ଜଗନ୍ନାଥ ଚାହିଁଲେ କ'ଣ ନହୁଏ ! Jagannath Mahima | Dr. Srikanta Parija

Поделиться
HTML-код
  • Опубликовано: 26 дек 2024

Комментарии • 1 тыс.

  • @srikantaparija2054
    @srikantaparija2054 3 года назад +189

    ସେ ହନ୍ତସନ୍ତ କରେ, ବୁଡ଼ାଏ କିନ୍ତୁ ଗୋଟେ କଥା ଭୁଲ, ତା'ପ୍ରତି ବିଶ୍ଵାସଥିବା, ତ।ଙ୍କୁ ପ୍ରାଣଭରିଭଲପାଉଥିବା ମଣିଷକୁ ସେ ଆଜି ପର୍ଯ୍ୟନ୍ତ ବୁଡାଇ ମାରିନି।''
    ହଁ ସେ ବୁଡାଏ, ଆପଣଙ୍କ ପାଦରେଯେତେ ବେଳେ ପାଣି ଛୁଏଁ, ଆପଣ ତାକୁ ଡାକନ୍ତି। ''ମଣିମା''ପାଣି ମାଡ଼ି ଆସୁଛି। ''ମୁଁ ଭାଷିଯିବି। ମୋତେ ରକ୍ଷାକର।'' ତଥାପି ସେ ଶୁଣେନା, ପାଣି ଆସ୍ତେ ଆସ୍ତେ ବଢ଼ିଚାଲେ, ପାଦରୁଆଣ୍ଠୁ, ପେଟ, ଛାତିକୁ ଛୁଏଁ।
    ଆମ୍ଭ ମାନଙ୍କ ଆତୁରତା ଆହୁରିବଢ଼େ, ଆମେ ଆହୁରି ବିକଳହେଉ, ଆତୁରଚିତ୍କାରକରିବାକୁ। ''
    ମଣିମା ମରିଯିବି।'' ''ତୁ ରକ୍ଷା ନ କଲେ ଆଉ କିଏ ରଖିବ ଯେ ? '' ତଥାପି ସେ ଶୁଣେନା
    ପାଣି ପାଟି ଭିତରକୁ ପଶେ, ପାଣି ପିଇଯାଉ ଆମେ, ପାଣି ଆମ ଶ୍ୱାସନଳୀକୁ ଛୁଏଁ, ଆମର ନାକରରନ୍ଧ୍ର ଭିତରକୁ ପାଣି ପସିବା ଆରମ୍ଭ କରେ। ଆମେ ହାତ ଦୁଇଟି ଉପରକୁ ଟେକି ନିଶ୍ୱାସ ରୁଦ୍ଧ ହୋଇ କହୁ ''ମଣିମା'', ତୋତେ ଆଶ୍ରାକରିଥିଲି, ତୁ ଟିକେ କୃପା କଲୁନି?
    ମରିଗଲି ''ମଣିମା'' ମରିଗଲି।
    ଆଉ ଯେତେବେଳେ ଆମ ହୃଦୟରଶେଷ ସ୍ପନ୍ଦନ ବନ୍ଦ ହେବାକୁ ଯାଉଥାଏ, ଠିକ ସେତିକିବେଳେ '' ମଣିମା'' ଆମେ ଉପରକୁ ଟେକିଥିବା ହାତରଟିପ ଧରି ଉଠାଇନିଅନ୍ତି।
    ଥରେ ଯାହାକୁ ''ମଣିମା''ଉପରକୁ ଉଠାଇ ନିଅନ୍ତି, ତାର ଜୀବନ ସହିତ ତାଭାଗ୍ୟ/ବିଶ୍ୱାସ/ ଅନ୍ତରାତ୍ମା ଏବଂ ଆସ୍ଥା ସବୁକିଛି ସେହି କରୁଣାମୟଙ୍କ କରୁଣାରେ ଅମୃତମୟ ହୋଇଯାଏ।
    କିଛିଦିନ ପୂର୍ବେ ବହୁତ ମନେ ପଡିଲା ମଣିମାଙ୍କ କଥା। ଆଖି ଆଗରେ ନାଚି ଉଠିଲା ଚକାଆଖି। ସତେ ଯେପରି ଆଜ୍ଞା ଥିଲା ମଣିମାଙ୍କର।ରାଜ ଆଜ୍ଞା ଶିରୋଧର୍ଯ୍ୟ। ଦୌଡ଼ିଲି ମଣିମାଙ୍କ ପାଖକୁ।
    ଅପୂର୍ବଦର୍ଶନ ::
    ସତେ ଯେପରି ପୂର୍ବନିର୍ଦ୍ଧାରିତ ।ରତ୍ନସିଂହାସନ ପାଖରେ କେତେବେଳେ ଯେ ପହଞ୍ଚିଯାଇଛି ତାହା ବି ଜାଣେନା, ଅନେଇ ରହିଥାଏ ତାଙ୍କରି ଶ୍ରୀମୁଖକୁ। ହଁ ସେ ସେମିତି ଅନେଇ ରହିଥାନ୍ତି ମୋତେ। ତାଙ୍କୁ ଦର୍ଶନ କରିବା ମାତ୍ରେ ଆହୁରି ନିକଟରେ ପାଇବାର ତୃଷ୍ଣା ଅଧିକ ବଢିଯାଏ ଆଉ ଯେ ପର୍ଯ୍ୟନ୍ତ ହୃଦୟରସ୍ପନ୍ଦନ ''ମଣିମା'', ''ମଣିମା''ର ଧ୍ୱନିରେ ରୂପାନ୍ତରିତ ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାଣଭରିଭଲ ପାଉଥିବା ମଣିଷଟେ ପ୍ରକୃତିସ୍ଥ ହୁଏ ନାହିଁ।
    ହଁ,
    ତାଙ୍କ ପରି ଆଉ କିଏ ବା ସଂସାରରେଅଛି। ତାଙ୍କ ପରି ମଣିମାର ଭୃତ୍ୟଟିଏ ହୋଇ ପାରିଲେ ଜନ୍ମ ମୃତ୍ୟୁର ପରିଧିରୁ ଏ ଆତ୍ମା ମୋକ୍ଷ ପାଇଯାଏ।
    ଏ ସଂସାରରେ ସେ ହିଁ ପ୍ରକୃତ ମଣିମା, ଯେ ନିଜ ଦ୍ୱାରପାଳ ଭୋଜନ କରି ସାରିବା ପରେ ନିଜେ ପ୍ରସାଦ ସେବନ କରନ୍ତି। ଆଉ ପୁଣି ନିଜର ସୁକୁମାର ଅଙ୍ଗକୁ କଷ୍ଟ ଦେଇ ନିଜ ହାତରେଭୋଜନ ପାତ୍ର ଧରି ଧୂଳି ବାଲିର ରାସ୍ତାରେଚାଲି ଚାଲି ଆସି ବନ୍ଧୁ ମହାନ୍ତିକୁ ବନ୍ଧୁର ଆଖ୍ୟା ଦେଇଥାନ୍ତି।
    ଶରୀରରେ ଆଘାତ ଦେଇଥିବା ଜାରା ସବରକୁ କୁହନ୍ତି ଟିକେ ତାଙ୍କୁ ଆଉଁସି ଦେବାକୁ।
    ''ମଣିମା''
    ଆପଣଙ୍କ ଏ ମାୟା ଭିତରକୁ ମୁଁ ଅକିଞ୍ଚନ ପଶିବାକୁ ଚାହେଁନା। ମୁଁ ଏକ ତୁଚ୍ଛ ମଣିଷଟା। ପାପ ପଙ୍କ ଭରା ଶରୀରରେ ମୋର, ଜୀବନରେ ଜାଣତ ଅଜାଣତରେ ଅନେକ ଭୁଲ କରିଛି।ପୁଣି ଆପଣଙ୍କ ସାହସରେ ନିଜକୁ ସଂସାର ଭିତରେ ଠିଆ କରାଇଛି।
    ଆଉ ସେଦିନ ବି ସେମିତି ଆପଣଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲି। ମୁଁ ଆପଣଙ୍କ ଭୃତ୍ୟ ହୋଇ ମଧ୍ୟ କାହିଁକି କେବେ ଆପଣଙ୍କ ସମ୍ମୁଖରେ ହାତଯୋଡି ଠିଆ ହୋଇନି? ଏ ଅଧମ ସବୁବେଳେ ଆପଣଙ୍କର ଭୃତ୍ୟ, ଆଉ ସବୁ ଜନ୍ମରେଭୃତ୍ୟ ହୋଇ ରହିଥିବ । ଆପଣଙ୍କ ସମ୍ମୁଖରେ ଥିଲା ବେଳେ ମୋତେ ଲାଗେ ଆପଣ ଯେତେ ବେଳେ ବ।ହୁ ପ୍ରସାରି ମୋତେ ଆଶ୍ରା ଦିଅନ୍ତି,ଯଦି ମୁଁ ହାତ ଯୋଡ଼ି ଦେବି ତେବେ ମୋ ଯୋଡା ହାତ ଆପଣ ଆଉ ମୋ ଭିତରେଏକ ପାଚେରୀ ସୃଷ୍ଟି କରିଦେବ।………..ଡ଼ଃ ଶ୍ରୀକାନ୍ତ……

    • @gayatrijena2150
      @gayatrijena2150 3 года назад +8

      Jay Jagannath 🙏🙏🙏, pranam sir, hrudayaku chuyi jauchi,eama mahaprabhu nkara krupa sate kede bichitra,

    • @janjya
      @janjya 3 года назад +3

      Beautiful

    • @janjya
      @janjya 3 года назад +3

      Sir i want to talk with you.kindly give your number

    • @sumitamahapatra9251
      @sumitamahapatra9251 3 года назад +8

      Koti koti tanka dele Madhya ame amiti mahaprabhunka mahima kouthi ate bada bhaktanka muharu suniparibani ae Kaliyuga re eka mo Jagannatha hi Satya au Srikanta sir pari bhakta hi tanku anubhaba re aniparanti

    • @sumitamahapatra9251
      @sumitamahapatra9251 3 года назад +3

      Jay Jagannatha 🙏🙏🙏🙏🙏🙏🙏🙏🙏

  • @sadanandasahoo3707
    @sadanandasahoo3707 3 года назад +8

    ଆଖିରୁ ଲୁହ ଆସିଗଲା। ସତରେ ଆମ କାଳିଆର ଲୀଳା ବୁଝିବା କଷ୍ଟ। କେବଳ ପ୍ରକୃତ ଭକ୍ତ ହି ତା କୄପା ଲାଭ କରେ।
    ଡୟ ଜଗନ୍ନାଥ।🙏🙏🙏

  • @dasarathirout9156
    @dasarathirout9156 3 года назад +5

    ବାସ୍ତବ ଅନୁଭୂତି। ମୁଁ ଶୁଣି ଆଖି ରୁ ଧାର ଧାର ଲୁହ ବୋହିଗଲା। ଜୟ ଜଗନ୍ନାଥ ହେଉଛନ୍ତି ଜଗତର ରକ୍ଷା କର୍ତ୍ତା।🙏🙏👍🙏🙏🙏

  • @satyabratsahoo3461
    @satyabratsahoo3461 Год назад +3

    ଲୁହରେ ଭରିଗଲା ଆଖି । ମୋ' ପ୍ରଭୁ ମହାନ । ତାଙ୍କୁ ମୋ'ହୃଦୟର ଈଶ୍ବର ମାନି ନେଇ ଥିବାରୁ ମୋ' ଜୀବନ କୃତାର୍ଥ ହୋଇଛି। ଜୟ ଜଗନ୍ନାଥ।

  • @susah1984
    @susah1984 3 года назад +10

    ମିଛ ଦୁନିଆରେ ଗୋଟିଏ ସତ, ଜଗନ୍ନାଥ ସେ ମୋ ଜଗନ୍ନାଥ.. ଜଗନ୍ନାଥ ସେ ମୋ ଜଗନ୍ନାଥ.. ଯେତେ ଥର ମହାପ୍ରଭୁ ଙ୍କର କଥା ଶୁଣିଲେ ବି ସବୁ ବେଳେ ନୁଆ ଲାଗେ.. ଜୟ ଜଗନ୍ନାଥ..🙏🙏

  • @sabitaswain5513
    @sabitaswain5513 3 года назад +18

    ମହାପ୍ରଭୁ ବିଶ୍ୱବ୍ରହ୍ମଣ୍ଡ ର ପାଳନ କର୍ତା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🤲

    • @srikantaparija2054
      @srikantaparija2054 3 года назад

      Stay Blessed with the holy Blessings of Mahapravu Shree Jagannath

  • @ajitkumarmishra7128
    @ajitkumarmishra7128 3 года назад +8

    ସାର୍ " ଜୟ ଜଗନ୍ନାଥ" ନମସ୍କାର 🙏🙏 ସବୁଠାରୁ ସୁନ୍ଦର କଥା କହି,ଜଗତ ନାଥ ଜଗନ୍ନାଥ ସମସ୍ତ ଙ୍କର ସାହା ଭରଷା।ଜୟ ଜଗନ୍ନାଥ ନମସ୍କାର 🙏🙏

  • @shiddharthsamal9625
    @shiddharthsamal9625 3 года назад +6

    ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ.....ହେ ମଣିମା ତୁମ ଶ୍ରୀଚରଣରେ କୋଟି କୋଟି ଦଣ୍ଡବତ🙏🙏🙏

    • @srikantaparija2054
      @srikantaparija2054 3 года назад

      Stay Blessed with the holy blessings of Mahapravu....

  • @Targetteachership
    @Targetteachership 3 года назад +6

    ଲୀଳାମୟଙ୍କ ଲୀଳା ଅବର୍ଣ୍ଣନୀୟ ଓ ହୃଦୟସ୍ପର୍ଶୀ ।
    ଏହି ଲୀଳାର ଅନୁଭୁତି ମହାପ୍ରଭୁଙ୍କ ପ୍ରସାଦକୁ ତୁଣ୍ଡରେ ନେଇ ତାହାର ସ୍ଵାଦର ଅନୁଭୂତି କରିବା ସଙ୍ଗେ ସମାନ ।
    ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ 🙏🙏🙏🙏🙏🙏🙏

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy Blessings of Mahapravu Shree Jagannath

  • @sidharthasankarbiswal7675
    @sidharthasankarbiswal7675 3 года назад +4

    Parija babu, it's great to hear these glory from you, apananka charana re prapnipata

  • @pranabtripathy4899
    @pranabtripathy4899 3 года назад +4

    Parija babu apana nka katha suni akhi ru dhar dhar hoi luha bohi jauchi... Sata re mahaprabhu kete mahan.... Kete apana ra kete nijara he mahaprabhu tuma mahima satare mahan... Dhanya hoigali prabhu nka mahima apana nka mukha ru suni. Jay Jagannath 🙏🙏🙏🙏

  • @suvenduray3889
    @suvenduray3889 3 года назад +4

    MAHAPRABHU is the greatest Doctor of the world. For his devotees, MAHAPRABHU can throw the bogey of death and give them a new lease of life. This story is a testament how much MAHAPRABHU love his devotee and can stay with devotees at the crucial juncture of their life even leaving his temple for a particular period. When doctor treats patients having utmost faith in MAHAPRABHU, then MAHAPRABHU can move the mountain to keep his devotees in a pink of health. Thanks a lot for such gripping narration of MAHAPRABHU's miracle. Jay Shri Jaganatha.

  • @ranjeetpradhan6275
    @ranjeetpradhan6275 3 года назад +4

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙌
    ହେ ମହାପ୍ରଭୁ କାଳିଆ ସାଆନ୍ତ 🌷🛐🌷
    ଧନ୍ୟ ଧନ୍ୟ ପ୍ରଭୁ ତୁମ୍ଭର ମହିମା 😭🙏

  • @odishathespark4492
    @odishathespark4492 3 года назад +5

    Jai jagannath Parija Saheb 🙏🏽! Ur narration is Outstanding & So touching .I don't understand how do U control ur tears while narrating the miraculous story of Mahaprabhu????????? God bless you

  • @jayjagannath2456
    @jayjagannath2456 3 года назад +5

    ଜୟ ଜଗନ୍ନାଥ।ମୋ ମହାପ୍ରଭୁ ମୋ ବନ୍ଧୁଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ। ଆଉ ପରିଜା ସାରଙ୍କୁ ପ୍ରଣାମ। ମୁଁ ଏମିତି ଗୋଟେ ଅଧମ ଆଜି ଛିଡା ହେଇଛି ତାଙ୍କ ବଳରେ କିନ୍ତୁ ସେ ମୋତେ ତାଙ୍କ ଭାବ ଭକ୍ତିରୁ ଦୁରରେ ରଖୁଛନ୍ତି।
    ପରିଜା ସାରଙ୍କୁ ଦେଖିଲେ ଆଉ ତାଙ୍କ ମୁଖରୁ ମହାପ୍ରଭୁଙ୍କ ଦିବ୍ୟ ଲୀଳା ଶୁଣିଲେ ଯେମିତି ଲାଗେକି ମହାପ୍ରଭୁ ତାଙ୍କ ମାଧ୍ୟମରେ ମୋତେ ଦେଖା ଦେଉଛନ୍ତି ଏବଂ କଥା ହେଉଛନ୍ତି।
    ଆଉ ପ୍ରତେକ ଥର ମୁଁ ତାଙ୍କୁ ଅପେକ୍ଷା କରିଥାଏ ଯେ ପୁଣି କେବେ ସେ ପୁଣି ମହାପ୍ରଭୁଙ୍କ ଦିବ୍ୟ ଲୀଳାର ପସରା ନେଇ ଆସିବେ। ଆପଣଙ୍କ ଅପେକ୍ଷାରେ । ଜୟ ଜଗନ୍ନାଥ।

  • @swarnapriya3524
    @swarnapriya3524 3 года назад +3

    Nothing to say anything Sir.Always our good wishes are with you.I am speechless ....Only Jay Jagannath Jay Jagannath Jay Jagannath.....

  • @paras1prihan
    @paras1prihan 3 года назад +3

    ଧନ୍ୟ ଜଗନ୍ନାଥ, ଧନ୍ୟ ତାର ଭକ୍ତ,ଧନ୍ୟ ତାଙ୍କ ଲୀଳା,ହେ ଅନାଦି କୋଟି ବ୍ରହ୍ମାଣ୍ଡର ମହାନାୟକ
    ଆପଣଙ୍କୁ ମୋ କୋଟି କୋଟି ପ୍ରଣାମ।
    "ଜୟ ଜଗନ୍ନାଥ"

  • @rishikesh4340
    @rishikesh4340 3 года назад +3

    ମୋ ପ୍ରଭୂ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ 🙏🙏🙏🙏
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ମଣିମା ଶରଣ 🙏🙏🙏🙏🙏🙏

  • @thirdeye9492
    @thirdeye9492 3 года назад +2

    ଧନ୍ୟବାଦ ସାର,
    ମାର୍ମିକ, ମନୋଜ୍ଞ, ହୃଦୟସ୍ପର୍ଶୀ ବର୍ଣନା l
    ଅଦ୍ଭୁତ ଜୀବନାନୁଭୂତି, ଅତୁଟ, ଗଭୀର ବିଶ୍ୱାସ l
    ଆମେ ତାଙ୍କୁ ଖୋଜିଲେ ସେ ଆମଙ୍କୁ ଖୋଜିବେ l
    ତାଙ୍କୁ ପାଇବାର ମାଧ୍ୟମ ହେଉଛି ସତ ଚିନ୍ତା, ସତ୍କର୍ମ ,ସତଵିଶ୍ଵାସ l ଜୟ ଜଗନ୍ନାଥ l
    🙏🙏🙏

    • @srikantaparija2054
      @srikantaparija2054 3 года назад

      Inspired . Stay Blessed with the holy Blessings of Mahapravu Shree Jagannath

  • @prasant459
    @prasant459 3 года назад +18

    Dear Mr.Parija, Jay Jagannath.You are a lucky man as Mahaprabhu Shree Jagannath knowns you personally.I am very happy to know the entire episode that you have narrated.Very interesting and heart touching incident. Jay Jagannath.

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy Blessings of Mahapravu Shree Jagannath

  • @QueenLISA_Cutee
    @QueenLISA_Cutee Год назад

    ଜୟ ଜଗନ୍ନାଥ ସାର୍ ବହୁତ ଭଲ ଲାଗିଲା ଆପଣ ଙ୍କ ମୁହଁରୁ ମହାପ୍ରଭୁ ଙ୍କ ଆଲଉକିକ କଥା ଶୁଣି ବହୁତ ଆନନ୍ଦ ପାଇଲି ଆପଣ ଙ୍କୁ ମହାପ୍ରଭୁ ଦିଗବିଜୟୀ କରନ୍ତୁ ଆଊ ଆପଣ ଙ୍କ ମୁହଁରୁ ଏମିତି ଆମେ ଓଡ଼ିଶା ବାସୀ ଆଉ ଚମତ୍କାର କଥା ଶୁଣୁ ଧନ୍ୟବାଦ୍ ସାର୍ ମୁଁ ଆପଣ ଙ୍କ କଥା ସୁଣିକି ବହୁତ ମୋତେ ହାଲକା ଲାଗୁଛି .

  • @kadambinitripathy3240
    @kadambinitripathy3240 3 года назад +3

    ଜୟ ଜଗନ୍ନାଥ 🙏
    କୋଟି କୋଟି ପ୍ରଣାମ ପ୍ରଭୁ 🙏

  • @subhakantamohanty8651
    @subhakantamohanty8651 3 года назад +3

    Srikanta Sir, you change my life 🙏

  • @anantadevadarshi
    @anantadevadarshi 3 года назад +5

    The most miraculous recovery we have ever heard.Lord parambrhma.Namaste

  • @debidattabaisakhi3189
    @debidattabaisakhi3189 3 года назад +3

    Well-done odisha365 for providing such heart touching videos.

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy Blessings of Mahapravu Shree Jagannath

  • @swayamprakashray4841
    @swayamprakashray4841 2 года назад +2

    ମହାପ୍ରଭୁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ମହାପ୍ରଭୁ 🙏🙏🙏🙏🙏🥺.......

  • @Runukunu
    @Runukunu 3 года назад +5

    Anxiously awaiting🙏🙏🙏

    • @srikantaparija2054
      @srikantaparija2054 3 года назад

      Stay Blessed with the holy Blessings of Mahapravu Shree Jagannath

  • @utsabghosh3082
    @utsabghosh3082 3 года назад +1

    Jai Jagannath.it's really heart touching.

  • @govindadas7095
    @govindadas7095 3 года назад +11

    Parija babu you are really blessed, nothing exists except Lord Jagannath

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy Blessings of Mahapravu Shree Jagannath

  • @jayshreebrahma6097
    @jayshreebrahma6097 3 года назад +2

    ଜୟ ଜଗନ୍ନାଥ 🙏 🙏
    ମହା ପ୍ରଭୁ ଙ୍କୁ ଯିଏ ଥରେ ବିଶ୍ୱାସ କରେ
    ପ୍ରଭୁ ତା ଉପରେ ସବୁବେଳେ ବିଶ୍ୱାସ ରଖନ୍ତି 🙏

  • @OdiaVloggerJhunu
    @OdiaVloggerJhunu 3 года назад +8

    Bahut dhanyabad chnl ku o dctr parija nku prabhu nka prati kauthi na kauthi biswas o bhakti kamijauthila ebe puni puri uthila , jay Jagannath 🙏

  • @Parijaak
    @Parijaak 2 года назад

    True is always true, now my eyes is full of water.......your ways of presentation is very very powerful.

  • @rakeshbehera644
    @rakeshbehera644 3 года назад +3

    Jai jagannath 🙏🙏🙏

  • @lilimatripathy9
    @lilimatripathy9 3 года назад

    Nice video. Jaya Mahaprabhu ShreeJagannatha Swami. 👌 👏

  • @chinmayparida5039
    @chinmayparida5039 3 года назад +6

    Jay jagannath❤❤❤❤❤

  • @pradipagrawal5587
    @pradipagrawal5587 3 года назад

    ଆପଣଙ୍କ ଭଲ ପାଇବାଟା ଅନନ୍ୟ, ବିରଳ 🙏🙏🙏

  • @pipitripathy8961
    @pipitripathy8961 3 года назад +6

    Jaya Jagannath. So heartfelt experience explained here is impactful. The endless glories of Mahabahu is really magnificent. Srikant bhai, you are blessed. Your belief for Mahabahu is concrete and remains intact. I'm a man of sin. What more I'll write, that's beyond me. Jaya Jagannath.

  • @soumyashreesarangi7012
    @soumyashreesarangi7012 3 года назад

    Jay jagannath Maha pravu..dhanyabad Mr parija bhut bhala lagila

  • @santoshkumarnayak5770
    @santoshkumarnayak5770 3 года назад +4

    JAY JAGANNATH Really you are a blessed person when I watch ur video tears roll on

    • @srikantaparija2054
      @srikantaparija2054 3 года назад

      Stay Blessed with the holy Blessings of Mahapravu Shree Jagannath

  • @dasarathirout9156
    @dasarathirout9156 3 года назад +1

    ସାର୍, ମୁଁ ଏ ଜଗନ୍ନାଥଙ୍କ ଅନୁଭୂତି ଶୁଣୁଛି, ମୋର ଆଖି ରୁ ଧାର ହୋଇ ଲୂହ ଗଡ଼ି ଚାଲିଛି। ଏ କି ମହାପ୍ରଭୁଙ୍କ ଲୀଳା?।
    *ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ*

  • @susah1984
    @susah1984 3 года назад +3

    ଜୟ ଜଗନ୍ନାଥ sir🙏..

    • @srikantaparija2054
      @srikantaparija2054 3 года назад +1

      Stay Blessed with the holy Blessings of Mahapravu Shree Jagannath

    • @susah1984
      @susah1984 3 года назад

      @@srikantaparija2054 pranam sir..🙏
      Jay jaganath..🙏

  • @sushamamaharana1725
    @sushamamaharana1725 3 года назад +1

    Jay Jaganath Swami Nayan Pathagami Bhaba Tume

  • @hemantakumarmaharana5439
    @hemantakumarmaharana5439 3 года назад +20

    ମୂକ କୁ ବି ବାଚାଳ କରିଦିଆନ୍ତି ମୋ ସୁନା ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।

  • @bisumohanty
    @bisumohanty 3 года назад

    Jai jagannath... Incredible leela of our beloved Lord kalia... Pranipata...

  • @manaspradhan4168
    @manaspradhan4168 3 года назад +3

    Jay Jagannath, my 💕Jagannath

  • @spgentertainment3951
    @spgentertainment3951 2 года назад

    ସତରେ sir ମହାପ୍ରଭୁଙ୍କ ବିନା ଏ ସଂସାର ରେ କିଛି ଚାଲେନି sir, ଆପଣଙ୍କ ର ମହାପ୍ରଭୁଙ୍କ ଅନୁଭୂତି ବହୁତ ଭଲ ଲାଗିଲା sir, ଜୟ ଜଗନ୍ନାଥ sir 🙏🙏....

  • @Devudala
    @Devudala 3 года назад +3

    Jay Jagannath ❤️🌷

  • @gudusonamasti7692
    @gudusonamasti7692 Год назад

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ ସାର 🙏🙏🙏

  • @OdiaVloggerJhunu
    @OdiaVloggerJhunu 3 года назад +10

    Mu satare kandi pakeili , mahaprabhu nka pakhare mor munda nuaai dhanyabad janeibara achi mu apekhya krichi se kebe dakibe 🙏

    • @srikantaparija2054
      @srikantaparija2054 3 года назад

      Stay Blessed

    • @anjankumarmohanti1036
      @anjankumarmohanti1036 3 года назад

      Mo antarare koho uthila o akhiru luha bahi calila. Jagannath samastankara mangala karantu. Dhanyabad parija bhai

  • @Runukunu
    @Runukunu 3 года назад +2

    Dr.Parija you are the luckiest person. May Lord Jagannath give you a good health n long life.Jay Jagannath🙏🙏

    • @srikantaparija2054
      @srikantaparija2054 3 года назад

      U r more blessed than me .Stay Blessed with the holy Blessings of Mahapravu Shree Jagannath

    • @Runukunu
      @Runukunu 3 года назад

      @@srikantaparija2054 🙏🙏🙏

    • @drsubhendupatnaik7747
      @drsubhendupatnaik7747 3 года назад

      Plz keep spreading the msg from the lord Jagarnath.
      I have forwarded this video to Sri Ladu babu, General Manager, SBI, Asham. With this video His wife will undergo kidney transplant from Dr Sarbeswar Sahariah.
      Just after listening the video he got appointment.
      Lord Jagarnath will be the supervisor and dr Sahariah will be the medium through you.
      Thanks you and Lord Jagarnath for saving the life of Ladu babu’s wife.🙏

  • @justrajthings9845
    @justrajthings9845 3 года назад

    Bahut Sundar anuvaba Katha kahuchanti vai🌺🌹🌹🌲🌺🌺🌺🌹🌹🌹🌹🙏🙏🙏🙏🙏

  • @arunkumardash2789
    @arunkumardash2789 3 года назад

    ଜୟ ଜଗନ୍ନାଥ । ପ୍ରକ୍ରୁତ ରେ ମୋ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅପାର କରୁଣା ଅନୁଭବୀ ହିଁ ଜାଣିବ ।

  • @satyapradhan9474
    @satyapradhan9474 2 года назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🛕🛕🛕👏👏👏🥀🥀🥀🌼🌼🌼🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️

  • @upserendra6939
    @upserendra6939 2 года назад

    Jay Jgannath.Great devotee Parija sir

  • @kushasahoo1992
    @kushasahoo1992 3 года назад +2

    ମୁଁ ମୋ ସ୍କୁଲ୍ ଜୀବନ ଠାରୁ ଏଯାଏଁ ତାଙ୍କରି କରୁଣାରୁ ହିଁ ମୁଁ କିଛି ଦିବ୍ୟ ଅନୁଭୂତି ଅନୁଭବ କରିଛି...ଆମ ପ୍ରଭୁ ସତରେ ମହାନ...ବଡ଼ ଭକ୍ତ ବତ୍ସଳ ଅଟନ୍ତି...ଏଇ ଗତ ନବ କଳେବର ପରଠାରୁ ଆଉ ଦର୍ଶନ କରିବାର ସୁଯୋଗ ପାଇ ନ ଥିଲି...ଗତ ମାସ ଜାନୁଆରୀ ୨୨ ତାରିଖରେ ଅଫିସରେ ବସି ଏମିତି ଟିକେ ଅଭିମାନ କରି ଲେଖି ଦେଇଥିଲି ଯେ ବହୁଦିନ ହେବ ଦେଖିନି ତୋତେ ମୁଁ କେବେ ଡୋରୀ ଲଗାଉଛୁ ଲଗା...ମୁଁ ବୋଧେ ବଡ଼ ପାପୀଟେ ସେଥି ପାଇଁ ବୋଧେ ତୋ ଦର୍ଶନରୁ ମୋତେ ବଞ୍ଚିତ କରିଛୁ...ବାସ୍ ଏତିକି ତ ଲେଖି ଦେଇଛି ...ସେ ଏଡ଼େ ଦୟାଳୁ ଭାବଗ୍ରାହୀ ବିଶ୍ୱାସ କରନ୍ତୁ ତା' ପରଦିନ ଅର୍ଥାତ୍ ନେତାଜୀ ଜୟନ୍ତୀ ଦିନ ହିଁ କ'ଣ ତ ମନ ହେଲା ଯେମିତି ହେଲେ ଯିବି ପୁରୀ ଡୋରୀ ଲାଗିଲା ଆଉ...ବହୁତ ଖୁସି ହୋଇ ମନ ଖୁସିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରି ଅବଢା ଆଣି ଆସିଲି ଖୁସିରେ ...ଜୟ ଜଗନ୍ନାଥ 🙏🙏🙏

  • @sanjaykumarsahoo6206
    @sanjaykumarsahoo6206 3 года назад

    Parija Sir apana dhnya. Dhanyavaad sehi prabhu Jagatnath

  • @purusottamreddy2992
    @purusottamreddy2992 3 года назад

    ଶ୍ରୀକାନ୍ତ ଭାଇ ନମସ୍କାର, ଏବଂ ଓଡିଶା ୩୬୫ କୁ ମଧ୍ଯ ।
    *ଆପଣଙ୍କ ମହାପ୍ରଭୁ* କଥା ଶୁଣିବାକୁ ବହୁତ୍ ଭଲ ଲାଗୁଚି।। ଏମିତି ଅନୁଭୂତି ଶୁଣି କି ଆମେ ଚିର ରୁଣି ହେଇ ରହିବାକୁ ଚାହୁଁ ।। ସତରେ ତାଙ୍କ କଥା ଶୁଣିଲେ ଭାରି ଭଲ ଲାଗେ ।

    • @srikantaparija2054
      @srikantaparija2054 3 года назад

      Stay blessed with the holy Blessings of Mahapravu Shree Jagannath dear

    • @purusottamreddy2992
      @purusottamreddy2992 3 года назад

      ଭାଇ ନମସ୍କାର , ମୋ ଭାଗ୍ୟ ଯେ ମହାବାହୁ ଙ୍କ ପରମ ଭକ୍ତ ମୋତେ ଆଶୀର୍ବାଦ କରିଲେ । ୟାଠୁ ବଡ଼ ମୋ ପାଇଁ କିଛି ନୁହଁ । ସେ ନୀଳାଦ୍ରି ବିହାରୀ,ନୀଳାଚଳ ବାସି, ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଆପଣକଂ ପରିବାର ବର୍ଗଙ୍କୁ ଆରୋଗ୍ୟ , ସୁସ୍ଥ ରଖନ୍ତୁ ।

  • @pitabasrautaray2759
    @pitabasrautaray2759 3 года назад

    Wonderful presentation of SriJagannath Mahima.by Dr Srikant Parija. Jay Jagannath

  • @chinmayadas6630
    @chinmayadas6630 Год назад

    ଜୟ ଜଗନ୍ନାଥ 🙏🙏🙏😥😥😥, ହେ ଲୀଳାମୟ କାଳିଆ ଠାକୁର ତମ ସେବା କରିବା ର ସୁଯୋଗ ଟିକେ ଦିଅ ପ୍ରଭୁ 😥😥😥

  • @adityarath3108
    @adityarath3108 3 года назад

    Bahut hridaya sparsi kathate kahile Sir,JAY JAGANNATH Sir

  • @birupakshya8586
    @birupakshya8586 3 года назад

    Apananku koti koti dhanyavaad. He Mahaprabhu 🙏🏽🙏🏽🙌🏼🙌🏼🙌🏼

  • @radhe4639
    @radhe4639 Год назад

    ଓଁ ନମଃ ଭଗବତେ ବାସୁଦେବାୟ
    ରାଧା ବଲ୍ଲଭ ଶ୍ରୀ ହରିବଂଶ
    ଓଁ ନମଃ ନାରାୟଣ
    ଜୟ ଶ୍ରୀ ଜଗନ୍ନାଥ🙏🙏

  • @agneyasahoo8697
    @agneyasahoo8697 Год назад

    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା

  • @kirtirsaho1100
    @kirtirsaho1100 3 года назад +1

    ଜୟ ଜଗନ୍ନାଥ ମହାପ୍ରଭୁ।। 🙏🙏🙏🙌🙌

  • @p.mahesh3378
    @p.mahesh3378 3 года назад

    Jai Jagannath.🙏..khub hridayasparshi....Jaga ra mahima jete sunile bi mana pureni...Thank you Odisha 365 channel🙏

    • @srikantaparija2054
      @srikantaparija2054 3 года назад

      Stay Blessed with the holy Blessings of Mahapravu Shree Jagannath

  • @Dasgharajhia
    @Dasgharajhia 3 года назад

    Sir apna nka katha suni akhi ru luha asigala 😭😭...jay jaganatha 🙏🙏🙏

  • @satyabratadehury3206
    @satyabratadehury3206 3 года назад +1

    Jay Jaganntha swyme 🙏🙏🙏
    Very happy. Sir

  • @kanhapattnaik495
    @kanhapattnaik495 3 года назад +1

    ଧନ୍ୟ ଧନ୍ୟ ମହାପ୍ରଭୁ 🙏🙏🙏😭

  • @puspanjalibehera9591
    @puspanjalibehera9591 Год назад

    Dhanya prabhu tume... Jay Jagannath 🙏🙏🙏🙏

  • @mohanentertainment5976
    @mohanentertainment5976 3 года назад +2

    Love you Odisha 365 🧡🧡🧡

  • @matruashishpatra3550
    @matruashishpatra3550 Год назад +1

    🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤Guruji apananku 🙏🙏🙏

  • @urmilatripathy6826
    @urmilatripathy6826 3 месяца назад

    Sir namaskar. Ati manachhnua katha. Suni mahapravu nku kete je dhanyabad debi jani paruni. ❤❤❤❤

  • @MithunJagadala-sr8cd
    @MithunJagadala-sr8cd 4 месяца назад

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹🌷🌷🌷🌺🌺🌺🍎🍎🍎🍇🍇🍇ଜୟ ଜଗନ୍ନାଥ ⭕‼️⭕🙏🏻🙏🏻🙏🏻

  • @renumishra4531
    @renumishra4531 3 года назад

    God bless you sir.Jay Jagannath.

  • @manaskumarsenapati1025
    @manaskumarsenapati1025 3 года назад +1

    ଜୟ ଜଗନ୍ନାଥ ସ୍ୱାମୀ 🙏

  • @gobindachandranayak9576
    @gobindachandranayak9576 3 года назад

    ଶ୍ରୀ କାନ୍ତ ଭାଇ you are great

  • @maninisethy9092
    @maninisethy9092 3 года назад

    Jay Jagannath🙏 srikanta bhai 🙏 jaganath apnku bhakara rakhantu 🙏

  • @kunirana4682
    @kunirana4682 2 года назад

    Jay jagannth dhanya he madhaba aam samastanku sat patha dekao prabhu🌼 amiti sat barta darsai thibaru dhanya wad sir bahut sundar anubhuti 🌼🙏🙏🙏🙏

  • @natbardas8975
    @natbardas8975 3 года назад

    Congratulations you are very very great

  • @santanusabar5259
    @santanusabar5259 3 года назад +1

    ହେ ଜଗନ୍ନାଥ ତୁମ ମହିମା ଆପର ପ୍ରଭୁ 🙏🙏🙏🙏🙏🙏

  • @parikhitamohapatra8714
    @parikhitamohapatra8714 3 года назад

    🙏 ଜୟ ଜଗନ୍ନାଥ ସ୍ଵାମୀ 🙏 ବିଶ୍ବ ବ୍ରହ୍ମାଣ୍ଡ ଠାକୁରଙ୍କ ପାଖରେ କୋଟି କୋଟି ପ୍ରଣାମ 🙏🙏

  • @binatamohanty3862
    @binatamohanty3862 3 года назад

    Jay Jagannatha Swami Nayana Pathagami Bhaba Tume🙏🌺🙏

  • @swoyamsatabdibehera2327
    @swoyamsatabdibehera2327 2 года назад

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ
    🕉️🙏🌱🌹

  • @subashkanhar7079
    @subashkanhar7079 3 года назад +1

    Jay jagannath many thanks sir for this video

  • @shantib8910
    @shantib8910 2 года назад

    Hey chakadala tu saha heithibu prabhu ❤️🙏🙏🙏

  • @adityaswain1774
    @adityaswain1774 2 года назад

    ଜୟ ଜଗନ୍ନାଥ ତମ ଲୀଳା ଅପାର ପ୍ରଭୁ କରୁଣା ସାଗର କରୁଣା କର 🙏🙏🙏🙏🙏
    ଆଖି ରେ ମନ କୋହ ମନରେ କୋହ ଆସିଗଲା

  • @snehalatanayak9580
    @snehalatanayak9580 Год назад

    Jay Jagannath💗🙏💗, apanku au Mahaprabhu nku asesa dhanyabad, pranam 🙏🙏🙏

  • @anantasamal5654
    @anantasamal5654 3 года назад +2

    Jai jaggnnath

  • @somsekharrath2074
    @somsekharrath2074 2 года назад

    Sir ,you are also a great devotee of Prabhu..

  • @rabindranathpradhan4378
    @rabindranathpradhan4378 3 года назад

    Jay jagganatha swami nayana patha gami bhaba tume prabhu 🙏🙏🙏🙏

  • @satyapradhan9474
    @satyapradhan9474 2 года назад

    Jay jagannath swami nayan patha gami bhab tumee🙏🙏🙏, 🌹🌹🌹🙏🏼🙏🏼🙏🏼❤❤❤

  • @amlansamal5039
    @amlansamal5039 3 года назад

    Jay Jagannath swami nayan patha gami prabhu tume tumaku Mora koti koti pranam karuchi 🙏🙏❤️🌹

  • @laxmipriya6043
    @laxmipriya6043 3 года назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ.

  • @laxmipriyapandey8043
    @laxmipriyapandey8043 Год назад

    Jay Jagannath Swami Nayana pathagami bhaba tume ❤❤❤

  • @rajendrabasantaray832
    @rajendrabasantaray832 3 года назад

    Jay jagannatha apanka sri charana tale koti koti pranam

  • @umaagrawal6155
    @umaagrawal6155 3 года назад +1

    Ye kehna galat hai ki uska pata nahi hai
    Dhoond ne ki hadd tak koi use dhoondhta nahi hai
    Jo dhoondta hai use aksar uske nazare hote hain
    What a wonderful mentor and friend you are to me. You have always been there to aid my personal and spiritual development .Blessed to have u... Mahaprabhu keep his blessings always 🙏🙏🙏

  • @shyamsundarkar9657
    @shyamsundarkar9657 3 года назад

    Thanks sir, apana kahiba samayare mu bi kanduthili

  • @matruashishpatra3550
    @matruashishpatra3550 3 года назад +1

    .. 🙏🙏🙏JAY JAGANNATH.. ..

  • @jagajaga9773
    @jagajaga9773 3 года назад

    Bahut bhala good job jay Jagannath 🙏 🙏🙏

    • @srikantaparija2054
      @srikantaparija2054 3 года назад +1

      Inspired. Stay Blessed with the holy blessings of Mahapravu....

    • @jagajaga9773
      @jagajaga9773 3 года назад

      @@srikantaparija2054 jagantna nka kurpa mo upare a6i sir mu tanku bahut bhala pae but 1 year helani jaganath nku🙏 dekhi baku jae paruni but mu tanka darshna pain nisita jibi jay Jagannath 🙏🙏🙏

  • @mamatajena1995
    @mamatajena1995 Год назад

    Jay Jagannath Swami Nayan Patha gami vaba tume vaba tume vaba tume 🙏🙏🙏