ମହାପ୍ରଭୁ ଜଗନ୍ନାଥ କରୁଣା କଲେ ମୁକବି କଥା କୁହେ | Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 25 ноя 2024

Комментарии • 259

  • @srikantaparija2054
    @srikantaparija2054 3 года назад +33

    The Full article was published in “Akalpaniya Shree Jagannath”
    ମୁଁ ସେହି ଟାଣ ଚୁଡା ଭଜା ମୁଠାଏ ଏବଂ ନାଲି ଚା ଟୋପାଏ ପିଇ ମୁହଁ ହାତ ଧୋଇ ଡେକ ଉପରେ ବସିଲି . ସ୍ୱର୍ଗ ଦ୍ୱାର ଆଡେ ଅନାଉ ଥାଏ. ହଠାତ ଆଖିରେ ପଡ଼ିଲା ନୀଳଚକ୍ର .ଦୂରରୁ ପରିଷ୍କାର ଦେଖା ଯାଉଥାଏ. ଆଖି ଛଳ ଛଳ ହୋଇଗଲା. ନିସ୍ତବ୍ଧ ରାତି.କଣ ହେଲା କେଜାଣି ମୁଁ ଉଠିଲି . ଡେକ ଉପରକୁ ଭଲ ଭାବେ ଧୋଇକି ପରିଷ୍କାର କଲି. ଟ୍ରଲରରେ ଯେତେ ଅଗରବତୀ ଥିଲା ସବୁ ଯାକ ଏକାସାଙ୍ଗରେ ଜଳାଇ ଧରି ନୀଳଚକ୍ର ଆଡକୁ ଟେକି ଧରିଲି.ସମୁଦ୍ର ଲହଡି ସହ ମୋର କୋହ ବଢି ଚାଲିଥାଏ.
    ନୀଳଚକ୍ରକୁ ଚାହିଁ କହିଚାଲୁ ଥାଏ 'ମହାପ୍ରଭୁ' କାହିଁକି ଏମିତି ମୁକ କରିଦେଲୁ|
    ଏତେ. କଷ୍ଟ ଯନ୍ତ୍ରଣା ପାଇଲିଣି...ସବୁ ଦେଖୁଚି, ସବୁ ଶୁଣୁଛି,ସବୁ ଅନୁଭବ କରିପାରୁଛି କିନ୍ତୁ ସବୁ ସହିପାରୁନି କି କିଛି କହିପାରୁନିରେ .
    ତୁ ସିନା ମହାପ୍ରଭୁ, ମହାବାହୁ, ସବୁ ଦେଖୁ ସବୁ ଶୁଣୁ ,କିନ୍ତୁ କିଛି ନ କହି ମଧ୍ୟ ସମସ୍ତଙ୍କୁ କହିବାର ଶକ୍ତି ଦେଉ. ଗଛ,ଲତା,ମଣିଷ,ପଶୁ,କୀଟ,ପତଙ୍ଗ ଏପରିକି ସମୁଦ୍ରର ଢେଉ ସବୁର ଶକ୍ତି ପରା ତୋ ଆଶିଷ .
    ମୁଁ କି ଦୋଷ କରିଥିଲି ଯେ ମୋତେ ତୁ ଆଜୀବନ ମୁକ କରିଦେଲୁ.ବିକଳ ହୋଇ ଅନ୍ତର ଭିତରେ ଗାଇ ଉଠିଲି - 'ଦୀନବନ୍ଧୁ ଏଇ ଅଳି ଶ୍ରୀ ଛାମୁରେ'...ଗାଉ ଗାଉ ସେଇ ଡେକ ଉପରେ ଛାଇ ନିଦ ଲାଗିଯାଇଛି .ଆଖିପତା ମୁଦି ହୋଇ ଆସିଛି .
    ମୋ ଚାରି ପଟେ ଭରି ଯାଇଛି ଚନ୍ଦନ,ଅଗୁରୁ,ତୁଳସୀର ମହ ମହ ବାସ୍ନା .ସେଇ ବାସ୍ନାରେ ମୋ ଶରୀର ଅନ୍ତରାତ୍ମା ମହାବିସ୍ଟ ହୋଇ ଆସୁଛି. ଆଖିର ପତା ଆହୁରି ଚାପି ହୋଇ ଆସୁଛି ,ଆଖି ଭିତରେ କେବଳ ନୀଳଚକ୍ର. ନୀଳଚକ୍ରରୁ ଉଜ୍ବଳ ହଳଦିଆ ରଙ୍ଗ କିରଣ ଝଲକି ଉଠି ମାଡି ଚାଲୁଛି ଆଗକୁ ଆଗକୁ ମୋ ଆଡ଼କୁ.ସମୁଦ୍ରର ଘୁ ଘୁ ଗର୍ଜନ ମୁଁ ଚେତାଶୂନ୍ୟ ହୋଇ ଆସୁଛି.ବିକଳ ହୋଇ ହାତ ମୁଠାରେ ମୁଁ ଅନ୍ତର ଭିତରେ କହୁଛି ମହାପ୍ରଭୁ ମହାପ୍ରଭୁ....
    ହଠାତ ଶୁଭୁଛି ଗୁରୁ ଗମ୍ଭୀର ସ୍ୱର ' ତୁ କଥା କହିପାରୁନୁ ବୋଲି ଏତେ ମାନ ଅଭିମାନ ମୋ ଉପରେ '....
    କଥା କହିବୁ ଅଲେଖ?
    ଡାକ୍ ମୋତେ.. ଜୋରରେ ଡାକ୍ ମୋତେ ଅଲେଖ ...ବଡ଼ ପାଟି କରି ଡାକ୍ ...
    .ସବୁ କିଛି ଭୁଲିଯାଇ କେବଳ ମୋତେ ଡାକ୍...'
    ଏହା ପରେ ହଠାତ ମୁଁ 'ଜୟ ଜଗନ୍ନାଥ' ଜୋରରେ ରଡି ଛାଡିଛି...
    ଜୟ ଜଗନ୍ନାଥ. ଜୟ ଜଗନ୍ନାଥ କହୁଥାଏ . ଜୟ ଜଗନ୍ନାଥ ...ଜୟ ଜଗନ୍ନାଥ ସ୍ୱର ଯେତେବେଳେ ସମୁଦ୍ର ଢେଉରେ ପ୍ରତି ଧ୍ୱନିତ ହୋଇ ପୁଣି ମୋ ପାଖକୁ ଫେରିଆସିବାର ଶୁଣି ମୁଁ ପ୍ରକୃତିସ୍ଥ ହେଲି ମୁଁ ଯେତେବେଳେ ଜାଣିଲି ମୋ ପାଟି ଫିଟିଯାଇଛି.... ଡ଼ଃ ଶ୍ରୀକାନ୍ତ ପରିଜା

    • @artamuduli5504
      @artamuduli5504 3 года назад +1

      Very nice sir

    • @learneasilywithme5811
      @learneasilywithme5811 3 года назад +2

      Jay jagannath 🙏🙏

    • @anuradha-lily
      @anuradha-lily 3 года назад

      Jay Jagannath ..Sir bahut bahut dhanyawad 🙏🙏

    • @gitapradhan2346
      @gitapradhan2346 3 года назад +1

      Ananta lilamaya Hey Manima.. Apurba kamaniya rupa labanya hey. Daya karuthiba ... Mahaprabhu Hey 🙏

    • @gayatrijena2150
      @gayatrijena2150 3 года назад

      Jay Jagannath 🙏🙏🙏, pranam sir," ama mahaprabhu jagatara maha Prabhu,ama hrudayara mahaprabhu,sekana kahaku nirasa kareparebe,se para antarjami ama maa pare maa jemite pilamane nakahiba agaru Sabu bujhiparanti ama mahaprabhu bi semite , Jay Jagannath 🙏🙏🙏

  • @bkbarik2322
    @bkbarik2322 3 года назад +3

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🚩🚩🚩
    ଧନ୍ୟ ଭକ୍ତ ଧନ୍ୟ ଭଗବାନ ଧନ୍ୟ ତୁମ ଲୀଳା ମହାପ୍ରଭୁ। ମହାପ୍ରଭୁଙ୍କ ର ଏମିତି ଗୁଣଗାନ ଗାଇ ଆପଣ ଯେଉଁ ମହାନ କାର୍ଯ୍ୟ କରୁଛନ୍ତି।ତାହାର ଯେତେ ପ୍ରଶଂସା କଲେ ବି କମ୍ ହେବ ଆଜ୍ଞା।
    ମହାପ୍ରଭୁଙ୍କ ପାଖରେ ଏ ଅକିଞ୍ଚନର ଆକୁଳ ପ୍ରାର୍ଥନା ଆପଣଙ୍କୁ ଶଂଖ ରେ ପୁରେଇ ଚକ୍ର ଆଢୁଆଳରେ ରଖନ୍ତୁ।ମହାପ୍ରଭୁଙ୍କ ର ଜୟ ହେଉ।🙌🙌🙌👏👏👏🚩🚩🚩

  • @jayjagannath2456
    @jayjagannath2456 3 года назад +8

    ଜୟ ଶ୍ରୀ ଜଗନ୍ନାଥ....... ଶ୍ରୀକାନ୍ତ ସାର ମହାପ୍ରଭୁଙ୍କ ଆଶୀର୍ବାଦରୁ ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର। ମହାପ୍ରଭୁଙ୍କ କୃପା ଆପଣଙ୍କ ଉପରେ ଅଛି। ଆପଣଙ୍କ ଚରଣରେ ପ୍ରଣାମ। ଜୟ ଜଗନ୍ନାଥ।।।।।।

  • @chandrasekharparida7490
    @chandrasekharparida7490 10 месяцев назад +1

    Amazing experience

  • @studypoint1280
    @studypoint1280 3 года назад +9

    ସୁଖ ଦେଲେ କାଳେ ଭୁଲିଯିବି ବୋଲି ଜାଣିଶୁଣି ଦୁଃଖ ଦେଉଛ
    ତୁମ ଦୁଃଖ ଦେବା ପ୍ରମାଣ କରୁଛି ପ୍ରଭୁ କେତେ ଭଲ ପାଉଛ🙏

  • @chapalabiswal7502
    @chapalabiswal7502 3 года назад +2

    Waa ...really heart touching ...🙏🙏🙏🙏🙏🙏 Jay Jagannath

  • @LMRP-d7p
    @LMRP-d7p 8 месяцев назад

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଜୟ ଜୟ ହୋଉ ମହାପ୍ରଭୁ ଙ୍କୁ ଏଇ ଅଧର୍ମ ସତ ସତ 🙏🙏🙏🙏🙏🙏🙌🙌🙌🙌🙌🙌🙌🙌🙌🙌🙌

  • @susantkumarsamal7885
    @susantkumarsamal7885 3 года назад +1

    ସତରେ, ମହାପ୍ରଭୁ ଜଗନ୍ନାଥ ଚାହିଁଲେ ସବୁ କିଛି ସମ୍ଭବ l
    ଜୟ ଜଗନ୍ନାଥ l

  • @ODISHA365
    @ODISHA365  3 года назад +8

    ଯେଉଁମାନେ ଆମର ସବୁ ଭିଡ଼ିଓ ଦେଖି ପାରୁନାହାନ୍ତି।ଆମ ଚ୍ୟାନେଲ Odisha365 କୁ subscribe କରି bell ଆଇକନ କୁ ଚିପି ଦିଅନ୍ତୁ ତାହେଲେ ଆମର ସବୁ ଭିଡ଼ିଓର ନୋଟିସ ପାଇ ପାରିବେ। ସେୟାର କରିବାକୁ ଭୁଲିବେନି ଆପଣଙ୍କ ସାଙ୍ଗ ସାଥି ଓ ପଡ଼ୋଶୀ ମାନଙ୍କ ସହ।

    • @aniljati1722
      @aniljati1722 3 года назад +4

      🙏ଜୟ ଜଗନ୍ନାଥ🙏ଏହି ଭଳି ଅନୁଭୁତି ଆମ ମାନଙ୍କ ନିକଟରେ ପହଞ୍ଚାଇଥିବାରୁ ଅଶେସ ଧନ୍ୟବାଦ🙏

  • @manoranjankhuntia7589
    @manoranjankhuntia7589 3 года назад +1

    ଜଗନ୍ନାଥ ସ୍ଵାମୀ, ତୁମ ଲୀଳା ଅପାର। ଶୁଣି ଧନ୍ୟ ହୋଇଗଲି। ଜୟ ଶ୍ରୀ ଶ୍ରୀ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି।

  • @pradeshkumarsahoo1877
    @pradeshkumarsahoo1877 2 года назад

    ଆମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ହେଉ 🙏🙏🙏🙏

  • @purusottamreddy2992
    @purusottamreddy2992 3 года назад +1

    ଆପଣଙ୍କୁ ଅଶେଷ ଧନ୍ୟବାଦ୍ । ଏତେ ବଢ଼ିଆ ଆପଣ କୁହୋନ୍ତି । ବହୁତ୍ ସୁନ୍ଦର୍ ଲାଗୁଚି ଶୁଣିବା । ଓଡ଼ିଶା ୩୬୫ କୁ ମଧ୍ୟ ଧନ୍ୟବାଦ୍ । ଶ୍ରୀକାନ୍ତ ଭାଇ ଆପଣ ବହୁତ ଭାଗ୍ୟବାନ ।

  • @suvenduray3889
    @suvenduray3889 3 года назад +3

    Like, "HARI ANANTA HARI KATHA ANANTA", MAHAPRHU's divine deeds are timeless and he is not bound by caste, class and religion hierarchy. MAHAPRABHU manifested himself in the axion, " Muukam Karoti Vaacaalam Panggum Langghayate Girim, Yat-Krpaa Tamaham Vande Param-Aananda Maadhavam" which means, "I REMEBER WITH DEVOTION THE DIVINE GRACE OF SHRIKRISHNA WHO CAN MAKE THE LAME CROSS HIGH MOUNTAINS, REMEMBER AND EXTOL THAT GRACE WHICH FLOWS FROM THE SUPREME BLISS MANIFESTATION OF MADHAVA" which I realised through your divine naration how Alekha Mallick a dumb started to speak due to grace of Shri Jagannatha. Please keep sharing such divine tale of MAHAPRABHU so that our devotion for MAHAPRABHU cross all limits.

  • @gitapradhan2346
    @gitapradhan2346 3 года назад +2

    Dhanya tuma lila Manima...tuma nama ganare puriuthu e sansara. ..koti asirbada jharipadu 🙏

  • @aryansuryakanta7865
    @aryansuryakanta7865 3 года назад +6

    Was blessed to hear the experience from Alekh Uncle himself ❤🙏🏻

  • @Targetteachership
    @Targetteachership 3 года назад +2

    ମହାପ୍ରଭୁ ଜଗନ୍ନାଥଙ୍କ ଜଗତକଲ୍ୟାଣକାରୀ ଲୀଳା ଜଗତର ଅନନ୍ତ କୋଟି ଭକ୍ତଙ୍କ ମଧ୍ଯରେ ସନ୍ତୋଷ ରୂପକ ଭାବ ଦ୍ୱାରା ଯୋଗସୂତ୍ରରେ ବାନ୍ଧି ରଖିଛନ୍ତି ।
    ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ 🙏🙏🙏🙏🙏🙏🙏🙏

  • @thirdeye9492
    @thirdeye9492 3 года назад +2

    Thanks sir.
    Miracle, Miracle.
    Jay jagannath.
    Be Blessed.

  • @lopamudrasahu2202
    @lopamudrasahu2202 3 года назад +1

    Mahaprabhu Jagannath sabu thik karidiantu prabhu. Tuma ku koti koti pranam...

  • @nibeditaswain9843
    @nibeditaswain9843 3 года назад +2

    Srikant sir apanankar upasthapana saili ete sundar hridaya ku chhuin gala, sabda Sabu.

  • @manojsahoo4867
    @manojsahoo4867 3 года назад +2

    Hari annata Hari katha annata. Niskapat hruday ru kara jaithiba prathana, Bhagban nkra darbar re prathme sunani hue..Jai Jagannath Jai Gurudev

  • @jyotsnamayeehota1883
    @jyotsnamayeehota1883 3 года назад +2

    Namaskar Sir.I have read this book. Feeling blessed by hearing this divine experience. You are also a blessed child of Lord Jagannath. Waiting again a new experience. Thank you.

  • @nilamaniguru9675
    @nilamaniguru9675 3 года назад +2

    Jay Jagannath. Sraban Amruta Taba Kathamruta. Jay Jagannath

  • @gobindachandranayak9576
    @gobindachandranayak9576 3 года назад

    ଶ୍ରୀ କାନ୍ତ ଭାଇ ଜୟ ଜଗନ୍ନାଥ ,you are great

  • @sunilnath3572
    @sunilnath3572 3 года назад +1

    JAY JAGANNATH MAHA PRABHU NKARA JAY HEU

  • @sabitaswain5513
    @sabitaswain5513 3 года назад +2

    Jay Jagannath swami nayan path gami bhaba tume 🙏🙏

  • @saraswatinayak702
    @saraswatinayak702 3 года назад +1

    ଜୟ ଜଗନ୍ନାଥ. ତୁମ୍ଭକୃପା ବିନା ସିନା ଜଗତ ଅନ୍ଧ..

  • @bhagyalatapanda2910
    @bhagyalatapanda2910 3 года назад +2

    Jay jagannath swami nayan path gami vaba tuma

  • @jayashreesatpathy4732
    @jayashreesatpathy4732 3 года назад +1

    Jai Jaganatha 🕉️🌸🌸🕉️🌺🌺🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️

  • @sukantkumarsethy1507
    @sukantkumarsethy1507 2 года назад

    ଜୟ ଜଗନ୍ନାଥ ଜୟ ମହାପ୍ରଭୁ କାଳିଆ ସାଆନ୍ତ 🙏🙏🙏🙏🙏🙏🙏

  • @MithunJagadala-sr8cd
    @MithunJagadala-sr8cd 3 месяца назад

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻 🌹🌹🌹🌹❤️❤️❤️

  • @lalitendubag4783
    @lalitendubag4783 2 года назад

    Jai Jagannath..Mahaprabhu..Manima..apnanka Sri charane koti koti pranam prabhu🙏🙏🙏

  • @animaparida700
    @animaparida700 3 года назад +1

    Jai sree jagannath

  • @shreejagannathpuriodisha4694
    @shreejagannathpuriodisha4694 3 года назад +1

    ଜୟ ଜଗନ୍ନାଥ......

  • @subhalaxmimohanty9085
    @subhalaxmimohanty9085 3 года назад +1

    Hye mahapravu 🙏 tk krupa kro🙏🙏💞💐

  • @matruashishpatra3550
    @matruashishpatra3550 Год назад +1

    🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤Guruji 🙏🙏🙏

  • @manojnayak7578
    @manojnayak7578 Год назад

    ମୋ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @lilipanigrahy1988
    @lilipanigrahy1988 3 года назад

    Dhanya dhanya mahapravu,dhanya tuma leela 🙏🙏🙏🙏 hey srusthikarta apananku koti koti pranam 🙏🙏🙏🙏🙏 Jay Jagannath 🙏🙏🙏

  • @GitanjaliSahu-us5le
    @GitanjaliSahu-us5le 6 месяцев назад +1

    Akhira luha chhati ra koha ku roki paruni.... Mo maha prabhu nkara jai hau....

  • @pravatipanigrahi4708
    @pravatipanigrahi4708 3 года назад +1

    Jay Jagannath jay jagannath

  • @PurnimaDas-hg2lz
    @PurnimaDas-hg2lz 3 года назад

    Sir aapana bht saubhagyashali atanti .jahanka jivana re prabhunkara kripa apara .aapanka mukhru prabhunka anubhuti sunibaku bht khushi lage .

  • @ritudas8724
    @ritudas8724 3 года назад

    pravu tma nila....apurba.....koti koti pranam

  • @ratemundaratemunda111
    @ratemundaratemunda111 2 года назад

    Jay Jagannath mahaprabhu ଜୟ ଜଗନ୍ନାଥ 🙏🙏🙏🌷

  • @tarakantajena6979
    @tarakantajena6979 3 года назад +1

    ଜୟ ପ୍ରଭୁ ଜଗନ୍ନାଥ

  • @swatisucharita3755
    @swatisucharita3755 3 года назад +1

    Jay jagannath swami nayana patha gami bhaba tume

  • @narayanpradhan7148
    @narayanpradhan7148 2 года назад

    Happy new year 2022 🙏appnaku koti koti panama JAGAGANNATH mahima upsthana karithibaru 🙏

  • @ranjanabehera8117
    @ranjanabehera8117 3 года назад +2

    Jay Jagganath swami nayan patha gami bhaba tume.

  • @DAKOTA1940s
    @DAKOTA1940s 3 года назад

    ମଣିମାଙ୍କର ଜୟ ହେଉ🙌🏻❤️....ଜୟ ଜଗନ୍ନାଥ🙏🏻❤️

  • @kiranreddy3794
    @kiranreddy3794 3 года назад +1

    Joy jogonath

  • @pitabasrautaray2759
    @pitabasrautaray2759 3 года назад

    Chamtakar anubhuti.Dr Srikant Parija has been successful in collecting real life experiences of many devotees and spreading the divine blessings through various media.I congratulate Dr Parija for his untiring effort and hope he will bring such incidents to limelight.Jay Jagannath. Pitabas Rautaray.

  • @mamatajena1995
    @mamatajena1995 Год назад

    Jay Jagannath Swami Nayan Patha gami vaba tume vaba tume vaba tume 🙏🙏🙏

  • @shivarampatnaik4138
    @shivarampatnaik4138 3 года назад +1

    Jay Jaganath

  • @yogaranjanbehera654
    @yogaranjanbehera654 3 года назад +1

    🙏🙏🙏🙏🙏🙌🌼🌼🌼🙏🙏🙏🙌🙌🌼🙏🌼🙏🌼🌼 Jay jagannath👍

  • @jilanmaharathi1687
    @jilanmaharathi1687 3 года назад +2

    ଜୟ ଜଗନ୍ନାଥ

  • @kadambinitripathy3240
    @kadambinitripathy3240 3 года назад

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @aniljati1722
    @aniljati1722 3 года назад +2

    🙏ଜୟ ଜଗନ୍ନାଥ 🙏

  • @biswadarsi999
    @biswadarsi999 3 года назад +1

    Jaya Jagannath

  • @nibeditaswain9843
    @nibeditaswain9843 3 года назад +2

    Hey mahaprabhu, tuma karuna baridhi re a sansar ku oda karuthao

  • @pravateedash8745
    @pravateedash8745 3 года назад

    Thank you sir. Jayjagannath

  • @jyotipurna6693
    @jyotipurna6693 2 года назад

    Jai jagannath Swami Nayana patha gami bhaba tume prabhu 🙏🙏🙏🙏

  • @jyotidas25
    @jyotidas25 3 года назад

    Jay Jagannath sir .Aparna smith Anubhuti Sabu share karuthantu.APananku koti Pranam sir

  • @sharadamohanty5629
    @sharadamohanty5629 3 года назад

    Jay Jagannath Swami Nayana Patha Gami Bhabatu Me .🙏🙏🙏

  • @TheSasmitaDas
    @TheSasmitaDas 2 года назад

    Jai Shree Jagannatha 🌺🪔❤️🙏🙏🙏🙏

  • @jagannathmahima2023
    @jagannathmahima2023 3 года назад +1

    ଜୟ ଜଗନ୍ନାଥ ସ୍ଵାମୀ 🙏

  • @priyaranjanpattanaik6234
    @priyaranjanpattanaik6234 3 года назад

    Jay jagannath prabhu nku mora Ananta koti pranam.

  • @swagatika5954
    @swagatika5954 3 года назад

    Jai jagannath swami 🙏

  • @rajkishorpatra3019
    @rajkishorpatra3019 3 года назад +1

    Jay shree Jagannath 🙏🙌🤗
    Jay shree radhe krishna 🙏🙌
    💞🌷🌼🥀🌻🌹💐🌺🌾💞

  • @akhayakumarpanda8382
    @akhayakumarpanda8382 3 года назад

    Anubhuti ti hrudaya ku chhuin gala.bhagaban apananku dirghayu karantu au apana emti anubhuti bantantu.jai jagannath

  • @manojkumarmahalik5086
    @manojkumarmahalik5086 3 года назад +1

    Jay Jagannath....🙏🙏🙏🙏

  • @SNayak-wy2gu
    @SNayak-wy2gu 3 года назад

    Jay Jagannath Mahapravu...💮💮🙏

  • @bhaskarchandrapanda6206
    @bhaskarchandrapanda6206 3 года назад

    Daya maya prabhu Shri Jagannath.

  • @dipanjalisahoo9755
    @dipanjalisahoo9755 3 года назад

    Jai Jagannath Swami Nayanpathgami Bhaba tume

  • @drpandapk
    @drpandapk 2 года назад

    Jai shree jagannath mahaprabhu 🙏🙏🙏

  • @hemalinbiswal472
    @hemalinbiswal472 3 года назад +2

    🙏JAI JAGANNATH SWAMI NAYANA PATHA GAMI VABA TUME ⛳🙏⚫🔺️⚫🙏

  • @jagannathbala6056
    @jagannathbala6056 3 года назад +2

    Jay Jagannath❤❤❤🙏🙏🙏

  • @satabdisahoo2463
    @satabdisahoo2463 3 года назад +1

    Jay jagannath🙏🙏🙏

  • @saiSai-fd7xk
    @saiSai-fd7xk 2 года назад

    Jay jagannath swami nayan path gami vabatu me 🌹🙏😭🌹🙏🌹😭🌹🙏🌹

  • @bijayakumarsahoo5832
    @bijayakumarsahoo5832 3 года назад +1

    Mahaprabhu Jagannath

  • @trilochan7236
    @trilochan7236 3 года назад +4

    Jai Jagannath ❤️🙏

  • @kiranbalamishra4985
    @kiranbalamishra4985 3 года назад

    Jai Jagannath. Sir apana banchibara raha dekheethibaru apananku hrudayaru sata sata pranam🙏🙏🙏

  • @dusmantakumar7365
    @dusmantakumar7365 3 года назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏

  • @SasmitaMohapatra-m2b
    @SasmitaMohapatra-m2b Год назад

    Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Bhai pranam 🙏🙏

  • @manasisahu4856
    @manasisahu4856 3 года назад

    Jai jagannath......

  • @sushirkumarmahapatra3221
    @sushirkumarmahapatra3221 3 года назад

    jay jagannath swami ki jay namaste

  • @jyotsnaranibehera6813
    @jyotsnaranibehera6813 2 года назад

    🙏 Jay shree Jagannath Mahaprabhu 🙏

  • @manaspradhan4168
    @manaspradhan4168 3 года назад

    Jay Jagannath👏👏

  • @pramilapani9960
    @pramilapani9960 2 года назад

    JAY JAGANNATH PRANAM SIR🙏❤🙏❤

  • @sanjeevpaikray977
    @sanjeevpaikray977 3 года назад

    Jay Shree Jagannath Mahapravu !

  • @santoshkumarpradhan9003
    @santoshkumarpradhan9003 3 года назад

    Omm jai jaganatha Jai panchasakha Jai Shree Satya Ananta Madhava

  • @chandannaik9078
    @chandannaik9078 3 года назад +2

    JAY Jagannath antar Jami Narayan he Jagannath

  • @DrNibhaMohanty-dx5um
    @DrNibhaMohanty-dx5um 3 месяца назад

    Jay shree Jagannath ❤

  • @manashpalai5238
    @manashpalai5238 3 года назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @gopalagrawal8200
    @gopalagrawal8200 3 года назад +4

    चारों धाम में सबसे बड़ा है ,जगन्नाथ धाम
    जगन्नाथ भगवान की, महिमा अपरम्पार
    भक्तों को दर्शन देते,करते उनके काम।
    कर लो भक्तों ,जगन्नाथ का ध्यान बारंबार। 🙏

  • @brajendrapanigrahi2813
    @brajendrapanigrahi2813 3 года назад

    Wow wonderful

  • @prabinatripathy2696
    @prabinatripathy2696 3 года назад +4

    Jaya Jagannath 🙏🙏🙏. Srikanta sir mu pitabas sir nka "Anuvuti re Jagannath" bahi re apanaka lekha padhichi...

  • @manashpalai5238
    @manashpalai5238 3 года назад +1

    ଜୟ ଜଗନ୍ନାଥ 🙏

  • @chandanbarik3730
    @chandanbarik3730 3 года назад

    Jay jagannath sir

  • @krishnamastivlogs3144
    @krishnamastivlogs3144 3 года назад

    Jay jagananath...

  • @rasmitamaharathy6734
    @rasmitamaharathy6734 3 года назад

    Jai Jagannath mahaprabhu 🙏⚫️❗️⚫️🙏

  • @gayatrijena2150
    @gayatrijena2150 3 года назад

    Jay Jagannath 🙏🙏🙏🙏🙏 sir apana ku mora pranam,apana dhanya maha prabhkara krupa apana ka upare achi,bahut bhala laguchi mahaprabhu kara Lila suniki,

  • @sorain1135
    @sorain1135 3 года назад

    Jay Jagannath Jay Jagannath Jay Jagannath 🌷🌷🌷🌷🌷🙏🙏🙏🙏🙏