Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର୍ ଆପଣତ ଚାଲିଗଲେ ଆମମାନଙ୍କୁ ଆଉ କିଏ ମହାପ୍ରଭୁଙ୍କ ଅଲୌକିକ ମହିମା କହିବ। ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ସାନ୍ତି ଦିଅନ୍ତୁ।😭😭😭😭😭
Jay Jagannath Swami Nayanpatha Gami Bhaba Tume 💐🌼🌾🌿💐🌼🌾🌿💐🌼🌾🌿🙏🏻🙏🏻🙏🏻🙏🏻
ଆପଣଙ୍କ କଥାମୃତ ବହୁତ ହୃଦୟସ୍ପର୍ଶ ଆପଣଙ୍କୁ କୋଟି କୋଟି ପ୍ରଣାମ ।
ଅନୁଭୂତି ରେ ଶ୍ରୀ ଜଗନ୍ନାଥଜୟ ଜଗନ୍ନାଥ...ମହାପ୍ରଭୁ ଜଗନ୍ନାଥଙ୍କ ମହିମା କାହାକୁ ବା ଅଜଣା..?.ସେ ମହିମାରୁ କିଞ୍ଚିତ ଅନୁଭୂତି ବର୍ଣ୍ଣନା କଲାବେଳେ ସାରା ଦେହରେ ଭାବାବେଗ ଜାଗ୍ରତ ହୋଇ ଉଠେ...।।ଗତକାଲି ରାତିର ଘଟଣା..ମହାପ୍ରଭୁଙ୍କୁ ମୋର ସ୍ବପ୍ନରେ ପାଇ ହଠାତ୍ ମୁଁ ବିଚଳିତ ହୋଇ ଉଠିଲି, କାରଣ ସେ ସ୍ବପ୍ନରେ ମୋ ହାତର ସୁନାର ବେଶରେ (ସୁନାର ବେଶ ନୁହେଁ ତ ଶ୍ରଦ୍ଧାର ବେଶରେ ) ସଜାହୋଇ ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କୁ ସାମାନ୍ୟ ଢଳି ହୋଇ ପଡିଥିବାର ଦେଖିଲି..କାରଣ ଅସ୍ପଷ୍ଠ ହେଲେ ବି, ସ୍ବପ୍ନ ରେ ଏ କଥା ଦେଖିଥିବା ହେତୁ ଏହା ଯେ ସତ ନୁହଁ ଏ କଥା ଭାବି ପୂନର୍ବାର ଶୋଇ ପଡିଲି ସତ ,ହେଲେ ସକାଳୁ ଉଠି ମୁହଁ ଧୋଇ ହେlଇ ସାରି ଯେତେବେଳେ ଶ୍ରୀ ଜଗନ୍ନାଥ ସହସ୍ର ନାମ ମୋବାଇଲ ମାଧ୍ୟମରେ ଶୁଣିବା ପାଇଁ ଯାଏ (ଯାହା ମୋର ପ୍ରତିଦିନର କାର୍ଯ୍ୟସୂଚିର ଅନ୍ତର୍ଗତ) ସେ ସମୟରେ ମୁଁ ଯାହା ଦେଖିଲି ତାକୁ ମୁଁ ନିଜେ ମଧ୍ୟ୍ୟ ବିଶ୍ବାସ କରିପାରିଲି ନାହିଁ,କାରଣ ଗତକାଲି ମୋ ସ୍ବପ୍ନରେ ଘଟିଥିବା ଘଟଣାଟି ବାସ୍ତବରେ ସତଥିଲା...ଯାହା ଦେଖି ସାରିଲା ପରେ ମୋର ଆଖିରେ ଆପେ ଆପେ ଲୁହରେ ଭରିଗଲା..Iମୁଁ ଅଧମ ଏହାକୁ ସ୍ବପ୍ନ ଭାବି ପୁଣି ଶୋଇ ଯାଇଥିଲି...ଆଜି ଜାଣିଲି ମୋ ମହାପ୍ରଭୁଙ୍କ ମହିମା କେତେ ଅପାର...।। ମୁଁ ଛାର ଅଧମଟା ସେ ମହିମା ବୁଝିବାର ଯୋଗ୍ୟତା ମୋର କାହିଁ..???ହେ ପ୍ରଭୁ ତୁମ ଶ୍ରୀ ଚରଣ କମଳ ତଳେ ଏ ଅଧମରେ କୋଟି କୋଟି ପ୍ରଣାମ ସ୍ବୀକାର କର ପ୍ରଭୁ...।।ଜୟ ଜଗନ୍ନାଥ...ଜୟ ଜଗନ୍ନାଥ...ଜଗନ୍ନାଥ
4 i have 98feet ad
He Prabhu jagannatha tumaku koti koti pranam 🙏🙏🙏🙏🙏🙏🙏
ହେ ମହାପ୍ରଭୁ ଜଗତରନ୍ନାଥ ଜଗନ୍ନାଥ ସବୁ ତମ ଇଚ୍ଛା 🙏🙏🙏
ଅତିଚମତ୍କାର ଉପସ୍ଥାପନା 🙏"ଅନ୍ଧ କରି ମୋତେ ଜନମ ଦିଅ ପ୍ରଭୁ ଦେଖିବିନି ଜଗତର ଦୁଃଖ ,ବଧିର କରି ମୋତେ ଜନମ ଦିଅ ପ୍ରଭୁଶୁଣିବିନି ଦୁଃଖିଙ୍କ ଆରତ ,ଭକତି ଭାବରେ ଦେଖୁଥିବି ସଦାତୁମରି କଳା ଶ୍ରୀମୁଖ" 🙏ଜୟ ଜଗନ୍ନାଥ, ଜୟ ଜଗନ୍ନାଥ🙏
jagannath swami nayana patha gami bhaba tume 🙏🙏🙏🙏🙏🙏Jay jagannath 🙏🙏🙏🙏🙏🙏
Jay jagganatha swami nayana patha gami bhaba tume prabhu 🙏🙏🙏🙏🙏🔱🔱🌷🌷🌷🌷
ଜଗନ୍ନାଥ ଙ୍କ କୋଳରେ ଆମେ ଓଡ଼ିଆ ମାନେ କେଡେ ଭାଗ୍ୟବାନ। ମୋ comment ପଡ଼ୁଥିବା ପ୍ରତେକ ଜଣ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ🙏
ହେ ଅନ୍ତର୍ଯ୍ୟାମୀ ଜଗନ୍ନାଥ 🙏
Jaya Mahaprabhu ShreeJagannathaswami Nayanapathagami Bhabatume. Nice video.
ମୋ ମହାପ୍ରଭୁଙ୍କ ଜୟ ହେଉ
Sir I always enjoy listening to your extraordinary experiences..Except God nothing is worth having..
Bahut bhala laguchi apananka mukha ru ye Katha Sabu sunibaku .... Jagannath apananku sarvada sukhi au susta rakhantu.
Really this video is touches my heart Jay Jagannath
Thanks share with your family and friends.
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏
🙏🙏🙏🙏🙏🌷🌺🌺🌷Jay jagannath swami bhaba tume🌷🌺🌺🌷🙏🙏🙏🙏
Really heart touching sir..
ଧନ୍ୟ ପ୍ରଭୁ, ତୁମ ଲୀଲା କୁ ବୁଝିବା ଶକ୍ତି ଆମର ନାହିଁ। ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ। ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏
Jay Jagannath Swami ⭕❗⭕🙏🙏🙏🙏🙏🙏🙏🙏
Sir, You are great.
Jai jagannatha, jai jagannatha, jai jagannatha
Jay Jagannatha dhanya heli prabhu
Jay Jagannath Maha Prabhu. Prabhu tumara shruti bada bichitra
Jay Bhaktabaschala Prabhu Maharabhu SriJagannath ki jayJay Bhaktimati Shyamala ki jay
Jay jagannath swami...
Apankara bahut bhagya...apnaku 100/100 pranama
Mahaprabhu Nila kebala se hin janate 🙏🙏🙏🙏
Apananku mora bhumistha pranam...
My favorite rabindra narayanan mishra
Share this video with your family and friends.
Jay Jagannath Jay Jagannath Jay Jagannath 🙏🌹🙏
Jay Jagannath Radhe Radhe
Sir ଆପଣଙ୍କ ଭାଷା ଅମୃତମୟ,ପ୍ରଭୁ ଆପଣଙ୍କୁ ସଦା ନିରାମୟ ରଖନ୍ତୁ ସେଥିପାଇଁ ଆମେ ଭାଗ୍ୟବାନ ହେବୁ ଆପଣଙ୍କ ର ଅମୃତ ବାଣୀ ଶୁଣିବା ପାଇଁ, ଜୟ ଜଗନ୍ନାଥ
Thanks share it to your family & friends
Jay Jagannath Mohaprabhu
JOY JAGANNATH 🙏❤️♥️🎉
Mahaprabhu koti koti pranam
JAI Jagannath Surprising 🙏
Jai jaganatha Jai panchasakha Jai Shree madhaba
Hey mohabahu dhanya tuma lila, hey mohaprabhu aapanata antarjyami jagata ru dukha harana kara prabhu
Jay jagannath mahaprabhu
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏👏🙏🙏🙏
Jay jagannath baba pranam
Jai jai jaganath
Jaya jagannath
ଜୟ ଜଗନ୍ନାଥ
ଜୟ 🙏ମହାପ୍ରଭୁ
Jay jaganath 🙏💕💐
🙏"Jay Jay jagannath"🙏
Really heart touching. Thank u Sir we are blessed to listen from your voice. Jai Jagannath 🙏🙏🙏
Bhul ap app
💓🙏💓 Really 💓 Touching 💓😇💓 Thank you soomuch forever 🙏👌🙏 Jay Jagannath 💓 Jay Jagannath 💓 Jay Jagannath 💓🌹💓 Good night 🕉️🙏🕉️ SHANTI 🕉️🙏🕉️
Jay Jay Mahapravu Shree Jagannath ... Jayatu Maa Mahalaxmi
Really amazing sir
Brahma stanantarita and naba kalebara bisayare , Rabinarayan Mishra nka dwara upasthapana kale bhala huanta....Mora ae request Rabi sir nka pakhe nibedana karibe please.... Mora ebn bahut odia nkara nibedana...
Jai jagannath......
Jai jagannath ❤
🙏 ସେ ତ ଭକତ ଭାବରେ ବନ୍ଧା ରେ ସେ ତ ଭକତ ପରାଣ ଧନ
Jay shree Jagannath 🙏🙌🤗Jay shree radhe radhe 🙏🙌🤗💞💞💞💞💞💞💞💞💞💞
Jay Jagannath swami
ହରେ କୃଷ୍ଣ 🙏🙏🙏
Jay jagannath swami noyono potho gami bhobo tume
Jay Jagannath swami 🙏
Hey pravu dhanya tumara Leelaaaa aaa
ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ ତୋ ଶ୍ୟାମ ମୂରତି ଦେଖିବି ବୋଲି,,
🙏sir.apananka sutunda ru amaku sabudina emiti amrutabani sunibaku milu.Antaryami nka pakhe mora subhakamana sustha au anandare ruhantu.
Joy Jagannath
Jay Jagannath 🙏🏻
Jai Jagannath
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମହେ, ତୁମହେ ହି ସାହା ଭରସା ପ୍ରଭୁ 🙏🙏🙏🌹🌹🌹🌷🌷🌷
JAI JAGANNATH SWAMI NAYANA PATHA GAMI BHABATUME
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ।
Jay jagannath
ଧନ୍ୟ ସେ ଶ୍ୟମଳା
Jay jagannath 🙏🙏🙏
Joy Bholenanath
जय जगन्नाथ स्वामी 🙏🙏🙏
Great sir ji
Sir panko Mora koti koti pranam jagannath Maha prabhunkara epari banana kari thibaru
Jay Jagannath 🎪🎪🎪
Joy Jagannath 🙏
JAY SHREE JAGANNATH❤🙏❤😭❤🙏❤
Really wonderful experience
JAY JAGANNATH (RAM KRISHNA HARI)
jay shree jagannath
Ong nama shivay...
Aahe mahaprabhu rakhsyaa kara🙏
Jay Jagnnath
Jai Jagannath.Sir apananka bahi keunthi paibi.
Joy Maa Mangala
ପ୍ରଭୂ ଙ୍କୁ ମୋର କୋଟି କୋଟି ପ୍ରଣାମ
Jay Jagannath ❤️♥️❤️♥️
jay jagannath
Jay sri mahaprabhu kara Jay hou
he dayamaya dayakara he krupamaya krupakar
ଆଖିରୁ ଅଶ୍ରୁ ଝରିଗଲା 🙏🏽
🙏🙏🙏🙏🙏🙏
Jagannath
ଓଁମ୍
Jai jagannath...
❤️❤️
ସାର୍ ଆପଣତ ଚାଲିଗଲେ ଆମମାନଙ୍କୁ ଆଉ କିଏ ମହାପ୍ରଭୁଙ୍କ ଅଲୌକିକ ମହିମା କହିବ। ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ସାନ୍ତି ଦିଅନ୍ତୁ।😭😭😭😭😭
Jay Jagannath Swami Nayanpatha Gami Bhaba Tume 💐🌼🌾🌿💐🌼🌾🌿💐🌼🌾🌿🙏🏻🙏🏻🙏🏻🙏🏻
ଆପଣଙ୍କ କଥାମୃତ ବହୁତ ହୃଦୟସ୍ପର୍ଶ ଆପଣଙ୍କୁ କୋଟି କୋଟି ପ୍ରଣାମ ।
ଅନୁଭୂତି ରେ ଶ୍ରୀ ଜଗନ୍ନାଥ
ଜୟ ଜଗନ୍ନାଥ...
ମହାପ୍ରଭୁ ଜଗନ୍ନାଥଙ୍କ ମହିମା କାହାକୁ ବା ଅଜଣା..?.ସେ ମହିମାରୁ କିଞ୍ଚିତ ଅନୁଭୂତି ବର୍ଣ୍ଣନା କଲାବେଳେ ସାରା ଦେହରେ ଭାବାବେଗ ଜାଗ୍ରତ ହୋଇ ଉଠେ...।।
ଗତକାଲି ରାତିର ଘଟଣା..ମହାପ୍ରଭୁଙ୍କୁ ମୋର ସ୍ବପ୍ନରେ ପାଇ ହଠାତ୍ ମୁଁ ବିଚଳିତ ହୋଇ ଉଠିଲି, କାରଣ ସେ ସ୍ବପ୍ନରେ ମୋ ହାତର ସୁନାର ବେଶରେ (ସୁନାର ବେଶ ନୁହେଁ ତ ଶ୍ରଦ୍ଧାର ବେଶରେ ) ସଜାହୋଇ ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କୁ ସାମାନ୍ୟ ଢଳି ହୋଇ ପଡିଥିବାର ଦେଖିଲି..କାରଣ ଅସ୍ପଷ୍ଠ ହେଲେ ବି, ସ୍ବପ୍ନ ରେ ଏ କଥା ଦେଖିଥିବା ହେତୁ ଏହା ଯେ ସତ ନୁହଁ ଏ କଥା ଭାବି ପୂନର୍ବାର ଶୋଇ ପଡିଲି ସତ ,ହେଲେ ସକାଳୁ ଉଠି ମୁହଁ ଧୋଇ ହେlଇ ସାରି ଯେତେବେଳେ ଶ୍ରୀ ଜଗନ୍ନାଥ ସହସ୍ର ନାମ ମୋବାଇଲ ମାଧ୍ୟମରେ ଶୁଣିବା ପାଇଁ ଯାଏ (ଯାହା ମୋର ପ୍ରତିଦିନର କାର୍ଯ୍ୟସୂଚିର ଅନ୍ତର୍ଗତ) ସେ ସମୟରେ ମୁଁ ଯାହା ଦେଖିଲି ତାକୁ ମୁଁ ନିଜେ ମଧ୍ୟ୍ୟ ବିଶ୍ବାସ କରିପାରିଲି ନାହିଁ,କାରଣ ଗତକାଲି ମୋ ସ୍ବପ୍ନରେ ଘଟିଥିବା ଘଟଣାଟି ବାସ୍ତବରେ ସତଥିଲା...ଯାହା ଦେଖି ସାରିଲା ପରେ ମୋର ଆଖିରେ ଆପେ ଆପେ ଲୁହରେ ଭରିଗଲା..I
ମୁଁ ଅଧମ ଏହାକୁ ସ୍ବପ୍ନ ଭାବି ପୁଣି ଶୋଇ ଯାଇଥିଲି...ଆଜି ଜାଣିଲି ମୋ ମହାପ୍ରଭୁଙ୍କ ମହିମା କେତେ ଅପାର...।।
ମୁଁ ଛାର ଅଧମଟା ସେ ମହିମା ବୁଝିବାର ଯୋଗ୍ୟତା ମୋର କାହିଁ..???ହେ ପ୍ରଭୁ ତୁମ ଶ୍ରୀ ଚରଣ କମଳ ତଳେ ଏ ଅଧମରେ କୋଟି କୋଟି ପ୍ରଣାମ ସ୍ବୀକାର କର ପ୍ରଭୁ...।।
ଜୟ ଜଗନ୍ନାଥ...ଜୟ ଜଗନ୍ନାଥ...ଜଗନ୍ନାଥ
4 i have 98feet ad
4 i have 98feet ad
He Prabhu jagannatha tumaku koti koti pranam 🙏🙏🙏🙏🙏🙏🙏
ହେ ମହାପ୍ରଭୁ ଜଗତରନ୍ନାଥ ଜଗନ୍ନାଥ ସବୁ ତମ ଇଚ୍ଛା 🙏🙏🙏
ଅତିଚମତ୍କାର ଉପସ୍ଥାପନା 🙏
"ଅନ୍ଧ କରି ମୋତେ ଜନମ ଦିଅ ପ୍ରଭୁ
ଦେଖିବିନି ଜଗତର ଦୁଃଖ ,
ବଧିର କରି ମୋତେ ଜନମ ଦିଅ ପ୍ରଭୁ
ଶୁଣିବିନି ଦୁଃଖିଙ୍କ ଆରତ ,
ଭକତି ଭାବରେ ଦେଖୁଥିବି ସଦା
ତୁମରି କଳା ଶ୍ରୀମୁଖ" 🙏
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ🙏
jagannath swami nayana patha gami bhaba tume 🙏🙏🙏🙏🙏🙏Jay jagannath 🙏🙏🙏🙏🙏🙏
Jay jagganatha swami nayana patha gami bhaba tume prabhu 🙏🙏🙏🙏🙏🔱🔱🌷🌷🌷🌷
ଜଗନ୍ନାଥ ଙ୍କ କୋଳରେ ଆମେ ଓଡ଼ିଆ ମାନେ କେଡେ ଭାଗ୍ୟବାନ। ମୋ comment ପଡ଼ୁଥିବା ପ୍ରତେକ ଜଣ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ🙏
ହେ ଅନ୍ତର୍ଯ୍ୟାମୀ ଜଗନ୍ନାଥ 🙏
Jaya Mahaprabhu ShreeJagannathaswami Nayanapathagami Bhabatume. Nice video.
ମୋ ମହାପ୍ରଭୁଙ୍କ ଜୟ ହେଉ
Sir I always enjoy listening to your extraordinary experiences..Except God nothing is worth having..
Bahut bhala laguchi apananka mukha ru ye Katha Sabu sunibaku .... Jagannath apananku sarvada sukhi au susta rakhantu.
Really this video is touches my heart Jay Jagannath
Thanks share with your family and friends.
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏
🙏🙏🙏🙏🙏🌷🌺🌺🌷Jay jagannath swami bhaba tume🌷🌺🌺🌷🙏🙏🙏🙏
Really heart touching sir..
ଧନ୍ୟ ପ୍ରଭୁ, ତୁମ ଲୀଲା କୁ ବୁଝିବା ଶକ୍ତି ଆମର ନାହିଁ। ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ। ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏
Jay Jagannath Swami ⭕❗⭕🙏🙏🙏🙏🙏🙏🙏🙏
Sir,
You are great.
Jai jagannatha, jai jagannatha, jai jagannatha
Jay Jagannatha dhanya heli prabhu
Jay Jagannath Maha Prabhu. Prabhu tumara shruti bada bichitra
Jay Bhaktabaschala Prabhu Maharabhu SriJagannath ki jay
Jay Bhaktimati Shyamala ki jay
Jay jagannath swami...
Apankara bahut bhagya...apnaku 100/100 pranama
Mahaprabhu Nila kebala se hin janate 🙏🙏🙏🙏
Apananku mora bhumistha pranam...
My favorite rabindra narayanan mishra
Share this video with your family and friends.
Jay Jagannath Jay Jagannath Jay Jagannath 🙏🌹🙏
Jay Jagannath Radhe Radhe
Sir ଆପଣଙ୍କ ଭାଷା ଅମୃତମୟ,ପ୍ରଭୁ ଆପଣଙ୍କୁ ସଦା ନିରାମୟ ରଖନ୍ତୁ ସେଥିପାଇଁ ଆମେ ଭାଗ୍ୟବାନ ହେବୁ ଆପଣଙ୍କ ର ଅମୃତ ବାଣୀ ଶୁଣିବା ପାଇଁ, ଜୟ ଜଗନ୍ନାଥ
Thanks share it to your family & friends
Jay Jagannath Mohaprabhu
JOY JAGANNATH 🙏❤️♥️🎉
Mahaprabhu koti koti pranam
JAI Jagannath Surprising 🙏
Jai jaganatha Jai panchasakha Jai Shree madhaba
Hey mohabahu dhanya tuma lila, hey mohaprabhu aapanata antarjyami jagata ru dukha harana kara prabhu
Jay jagannath mahaprabhu
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏👏🙏🙏🙏
Jay jagannath baba pranam
Jai jai jaganath
Jaya jagannath
ଜୟ ଜଗନ୍ନାଥ
ଜୟ 🙏ମହାପ୍ରଭୁ
Jay jaganath 🙏💕💐
🙏"Jay Jay jagannath"🙏
Really heart touching. Thank u Sir we are blessed to listen from your voice. Jai Jagannath 🙏🙏🙏
Bhul ap app
💓🙏💓 Really 💓 Touching 💓😇💓 Thank you soomuch forever 🙏👌🙏 Jay Jagannath 💓 Jay Jagannath 💓 Jay Jagannath 💓🌹💓 Good night 🕉️🙏🕉️ SHANTI 🕉️🙏🕉️
Jay Jay Mahapravu Shree Jagannath ... Jayatu Maa Mahalaxmi
Really amazing sir
Brahma stanantarita and naba kalebara bisayare , Rabinarayan Mishra nka dwara upasthapana kale bhala huanta....Mora ae request Rabi sir nka pakhe nibedana karibe please.... Mora ebn bahut odia nkara nibedana...
Jai jagannath......
Jai jagannath ❤
🙏 ସେ ତ ଭକତ ଭାବରେ ବନ୍ଧା ରେ ସେ ତ ଭକତ ପରାଣ ଧନ
Jay shree Jagannath 🙏🙌🤗
Jay shree radhe radhe 🙏🙌🤗
💞💞💞💞💞💞💞💞💞💞