ଯାହାର ହୃଦୟରେ କାଳିଆ ତାର ପୁଣି Heart Attack କଣ ? Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 24 ноя 2024

Комментарии • 373

  • @patrarajatkumar1869
    @patrarajatkumar1869 Год назад +3

    ହେ ମଣିମା ହେ ମହାବାହୁ ହେ ମହାପ୍ରଭୁ ତୁ ଅଛୁ ବୋଲି ମୁଁ ଅଛି ତୁ ମୋ ହୃଦୟ ଭିତରକୁ ସେମିତି ଝୁରିବା ପଣ ନେଇ ଆସୁଥା ଆଉ ଦଲକାଏ ଲୁହ ହୋଇ ଝରିଯାଉଥା 🙏🙏🙏🙏

  • @satabdisahoo2463
    @satabdisahoo2463 Год назад +18

    ଜାଣି ଶୁଣି ଯେବେ ଚେଇଁ ଶୋଇଥିବ କାହାକୁ କହିବି ଆଉ। ଆଉ କାହା ପାଖେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ 🙏🙏🙏🙏

  • @ommprakash542
    @ommprakash542 Год назад +1

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ।
    ଜୟ ଜଗନ୍ନାଥ ⭕‼️⭕

  • @minatbisoyi907
    @minatbisoyi907 Год назад +8

    ଶ୍ରୀକାନ୍ତ ଭାଇନା 🙏ଆପଣଙ୍କ ଉପରେ ଅଭିମାନ ଆସୁଛି, ରାଗ ବି ଲାଗୁଚି 😭😭 ଏତେ ଦୀନ କୁଆଡେ ପଳେଇ ଗଲ, ଆମକୁ ଆମ ମହାପ୍ରଭୁ ଙ୍କ କଥା କିଏ ସୁନେଇବ ,😭 ଜାଣିଛନ୍ତି ଭାଇନା ଦୀର୍ଘ 25ବର୍ଷ ପରେ ମହାପ୍ରଭୁ ତାଙ୍କ ପାଖକୁ ଡାକିଲେ ଗଲା ଶୁକ୍ରବାର ରାତିରେ, ଆଉ ଜାଣିଛନ୍ତି ଘିଅ ପଖାଳ, ଲହୁଣୀ ଆଉ ତାଙ୍କ ଅଧରାମୃତ ପିଇବାକୁ ଦେଲେ। ଆହୁରି କଣ କଲେ ଜାଣିଛନ୍ତି ସିଂହ ଦ୍ୱାର ପହଡ଼ ପଡ଼ିଲାପରେ ବଡ଼ଦାଣ୍ଡ ରେ ଶୋଇଗଲି। ରାତି ପ୍ରାୟ ଦୁଇଟା ହବ ନୀଳଚକ୍ର କୁ ଦେଖୁ ଦେଖୁ ଆଖୀ ଲାଗିଯାଇଛି,କି ଅପୂର୍ବ ବାସ୍ନା ନିଦ ଭାଙ୍ଗିଗଲା ଚାରିଆଡକୁ ଚାହିଁଲି କେହି ନାହାନ୍ତି, ଶୋଇଗଲି ପୁଣୀ ଥରେ ସେହି ବାସ୍ନା ଚିନ୍ତା କଲି, ମନେପଡ଼ିଗଲା ସେ ବାସ୍ନା ମୁ ମାଆ ମହାଲକ୍ଷ୍ମୀ ଙ୍କ,ଓ ବଡଦେଉଳ ରେ ବସୁଥିଲା। ଆର ଅର୍ଥ କଣ ଭାଇନା। ଦୟାକରି ଟିକେ କହିବେ ଭାଇନା। ମୁଁ ଆପଙ୍କ ମୁଁହ ରୁ ଶୁଣିବାକୁ ଚାହୁଛି 🙏🙏🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙌🙌🪔

  • @asitrout7659
    @asitrout7659 Год назад +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @sabitaswain5513
    @sabitaswain5513 Год назад +6

    ଆଜ୍ଞା ପ୍ରଣାମ
    ଆପଣ ଙ୍କୁ ବହୁତ୍ ଖୋଜେ
    ମହାପ୍ରଭୁ ଙ୍କ କଥା ଶୁଣିବା ପାଇଁ
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
    ମହାପ୍ରଭୁ ସବୁବେଳେ ଭକ୍ତି ପାଇଁ ଶକ୍ତି ଦିଅନ୍ତୁ🙏🙏🙏🙏

  • @pradeshkumarsahoo1877
    @pradeshkumarsahoo1877 Год назад +5

    ଧନ୍ୟ ଭକ୍ତ ଧନ୍ଯ ଭାଗବାନ 🙏🙏🙏🙏ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏

  • @jyotsnamahapatra6349
    @jyotsnamahapatra6349 Год назад +2

    ଶ୍ରୀକାନ୍ତ ସାର ଆପଣଙ୍କ ଏହି ସତ୍ୟ ଘଟଣାଟିକୁ ଉପସ୍ଥାପନା କଲେ ହୃଦୟକୁ ଛୁଇଁ ଆଖିରୁ ଧାର ଧାର ଲୁହ ଝରିଲା । ଶଙ୍ଖ ଭିତରେ ଚକ୍ର ଆଡୁଆର ରେ କାଳିଆ ସାଆନ୍ତ ଯାହାକୁ ରଖିବାକୁ ଚାହିଁବ ।ସେ ଭକ୍ତର ହୃଦୟ ସ୍ପନ୍ଦନ ବନ୍ଧ ହେବବା
    କେମିତି ।

  • @tilottamagahana1780
    @tilottamagahana1780 Год назад +2

    ଜୟ ମୋ କାଳିଆ ଧନ. ସତରେ ମୋ ଧନ ଯାହା ହୃଦୟ ରେ ଅଛି ତାଙ୍କର କଣ କିଛି ହେଇପାରେ????

  • @sudhanjalidehury7854
    @sudhanjalidehury7854 Год назад +2

    ହେ ମହାବାହୁ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏😭😭😭😭 ଆପଣ ଙ୍କୁ ଖୋଜି ହେଉ ଥା ଏ ମନ

  • @jnanamohanty6131
    @jnanamohanty6131 Год назад +1

    ଜୟ ଜଗନ୍ନାଥ

  • @monanayak1113
    @monanayak1113 Год назад +2

    He Mahaprabhu sabubele to pain mana jhuru to pain akhiri luha bohojau hele mora kichhi abhaba pain to upare mora abhimana kou dina mo abhaba purana karibu re...........

  • @fellingsomethingsomething7399
    @fellingsomethingsomething7399 Год назад +1

    ଜୟ ମହା ପ୍ରଭୁ ଜଗନ୍ନାଥଙ୍କ କି ଜୟ ହୋ

  • @wenoti947
    @wenoti947 Год назад +7

    ଧନ୍ୟ ଭଗବାନ ଆପଣମାନଂକ ଭଳି ଭକ୍ତଙ୍କ ପାଇଁ । କୋଟି କୋଟି ପ୍ରଣାମ।ଜୟ ମହାପ୍ରଭୁ

  • @jagannathbaba4035
    @jagannathbaba4035 Год назад +37

    ଯାହାଙ୍କ ହୃଦୟରେ ମୋ ବାପା କାଳିଆ ତାକୁ କଣ ହେବ ନା ତାଙ୍କର କୌଣସି କ୍ଷତି ହେବ ,ଅସମ୍ଭବ ।କାରଣ ମୋ ମହା ପ୍ରଭୁ ଜଗନ୍ନାଥ ଧନ ପରା ଅଛନ୍ତି।ସତରେ ବାପା ତୁମେ ଅଛ ବାସ ଭୟ ଲାଗେନା ବିପଦକୁ । ମନେ ପଡେ ସେହି ସେହି ବିପଦ ର ଦିନ ଗୁଡ଼ିକ ଆଉ କ୍ଷଣକ ରେ ସ ସବୁ ସମସ୍ୟା ର ସମାଧାନ । ଅସମ୍ଭବ କାର୍ଯ୍ୟ କିନ୍ତୁ ଜାଣି ହୁଏ ସବୁ କାଳିଆ ର ଲୀଳା। ତୁମେ ଅବର୍ଣ୍ଣନୀୟ ଅତୁଳନୀୟ ସର୍ବ ବେଦାନ୍ତ ସାରମ୍। ଯାହାଙ୍କ ଇଶରା ରେ ବିଶ୍ଵ ବ୍ରହ୍ମାଣ୍ଡ ଚାଲେ ତାଙ୍କ ପାଇଁ ଅସମ୍ଭବ କଣ ।।। ଜୟ ଜଗନ୍ନାଥ

  • @anilkusahoo33539
    @anilkusahoo33539 Год назад +3

    ଜୟ ଜଗନ୍ନାଥ ସ୍ବାମୀ
    ଆପଣ ଏହି ସମାଜ ପାଇଁ ଏକ ବହୁତ ସୁନ୍ଦର କଥା ଟିଏ ଉପସ୍ଥାପନ କଲେ ଧନ୍ୟବାଦ 👍👍👍👍👍

  • @chandananayak4429
    @chandananayak4429 Год назад +4

    🙏ଜୟ ଜଗନ୍ନାଥ 🙏
    ପ୍ରଣାମ ସାର୍,,,,,ଆପଣଙ୍କ ମୁଖରୁ ମୋ ମହାପ୍ରଭୁ ଙ୍କ କଥା ଶୁଣିବାକୁ ମନ ବିକଳ ହେଉଥିଲା,,,,
    ଆମ ମହାପ୍ରଭୁ ଭାବରେ ବନ୍ଧା,,,,
    ଦୁନିଆ ସମ୍ପର୍କ ର ଦ୍ୱାହି ଦେଇ ଠକି ଦେଇପାରେ ହେଲେ ଆମ ମହାପ୍ରଭୁ ଆପଣାର କରିବା ଜାଣନ୍ତି,,,,ସିଏ ଥିଲେ ଆମର ସବୁ ଅଛି,,,🙏🙏

  • @swadhinmishra9440
    @swadhinmishra9440 Год назад +1

    ମୋ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ପୟରେ ମୋର ଅନନ୍ତ କୋଟି ପ୍ରଣିପାତ।ମହାଶୟ ମୋ ମହାପ୍ରଭୁଙ୍କ ଭକ୍ତ ହିସାବରେ ଆପଣ ମଧ୍ୟ ମୋର ପୂଜନୀୟ। ଏମିତି କୋଉଣସି ରାତି ନାହିଁ ଯେବେ ମୁଁ ଆପଣଙ୍କ ଭାବପ୍ରବଣତା ରେ ଏବଂ ମୋ ମହାପ୍ରଭୁଙ୍କ ଲୀଳାରେ କୋହଗ୍ରସ୍ଥ ହୋଇନାହିଁ।ଚକାଆଖି ର ଭାବନା ରେ ମୋ ଆଖି ଭାବ ର ଜଳ ବର୍ଷା କରିଛି। ଅଶେଷ ଧନ୍ୟବାଦ।ଜୟ ଜଗନ୍ନାଥ।

  • @jyotsnabehera1267
    @jyotsnabehera1267 Год назад +1

    He mahabahu tume sabubele khusire ruha tuna bhakta nka sahita

  • @ritupurvasenapati537
    @ritupurvasenapati537 Год назад +7

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ🙏

  • @Pravat.youtuber
    @Pravat.youtuber Год назад +1

    ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡିଦେଲେ ଆଉ କିଏ ଅଛି ନିଜ ଆତ୍ମା ର ବଡ଼ ଠାକୁର..ଜୟ ଜଗନ୍ନାଥ..

  • @vilogamer7143
    @vilogamer7143 Год назад +1

    Joy Jagannath Sir 🙏🙏🙏

  • @smitapattnaik3000
    @smitapattnaik3000 Год назад +2

    ମହାପ୍ରଭୁ ହେ🙏❤️🙏
    ଭାଈ ପ୍ରଣାମ🙏🥰🙏
    ମହାପ୍ରଭୁ ଙ୍କ ବିନା ସାରା ସଂସର ର ପତ୍ର ଟିଏ ହଲେନା..🙏

  • @manaskumarmaharana24
    @manaskumarmaharana24 Год назад +6

    ମଣିମା ଆପଣଙ୍କ ପାଦ ପଦ୍ମ ରେ ମୁଁ ସରଣାଗତି ଚାହୁଁଚି ଛାମୁ 🙏🙏କେବେ ସେ ସମୟ ଆସିବ 😭😭ମୋର ସର୍ବସ୍ବ କେବଳ ମଣିମା ହେବେ 🙏🙏🙏

  • @Subhrasweta234
    @Subhrasweta234 Год назад +2

    ଜୟ ମହାପ୍ରଭୁ🙇🙇ଆମ ପାଇଁ ଆମ ମହାପ୍ରଭୁ ତ ଅଛନ୍ତି ନା 🌹🌻🌼🌻🌹

  • @bijaykumardas3013
    @bijaykumardas3013 Год назад +2

    Hrudananda sir nku next episode re anantu. Jay Prabhu Sri Jagannath. Luha re, bhaba re, prema re Prabhu priti jagrat kareiba ra kala, Srikant sir, Prabhu apanku deichanti . Jay Prabhu Sri Mahabahu 🙏 🙏🙏

  • @kalpanapadhi8709
    @kalpanapadhi8709 Год назад +1

    ମହାପ୍ରଭୁ, ବିଶ୍ୱାସ ର, ଆଶ୍ୱାସ, ଭରସା ର ପାହାଡ଼ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rashmitasingh4886
    @rashmitasingh4886 Год назад +1

    ଏ ହେଉଛି ପା ମୋ ପ୍ରଭୁ , ଏମିତି ପ୍ରଭୁ କାହାର ନଥିବ 😘🙏🏻

  • @rabinarayan4123
    @rabinarayan4123 Год назад +1

    Jay Jagannath swami

  • @jyotirmayeebehera4786
    @jyotirmayeebehera4786 Год назад +4

    Dhanyabad sir 🙏🙏3 week ra waiting finally sarigala.... Jay Jagganath sir🙏

  • @bkbarik2322
    @bkbarik2322 Год назад +2

    ହେ ମହାପ୍ରଭୁ ଅସୀମ ତୁମ କୃପା ତୁମେ ଇଚ୍ଛା କଲେ କଣ ବା ହୋଇ ନପାରେ।😭😭😭❤️❤️🙏🙏🙏🙏

  • @lalatendulenka6315
    @lalatendulenka6315 Год назад +2

    ମହାପ୍ରଭୁଙ୍କ ଜୟ ହେଉ। ମହାଶୟ ଆପଣ ଙ୍କୁ ଭେଟି ବାକୁ ମନ ବହୁତ ଚାହୁଁ ଛି କେବେ ସାକ୍ଷାତ ହେବ ତାହା କେବଳ ତାଙ୍କୁ ଜଣା।ଜୟ ଜଗନ୍ନାଥ।

  • @sangramkumarmohapatra5211
    @sangramkumarmohapatra5211 Год назад +1

    Sir Jai jagannath,Hey Mahaprabhu ,Tama krupamaya,karunamaya Tama padatala koti koti pranam

  • @kushasanrout3490
    @kushasanrout3490 Год назад +2

    ମହାପ୍ରଭୁ ଙ୍କର ଜୟ ହେଊ. 🙏🙏🙏
    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @bikashrrj
    @bikashrrj Год назад +1

    Jay jagannath prabhu

  • @kushasanrout3490
    @kushasanrout3490 8 месяцев назад

    ସବୁ ସେଇ କାଳିଆ ର ଇଛା 🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର 🙏🙏🙏

  • @niranjanmohapatra849
    @niranjanmohapatra849 Год назад +1

    ସବୁ ତାହାରି ଇଛା 🙏🙏🙏

  • @priyap6096
    @priyap6096 Год назад +2

    ମହାପ୍ରଭୁ ଆପଣ ଭଲରେ ଥାଆନ୍ତୁ ଆଉ ସମସ୍ତଙ୍କୁ ଭଲରେ ରଖନ୍ତୁ, ଆପଣଙ୍କର ଜୟ ହେଉ ମହାପ୍ରଭୁ🙏🙏 ଆପଣଙ୍କର ଜୟ ହେଉ 🙏🙏

  • @anupamadas9118
    @anupamadas9118 Год назад +4

    Heart touching sir ❤️❤️ jay jagannath mo mahaprabhu 🙏🙏

  • @jayjagannathbhajan5819
    @jayjagannathbhajan5819 Год назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହରିବୋଲ ଜୟ ମା ମଙ୍ଗଳା

  • @jagannathbaba4035
    @jagannathbaba4035 Год назад +2

    କାଳିଆ ବାବା ମୋର ତୁମ ସବୁ ଦିନ ଭଲରେ ଥାଉ

  • @luckyprajna8458
    @luckyprajna8458 Год назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏

  • @gourishankarmishra929
    @gourishankarmishra929 Год назад

    ଜୟ ଜଗନ୍ନାଥ, ଜୀବନ ଦେଲାବାଲା ଆଉ ନେଲବାଲା ଯଦି ସେଇ ମହାପ୍ରଭୁ ଭକ୍ତ ର ତୁଳସୀ ଟିକେ ପାଇଁ ଚାହିଁଥାଏ ତେବେ ତାର ମୃତ୍ୟୁ କାହିଁ ସେ ତ୍ ଆଜର ଆମର । ସାର ,ନମସ୍କାର ବହୁତ ଦିନ ପରେ ଗୋଟେ ଭାବପୁର୍ଣ ଭେଟି ପାଇଁ ଆପଣଙ୍କ ଠାରେ ଆମେ କୃତଜ୍ଞ। ଜୟ ଜଗନ୍ନାଥ। ମହାପ୍ରଭୁ ଅଛନ୍ତି ନା ......

  • @sandhyapattnaik2817
    @sandhyapattnaik2817 Год назад +1

    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️..
    ମହାବାହୁ ମହାପୁରୁ ହେ ତୁମେ ଯାହାକୁ ଭଲପାଇ ଯାଇଛ ତାର ଆଉ ଦୁଃଖ କଣ ନା ଚିନ୍ତା କଣ ? ଆମ ମଣିମା ପରା ପରମ କୃପାମୟ ସେ କଣ ନ କରିପାରନ୍ତି ତାଙ୍କ ଉପରେ ଭରଷା କରିଥିବା ଲୋକଟି ପାଇଁ ? ମଣିମା ହେ ମୋର ଅନନ୍ତ କୋଟି ଦଣ୍ଡବତ ତୁମ ଶ୍ରୀପୟର ରେ 🙏 ମୋ ମଣିମା ଙ୍କ ଲୀଳା କୁ ଏମିତି ମୋ ପୁଅ ମୁଖରୁ ସମସ୍ତେ ଶୁଣୁଥାଉ ଆଉ ମୋ ବାଇୟା ପୁଅଟାକୁ ଭଲରେ ରଖିଥାଅ ମଣିମା 🙏😭❤️😭🙏..

  • @jagannathbaba4035
    @jagannathbaba4035 Год назад +6

    ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକଙ୍କ ଶ୍ରୀ ଚରଣ ତଳେ ମୋର ଶତ କୋଟି ପ୍ରଣାମ ମୋ ବାପା

  • @aratatarai2196
    @aratatarai2196 Год назад +1

    Jay jagannath sir🌹 🙏🙏🙏🙏🙏🙏🙏🙏🙏.........

  • @sunilnath3572
    @sunilnath3572 Год назад +4

    🙏❤️🙏ଜୟ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ଙ୍କର ଜୟ ହେଉ 🙏❤️🙏

  • @sumatipradhan7444
    @sumatipradhan7444 Год назад +1

    Jaya Jagannatha 🙏🙏🙏🙏🙏🙏

  • @Gopabandhu91
    @Gopabandhu91 Год назад

    ସାର ଆପଣଙ୍କ ଉପରେ କିଏ ରାଗିପାରିବ ପ୍ରଣାମ 🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @dancingenthusiastsweta9205
    @dancingenthusiastsweta9205 Год назад +1

    Joy Jagannath

  • @sabita2446
    @sabita2446 Год назад +1

    Jay Jagannath 🌺🌺🌺🌺🌺🌺🌺🙏🙏sir

  • @puspanjalipradhan6838
    @puspanjalipradhan6838 Год назад +1

    Jay Jagannath swami Nayan patha gami bhaba tume 🙏🙏🙏🙏🙏

  • @nishikantapal6930
    @nishikantapal6930 11 месяцев назад

    ଧନ୍ୟ ମହାପ୍ରଭୂ ଧନ୍ୟ ତୁମ ଲୀଳା ❤🙏❤️

  • @sandeepkumarnanda
    @sandeepkumarnanda Год назад +1

    ଜୟ ଶ୍ରୀ ଜଗନ୍ନାଥ। ବହୁତ୍ ଝୁରି ହେଉଥିଲୁ ଆମେ ଆପଣଙ୍କ ପାଖରୁ ଆମ ମହାପ୍ରଭୁ ଙ୍କ କଥା ଶୁଣିବାକୁ। ଆମେମାନେ ତ ତାଙ୍କ ଦ୍ଵାରା ପରିଚାଳିତ ଚାକର, ତାଙ୍କ କୃପା ନ ହେଲେ ଆମେ କଣ ତାଙ୍କ କଥା କହିପାରିବା।

  • @shradhashreemahakud1304
    @shradhashreemahakud1304 Год назад +1

    Jay Jagannath 🙏🙏🙏 Jay Jay Jay Jagannath 🙏🙏🙏🙏🙏🙏🙏

  • @hemalinbiswal472
    @hemalinbiswal472 Год назад +1

    Mahaprabhu hey tuma shreepayara're koti koti pranam 👏 🪔 🌹

  • @debashritadash2739
    @debashritadash2739 Год назад

    ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjansahoo6087
    @ranjansahoo6087 Год назад +1

    Mahapravu jay jay jagarnath 😢😢😢😢😭😭😭😭🙏🏻🙏🏻🙏🏻🙏🏻

  • @SudhakarMangaraj-y6d
    @SudhakarMangaraj-y6d 7 месяцев назад

    Jay Jagannath prabhu
    Tuma Lila kahaku agochara
    Koti koti pranama hemahabahu
    🚩🙏🚩🙏🚩🙏🚩

  • @arnnapurnabehera3697
    @arnnapurnabehera3697 Год назад +7

    Nothing is impossible for Our Mahaprabhu 🙏🙏

  • @baikunthananda1895
    @baikunthananda1895 Год назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @prakasinidas8188
    @prakasinidas8188 Год назад +2

    ମହାପ୍ରଭୁ ହେ 💗🙏💗

  • @rashmipradhan2508
    @rashmipradhan2508 Год назад +1

    Radhe Radhe 🙏 Jay Jagannath 🙏 Jay Gopal 🙏🌹🙏🙏🙏🙏

  • @bikashpal3537
    @bikashpal3537 Год назад

    Jay ମଣିମା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏❤️🙏🙏🙏🙏🙏🙏🙏❤️❤️

  • @satyajeetmohantysipu541
    @satyajeetmohantysipu541 Год назад +1

    Jay jagannatha mo mahaprabhu 🙏🙏🙏🙏🙏

  • @dusumantasahu2312
    @dusumantasahu2312 Год назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @puspanjalibehera9591
    @puspanjalibehera9591 Год назад

    Dhanya tuma lila prabhu.. Jay Jagannath 🙏🙏🙏

  • @adaitapradhan
    @adaitapradhan 11 месяцев назад

    ଶ୍ରୀକାନ୍ତ ଭାଇ ମୋର ପ୍ରଣାମ ଜୟ ଜଗନ୍ନାଥ

  • @geetanjaliacharya6079
    @geetanjaliacharya6079 Год назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jayshrijagannath1627
    @jayshrijagannath1627 Год назад

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ❤️🌼🙏🌼❤️

  • @rashmitakhatua149
    @rashmitakhatua149 Год назад +1

    Jai jagannath 🙏🙏🙏🙏

  • @nilimabhosagar7270
    @nilimabhosagar7270 Год назад

    He prabhu aapanaku koti koti pranam 🙏🏻🙏🏻🙏🏻🙏🏻

  • @satabdisahoo2463
    @satabdisahoo2463 Год назад +2

    ବାସ୍ ସବୁଦିନ ପାଇଁ ସମ୍ଭାଳି ନିଅ ମୋତେ କୋଳେଇ ନିଅ ମୋତେ🙏🙏🙏

  • @sibasankarparichha9937
    @sibasankarparichha9937 Год назад +1

    jay shree jagannath

  • @ezypzy8622
    @ezypzy8622 Год назад +1

    Mo prabhu Jagannath 🙏

  • @skbehera8580
    @skbehera8580 7 месяцев назад

    Excellent experience. Jay Jagannath 🙏

  • @MamiMami-lm3wk
    @MamiMami-lm3wk Год назад

    Jay Jagannath mahaprabhu 🙏🙏 srikant bhai pranam

  • @suvenduray3889
    @suvenduray3889 Год назад

    Jay Shri Jaganatha. Mahaprabhu nka mahima adbhuta o aloukika. Se hin murda ku jibanta kariparanti.

  • @binayamohanta2273
    @binayamohanta2273 Год назад

    Jay Mahaprobhu..
    Jay sri krishna probhu
    Jay Jagannath swami🙏🙏🙏

  • @prakasinidas8188
    @prakasinidas8188 Год назад +1

    ମହାପ୍ରଭୁ ହେ,ଶ୍ରୀଛାମୁରେ ମୋର ହୃଦୟଢଳ। ଗୁହାରି, ପ୍ରତିଟି ମୁହୂର୍ତ୍ତରେ,ସୁଖରେ,ଦୁଃଖରେ,ଆବେଗ,ଆକୁଳତାରେ,ମାନ,ଅଭିମାନରେ,ତୁମକୁ ହିଁ ଲୋଡ଼ି ବସୁଥାଏ ମଣିମା।ହେ କୃପା ସିନ୍ଧୁ,ପ୍ରାଣବନ୍ଧୁ ମୋର!ତୁମକୁ ଅନୁଭବ କରିବାର ମହାର୍ଘ ମୁହୂର୍ତ୍ତ ଟିକକ ତୁମେ ନ ଚାହିଁଲେ କି ସମ୍ଭବ ହୁଏ କେବେ କେଉଁଠାରେ?ଏତିକି କରୁଣା ରଖିଥିବ ମଣିମା,ଆଉ କିଛି ଲୋଡା ନାହିଁ..ଜୟ ଜଗନ୍ନାଥ ସାର,ପ୍ରଣାମ🙏💗

  • @sarmisthamishra7202
    @sarmisthamishra7202 Год назад +1

    Jay jaganath mahaprabhu srikant Bhai 🙏 Charan sparsh

  • @mousumiswain5611
    @mousumiswain5611 Год назад +1

    Jay jagannath swami 🙏🙏🙏🙏🙏

  • @sudhansuswain2486
    @sudhansuswain2486 Год назад

    Mo prabhu koti odiara maudamani ta ichha purna hau Jay jagannath prabhu🙏🙏🙏🙏

  • @govindadas7095
    @govindadas7095 Год назад

    Jai Jagannath... apurba gatha

  • @santosinisethy1417
    @santosinisethy1417 Год назад

    Amiti b krupa kariparanti ମହାପ୍ରଭୁ
    Speechless

  • @Sirmahasaraswati.4269
    @Sirmahasaraswati.4269 Год назад

    Jay jagannath .He mahaprabhu ki lila tamar.

  • @parthasarathisahu73
    @parthasarathisahu73 Год назад

    Ama pain ama Mahaprvu achhanti. Jay Jay....... Jagannatha 🙏

  • @gourisankarpadhi7426
    @gourisankarpadhi7426 Год назад

    ସେ ସବୁଠି ଅଛି ପ୍ରତିଟି ଜାଗାରେ ଅଛି ସେ ଅସମ୍ଭବ କୁ ସମ୍ଭବ ଆଉ ସମ୍ଭବ କୁ ଅସମ୍ଭବ କରିବାର ଶକ୍ତି ତାଙ୍କ ପାଖରେ ଅଛି. ସେ ସର୍ବ ନିୟନ୍ତା ସଂସାର କର୍ତା ତାଙ୍କୁ ଯିଏ ଭଲପାଏ ତାକୁ ସେ ବି ଭଲ ପାଏ. ଗଢିବା ଆଉ ଭାଙ୍ଗିବା ସବୁ ତାରି ହାତରେ. ଏଇଠି ଯାହା ହୋଉଛି ସବୁ ତାଙ୍କରି ଇସାରାରେ ହୋଉଛି. ଜୟ ଜଗନ୍ନାଥ ସ୍ୱାମୀ.

  • @swatisucharita3755
    @swatisucharita3755 Год назад

    Jay shree Jaganath Swami Nayana patha gami bhaba tume 🙏🙏🌹🌹🌹 Bhai apanku pranam 🙏 🙏🌹🌹

  • @satyabratapanda3137
    @satyabratapanda3137 Год назад

    jai jagannatha swami nayana pathagami bhava tume 💙❤️❤️❤️❤️

  • @bhabanitripathy2867
    @bhabanitripathy2867 Год назад

    Jaya jagannath mahaprabhu...mo sunare....tora juge juge Jaya heu.....

  • @powergame768
    @powergame768 Год назад

    He pravu mo dhanaku asribad Karo dhasamre fast clash hauk etiki mor nibedan Jay Jagannath koti koti naman. 🙏🙏🙏🙏🌷🌷🌷🌷🌹🌹🌹🌹

  • @saiSai-fd7xk
    @saiSai-fd7xk Год назад

    Jay jay Shree Krishna Jagannath swami Nayan patha gami vabatu me 🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹

  • @smrutiranjan6652
    @smrutiranjan6652 Год назад

    Mo prabhu Jagannath koti hurdayar Nath 🙏🙏🙏

  • @rashmiranjanbehera6277
    @rashmiranjanbehera6277 Год назад

    Jay Jagannath Prabhu💜Jay Laxmi Maa🌼

  • @rabindranathpradhan4378
    @rabindranathpradhan4378 Год назад

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏

  • @kalyankumarlenka6606
    @kalyankumarlenka6606 Год назад +1

    Jay shree jaganatha 🙏🙏⚫❗⚫🙏🙏

  • @mamatajena1995
    @mamatajena1995 Год назад

    Jay Jagannath Swami Nayan Patha gami vaba tume vaba tume vaba tume vaba tume 🙏🙏🙏

  • @lopamudrasamantaray3481
    @lopamudrasamantaray3481 Год назад +1

    ମହାପ୍ରଭୁ ହେ🙏🙏🙏🙏🙏🙏

  • @chinmayabarik6864
    @chinmayabarik6864 Год назад +1

    ଆପଣଙ୍କଠାରୁ କାଳିଆ କଥା ନଶୁଣିଲେ ଶାନ୍ତି ଲାଗୁନି
    ଆପଣ ଭଲରେ ଥାଆନ୍ତୁ ଆମକୁ ସେ କାଳିଆର ଭକ୍ତି, ଭାବ, ପ୍ରେମ ପ୍ରତି ଦୃଢ଼ତା ଦେଉଥାନ୍ତୁ ଜୟ ଜଗନ୍ନାଥ
    ଆପଣ ଏତେଦିନ କାହିଁକି ଆସୁନଥିଲେ ଆପଣଙ୍କୁ ମନ ଝୁରୁଥିଲା