Shri Jagannath is the solution of A-Z Problems | Jagannath Mahima | Dr Srikanta Parija | Odisha365

Поделиться
HTML-код
  • Опубликовано: 25 ноя 2024

Комментарии • 683

  • @foxflower5199
    @foxflower5199 3 года назад +57

    Jai Jagannath...
    Few lines from my own experience -
    I remember, I ask Srikant Bhai often " does Mahaprabhu come in your dream ?" But I always get the same answer from him that " Mahaprabhu doesn't come in his dream , He comes in real..". Then I think - yes, Srikant Bhai is very near to him, that why He comes to him. I always think I am not that pious, so why will Mahaprabhu come to me. You won't imagine, it was around 11:45 pm in the night. I was about to sleep. Light was off. My eyes were closed. All of sudden, I felt some light on the wall. Slowly opened my eyes. I could not believe my eyes what I saw on the wall. My daughter was sleeping next to me. I woke her up and asked her to look at the wall. She only shouted mumma I could see Mahaprabhu's eyes on the wall. Once again I asked her, she gave the same answer. Immediately I messaged Srikant Bhai about the incident. He smiled and said " did your get answers - He doesn't come in dream, He comes in real" . From that day, I stopped asking this questions. It happened only two days back. I will also say... Mahaprabhu comes to us in real. Mahaprabhu - it's all your glories.
    Srikant Bhai , apana nku Mora pranam. Jai Jagannath.

  • @tejarajsahu1501
    @tejarajsahu1501 Год назад +2

    ଜୟ ଜଗନ୍ନାଥ ସ୍ୱାମୀ
    ନୟନ ପଥ ଗାମୀ ଭବ ତୁମେ 🙏🌹🌹
    ହେ ପ୍ରଭୁ ସଙ୍କଟ ରୁ ଉଦ୍ଧାର କର 🙏🙏🙏🌹🌹

  • @henaranibehera4658
    @henaranibehera4658 Год назад +2

    ଜଗନ୍ନାଥ ହେ ମୋ ହୃଦୟର କଳାମାଣିକ ମୁଁ ଟିକିଏ ତୋତେ କୋଳେଇ ନିଅନ୍ତି ମୋ ଧନ ❤❤❤

  • @priyambadachand7988
    @priyambadachand7988 2 года назад +3

    Jai Jagannath sir. Your presentation is completely filled with emotions and devotion. Whenever I use to listen about miracle of Lord Jagannath, tears come out from my eyes. I pray the Lord of universe to give us strength, courage and patience to overcome all the difficulties.

  • @Manojdas-wm4yz
    @Manojdas-wm4yz 3 года назад +7

    ତୁମେ ବ ମାତା ଚ ପିତା ତୁମେ ବ ତୁମେ ବ ବନ୍ଧୁ ଚ ସଖା ତୁମେ ବ
    ଆମ ସମସ୍ତଙ୍କର ପରମ ପିତା ହେଉଛନ୍ତି ଜଗତର ନାଥ ଜଗନ୍ନାଥ
    ତାଙ୍କୁ ଯିଏ ଯେଉଁ ପରି ଭାବିବ ପଭୁ ତାଙ୍କୁ ସେହିପରି ଦର୍ଶନ ଦେବେ
    Many many thanks to Dr srikanta bhai and 365 channel which through we listen mahaprabhu jagannatha mahima🙏🙏🙏🙏🙏🙏🙏🙏🙏🙏🙏🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @ODISHA365
    @ODISHA365  3 года назад +13

    ଭିଡ଼ିଓରେ ଯେତେ ଅଧିକ 👍ଲାଇକ 👍ଓ ସେୟାର ହେବ ସେତେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଆଶା ଲାଇକ ଓ ସେୟାର କରିବାକୁ କୁଣ୍ଠାବୋଧ କରିବେନି। ଯେଉଁମାନେ subscribe କରିଛନ୍ତି କିନ୍ତୁ bell ରେ ALL ସିଲେକ୍ଟ କରି ନାହାନ୍ତି ସେମାନେ ନୋଟିଫିକେସନ ପାଇବେନି ତେଣୁ subscribe କରିବା ସହିତ bell ଆଇକନରେ all ଟିପିବାକୁ ଭୁଲିବେନି।

  • @aryansuryakanta7865
    @aryansuryakanta7865 3 года назад +6

    Existence of Mahaprabhu needs no proof... He can only be felt...Great going..🙏🏻

  • @shibanarayandehury1619
    @shibanarayandehury1619 3 года назад +12

    ଜଗନ୍ନାଥଙ୍କ କୃପା ଏମିତି ଜଗତ ଉପରେ ପଡୁଥାଉ

  • @gayatrijena2150
    @gayatrijena2150 3 года назад +3

    Jay Jagannath 🙏🙏🙏bahuta dhanyawad 365 channel member's,bahuta bhala prayas,

  • @satabdisahoo2463
    @satabdisahoo2463 3 года назад +7

    "Jagannath mahima" Odisha 365 ro gote niara prayas . Eia janeiba pain ki amo mahaprabhu kete jibanta, amo mahaprabhu kn koraiparanti. Odisha 365 chanel ku bahut bahut dhanyavaad au pranam 🙏🙏🙏. Mahaprabhu nko dibyalila sunibaro soubhagya deichanti. Jay Jay Jagannath🙏🙏🙏🙏

  • @madhusmitatripathy349
    @madhusmitatripathy349 3 года назад +7

    ସାର୍ ପ୍ରଣାମ ଆପଣଙ୍କୁ 🙏, ଆହା କେତେ ଭାବ ଆପଣଙ୍କର.. ମହାପ୍ରଭୁଙ୍କ କଥା କହୁ କହୁ କାନ୍ଦି ପକାଉଛନ୍ତି , ମହାପ୍ରଭୁ ତାଙ୍କ ବିଶାଳ ଭୁଜ ବିସ୍ତାର କରି ରଖିଥାନ୍ତୁ ଆପଣଙ୍କ ମଥା ଉପରେ.. 🙏 ଆପଣଙ୍କ କଥା ଶୁଣି ଯେମିତି ଲାଗୁଚି ମୁଁ ରତ୍ନ ସିଂହାସନ ସମ୍ମୁଖରେ ଅଛି ଆଉ ଆଖି ଆଗରେ ସେହି ଦିବ୍ୟ ରୂପ ଉଭା ହୋଇଯାଇଛି.. ହୃଦୟ ଦ୍ରବୀଭୂତ ହୋଇଯାଉଛି...ଆଖି ରୁ ଅଶ୍ରୁ ବହିଯାଉଛି..😭😭 ଏହିପରି ସବୁବେଳେ ହିଁ ହେଉ ପ୍ରଭୁ, ତୁମ ପଦତଳେ ସବୁବେଳେ ମୋ ମତି ରହିଥାଉ, ଏତିକି କୃପା କରନ୍ତୁ ହେ ପରମ କାରୁଣିକ ପ୍ରଭୁ 😭😭🙏🙏, ହେ ମହାପ୍ରଭୁ ତୁମର ଜୟ ହେଉ 🙏, ମଣିମାଙ୍କର ଜୟ ହେଉ 🙏🙏ଜୟ ଜଗନ୍ନାଥ 🙏 🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @SM-pm3fp
    @SM-pm3fp 3 года назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ ପ୍ରଭୁ 🙏

  • @suvenduray3889
    @suvenduray3889 3 года назад +1

    MAHAPRABHU is absolute truth. He can do anything for his devotees but we have to surrender to him completely. This story again fortifies what MAHAPRABHU can do for his devotees. MAHAPRABHU is the midas touch who can provide A to Z solutions to the problems occuring in our life which are beyond human imagination. We are taught life is ocean of tears in our college days. But I firmly believe if we cling to MAHAPRABHU in every moment of our life then MAHAPRABHU will make our life a bed of roses. Long live MAHAPRABHU legacy through your narration as long as possible Srikanta Bhai. Jay Shri Jaganatha.

  • @pravateedash8745
    @pravateedash8745 3 года назад

    Thank you Odisha-365

  • @sujatadas4656
    @sujatadas4656 3 года назад +6

    👍👌👏 koti pranam JAYJAGNNATH Mo health 100%thik karidiantu dhanybad bhai apn ahibhali anubhuti vidio banantu🙋🙌🙆✌✌

  • @abdulrahimhosen7881
    @abdulrahimhosen7881 3 года назад +8

    We eagerly waiting to hear about Jagannath Janana from your mouth, please pray for wellness of all. I inspired a lot by you. Jay Jagannath Mahaprabhu.

    • @srikantaparija2054
      @srikantaparija2054 3 года назад +1

      Stay Blessed...

    • @sailendumohapatra1416
      @sailendumohapatra1416 3 года назад

      @@srikantaparija2054 jnn. N Nnnnmnnjnnnnnnnnnnjnnnnnnnnnnnnnnnnnnnnnjjnjnnnnnnnnnnn. Nn n n nnn n n n n n. N. Nn n. N

  • @NalinipravaDas-ny9pi
    @NalinipravaDas-ny9pi 6 месяцев назад

    Jay Jay Jagannath
    Srikant Babu nka Anubhuti katha Bahut Bhabapurna.
    Jay Jay Jagannath
    Ramanarayan Dash
    Cuttack..

  • @sabitaswain5513
    @sabitaswain5513 3 года назад +11

    ଦୁନିଆଁ ର ବଡ଼ ଡାକ୍ତର ଙ୍କ ପାଖରେ କିଛି ବି ଅସମ୍ଭବ ନୁହେଁ......
    ମଣିମା 🙏🙏🙏🙏

  • @archana3375
    @archana3375 3 года назад +1

    Jay Jagannath....Thank you Odisha 365...Thank you Srikant Sir....💐💐💐💐

  • @saisamruthmohapatrastdibro8233
    @saisamruthmohapatrastdibro8233 3 года назад +1

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧନ୍ୟ ମହାପ୍ରଭୁ ଧନ୍ୟ ତୁମେ ଲୀଳାମୟ ଠାକୁର, ଆପଣଙ୍କ କଥା ଶୁଣିଲେ ମନରୁ ସବୁ ଦୁଃଖ ଆପେ ଆପେ ଦୂର ହୋଇଯାଉଛି, ଭଗବାନ ଶ୍ରୀ ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ

  • @govindadas7095
    @govindadas7095 3 года назад

    Karunamayanka karuna...chamatkar anubhuti Parija babu,Jai Jagannath

  • @Jagannathswami702
    @Jagannathswami702 3 года назад +2

    ମହାପ୍ରଭୁ ଅନୁଭବ ର ଠାକୁର.... ତାଙ୍କୁ ଯିଏ ଅନୁଭବ କରିଛି ... ସେ ତା ପାଖେ ପାଖେ ରୁହନ୍ତି.... ପ୍ରଭୁ ଙ୍କୁ ଯିଏ ଭଲ ପାଏ ପ୍ରଭୁ ତା ପାଖ ଛାଡି କୁଆଡେ ଯାଆନ୍ତି ନାହିଁ....
    ଜୟ ଜଗନ୍ନାଥ 🙏🙏🙏🙏🙏🌹🌹🌹🌹

  • @radhe4639
    @radhe4639 Год назад

    ଓଁ ନମଃ ଭଗବତେ ବାସୁଦେବାୟ
    ରାଧା ବଲ୍ଲଭ ଶ୍ରୀ ହରିବଂଶ
    ଓଁ ନମଃ ନାରାୟଣ
    ଜୟ ଶ୍ରୀ ଜଗନ୍ନାଥ🙏🙏

  • @trustworthy-guy6408
    @trustworthy-guy6408 3 года назад +5

    100% ସତକଥା ।ଜୟ୍ ଜଗନ୍ନାଥ 🙏🌹🙏

  • @puspanjalibehera9591
    @puspanjalibehera9591 Год назад

    ମହାପ୍ରଭୁ ତୁମ ଶ୍ରୀଚରଣରେ ଅନନ୍ତ କୋଟି ଦଣ୍ଡବତ 🙏🙏🙏🙏

  • @sonalibisoi6582
    @sonalibisoi6582 3 года назад +1

    Jay jaganatha swami nayan patha gami bhaba tume.......

  • @kndehury8388
    @kndehury8388 3 года назад +5

    ଓଃ କି ପ୍ରତାକ୍ଷ ଅନୁଭୂତି ଆପଣଙ୍କ ର. ଜୟ ଜଗନ୍ନାଥ ଆପଣ ଙ୍କ ର ମଧ୍ୟ ଜୟ ହେଉ. Jai.ଜୟ ଜଗନ୍ନାଥ.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @sasmitapanda1493
    @sasmitapanda1493 3 года назад +4

    Sir ur really great , I have also strong faith on Lord Jagannath, I want your & his Divine blessings to overcome from my sorrows and sufferngs. Jay Jagannath. 🙏🙏🙏🙏

    • @srikantaparija2054
      @srikantaparija2054 3 года назад +2

      I am not great at all Ur Mahapravu is one and only Great. One thing u plz henceforth write"MAHAPRAVU" INSTEAD OF "LORD" Because we used "Lord" word for human beings, as per example in judicial system and also in UK army system. Stay Blessed....

  • @Archuhomemade
    @Archuhomemade 3 года назад +53

    ହେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ପୁରୁଷତ୍ତମ ତୁମକୁ କୋଟି କୋଟି କୋଟି ପ୍ରଣାମ ମୋ ମହାପ୍ରଭୁ 🙏🙏🙏🙏🙏🙏 ତୁମକୁ ବା ମୁ କିପରି କୃତଜ୍ଞତା ଜଣାଇବା କିପରି ଧନ୍ୟବାଦ ଦେବି ମୁ ପାପିନି ଯିଏକି ତୁମକୁ ମିଛ ର ଠାକୁର କହୁଥିଲା କାଠ ଗଣ୍ଡୀ ବୋଲି କହି କହି ତୁମକୁ ଗଳିକରୁଥିଲା ଆଉ କହୁଥିଲା ଯଦି ତୁ ମୋ ଭାଇ କୁ ଭଲ କରିଦେବୁନି ତୋ ଆଖି କୁ ମୁ ଫୁଟାଇ ଦେବି ଆଉ ତୁ ସେ ଚକ ଆଖିରେ କାହାକୁ ଦେଖିପାରିବୁନି କି କାହା କୁ ମିଛ ଆଶ୍ୱାସନା ଦେବୁ ନି 😭 ପ୍ରଭୁ ତୁମେ ଏମିତି ଚମତକାର କରିଦେଲ ଏମିତି କୃପା ମୋ ଭାଇ ଉପରେ କରିଦେଲ ହେ ପୁରୁଷତ୍ତମ ଆଉ ତୁମ ଆଖି କୁ ମୁ ଅନାଇ ପରୁନି କେତେ ବଡ଼ ଧୃଷ୍ଟତା ମୁ କରିଦେଇଛି ମୋ ମହାପ୍ରଭୁ କୁ କେତେ ମୁ ଗଲିଦେଇଚି ମୋତେ କ୍ଷମା କରିବନି ପ୍ରଭୁ ମୋ ଆଖିକୁ ତୁମେ ଫୁଟାଇ ଦିଅ ମୋତେ ଏମିତି ଦଣ୍ଡ ଦେଇଦିଅ ଯେମିତ ଆଉ କେହି ମୋ ମହାପ୍ରଭୁ କୁ ଗାଳି କରିବେନି 😭🙏ମୋ ମହାପ୍ରଭୁ ଯେ କେତେ ଦୟାଳୁ କୃପାମୟ ସେ ଏତେ ଗଳି ଖାଇ ବି ମୋ ଭାଇ ପ୍ରତି ଏମିତି ଚମତ୍କାର କରିଦେଲ ଆମେ ସମସ୍ତେ ସ୍ତବ୍ଧ ହୋଇଯାଉଛୁ🙏ଏଇ ମହାଶିବରାତ୍ରି ଦିନ ଖୁସି ହୋଇ ମୋ ଭାଇ କେନ୍ଦୁଝର ରୁ ଗାଁ କୁ ବାପା କ ସହ ଆସିଲା ଆନନ୍ଦପୁର ର ଅତ୍ତା ଗାଁ କୁ ପ୍ରାୟ ୧୦୮ କିମି। ଅସି ଘରେ ପହଞ୍ଚି ଗଲା ବହୁତ ଖୁସି ହୋଇ ବସି କହିଲା ମୋ ଅଣ୍ଟା ଟିକେ ବିନ୍ଧୁଚି ଘରେ କହିଲେ ଗାଡ଼ି ଚଳାଇ ଆସିଲୁତ ସେଥିପାଇଁ ବିନ୍ଧୁଚି। ତାପରେ ତାକୁ ଟିକିଏ ଭଲ ଲାଗିଲା ଆଉ ସେ ମଧ୍ୟ ଉପବାସ କରି ମହାଦୀପ ଉଠିବା ପର୍ଯ୍ୟନ୍ତ ମୋ ୩ ଭାଈ ଜକ ବସି ଭଜନ କର୍ତ୍ତନ କଲେ। ତାପରଦିନ କି ରାତି ପାହିଲା ମୋ ସାନ ଭାଇ ପପୁ ହସି ହସି କହିଲା ଗାଁ ଭିତର ଆଡୁଟିକିଏ ବୁଲିଆସେ ଖାଇବି। ଜାଇ ଗାଁ ବୁଲି ଅସି ଟିକିଏ ଖାଇଦେଇ ସେଲୁନ କୁ କ୍ଷର ହେବାପାଇଁ ଗଲା କିନ୍ତୁ ସେଠି ବସିଲା ବେଳକୁ ଅଣ୍ଟା ତା ର ଏତେ ଯନ୍ତ୍ରଣା ହେଲା ଯେ ସେ ଆଉ ସମ୍ଭାଳି ପାରିଲାନି ତାକୁ ctc ଅନି ଆସିଲୁ ଆସିଲା ବେଳକୁ ୯:୩୦ ହୋଇଗଲା ସେଦିନ ମାମୁ kn ଘରେ Kalyani Nagar ରେ ରାହିଲୁ ତାକୁ ଗୋଟେ pain clear injection delu ତପରେ ଟିକିଏ ଶୋଇଲା but rati ୧:୩୦ ରେ ଆସାୟ ଯନ୍ତ୍ରଣା ପାଇଲା ଆଉ ପରିଶ୍ରା କରିପାରିଲା ନି ତାକୁ କଷ୍ଟ ହେଲା ତା ପରଦିନ MRI କରାଗଲା DR କହିଲେ ଇମିଡ଼ିଟ operation କର ୨୪ hour ହୋଇସାରିଲାଣି ତାର spinal injuries and bladder Neropathy ହୋଇସାରିଛି ।ଆମରି ରେ ଅପରେସନ କଲୁ but Tara bladdar selebelaku dead hoijaichi boli Dr କହିଲେ ଆଉ ତାର ୟୁରିନ ବ୍ୟାଗ ଲଗିରହିବ recovery pain time ଲାଗିବ ଦିନ କି ମାସ ନୁହ ବର୍ଷ ବି ଲାଗିପାରେ ରିକଭରି ହେବ ତୁମେ ଭଗବାନ୍ କନୁ ପ୍ରଥାନ କର ସେଇ ସମୟରେ ମୁ ଓଡ଼ିଆ 365ରେ mahaprabhu kna ଦିବ୍ୟ କରୁଣା ପ୍ରଚାର କରୁଥିବା ପୂଜ୍ୟ ସାର ଶ୍ରୀକାନ୍ତ ପରିଯାକୁଁ ଜଣାଇଲି ଆଉ sir mo Bhai pain pray କରିଦେଲ ଆଉ କହିଲେ ବ୍ୟସ୍ତ ହୋନି ସେଇ ମହାପ୍ରଭୁ knu ଆକୁଳ ନିବେଦନ କରି 2ଟୋପା ଲୁହ ଦେ ସେତରଲି ଗଲେ ତୋ ଭାଈ ଭାଲ ହୋଇଯିବ ଆଉ 3day ପାରେ ମୋତେ call karibi Tu ହସିବୁ । ମୁ ଭାବି ନଥିଲି ସତରେ kn 3ପାରେ ମୁ ହସିବି ମୋ ଭାଇ କନା 3day pare ape ପରିଶ୍ରା କରିପାରିବ ସେ feel କରିପାରିବ ତାକୁ ପରିଶ୍ରା ଲାଗୁଛି ବୋଲି ।Drବାଳକୃଷ୍ଣ କୁଆଁରକହିଥିଲେ recovery ହେବbut tumaku ଦର୍ଯ ଧାରିଵାକୁ ପଡିବ ବର୍ଷ ବର୍ଷ ବି ଲଗାଯାଇ ପରେ।ଯାହା ଶୁଣି ଆମେ ସମସ୍ତେ ଭାଙ୍ଗି ପଡିଥିଲୁ କାରଣ dr partikular date କହୁନଥିଲା ଯେବେ recovery ହେବ। ସତରେ ମୋ ପ୍ରଭୁ ଚମତ କାର କରିଦେଲେ 3ଡେ ପରେ ତାର ଷ୍ଟିଜ୍ ଖୋଲିଲେ ଆଉ dr କହିଲେ କିଛି feel କରିଥିଲା ଭାଈ କହିଲା କାଲି ପେଟ ବଥା ଲାଗୁଥିଲା ସାଙ୍ଗେ ସଗେ dr ପାଇପ ଖୋଲିଲେ ଆଉ କହିଲେ ପାଣି ପିଅ ଯଦି ପରିଶ୍ରା ଲାଗିବ ତାହେଲେ ଭାଲ ହୋଇଯିବ ଆମେ ସମସ୍ତେ ମହାପ୍ରଭୁ knu ପ୍ରା ଥ ନା କଲୁ ଆଉ ତା ର ପରିସ୍ରା ହେଲା ସତରେ ମୋ ପ୍ରଭୁ ଚମତକର କରିଦେଲେ 3ଦିନରେ ତାକୁ ଭାଲ କରିଦେଲେ ଯାହା ଭାଲ ହେବ ପାଇଁ ଯେ କେତେ ବର୍ଷ lagithanta ସବୁ କିଛି ମୋ ମହାପ୍ରଭୁ କ ପାଇଁ ହୋଇଗଲା ଯାହା ମୁ ଶ୍ରୀକାନ୍ତ ସର କ କୃପା ପାଇଛି ଯେ ମୋ ଭାଇ ପାଇଁ ବିନା ସ୍ବାର୍ଥ ରେ bhagaban knu pray କରିଥିଲେ ଆଉ ତାଙ୍କ ମଣିମା ମୋ ଭାଇ କୁ ଭାଲ କରିଦେଲେ ମୋ mahaprabhu 😭। ଶ୍ରୀକାନ୍ତ ସା ର knu ମୋର ପ୍ରଣାମ 🙏🙏🙏🙏🙏🙏 jai Jagannath 🙏🙏🙏🙏🙏❤️jai Jagannath 🙏🙏🙏🙏🙏🙏

    • @ସତସଙ୍ଗହିଁଜୀବନ
      @ସତସଙ୍ଗହିଁଜୀବନ 3 года назад +5

      କାହାର ଦୁଃଖ ଶୁଣୁଛନ୍ତି ଆଉ କାହାକୁ ଦୁଃଖ ଦେଇ ଦେଇ ପ୍ରତି ମୁହୁର୍ତ୍ତ ରେ କନ୍ଦେଇ ମାରୁଛନ୍ତି,, ବାସ୍ ଆଖିରୁ ଲୁହ ଝରାଇ ପ୍ରତି ସମୟରେ ହୃଦୟ ଭିତରୁ ତୋତେ ଡାକୁଛି,, ମୁଁ ଜାଣିଛି ମୁଁ ହତଭାଗ୍ୟ ଟିଏ ତଥାପି ତୁ ମୋ ଆଖି ଖୋଲି ଦେଲୁ ,,ହେ ମହାବାହୁ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିବି ବାସ୍ ମୋତେ ଏମିତି କନ୍ଦେଇ ମାରିବୁ,,ଆଉ ତା ଦୋଷକୁ କ୍ଷମା କରିଦେବୁ,,ସେ ବହୁତ ଅନୁତାପ କରୁଛି,,ମୋ କଥା ତୋ ପାଖରେ ପହଞ୍ଚିବ କି ନାହିଁ ଜାଣିନି ହେଲେ ସାହାରା ହବୁ ରେ କାଳିଆ,,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 😭😭😭😭😭😭🙏🙏🙏🙏,,ତୁ ତ ଭକତ ଭାବରେ ବନ୍ଧା ରେ,,ଏ ପାପୀ କୁ କ୍ଷମା କରିଦେବୁ ରେ,,, ଲୁହ ଛଡ଼ା ଆଉ କିଛି ଦେଇପାରୁନି,,,🙏🙏🙏🙏🙏😭😭😭😭😭

    • @srikantaparija2054
      @srikantaparija2054 3 года назад +3

      @@ସତସଙ୍ଗହିଁଜୀବନ Mahapravu Hey.... Mahapravu achanti hey.....

    • @swadhinmohanty7610
      @swadhinmohanty7610 3 года назад +1

      ଜୟ ଜଗନ୍ନାଥ 🙏🙏🙏

    • @archana3375
      @archana3375 3 года назад +1

      Jay Jagannath....💐 Thank You Apananka anubhuti share kale...

    • @Archuhomemade
      @Archuhomemade 3 года назад +3

      Mahaprabhu knu sabu samarpana karidiantu se achhanti sabu thik karidebe🙏

  • @lalitendubag4783
    @lalitendubag4783 2 года назад

    Jai Jagannath..Mahaprabhu apanka sri charana re koti koti pranam prabhu..janini prabhu kebe apnanku apnanka ratna singhasana re dekhibi..prabhu pranam tie karuchi grahan karantu..Mahaparabhu mahaprabhu mahaprabhu🙏🙏

  • @krushnacharandehury7038
    @krushnacharandehury7038 3 года назад +1

    ଜୟ ଜଗନ୍ନାଥ।।।
    ହେ ମହାବାହୁ ତଵ ଇଚ୍ଛା ପୂର୍ଣ୍ଣ ହେଉ

  • @gitapradhan2346
    @gitapradhan2346 3 года назад +2

    Jay Jagannath 🙏
    Jeebana jetebele mrutyu pakhare harijibaku base thik setiki belaku Mahaprabhu hatadhari uthei ananti koleinianti.. Mahaprabhu sabu samayare sehi lokanka pakhare thanti jie sarvada anyara bhala chinta kare au bipada samayare sahajya kare...semiti Manima nka asrita anya pain jahara pratiti khyana anubandhita Manisa tie Sreekanta..anya ra dukher ta hrudaya kanduthae...au Mahaprabhu taku hin duta pari patheidianti jahaku..uddhara karibaku thae....Manoj nka katha suni dukhare jetuku luha baharila...khusite Madhya lija asigala Mahaprabhu nka asirbada suni... Mahaprabhu nka koti asirbada sabubele thau...samastankara mangala heu... Mahaprabhu hey🙏🙏🙏🙏🙏🙏

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed...

  • @bansimahabhoi3483
    @bansimahabhoi3483 3 года назад

    Jay jagannath prabhu 🙏.samstunku bhalare rakhantu

  • @MithunJagadala-sr8cd
    @MithunJagadala-sr8cd 2 месяца назад

    ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🌺🍎🌷🍓🍇🏵️🌹🌺🍎🍓🍓🌷🍇🏵️🌹🌺🍎🌷🍓🍇ଜୟ ଜଗନ୍ନାଥ ⭕‼️⭕🙏🏻🙏🏻🙏🏻

  • @mototechnoboy852
    @mototechnoboy852 2 года назад

    Jai Jagannath Bhai..bahut bahut asumari dhanyabad...

  • @sabitaswain5513
    @sabitaswain5513 3 года назад +14

    ସବୁ କିଛି ମିଛ ଏଠି ଜନମ ରୁ ଯୁଇ ତୁମେ ଏକା ସତ ପୁଣି ଶ୍ରୀକ୍ଷେତ୍ର ଗୋସାଇଁ🙏🙏🙏

  • @sanjuktamahapatro9782
    @sanjuktamahapatro9782 2 года назад

    Thanks lord jagannath mahaprabhu

  • @purusottamreddy2992
    @purusottamreddy2992 3 года назад +7

    ଜୟ ଜଗନ୍ନାଥ । ସତ ରେ ତାଙ୍କୁ ଯିଏ ଭଲ ପାଇଛି ସେ ହିଁ ଜାଣିଚି ସେ ଭଲ ପାଇବାର ମଧୁରତା । ସେ ଚାହିଁଲେ କଣ ନ ହେଇ ପାରିବ ।

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @saiSai-fd7xk
    @saiSai-fd7xk 2 года назад

    Jay jagannath swami nayan path gami vabatu me 🙏🌹🙏🌹🙏🌹🙏🌹🙏🙏🙏🙏🙏🌹🌹

  • @subhap7868
    @subhap7868 3 года назад +3

    ହେ କାଳିଆ ସୁନା ତୁମେ ହିଁ ସତ୍ୟ......🙏🙏....

  • @rabindranathpradhan4378
    @rabindranathpradhan4378 3 года назад

    Jay jagganatha swami nayana patha gami bhaba tume prabhu 🙏🙏🙏🙏

  • @swagatika5954
    @swagatika5954 3 года назад +2

    Jai jagannath swami 🙏🙏🙏Srikant Sir apananku koti koti pranam 🙏🙏🙏

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed...

    • @swagatika5954
      @swagatika5954 3 года назад

      @@srikantaparija2054 after seeing ur reply sir a little bit tears comes in eyes because of happiness inside heart .. jagannath swami nayan pathgami bhaba tume🙏🙏

  • @bharatidhir7454
    @bharatidhir7454 3 года назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @abhirammallik8940
    @abhirammallik8940 3 месяца назад

    Jaya Jaganath, Jaya Jaganath, Jaya Jaganath.

  • @anantadevadarshi
    @anantadevadarshi 3 года назад +3

    Most scientific lord above science.

  • @tapashkumarnayak4989
    @tapashkumarnayak4989 3 года назад +6

    ବାପା ଜଗନ୍ନାଥ ମା ଦୁର୍ଗା 🙏🙏🙏

  • @sanjaykumarrout3365
    @sanjaykumarrout3365 3 года назад +2

    Jay jagannath ki joy.....

  • @umeshbaral7686
    @umeshbaral7686 3 года назад

    Jay jagannath tume samastanka sahara.tuma bina jiban adhura.jay jagannatha ,jay sai dev.

  • @natbardas8975
    @natbardas8975 3 года назад

    Congratulations you are great

  • @shakuntalanayak896
    @shakuntalanayak896 3 года назад +2

    Jai Jagannath Prabhu.Samasta nka mangal karantu Prabhu.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @rajlaxmidas6863
    @rajlaxmidas6863 3 года назад +1

    Jagannath Swami Nayana Pathagami Bhaba Tume.🙏

  • @satyapradhan9474
    @satyapradhan9474 2 года назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏

  • @mamatajena1995
    @mamatajena1995 Год назад

    Jay Jagannath Swami Nayan Patha gami vaba tume vaba tume vaba tume 🙏🙏🙏😭

  • @rashmitadalai1132
    @rashmitadalai1132 3 года назад

    Right kahile mausa. Jay jagannath mahaprabhu 🙏🙏🙏🙏🙏

  • @abdulrahimhosen7881
    @abdulrahimhosen7881 3 года назад +2

    Jai Jagannath

  • @nilimakhuntia6507
    @nilimakhuntia6507 3 года назад

    Jay Shri Shri Shri Chaturddhamurtti. JAY Apanankara Apara Mahimara.

  • @hrushikeshrana1576
    @hrushikeshrana1576 3 года назад +4

    I am proud for god jagannath

  • @swarnapravagitu1047
    @swarnapravagitu1047 Год назад

    Goosbom asigala suniki ❤ Jai mahabahu ❤❤

  • @kamalakantapanda669
    @kamalakantapanda669 3 года назад

    Bahut sundar
    Jai Jagannath

  • @Runukunu
    @Runukunu 3 года назад

    Akhire luha asigala Sir.Satare apana dhanya jie sei Mahaprabhunkara apara karunara dhara ama pakhare pahanchauchhanti.Emiti prabhunkara ashirbad apananka paribar upare thau.Jay Jagannath🙏🙏🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @tapantarunmohapatra5354
    @tapantarunmohapatra5354 3 года назад

    Mahaprabhu 🙏🙏🙏 mote be dukha dia 🙏🙏🙏
    Au se dukhare Mo sangare tike rahithao🙏🙏🙏

  • @rashmiranasingh3294
    @rashmiranasingh3294 3 года назад

    Jay,jaganatha,swami,nayana.pathagami.bhaba.tume🙏🙏🙏🙏

  • @Aman-vd8nj
    @Aman-vd8nj 3 года назад

    Jey shri jaganantha swami nayana patha gami bhaba tume

  • @sharadamohanty5629
    @sharadamohanty5629 3 года назад

    Jagannath swami nayana patha gami bhava tume . 🙏

  • @gopalagrawal8200
    @gopalagrawal8200 3 года назад +4

    भक्ति करते हुए आप पायेंगे कि जीवन की प्रतिकूलता में भी आपको भगवत-कृपा के दर्शन होने लगेंगे । आपकी इच्छा के विपरीत कुछ होगा तो भी आपको लगेगा कि यह मेरे प्रभु की इच्छा के बिना नहीं हुआ - इसलिए यह भगवत-कृपा हुई और इसी में मेरा हित है। अपनी बुद्धि से प्रभु-कृपा के सदैवदर्शन और अपने हृदय में सदैव प्रभु भक्ति - यह मनुष्य जीवन की सच्ची उँचाई है । जय जगन्नाथ 🙏

    • @srikantaparija2054
      @srikantaparija2054 3 года назад +1

      He is always with U, will be with U...Stay blessed...

  • @kalyanipradhan6904
    @kalyanipradhan6904 3 года назад +1

    Jay Jagannath.Sir u r very lucy for the fact that "Jagan has taken u nearer to Him". I feel jaga is human and staying with us...Thats why I offer him my food and water before eating and drinking....even if I offer my each and every breath to Him.....each and evry pigment of my blood also sings song of "Jay Jagannath........."

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @biswanathchoudhary7463
    @biswanathchoudhary7463 3 года назад +2

    Jay Jagannath, koti koti pranam prabhu 🙏🙏🙏🙏🙏

  • @sonalidhal6038
    @sonalidhal6038 3 года назад

    Mu pura bho bho hoi kandipakeili.bhai asesa dhanyabad eii galpa . Jagannath nka kathamruta janaithibRu. Jai Jagannath 🙏🙏🙏

  • @satyabratapanda3137
    @satyabratapanda3137 3 года назад

    jai jagannatha swami nayana pathagami bhava tume ❤️

  • @susah8982
    @susah8982 3 года назад +4

    ଜୟ ଜଗନ୍ନାଥ ପ୍ରଭୁ 🙏

  • @nirupamapradhan3424
    @nirupamapradhan3424 3 года назад

    Dr parija sir thanks

  • @pipitripathy8961
    @pipitripathy8961 3 года назад +1

    Jay Jagannath, tume mahan. Mahan tumara krupa. Prabhu tume tuma bandhan re mote bandhi rakha.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed........

  • @ssamal2000
    @ssamal2000 3 года назад

    JAY JAY JAGANNATHA PRABHU APNKA LEELA APNKA DHAMA APANKRA BHAKTA NKRA JAY HO .

  • @rashmirekharout9492
    @rashmirekharout9492 3 года назад +2

    Jay Jagannath mahaprabhu samastankara mangala karanti🙏🙏🙏🙏🙏🙏🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed...

  • @soumenacharya5762
    @soumenacharya5762 3 года назад

    Jay Jagannath Swami Nayanapathagami Bhaba Tume 🙏🙏🙏🙏

  • @nkdaskalika2357
    @nkdaskalika2357 3 года назад

    Mahaprabhu jay Jagannath koti koti pranam

  • @subhashreesahoo9444
    @subhashreesahoo9444 3 года назад +1

    Jay Jagannath Mahaprabhu 🙏🙏🙏🙏

  • @happinesssays6004
    @happinesssays6004 2 года назад

    Jai Jagannath Mahaprabhu

  • @hummusafeer
    @hummusafeer 3 года назад +1

    Bahut Bahut dhanyabad 🙏
    Jay Jagannath🙏

  • @swahashreesahoo9933
    @swahashreesahoo9933 3 года назад

    Jai Jagannath...

  • @satabdisahoo2463
    @satabdisahoo2463 3 года назад +6

    Sir pranam 🙏 Jay jagannath. Mano, hrudaya bharigola sir. Apon emti amo saho jodi heiki thibe sir plzz. Aponko katha sunile mahaprabhu bahut bahut mone padanti. Sir aponkothu mahaprabhu nko katha sunusunu tanka prati bhalo paiba badhi chalichi sir. Apon emti mahaprabhu nko katha kahothantu. Mahaprabhu aponku sabubele bholre rakhontu sir. Jay jagannath🙏 pranam sir 🙏

    • @manashpalai5238
      @manashpalai5238 3 года назад

      Sat kahichh bhai 👍
      Jay mahaprabhu Jagannath 🙏
      Sir apannku b pranam

  • @nilamaniguru9675
    @nilamaniguru9675 3 года назад

    Mata Me Kamala Devi Pita Deba Jagannath. Bandhaba Bishnu Bhakatasha Swadeash Bhuban Trayam. Bahut Sundar Upastapana. Jay Jagannath.

  • @bhaskarchandrapanda6206
    @bhaskarchandrapanda6206 3 года назад

    Jai Jaganath .

  • @pinkinayak5175
    @pinkinayak5175 3 года назад

    Dhanya prabhu tumara lila

  • @bibhutishaoo8176
    @bibhutishaoo8176 3 года назад +1

    ସାରେ ଆପଣଙ୍କୁ ନମସ୍କାର। ସାରେ ବହୁତ ଦୁଃଖ ରେ ଅଛି। କାଳିଆ ମୋ ସାଙ୍ଗରେ ଖେଳୁଛି ମୁଁ କିଛି ବି ଜାଣିପାରୁନି କଣ କରିବି। ସବୁବେଳେ ମୁଁ ମୋ ଦୁଃଖ ଜଣାଉଛି ମତେ କାହିକି ଏତେ କଷ୍ଟଦେଲେ। ମୋ ପାଇଁ ଟିକିଏ କାଳିଆ କୁ ଡାକିଵେ ସାରେ। ଜୟ ଜଗନ୍ନାଥ ମହାପ୍ରଭୁ

  • @kanhascreation49
    @kanhascreation49 3 года назад

    I'm speechless dinabandhu vab binodia Mora jiba jiban sir God bless you with all happiness and u always listen us l have so many experiences in my life with mo lala

  • @madhusmitatripathy2396
    @madhusmitatripathy2396 3 года назад +1

    Prabhuaapananku bhalare rakhantu

  • @kailashchandrabehera3711
    @kailashchandrabehera3711 2 года назад

    Jay Jagannath Saha shree kanta sir

  • @malikbabamb81169
    @malikbabamb81169 3 года назад

    Jai jaganntha sir

  • @binapanimallik4628
    @binapanimallik4628 3 года назад

    Se ta duniya r sabuthu bada doctor, Jay Jagannath Swami Nayan Pathagami Bhavatu Me 🙏🙏,

  • @girijapattnaik3533
    @girijapattnaik3533 3 года назад

    Heart.touch.Views.Jai.jagannath

  • @bharatipradhan5127
    @bharatipradhan5127 3 года назад

    He mahapravu tamaku kanakhi Dhanya badadebi dr srikanta parija jahanka pain ame pravunka katha jani paruchu Dhanya pravu Dhanya srikanta sir

  • @Devudala
    @Devudala 3 года назад +1

    Tu me hi pita tume hi mata tume hi sarban deba deba Mahaprabhu Jay Jagannath 🙏🙏🙏💎

  • @yogaranjanbehera654
    @yogaranjanbehera654 3 года назад +4

    Sir apanaka apekhyare 🙏🙏🙏

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed...

  • @tapansamantaray1541
    @tapansamantaray1541 3 года назад

    Jay jagannath mahaprabhu ki jay

  • @NamitaMohanty-xr4wx
    @NamitaMohanty-xr4wx Год назад

    Jay jagannath apankacharanarekotipranam

  • @cooknbakewithsasmita9120
    @cooknbakewithsasmita9120 3 года назад +3

    Jai jagannath, bhai

  • @sabitripanda463
    @sabitripanda463 3 года назад

    Jai Jagannath Mahabahu 🙏🙏

  • @manasisahu4856
    @manasisahu4856 3 года назад

    Jai jagannath......

  • @swatidhar8998
    @swatidhar8998 3 года назад +1

    Sir, ଧନ୍ଯ ମହାପ୍ରଭୁଙ୍କ ମହିମା
    ଧନ୍ଯ ଆପଣ 🙏
    ମହାପ୍ରଭୁଙ୍କ ନିକଟରେ ମନୋଜର ସମ୍ପୂର୍ଣ ସୁସ୍ଥତା କାମନା କରୁଛି।