ଅଙ୍କିତାଙ୍କ ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ଭାଇ ! କହିଲେ ମିଛ ପଛର ଅସଲ ଗୁମର || Bharatpur police station
HTML-код
- Опубликовано: 10 ноя 2024
- We covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
LIKE | COMMENT | SHARE | SUBSCRIBE
Subscribe to Odisha Prabhab : / @odishaprabhab
Like us on Facebook : / odishaprabhabofficial
Follow us on Twitter : / odishaprabhab
Follow us on Instagram : / odisha_prabhab
WhatsApp : 9827763109
👉 SUBSCRIBE For UNLIMITED ENTERTAINMENT!
🔔 Get alerts when we release any new video. TURN ON THE BELL ICON on the channel ! 🔔 ko
© Odishaprabhabofficial@gmail.com
#cancerjourney #odishaprabhab
* ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
Right Bhai🙏🙏🙏 Army family Support 💪🙏🙏🙏
ruclips.net/video/qxcvaAPVgu4/видео.htmlsi=t5Kz6uoXa7hoRZ_A
ଯେଉଁ fakefenism ପଛରେ ଧାଇଁଛ...... ମହିଳା ସବୁବେଳେ ଠିକ, ସେମାନେ ଶାନ୍ତ ସରଳ, କେବେବି ଭୁଲ କରିପାରିବେନି ଏଇ ଚିନ୍ତାଧାରା ନେଇ ବଂଚୁଛ....... ସମୟକୁ ଅପେକ୍ଷା କର ଯେତେବେଳେ ଏହି ଭଳି ଉଦ୍ଧତ ଝିଅମାନେ ତୁମ ସହ ଵା ତୁମ ବାପା ଭାଇ ଙ୍କ ସହ ଏହିଭଳି କାଣ୍ଡ କରି... ମିଛ ନାଟକ କରିବେ ସେତେବେଳେ ତୁମେ ଠିକ ଜାଣିପାରିବେ...... 🤣
Aekdam right katha
ଠିକ୍ କଥା
ଆଉ ଯୋଉ ପୋଲିସ କୁ support କରୁଛ,,ସେଇ ପୋଲିସ ଯେବେ ତମ ମା, ବାପା,ଭଉଣୀ,ଝିଅ କୁ ଅତ୍ୟାଚାର କରିବ,ତେବେ ଜାଣିବ ।
Tu balo to bhouni sohito amiti ghotona hele kon kotibu.. police sobu choro jako.
Right bhai 👌
You are right ଭାଇ ସେ ମାଗିହା ମାନଂକୁ ଚାକିରୀ ରୁ ବହିଷ୍କାର କରାଯାଉ ଓ ଜେଲ ପଠାଯାଉ
Aba magiha tu chakiri Kari bu magiha
ruclips.net/video/qxcvaAPVgu4/видео.htmlsi=t5Kz6uoXa7hoRZ_A
Right Katha bhai
Bhai ur right brother and good question
ଜନ ସାଧାରଣ ଯାହା ବି କରନ୍ତୁ ନା କାହିଁକି police ର କାମ ସୁରକ୍ଷା ଦେବା ନ୍ୟାୟ ଦେବା, ଲାଗୁଛି police ସବୁ ପଶୁ ସାଜିଲେନି
ruclips.net/video/qxcvaAPVgu4/видео.htmlsi=t5Kz6uoXa7hoRZ_A
ସେହି ଭରତପୁର ଥାନାର ଦଵଙ୍ଗ IIC ଦୀନକୃଷ୍ଣ ଏବଂ ସେହି ଘଟଣା ରେ ସମ୍ପୃକ୍ତ ସମସ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
💯💯👍🙏
Very right bhai
Bhai super ❤❤ love 💕 you bhai
Bahut bahut dhanyawad Bhai, your opinion on Odisha police is absolutely correct.🙏🙏🙏
Best part is major Saab ka .no reaction before and after😢
Right. Bhai. Ask.
Ur good
ମୁଁ ବୁଢ଼ା ଲୋକ, ମୋତେ ଗୋଟେ ମଦୁଆ ମାରିଲା, ସାହସ କରି ତା ଫଟୋ ଉଠାଇ ୧୬/୦୬/୨୪ ଦିନ ଥାନାରେ ଦେଇଥିଲି, ମୋତେ କହିଥିଲେ ପାଟ୍ରୋଲିଂ ଭ୍ୟାନ୍ ତାକୁ ଖୋଜିବ ବୋଲି, ଆଜିଯାଏଁ ତାକୁ ଖୋଜୁଛନ୍ତି।
😂
🤣🤣🤣🤣🤣🤣🤣
ସେତେବେଳେ ଅନ୍ୟ ସରକାର ଥିଲା । ପୁଲିସବାଲାଙ୍କର ଭାରି ଖାତିର ଥିଲା ।
ଯେଉଁଠି ଭାବି ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ୍ ସାବାଡ କରିଦେଉଥିଲା । ଇଂରେଜ ଶାସନ ଚାଲିଥିଲା ସେତେବେଳେ ରାଜ୍ୟ ଖୁସିରେ ଚାଲିଚି ବୋଲି, ଅଭ୍ୟାସ ଗତ ଭାବେ ମଦୁଆ ମାନଙ୍କ ସ୍ଵର ଶୁଭୁଥିଲା, ସେଇ ସ୍ଵରଟା ଏବେବି ଶୁଭୁଚି ।
@@bijaymohanty2248 ମତାମତ ପାଇଁ ଧନ୍ୟବାଦ ଆଜ୍ଞା, କିନ୍ତୁ ମନେହୁଏ ଏ ସରକାର ସ୍ଵାଧୀନ ଭାବରେ କାମକରୁନାହିଁ, ଗୁମାସ୍ତା ଦିଲ୍ଲୀ ମାଧ୍ୟମରେ ଏ ସରକାରକୁ ନିଜ ନିୟନ୍ତ୍ରଣରେ ରଖିଲା ପରି ମନେହୁଏ। ସାଧାରଣ ଲୋକେ ସରକାର ବଦଳିଥିବାର କିଛି ଅନୁଭବ କରୁନାହାନ୍ତି।
I like it Bhai
ଆମ ଓଡ଼ିଶା ରେ ନୁଆ କଥା ନୁହେଁ ଦେଖ ଆଗକୁ ସେଇ7ଜଣ ଫସେଇଵେ ମେଜରକୁ ଓ ତା ଵାନ୍ଦଵିକୁ
Bhai right answer
You are right 🙏🙏🙏🙏🙏🙏
Salute you brother, you are telling the truth
Super bro ଆପଣଙ୍କ ସହିତ ଟକ୍କର ସତ କଥା ରେ
You are right bro
Right brother jai jawan jai jawan jai kisan.
Absolutely ryt❤
Absolutely right brother
Right bhai ❤
Tnks bro❤❤❤❤❤🎉
100%Correct
ଭାଇ ତୋମ କଥା ରେ ଦମ୍ ଅଛି
ଧନ୍ୟବାଦ ଭାଇ
ମୋର ଅନୁରୋଧ ଓଡ଼ିଶାବାସୀ ମାନଙ୍କୁ ଓଡିଶା ପୋଲିସ ମାନଙ୍କୁ ମୋଟେ ବିଶ୍ୱାସ କରନ୍ତୁ ନାହିଁ
You are Right Brother
The young man is realy dare and real
ଠିକ୍ କଥା ଭାଇ। ଜଣେ ମଦ ପିଇଛି ବୋଲି ଜଣେ ଥାନା ଅଧିକାରୀ ଥାନାରେ ଲଙ୍ଗଳା ହେଇ ରେପ୍ କରିବାକୁ ଚେଷ୍ଟା କରିବ। କିନ୍ତୁ ଯୁବତୀ ମଦ ପିଇଥିଲେ ବି ସେ କାହାକୁ ନିବିସ୍ତ୍ର କରି ରେପ୍ କରିବାକୁ ଚେଷ୍ଟା କରିଥିଲେ କି?। ଥାନାରେ ଜଣେ ladies କୁ ନିବସ୍ତ୍ର କରି ମୁକ୍କା ମାରି ରେପ୍ କରିବାକୁ ଚେଷ୍ଟା କରିବା କେତେ ସେ ଆଇଆଇସି ଠିକ୍ କରୁଛନ୍ତି କିଏ କହିପାରିବେ କି? । ସେ ଥାନା ନା ରେପ୍ ଖାନା ? ଏଠି ଯାହା ଜଣା ପଡୁଛି, ପୀଡ଼ିତାଙ୍କ କଷ୍ଟ ଓ ଯନ୍ତ୍ରଣା ହିଁ ପ୍ରମାଣିତ କରୁଛି କଣ କିଏ ସତ ଓ ମିଛ। ସେ କାହାଣୀ କହୁଛି ନା ନିଜର ଅନ୍ତ ସ୍ଵରର ବେଦନା କହୁଛି । ବହୁତ୍ କଷ୍ଟ ଲାଗୁଛି। ଆଉ ଏସବୁ ଶୁଣିବା ବି ବହୁତ୍ କଷ୍ଟ।
I salute this man , he is speaking the truth
Hundred percent correct...very nicely described the ugly picture of Odisha police administration, Thank you brother 100 times.
❤❤❤❤ very good Bai 👌👌👌👌👌
Thik katha bhai . very good
💯 Right decision 👌
Absolutely Bhai thik kahichanty apana
ଏଇ କଥା ଟି, ପୁରା perfect, se police balanku ବିହିଷ୍କର କରଯାଉ
Right 👍
Super super Bhai
Correct bhai
Bharatpur police station re CCTV agaru thila police ghatana pare kadhi deichi. Michha kuhajauchi...
Thiki katha bhai
ହେଲେ ଗୋଟେ କଥା ବୁଝି ହଉନି, ମେଡିକାଲ ଟେଷ୍ଟ ପୂର୍ବରୁ ଫିଟ ଥିବାବେଳେ ବାହାରିଲା ବେଳେ ଗୁରୁତର।
ଲାଗୁଛି doctor ବୋଧେ ସେ ଝିଅକୁ ପିଟିଛନ୍ତି 🫢🤣😛
Medical ru bahariba vdo kuade gala .jhio karithiba vdo kuade gala
V nice
Ankita brother is fully right.
Nisare thile boli janiparunathila na hata bhangichi boli 😂😂😂😅😅😅
Perfect inquiry heu.....
ruclips.net/video/qxcvaAPVgu4/видео.htmlsi=t5Kz6uoXa7hoRZ_A
Right bro❤❤
Bhai right kahile
Judiciary enquiry ହେବାକୁ ଡରୁ ଛନ୍ତି କାହିଁ କି,ସତ କଥା ପଦାକୁ ଆସି ପାରନ୍ତା ।
ruclips.net/video/qxcvaAPVgu4/видео.htmlsi=t5Kz6uoXa7hoRZ_A
Good comments
Right bhai
Both are brothers noneedto aggravate the issue Both must co operate to have amicable settlement
Right
Correct katha kahicha
Bhai ebe dekhantu bharatpur police station re CCTV kadhi sidhi tale rakha jaichi. Crime branch investigation bhul deichi.....
Bahut badhia katha kahichanti bhai
Police ମିଛ case ରେ ବହୁତ୍ ପରିବାର ଛାର ଖାର କରିଛି । police କୁ ଦରକାର ସେଇଆ....
Good
ବାଳ ପୋଲିସ ହିଁ ଦୋଷୀ ସେ ଆଇଆଇସି ର ଚରିତ୍ର ଆରମ୍ଭ ରୁ ନଷ୍ଟ। ଆଉ ରହିଲା ସେ ଝିଅ ମଦ ପିଇ ଉତ୍ପାତ ହେବା ସେଟା ତା personal କଥା ସେ ମଦ ପିଇ କାହାର ରେପ କରିନି କିନ୍ତୁ ପୋଲିସ କୋଉ ନିଶାରେ ତାର ପ୍ରାଇଭେଟ୍ ପର୍ଟ କୁ ଗୋଇଠା ମାରିଲା ନିଜ ପ୍ୟାଣ୍ଟ୍ ଖୋଲି କଣ ଦେଖାଉଥିଲା? ତା ଭାଗ୍ୟ ଭଲ ସେ ଜାଗାରେ ସେ ଯୁବତୀ ଥିଲା ଯଦି ମୋ ଆଇ ଥାଆନ୍ତା ସିଧା ପନିକି ରେ ଚୋଟ ପକାଇଦେଇଥାନ୍ତା।
Right bro
Right Bhai 👍👍👍😍
ଭାଇ ମେଡିକାଲ୍ କୁ ଗଲା ବେଳେ ହାତ,ବେକ,ଭଲ ଥିଲା ଆଉ ମେଡିକାଲ୍ ଭିତରକୁ ଗଲାପରେ ବେକ ,ହାତ,ଭାଙ୍ଗି ଗଲା । ଠିକ୍ ରେ ତଦନ୍ତ କରାଯାଉ ଦୋଷୀ ଙ୍କ ଉପରେ କଳା କାର୍ଯ୍ୟନୁଷ୍ଟାନ କରାଯାଉ ସେ ଝିଅର ସତରେ ବେକ,ହାତ,ଭାଙ୍ଗିଛି ନା,ସବୁ ଅଭିନୟ ।ଆଗକୁ କଣ,ସବୁ hauchi dekhi baku baki ସେ ଝିଅର
Hata goda bhangiba ta medical xray pare jana pade..... Kete % fracture haichi...
Ur right bro
Very good quistion brother
Bhai Sundar kathata kahicha
ଠିକ୍ କହୁଛ ଭାଇ, ଏ ଶଳା ପୋଲିସ ମାନଂକୁ ନୀହାତି ବହିସ୍କାର କରିବାକଥା।
ହଁ ଝିଅର, 50,,ମିଛ କିଂତୁ ପୁଲିସି ଵାଲାଙ୍କ 💯ମିଛ
Sabu mula ra nata mada
ଏଣିକି ଥାନାକୁ କେହି ମହିଳା ଯିବେନି । ଭୟ କରିବେ। ଜଣେ ଆର୍ମି ଅଫିସର ଜଣେ ଲୱେର ସହ ପୋଲିସ ଏମିତି କରିପାରୁଛି ମାନେ ବୋଧେ ସେ ଥାନାରେ ଏହା ପୂର୍ବରୁ ବହୁତ୍ କିଛି ହୋଇଥିବ। ଯାହାର ପ୍ରମାଣ ବି ନଥିବ।
Thik
ଆରେ ଭାଇ ରାଜ୍ୟପାଳ ପୁଅ ଓଡ଼ିଆ ଅଧିକାରୀ ଙ୍କୁ ଅତ୍ୟାଚାର ଦେବା ବିଷୟରେ ଟିକେ କୁହ। ଓଡ଼ିଆ ଅସ୍ମିତା ବିଷୟରେ କୁହ
Bhai bahat acha kahile
👍👍👍👍
These police is trying to blame that girl.. Ankita ke mobile police ne chura liya....? sachi pata chalta isliye...
Cybercell deleted video ko bhi recover kar sakta he ye baat police achhi tarha se janta he wait karo
ଓଡ଼ିଆ ଲେଖି ଆସେ?
Bhai dhanya bada
Sweet😢bat
Jay Jay Jay
right 🙏👍
ଟାଉଟର ମାନଙ୍କ ପାଇଁ ଓଡିଶା ବେଶୀ ବଦନାମ ହେଉଛି l
Bhai good you are right
ଠିକ୍ କଥା କହିଲେ ଭାଈ ତା family ଲୋକ ଙ୍କୁ ନ ଜଣା ଇ କି ତାକୁ ମାଡ଼ ମାରି iic ଯୌନା ଙ୍ଗ ଦେଖାଉଛି କେତେ ନେବୁ କହ 😂
Iic kn pagala thana re ae sabu kariba?? Se jhia miccha kahuchi sabu ..Mari thae paranti ..kintu amiti bhul karibeni .. se nija faeda pain sexual angle ru allegations lagauchi ...
ପ୍ରମାଣ ତମ ପାଖରେ ଯଦି ଅଛି ଦିଅ।ଆଉ ଯଦି ପ୍ରମାଣ ନାହିଁ ତେବେ ତମେ ବି ଟିକେ ପ୍ରମାଣ ଯୋଗାଡ଼ କର। ଆହୁରି ହାଇଲାଇଟ ହେବ ତମେ। ହଁ ମେଡିକାଲ ରେ ବୁଲିବ ଯେ କିନ୍ତୁ ହାତ ଭାଙ୍ଗିବା ପରେ ମେଡିକାଲ ଏମିତି କେହି ବୁଲି ପାରି ବେନି।ବେକ ଭାଙ୍ଗି ଯାଇଛି ଯଦି ଏତେ ଫ୍ରି ରେ କେମିତି ବେକ ବୁଲେଇ ହେଉଚି।ତମେ ଯେମିତି 8 ଦିନ ହେଲା ଶୋଇଥିଲ।ସେ ଭିଡିଓ ମଧ୍ୟ ଆଠ ଦିନ ହେଲା ସୋଇଥିଲା।
Right bhi
Right kahuchanti bhai 🎉🎉🎉🎉🎉🎉🙏🙏🙏🙏🙏
You are right bhai .
Very goods boy
ଠିକ୍ କଥା ଭାଇ ଏଥିପାଇଁ ନବିନୀବାବୁ ଦାଇ କାହିଁକି ନା ସବୁ ପୋଲିସ ବାବୁଙ୍କୁ ନବିନୀବାବୁ ଶାହାସ ଦେଇଛନ୍ତି
Bhai right kahucha
ଆମ ଭଉଣୀ କି ଝିଅ କୁ ରାତି ଦୁଇଟାରେ ସେ ଜଙ୍ଗଲ ରାସ୍ତାରେ ଆମେ ଛାଡ଼ିବା କି। ହାତୀ ମଦୁଆ ଭୟ ଆମର ନିଶୟ ଅଛି।
Bhai nkara khali gote katha au tame kahuna tame kahuna😅😂😂
ପୋଲିସ ଟାଉଟର ଓ ବଦମାସ୍
😮😮😮😮
👌👌👌👌👌👌👌
Right katha kahucha bhai
ପରମ ଟାଉଟର ଙ୍କ ଭଳି କହୁଚ ତୁମେ l ନିଜେ ଆଗ ଠିକ ହୁଅ l
ରାତି ରେ ମଦ ଖାଇ ପୁଅ ପିଲା ବଳି ବୁଲୁଛି ପୋଲିସ ଯାହା କରିଛି ଠିକ କରିଛି