News Fuse 27 SEPT 2024

Поделиться
HTML-код
  • Опубликовано: 29 сен 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 131

  • @prasantapattanaik862
    @prasantapattanaik862 3 дня назад +32

    ସେ ଯେମିତି ମାରିଲେ ଏ ଭିଡିଓ କୋର୍ଟ ରେ ଦେଖେଇ ଦୋଷୀ କୁ ଦଣ୍ଡ ଜଜ୍ ଦ୍ଵାରା ଦିଅ।ତାକୁ ଆଇନ୍ ହାତକୁ ନେବାକୁ କିଏ କହିଲା।?

  • @bichitrasatapathy1229
    @bichitrasatapathy1229 2 дня назад +16

    Actually.... ଏ Construction Company ର ମାଲିକକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ....

  • @BikashDas-y9v
    @BikashDas-y9v 3 дня назад +11

    ତେଲ ଚୋରି କୁ ଅଧିକ ଗୁରୁତ୍ବ ଦେଉଛନ୍ତି କିନ୍ତୁ ଏଠି ନେତା ମାନେ କୋଟି କୋଟି ଖାଇଜାଊ ଛନ୍ତି ଜାଣିକି କିଛି କରି ପାରୁନାହାଁନ୍ତି

  • @lichuswain4928
    @lichuswain4928 3 дня назад +24

    ଭାଇ ଏମିତି ଭିଡ଼ିଓ ଦେଖିକି ବହୁତ ନିଜକୁ ବହୁତ ଖରାପ ଲାଗୁଛି. ସେ ଭାଇ ଯେଉଁ ବାଡ଼ଉଛନ୍ତି ମଣିଷ ନୁହେଁ ଜାନୁଆର ଭଳି ହେଉଛନ୍ତି. ମୋତେ ଲାଗୁଛି ସେ ଭାଇ ଜଣକ ପଇସା ପାଇଁ ନିଜେ ବି ବିକ୍ରି ହୋଇଯିବେ. ଆମର ଆଇନ ଅଛି ଅଇନି ଦଣ୍ଡ ଦେବ ତୁମେ କିଏ ବାଡ଼େଇବାକୁ?
    ସେ ଭାଇ ଯେମିତି ଜଣକୁ ଉଲଗ୍ନ କରିଛନ୍ତି ତାଙ୍କ ଉପରେ ଯଥାଶୀଘ୍ର ଅଇନି ଗତ କାଯ୍ୟ ନିଆଯାଉ.

  • @Rajesh-dash
    @Rajesh-dash 3 дня назад +7

    ତେଲ ଚୋରୀ ଘଟଣା ର ଦର୍ଶକ୍ ସାଜିଥିବା ଦୁଇ ଗୋଡ଼ିଆ ଜୀବ ମାନେ ସତରେ ମଣିଷ ତ ଯଦି ଏମାନେ ମଣିଷ ତାହେଲେ ଏମାନଙ୍କର ମାନବିକତା କଣ ତାଙ୍କ ଘରେ ରଖି ବାହାର କୁ ବାହାରିଛନ୍ତି କି? ଧନ୍ୟ ପ୍ରଭୁ ତୁମ ଲୀଳା ଆଖି ଥାଇ ବି ମଣିଷ ଅନ୍ଧ୍...... ଜୟ ଜଗନ୍ନାଥ

  • @-manas-ranjan-143
    @-manas-ranjan-143 3 дня назад +9

    ନଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ। ନେତା ଧରିଲେ କୋଦାଳ, ଜନତା ଏବେ ରାଜ୍ୟ ସମ୍ଭାଳ !!😅

  • @surendranathsahoo1038
    @surendranathsahoo1038 2 дня назад +6

    ମାଡ ମାରୁଥିବା ସଳା କୁ ଲଗଂଳା କରି ଥାନା କୁ ନେଇଜାଅ

  • @-manas-ranjan-143
    @-manas-ranjan-143 3 дня назад +3

    500 ଟଙ୍କା ନେଇ ଭୋଟ ଦେଲେ ଆଉ ଏବେ 200 ପାଇଁ ଆନ୍ଦୋଳନରେ ଆସିଛନ୍ତି ସେ ନେତା ମନ୍ତ୍ରୀ କଥା କାହିଁକି ପଚାରୁଛନ୍ତି !

  • @AMITKUMAR-vx7bx
    @AMITKUMAR-vx7bx 2 дня назад +1

    ଏ BJD ରାଲି ରୁ ଜଣା ପଡିଲା ଜେ 24 ବର୍ଷ ସରକାର ରେ କେତେ ଲୋକଙ୍କୁ କାଲିଆଜୋଜନା,ପକାଘର ,ଆଉ ବହୁତ କିଛି ଜୋଜନା ରୁ ବନ୍ଚିତ ହୋଇଛନ୍ତି ଜେ ଜଣା ପଡିଲା

  • @prakashnaik4077
    @prakashnaik4077 2 дня назад +1

    ମାଉସୀ ମାନଙ୍କୁ କିଏ ବୋଧେ ଠକି କି ଆଣି ଆସିଛନ୍ତି 😂

  • @Sasmitaratha-v6j
    @Sasmitaratha-v6j День назад

    ଡିଡ଼ି ଗଜପତିଙ୍କ ସ୍ତ୍ରୀ ବୋଧେ ଓଃ କି ଡିଡ଼ି 😂😂😂😂ଏମିତିକା ଶିକ୍ଷୟିତ୍ରୀ ଭାଗ୍ୟରେ ଥିଲେ ମିଳେ😂😂😂😂😂😂😂😂😂😂😂😂

  • @143Susanta
    @143Susanta 9 часов назад

    ହଇରେ ନାରଣ ବୋହୁ ମାନେ କୁଆଡେ ଗଲେ ଏଠି ସବୁ ମାନେ ଗୋଟେ ଶାଶୁ ଅଛନ୍ତି ହେଲେ ବୋହୁ କାହାନ୍ତି ଏଠି ସବୁ କୁନୀ କୁନୀ ଛୋଟ ଭଉଣୀ ଅଛନ୍ତି ଧନ୍ୟ ଏଇ ସରକାରୀ ଵେବସ୍ତା ଧନ୍ୟ ଆମ ପାଠ ପଡା

  • @143Susanta
    @143Susanta 9 часов назад

    ଯାହା ହଉ ମାଉସୀ ଭତା ବଢେଇବାକୁ ଆସିଛନ୍ତି ହେଲେ ବିଜେଡି ଦଳରୁ ହେଲେ କହୁଛନ୍ତି ବିଜେପି ମାଉସୀଙ୍କର କଥା ବାର୍ତା ଠିକ ନାଇଁ 😂🤣😂 ହେ ମା କାଳିଆ ଯାଇକି ସୁଭଦ୍ରା ଆସିଲାଣି ହେଲେ ଲୋକେ ଏଵେ ବି କାଳିଆ ଖୋଜୁଛନ୍ତି 🤣🤣🤣

  • @143Susanta
    @143Susanta 10 часов назад

    ମାନ୍ୟବର ନେତାଙ୍କୁ ଅନୁରୋଧ କରୁଛି ଟିକେ ଆମ ଗାଁ ଆଡେ ଆସିକି ସଫା କରିଲେ ମୁଁ ଆଉ ମୋର ଗ୍ରାମ ବାସି ବହୁତ ଉପ କୃତ ହୁଅନ୍ତୁ 🙏🏿🙏🏿🙏🏿

  • @OdishaSpecialNews
    @OdishaSpecialNews 2 дня назад

    କିଏ କିଏ Asa Grow Kariba ର New Video ଦେଖିଛ...??🤔🤔

  • @143Susanta
    @143Susanta 10 часов назад

    ଯାହା ହଉ ଏଇ ଭଳିଆ ବିଚାର ପତି ରହିଲେ କେସ ସବୁ ଅନ ଦ ସ୍ପଟ ଯଜମେଣ୍ଟ ହଉଛି ଇଏ ନିହାତି SC ର ହେଡ଼ ଯଜ Dr. Dy ଚନ୍ଦ୍ରଚୁଡ ବୋଧେ 🤣😂🤣 ଏଇ ଭଳିଆ କାନୁନ ରହିଲେ ଆମ ଦେଶରେ ଆଉ କ୍ରାଇମ୍ ହବନି

  • @143Susanta
    @143Susanta 9 часов назад

    ମାଉସୀ ଟିକେ ଭଲରେ ବୁଝିକି ଆସ କାଇଁକି ଏମିତିକା ଅପ ହାସ ହଉଛ କହୁଛ MLA କହୁଛ ମୋହାନ ସାର 🤣😂🤣

  • @sanjitmalik603
    @sanjitmalik603 День назад

    ସାଧାରଣ ଲୋକ ଆଇନ କୁ ହାତକୁ ନିଅ ନାହିଁ/କେବଳ politician ମାନେ ଆଇନ କୁ ହାତକୁ ନେବେ😂

  • @Sasmitaratha-v6j
    @Sasmitaratha-v6j День назад

    ବିଡ଼ି ଗଜପତିଙ୍କ ସ୍ତ୍ରୀ ବୋଧେ 😂😂😂😂😂 ଏମିତିକା ଡିଡ଼ି ଭାଗ୍ୟ ଥିଲେ ମିଳେ😅😂😂😂😂

  • @tofankumargagarai3322
    @tofankumargagarai3322 День назад

    ଦେଖିବା ପାଇଁ ବାକି ରହିଲା ଏ ମ୍ୟାନେଜର କୁ ସ୍ଥାନୀୟ ଲୋକ ପ୍ରତିନିଧି ଆଉ ସାମାଜିକ କର୍ମୀ କଣ ପଦକ୍ଷେପ ନେଉଛନ୍ତି

  • @soumyaranjanbarik4734
    @soumyaranjanbarik4734 2 дня назад

    ସ୍କୁଲ୍ ମାନଙ୍କରେ ବୋଧେ ଗୋଟେ ନୂଆ ବିଷୟ ପଢାଯାଉଚି ଯାହାକି ଖାସ୍ ବାଳିକା ମାନଙ୍କ ପାଇଁ ଯାହାହଉ କିଏ ଜଣେ ଚିନ୍ତାକଲେ ଭବିଷ୍ୟତ କଥା ଦିଦିଙ୍କର ଡର କାହାକୁ?

  • @dineshkumarbehera2363
    @dineshkumarbehera2363 2 дня назад

    ମାଦାରଚୋଦ ମୁଟୁ କୁ ଦୁଇ ଗୁଇଁଠା ମାରିବାର ଥିଲା.. ବେଶୀ ଛୁଡ଼ି ହଉଚି ମାଘିଆ.. କମଜୋର ଉପରେ ବଳ ଦେଖାଉଛୁ ମାଘିଆ ମୁଟୁ

  • @soumyaranjanbarik4734
    @soumyaranjanbarik4734 2 дня назад

    ଆମଲୋକ ସିନା ସରକାର ବଦଳେଇଦେଲେ ହେଲେ ପୁରୁଣା ଅଭ୍ୟାସ କେବେବଦଳିବନି ଯିଏ 200,ଖାଇବାକୁ ଦବ ସେଇପଟେ ଯିବେ

  • @supriyodutta9471
    @supriyodutta9471 2 дня назад

    କୋର୍ଟ ନିଜ ତରଫରୁ ପଦକ୍ଷେପ ନେଉ ଏବଂ ପୋଲିସ ମଧ୍ୟ ନିଜତରଫରୁ FIR କରୁ ଆଉ ଏମିତିକା ମେନେଜର କୁ ଲଂଗଳା କରି ଠୁକୁ

  • @OdishaSpecialNews
    @OdishaSpecialNews 2 дня назад +1

    କିଏ କିଏ Asa Grow Kariba ର New Video ଦେଖିଛ...??🤔🤔

  • @soumyaranjanbarik4734
    @soumyaranjanbarik4734 2 дня назад

    ନିତ୍ୟାନନ୍ଦ ସାର୍ ଙ୍କୁ ବହୁତ ଧନ୍ୟବାଦ ପୋଖରୀ ସଫା କରିଥିବାରୁ

  • @kapilashmajhi5106
    @kapilashmajhi5106 2 дня назад

    ଭାଇ 500 ନେହିଥିଲେ ହେଲେ ନେତା କୁ ଦେଖକିନୁହଁ କେମିତି ଜାଣୀବେ ନେତାଙ୍କ ନାମ କାଲି ଶଙ୍ଖ କୁ ଚିହ୍ନ କୁ

  • @AMITKUMAR-vx7bx
    @AMITKUMAR-vx7bx 2 дня назад

    ଏସଲା ମେନେଜର କଣ ସାଧୁ ଥିବ କି ସେତ ଅଧିକ ପଇସା ମାରୁଥିବ ଏ କମ୍ପାନି କାମ କରୁଥିବା କାମ ମାନ ଆଗୋ ତଦନ୍ତ କରାଜାଉ ତାପରେ ମେନେଜର କୁ ହାଜତ ରେ ପୁରାନ୍ତୁ

  • @OdishaSpecialNews
    @OdishaSpecialNews 2 дня назад +1

    Odisha ra Best Quality and professional channel ( Asa Grow Kariba ) ❤️❤️

  • @Chandinia-qn4hh
    @Chandinia-qn4hh 2 дня назад

    କମ୍ପାନିରେ କାମ କଲେ ଠିକି୍ ସମୟରେ ଦରମା ନ ମିଳିଲେ ଲେବର କିମ୍ବା ଅପରଟେର ହେଲେଫର. ମାନେ କେବେ ମାଲିକଙ୍କୁ ଥାନାକୁ ନେଇଛନ୍ତି ନା ବାଡେଇଛନ୍ତି ହେଲେ ଦରମା ନ ମିଳିଥିବାରୁ ହେଲେଫର କି ଅପେରେଟର ମାନେ ତେଲ ଲିଟର ଟେ ବିକ୍ରି କରିଦେଲେ ହୁଏତ ତାଙ୍କ ଜିବନ ବି ଯାଇ ପାରେ

  • @sanjaykumar-wo5ns
    @sanjaykumar-wo5ns 3 дня назад +2

    Se magia ku kuha mo saha lagu

  • @OdishaSpecialNews
    @OdishaSpecialNews 2 дня назад +1

    Asa Grow Kariba RUclips Channel is best RUclips Channel in Odisha ❤❤

  • @BhagyabantaAdbang
    @BhagyabantaAdbang 2 дня назад

    ସେ ମାଡମlରିଥିବା ଲୋକଟାକୁ ଉଚିତ ଦଣ୍ଡଦରକାର 😂😂😂😂😂😂😂😂😂😂😂😂🎉🎉🎉🎉😢😢😢😢😢😢😅😅😅😅😅😅😅

  • @ranjitsatapathy5951
    @ranjitsatapathy5951 2 дня назад +2

    Construction company owner should investigate manager how much he takes from contractors, he must be sent to jail

  • @manglumaharana7647
    @manglumaharana7647 2 дня назад +1

    Hele narana kahi BJP rally ki BJP ra sabha re ta kaha ku kichi pacharu nahanti o ho OTV godi media 😂😂😂😂😂😂😂😂

  • @khwahishsharada5555
    @khwahishsharada5555 2 дня назад +1

    Is Money power is too much that truth will be defeated!!! Certain people are saying Police are greedy for money in pockets & Press & news channels need only TRP no truth will come to front But THIS NEWS FUSE IS unique towards Funs & facts to feature for good Odisha...The Comedy is upto good mark till now..

  • @srikantakumarhota6134
    @srikantakumarhota6134 2 дня назад

    ଠିକ୍ କରିଛି। ତେଲ ଚୋରି କରିବା ଏମାନଙ୍କ ର ପେଷା।

  • @ganeshkumarswain9166
    @ganeshkumarswain9166 2 дня назад

    ଏ ଶଳାକୁ ଆଜିବନ ଜେଲେ ଦଣ୍ଡ ଦରକାର

  • @khwahishsharada5555
    @khwahishsharada5555 2 дня назад +1

    People can make vedios but can't save life & people from trauma. Really golden O

  • @SurprisedBilliards-cn9pl
    @SurprisedBilliards-cn9pl 2 дня назад

    ଆପଣ ଙ୍କ ପାଖକୁ ପୋଷ୍ଟ କିପରି କରାଯାଇ ପାରିବ.

  • @khwahishsharada5555
    @khwahishsharada5555 2 дня назад +1

    Very sad News fuse is not aware of odisha legal pattern, here police & lots of criminal are sitting together for feast. We have send WhatsApp vedioes but no reply

  • @prafullswain3425
    @prafullswain3425 День назад

    କଣ କଲୁରେ ନାରଣ ଏତ ରାଜ ରାଣୀ ଦିଦୀ

  • @ashirbadmahanta1042
    @ashirbadmahanta1042 13 часов назад

    Odisha ra 30jila bhitare educated jila baleswar hele baleswar basi kichhi Jani parilenai BJD kan pai rali karuchhi au 29 ta janithiba narana

  • @artistsgamingff7926
    @artistsgamingff7926 3 дня назад +1

    Bala malika

  • @SumantaRout-n9s
    @SumantaRout-n9s День назад

    Driver sangha Kan nidare soipadichhanti ki?😅😅😅😅😅😢😢

  • @khageswardas2917
    @khageswardas2917 2 дня назад

    Dekhiba prasasana kn karuchhi
    Wait next episode

  • @ashirbadmahanta1042
    @ashirbadmahanta1042 13 часов назад

    A rajay re ain surakshya au nai re narana tenu rasta upare esabu Kanda ghatuchhi

  • @suryakantadash3636
    @suryakantadash3636 2 дня назад

    Tela chori aji kali sabuthu bada dhanda heigalani driver kn pain, tela chori Kari gadi malikn kun kandeideleni. Kebe kebe a sabu thiki Kariba pain ahara root ku dhariba katha jaha a manager Babu kale

  • @kpsinghadv9798
    @kpsinghadv9798 2 дня назад

    Ebe school re patha kam pilanka mark adhika,thaka besi.

  • @ParfulalBarik
    @ParfulalBarik 2 дня назад

    Guruma guruji mane ate ghasa moda khae bara a shishumanknu kara e bara vala nuhe. Guruma guruji dany ho narayan.

  • @soumyasahu2590
    @soumyasahu2590 2 дня назад

    News fuse Khali bbsr re Khali news dekhauchanti Dhenkanal, angul ra kichi nahi 😡

  • @ashokmoharana1826
    @ashokmoharana1826 2 дня назад

    Mausi manaku chihnata kari BPL au RASAN sabu katidia rally kariba chhadijiba

  • @BANITANAYAK-r6q
    @BANITANAYAK-r6q 2 дня назад

    Bjd pandian hele BJP sakar mohan majhiji rabar stamp aau Modiji nka golam

  • @OmmiOn
    @OmmiOn 2 дня назад

    Joldi aainku niajau ai menejar ku donda Dio💯💯💯💯💯

  • @kpsinghadv9798
    @kpsinghadv9798 2 дня назад

    Sikhya mantri nku bahut bahut dhanyabad, semankatharu sachetan loka nischita sikhya karibe.

  • @sanatansahoo6526
    @sanatansahoo6526 2 дня назад

    A didi mananku sarakar chakiriru bahar karidiantu.

  • @kuntaladansana2998
    @kuntaladansana2998 2 дня назад

    Ei loka ku jail ku pathao

  • @DanguaParida
    @DanguaParida 15 часов назад

    Chalo udisa wala police Bika hua hai aur Tika Hua Nahin Hai Bika Hua Hai

  • @subhadeepnayak5583
    @subhadeepnayak5583 2 дня назад

    Kabla police ra achhi madamariba

  • @Mohini-i2m
    @Mohini-i2m День назад

    A sabu kebela news re asiba oain

  • @budhimantasahoo4569
    @budhimantasahoo4569 2 дня назад

    A loka kan sachot.ea jao kama karuchhi .sarakari kama karuchhi sabu thik karuchhi taku dharibaku kehi nahi😢😢

  • @deepakdas1073
    @deepakdas1073 2 дня назад

    Tama bjp meeting re 98%seat khaali

  • @PrakashPapu-q5r
    @PrakashPapu-q5r День назад

    Sir amanku danda miliba ta na ahi katha bjd sasana bhalia akatha bi tanka naeki luchai debe

  • @ParfulalBarik
    @ParfulalBarik 2 дня назад

    Narayan amananka darmha ru Paesa kati thanta nahele dobla kama karae bara thila ameti asbhy bhasha, mada maribara nathila. Samtha Draevar mane vaba tu a garibabhai katha athi au braever nahi ki.

  • @DiptiraniParida-w4m
    @DiptiraniParida-w4m 2 дня назад

    A. Haramiku road re chhidakari
    Gulikaridia

  • @BB-nr4zb
    @BB-nr4zb 2 дня назад

    A lokankara magana khiya avyas ta jibani

  • @RanjitMohapatra-y8b
    @RanjitMohapatra-y8b День назад

    Valpaiba dekha naveen ra😊😅

  • @pradeepsahu2160
    @pradeepsahu2160 День назад

    BJP Bala bi ayaa karanti

  • @sangrammalliksangrammallik6489
    @sangrammalliksangrammallik6489 2 дня назад

    Police Tanka Mausi Pua Bhai

  • @subhasisbehara6223
    @subhasisbehara6223 2 дня назад

    Nuha sarkar asichhi sethipain loka vote sina deichhanti hele na janinahanti, bjd sarkar 20 Barsha sasana karila sethipain munharu bjd na baharijauchhi. Ea sarkar bi adhika Barsha rahile samastanka na Mane rahiba.

  • @jayjagannathcreation2444
    @jayjagannathcreation2444 2 дня назад

    Se salata bada chora vali laguchi

  • @astheblogger
    @astheblogger 3 дня назад

    Ki bichitra katha BJP function ku kehi jau-nahanti , kintu BJD ra rally re full attendance 😅( janantu ki na janantu )

  • @biswajitbehuria9614
    @biswajitbehuria9614 2 дня назад

    Sabu modi sasana

  • @sachitranandarath8690
    @sachitranandarath8690 2 дня назад

    Manager name contact number for inspection

  • @ranjayarout4523
    @ranjayarout4523 2 дня назад

    ଜୟ ଜଗନ୍ନାଥ

  • @I-108
    @I-108 2 дня назад

    Police will get fat share from 😂😂😂😂

  • @ArabindaGaria
    @ArabindaGaria 2 дня назад

    Sala don dekhei hauchi କୋର୍ଟ ku Nidia jau

  • @Tapasminimohanty123
    @Tapasminimohanty123 3 дня назад

    A jou loka staff nku amiti mariparuchi... Ta ghare stree chua nku kemiti maruthiba kia kahipariba.... Amiti loka lokanku jiban ru maribaku samaya lagivani...

  • @khwahishsharada5555
    @khwahishsharada5555 2 дня назад +1

    Respected Sir,
    I am an Indian citizen residing in the capital city of Odisha Bhubaneswar(domicile of Odisha), whose career is at risk due to a lack of protection. We know that sir, you have to deal with lots of major responsibilities every day. But crime starts from the mind and ends with huge losses for society. Nowadays not only from the outside but terror has started within each family courtyard. Being three ladies my mother, my elder sister, and me has always been morally harassed. Also, take the help of LAXMISAGAR POLICE STATION but sorry to say Sir corruption shut the door of justice. The rest of the things we want to say in front of you, as so many times we have made appointments but were unable to meet as we have been told that we can die no matter what, our issues are worthless, and made fun of us. We have video and audio proofs.
    Thanking you
    Yours Faithful

  • @OollywoodTV
    @OollywoodTV 2 дня назад

    Au jadi amiti loka ku jail na nia jiba tahele aame bi chadubuni

  • @DineshchandraBhatra
    @DineshchandraBhatra 3 часа назад

    😂😂😂😂😂😂😂😂😂😂😂😂😂😂😂

  • @khwahishsharada5555
    @khwahishsharada5555 2 дня назад +1

    Good afternoon sir!
    AM I EMAILING TO DCP PRATEEK SINGH SIR?
    As it's urgent need direct appointment for visit.
    We have visited office several times but didn't get proper responses.
    Faithfully ..
    Citizen..
    Since from 1 year we r trying to visit directly to DCP sir ...in his office no one is allowing & biasing with additional police....fake people...

  • @Storycreator-tk6hh
    @Storycreator-tk6hh 2 дня назад

    Kia kahila India is a republic nation it is not

  • @sasmitabehera5156
    @sasmitabehera5156 День назад

    Salary ta 1 lack karidiajau

  • @parthapradhan3781
    @parthapradhan3781 2 дня назад

    Are bujhuna National education policy re vocational education ku school re add Kara heichi paaaa eita b gote vocational education dia hauchi

  • @SumanMarandi-t4y
    @SumanMarandi-t4y 14 часов назад

    K u school didi tike khuho

  • @heledadacreation3883
    @heledadacreation3883 2 дня назад

    Maa giha contractor

  • @tapaschoudhury3463
    @tapaschoudhury3463 2 дня назад

    Magahah ku bhaha sako😮

  • @smitaprusty5609
    @smitaprusty5609 2 дня назад

    Bahut badia🙏

  • @OmmiOn
    @OmmiOn 2 дня назад

    Ho aimenejor ku dondamilun💯💯

  • @DipentiNaik
    @DipentiNaik 2 дня назад

    Tujs cuudghng

  • @munadalbehera
    @munadalbehera 2 дня назад

    10:27 athi pai i follow bjp

  • @jayramraj6074
    @jayramraj6074 3 дня назад

    Ea hauchanti Aadarsh school ra Aadarsh pilamane. Guru bhakti kemiti kara Jaye Aaji Aame Aei Mananka thu sikhiba.dhanya se guru maa dhanya Aama kuni pilaye.

  • @AshokBiswas-pj8bq
    @AshokBiswas-pj8bq 2 дня назад

    Odisha driver bhai Mane se manager ko uchit sikha Diya ham to

  • @Sanjaybabu220
    @Sanjaybabu220 2 дня назад

    Love you news fuse

  • @jayramraj6074
    @jayramraj6074 2 дня назад

    a bhalia maneger upare drudha karjyanustana nihati neba darkar. Na hele samajaru faya dharma Full uthijiba ho.

  • @rajeshvlogs1262
    @rajeshvlogs1262 2 дня назад

    Jajpuria power

  • @arunamohanty2986
    @arunamohanty2986 3 дня назад

    Eye ki niti aaku thanare dia asikhita loka

  • @GajendaNaik
    @GajendaNaik 2 дня назад

    ❤VE RI

  • @jayramraj6074
    @jayramraj6074 2 дня назад

    Didi Aau kn karibe Aanda chhtua khai bhari nida maduhi. Nija ghara bhabi achintare soichanti Aau.