News Fuse 10 Jun 2024 | ପାଣ୍ଡିଆନଙ୍କ କିଛି ଦୋଷ ନାଇଁ | ଏଲିନାଙ୍କ ଆଖିରେ ଲୁହ - Odisha TV

Поделиться
HTML-код
  • Опубликовано: 29 сен 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 724

  • @PrabinBiswalLovelife
    @PrabinBiswalLovelife 3 месяца назад +52

    ସରୂପ ମଉସା ପାଗଳ ହେଇ ଗଲେଣି କି... ବାଳ କୁହ ପାଣ୍ଡୁ ପାଇଁ ଆଜି ବିଜେଡି ଏଇ ଅବସ୍ଥା ତମେ ଶଳେ ଏବେ ଯାଏ ପାଣ୍ଡୁ କୁ ଡ଼ରୁଛ ଲଜ୍ୟା

  • @soumyaranjanbarik4734
    @soumyaranjanbarik4734 3 месяца назад +4

    ଆମେ ଜାଣିଚୁ ନିର୍ବଚନ ପାଇଁ ନବୀନବାବୁ ସୋସିଆଲ୍ ମିଡିଆରେ ଧୁମ୍ ପ୍ରଚାର କରୁଥିଲେ କିନ୍ତୁ ଏବେ ହାରିଲେ ବୋଲି ଏଲିନା ଦିଦି ତାଙ୍କପାଇଁ ପ୍ରଚାର କରୁଛନ୍ତି ଯାହାହେଉ ଭିଡିଓଟିକୁ ବହୁମାତ୍ରାରେ ଭାଇରାଲ୍ କରାଯାଉ

  • @sipali
    @sipali 3 месяца назад +11

    ଭାଇମାନେ ନବୀନ ଆଉ ମୁଖ୍ୟମନ୍ତ୍ରୀ ନାହିଁ ପଣ୍ଡିଏଁ ନ ପାଇ ତେଣୁ ଆଗକୁ pjp

  • @pintupolai5735
    @pintupolai5735 3 месяца назад +1

    ସୁର କୁ ଓଲଟା ଲଟକେଇକି ଲୁହା ରଡ଼ ରେ ପିଟ ଶଳା କୁ😂😂😂😂

  • @tanmayvlog5369
    @tanmayvlog5369 3 месяца назад +350

    OTV ର ସମସ୍ତ ଦର୍ଶକ ଭାଈ ଭଉଣୀ ମାନଙ୍କୁ ଅନୁରୋଧ please🙏 ଦୟା କରି ଗଛ ଟିଏ ନିଶ୍ଚୟ ଲଗାନ୍ତୁ

    • @rjsoy4432
      @rjsoy4432 3 месяца назад +19

      ନିଶ୍ଚେ ବର୍ଷ କୁ ଗୋଟେ ଗଛ ଲଗାନ୍ତୁ

    • @Kailashmehera73
      @Kailashmehera73 3 месяца назад +9

      Sure bhai tq good massage ❤

    • @realadityaparida
      @realadityaparida 3 месяца назад +5

      ଏହି ଭଳି ବାର୍ତ୍ତା ଦବା ଲୋକ ବହୁତ୍ କମ୍

    • @DeepakBagh-dc4uh
      @DeepakBagh-dc4uh 3 месяца назад

      Ok

    • @sonalipradhan1066
      @sonalipradhan1066 3 месяца назад

      Semane jadi gachha lageibe kie kouthi gandi marila semane kmt shoot karibe

  • @Rashje
    @Rashje 3 месяца назад +18

    ଅନ୍ୟ ଦଳ କାନ୍ଦିବେ କାହିଁକି.... 🤣..ବଜେପି ଲୋକ ବାଜାବାଜେଇ ନାଚୁଛନ୍ତି 😜

  • @bhanupratapsingh6406
    @bhanupratapsingh6406 3 месяца назад +24

    ଏଲିନା ଦିଦି ବେଶୀ କାନ୍ଦ ନା ବୈଶାଖ ମାସ ରେ ବନ୍ୟା ଆସିବ ମହାନଦୀ ରେ😃ବଗୁଲି ବେଙ୍ଗ ଲୁହ ପାଣି ଦେଖି କେଁ କଟର ରଡ଼ିଲେ ପଦ୍ମ ପୋଖରୀରେ😃

  • @laxmannayak216
    @laxmannayak216 3 месяца назад +5

    ଆଛା ଓଟିଭି କେବେ କେତେ ବେଳେ କାହିଁ bjp ବିରୁଦ୍ଧରେ କାହିଁ କିଛି ଫ୍ୟିଜୁ ମିଳୁନିକି ନା ଜାଣିଶୁଣି କରୁନାଁହା ଜୟ ଜଗନ୍ନାଥ

  • @sudeepms143
    @sudeepms143 3 месяца назад +16

    ଭାଡୁଆଙ୍କର ଭଡଭଡିଆ କଥା ।
    ସୁର ରାଉତରାୟ ଭାଡୁଆଟା ବୋଲି କିଏ ନ ଜାଣିଛି ?
    ହେ ପ୍ରଭୁ ଜଗନ୍ନାଥ !
    ତମେ ଦାରୁ ହୋଇଯାଅ ।
    ଦୋ ନାବରେ ଗୋଡଦେଇ ନଈ ମଝିରେ ପ୍ରାଣ ଯାଇ ।
    ଏ ଉକ୍ତିଟି ସୁର ରାଉତରାୟ ପାଇଁ ଉପଯୁକ୍ତ ବୋଧେ ।

  • @Rashje
    @Rashje 3 месяца назад +145

    ଏଲିନା ନବୀନ କୁ ବଞ୍ଚିଥାଉ ଥାଉ ମାରି ଦେଲା 🤣🤣🤣 ଓହଃ କି ଅଭିନୟ 😜😜😄

  • @nksahoo4123
    @nksahoo4123 3 месяца назад +82

    Madam ଙ୍କ ପାଇଁ ଯିଏ ଏଭଳି Screept ଲେଖିଛନ୍ତି ତାଙ୍କୁ ବହୁତ୍ ଧନ୍ୟବାଦ୍ ।😂😂😂

  • @RANJANROUTRAY-pr8qr
    @RANJANROUTRAY-pr8qr 3 месяца назад +168

    ଏଲିନା bjd ରୁ ବହୁତ ଖାଇଛି ଆଉ ଖାଇପାରିବନି ସେଥିପାଇଁ ଏଇ ଦଶା 😊

  • @143Susanta
    @143Susanta 3 месяца назад +12

    ହଇଓ ନାରଣ ବାବୁ ଏବେ ସିନା ମୁଖ୍ୟମନ୍ତ୍ରୀ ନାହାନ୍ତି ଆଗରୁ ଥିଲେ 24 ବର୍ଷ ହେଲା ଅଭ୍ୟାସ ହେଇଯାଇଛି ବବି ଭାଇଙ୍କର ❤️❤️❤️

  • @soumyaranjanbarik4734
    @soumyaranjanbarik4734 3 месяца назад +13

    ସବୁ ରାତିର ସକାଳ ଅଛି ସେଭଳି ବିଜେଡି ରାତିହେଲେ ବିଜେପି ସକାଳ ଏଥିରେ ନୂଆକଥା କିଛି ନାହିଁ

  • @sankarnayak-tp1ye
    @sankarnayak-tp1ye 3 месяца назад +24

    ବଉଣୀ ଆଉ କୁମ୍ଭୀର କାନ୍ଦଣା କାନ୍ଦନି ❤️❤️❤️❤️

  • @myclass5432
    @myclass5432 3 месяца назад +187

    ଏଲିନା ଙ୍କ ଚମତ୍କାର ଅଭିନୟ ପାଇଁ ଅଭିନନ୍ଦନ

    • @KalakarmohantyBabuli
      @KalakarmohantyBabuli 3 месяца назад +2

      Sura ta churata

    • @manojjena7438
      @manojjena7438 3 месяца назад +5

      ଭୋଟ ବେଳେ କେତେ ନେଇଥିଲ

    • @MerepapaTum
      @MerepapaTum 3 месяца назад +7

      😂😂😂😂 bina cream, powder re amiti dekha jauchi😂😂😂😂

    • @bijaykumarmishra7689
      @bijaykumarmishra7689 3 месяца назад +1

      Oscar awardee

  • @kapilashmajhi5106
    @kapilashmajhi5106 3 месяца назад +47

    ଭଉଣୀ ଆଉ କାନ୍ଦନା ନବୀନ ବାବୁ ପରା ବଞ୍ଚିଛି

  • @akgurudikshya6068
    @akgurudikshya6068 3 месяца назад +9

    ଆମ କୁ ପଚାର ଆମେ ଜାଣିଚୁ BJD କାହିଁକି ହାରିଲା l caus ଖୋଜିକି ପାଉନାହାନ୍ତି 2ଥର ବୈଠକ ଡାକିଲେଣି

  • @MrSouravpati
    @MrSouravpati 3 месяца назад +23

    ଅରୁଣ sahoo ଛୋଟିଆ ମଣିଷ ସତରେ

    • @pabitranayak5206
      @pabitranayak5206 3 месяца назад +3

      Maha gandimara pari piditaa case re dhara jau Ed CBI reid hau

  • @HareKrushna-f3d
    @HareKrushna-f3d 3 месяца назад +13

    ଆଉ ଜୀବନ ଦସାରେ ବିଜୁ ଜନତା ଦଳ ଆସିବାର ନାହଁ
    ଆଉ ଅଳ୍ପ ଦିନରେ B J D ଦଳକୁ ମନେ ବି ରଖିବେ ନାହିଁ ।

  • @sunitasahoo5916
    @sunitasahoo5916 3 месяца назад +30

    ମାନନୀୟ Pandian Sir, BJP କୁ ଅତି ସୁନ୍ଦର ଭାବରେ ଜିତାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏😊

    • @MoonLight0466
      @MoonLight0466 3 месяца назад

      😅 exactly 💯

    • @manashicoking5457
      @manashicoking5457 3 месяца назад

      Tamanku. Sala kharap laguni Tama mukshya mantry kaha bandu ku teki dhariba dekhibani

  • @CaptainMithun10
    @CaptainMithun10 3 месяца назад +7

    ରାଜନୀତି ଉପରେ news fews କରିବା ବନ୍ଦ କରନ୍ତୁ

  • @rabindrakumarpradhan8309
    @rabindrakumarpradhan8309 3 месяца назад +12

    ବହୁତ ଭଲ ହେଇଛି। BJD ହାରିଛି ହାରିଛି

    • @MoonLight0466
      @MoonLight0466 3 месяца назад +1

      ଏମାନେ ଗୋଟେ ଗୁଣ୍ଡରାଜ୍ ଚଳାଇଥିଲେ , ମହାପ୍ରଭୁ ଙ୍କ ଦୟା ହେଲା ଶେଷକୁ 🎉

  • @HareKrushna-f3d
    @HareKrushna-f3d 3 месяца назад +3

    ଆଂଚଳିକ ଦଳ ଗଢି ଆମ ଓଡ଼ିଶାରେ ଯେଉଁ ରାଜକିୟ ଠାଣି ଚଳାଇ ଥିଲ ଏଥର ଲୋକଙ୍କ ନିସ୍ପତୀ ଦେଖିଲ ତ ?ଏ ବିଜୟକୁ କହନ୍ତି ଗଣତନ୍ତ୍ର ।

    • @MoonLight0466
      @MoonLight0466 3 месяца назад

      ଶେଷକୁ ଓଡ଼ିଶା ଲୋକଙ୍କ ବୁଦ୍ଧି ଉଦୟ ହେଲା, ସବୁ ବର୍ଷ ପରି ମଦ, ଟଙ୍କା ରେ ଭାସି ଯାଇନାହାନ୍ତି 🎉

  • @bhaktaramsanta1473
    @bhaktaramsanta1473 3 месяца назад +9

    OTV ବିଜେପି ପକ୍ଷରୁ ଅଧିକ ରୁ ଅଧିକ ପ୍ରକାଶ କରିଛନ୍ତି

    • @baijayantirout832
      @baijayantirout832 3 месяца назад +1

      Only bjd leaders politicians achhanti troll pain..au sabu Kain..biased otv

    • @Sanjayanusayaaryanvlog143
      @Sanjayanusayaaryanvlog143 3 месяца назад +3

      ଆଉ ନନ୍ଦିଘୋଷ ଟା ଖାଲି bjd ର ପ୍ରଚାର କରିବ ଯୋଉ ଦଳର ଚାନେଲ ସେ ନିଜକୁ ଟେକିବେ

  • @kalishparida8069
    @kalishparida8069 3 месяца назад +1

    ଅରୃଣବାବୁସାଧାରଣଲୋକକହୁଛନ୍ତିନୟାଗଡରଜଙ୍ଗଲଜମିକାହିହଡପକରିଛନ୍ତିକାହିଭୋଟକିଣିଲେଆପଣହାରିଭୁବନେସ୍ବରପଳେଇଥିଲେ

  • @suraimurmu3128
    @suraimurmu3128 3 месяца назад +17

    ଘୁଷୁରୀ ସବୁ ଏ ଯାଇ ଗାଣ୍ଡି ପଛରେ ଲାଗି ଛନ୍ତି 🤣🤣🤣🤣🤣🤣

  • @ShivShakti-dd1nr
    @ShivShakti-dd1nr 3 месяца назад +1

    ପୀୟର କଂଗ୍ରେସ କହୁଥିବା ସୁର ରାଉତ୍ ରାୟ ମୁ ମୋରିଲେ ମୋ ଶବ ଉପରେ କଂଗ୍ରେସ ପୋତୋକା ଘୋଡ଼ା ହେବ କହୁଥିବା ଏବେ କଣ ମୁ ଏଣ୍ଡିପେଣ୍ଡନ କହୁଛନ୍ତି

  • @abhimanyuhaboda2825
    @abhimanyuhaboda2825 3 месяца назад +2

    ମଆମ୍ ଏଲିନା ,ତୁମେ ଯାତ୍ରା ପାଟିରେ ଯୋଗ ଦିଅନ୍ତୁ , ବଢିଆ ପେଥେଟିକ୍ ରୋଲ୍ କରିପାରିଵ ।ଜୀବନରେ ଆଉ ନବୀନ ସରକାର ଆସିବେନି ।ତେଣୁ ନବୀନବାବୁଙ୍କୁ କହି ଗୋଟିଏ ଯାତ୍ରା ପାଟି ଗଠନ କର ।ଭଲ ରୋଜଗାର କରିବ ।

  • @jagabandhumahana9413
    @jagabandhumahana9413 3 месяца назад +25

    ଏ ଅଭିନେତ୍ରୀ ର hormonal problem ହୁଇଛି। ତାକୁ ନବୀନ ବାବୁ ଙ୍କ ପାଖେ ସୁଆଇଦିଆ

  • @ashokkumardas6003
    @ashokkumardas6003 3 месяца назад +1

    ଝାରସୁଗୁଡ଼ା ରେ ପୋଷ୍ଟର 100% right, 5000 କୋଟି BJP ଖର୍ଚ୍ଚ କରିଛି pandian ବିରୋଧ ରେ, କିନ୍ତୁ BJP ର ବଡ fan pandian

  • @PrasantKumarSwain-f5t
    @PrasantKumarSwain-f5t 3 месяца назад +30

    ଆମେ ଜାଣି ନଥୁଲୁ ଏ ମହାଶୟା ଏତେ ବଡ ଅଭିନେତ୍ରୀ ବୋଲି !!

  • @Rashje
    @Rashje 3 месяца назад +9

    ହଁ ନବୀନ ତୋର ବାପା ନା.... 🤣🤣ପୃଥିବୀ ଲୋକ ଓଡିଶା କଉଠି ଅଛି ଜାଣିଛନ୍ତି ନା....😂😂

  • @HindustaniSangeetSabha
    @HindustaniSangeetSabha 3 месяца назад +1

    ଏତେ ଦିନ ପରେ newsfuse ଭଲ ଲାଗିଲା

  • @143Susanta
    @143Susanta 3 месяца назад +4

    ସତ କଥା ପୁଣି ଇଲେକ୍ସନ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିତିବେ ❤️❤️❤️❤️

  • @Agnidev.143
    @Agnidev.143 3 месяца назад +1

    Arun sahoo kebe arrest hb he jagannath the ea papiii ku danda dea

  • @DharandharRatha-dq4ji
    @DharandharRatha-dq4ji 3 месяца назад +1

    ଏଲିନା କାହିଁକି କାନ୍ଦୁଛୁ ତୋ ଘହିତା ମରିଗଲାକି

  • @chitrasenpolai3524
    @chitrasenpolai3524 3 месяца назад +1

    କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

  • @satyasankar1
    @satyasankar1 3 месяца назад +2

    ଏଲିନା ର କାନ୍ଦଣା ଅଭିନୟ ଅତି ଚମତ୍କାର, ଖାଲି ପଛ ପଟୁ ଜୋତା ମାଡ ଦରକାର।

  • @neeladribhushanamishra4243
    @neeladribhushanamishra4243 3 месяца назад +1

    ସ୍ୱରୂପ Sir Election ଖର୍ଚ୍ଚ ଦେଇଦଉନ କାଲି ହିଁ ଇଲେକ୍ସନ କରିଦେବା

  • @santoshkumarajena8880
    @santoshkumarajena8880 3 месяца назад +44

    ଅଭିନୟ କରୁଛି

  • @MrSouravpati
    @MrSouravpati 3 месяца назад +6

    ପାଣ୍ଡୁ ପରା ନବୀନ ପଟ୍ଟନାୟକ ପୁଅ

  • @pintukhuntiakattarhindurss3697
    @pintukhuntiakattarhindurss3697 3 месяца назад +6

    Om santi,, om santi,,, om santi,,, om santi nabina & pandu crorepati gotala government 👈🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sudeepms143
    @sudeepms143 3 месяца назад +1

    ହଇରେ ହେ ସୁରିଆ !
    ଦିନେ କହୁଥିଲୁ ଜାନକୀ, ମୋ ଗୁରୁ , କଂଗ୍ରେସ ମୋର ପ୍ରାଣ ।
    ଜାନକୀ ତ ଗଲା , ପ୍ରାଣଟା କଥା କଣ ?

  • @mansinghmurmu7835
    @mansinghmurmu7835 3 месяца назад +1

    ଭଡୁଆ ସୁର ରାଉତରାୟ.... 😃😃😃

  • @trinathsinghmahapatra5032
    @trinathsinghmahapatra5032 3 месяца назад +19

    ଓଡିଶା ବାସୀ ଭୁଲ କରିନାହିଁ ପାଣ୍ଡୁ ଓ ନେତା ଭୁଲ କରିଛନ୍ତି ଦାଦନ ବିକାଶ କୃଷି ବିଭାଗ ରେ ଭୁଲ କରିଛି

    • @PRIYANSHICOOKINGSDREAM
      @PRIYANSHICOOKINGSDREAM 3 месяца назад

      Dadana kana hateiba odisha basi dekhibe up mula chera ukhadi dela

  • @Bhagya-rt9wo
    @Bhagya-rt9wo 3 месяца назад +5

    Kukuri heroine..ro Kando😂😂😂😂

  • @satyamcreation463
    @satyamcreation463 3 месяца назад +2

    Nabin pagal henani se pandu pai harile pher haribe

  • @gourangasa6027
    @gourangasa6027 3 месяца назад +1

    କୁତ୍ତା ତ କୁତ୍ତା ଏକ କୁତ୍ତା ଶଶୁର ଘରେ ଜୋଇଁ।

  • @bibhuranjanbrahma7692
    @bibhuranjanbrahma7692 3 месяца назад

    ଏଲିନା ମାଡ଼ାମ୍ କାନ୍ଦୁଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀପାଇଁନୁହଁ 😂😂😂😂 ପାଣ୍ଡୁ BJD ପାଟିରୁ ରୀଯାନି ଦେଲେବୋଲି😂😂😂😂ପାଣ୍ଡୁ ପାଇଁ କାନ୍ଦ 😭😭😭😭😭😭😭😭

  • @bharadwajpati8533
    @bharadwajpati8533 3 месяца назад +2

    ଯୋଉଦିନ ନବୀନ ସରକାର କରିପାରିବ ସେଦିନ ପୁଣି ପାଣ୍ଡିଆନକୁ ଆଣିବ ।ଓଡିଆ ଲୋକ ଅପେକ୍ଷାକର ।

  • @rabindramahapatra1391
    @rabindramahapatra1391 3 месяца назад +1

    ନ ବି ନ ବା ବୁଙ୍କୁ ଇ ଙ୍ଗି ତକ ରୁ ଚି ଦେଖି ଲେ ବି ସ ଲା ଗୁ ଚି ବ ହୁ ତ ଭ ଲ ନ ବି ନ

  • @SunilSandha-k1v
    @SunilSandha-k1v 3 месяца назад +1

    ପାଣୂ💩

  • @chandrakantsutar2922
    @chandrakantsutar2922 3 месяца назад +1

    Elina pandura 3rd mikina😊😊

  • @gangabag1156
    @gangabag1156 3 месяца назад +2

    25years ra sarakar per head 500 dei b harigala 😊😊😊😊😊

  • @RJVlogers-gu3gt
    @RJVlogers-gu3gt 3 месяца назад +2

    ଆହା କି ଦୁଃଖ ଲୋ 😂😂😂😂😂😂😮😮😮😮

  • @TusharkantSahoo-o9h
    @TusharkantSahoo-o9h 3 месяца назад

    ବବି ବାବୁ ଆପଣଙ୍କୁ କହିବା ପାଇଁ ଶବ୍ଦ ନାହିଁ ମୋଦି ଙ୍କୁ ଧରମ ବାପା କର ନିଯୁକୁ ନିଜେ ଶୁଦ୍ଧରେ ନହେଲେ ଫଶିଯିବୁ.............

  • @rameswar3765
    @rameswar3765 3 месяца назад +3

    କିରା ଭାଇ ହିନ୍ଦୋଳ ରୁ କାଇଁ ହାରିଲ ଏତେ ଫୁଟାଣି ମାରୁଥିଲ ହେରା

  • @ajayakumarsahu6834
    @ajayakumarsahu6834 3 месяца назад

    ଏ ମାଉସୀ ବୋଧେ ନବୀନ ବାବୁ ଙ୍କ କିଛି personal 🤣🤣

  • @BilashaKishan
    @BilashaKishan 3 месяца назад +5

    Alenaa is a pandu misses ?

  • @RanjedarloharLohar
    @RanjedarloharLohar 3 месяца назад

    ବାଲେଶ୍ୱର ସ୍ୱରୂପ ଭାଇ ଯେମିତି dilog ମାରୁଛନ୍ତି 😂ସେମିତି ପାଣ୍ଡିଆନ dilog ଇଲେକ୍ସନ ପୂର୍ବରୁ ଦେଖିବାକୁ ମିଳିଥିଲା ହେଲେ ନାରଣ ବିଜେଡି ହରିବାର ହେଲା କାରଣ 😂🤣😂🤣ଜୟ ଜଗନ୍ନାଥ 🙏🚩🚩🚩🚩🚩🚩🚩

  • @helkawrimilhansraj6530
    @helkawrimilhansraj6530 3 месяца назад

    କୁନା ତ୍ରିପାଠୀ ଙ୍କ ଭଳିଆ ମଜା ଲାଗୁନି । need improvisation....

  • @secretyoutuber369
    @secretyoutuber369 3 месяца назад

    ୟେ news anchor ଟା ବୋକାଚୋଦା ଟା । fact manipulate କରୁ ଲୋକଙ୍କୁ ଭଣ୍ଡଉଛି। କଣ ମିଳିଛି କି? 😂

  • @baikunthabehera3971
    @baikunthabehera3971 3 месяца назад +7

    maa kete thara soichhanti .tuma Nuni anhiki upasa rahiba maa

  • @niranjannaik6376
    @niranjannaik6376 3 месяца назад

    ଗଣେଜେଇ ନିଶା ରେ ଏମାନେ.....ଆଉ ପଚାରନି,ନିଜ ସ୍ତିତି କଣ ବର୍ତମାନ ୟେ ଜାଣୁ ନାହାନ୍ତି,ଭୋଟ ବିଜେଡ଼ରେ ଦେଇଥିଲେ ବେକାର ହାଇଥାନ୍ତା,

  • @suryanarayansahu5375
    @suryanarayansahu5375 2 месяца назад

    ସରକାର ତୁରନ୍ତ ମାଓବାଦୀ ପରିଚାଳନା ନିମନ୍ତେ କାର୍ଯ୍ୟାନୁଷ୍ଠାନ।

  • @-Laxmidhar-0207.
    @-Laxmidhar-0207. 3 месяца назад

    ସୂର୍ ରାଉତ ଜଣେ ଦୁଇମୁଣ୍ଡିଆ ସାପ 🗣️
    କେତେବେଳେ କଣ କହୁଛି ନିଜେ ଜାଣିପାରୁନି ପାଗଳ ଭଳି ହଉଛି

  • @Aparna02489
    @Aparna02489 3 месяца назад

    ପାଣ୍ଡୁ ବାବୁ next ଇଲେକ୍ସନ କୁ ଆସେଵେ ତ ପ୍ରଚାର ପାଇଁ 😅😅

  • @bikrampradhan5560
    @bikrampradhan5560 3 месяца назад

    ଏଲିନା ତୁ ଅଭିନୟ ପାଇଁ ପଳା ରାଢଙ୍ଗ ଅପେରା😀😀😀😀🍬🍬🍬ଚୁଚୁ ଖା ତୁନି ହୋ 😀😀

  • @manasranjantripathy5159
    @manasranjantripathy5159 3 месяца назад

    ନିଜ ସ୍ବାମୀଙ୍କ ପାଇଁ କେବେ କାନ୍ଦିଚ ତ। ଦୁଶ୍ଚରିତ୍ରା

  • @aswinikishan2359
    @aswinikishan2359 3 месяца назад +3

    Emiti kanda pain mariba bhala kn heichi 24 barsha re

  • @pramodkumarjena2262
    @pramodkumarjena2262 3 месяца назад

    ଏଲିନା ଶୁଣ ଲୋ ଆମେ ଦକ୍ଷିଣୀ ଆମେ ତୋ ଭଳି ଅଭିନୟ କରୁନୁ ସିଧା ସିଧା କହୁଚୁ ଆମେ ଭାରି ଖୁସି ନବୀନ ସରକାର ବଦଳି ଗଲାରୁ

  • @SanjaySanjaykumarbehera
    @SanjaySanjaykumarbehera 3 месяца назад

    ଆଉବାଳଅଛିଜେ ସୁନୁପାପୁଡ଼ି ଖାଇବେ

  • @TushaarSahoo
    @TushaarSahoo 3 месяца назад +1

    ସବୁ ଦଶ ହଲା ପାଣ୍ଡିଆନ ର ଶୁର ବାବୁ ଏବେ ତ ଗାଲୁ ମରୁ କଥା ଛଡ

  • @TheDebiprasadbehera
    @TheDebiprasadbehera 3 месяца назад +3

    Sura bhai doo muha... Aae pate na hele sepate 😂😂😂 apaa amara nabin babunku bhala pauthile bodhe 🤣🤣🤣

  • @rabindrapradhan246
    @rabindrapradhan246 3 месяца назад +6

    Koli khai manji potithile 😂 epics😅

  • @suryanarayansahu5375
    @suryanarayansahu5375 2 месяца назад

    କଞ୍ଚା ପାଚିଲା ଦରକାର । ରାଜ୍ୟ କୁ ଖାଇ ଦେଶକୁ ଖାଇବାର ସ୍ୱତନ୍ତ୍ରତା ରକ୍ଷା କରିବା ଜରୁରୀ। କେବେ ମରିଵେନି ଜୟ ଜଗନ୍ନାଥ।

  • @NirmalJena-kl8fq
    @NirmalJena-kl8fq 3 месяца назад

    ଏଇ ନେତା ମନ୍ତ୍ରୀ ବିଜେପି କୁବି ଆସିବେ ଖରାପ ସମୟ ଆସିବେ ସୁର ରାଉତ ଭଳି ଦଶା ପଡିଲେ

  • @somanathojhaojha9730
    @somanathojhaojha9730 3 месяца назад

    Bjd ର ନେତା ମାନେ କିଛି କହିବା ଆଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେ
    କହିବାର କାରଣ ଏହିକି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଶିରା ପରିସ୍ରା ରହିଯାଇଛନ୍ତି 😅😂😂

  • @gopalsingh-wp3gb
    @gopalsingh-wp3gb 3 месяца назад +1

    କିଚକ ନଥିବାରୁ ଯାତ୍ର ଅସେଭା ତାକୁ ଡକାଇବା

  • @sikshaovakti4688
    @sikshaovakti4688 3 месяца назад +1

    ଆହାଃ ରେ ଏଲିନା😢😢😢 କି କାନ୍ଦ

  • @subratjana8563
    @subratjana8563 3 месяца назад

    ପାଣ୍ଢିଆନ କଣ ବାଳ କରିଛନ୍ତି କହିବକି ???? ରଂଗ ବଦଳିବାରେ ସୁର ବାବୁ ଆଗୁଆ, ବୁଡା ପୁରା ପାଗଳ ହେଲାଣି

  • @akshayakumarsahoo9999
    @akshayakumarsahoo9999 3 месяца назад

    ଏ ଶଳା ଅଲାଜୁକ ଟା ରେ, ମୁଖ୍ୟମନ୍ତ୍ରୀ କିଏ ଜାଣି ପାରୁନି 😂

  • @munusuren-sx5us
    @munusuren-sx5us 3 месяца назад +2

    ସୁର ଭାଇ ଗୋଟେ ବେକାରିଆ ଲୋକ ହୋ

  • @laxmansahoo4681
    @laxmansahoo4681 3 месяца назад +1

    51ରୁ 11ନବୀନ ମୁହଁ ଭୋଟ 🎉ବାକି 40ସିଟ ମଦ ଟଙ୍କାର ଭୋଟ,,🎉

  • @prakashgill6414
    @prakashgill6414 3 месяца назад

    ଅଯୋଗ୍ୟ ସୁର, ସ୍ୱାର୍ଥ ଯୋଉଠି ତା ଗୁଣ ଗାଇବ 😂ଏ ସୁର

  • @UmeshPradhan-sq3gr
    @UmeshPradhan-sq3gr 3 месяца назад +1

    Pandu pain BJD harila

  • @dhamakamusic6318
    @dhamakamusic6318 3 месяца назад

    Sura ଅଜା କାଇଁ media ଆଗକୁ ଆସୁଛୁ lajaya ଲାଗୁନି ଥୁ ଥୁ

  • @prakashgill6414
    @prakashgill6414 3 месяца назад

    ପାଣ୍ଡିଆନ ଜଣେ ଶକୁନି, ଆଉ ସେ bjp ର ଲୋକ

  • @AamaOdisha9078
    @AamaOdisha9078 3 месяца назад +3

    Au BJD dala Bata paunahanti kn kahibe😂😅🤫😝

  • @Pzxxxxxx
    @Pzxxxxxx 3 месяца назад

    Bjd's ର ଗୀଜେ ମିର୍ଚl ଲାଗିଲା 😅😅😅😅😅

  • @chandrakantsutar2922
    @chandrakantsutar2922 3 месяца назад +1

    A tera dhenku....tu pmg😂

  • @somprakashsahu140
    @somprakashsahu140 3 месяца назад +1

    Pandian pain odishare bahut unnati hoichhi .pandian hero .

  • @ramakrushnaacharya2085
    @ramakrushnaacharya2085 3 месяца назад +1

    Alina ra tala Batu Pani baharuchi

  • @papudash6852
    @papudash6852 3 месяца назад +1

    Sura pagal

  • @SahukSahuk
    @SahukSahuk 3 месяца назад +12

    Jayajagannath

  • @SHER-b2n
    @SHER-b2n 3 месяца назад +1

    Bhai hanu mariba purbaru sabu sata kahi diye😄😄😄😄😄😄😄😃😃😃😃😁😁😁😁😁😁😁😁😁😁😁😁😁😁😁😁😁😁

  • @chhabilasahu10
    @chhabilasahu10 3 месяца назад +8

    କାଲି ଭୋଟ ହେବ ନାହିଁ ମୋ ଆଜି ହେବ 90 ପ୍ରତିଶତ ପାଇବ ହଁ ପରା ଜୟ ଜୟ ଶ୍ରୀ ରାମ

  • @SanjibBehera-l6f
    @SanjibBehera-l6f 3 месяца назад +1

    😂😂😂😂😂🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣😝😝

  • @saratkumargajendra1001
    @saratkumargajendra1001 3 месяца назад

    ଗାଲୁଆଙ୍କ ବାରବାଟୀ ଚାଷ ବୋଲି ଜାଣିଥିଲୁ, 60 ବାଟି ବୋଲି ଜାଣି ନ ଥିଲୁ