Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Kshetrapaal of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai
Chamatkar anubhav Kariba paien pura puri bhangiba ku padiba ....kana tame prastuta ta... chamatkar sei mananka saha jeu Mane jibanare pura bhangijaethanti...
କାଳିଆ ସାଆନ୍ତ ମୋର 🙏🙏
ସତରେ ମୋ ମହାପ୍ରଭୁ ଏବଂ ମା ଲକ୍ଷ୍ମୀ ଅତ୍ୟନ୍ତ କୃପାଳୁ. ତାଂକୁ ଯିଏ ପୂର୍ଣ୍ଣ ରୂପେ ଭରସା କରିଥାଏ ସେ କେବେ ତାଙ୍କ ଭରସା ଭାଙ୍ଗନ୍ତିନି. ବେଳେବେଳେ ଏମିତି ହୁଏ ଆମେ ଯେତେବେଳେ ବିପଦର ଚରମ ସୀମାରେ ପହଂଚିଥାଉ ସେତେବେଳେ ଆମର କୋହ ଅଧିକ ବଢିଯାଇଥାଏ. ତା ସହିତ ମହାପ୍ରଭୁଙ୍କ ପ୍ରତି ବହୁତ ଅଭିମାନ ଚାଲିଆସିଥାଏ. ଶେଷରେ କିନ୍ତୁ ମୋ ମହାପ୍ରଭୁ ସବୁକିଛି ଶେଷ ହେବା ପୂର୍ବରୁ ସବୁକିଛି ସମ୍ଭାଳି ନିଅନ୍ତି. ମୋର କେବେଳ ମୋ ମହାପ୍ରଭୁଙ୍କୁ ନିକଟରେ ଏତିକି ପ୍ରାର୍ଥନା ପ୍ରଭୁ ତୁମକୁ ଆମେ ବହୁତ ଭଲପାଉ, ତୁମକୁ ହିଁ ଆମେ ଆମର ନିଜର ବୋଲି ଭାବିଥାଉ ତେଣୁ ଯାହାଟିକେ ଅସୁବିଧା ହେଲେ ତୁମକୁ ଜଣାଉ ଏବଂ କଷ୍ଟ ଟିକେ ବଢିଗଲେ ଟିକେ ଅଭିମାନ ମଧ୍ୟ କରିଦେଉ. ପ୍ରଭୁ ଆଜିପର୍ଯ୍ୟନ୍ତ ଯେତେ ବିପଦ ଆସିଛି ଆମ ଜୀବନରେ ସବୁ ବିପଦରୁ ଉଦ୍ଧାର କରିଛ. ମୋ ଅନୁଭବରୁ ଏତିକି ଶିଖିଛି ବିପଦ ଯେତେବଡ଼ ହେଉ ନା କାହିଁକି ଯଦି ଆମେ ପୂର୍ଣ୍ଣ ବିଶ୍ୱାସ ଏବଂ ଧୈର୍ଯ୍ୟ ରଖିଥିବା ତେବେ ଆମ ମହାପ୍ରଭୁ ସେଇ ବିପଦରୁ ନିଶ୍ଚୟ ଉଦ୍ଧାର କରିଥାନ୍ତି. ଏତିକି ଭଲଭାବରେ ଜାଣିଛି ମୋ ମହାପ୍ରଭୁଙ୍କୁ ଯିଏ ହୃଦୟର ସହିତ ଭଲପାଇଛି ସେ କେବେ ତାକୁ ବେସାହାରା କରନ୍ତିନି. ତାର ପ୍ରତ୍ୟେକ ଦୁଃଖ ସୁଖକୁ ନିଜର କରି ନେଇ ତାର ସମସ୍ତ ଭାର ନିଜେ ବହନ କରିଥାନ୍ତି. ମୋ ପ୍ରଭୁ ସଦା ତୁମ ଚରଣରେ ଆମ୍ଭ ମନ ରହିଥାଉ. ସଂସାରର ମଙ୍ଗଳ ହେଉ ଏବଂ ତୁମର ସଦା ମଙ୍ଗଳ ହେଉ ମୋ ମହାପ୍ରଭୁ ଏବଂ ମୋ ମାତାରାଣୀ 🙏❤️🙏🚩🚩🚩🚩🚩🙏❤️🙏
Jay jagannath
❤❤❤❤❤❤❤❤ Jay Jagannath ❤❤❤❤❤❤❤❤
ରଶ୍ମିତା ଭଉଣୀ ଆପଣ କେବେ ଏହା ଅନୁଭବ କରିଛନ୍ତି? ଅନୁଭୂତି ସାଉଁଟିଛନ୍ତି?
ଜୟ ଜଗନ୍ନାଥ
ମହାବାହୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହିଁ କେବଳ ସାହା 🙏🙏🙏🙏
Jay jagannath🎉😂🌷🌷🌷🌹🌹🌹♥️♥️♥️🙏🙏🙏
🎉🎉🎉jai jagannathswami nayanapathagami bhabatume
ସିଏ ଲୀଳା ମୟ ଠାକୁର ଅସମ୍ଭବ କୁ ସମ୍ଭବ କରି ପାରନ୍ତି ମୋ କଳା ସାଆନ୍ତେ ଜୟ ଜଗନ୍ନାଥ ⭕‼️⭕🙏🙏🏻🙏🏻
Jay jagannath
ମଣିମା ହେ ! ଏତିକି କରୁଣା ହେଉ। ତୁମ କୃପାଦୃଷ୍ଟି ସଦାସର୍ବଦା ରହିଥାଉ 🙏🙏🙏
Mahaprabhu ye dukha aau kete din mahaprabhu😢🙏
ସବୁ ସେଇ ମହାପ୍ରଭୁ ଙ୍କର ଇଛା 🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
jai
ମହାପ୍ରଭୁ କଂର କରୁଣା କୁ ପାଥେୟ କରି ଆପଣଙ୍କ ଏହି odisha 365channel ଅଗ୍ରଗତି ହେଉ,ମଣିମାଂକ ଚରଣରେ ଏତିକି ପ୍ରାର୍ଥନା, ଜୟ ଶ୍ରୀଜଗନ୍ନାଥ🙏❤🙏
ତୁମରି କୃପା ତୁମରି ଆଶୀର୍ବାଦ ତୁମରି କରୁଣା ମୋ ପରି ଧନୀ ଏ ମର୍ତ୍ତ୍ୟ ମଣ୍ଡଳେ ନାହିଁ ଯେ କେହି ତୁମ କୃପା, ଆଶୀର୍ବାଦ, କରୁଣା ପାଇ । ଜୟ ଜଗନ୍ନାଥ!
Jay mahaprabhu
আপনার video শোনার আগেই আমি like দিয়ে থাকি। কারন আপনার মুখ থেকে অনুভূতি তে জগন্নাথ কথা শুনতে খুব খুব খুব সুন্দর লাগে। জয় জগন্নাথ ⚫❗⚫
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ
🙏🏻😭⚫️‼️⚫️😭🙏🏻
🙏🏻😭😭❤️😭😭🙏🏻
ମଣିମା... ଦୁଇ ଦୁଇ ଥର ଘୋଷଯାତ୍ରାରେ ଆପଣଙ୍କୁ ଏ ଅକିଞ୍ଚନ ଆକୂଳ ନିବେଦନ କରିଥିଲା...କାହିଁ ଶୁଣୁନାହାନ୍ତି...😭😭❤️🙏🏻
Jay shree jagannath Swami 💙😊
ହେ ପ୍ରଭୁ ଲୀଳାମୟ ତୁମ ଶ୍ରୀଚରଣେ କୋଟି କୋଟି ପ୍ରଣାମ ଜଣାଉଚି ❤️❤️🙏
ସତରେ ମହାପ୍ରଭୁ ଙ୍କ ପାଈଁ ଆଜି ମୋ ଭାଇ ଅଛି ଆମ ପାଖରେ 🥺🥺🥺🥺
ଜୟ ଜୟ ମହାବାହୁ 🙏🥺🥺🥺ମଣିମା ସମସ୍ତଙ୍କୁ ଭଲ ରେ ରଖିଥାଅ 🥺🥺🥺🥺
ମଉସା ନମସ୍କାର ⚫‼️⚫ ଜୟ ଜଗନ୍ନାଥ ⚫‼️⚫
ସମସ୍ତ ଅସମ୍ଭବକୁ ଯିଏ ସମ୍ଭବ କରିପାରନ୍ତି ସେ ହେଉଛନ୍ତି ଆମ କାଳିଆ ସାଆନ୍ତ।🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ❤️🙏
ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹🌹❤️❤️❤️❤️❤️🌺🌺🌺🌺🌺🌷🌷🌷🌷🍇🍇🍇🍇🍇🍎🍎🍎🍇🍇🍎🍎🍎ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕🙏🏻🙏🏻🙏🏻🙏🏻🙏🏻
Jay maha bahu
ଜଗନ୍ନାଥଙ୍କ ଭଳି ଦେବତା ଏ ପୃଥିବୀରେ କେବଳ ଏକ , ଜୟ ଜଗନ୍ନାଥ ❤🙏♥️🙏😢।
Jay jagannath Swami Nayana path gami bhaba tume 🙏
ଏ ପୃଥିବୀ ନୁହଁ କୋଟି କୋଟି ବିଶ୍ଵ ବ୍ରହ୍ମାଣ୍ଡ ର ମାଲିକ୍ ଗୋଟିଏ ଲୋମ ତଳେ ଚୌରଶି ଲକ୍ଷ୍ୟ ଯୋନି ର ସୃଷ୍ଟି
Mo Jaga🙏🙏🙏🌷🌷🌷
ମହାପ୍ରଭୁ ତୁମ ଶ୍ରୀ ଚରଣକମଳରେ ଅନନ୍ତକୋଟି ଦଣ୍ଡବତ 🙏🙏🙏🙏
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏
ହେ ମଣିମା ତୁମେ ଅକର୍ମ କର୍ମଦାୟକ 🪔⭕❗⭕🙏
💐🙏❤️🙏💐 ସବୁ ଅସମ୍ଭବ କୁ ସମ୍ଭବ କରନ୍ତି ମହାପ୍ରଭୁ 💐🙏❤️🙏💐
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଭୁ ସମସ୍ତଙ୍କୁ ଆପଣ ଭଲରେ ରଖନ୍ତୁ ମୋର ଆପଣଙ୍କର ଶ୍ରୀଚରଣରେ ଅନନ୍ତ କୋଟି କୋଟି ପ୍ରାଥନା ପ୍ରଭୁ ଜୟ ଜଗନ୍ନାଥ
Jay shree Jagannath 🪷🪷🪷🪷🪷🪷🪷🙏🙏🙏🙏🙏🙏🙏
Jay jagannath Swami Nayana path gami bhaba tume Prabhu 🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐
ଜୟ ଜଗନ୍ନାଥ। ମୋ ପ୍ରଭୁ ପରମ ଦୟାଳୁ। ସେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ। ଆମର ପ୍ରାରବ୍ଧ ଆମକୁ ଦୁଃଖ ଦେଇଥାଏ। ପରମ କୃପାଳୁ ପ୍ରଭୁ ସମସ୍ତଙ୍କୁ ସମସ୍ତ ଦୁଃଖ ରୁ ଉଦ୍ଧାର କରିଥାନ୍ତି।
ଆପଣଙ୍କ ବାଣୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନ ପ୍ରାଣ କୁ ଏମିତି ଅଧିକ ରୁ ଅଧିକ ଜଗନ୍ନାଥମୟ କରି ଗଢିତୋଳୁ, ଏତିକି ତା ଚରଣ କମଳରେ ଏ ଅଧମର ପ୍ରାର୍ଥନା।
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ କି ଜୟ। କରୁଣାମୟ, କୃପାସାଗର, ଦୀନବନ୍ଧୁ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଭବତୁ।
ଜୟ ଜଗନ୍ନାଥ ମୋ ମହାପ୍ରଭୁ କାଳିଆ ସୁନା 🙏🥰‼️
Jai jaganatha swami nayana patha gami bhaba tume
ଜୟ ମୋ ମଣିମା ମହାବାହୁ ଙ୍କର ଜୟ ହେଉ 🙏❤️🙏...ହେ ମଣିମା ତବ ଶ୍ରୀପୟର ରେ ଟିକେ ଶରଣ ରେ ରଖ ହେ 😭😭🙏🏼
Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Kshetrapaal of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam
Jai Jai Sri Maha Ganapati
Jai Jai Maa Lalita Maha Tripurasundari
Jai Jai Maa Adi Parashakti
Jai Jai Jagat Maa Mahamaya
Jai Jai Jagat Pita Sadashiv
Jai Jai Kaalbhairav
Jai Jai Mahakaal
Jai Jai Mahakaali
Jai Jai Mahavishnu
Jai Jai Mahalakshmi
Jai Jai Brahmadev
Jai Jai Maa Mahasaraswati
Jai Mahaprabhu Nirakar Param Brahma
Jai Jai Mahaprabhu Jagannath
Maryada Purushottam Ram Teri Sada Jai Ho Bhagwan
Ram Lakshman Janki Jai Bole Mahakaal ki
Jai Jai Sri Ram
Jai Jai Sri Janki
Jai Jai Sri Krishna
Jai Jai Sri Radhe
Jai Jai Sri Kalki
Jai Jai Sri Vaishno
Jai Jai Sri Balabhadra
Jai Jai Bharat
Jai Jai Hind
Bharat Maa ki Jai
ଜାଗାରେ ତୁ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ କରୁ। ମୋ ଜୀବନ ସଂସାରରେ ତୁ ଅସମ୍ଭବ ସମ୍ଭବ କରି ଦେ । ଏତିକି ତତେ ବିନତି ।⭕‼️⭕🙏🙏🙏🙏🙏🙏🙏🙏🙏
Sir tanka ama ghara pakhare mu swachakshu re dekhichi se Lila Jai jagannath 🙏🙏🙏
Jay Jagannath Jay Jagannath Jay Jagannath 🙏🙏🙏
Sabu tumari echha Mahaprabhu😭😭😭
ଚମତ୍କାର ଶୁଣିଛି ପ୍ରଭୁ କେବେ ଅନୁଭବ କରିନି।
Visuas varasa vaba vakiti kala paiba
Actually apanka upare tankar blessings rahichhi
Chamatkar anubhav Kariba paien pura puri bhangiba ku padiba ....kana tame prastuta ta... chamatkar sei mananka saha jeu Mane jibanare pura bhangijaethanti...
Jai jagannath mahaprabhu 🙏🙏🙏
Om Jay shree Jagannath Swami Nayana Patha gami bhaba Tume 🙏🙏🙏🙏
Jai shri jagannath... Jai shri jagannath.... Jai shri jagannath🙏🙏🙏🙏
Jay jagantha Jay jagantha Jay jagantha ❤❤❤
ମୁଁ ମଧ୍ୟ ମହା ବାହୁ ଙ୍କ ଚାମତ୍କାର କୁ ଅନୁଭବ କରିଛି।🙏🏽 ଜୟ ଜଗନ୍ନାଥ
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ⚫❗⚫🙏🙏🙏🙏🙏🙏🙏🙏
Jay Jagannath Swami 🙏🙏🙏🙏🙏🙏🙏🙏🙏🌹
Radhe radhe thakur ji 🙏🙏♥️🙏🙏
Bapa tumari kathhamrut sunutthibi moar pranpakhi udijaau aetiki hatpaati bhikhya maguchhi abhaypaadpadmre🙏
Janmjanmantar tumari mahaprasad paaibaru kebe banchit karibani bapa tumaku moar raan rahila🙏
Jay Jay Shree Jagannath Mahaprabhu 🙏🙏🙏🙏🙏
ସବୁ ପ୍ରଭୁ ତୁମରି ଦୟା 🙏 ହେ ଦୟାମୟ କୃପା ରଖିଥା 🙏
Jay Jay shree Jagannath 🙏🏻🙏🏻🙏🏻🙏🏻
Pranam Sir 🙏🏻
Jai shri jagannath swami❤❤❤❤❤
MO Mahaprabhu Shree Jagannath⭕❗⭕❤🙏❤🙏❤🙏
Y shreejagannath baba🙏🙏🙏 pranama sir
Jai jagannath Jai jagannath Jai jagannath..🙏🏼🙏🏼🙏🏼
Jay Jagannath Jay anata Jay ho 🙏🙏🚩
🙏🙏🙏🙏
Jay Shree Jagannath🙏🙏🙏🙏🙏 🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴
JAY JAGANNATH SWAMI NAYAN PATH GAMI BHABA TUME 🪔🪷🪷🪷🪷🙏🏻🙏🏻🙏🏻🙏🏻
Jay jaganatha ❤❤❤
Jai Jai Shree Shree Jagannatha Mahaprabhu..
Jai jagannath 🙏🙏🙏
Jay Shri mahaprabhu jagannath 🙏❤️
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ❤🙏❤
Joy joy Jagannath Mohaprabhu 🙏🙏🙏
Daya kara Mahaprabhu 🙏🙏🪔
Maha prabhunka kathha n kahiba bhala karana se para bhaba bikala thhakura ..,.........
Jaya Sree Jagannatha Swami Jaya Bhaba Binodiya Bhakta Baschala Hari Bhakta Lagi Abatara Dashamuratidhari Sakti Sir Antarara Sahita Pranam Karuchi
ଜୟ ଜଗନ୍ନାଥ🙏🙏
Jay jay shree Ram Krishna Jagannath swami Nayan patha gami vabatu me 🙏🌹🙏🌹🙏🌹🙏
Jay Mo Mahaprabhu Jagannath.Rakshya Kara he krupamaya.
Mo mahaprabhu ❤❤❤
Jay jagannath🙏🙏🙏
Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏....
Mo mahaprabhu charane saran Jay sri jagannath swami 🙏
Jay Jagannath swami Nayan patha Gami bhaba tume ⭕‼️⭕🙏🙏🙏
Jay shree jaganath 🙏 a
Jay Badathakura tumehin saha ❤❤
Jai Jai Sri Jagannath ❤
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏❤️❤️❤️❤️🌹🌹💐💐💐💐💐 ହଟିୟା ଠାକୁର
Jay jagannath Swami Nayan Pathagami Bhaba tume 🙏
JAYA JAGANATH, JAYA JAGANATH, JAYA JAGANATH.
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
Jay Jagannath swami nayana pathagami bhabatume ❤🌹🙏🌹❤️
ଜୟ ଶ୍ରୀ ଜଗନ୍ନାଥ ❤ଜୟ ଶ୍ରୀ ଜଗନ୍ନାଥ ❤ଜୟ ଶ୍ରୀ ଜଗନ୍ନାଥ ❤❤❤
Jay Guru Jay Jagannath
Jay Prabhu Sri Jagannath 🙏
Jay Jagannath Jay Jagannath Jay Jagannath
Mo prabhu
Prabhu Jagannath,mo prati krupaa
kara,mo sarira bahuta asustha
JAY JAGANNATH🙏❤🙏❤🙏🙏🙏
jay jagananth swami , nayanapatha gami bhava tume
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏
🙏🙏🌹ପ୍ରଣାମ. ଜୟଜଗନ୍ନାଥ
🙏🙏ଜୟ ଜଗନ୍ନାଥ ସ୍ବାମୀ ଭଭତୁମେ ଏ ରାମଂକଟୀ କଟୀ ପ୍ରନାମଂ
Jaijaganatha jaijaganatha jaimahaprabhu
Jay Shree Jagannath 👏 🙌
❤❤❤❤
ଜୀବନ୍ତ ଠାକୁର ମହାପ୍ରଭୁ ଜଗନ୍ନାଥ🙏🙏
Jay jagnnath