୋଟିଏ ଆଶା....ବିଗତ 24 ବର୍ଷ ର ପରାଧିନତା ରୁ ବାହାରକୁ ବହାରିଛୁ....ଏବେ ପରିବର୍ତ୍ତନର ସମୟ...ଦେଖିବା ଆଗକୁ କାନ ହଉଚି

    • @bipadkumarbarik880
      @bipadkumarbarik880 3 месяца назад +1

      ଅସ୍ମିତା ହେଲା ସ୍ୱାଭିମାନ/ଅଭିମାନ, ସମ୍ମାନ ନିଜର ମୌଳିକ ଅଧିକାର ଜାହିର କରିବା ହେଲା ଅସ୍ମିତା । ଅଭିଧାନ ରେ ଅଛି ଖୋଜିବ। ତରୁଣ ଶବ୍ଦକୋଷ ଏବଂ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅଭିଧାନରେ।

    • @rajasahoo2505
      @rajasahoo2505 3 месяца назад

      @@bipadkumarbarik880 I know brother.... ତମେ ଦିହକୁ ନିଅନି....ମୁ କେବଳ ନେତା ମାନଙ୍କୁ ଜଣେଇ ଦବାକୁ ଚାହୁଁଛି ଯେ...କେବଳ ଅସ୍ମିତା ଅସ୍ମିତା ନହେଇ....ଅସ୍ମିତା ଶବ୍ଦର ପ୍ରକୃତ ଅର୍ଥ ପାଳନ କରିବା ଉଚିତ୍ ବୋଲି....
      We don't want speech
      We want the change...
      The future of our state lies in the minds of our children. Let's invest in quality education that empowers every student to reach their full potential."
      "Education is not just about textbooks and exams, it's about igniting curiosity, fostering creativity, and building a generation of informed and engaged citizens."focus on infrastructure,focus on rural development. ଯୋଉ ଅସ୍ମିତା ଶବ୍ଦ ସେମାନେ ବ୍ଯବହାର କରୁଛନ୍ତି,ତାର meaning ସେମାନେ ଜାଣିବା ଦରକାର

  • @jagatyaswani6840
    @jagatyaswani6840 3 месяца назад +3

    ଏଇଟା ମୁଖ୍ୟ ମନ୍ତ୍ରୀ ପାଇଁ ଯୋଗ୍ୟ ନୁହେଁ ନବୀନ ଓଡ଼ିଶା ଆମ ପାଇଁ ଠିକ୍ ଥିଲା ଓଡ଼ିଶା ରେ ବହୁତ୍ ବିକାଶ ହେଇଛି ଏ କଣ ବିକାଶ କରିବେ ପାଞ୍ଚ ବର୍ଷ ଅପେକ୍ଷା କର

    • @WerewolfWerewolf-bn7jy
      @WerewolfWerewolf-bn7jy 3 месяца назад

      English re kahithile Tate bhal lagithanta . Au lok bandata bujhithante😂😂😂

    • @Nk_officialvlog143
      @Nk_officialvlog143 3 месяца назад

      😂😂 ଶଳା ତୁ ହେଇଯା ମୁଖ୍ୟ ମନ୍ତ୍ରୀ ଆଉ ପାଣ୍ଡୁ ର ସେବା କର

    • @benudharbehera3538
      @benudharbehera3538 3 месяца назад

      ଓଡିଶାକୁ ନବୀନ ମା ଜନ୍ମ କରିଥିଲା ବୋଧେ
      ସେଇଥି ପାଇଁ ନବୀନ ଓଡିଶା କହୁଛ

  • @JayashreeBehera-s9q
    @JayashreeBehera-s9q 3 месяца назад +2

    ଯେଉଁ ମାନେ govt Job ନ ପାଇ ଅତି କମ୍ ଦରମା ରେ private Job କରୁଛନ୍ତି, ସେମାନଙ୍କ ଘର ଚଳିବା ମଧ୍ଯ ମୁସ୍କିଲ ହେଉଛି, ସେମାନଙ୍କ ପାଇଁ ମଧ୍ଯ କିଛି କରାଯାଉ। ଜୟ ଜଗନ୍ନାଥ 🙏🙏🙏🙏🙏

  • @Prem-bz3tr
    @Prem-bz3tr 3 месяца назад

    ଗରିବ ଭୂମିହୀନ ଯାହାର ଜମିବାଡ଼ି କିଛି ନାହିଁ ସେମାନଙ୍କୁ କଉ ଯୋଜନା ଦଉଛ

  • @satyajitsabat3377
    @satyajitsabat3377 3 месяца назад +5

    Contractual re kama karu thiba samasta pila nku regular karajau 🙏 jaha odisha juba samaja asa karichanti apanka pakharu ...❤️

    • @manojkumaragarwal3902
      @manojkumaragarwal3902 3 месяца назад +1

      Pura Right kohicho Satya bhai

    • @satyajitsabat3377
      @satyajitsabat3377 3 месяца назад +1

      @@manojkumaragarwal3902 biswas ta rahichi a sarkar loka nka sarkar jaha nispati naba samastanka future pain naba

  • @banojkumar5691
    @banojkumar5691 3 месяца назад +4

    Best No1cm Odisha.Mohan Charan Majhi

  • @KabitaSahoo-u4t
    @KabitaSahoo-u4t 3 месяца назад +1

    Cm ku Hindi.Thik se Hindi kahi asuni ea kale chip minister bhida ku nuhna

  • @AshokMeher-cu5vo
    @AshokMeher-cu5vo 3 месяца назад +1

    Good sir ବହୁତ୍ ଭଲ ଲାଗିଲା

  • @biswaranjanmallick7602
    @biswaranjanmallick7602 3 месяца назад +8

    Cm odisha ra kichi Kariba na Modi & rajnath singh jaha kahibe sei haba

    • @Guruji-jq8ud
      @Guruji-jq8ud 3 месяца назад

      Tome to pua bhagwan ta au sabu jani chho 😐

    • @biswaranjanmallick7602
      @biswaranjanmallick7602 3 месяца назад

      @@Guruji-jq8ud mu Jani boli comment kali& rajnath singh asila pare announcement hauchi nije karib katha wait kale kn haba

    • @bipadkumarbarik880
      @bipadkumarbarik880 3 месяца назад +3

      ଯିଏ ବି କୁହନ୍ତୁ ବା କରନ୍ତୁ ଓଡ଼ିଶାର ବିକାଶ ହେବା ଦରକାର। ବିଜେପି ଆଞ୍ଚଳିକ ଦଳ ନୁହେଁ ଜାତୀୟ ଦଳ ଯାହା ବି କିଛି ହେବ ରାଜ୍ୟ ଓ କେନ୍ଦ୍ର ମିଶି କିରି ନିଷ୍ପତ୍ତି ନେବେ। ସେ ଯାହା ହେଉ ଆମର ଓଡ଼ିଶାରେ ବିକାଶ ହେବା ଆବଶ୍ୟକ।

    • @bidyadharhembram9837
      @bidyadharhembram9837 3 месяца назад

      Tu kahar kotha sunibu

  • @rajibadakua7530
    @rajibadakua7530 3 месяца назад +2

    Dil salute Sir
    Keep it up
    Lord Jagannath blesses to You
    To Discover a New Odisha
    Jai Jagannath