ଜଗନ୍ନାଥ ଙ୍କ ଗୋଇଠା ମାଡ଼ :ପାଣ୍ଡୁର ଭାଙ୍ଗିଲା ଅଣ୍ଟାର ହାଡ଼ (160)Dr Bibudharanjan.

Поделиться
HTML-код
  • Опубликовано: 7 сен 2024

Комментарии • 236

  • @DR.B.NAYAK1980
    @DR.B.NAYAK1980 2 месяца назад +17

    ନୂଆ ମୁଖ୍ୟମନ୍ତ୍ରୀ ଜଣେ ଉତ୍ତମ ବ୍ୟକ୍ତି l ନିଷ୍ଠାପର ବ୍ୟକ୍ତି l 🙏

  • @santoshkumarmishra2620
    @santoshkumarmishra2620 2 месяца назад +9

    ଯାହା ହେଇଛି ବହୁତ ଭଲ . ଯାହା ହବାକୁ ଯାଉଛି ବହୁତ ଭଲ. ଯାହା ହବ ବହୁତ ଭଲ. ସମୟ ବଡବଳବାନ୍. ଜଗନ୍ନାଥ ହିଁ ମୁକ ସାକ୍ଷୀ.

  • @user-kc6sd2dx1b
    @user-kc6sd2dx1b 2 месяца назад +4

    ବର୍ତ୍ତମାନ ଓଡ଼ିଶାର ରାଜନୀତି ବିଷୟରେ ସୂଚନା ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ।

  • @devpatro4009
    @devpatro4009 День назад +1

    🙏🏼🌷💐🙏🏼 JaySriJagarnath.

  • @soumyaranjanbiswal9754
    @soumyaranjanbiswal9754 2 месяца назад +4

    #ଉତ୍କଳେ ନେତା ର ନାହିଁ ପ୍ରୟୋଜନ!
    ଉତ୍କଳ ର ନେତା ସ୍ଵୟଂ #ନାରାୟଣ*
    🕉️💓🙏🌹🙌🙂

  • @raydiptiranjan1358
    @raydiptiranjan1358 2 месяца назад +21

    ଆମର ଧାରଣା ଥିଲା, କେବଳ ଆମ ଭଳି ଯୁବ ସୁଲଭ ଗୁଣ ରେ ଆମେ ହିଁ ପାଣ୍ଡୁ ବୋଲି ଡାକୁଛୁ କିନ୍ତୁ ଆପଣ ଙ୍କ ଭଳି ବ୍ୟକ୍ତି ଙ୍କ ତୁଣ୍ଡ ରେ ପାଣ୍ଡୁ ଶବ୍ଦ ଶୁଣି ଅତ୍ୟନ୍ତ ଆନନ୍ଦିତ 😅😅😅

  • @kishorekumarrout5032
    @kishorekumarrout5032 Месяц назад

    ଆଜ୍ଞା , ସେଥିପାଇଁ ବିଜୁ ଜନତା ଦଳ
    ଓଡ଼ିଶାବାସୀଙ୍କ କାଳ........

  • @manaspradhan4168
    @manaspradhan4168 2 месяца назад +2

    ବହୁତ ସୁଂଦର ସାର୍। ଏହା ନିରାଟ ସତ୍ଯ। ଜୟ ଜଗନ୍ନାଥ🙏🙏🌹🌹

  • @kamalbhut9032
    @kamalbhut9032 Месяц назад +1

    You are a genius man really l have learnt a lot from you

  • @TapanroseBTR
    @TapanroseBTR Месяц назад +1

    ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି ସାର୍
    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @chittaranjansahu8113
    @chittaranjansahu8113 2 месяца назад +2

    ଆପଣଁକର ସତ୍ୟ ବାଦିତା ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି ll

  • @user-sp6wq4ec3d
    @user-sp6wq4ec3d Месяц назад +1

    ବିଲକୁଲ ସତ୍ୟ କଥା ଆଜ୍ଞା ❤❤

  • @balaramswain5236
    @balaramswain5236 2 месяца назад +2

    Jay jagannath it is very heart touching fine good

  • @shantiswarupapati8366
    @shantiswarupapati8366 17 дней назад

    Really sir,apana nka jogu aji laguchhi,sate jemiti,odia ra kounashi go te swabhimani pua aji garbare odia boli munda teki nija asmitaku akhyurna rakhichhi,bande,utkal janani,🙏🙏🙏🙏

  • @laxmankumarnayak3270
    @laxmankumarnayak3270 2 месяца назад +1

    ସୁନ୍ଦର ବିସ୍ଲେଷଣ 🎉🎉🙏
    ଚାମଚାଙ୍କୁ ବାଧିବ ଏକଥା 👏👏👏

  • @TapanroseBTR
    @TapanroseBTR Месяц назад +1

    🙏🙏🙏🙏🙏
    ଜୟ ଜଗନ୍ନାଥ ସ୍ଵାମୀ

  • @user-xb5js1lj2r
    @user-xb5js1lj2r 2 месяца назад +9

    ଏଇଥିପାଇଁ ପାଣ୍ଡୁ ଯେତିକି ଦାୟୀ ନୁହଁ , ତା' ଠାରୁ ସହସ୍ର ଗୁଣରେ ନବୀନ ଦାୟୀ। କିନ୍ତୁ ଦୁଃଖର ବିଷୟ, "ପାରି ନ ପାରଇ ଶାନ୍ତ ଆଗେ ପାଆ ମାରୁଥାଇ ମାଇପ ଆଗେ ପରି ଏ କଥା। ପାଣ୍ଡୁତ ନିଶ୍ଚିତ ଦାୟୀ କିନ୍ତୁ ନବୀନ ନଚାହିଁଲେ କଣ ହୋଇଥାନ୍ତା କି ? ଯେଉଁ ନବୀନ ଓଡ଼ିଆ ଭାଷା ବୁଝିପାରେନି ,କହିପାରେନି ,ପଢି ପାରେନି ଓ ଲେଖିପାରେନି ତଥାପି ନବୀନକୁ ଓଡ଼ିଆ ଲୋକଙ୍କ ପ୍ରେମ ଯୋଗୁଁ ଆଜିର ଏହି ଦୟନୀୟ ଅବସ୍ଥା । ତଥାପି କିଛି କହିଥିବାରୁ ଧନ୍ୟବାଦ ।

  • @manojdalai386
    @manojdalai386 2 месяца назад

    ସାର୍ ଆପଣଙ୍କ ଲେଖା ଅନେକ ପଢିଛି। ୟୁଟ୍ୟୁବରେ ମଧ୍ଯ ଜଗତର ନାଥ ଜଗନ୍ନାଥଙ୍କର ଲୀଳା ବିଷୟ ରେ ଶୁଣି ବହୁତ ଆନନ୍ଦିତ ହୁଏ। ଆଜି ମଧ୍ଯ ପାଣ୍ତୁଉପାଖ୍ୟାନ ସର୍ବୋତ୍କୃଷ୍ଟ । ସବୁ ସେହି ଆମ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଖେଳା । ଅଶେଷ ଅଶେଷ ଧନ୍ଯବାଦ ସାର୍।
    ଜୟ ଜଗନ୍ନାଥ

  • @laxmidharnayak4191
    @laxmidharnayak4191 2 месяца назад

    Dhanyawad ji 🙏__ Ati sunder sathik bislesanatmk upastapana.

  • @umeshchandradash2881
    @umeshchandradash2881 2 месяца назад +1

    ନମସ୍କାର ଆଜ୍ଞା। ଖୁବ୍ ଭଲ ଲାଗିଲା। ଧନ୍ୟବାଦ ଆଜ୍ଞା

  • @sunilkumarpatra6878
    @sunilkumarpatra6878 2 месяца назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଆପଣଙ୍କ ଏ କଥାବସ୍ତୁଟି ମୋତେ ବହୁତ ଭଲ ଲାଗିଲା ଏବଂ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହେଲା

  • @SudarshanParida-pb2wf
    @SudarshanParida-pb2wf 2 месяца назад +3

    Sir thick katha

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад +1

    ସାର ନମସ୍କାର, ଆପଣଙ୍କ ବିଶ୍ଲେଷଣ ଅତି ଉଚ୍ଚ କୋଟିର। ଠିକ୍ କଥା କହୁଛନ୍ତି । ପାଣ୍ଡୁ କେତେ ଚାଲଖ, ଓଡିଶାବାସୀ ଙ୍କୁ ପାଚିଲା କଦଳି ଦେଖାଇ ସବୁ ଲୁଟିନେଲା । ଅଲାଜୁକ କ୍ରିତଦାସ ମାନେ ପାଣ୍ଡୁ ର ଜୟ ଜୟ ଗାନ କରୁଛନ୍ତି। ଛି କୁକୁର ଦଳ।

  • @namitamohapatra4929
    @namitamohapatra4929 2 месяца назад +1

    Sir,padalagi pranam. Apananka pratekati bakya satya.Thank you sir.

  • @user-ph5hv9zb3y
    @user-ph5hv9zb3y 2 месяца назад

    An extraordinary analysis. Unique. Thank you very much Sir.

  • @kirankumarsadangi2697
    @kirankumarsadangi2697 2 месяца назад

    Ki sunder upasthapna Bibhu sir really nice🙏

  • @narayandalai8414
    @narayandalai8414 2 месяца назад

    dhanyabad sir Mahaprabhu Jagannath swami apananku saparibar bahut bahut bahut bhalare rakhantu

  • @user-uf6fp6nl2p
    @user-uf6fp6nl2p 2 месяца назад

    Sir you are great
    Thanking you

  • @BNBaithalu
    @BNBaithalu Месяц назад

    Jay Jagannath
    Sir

  • @kishorepradhan2896
    @kishorepradhan2896 2 месяца назад

    ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର ଓ ହୃଦୟସ୍ପର୍ଷି ,ବାସ୍ତବଧର୍ମୀ

  • @ShyamSamal-pc5tg
    @ShyamSamal-pc5tg 2 месяца назад

    Thanks Sir. Very accurate and pinching analysis.

  • @dukhugaigouria
    @dukhugaigouria 2 месяца назад

    Sir 🙏, your prediction is highly acceptable 🙏

  • @madanmohantripathy6036
    @madanmohantripathy6036 2 месяца назад +1

    Very good comments Jay jagarnath

  • @pradeepsamal3634
    @pradeepsamal3634 2 месяца назад

    Apria satya katha jahaku badhuchhi badhuthau ,satbudhi deichalantu dhanyabad

  • @debashishsahoo8097
    @debashishsahoo8097 2 месяца назад +2

    Jay Jagannath ❤

  • @kshirodmoharana2702
    @kshirodmoharana2702 2 месяца назад +1

    Pranam Sir. Aame v wait karichu baki 4 jana nka ra situation ku

  • @ashokkumarbhuyan3937
    @ashokkumarbhuyan3937 2 месяца назад

    Pranam Sir,(Direct speech)

  • @manojkumarpradhan516
    @manojkumarpradhan516 2 месяца назад

    ଧନ୍ୟବାଦ ,ମହାନ ଆତ୍ମା ବିବୁଧରଂଜନଜୀ

  • @nababarika4028
    @nababarika4028 2 месяца назад

    Salute BishwoRanjan Sir for this strong comments.

  • @sonalimishra1594
    @sonalimishra1594 2 месяца назад +3

    Sir🙏🙏 ଆଜି vdio ଟା ଦେଖିକି dil ପୁରା ଗାର୍ଡେନ ଗାର୍ଡେନ ହୋଇଗଲା🎉🎉🎉🎉🎉🎉🎉🎉🎉🎉🎉🎉🎉 ନିରାଟ ସତ୍ୟ କଥା କହିଛନ୍ତି ଆପଣ 🎉🎉🎉🎉🎉🎉🎉🎉🎉🎉🎉 sir ଆହୁରି ଏମିତି ଭିଡିଓ କରନ୍ତୁ💐💐💐💐💐💐💐💐💐💐

  • @jatinkumarbarik9574
    @jatinkumarbarik9574 2 месяца назад +2

    ସାର, ଆପଣ ଯେଉଁ ମିଶ୍ର କଥା କହୁଛନ୍ତି ସେ ଜୀବନ ସାରା ପୂର୍ବ ସରକାର ଙ୍କ ପାଦଚଟା

  • @sureshakumarnayak7953
    @sureshakumarnayak7953 2 месяца назад

    Best analysis, real fact

  • @pragyanmisra8244
    @pragyanmisra8244 2 месяца назад +1

    So true analysis.

  • @jagabandhubehera1984
    @jagabandhubehera1984 2 месяца назад +2

    🙏ଯାହାର ପ୍ରଭୁ ଜଗନ୍ନାଥ
    ତାର କି କରିପାରେ ଭୁତ

  • @swadhikarbetaj3768
    @swadhikarbetaj3768 2 месяца назад +15

    ବିଜେଡିର ପରାସ୍ତ ର ଅର୍ଥ ହେଲା ଆଗକୁ ପୁରା ଦଳ ଓଡ଼ିଶାର ମାନଚିତ୍ର ରୁ ହଜିଯିବ।

  • @prtibarik528
    @prtibarik528 Месяц назад

    Jay Jagannath🙏🙏

  • @soubhaginimohanty1982
    @soubhaginimohanty1982 2 месяца назад

    Babanamaskar apanaka kathabahuta bhala laguchi baba apanaka sahita kebedekha karibu duebhauni

  • @padmacharanpatnaik7959
    @padmacharanpatnaik7959 2 месяца назад

    Excellent interpretation of very high standard and a formidable presentation in deed.

  • @bhubananandamishra7480
    @bhubananandamishra7480 2 месяца назад

    ଅତ୍ୟନ୍ତ ସୁନ୍ଦର ବିଶ୍ଳେଷଣ

  • @gyandrapatra7719
    @gyandrapatra7719 2 месяца назад

    Guruji Shree charane koti koti pranam.

  • @sarojsabat9196
    @sarojsabat9196 2 месяца назад +12

    ସାର ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
    ଲୁଟୁ ଥିଲା ସବୁ ପାଣ୍ଡୁ . ମୁଖିଆ ଟା ଗବ ଗାଣ୍ଡୁ।

  • @smileplease7998
    @smileplease7998 2 месяца назад

    Very nice.sir election purbaru jadi ehi katha kahithante 51 ru 11 ku khasi thante. Prahallad,anugul.

  • @dhaneswarsahoo6231
    @dhaneswarsahoo6231 2 месяца назад

    Jahahauci.bahut.badiahaeci.sir.pranama

  • @bknayak2053
    @bknayak2053 2 месяца назад

    Jai jagannath sir....aji apanaka subject dekhi khusi re chhati fati paduchhi.....best of luck...go ahead sir

  • @radheshyammeher4318
    @radheshyammeher4318 2 месяца назад +1

    ଅତି ଗର୍ବେ ହତ ଲଙ୍କା

  • @user-wc6cy9hp3u
    @user-wc6cy9hp3u 2 месяца назад

    Namaste sir Jay jaganant

  • @PramodDash-xn2cm
    @PramodDash-xn2cm 2 месяца назад

    Jay Jay Jagannath

  • @amitpattanaik6985
    @amitpattanaik6985 2 месяца назад

    Namaskar ❤❤❤

  • @PravasChandraRout
    @PravasChandraRout Месяц назад

    100 percent true
    Thank u sir 🙏

  • @RabinarayanDash-nd3cb
    @RabinarayanDash-nd3cb 2 месяца назад

    Very good analysis

  • @gangadharsatapathy316
    @gangadharsatapathy316 2 месяца назад

    ଧନ୍ୟବାଦ୍ ! ଶାର୍ ନମସ୍ତେ।

  • @narayandalai8414
    @narayandalai8414 2 месяца назад

    dhanyabad sir pranam

  • @hrusikeshmahapatra6735
    @hrusikeshmahapatra6735 2 месяца назад

    ଧନୀୟବାଦ ସାର ଜୟ ଜଗନ୍ନାଥ

  • @narayandalai8414
    @narayandalai8414 2 месяца назад

    Sri Sri Sri Jagannath Mahaprabhu nka prabhat mangal alati hue , Pandian upasthita hele, wonderful !!!

  • @PuneshSenapati
    @PuneshSenapati 2 месяца назад +1

    ଭିକାରି କରିବା କଥା କୁ ଆମେ ମଧ୍ୟ ଦୁଃଖର ସହିତ ଏକ କବିତା ମଧ୍ୟ ଆମ ଫେସବୁକ ପୃଷ୍ଠାରେ ଲେଖୀଥିଲୁ।😢

  • @bbiswal9812
    @bbiswal9812 2 месяца назад +7

    ଏଥର ଜିତିଥିଲେ ବୋଧେ ଗଜପତିଙ୍କୁ ଭୂଆଁ ବୁଲେଇ ରଥଯାତ୍ରାରେ ଛେରା ପହଁରା କରିଥାନ୍ତା କି?😱

    • @rabindrakumarsahoo4920
      @rabindrakumarsahoo4920 2 месяца назад

      ଆପଣଙ୍କ ଅନୁମାନ ଭୁଲ୍ ବୋଲି କହିହେବନି।ହୁଏତ ସେୟା ବି ହୋଇଥାନ୍ତା।

  • @SubratNayak-ls9fx
    @SubratNayak-ls9fx Месяц назад

    Salute to you sir 🙏

  • @gpsoty
    @gpsoty 2 месяца назад

    Good job sir

  • @renukadash2157
    @renukadash2157 2 месяца назад +2

    ସତ କଥା sir
    ଆପଣଙ୍କୁ ପ୍ରଣାମ।

  • @kishorekumarrout5032
    @kishorekumarrout5032 Месяц назад

    ଆଜ୍ଞା , ବି.ଜେ.ଡ଼ି ହେଉଛି ବେହିଆ ଦଳ .....
    ସେ ଗେଣ୍ଡାଦଳ ୨୦୨୪ ଠାରୁ ମାଟିରେ ମିଶିଲା ଏଇଟା ୧୦୦% ସତ

  • @udayanathsahoo3935
    @udayanathsahoo3935 2 месяца назад

    I am 100 percent agree with you

  • @subhabratamishra4465
    @subhabratamishra4465 2 месяца назад

    ଆଜ୍ଞା ପ୍ରଣାମ୍‌ 🙏 😄 । ଆପଣଙ୍କ ଆଲୋଚନାରେ ବ୍ୟବହୃତ ସମସ୍ତ ଶବ୍ଦ ତଥା ପାଣ୍ଡୁ ଓ ବବି,ମାନସ୍‌ ମାନଙ୍କ ପ୍ରତି ବ୍ୟବହୃତ ଶବ୍ଦ ମୋତେ ଅସୀମ୍‌ ଆନନ୍ଦ୍‌ ଦେଇଛନ୍ତି। ଆପଣ‌ଙ୍କୁ ଜଗନ୍ନାଥ୍ ଘଣ୍ଟ ଘୋଡେ଼ଇ ରଖନ୍ତୁ । ଜୟ୍‌ ଜଗନ୍ନାଥ୍ 🙏

  • @jyotsnamayeebehera4388
    @jyotsnamayeebehera4388 2 месяца назад

    Odisha ra aradhyadebata prabhu jagannath

  • @bijaykumarsinha6146
    @bijaykumarsinha6146 2 месяца назад +3

    ମହାଶୟ ଆପଣଙ୍କର ଭାଷାର ଶାଳୀନତା ରଖନ୍ତୁ।

    • @shyamapremarashasudha2773
      @shyamapremarashasudha2773 2 месяца назад +2

      Nihati asabhya lokata. Jagannath nka naare Rajaniti chaleichhi 😂😂😂

    • @bibhuduttasarangi9706
      @bibhuduttasarangi9706 2 месяца назад

      Hm ama mukhiya nabeen babu ta seia karuthile au ,au ama mukhiya jaha karibe ame ta seia sikhibu,alajuka dala ebe ta sudhiri jao

  • @sasmitadatta8819
    @sasmitadatta8819 2 месяца назад +1

    ଆପଣଙ୍କ ମତାମତ ପୁରାପୁରି ଠିକ୍ । ଜୟ ଜଗନ୍ନାଥ 🙏

  • @UmaraniKhuntia-fe9yx
    @UmaraniKhuntia-fe9yx 2 месяца назад

    100% Right views. Thank you sir

  • @rabinarayandas6779
    @rabinarayandas6779 2 месяца назад

    Excellent

  • @ghanashyampadhan8352
    @ghanashyampadhan8352 2 месяца назад +2

    Thanks

  • @bauribandhumohapatra5769
    @bauribandhumohapatra5769 2 месяца назад

    Jai Jagannath.

  • @alekhchandramalik740
    @alekhchandramalik740 2 месяца назад +1

    Sir 🙏🙏🙏🙏🙏🙏🙏🙏🌹

  • @junilitisubudhi3251
    @junilitisubudhi3251 17 дней назад

    Jai jagnatha sir 🙏

  • @rajiblochanbehera9301
    @rajiblochanbehera9301 2 месяца назад +2

    ଓଡିଶା ର ପ୍ରଥମ ନିଲ୍ଲଜ ମୂଖ୍ଯ ମନ୍ତ୍ରୀ ଥୂଲା ନବୀନପଟନାୟକ, କେବଳ ପାଣ୍ଡୁର ନିଶାନା ରେ ଚଳେ,ମାନେଟା ହୋଉଛି ପାଣ୍ଡୁ ନବୀନ କୁ କୁକୁର ଭଳି ରଖିଥିଲା,।

  • @manasiparida2467
    @manasiparida2467 28 дней назад

    Chief minister is a good personality

  • @trilochanpatnaik6321
    @trilochanpatnaik6321 2 месяца назад +5

    ନବୀନ ପାଣ୍ଡିଆ ଯୋଡ଼ି ଅଣଓଡ଼ିଆ, ସେମାନେ ପୁରୁଷୋତ୍ତମ କ୍ଷେତ୍ର ର ମହିମା ବିଷୟରେ କଣ ବା ଜାଣନ୍ତି। ତେଣୁ ପୋଲିସ ଓ ପ୍ରଶାସନ power ବଳରେ ଯାହା ଚାହିଁଲେ ତାହା କରି ପୁରୁଷୋତ୍ତମ କ୍ଷେତ୍ର ର ମଠ ମନ୍ଦିର ଧ୍ଵଂସ କରି ଦେଲେ।

  • @Sahildadaofficial
    @Sahildadaofficial 2 месяца назад

    Jai jagannath 🙏🙏🙏

  • @chittaranjansahu8113
    @chittaranjansahu8113 2 месяца назад +1

    ମଂଗଳ ଆଳତୀ ବିଳମ୍ବ ପାଈଁ ସେବାୟତ ଦାୟୀ

  • @pramilabarik3626
    @pramilabarik3626 2 месяца назад

    Thanks 👌🙏

  • @srinibaspattanaik3859
    @srinibaspattanaik3859 2 месяца назад

    ନମସ୍କାର. ସାର ଠିକ କଥା କହିଲେ. ଧନ୍ୟବାଦ୍

  • @pkmishra6256
    @pkmishra6256 2 месяца назад

    ଡ୍ ବିବୁଧ ରଞ୍ଜନ sir ନମସ୍କାର. ଅପ୍ରିୟ ସତ୍ୟ କଥା କହିଛନ୍ତି l ପ୍ରକୃତ ଜଗନ୍ନାଥଙ୍କ ଦଣ୍ଡ ପାଣ୍ଡୁ ଓ ବିଜେଡି ଉପରେ ପଡିଛି l ରାଜନୀତି ସଠିକ ଭାବରେ ବିସ୍ଲେସଣ କରିଥିବାରୁ ଆପଣକୁ ନମସ୍କାର 🙏🏾l ଆଗକୁ ଆହୁରି ଜାରି ରଖନ୍ତୁ l ପାଞ୍ଚଟି କାରଣ ପ୍ରକୃତ କାରଣ ଏମାନଙ୍କ ଦୁର୍ଦଶା ବିଶ୍ଳେଷଣ କରିଛନ୍ତି l🙏🏾🙏🏾🙏🏾

  • @ucchinhara5429
    @ucchinhara5429 2 месяца назад

    Sir, Namaskar 👏👏

  • @pabitramohandas6943
    @pabitramohandas6943 2 месяца назад +16

    🙏ଆଜ୍ଞା ! ପାଣ୍ଡୁ ଏଣିକି ପୁଣି ନବୀନ ନିବାସରେ ଚୁପି ଚୁପି ପଶିକି ଷଡଯନ୍ତ୍ର ଆରମ୍ଭ କରି ଦେଲାଣି ଯେ ! ଅଲାଜୁକକୁ ଯେତେ କହିଲେ ବି ଚୈତନ୍ୟ ଉଦୟ ହେଉନାହିଁ l

  • @TapanroseBTR
    @TapanroseBTR Месяц назад +1

    ଏ ସବୁ ଏ ନବିନା ହାରମୀ କିଛି ଜାଣିନଥିଲା.......
    ସବୁ ପାଇଁ ଏ ନବୀନ ପଟ୍ଟନାୟକ ଦାୟୀ......
    ଓଡିଶା କୁ ବରବାଦ କଲା ପାଣ୍ଡୁ କୁ ଶାସନ ଭାର ଦେଇ

  • @SmrutidharaPattnaik
    @SmrutidharaPattnaik 15 дней назад

    Right sir.

  • @birakishoresahoo3080
    @birakishoresahoo3080 2 месяца назад

    JAY jagannath.Pranam sir.Right analysis . We got a peoples CM.BJD odisha ru pochhiheijau .

  • @ranjanrout925
    @ranjanrout925 2 месяца назад

    Nice sir

  • @batakrushnabhadra
    @batakrushnabhadra 2 месяца назад

    From USA, 100% and more

  • @batakrushnabhadra
    @batakrushnabhadra 2 месяца назад

    Yes

  • @bhagyalatapanda2910
    @bhagyalatapanda2910 2 месяца назад

    R8 sir 🙏🏻🙏🏻🙏🏻🙏🏻Jay jagannath 🙏🏼🙏🏼🙏🏼

  • @dhireshbehera3524
    @dhireshbehera3524 2 месяца назад

    ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

  • @rajkishormahapatra4139
    @rajkishormahapatra4139 2 месяца назад

    Yes sir all maths were integral part of our heritage...