ବିପଦରେ ଜଗନ୍ନାଥ ଓ ଶ୍ରୀ ମନ୍ଦିର (129)

Поделиться
HTML-код
  • Опубликовано: 28 дек 2024

Комментарии • 129

  • @gangadhardash3430
    @gangadhardash3430 6 месяцев назад

    🎉🎉🎉

  • @TridibPattnaik
    @TridibPattnaik 11 дней назад

    ଆପଣଙ୍କ ପ୍ରଶ୍ନର ଉତ୍ତର କେହି ଦେବେନି, ପ୍ରଭୁ କେମିତି ହେଲେ ବି ନିଜକୁ ରକ୍ଷା କରିବେ, ଧରେଇ ଦେବେ ବା କରୁଛନ୍ତି ମଧ୍ୟ, ସ୍ଵର କେହି ଉଠାଇବେନି, ଯାହା ଆମେ ଦେଖୁଛୁ 🙏🙏

  • @biswambarswain7646
    @biswambarswain7646 3 месяца назад +1

    🙏🙏⭕❗⭕🙏🙏 jay gurudeba 🙏 Jay sri ram 🙏⭕❗⭕Jay Jagannath 🙏 gurudeba ପ୍ରତ୍ୟେକ ମଣିଷ ର କ୍ରତବ୍ୟ ରହିବା ଦରକାର୍

  • @ukbproduction2451
    @ukbproduction2451 4 месяца назад

    Jay shree jagannath

  • @batupanda
    @batupanda Месяц назад

    Best vodeo

  • @nigamanandapandactc
    @nigamanandapandactc 9 месяцев назад

  • @asitrout7659
    @asitrout7659 9 месяцев назад +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @surendrapradhan1354
    @surendrapradhan1354 8 месяцев назад +1

    ଆପଣଙ୍କ ଏହି ପରି ଧାରା ଜାରି ରଖନ୍ତୁ।

  • @urmilatripathy6826
    @urmilatripathy6826 8 месяцев назад

    Excellent video ❤❤

  • @kishoretripathy3103
    @kishoretripathy3103 5 месяцев назад

    Very good explanation /opinion & a matter of concern also. 🙏🙏KK Tripathy Bengaluru

  • @gitamohanty8670
    @gitamohanty8670 4 месяца назад

    Thik katha sir

  • @jilanmaharathi1687
    @jilanmaharathi1687 9 месяцев назад +1

    ଜୟ ଜଗନ୍ନାଥ

  • @umeshchandradash2881
    @umeshchandradash2881 9 месяцев назад +9

    ଧନ୍ୟବାଦ ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @umeshkumaragrawalla6070
    @umeshkumaragrawalla6070 5 месяцев назад

    Thanks sir very clear message to us

  • @PravasRout-u9z
    @PravasRout-u9z 9 месяцев назад +4

    Ekdum ସତ କଥା sir
    Jagannath ଏ BJD ଗେଣ୍ଡା ଦଳକୁ ଉଚିତ୍ ଶିକ୍ଷା ଦେବେ

  • @NrusinghaCharanRatha
    @NrusinghaCharanRatha 9 месяцев назад +9

    ବୁଦ୍ଧିଜୀବୀଙ୍କ ମତାମତକୁ ଉପେକ୍ଷାକରିବାରୁ ଏଭଳିଆ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି । ଏ ହେଉଛି 'ହମ୍ ସେ କୋଇ ବଡ଼ା ନେହିଁ' ମନୋବୃତ୍ତିର ଫଳାଫଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

    • @karsuhana97
      @karsuhana97 9 месяцев назад +1

      Puri parikrama prakalpa is not meant to facilitate discipline but it harshes the piligrims

    • @karsuhana97
      @karsuhana97 9 месяцев назад

      I think it is designed only to exploit govt revenue for the benefit of few people

    • @karsuhana97
      @karsuhana97 9 месяцев назад

      According to history Kalapahad was abandoned although he was born in orthodox odia Brahman family

    • @ManasPattanayak-l3o
      @ManasPattanayak-l3o 9 месяцев назад

      ଜଏ କାଳୁ ସାର ଆପଣଙ୍କ ଫୋନ ନଂ ଦିଅନ୍ତୁ

    • @satyanayak4271
      @satyanayak4271 9 месяцев назад

      ସମସ୍ତେ ଦୟାକରି ସ୍ୱର ଉତ୍ତୋଳନ କରନ୍ତୁ ! ବିବୁଦ୍ଧ ଭାଇ ଙ୍କୁ Support କରନ୍ତୁ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏

  • @GAMINGGUY4905-g1w
    @GAMINGGUY4905-g1w 9 месяцев назад +1

    Joy joy Jagannath Mohaprabhu 🙏🙏🙏

  • @ramasahoo767
    @ramasahoo767 9 месяцев назад

    Pura correct.

  • @dilipsahu2143
    @dilipsahu2143 9 месяцев назад +1

    ଫାଲତୁ ପୋଷ୍ଟ ଓ ମତାମତ।

    • @damayantidas5308
      @damayantidas5308 8 месяцев назад

      ଆପଣ ଯାହା ମେସେଜ କରିଛନ୍ତି ପୁରା ସତ ସବୁ ମିଛ କଥା ଜନତାଙ୍କୁ ବୋକା ବନଉଛନ୍ତି ଭୁଲ କଥାକୁ ଜନତାମାନେ ସାରେ ଆପଣ ପୁରାଠିକ କହୁଛନ୍ତି ମେସେଜ କରୁଛନ୍ତି ଜନତ ସାରଙ୍କର ପୁରାମୁହଁ ଟାଣ ହେଇ ଯାଉଛି ଜୟ ଜଗନ୍ନାଥ

  • @chagulbal63
    @chagulbal63 4 месяца назад

    You are correct sir

  • @guruprasaddas3984
    @guruprasaddas3984 9 месяцев назад +2

    ଯେଉଁ ବନ୍ଧୁ ମାନେ comment ଦେଉଛନ୍ତି ସେମାନଙ୍କୁ task ଦିଅନ୍ l ତାହାଲେ ବୋଧହୁଏ ଜନଜାଗରଣ ହୋଇ ପାରିବ 🙏🙏

  • @gracefulodias7377
    @gracefulodias7377 9 месяцев назад +2

    ସବୁ ଲୋଭି ପଣ୍ଡା ଙ୍କ କାମ ପଇସା ନେଇ ଭିତରକୁ ନେଇଥିବେ। ଭାରି ହଇରାଣ କରୁଛନ୍ତି ଏଇ ପଣ୍ଡା ମାନେ ।ଅଜଣା ଲୋକ ର ସବୁ ଲୁଟି ନେବେ। ଆମେ ସବୁ ଓଡିଆ ସଚେତନ ହେବା ମନ୍ଦିରକୁ ଗଲା ବେଳେ ସମସ୍ତଙ୍କୁ ଲକ୍ଷ୍ୟ କରିବା।

  • @sudarsanbehera2023
    @sudarsanbehera2023 9 месяцев назад

    Se kete mana dukha karuthibe😢

  • @pramilapani9960
    @pramilapani9960 8 месяцев назад

    JAY JAGANNATH🙏❤🙏❤

  • @SudarshanParida-pb2wf
    @SudarshanParida-pb2wf 9 месяцев назад +1

    Thank you sir

    • @purunachandrabehera2373
      @purunachandrabehera2373 9 месяцев назад

      ଆପଣ ମିଛ କହୁ ନାହାନ୍ତି ଠିକ। ମୁଁ ଭାବୁଛି ସେମାନେ ହିନ୍ଦୁ। ସେମାନେ ଅବଢ଼ା ଖାଇ ଛନ୍ତି 😅

  • @ranjitdas5250
    @ranjitdas5250 9 месяцев назад +4

    ଅସଲ ମଞ୍ଜି କଥା କହିଛନ୍ତି ଆଜ୍ଞା 🙏

  • @trilochanpatnaik6321
    @trilochanpatnaik6321 9 месяцев назад +4

    ଏବେ ଯେଉଁ ଅଣଓଡ଼ିଆ ଜଣକ ଶାସନ ମୂଖ୍ୟ ଭାବେ କାମ କରୁଛି ଓ 5T ଭାବରେ ସବୁ ଦାୟିତ୍ଵ ତୁଲାଉଛନ୍ତି ସେ ବାଂଲା ଦେଶୀ ଙ୍କ ଶ୍ରୀମନ୍ଦିର ପ୍ରବେଶ ବିଷୟରେ ନୀରବ କାହିଁକି?

  • @junilitisubudhi3251
    @junilitisubudhi3251 4 месяца назад

    Jai jagnatha sir 🙏

  • @pravatkumarmajhi8614
    @pravatkumarmajhi8614 9 месяцев назад

    JAY JAGANNATH SWAMI ..🙏 🙏

  • @jajpuritc5645
    @jajpuritc5645 9 месяцев назад +3

    ସରକାରଙ୍କ ଭିତରେ ଆପଣଙ୍କୁ ଭିତରେ ଥିବା ଭାବନାର 10%ମଧ୍ୟ ନାହିଁ।

  • @malabikapatel7964
    @malabikapatel7964 4 месяца назад

    Sorry for a typo ..replace visual for scrounging .

  • @bijayakumardash7925
    @bijayakumardash7925 9 месяцев назад +1

    ଖାଲି ବାଂଲାଦେଶୀ କାହିଁକି ଆଉ କିଏ କିଏ ଆଗକୁ ପଶିବେ ଦେଖିବାକୁ ରହିଲା😮

  • @subhadivyacreation2507
    @subhadivyacreation2507 9 месяцев назад

    Jay Jagannath 🙏

  • @pratapkumardalabehera1591
    @pratapkumardalabehera1591 9 месяцев назад +3

    You are true sir

  • @leenaranisahoo1513
    @leenaranisahoo1513 9 месяцев назад

    Jai jagannath Swami 🙏🙏🙏

  • @krishnanayak8285
    @krishnanayak8285 9 месяцев назад

    JAY JAGANNATH 🙏 🙏 🙏 🙏

  • @sasmitadatta8819
    @sasmitadatta8819 9 месяцев назад

    ପୁରାପୁରି ଠିକ୍ କଥା। ଜୟ ଜଗନ୍ନାଥ ❤

  • @pravateedash8745
    @pravateedash8745 8 месяцев назад

    Sir pranam. Jayjagnnath

  • @swadhikarbetaj3768
    @swadhikarbetaj3768 9 месяцев назад +3

    ଆଜ୍ଞା!! ପ୍ରଥମେ କାମିଆ ନାନୀ ଶୁଭାରମ୍ଭ କରୁଛନ୍ତି ମାନେ ଏମିତିଆ ଅଣହିନ୍ଦୁଙ୍କ ପ୍ରବେଶ ମଝିରେ ମଝିରେ ଚାଲିବ।

  • @sankarnayak6699
    @sankarnayak6699 8 месяцев назад

    Right words for security of Jagannath pravu temple

  • @rajendraprasadnayak7293
    @rajendraprasadnayak7293 9 месяцев назад

    ଜୟ ଜଗନ୍ନାଥ 🙏🙏🙏

  • @jagabandhubehera1984
    @jagabandhubehera1984 9 месяцев назад +5

    ସାର୍ 🙏
    ମୁଖ୍ୟ ତ ଆମର ଅଣ ହିନ୍ଦୁ
    ତାଙ୍କ ପାଖରୁ ଆମେ କ'ଣ ସୁରକ୍ଷା ଆଶା କରିବା ।

  • @jasoji
    @jasoji 9 месяцев назад +1

    ବିନାଶ ସମୟ ନିକଟ 😳

  • @DiptiLenka-vh4pe
    @DiptiLenka-vh4pe 9 месяцев назад

    Jay jagannath jay kalu❤

  • @DanceByShriya
    @DanceByShriya 9 месяцев назад

    Mausa , apanaku Mora antararu pranam.apana thik katha kahichanti.

  • @prakashchandrapattanayak4344
    @prakashchandrapattanayak4344 9 месяцев назад

    DDhanyabad

  • @rashmijena1176
    @rashmijena1176 9 месяцев назад

    Jay Jagannath🙏🙏🙏🙏🙏

  • @Purushottam-h4c
    @Purushottam-h4c 9 месяцев назад

    ଆଜ୍ଞା! ଯାହାର ଭୃକୁଟିଟେକା ରେ ପ୍ରଳୟ ହେଇପାରେ,ପତ୍ର ହଲେନା ୟେ ସବୁ କ'ଣ ତାର ବିନା ଇଚ୍ଛାରେ ହୋଇପାରେ?

  • @Biswabandita07
    @Biswabandita07 8 месяцев назад

    Jagannath papi mananku khusire rakhuchi au jie tanku bharasa karichi sie Khali luha pauchi sabapari banchichi dukhitie dukhanei ta duare pahanchile ghanta ghanta dhadi re thiahoi thelapelare tike dehibabi sambhab huenahi satare kan se sabu dekhuchanti

  • @chhabindramansingh73
    @chhabindramansingh73 9 месяцев назад +3

    Bjd ସର୍କାର ପଣ୍ଡିତ ଜ୍ଞାନୀ ବୁଦ୍ଧିଜୀବୀ ଙ୍କ କଥା ଶୁଣନ୍ତିନି, ଏମାନେ ଅଜ୍ଞାନୀ ମୂର୍ଖ କୁକୁର ଲୁଟେରା ସର୍କାର,କେବଳ ଓଡ଼ିଆଙ୍କୁ ଶ୍ରୀମନ୍ଦିର ଲୁଟିବାକୁ bjd ଦଳ, ଏହାର ସଫେଇ ଦବାକୁ ସଂଳାପ ତିଆରି ହୋଇ, ମଇଁଷ ଇପ୍ସିତା, ସିରିମାୟୀ ଘୁଷୁରି, ଗଧମଲା ଘୋଡା, ହାରାମି ଗାଲୁଆ ଲେଲିନ ଆସି କହିବେ, bjd ହଟାଅ ଜଗନ୍ନାଥ ଙ୍କୁ ସନମ୍ମାନ ଦିଅ

  • @hrusikeshmaharana9614
    @hrusikeshmaharana9614 8 месяцев назад

    Jayajagannth

  • @upperprimaryodisha3797
    @upperprimaryodisha3797 9 месяцев назад +2

    Jay Guru Jay Jagannath thank you sir

  • @purunachandrabehera2373
    @purunachandrabehera2373 9 месяцев назад +1

    ଆମ ସରକାର ସନାତନ ବିରୋଧୀ। ଆଗରୁ kamiya Jani କୁ ନେଇକି ଯାଇଥିଲେ।

  • @jayshrijagannath1627
    @jayshrijagannath1627 9 месяцев назад

    Jay shree jagannath Swami 💙🥰😘

  • @DR.B.NAYAK1980
    @DR.B.NAYAK1980 9 месяцев назад

    🙏

  • @srihariswain2063
    @srihariswain2063 9 месяцев назад

    JAY JAGANNATH SWAMI NAYAN PATHAGAMI BHABA TUME 🌸🌼🌺🙏🙏🙏SIR🙏 REALLY,YOU ARE CORRECT.

  • @priyatamasahoo6587
    @priyatamasahoo6587 9 месяцев назад

    Bahut bhala lagila sir 🙏

  • @maheswarpradhan4247
    @maheswarpradhan4247 9 месяцев назад +2

    It is an example of Arajakata.

  • @PravasRout-u9z
    @PravasRout-u9z 9 месяцев назад

    ଆମେ ଓଡ଼ିଆ ଆପଣ ଙ୍କୁ support କରୁଛୁ
    Continue fighting against such religious miscreants

  • @Dhokshanadas
    @Dhokshanadas 9 месяцев назад

    Bhal

  • @dhaneswardas548
    @dhaneswardas548 9 месяцев назад +2

    ଇତିହାସରେ ଏହା ପ୍ରଥମ। ସେ ମହାଶୟ ଯାହା ଚାହିଁବେ ତାହା କରିପାରିବେ। କେହି ବି ମୁଁହ ଫିଟାଇ ପାରିବେ ନାହିଁ। ସେ ଚଳନ୍ତି ଠାକୁର ହେଉନ୍ତୁ କି ଧର୍ମଗୁରୁ। ନେତା ମନ୍ତ୍ରୀ ମାନଙ୍କୁ ପାଦ ତଳେ ରଖି ଏକ ଛତ୍ର ବାଦ ଶାସନ କରିବା ଇତିହାସରେ ପ୍ରଥମ ।ସେ ଚାହିଁଲେ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭାଙ୍ଗି ବିଶ୍ୱସ୍ତରୀୟ ମନ୍ଦିର ନିର୍ମାଣ କରି ପାରିବେ। ଯେମିତି ଶୁଣି ବାକୁ ମିଲୁଛି ବାରବାଟୀ ଷ୍ଟାଡିୟମ୍ କଥା...

  • @rameshprusty6263
    @rameshprusty6263 8 месяцев назад

    Pandya is pure christian

  • @sidd5547
    @sidd5547 9 месяцев назад +3

    ଆପଣଙ୍କର ଶାସନ ମୁଖ୍ୟ ହିନ୍ଦୁ କି ? ଆଗ ସେକଥା ବିଚାର କରନ୍ତୁ।

  • @jitendragiri2176
    @jitendragiri2176 9 месяцев назад

    Jai Jagannath.

  • @mamatamohapatra8559
    @mamatamohapatra8559 9 месяцев назад

    Right sir, Jay shree Krishna

  • @prakashpanigrahi6393
    @prakashpanigrahi6393 9 месяцев назад

    ସାର,
    ପୁରୀ ମନ୍ଦିର ଧର୍ମକ୍ଷେତ୍ର ଥିଲା, ଏବେ ଆମ ସରକାର ଏହାକୁ ପର୍ଯ୍ୟଟନସ୍ଥଳ କରିଛନ୍ତି। ଵିଦେଶୀ ପଶିଲେ ଅସୁବିଧା କେଉଁଠି ରହିଲା

  • @kalipadadas3255
    @kalipadadas3255 9 месяцев назад

    Odisha ku jagannatha mahaprabhu bharasa 🙏🙏🙏.
    Thank you sir 🙏

  • @pkp4793
    @pkp4793 9 месяцев назад

    Vote Rajaniti aau Money ro khelo

  • @sudarsanbehera2023
    @sudarsanbehera2023 9 месяцев назад

    Pura thik.. Sir... Mo prabhu nku emiti avastha re dekhi sahiparuni

  • @susamaradhashyam4162
    @susamaradhashyam4162 9 месяцев назад +1

    Thank you sir. Pl. do give your concrete suggetion

  • @nilamanidas3248
    @nilamanidas3248 9 месяцев назад

    Center is responsible 100 percent

  • @JanakinathRaiguru-zd1yw
    @JanakinathRaiguru-zd1yw 9 месяцев назад

    APanka mata thik momatare jagannath nka lila kipari kana heuchhi kanaheba se sambandh re apana prabhunkasaha alochana kari video karì janaibaku sabinaya anurodh

  • @MinilataLenka
    @MinilataLenka 8 месяцев назад

    Whether kalu wants it or not

  • @abhilashjena5211
    @abhilashjena5211 9 месяцев назад

    rise above the feeling of security danger to Lord.

  • @kapilasmahakur8371
    @kapilasmahakur8371 9 месяцев назад

    ଲୋକ ୫୦୦ /୧୦୦୦ ଟଙ୍କା ପାଇଁ ସବୁ କିଛି ଭୁଲି ଯାଉଛନ୍ତି, ଧନ୍ଯ ଆମେ ଓଡ଼ିଶାବାସୀ,ଉନ୍ନତି ପଥେ 😂

  • @hemasagarnaik1781
    @hemasagarnaik1781 9 месяцев назад

    ଜଗନ୍ନାଥ ସ୍ବୟଂ ନାରାୟଣ ! ତେବେ ତାଙ୍କର କିପରି ବିପଦ ।

  • @somanathmishra8538
    @somanathmishra8538 9 месяцев назад

    Khali vote rajaniti ta kale

  • @somanathmishra8538
    @somanathmishra8538 9 месяцев назад

    Boycott non hindu

  • @rajkumarseth9451
    @rajkumarseth9451 9 месяцев назад

    He Mora Priya odia bha bhauni Mane tumamananku Mora guhari a Nabin abang V K Pandian ku bhala bhabare tike dekha amankra karmaku Jagannatha odiara sarbaswa

  • @deepakkumarpanda9350
    @deepakkumarpanda9350 9 месяцев назад

    Mu eka mata apananka saha. Mahaprabhu nka safety pain sabu padakhepa neba katha. Dhanyabad Avyan👏

  • @ranjitdas5250
    @ranjitdas5250 9 месяцев назад

    ଏଥି ପାଇଁ କେନ୍ଦ୍ର ଦାଈ

  • @satyanarayanprasadnayak4505
    @satyanarayanprasadnayak4505 9 месяцев назад

    ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା କେତେ ଢିଲା ଏଇ ଘଟଣାଟି ତାହା ପ୍ରମାଣିତ କରୁଛି I ଆଶ୍ଚର୍ଯ୍ୟ ଲାଗୁଛି ବେଶ ପୋଷାକରୁ ଅଣହିନ୍ଦୁ ଭଳି ଦିଶୁଥିବା ବାଙ୍ଗଲାଦେଶୀ ପ୍ରବେଶ, ଦର୍ଶନ ଆଉ ମହାପ୍ରସାଦ ସେବନ କରି ପୁଣି ଆଣିଲେ, ଏତେ ସବୁ କାମ କଲେ କେମିତି ?

  • @achieversacademy9691
    @achieversacademy9691 8 месяцев назад

    Se darshan nuhe survey karibaku jaithile. Future attack pain survey

  • @surendrasahoo6011
    @surendrasahoo6011 9 месяцев назад +1

    The people of puri are responsible but sankaracharya is helpless no one listen his voice.

  • @santoshkumarsahoo-c1r
    @santoshkumarsahoo-c1r 9 месяцев назад

    Sir namaskar badalare jay Jaganatha kuhantu

  • @subashmishra5616
    @subashmishra5616 9 месяцев назад

    ପାଣ୍ଡୁ ଶାସନରେ ଶ୍ରୀକ୍ଷେତ୍ର ତୀର୍ଥସ୍ଥଳ ପର୍ଯ୍ୟଟନ ସ୍ଥଳୀ ଭାବରେ ସୁନ୍ଦରୀ କରଣ ହୋଇଛି ଶ୍ରୀମନ୍ଦିର ପରିସରରେ ପୋଲିସ ପ୍ରଶାସନ ନିଷ୍କ୍ରିୟ ଅଣ ଓଡ଼ିଆ ଶାସନରେ ମହାପ୍ରଭୁ ସୁରକ୍ଷିତ ନୁହଁନ୍ତି। ଜୟ ଜଗନ୍ନାଥ

  • @somanathmishra8538
    @somanathmishra8538 9 месяцев назад

    Sata Katha agyan kahile

  • @madhusmitamohanty536
    @madhusmitamohanty536 9 месяцев назад

    Ama mana katha madhya seiya, thik katha kahile sir 🙏

  • @bansidharpatra4251
    @bansidharpatra4251 9 месяцев назад

    This Iron Age/ Kaliyuga is about to be finished. So we have to face still more mishaps than before.
    Jay Jagannath swami namo namaha.... Tatehin tate rakshya kara. Maha prabhu Chhatisbatta ku jibara samaya upaneeta prayah.

  • @laxmidharnayak4191
    @laxmidharnayak4191 9 месяцев назад

    Ati sanghatik ghatana. Ahaku haluka bhabare na nei gurutwa sah prasasana karyanustan tatkshynat neba uchit. Apananka upastapana painn ases2 dhanyabad.🙏

  • @sureshakumarnayak7953
    @sureshakumarnayak7953 9 месяцев назад

    Bahut sundar, apan spatbadi tenu apanank analysis bhal lage

  • @pradiptakumarsatapathy3599
    @pradiptakumarsatapathy3599 9 месяцев назад

    ଠାକୁର ରାଜା କଣ କରୁଛନ୍ତି

  • @RG-tu4bv
    @RG-tu4bv 9 месяцев назад

    Jai jagannath, I am just new in your post,yesterday post my reply, today I came to know about your concern on the safety of Sri Mandira,which is very important and important and important, only thing sir I felt very hurt on when any one says jagannath is the wealth of Oriya ,with all my respect ,I request you to accept the universe, every single life or object is equally has the right on lord jagannath,

  • @prasantsahooprasantsahoo
    @prasantsahooprasantsahoo 9 месяцев назад

    Jay jannatha sabu odia mandirara surakshya bisayare chintakariba darakara

  • @guruprasaddas3984
    @guruprasaddas3984 9 месяцев назад

    ଆପଣ କିଛି forum ତିଆରି କରନ୍ତୁ ଯାହା ମାଧ୍ୟମରେ ସାଧାରଣ ଜନତା ତାର ସ୍ୱର ଉତୋଳନ କରିପାରିବ l ମାର୍ଗ ଦେଖାନ୍ତୁ

  • @bibhumishra9959
    @bibhumishra9959 9 месяцев назад

    What should be the role of Gajapati and Shankarachaarya on the present situation of Bada Deula and Shri Kshetra? Sir, please prepare another episode on this matter.

  • @goutammahanta6457
    @goutammahanta6457 Месяц назад

    Jay Jagannath. Actually Odisha police ku hotai nua suraksha karminku niyukti deba katha. Police nka achar byabahar abong vartalaap adou thik nuho.

  • @Sanjuktasahoo-v2y
    @Sanjuktasahoo-v2y 9 месяцев назад

    Thik Katha ya upare action naba Katha

  • @sabitamishra3732
    @sabitamishra3732 9 месяцев назад

    Selfish aame odia mane dhik aama ku

  • @batakrushnajena314
    @batakrushnajena314 9 месяцев назад +1

    Prasasan kn karuchi ???
    Gajapati chup kahinki ???
    Sarkar kn karuchi ???
    Prabhu jagannathnku kn bhabucha sabu ??? laja nahin nirlaja au sasana karani