ଆଃ କି ଅଲୌକିକ ଲୀଳା କାଳିଆ | Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 4 ноя 2024

Комментарии • 430

  • @snigdhaghose1469
    @snigdhaghose1469 6 месяцев назад +3

    ସାର୍ ଆପଣଙ୍କ କଥା ଶୁଣି ଲାଗେ ଯେ ଏଟା ଆମ ଘରର କଥା। ବହୁତ ସୁନ୍ଦର କଥା। ଟିକେ volume ଅଧିକା କରି recording କରିବାକୁ ଅନୁରୋଧ 🙏🙏 ଜୟ ଜଗନ୍ନାଥ ହରିବୋଲ 🙏

  • @prakasinidas8188
    @prakasinidas8188 Год назад +1

    ପ୍ରଣାମ ସାର,ଆପଣଙ୍କର ଏ ଭାବୁକ,ମର୍ମସ୍ପର୍ଶୀ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମୋ ନିକଟରେ ଶବ୍ଦ ଆଉ ଭାବର ଘୋର ଅଭାବ ରହିଛି। ଏମିତି ସଦା କାଳ ମହାପ୍ରଭୁଙ୍କ ସେବାରେ ଥାଆନ୍ତୁ,ତାଙ୍କ ଭାବରେ ସମସ୍ତଙ୍କୁ ଭିଜାଉ ଥାଆନ୍ତୁ..🙏🙏

  • @madhumitapradhan9550
    @madhumitapradhan9550 10 месяцев назад +1

    Jay Shree jagannath swami nayan path gami bhava tume bhava tume bhava tume maa😊❤❤❤

  • @sujatamohanty4048
    @sujatamohanty4048 Год назад +16

    ବହୁତ୍ ବହୁତ୍ ହୃଦୟସ୍ପର୍ଶୀ ଭାଇ ! ସତରେ ଏଇ ମିଛ ମୋହରେ ଘାଣ୍ଟି ନହୋଇ ଆମେ ମହାପ୍ରଭୁଙ୍କ ଚରଣାଶ୍ରିତ ହେବା ଜୟ ଜଗନ୍ନାଥ 🙏🙏

  • @likudash9762
    @likudash9762 Год назад +6

    ଖୁବ୍ ସୁନ୍ଦର ହୃଦୟ ସ୍ପର୍ଶୀ ଶେଷ ପର୍ଯ୍ୟନ୍ତ ଦେଖି ବାକୁ
    ଧୈର୍ଯ୍ୟ ରହିଲା ନାହିଁ
    ତୋ ଟିକି ହାତର କଅଁଳ ପରଶେ
    ଦେଖିଲି ନୁଆ ଦୁନିଆ
    ଅନାଥ ର ନାଥ ଜଗନ୍ନାଥ ନାମେ
    ତୁଛ୍ଛାରେ ହେଲି ମାନିଆ
    ଅନାଥ ଆଶ୍ରମ କାଳାନ୍ତରେ ଆଜି
    ବୃଦ୍ଧାଶ୍ରମେ ସେ ବିଦିତ
    ନିରାଶ୍ରୟେ ଦିଏ ଯେ ପରା ଆଶ୍ରୟ
    ବୋଲାଏ ସେ ଜଗନ୍ନାଥ
    ଅନାଥ ର ହାତ ହେଲା ସିନା ଥୟ
    ପୋଡ଼ା କପାଳକୁ ମୋର
    ଅସ୍ଥିର ପାଦ ମୋ ଏବେ ଯିବ ଚାଲି
    ବୃଦ୍ଧାଶ୍ରମ ମୋର ଘର
    ଜୟ ଜଗନ୍ନାଥ 🙏🙏🙏🙏🙏

  • @tuturamswain2733
    @tuturamswain2733 11 месяцев назад +1

    Jay shree jaganath Jay Jay jaganath 🙏🙏🙏

  • @anilkusahoo33539
    @anilkusahoo33539 Год назад +23

    ଜୟ ଜଗନ୍ନାଥ ସ୍ବାମୀ
    ଆପଣ ଆମ ମାନକୁ ଏମିତି ପ୍ରଭୁଙ୍କ ଅଲୌକିକ ଘଟଣା ମାନ ପ୍ରକାଶ କରୁଥାନ୍ତୁ 🙏🙏🙏🙏🙏🙏🙏

  • @bharatimohanta665
    @bharatimohanta665 Год назад +16

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏😭🙏
    🙏ହେ ମୋ କାଳିଆ ସୁନା ତୁମେ ସବୁ ପିତା ମାତା ଙ୍କର
    ଗେଲ୍ହା ପୁଅ ହୋଇ ସାହାରା ହୋଇଥାଅ🙏
    ଏ ମହାପାପିନୀ ଦୁ‌ଃଖିନୀ 🙏😭🙏🙏😭

  • @prakasinidas8188
    @prakasinidas8188 Год назад +8

    ହେ ମଣିମା ମହାବାହୁ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ🙏🌹🙏

  • @RaviSahu-gh1sh
    @RaviSahu-gh1sh Год назад +1

    Bahut bahut emotional video parija sir, Jay Jagannath Jay Jagannath mahaprabhu 🙏🙏🙏

  • @jadunathdas9706
    @jadunathdas9706 Год назад +1

    Jai jagannath 🌹🌹🌹 So much thanks to Dr parija

  • @prasantasing771
    @prasantasing771 Год назад +1

    Jay shree jagarnath
    ଆପଣଙ୍କ ପ୍ରତେକ ଅଧ୍ୟାୟ ଖୁବ୍ ସୁନ୍ଦର ତା ସହିତ ସେ ବଂଶୀ ଓ ଶଙ୍ଖ ର ବାଦନ,,ମନ ମୋହିତ ସ୍ୱର ହୃଦୟ କୁ ଆନ୍ଦୋଳିତ କରି ଦେଉଛି । ଜୟ ଶ୍ରୀ ଜଗନ୍ନାଥ

  • @pranatipanda3580
    @pranatipanda3580 Год назад +2

    ଜୟ ଜଗନ୍ନାଥ ମଣିମା
    କାଳିଆରେ ଡାକ ଶୁଣିମା 🙏🙏🙏
    ହୃଦୟ, ଆଖି ଉଭୟ ଭିଜିଗଲା ଭାଇ ପ୍ରଣାମ 🙏🙏🙏

  • @limalimallik6088
    @limalimallik6088 Год назад +1

    Anatha ra natha he jagannath 🙏 sabu tumari lila 🙏

  • @aloksamal9152
    @aloksamal9152 Год назад

    ଆଃ କି ସୁନ୍ଦର କଥା ଆନନ୍ଦ ଲାଗୁଛି ପ୍ରଭୁ ଙ୍କ ଦିବ୍ୟ ଚମତ୍କାର କଥା ଶୁଣି ଧନ୍ୟ ସେ ଭକ୍ତ ଧନ୍ୟ ପ୍ରଭୁ ଜଗନ୍ନାଥ 🙏🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏❤️🙏❤️🙏

  • @trinathbal2673
    @trinathbal2673 Год назад +5

    ଧନ, ବିଚିତ୍ର ଏ ଲିଳା ତୋର 🙏 ହେତୁ ପାଇଲା ଦିନ ଠାରୁ ନିଜକୁ ତୋ ଚରଣ ତଳେ ସମର୍ପି ଦେଇଛି ରେ ମୋ କାଳିଆ ସୁନା

  • @satabdisahoo2463
    @satabdisahoo2463 Год назад +2

    ଅବୁଝା ହେ ଲୀଳାମୟ ଲୀଳା ତୁମର 🙏🙏🙏🙏

  • @SKJ-vh8kv6rp9l
    @SKJ-vh8kv6rp9l Год назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ👏🙏🌹🌷🥀

  • @sabitaswain5513
    @sabitaswain5513 Год назад +6

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏

  • @ranjitbehera4815
    @ranjitbehera4815 Год назад +4

    ଅତ୍ୟନ୍ତ ହୃଦୟସ୍ପର୍ଶୀ 🙏🏼 ଜୟ ଜଗନ୍ନାଥ 🙏🏼

  • @meghnatgarnayak7039
    @meghnatgarnayak7039 Год назад +3

    ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟ କୋଟି ପ୍ରଣାମ ପ୍ରଣାମ ପ୍ରଣାମ।

  • @fellingsomethingsomething7399
    @fellingsomethingsomething7399 Год назад +3

    ଜୟ ଜଗନ୍ନାଥ ମୋ ମହା ପ୍ରଭୁ କି ଜୟ
    ମୋ ବାପା ବୋଉ କୁ ଖୁସି ରଖିଥା ମହା ପ୍ରଭୁ

  • @gadadharasahoo1822
    @gadadharasahoo1822 Год назад +2

    ଜଗନ୍ନାଥ ମହାପ୍ରଭୁ ତୁମର ସବୁକାଳ ରେ ଜୟ ହେଉ 🌹🌹🌹🙏🙏🙏🙏🙏

  • @subhalaxmi.dezy.5647
    @subhalaxmi.dezy.5647 Год назад +9

    ମହାପ୍ରଭୁ ସବୁ ପୁଅ ବୋହୂ ମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ, କୋଉ ପୁଅ ବୋହୂ ବି ବୃଦ୍ଧ ଅବସ୍ତା ରେ ବାପା ମା ଙ୍କୁ ଏ ଭଳି କଷ୍ଟ ନ ଦିଅନ୍ତୁ, ଜୟ ଜଗନ୍ନାଥ 🙏🏻🙏🏻🙏🏻😭😭😭

  • @bijayakumarsahoo5832
    @bijayakumarsahoo5832 Год назад +1

    ଏତିକି ବିଶ୍ବାସ ଜଣଙ୍କର ରହିବ ? ଏମିତି ତଲ୍ଲୀନ, ହେ ଜଗନ୍ନାଥ!

  • @diptipravarout
    @diptipravarout Год назад +1

    Hruday bidaraka gapa hele b sata ...Anatha nka natha sei MAHAPRABHU JAGANNATH 🙏❤️💖

  • @upperprimaryodisha3797
    @upperprimaryodisha3797 Год назад +1

    Jay Jagannath Jay Jagannath Jay Jagannath

  • @chandrasekharmishra2559
    @chandrasekharmishra2559 Год назад +1

    ହୃଦୟ ସ୍ପର୍ଶି ଉପସ୍ଥାପନ। ଧନ୍ୟବାଦ୍

  • @sasmitadatta8819
    @sasmitadatta8819 Год назад +23

    ମହାପ୍ରଭୁଙ୍କ ଉପରେ ବିଶ୍ୱାସ ଆହୁରି ଦୃଢ ହେଇଗଲା । ଜୟ ଜଗନ୍ନାଥ 🙏🙏🙏

    • @jagannathbaba4035
      @jagannathbaba4035 Год назад

      କେବଳ ତାଙ୍କୁ ହିଁ ବିଶ୍ୱାସ ଓ ତାଙ୍କ ଶ୍ରୀ ଚରଣ ତଳେ ସଂପୂର୍ଣ୍ଣ ସମର୍ପିତ ଜୟ ଜୟ ଜଗନ୍ନାଥ

    • @mandodaribengu2649
      @mandodaribengu2649 Год назад

      ,:"89⁸

  • @swetakumar4304
    @swetakumar4304 Год назад

    Jay Jagannath .........tuma Leela apra Mahabahu 🙏🏻🙏🏻🙏🏻🙏🏻🙏🏻

  • @shobhashreesamal9886
    @shobhashreesamal9886 Год назад

    Sir pranam....apananku sabubele sune holiest katha......no words.....se ama jaganna sabu ta se aau kehi nahanti......🙏🙏🙏🙏🙏🙏🙏

  • @sudhansusamal777
    @sudhansusamal777 Год назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @sandhyapattnaik2817
    @sandhyapattnaik2817 Год назад +4

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏
    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️
    ବାପାରେ , କି ଲୀଳା ମୋ କାଳିଆର , ଏ ବିଷୟ ତୋଠାରୁ ଶୁଣି ଆଖିରୁ ଖାଲି ଧାର ଧାର ଲୁହ ବୋହି ଗଲା , କେତେ ହୃଦୟ ବିଦାରକ ଏ କଥା , ସେ ପରମ ପୂଜ୍ୟଙ୍କ ସାନିଧ୍ୟ ତୁ ପାଇଲୁ ଆଉ ତାଙ୍କ ଜୀବନ ରେ କାଳିଆ ଧନର ଲୀଳା ତୁ ମହାପ୍ରଭୁଙ୍କ ନିର୍ଦ୍ଦେଶ ରେ ହିଁ କହିଲୁ , ମଣିମା ତୋ ଦେହ ଭଲ ରଖନ୍ତୁ , ମଣିମା ହେ ଅନନ୍ତ କୋଟି ଦଣ୍ଡବତ ପଦ୍ମପାଦରେ 🙏

  • @sahoochittaranjan5973
    @sahoochittaranjan5973 Год назад

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଏ ବିଚିତ୍ର ଲୀଳା କୁ ଶ୍ରବଣ କରି ମୋର ଅନ୍ତର ଆତ୍ମା ରୁ ସେଇ ମହାପୁରୁଷଙ୍କୁ କୋଟି ପ୍ରଣାମ ଏ ମିଛ ମାୟା ସଂସାର ରେ ଜଗନ୍ନାଥ ହିଁ ଚିର ସତ୍ୟ

  • @kahnucharandash2125
    @kahnucharandash2125 Год назад

    ଜୟ ଶ୍ରୀମହାପ୍ରଭୁ
    ସତରେ ଜଗତର ସମସ୍ତ ଆଶ୍ରମ/ଆଶ୍ରୟ ହିଁ ଶ୍ରୀଜଗନ୍ନାଥାଶ୍ରମ

  • @subhasmitasahoo5095
    @subhasmitasahoo5095 Год назад

    Jai jagannath. Satare mahapravu sabubele achhanti.

  • @urmilatripathy6826
    @urmilatripathy6826 Месяц назад

    Bahut badhia video. Satare kaan aeta sata katha❤❤❤❤

  • @suprabhapadhy6241
    @suprabhapadhy6241 Год назад

    Bahut khushi lagila aliank mahima Jani nihati hrudaysparsi namaskar Jay Jagannath

  • @satyashantisatpathy4952
    @satyashantisatpathy4952 Год назад +1

    Jaya jagannath Swami Nayana patha gami bhaba tume.....

  • @abhijitsahu7419
    @abhijitsahu7419 Год назад +6

    ଜୟ ମହାପ୍ରଭୁ 🙏🙏🙏

  • @manushreedhal288
    @manushreedhal288 Год назад +5

    Jai jaganath 🙏🙏🙏🙏

  • @bishnudash8656
    @bishnudash8656 Год назад

    Heart touching. Mahaprabhu achhanti.

  • @bkbarik2322
    @bkbarik2322 Год назад +4

    ଜୟ ଜଗନ୍ନାଥ🙏🙏
    ସତରେ ଭାରି ଦୁଃଖ ଦାୟକ କଥା ଆଜ୍ଞା ଶୁଣିଲେ ଆଖିରେ ଲୁହ ଆସିଯାଉଛି।ମହାପ୍ରଭୁ ଏମିତି ପୁଅ ମାନଙ୍କୁ ଟିକେ ସଦ୍ ବୁଦ୍ଧି ଦିଅନ୍ତୁ।ଆପଣ ଯାହା କହିଛନ୍ତି ଅନାଥ ଆଶ୍ରମ ଆଉ ଜରାଶ୍ରମ ନାମ ନରଖି ଜଗନ୍ନାଥ ଙ୍କ ନାଁରେ କିମ୍ବା ମାଙ୍କ ନାମରେ ରଖା ହୁଅନ୍ତା।ତାହେଲେ ବହୁତ ଭଲ ହୁଅନ୍ତା।
    ଆଜ୍ଞା।👏👏

  • @MithunJagadala-sr8cd
    @MithunJagadala-sr8cd 3 месяца назад

    ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹🍎🍎🍎🍇🍇🍇🌷🌷🌷🌺🌺🌺ଜୟ ଜଗନ୍ନାଥ ⭕‼️⭕🙏🏻🙏🏻🙏🏻

  • @bisumohanty
    @bisumohanty Год назад +8

    True story, real life, it's only our lord Jagannath, Who takes care of those who cares for others...
    Jai jagannath....

  • @barshapriyadarshini1
    @barshapriyadarshini1 Год назад +1

    ଜୟ ଜଗନ୍ନାଥ ମହାପ୍ରଭୁ।

  • @pradeshkumarsahoo1877
    @pradeshkumarsahoo1877 Год назад

    ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ହେଉ 🙏🙏🙏🙏🙏🙏

  • @alaypradhan6890
    @alaypradhan6890 Год назад

    ଏମିତି ଦାୟାଦ ମାନଙ୍କୁ ପ୍ରଭୁ ଜଗନ୍ନାଥ ବହୁତ ଖୁସିରେ ରଖନ୍ତୁ l

  • @jyotsnamahapatra6349
    @jyotsnamahapatra6349 Год назад

    Ei episode re bahut sikhibaku milila
    Mate bahut icha srikant parijhanka Saha dekha habaku , tanka katha barta re manisa mana re thiba adha dukha halka heijai
    Jai jagannath 🙏🙏🙏🙏🙏🙏🙏

  • @kirtikascreation8251
    @kirtikascreation8251 Год назад +1

    Best one ❤

  • @dev9805
    @dev9805 Год назад

    Jai shree jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sanjaymohapatra7066
    @sanjaymohapatra7066 10 месяцев назад

    Bahut bahut bhala lagila sir semiti ahuri kahantu

  • @BHAKTIArchana
    @BHAKTIArchana Год назад +2

    Speech less 😔😔. Heart touching

  • @prasantabehura9071
    @prasantabehura9071 5 месяцев назад

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @SJ14
    @SJ14 5 месяцев назад

    ଜୟ ଜଗନ୍ନାଥ ସ୍ଵାମୀ 🙏ମହାପ୍ରଭୁ ଆମ ପାଇଁ ଅଛନ୍ତି 🙏

  • @prafullarana5912
    @prafullarana5912 Год назад +1

    🙏🙏🙏🙏🙏🙏🙏🙏🙏🙏🙏JAY JAGGANNATH

  • @akshayakumarsutar2590
    @akshayakumarsutar2590 Год назад

    ହରି ଅନନ୍ତ , ହରି କଥା ଅନନ୍ତ । ଭ।ବର କହାଣୀ ,ବିଗଳିତ ଅଶ୍ରୁର ବାରିଣୀ ,ସବୁ ସେଇ କୃପାମୟ କାଳିଆ ପାଦରେ ସମର୍ପିତ । ଏହିଭଳି
    ଭାବମୟ ଉପସ୍ଥାପନ ଚାଲିଥାଉ । ଆପଣଙ୍କୁ ଶତ ଶତ ପ୍ରଣାମ ।

  • @bhabanitripathy2867
    @bhabanitripathy2867 Год назад

    He mahaprabhu he mahaprabhu he mahaprabhu....abhali hrudayaspasi Katha suni mana ahuri mo kalia lagi Puri uthuchi.....

  • @jyotsnaranikar8371
    @jyotsnaranikar8371 Год назад +1

    Jay Jagannath .prabhu samastanku sadbudhi diantu etiki prathanakaruchhi.

  • @subratsahoo4400
    @subratsahoo4400 Год назад +3

    ଜୟ ଜଗନ୍ନାଥ 🙏🙏🙏

  • @Trupti.Ranjan.Bhattacharya-
    @Trupti.Ranjan.Bhattacharya- Год назад

    He Mahaprabhu apanaku Koti koti pranam Prabhu ...sabubele samastanka sathire Thao

  • @biswanathsamantra4075
    @biswanathsamantra4075 Год назад

    ମହାପ୍ରଭୁ ସବୁ ତୋ ହାତେ, ତୋ।ପାଦ ତଳେ ବିନତି ଏତେ, ଶେଷ କାଳେ ଆଶ୍ରା ଦେବ ହେ ମୋତେ

  • @sumankumarmohanty
    @sumankumarmohanty Год назад

    🙏💫❤️ଜୟ ଜଗନ୍ନାଥ ମହାପ୍ରଭୁ ❤️💫 🙏

  • @lopamudrasamantaray3481
    @lopamudrasamantaray3481 Год назад

    ମହାପ୍ରଭୁ ହେ🙏🙏🙏🙏🙏🙏

  • @bijoudas5842
    @bijoudas5842 2 месяца назад

    Narration excellent n soul-touvhing.
    You are a precious gift of God for Mankind
    ❤💩👍🏻💩✔️🌷🙏👍🏻👍🏻👍🏻

  • @lakshmidharpradhan9917
    @lakshmidharpradhan9917 Год назад

    Jay jagannath apurba tanka mahima

  • @uttamchandramithra4471
    @uttamchandramithra4471 Год назад

    Sir ki sundar katha mahaprabhunkara

  • @swapnamohanty7027
    @swapnamohanty7027 Год назад

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🌹🙏🌹🙏🌹🙏🌹🙏🌹

  • @lelinswain3858
    @lelinswain3858 Год назад

    He prabhu Kalia Santa koti koti pranam🙏🙏🙏

  • @mamatadas4263
    @mamatadas4263 Год назад

    Jagannath Swami Nayana patha gami bhobo tume🙏🙏🙏🙏

  • @anjalidhalsamant3352
    @anjalidhalsamant3352 Год назад

    Apanka Katha sunile akhiru luha jharipade.God bless you

  • @mamatahantal1386
    @mamatahantal1386 Год назад +1

    🙏🙏🙏 jai jagannathswami nayana pathagami bhabatume

  • @daitaribehera9723
    @daitaribehera9723 Год назад

    👏💐 ।। ଜୟ ଜଗନ୍ନାଥ ମହାପ୍ରଭୁ !! 👏💐

  • @subashchandranahak4323
    @subashchandranahak4323 10 месяцев назад

    Jay jaganath 🙏❤️ Dr Jay sir srikanta 🙏

  • @priyansunayak9603
    @priyansunayak9603 Год назад

    Manaku santi laguchhi kete karuna sate mahapravu kotikoti pranam pravu kotikoti pranam emiti amanku ahuri karuthantu atama pabitra heu thau🙏🙏🙏🙏🙏

  • @bishnupriyasahoo1777
    @bishnupriyasahoo1777 Год назад +3

    Jay Jagannath mahaprabhu 🙏🙏🙏

  • @dattaharimaharana820
    @dattaharimaharana820 Год назад

    ପ୍ରଣାମ ମହାଶୟ. ଜୟ ଜଗନ୍ନାଥ ସ୍ୱାମୀ.

  • @alekhchandramalik740
    @alekhchandramalik740 Год назад

    Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏

  • @bijaykumarboity6427
    @bijaykumarboity6427 Год назад

    ଶ୍ରୀ କାନ୍ତଭାଇ ଜୟ ଜଗନ୍ନାଥ

  • @meenanayak4176
    @meenanayak4176 Год назад

    Prabhu ka Lila suni bahut bhala lagila

  • @manojnayak7578
    @manojnayak7578 Год назад +1

    Jay Jagannath Jay Jagannath Jay Jagannath 😢😢😢🙏🙏🙏

  • @minatbisoyi907
    @minatbisoyi907 Год назад +16

    ମହାପ୍ରଭୁ ହେ..................... ଆପଣ ତ ଅଛନ୍ତି ନା 🥰 ଆଉ କଣ ଦରକାର୍ ସାଅନ୍ତେ 🙏🙏🏻 ମଣିମା ହେ ତୁମଠୁ ଆରମ୍ଭ ତୁମରି ଶ୍ରୀ ଚରଣରେ ଶେଷ, ଆପଣ ପରା ମୋ ଚିନ୍ତାମଣି ମୁଁ କାହିଁକି ଚିନ୍ତା କରିବି ,, କେବଳ ମୁଁ ମୋର କର୍ମ ହିଁ କରି ଚାଲିବି, ହିସାବ ଆପଣ କରିବେ,,🙏🙏🏻🌹 ଆପଣ ପରା ମୋ କଳା ସାଆନ୍ତ,🙌🙌🏻🥰🥰🥰

  • @motivationalpower7317
    @motivationalpower7317 Год назад +2

    ଜୟ ଜଗନ୍ନାଥ ମହାବାହୁ କାଳିଆ ସାଆନ୍ତ 🙏
    🥰

    • @sabitapattnaik3999
      @sabitapattnaik3999 Год назад

      ଶ୍ରୀକାନ୍ତ ଭାଇ ଦୟାକରି ଟିକେ ବଡ ପାଟିରେ କହନ୍ତୁ | ମୋତେ ଟିକେ ଶୁଣିବା ଅସୁବିଧା ହେଉଛି 🙏🙏 ଆପଣ ମୋତେ ପ୍ରଭୁ ଙ୍କ ଖାସ ଭକ୍ତ ଲାଗନ୍ତି |

  • @sasmitapradhan6636
    @sasmitapradhan6636 Год назад +1

    Jay Jagannath Swami Nayan patha gami bhava tume 🙏🙏🙏🙏

  • @chandipadapanda4707
    @chandipadapanda4707 Год назад

    ଜୟ ଜଗନ୍ନାଥ। ସମସ୍ତଙ୍କର ମଙ୍ଗଳ ହେଉ ।

  • @mousumisingh5962
    @mousumisingh5962 Год назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସେ ପରା ମୋ ଜଗନ୍ନାଥ🙏🙏🙏🙏🙏🙏

  • @satyanayak4271
    @satyanayak4271 Год назад +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏😭😭😭😭😭😭

  • @kumarrajesh2526
    @kumarrajesh2526 Год назад

    Sir apanka katha sunile akhire luha kebe banda hueni bahut khushi lage 🙏😢

  • @banitamohanta6044
    @banitamohanta6044 Год назад

    ଜୟ ଜଗନ୍ନାଥ 🤗🤗🤗🤗🙏🙏🙏🙏🙏

  • @LMRP-d7p
    @LMRP-d7p 8 месяцев назад

    ମହାପ୍ରଭୁ କୃପାସିନ୍ଧୁ କୃପାସାଗର ତମେ କୃପା କଲେ ସବୁକିଛି ଠିକ୍ ହୋଇଯିବ ପ୍ରଭୁ କୃପା କରନ୍ତୁ ଚମତ୍କାର କରନ୍ତୁ ଭକ୍ତ ଅପେକ୍ଷା ରତ ମହାପ୍ରଭୁ🙏🙏🙏🙏🙌🙌🙌🙌🙌🙌🙌🙌

  • @Garnayakbajrangbali.
    @Garnayakbajrangbali. 18 дней назад

    Jay Jagannath Swami ki Jay ho

  • @gitaraut8483
    @gitaraut8483 Год назад

    jay jagnnath swami nayan path gami🙏🌹🌻

  • @satabdisahoo2463
    @satabdisahoo2463 Год назад +3

    ମୁଁ ଛାର ପତିତ ଭରସା ରଖିଚି ଶ୍ରୀରଙ୍ଗା ଚରଣ ତଳେ🙏

  • @banshidharmohabhoi766
    @banshidharmohabhoi766 Год назад

    🙏🏽ଜୟ ଜଗନ୍ନାଥ 🙏🏽ସବୁ ତୁମରି ଇଛା

  • @trilochananjeneya
    @trilochananjeneya 9 месяцев назад

    Sir 🙏
    E katha upare ati sundar Movie hei pariba..... Samaj ku bi gote bahut bhala massage jiba..... Auu ama odia cinema ku gote Bhala film 🎬 miliba....
    🌹Mahaprabhu nka Jai hau🌹
    🙏Jai Jagannath 🙏Jai Jagannath 🙏Jai Jagannath🙏

  • @satabdisahoo2463
    @satabdisahoo2463 Год назад

    ମହାପ୍ରଭୁ ହେ ଆପଣ ତ ଅଛନ୍ତି ନା🙏🙏

  • @jayshrijagannath1627
    @jayshrijagannath1627 Год назад

    Jay shree jaganath Swami ❤️🌼🙏🌼❤️

  • @tabulbiswal9404
    @tabulbiswal9404 Год назад +1

    ମହାପ୍ରଭୁ 🙏

  • @bulusethy9220
    @bulusethy9220 Год назад

    ❤❤❤❤🎉🎉🎉
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @priyankapal8076
    @priyankapal8076 Год назад +1

    Jay jagannth 😢😢😢😢😢😢😢