ଆପଣ ଭକ୍ତ କି ? ଭିଡ଼ିଓ ଦେଖି ନିଜକୁ ପରଖନ୍ତୁ | Jagannath Mahima | Dr. Ashutosh Prasad Mishra | Bhakta

Поделиться
HTML-код
  • Опубликовано: 29 сен 2024
  • How to know who is a devotee of god ?
    KALI YUGARE BHAKTA KIE ?
    ----------
    ଭକ୍ତ କିଏ କେମିତି ଜାଣିବା ?
    ଭକ୍ତର ଲକ୍ଷଣ କଣ ? ଭିଡ଼ିଓ ଦେଖି ନିଜକୁ ପରଖନ୍ତୁ |
    କେମିତି ଜାଣିବା ଭକ୍ତ କିଏ ?
    ନିର୍ଭୟତା - ନିର୍ଦ୍ବନ୍ଦତା - ନିଶ୍ଚିତତା
    ------------
    Dr. Ashutosh Prasad Mishra
    Jagannath Mahima
    Odisha 365
    Devotee of God
    #devotee #drashutoshprasadmishra #jagannathmahima #odisha365 #jagannath #devoteeofgod

Комментарии • 354

  • @prasantapattanaik862
    @prasantapattanaik862 Год назад +36

    ଶୁଣିବାକୁ ଖୁବ୍ ଭଲ ଲାଗୁଛି ହେଲେ କୋଟିପତି କହେ ସବୁ ପ୍ରଭୁଙ୍କ ଦୟା ଆଉ ଦିନକୁ ଶହେ ଟଙ୍କା ରୋଜଗାର କରୁଥିବା ଦୁଃଖୀ କହେ ସବୁ ପ୍ରଭୁଙ୍କ ଦୟା

  • @tarinisenmohapatra1293
    @tarinisenmohapatra1293 Год назад

    Jay Jagannath Mo Mahaprabhu Nkara Jay Hau Mo Kalia Samanta

  • @unknown-ms4jx
    @unknown-ms4jx 11 месяцев назад +1

    Jai jagannath 💕❤️🙏🏻🙌

  • @GAMINGGUY4905-g1w
    @GAMINGGUY4905-g1w Год назад +1

    Jay Jaghannth 🙏🙏🙏

  • @bijayapanda1625
    @bijayapanda1625 Год назад +1

    Jai Jai Shree Jagannath 🙏🕉️❤️

  • @nabinkishoredas1627
    @nabinkishoredas1627 Год назад

    Jay Jagannath Mohaprabhu 🙏

  • @nandinibehera5966
    @nandinibehera5966 11 месяцев назад

    Jay Jagannath

  • @prabhatguin3062
    @prabhatguin3062 Год назад

    Jay Jagannath 🙏🙏

  • @amulyakumarbiswal2917
    @amulyakumarbiswal2917 11 месяцев назад

    Jay shree madhaba 🙏🏻

  • @rajlaxmipatro4370
    @rajlaxmipatro4370 Год назад

    Whoa speechless

  • @subhrajitswain8904
    @subhrajitswain8904 Год назад +24

    🙏ଶ୍ରୀ ଗୁରୁଜୀ ଡ଼ା. ଆଶୁତୋଷ ପ୍ରସାଦ ମିଶ୍ର ଆପଣ ଙ୍କୁ ଭଗବାନ ଶ୍ରୀ ମଣିମା ମହାବାହୁ ଜଗନ୍ନାଥ ସ୍ୱୟଂ ପଠେଇଛନ୍ତି ଆମ ମାନଙ୍କୁ ଏହି ସୁନ୍ଦର ଉପଦେଶ ବାର୍ତ୍ତା ଦବା ପାଇଁ,ବିଶ୍ୱାସ କରିବେ ହେ ଗୁରୁବର ଖୁସି ର ଲହରୀ ଖେଳି ଯାଉଚି ହୃଦୟ ଭିତରେ ଆଉ ଆଖି ର ଲୁହ ଢେଉ ହେଇ ଆସି ଯାଉଚି ଆପଣ ଙ୍କୁ ଦେଖିଲା ପରେ ଆପଣ ଙ୍କ ଶ୍ରୀ କଣ୍ଠ ରୁ ଏ ସବୁ ବାଣୀ ଶ୍ରବଣ ପରେ , ଆଉ ଜାଣିବାକୁ ଇଚ୍ଛା ହଉଛି ସେ ମହାନ ସନ୍ଥ ଶ୍ରୀ ବ୍ରଜ ବଲ୍ଲଭ ଦାସ ଙ୍କ ଜୀବନୀ ବିଷୟ ରେ.. ଜୟ ଜଗନ୍ନାଥ ଜୟ ବିଶ୍ୱମୋହନ 🙏

  • @debashishsahoo6248
    @debashishsahoo6248 Год назад +9

    ହେ ମଣିମା ଆପଣଙ୍କ ଦୟା ହେଲେ Dr.mishra sir nka ମୁହଁ ରୁ ସନ୍ଥ ବ୍ରଜ ବଲ୍ଲଭ ଦାସଙ୍କ ବିଷୟରେ ଶୁଣିପାରିବୁ ...ଜୟ ଶ୍ରୀ ଜଗନ୍ନାଥ❤❤

  • @adityanarayanpradhan9098
    @adityanarayanpradhan9098 Год назад +43

    ହେ ବାସୁଦେବ ହେ ନାରାୟଣ ହେ କେଶବ ହେ ମୁରାରି ହେ ମାଧବ ହେ ଗୋବିନ୍ଦ ହେ ଦାମୋଦର ହେ ମଧୁସୂଦନ ହେ ଜଗନ୍ନାଥ ହେ କୃଷ୍ଣ ହେ ଗୋପିନାଥ ହେ ଲୋକନାଥ ହେ ବଡ଼ ଠାକୁର ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନକୁ ମୋର କୋଟି କୋଟି ନମସ୍କାର

  • @ghanasyamnimalu1193
    @ghanasyamnimalu1193 Год назад +6

    ଆଷୁତେ।ଶ ସାର୍ ଆପଣଙ୍କ କହିବା ଶୈଳୀ ଭାରି ମନଛୂଆ ଲାଗୁଛି ଧନ୍ଯବାଦ ସାର୍ ଜୟ ଜଗନ୍ନାଥ ।

  • @agneyasahoo8697
    @agneyasahoo8697 Год назад +7

    ⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @Bhakti-Gitanjali
    @Bhakti-Gitanjali Год назад +5

    ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 👏👏👏।

  • @bkbarik2322
    @bkbarik2322 Год назад +14

    ଜୟ ମହାପ୍ରଭୁ🙏🙏
    ସବୁ ତାଙ୍କରି ଇଛା ସିଏ ଚାହିଁଲେ ପୁରା କରିବେ ଭକ୍ତ ମନୋବାଞ୍ଛା।👏👏

    • @ManojMuduli-g5f
      @ManojMuduli-g5f Год назад

      ହରେକୃଷ୍ଣ ହରେକୃଷ୍ଣ ଜୟ ଜଗନ୍ନାଥ 🙏

  • @jayjagannath2456
    @jayjagannath2456 Год назад +1

    ନିଜକୁ କେବେ ମୋ ମହାପ୍ରଭୁଙ୍କ ଭକ୍ତ ବୋଲି କାହାକୁ କହିନି ଏବଂ ଆପଣ ଯେଉଁ ଭକ୍ତଙ୍କ ଲକ୍ଷଣ ସବୁ କହିଛନ୍ତି, ସେ ଲକ୍ଷଣ ମୋ ଠାରେ ଦୁର ଦୁର ପର୍ଯନ୍ତ ଦେଖାଯାଏ ନାହିଁ। ତେଣୁ ମୋ ମହାପ୍ରଭୁ କହିବେ ଏ ତୁଚ୍ଛ କଣ ।।।।।।।।।। ଜୟ ଶ୍ରୀଜଗନ୍ନାଥ ।।।।।।

  • @suchismitasahoo2433
    @suchismitasahoo2433 Год назад +2

    ମହାପ୍ରଭୁଙ୍କ ମହିମା ଅପାର ସେ ଚାହିଁଲେ ସବୁ ସୁନ୍ଦର🙏

  • @prakasinidas8188
    @prakasinidas8188 Год назад +2

    ହେ ମଣିମା ମହାବାହୁ 🙏💗🙏💗🙏

  • @divyajotiudya6141
    @divyajotiudya6141 Год назад +3

    ମଣିମା ଅଧମକୁ ଚରଣରେ ସରଣ ମିଳୁ 🙏🙏🙏🙏😭😭😭😭

  • @biswadarsi999
    @biswadarsi999 Год назад +1

    ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ। ବହୁତ ଉପାଦେୟ ବିଷୟ।

  • @jayjagannathbhajan5819
    @jayjagannathbhajan5819 Год назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ,

  • @skrushnareddy6796
    @skrushnareddy6796 11 месяцев назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଜୟ ଶ୍ରୀ ଜଗତ ଗୁରୁ ଗୋବିନ୍ଦ ନମଃ
    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

  • @jayjagannathjayjagannath7121
    @jayjagannathjayjagannath7121 Год назад +3

    ମଣିମା ଙ୍କର ଜୟ ହେଉ 🙏🏻

  • @kalayamuna8742
    @kalayamuna8742 Год назад +1

    ସତରେ କେତେ ଵଡ କଥାଟି କହିଲେ ଧନ୍ୟବାଦ sir

  • @kabitaswain1635
    @kabitaswain1635 Год назад +4

    Jay jagannath swami ki jay ho

  • @manaskumarmaharana24
    @manaskumarmaharana24 Год назад +3

    ଓଃ ମୋ ମଣିମା..... 😭😭🙏

  • @akashbarik8387
    @akashbarik8387 Год назад +1

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @deepakkumardeepak1671
    @deepakkumardeepak1671 Год назад +5

    ଜୟ ବଡ଼ ସାଆନ୍ତ 🚩🚩🚩🙏🙏🙏

  • @satyanarayansahani1137
    @satyanarayansahani1137 Год назад +2

    Jay shree Jagannath 🙏🏿

  • @rasmitamaharathy6734
    @rasmitamaharathy6734 Год назад +7

    ଜୟ ହୋ ମହାପ୍ରଭୁ ଜୟ ହୋ 🙏❤️🙏❤️🙏❤️ସବୁ ତୁମରି କୃପା ❤️🙏❤️🙏❤️🙏

  • @nirupamadash8482
    @nirupamadash8482 Год назад +1

    ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷ ମାମ
    ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତ୍ରାହି ମାମ

  • @asitrout7659
    @asitrout7659 Год назад +2

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @nishikantapal6930
    @nishikantapal6930 Год назад +1

    Prabhu jagatpati tuma Sripayarare a adhamara anantakoti pranam anantakoti pranam 🙏❤️🙏❤️🙏❤️🙏❤️🙏❤️🙏❤️🙏

  • @pujasahoo7038
    @pujasahoo7038 Год назад +1

    Sir pranam ❤️❤️🙏🙏💗💗 mo Kalia suna❤️❤️❤️❤️❤️❤️💗💗💗💗💗💗💗💗💗💐💐💐💐💐🙏🙏🙏🙏🙏🙏🙏🙏🙏

  • @girishchandradehurydehury6131
    @girishchandradehurydehury6131 Год назад +3

    ଜୟ ଜଗନ୍ନାଥ ମହାପ୍ରଭୁ ଙ୍କ ଲୀଳା ଶୁଣି ଧନ୍ୟ ହେଇଯାଇଛି ଏ ମନ ।

  • @FunnyVideos-td1ug
    @FunnyVideos-td1ug Год назад +2

    Jaya Jagannath......🙏🙏🙏🙏🙏🙏🙏

  • @matruashishpatra3550
    @matruashishpatra3550 Год назад +3

    🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏Guruji 🙏🙏🙏

  • @saumyashreepattanaik5751
    @saumyashreepattanaik5751 Год назад +3

    Jay Jagannath 🙏

  • @manjulatakandimanjulatakan5779
    @manjulatakandimanjulatakan5779 Год назад +2

    🙏🌹🌹🌹

  • @ashokashe9542
    @ashokashe9542 Год назад +2

    ମଣିମା ଙ୍କର ଜୟ ହେଉ 🙌

  • @kuljitreenku3853
    @kuljitreenku3853 Год назад +3

    Jay Jagannath

  • @SwatiSucharita-w1m
    @SwatiSucharita-w1m Год назад +2

    Santha mohatma nku koti juhar 🙏🙏🙏❤️♥️

  • @rajeshmohanty5735
    @rajeshmohanty5735 Год назад +3

    Jay jagannath 🙏

  • @mahendranayak2273
    @mahendranayak2273 8 месяцев назад +1

    ହେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ

  • @subhalaxmimohanty9934
    @subhalaxmimohanty9934 Год назад +2

    🙏Jay jagannath mahapravu 🙏

  • @baijayantidhal1554
    @baijayantidhal1554 Год назад +2

    Jay jaganath 🙏🙏🙏🙏

  • @rashmipradhan2508
    @rashmipradhan2508 Год назад +2

    Radhe Radhe Radhe 🙏🏼 jay RadhaRani 🙏 Jay Jagannath 🙏

  • @abhimanyumahanta4191
    @abhimanyumahanta4191 Год назад +2

    Jai jaganath 🙏 jai jaganath 🙏 jai jaganath 🙏

  • @harekrushnamishra6949
    @harekrushnamishra6949 Год назад +2

    ଓଁ ନମଃ ନିରାକାର ପରଂବ୍ରହ୍ମ ଶ୍ରୀ ଗୁରୁ ଅଚ୍ୟୁତ ଶରଣମ ଗଛାମି ।🙏🙏🙏🙏।

  • @sabitapanigrahi6035
    @sabitapanigrahi6035 Год назад +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଦଣ୍ଡବତ ମହାପ୍ରଭୁ 🙏🙏

  • @MithunJagadala-sr8cd
    @MithunJagadala-sr8cd Месяц назад

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻🌺🌺🌺🌺🌺🌹🌹🌹🌹🌹🌹🌷🌷🌷🌷🍎🍎🍎🍎🍇🍇🍇🍇 ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕🙏🏻🙏🏻🙏🏻

  • @rajrout104
    @rajrout104 Год назад +2

    Jay jaganatha

  • @sunilnath3572
    @sunilnath3572 Год назад +1

    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷🪷
    🙏 ଜୟ ଜୟ 🙏
    💕💕💕💕💕💕💕💕💕💕💕💕💕💕
    🙏 ଶ୍ରୀ ଜଗନ୍ନାଥ 🙏
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    🙏ଜୟ🙏
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ହେଉ 🙏
    💕💕💕💕💕💕💕💕💕💕💕💕💕💕
    🙏🙏🙏
    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷🪷

  • @trilochanbehera105
    @trilochanbehera105 11 месяцев назад +1

    ଜୟ ଶ୍ରୀଜଗନ୍ନାଥ 🙏🙏🙏🙏

  • @Reenabehera0
    @Reenabehera0 Год назад +2

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nirmalamohanty1913
    @nirmalamohanty1913 Год назад +1

    🌹🙏🌹ଜୟ ଜଗନ୍ନାଥ 🌹🙏🌹

  • @sasmitajena7802
    @sasmitajena7802 Год назад +6

    What a personality? ? I am speechless ....

  • @subha057
    @subha057 Год назад +3

    Jaya jagannath🙏🙏🙏🙏🙏

  • @manjulapatro2183
    @manjulapatro2183 Год назад +3

    Jay shree Jagannath maharaj ki Jay ho 👣🙇🌿🌿🌹🌿🌿🌷🙏🚩🚩🌅⚡🌈🍁💙💙❤❤

  • @kaibalyatripathy6037
    @kaibalyatripathy6037 Год назад +1

    Ama Mahaprabhu ta achanti na💞💞💞💞💞🙏🙏🙏🙏🙏

  • @Anurageditor9292
    @Anurageditor9292 Год назад +2

    Jay Jagannath Mahaprabhu 🙏❤️🙏

  • @swarnapravaguru6909
    @swarnapravaguru6909 Год назад +1

    Jay Jagannath mohaprabhu Namo Namha 🙏🙏🙏🙏

  • @SwatiSucharita-w1m
    @SwatiSucharita-w1m Год назад +3

    Jay Mahaprabhu Jay Jay Mahaprabhu 🙏🙏🙏🙏❤️

  • @santypuranachandakwt8619
    @santypuranachandakwt8619 Год назад +1

    Jai jaganath swami nayana patha gami bhaba tume.

  • @sanjuktamaharana8919
    @sanjuktamaharana8919 Год назад +1

    ଜୟ ଜଗନ୍ନାଥ 🙏🙏

  • @sagarparida9090
    @sagarparida9090 Год назад +2

    ଜୟ ଜଗନ୍ନାଥ ଜୟ କୃପାସିନ୍ଧୁ

  • @sabitasahoo714
    @sabitasahoo714 Год назад +1

    ଜୟ ଜଗନ୍ନାଥ🙏🙏

  • @malikabichhara8835
    @malikabichhara8835 Год назад

    , ଓଁ ପରଂବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଶରଣ ହରି ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

  • @birakishoresahoo3080
    @birakishoresahoo3080 Год назад +1

    Jay Shree Jagannath.Namaste Sir.Santha nku pranam.

  • @jyotsnaranibehera6813
    @jyotsnaranibehera6813 Год назад +1

    Jay shree Jagannath Mahaprabhu 🙏🙏🙏

  • @Sangitadiana1973-hq1ng
    @Sangitadiana1973-hq1ng 11 месяцев назад +1

    ଜୟ ଜଗନ୍ନାଥ

  • @sanjibisahoo2325
    @sanjibisahoo2325 Год назад +1

    ଜୟ ଜଗନ୍ନାଥ

  • @baikunthanathacreationsnay1414
    @baikunthanathacreationsnay1414 Год назад +1

    ଜୟ ଜଗନ୍ନାଥ!

  • @sunilbehura9010
    @sunilbehura9010 Год назад

    ⭕❗⭕ ନିଳାଚଳ ନିବାସାୟ ନିତ୍ୟାୟ ପରମାତ୍ମାମନେ ବଳଭଦ୍ର ସୁଭଦ୍ରାଭମ୍ୟ ଜଗନ୍ନାଥାୟତେ ନମ୍ଃ

  • @iswarsahu9519
    @iswarsahu9519 Год назад +1

    jay jagannatha jay maa lakshmi jay maa subhadra jay ananta prabhu ki jay sudarsan prabhu ki jay garuda aruna prabhu ki jay narada muni ki jay bajrangbali ki 🙏🙏

  • @tapanbarik6859
    @tapanbarik6859 4 месяца назад

    ସାର୍ ଆପଣ ଟିକେ ଭକ୍ତ ଚରିତାମୃତ କଥା ୬ କହିଛନ୍ତି। ୭..୧୦୭ ଭକ୍ତ ଅଛନ୍ତି ତେଣୁ ମୋତେ ଦୟା କରି ନୂଆ ଭକ୍ତ ବିଷୟରେ ଜାଣନ୍ତି । ଆପଣକଂ କଥା ଭାରି ଭଲ ଲାଗେ

  • @iswarchandramoharana
    @iswarchandramoharana 5 месяцев назад

    ବହୁତ ସୁନ୍ଦର ଉପଦେଶ 🙏🏻ଜୟ ଶ୍ରୀ ଜଗନ୍ନାଥ 🙏🏻ସତରେ ମହାପ୍ରଭୁ ହେଉଛନ୍ତି ଚିନ୍ତାମଣି, 🙏🏻ଅନ୍ତର୍ଯ୍ୟାମୀ ସେ, ସେ ଆମର ପିତା ମାତା, ବନ୍ଧୁ ସଖା ସବୁକିଛି 🙏🏻ତାଙ୍କ ଶ୍ରୀ ଚରଣରେ ଏ ଅଧମର ଅନନ୍ତ କୋଟି ପ୍ରଣାମ 🙏🏻ଆପଣଙ୍କ ସୃତି ଏତେ ମଧୁର ଯେ ଶୁଣିକି ଆଖିରୁ ଲୁହ ଆସିଯାଏ 🙏🏻ଜୟ ଜଗନ୍ନାଥ 🙏🏻

  • @MantuNayak-e1p
    @MantuNayak-e1p 11 месяцев назад +1

    Apana thik kahile sir mu thik amiti Thank you so much sir

  • @bibhaktasethi982
    @bibhaktasethi982 Год назад +2

    Jay jagannath❤❤❤❤❤❤

  • @satabdisahoo2463
    @satabdisahoo2463 Год назад +2

    Jay Jay jagannath

  • @deepakkumardeepak1671
    @deepakkumardeepak1671 Год назад +1

    Jay jagannath mahaprabhu 🚩🚩🚩🙏🙏🙏

  • @nirupamamishra5221
    @nirupamamishra5221 Год назад +1

    Jay Jagannath Jay Jagannath Jay Jagannath. 🙏🙏🙏

  • @kalpanasahoo9523
    @kalpanasahoo9523 Год назад +1

    Jai Jaganaath Prabhu ❤ Jaiguru 🙏🏼🙏🏼🙏🏼🙏🏼

  • @girijapattnaik3533
    @girijapattnaik3533 Год назад +2

    He Mahaprabhu 🙏🙏🙏🙏🙏🙏🙏

  • @sarojransingh710
    @sarojransingh710 Год назад

    🪔🪔🪔🌹🪔🪔🪔🌹🪔🪔
    *ଆବହନଂ ନ ଜାନାମି*
    *ନ ଜାନାମି ବିସର୍ଜନମ।*
    *ପୂଜଂ ଚେବ ନ ଜାନାମି*
    *କ୍ଷମସ୍ୱ ପରମେଶ୍ୱର।।*
    *ମନ୍ତ୍ରହୀନଂ କ୍ରିୟାହୀନଂ*
    *ଭକ୍ତିହୀନଂ ଜନାର୍ଦ୍ଦନ।*
    *ଯତପୂଜିତଂ ମୟା ଦେବ*
    *!ପରିପୂର୍ଣ ତଦସ୍ତୁ ମେ।।*
    *ତ୍ୱମେବ ମାତା ଚ ପିତା ତ୍ୱମେବ,*
    *ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ।*
    *ତ୍ୱମେବ ବିଦ୍ୟା ଦ୍ରବିଣ ତ୍ୱମେବ,*
    *ତ୍ୱମେବ ସର୍ବ ମମ ଦେବଦେଵ*
    *🕉 ଜୟ ଜଗନ୍ନାଥ 🚩🙏*

  • @kaibalyatripathy6037
    @kaibalyatripathy6037 Год назад +3

    Jay Jagannath 💗💗💗💗💗🙏🙏🙏🙏🙏

  • @rinibehera3864
    @rinibehera3864 Год назад +1

    Jay jagannath mahaprabhu 🙏🙏🙏😭

  • @rasmitamohanty8448
    @rasmitamohanty8448 Год назад +1

    Koti Koti pranam prabhu 🙏🙏

  • @shubhrajyotinayak8693
    @shubhrajyotinayak8693 Год назад +1

    ଜୟ ଜଗନ୍ନାଥ 🙏🙏🙏🙏

  • @gourishankarmishra929
    @gourishankarmishra929 Год назад

    ଡର ଲାଗୁଥିଲା ଆପଣ କଣ କହିବେ ଆମେ ମହାପ୍ରଭୁଙ୍କ ଭକ୍ତ ହେବାରେ ଯୋଗ୍ୟତା ରଖିଛୁ କି ନା ମାତ୍ର ଶେଷରେ ମହାପ୍ରଭୁଙ୍କ ନିକଟରେ ସବୁ ଭୟ ,ଦ୍ଵନ୍ଦ ଓ ଚିନ୍ତା କୁ ସମର୍ପି ଶରଣାଗତି କୁ ପୃଷ୍ଟି କରିବା ପାଇଁ ପ୍ରାର୍ଥନା ଆଶ୍ୱାସନା ନିଶ୍ଚୟ ଦେଇଛି। କାରଣ ଆମ ମହାପ୍ରଭୁ ଅଛନ୍ତି ନା..... .। ନମସ୍କାର

  • @jasoji
    @jasoji 7 месяцев назад

    ପ୍ରଭୁ ତ ଆଉ ଡାଇରେକ୍ଟ କୃପା କଲେନି ଭାୟା ଗୁରୁ ସବୁ କରି ଦେଉଛନ୍ତି ସିକ୍ରେଟ୍ ମନ୍ତ୍ର ଦ୍ୱାରା 🙄

  • @bhagbansethi336
    @bhagbansethi336 Год назад

    ଆଜ୍ଞା ମଶାଣୀ ଜୁଇ ଗତରେ ଗୋଟେ ଦିନ ସୋଇଛି ଆଉ ଭୟ କଣ ପାଇଁ ପ୍ରଭୁ

  • @mihirranjan2596
    @mihirranjan2596 Год назад +1

    ପ୍ରଭୁଙ୍କର ପ୍ରଭୁ .. ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ ..

  • @BikeshSahani
    @BikeshSahani Год назад +2

    जय जगन्नाथ महाप्रभु 🙏🙏🙏

  • @mrudubhasinimishra8221
    @mrudubhasinimishra8221 Год назад

    ହେ ମହାବାହୁ ତୁମର ଇଛା ଓ ତୁମରି କୃପା ବିନା କେହି କେବେ ନିର୍ଭୟ ନିର୍ଦ୍ୱନ୍ଦ୍ୱ ନିଶ୍ଚିନ୍ତ ହୋଇପାରେ? କୃପା କର ହେ ମହାବାହୁ . ଆଶୁତୋଷ ସାର ଆପଣଙ୍କ ମୁହଁରେ ପ୍ରଭୁ ଙ୍କ ମହିମା ବର୍ଣ୍ଣନା ବହୁତ ଭାବପୂର୍ଣ୍ଣ. 🙏

  • @satyanayak4271
    @satyanayak4271 Год назад +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏

  • @Litu905
    @Litu905 Год назад +1

    Jay shree Jagannath mahaprabhu 🙏🙏🙏

  • @SunitaNayak-j7t
    @SunitaNayak-j7t Год назад +3

    Jay jagannath Swami 🙏🙏❤️🙏🙏