ଭୂତଙ୍କ ସହ କଥାବାର୍ତ୍ତା | PODCAST WITH DR SANTANU ACHARYA | Life 360 | Manoranjan Mishra | NewsRoom |

Поделиться
HTML-код
  • Опубликовано: 22 дек 2024

Комментарии • 719

  • @SiddharthaShankarMishra
    @SiddharthaShankarMishra Месяц назад +183

    ମନୋରଞ୍ଜନ ଭାଇ,ନମସ୍କାର। ଆଚାର୍ଯ୍ଯ ଆଜ୍ଞା ବଞ୍ଚି ଥିବା ଭିତରେ ଆଉ 10/12 ଥର Podcast କରି ନିଅ ଶିଘ୍ର। ଆଜ୍ଞା ଙ୍କ ଭିତ ରେ ଅଛି ବହୁତ ମସଲା ।ଓଡିଶା ପାଇଁ ବହୁତ ଦରକାରୀ ବ୍ଯକ୍ତି ଜଣେ ଆଜ୍ଞା । ମୁଁ ପ୍ରାୟ ଅର୍ଦ୍ଧାଧିକ ବହି ତାଙ୍କର ପଢିବାର ସୁଯୋଗ ପାଇ ଛି । ଚମତ୍କାର ସବୁ । ପଢୁଥିଲେ ଝାଡା ବି ବନ୍ଦ ହୋଇ ଯିବ। ସତକଥା କହୁଛି ।

    • @debadattasahoo1315
      @debadattasahoo1315 Месяц назад +14

      ଅତି ସୁନ୍ଦର କଥା।
      ସାରଙ୍କ ଲେଖା ଅତି ଉଚ୍ଚ କୋଟିର.।
      ସାର ଯାହା ଯାହା କହିଲେ ସମ୍ପୂର୍ଣ୍ଣ ଠିକ କଥା। କିଏ ଗ୍ରହଣ କରିବ କି ନକରିବ ଏଥିରେ କିଛି ଯାଏ ଆସେ ନାହିଁ।

    • @ramakantapurohit3266
      @ramakantapurohit3266 Месяц назад +1

      ସୁନ୍ଦର ସତ୍ୟ ବ୍ୟାଖ୍ୟା ଓ ମାର୍ମିକ 🎉

    • @pradyumnapradyumna8799
      @pradyumnapradyumna8799 Месяц назад +2

      Bhai kichi bahi ra name khu ha mu bi tika padhi bara sujaga pei bi

    • @jayantipatra5127
      @jayantipatra5127 29 дней назад

      Thik katha ame 4 times bhuta dekhichhu ,eta thik katha

    • @goldenmusicofodisha
      @goldenmusicofodisha 26 дней назад

      ସବୁ ବହି ଅନଲାଇନ ରେ ଅଛି ମୁଁ down ଲୋଡ କରିଛି​@@pradyumnapradyumna8799

  • @rajendraacharya4331
    @rajendraacharya4331 Месяц назад +58

    100% correct. ପ୍ରକୃତରେ positive thinking ରେ ହିଁ ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରି ହୁଏ.

  • @sunilkumardash8773
    @sunilkumardash8773 Месяц назад +50

    🙏 ବହୁତ ବହୁତ ଧନ୍ୟବାଦ ... ସତରେ ବହୁତ କିଛି ଶିଖିବାକୁ ପାଇଲି ପ୍ରଣାମ ଶ୍ରୀଯୁକ୍ତ ସାନ୍ତନୁ ଆଚାର୍ଯ୍ୟ 🙏

    • @DashoHembram
      @DashoHembram 21 день назад

      ❤❤❤❤❤❤❤❤❤❤❤❤❤❤

  • @BkBehera-p1y
    @BkBehera-p1y Месяц назад +31

    ବହୁତ୍ କିଛି ଶିଖିବାକୁ ମିଳିଲା... ମନୋରଞ୍ଜନ ବାବୁ ଧନ୍ୟବାଦ୍... ଏବଂ ଆଚାର୍ଯ୍ୟ ସାର୍ ଙ୍କୁ କୋଟି ନମସ୍କାର... ଆପଣଙ୍କ ଜ୍ଞାନ ବିଜ୍ଞାନ ଅନେକ ଲୋକଙ୍କୁ ଦିଗ୍ ଦର୍ଶନ ନିଶ୍ଚିତ ରୂପେ ପ୍ରଦାନ କରିବ ...

  • @nagendrapadhi1275
    @nagendrapadhi1275 Месяц назад +41

    ହେତୁବାଦୀ ମାନେ ଦେଖନ୍ତୁ. ପାଗଳ ରଥ ବାବୁ ଦେଖିବା ଦରକାର. ଲୋକକୁ ଭୂୟାଁ ବୁଲାଉ chhanti.

    • @hemantkumarroutray407
      @hemantkumarroutray407 Месяц назад +2

      ଯଥାର୍ଥ ମହାଶୟ

    • @spmmca
      @spmmca 6 дней назад

      Semane rakta banti Karu chanti😂😂😂

    • @pramodpatel687
      @pramodpatel687 2 дня назад

      ଭାଇ ତୁମେ କେମିତି ଜାଣିଲ ରଥ ବାବୁ ଭୂୟାଁ ବୁଲାଉଛନ୍ତି ବୋଲି ଏହି ଆଚାର୍ଯ୍ୟ ବୁଢ଼ା ଭୂୟାଁ ବୁଲାଉଛି । ଭାଇ ତୁମକୁ ଲାଗୁନି ଏହି ବୁଢ଼ା କାହାଣୀ କହୁଛି ବୋଲି ।

  • @sandippani7758
    @sandippani7758 Месяц назад +21

    92 bayasa re madhya bahut memory power.. this is the Power of spirituality

  • @BabitaMishra-yx2hr
    @BabitaMishra-yx2hr Месяц назад +39

    ସାର୍ , ନମସ୍କାର । ଆପଣ ଓଡ଼ିଶାର ଅମୂଲ୍ୟ ସମ୍ପଦ । ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ ।

  • @suvendumohanty3787
    @suvendumohanty3787 Месяц назад +27

    ମନୋରଞ୍ଜନ ବାବୁ ଶାନ୍ତନୁ ସାର ଙ୍କ ସହିତ interview ଟି ବହୁତ ଭଲ ଲାଗିଲା ଏବଂ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଲା

  • @shasikantamalik5899
    @shasikantamalik5899 Месяц назад +21

    ସାହିତ୍ୟ ମଣିଷକୁ ବଂଚିବାକୁ କଳା ଶିଖାଇ ଦିଏ,,, ସାଧୁବାଦ ମନୋରଞ୍ଜନ sir ଙ୍କୁ,, ଏମିତି ଜଣେ ଜଣେ ସାହିତ୍ୟିକଙ୍କୁ ଡାକିଲେ ଆମେ ଉପକୃତ ହେବୁ 🙏

  • @mrgourangacomedy2603
    @mrgourangacomedy2603 Месяц назад +15

    ମୁଁ ବହୁତ ସୁନ୍ଦର କଥା ଶିଖିବା କୁ ପାଇଲି!ଧନ୍ୟବାଦ sir

  • @sagarikasahu1472
    @sagarikasahu1472 Месяц назад +17

    ସାରଙ୍କୁ ପ୍ରଣାମ। ମୁଁ SVM କଲେଜରେ ପଢ଼ୁଥିବା ବେଳେ ସାର୍ ପ୍ରିନ୍ସପାଲ୍ ଥିଲେ। ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ। ବହୁତ ଭଲ ଲାଗିଲା।

    • @purnimadas3741
      @purnimadas3741 Месяц назад +1

      books written by him! where to find? sir nku first time dekhuchi where to find him?

  • @niranjanati8942
    @niranjanati8942 Месяц назад +19

    Excellent podcast. I will also start new life from now.. Thank you so much sir for your valuable discussion.

  • @sunitasahoo3017
    @sunitasahoo3017 23 дня назад +10

    ଆଚାର୍ଯ୍ୟ ସାର୍ ଆପଣଙ୍କ ର ସ୍ମୃତି ଶକ୍ତି କୁ ଶତ ପ୍ରଣାମ। ଏ ବୟସରେ ଏତେ କଥା ମନେ ରଖିଛନ୍ତି

  • @anupamanayak8568
    @anupamanayak8568 Месяц назад +29

    ଆପଣଙ୍କୁ କୋଟି ପ୍ରଣାମ ।ମୁଁ କରଞିଆ ଗଢ଼ ସାହିର ।ଆମ ପରିଵାର ଵିଷୟ ରେ ମଧ୍ୟ ଲେଖିଛନ୍ତି ।ଜୟ ଜଗନ୍ନାଥ ।

  • @nakulnaik1423
    @nakulnaik1423 Месяц назад +32

    ପ୍ରକୃତରେ ଆପଣ ମହାନ ସାର, ଆପଣଙ୍କ practically ଅଭିଜ୍ଞତା ଜଣେଇ ଦେବା ପରେ ବି ଜଣେ ଯଦି confuse ଏବଂ ଅବିଶ୍ୱାସ କରେ ସେ ହିଁ ପ୍ରକୃତ ଅଭାଗା, ତା ଜୀବନ ଅଶାନ୍ତ, ଆପଣଙ୍କ କଥା ଏବଂ ଅନୁଭୂତି ରୁ ଅନେକ କିଛି ଶିକ୍ଷା ମିଳିଲା !ଆପଣକୁ ଅନେକ ଅନେକ ଧନ୍ୟବାଦ, କୋଟି ନମସ୍କାର 🙏🙏🙏

    • @sadhunabakishordas7297
      @sadhunabakishordas7297 Месяц назад +3

      ଏହା ସମ୍ପୂର୍ଣ୍ଣ ସତ୍ୟ, ଏ ସମସ୍ତ ମୋ ଜୀବନରେ ବହୁ ଅନୁଭବ ଅଛି। ଯେଉଁ ମାନେ ସନ୍ଦେହୀ , ସେମାନେ ଅବିଶ୍ବାସ କରନ୍ତି। ସମସ୍ତ ସ୍ଵାସ୍ଥ୍ୟ ଗତ ସମସ୍ୟା ପାଇଁ ( ଚିକିତ୍ସା) ପରାମର୍ଶ କରନ୍ତୁ। ପୁତ୍ର ସନ୍ତାନ ପାଇଁ ମଧ୍ୟ, ନିଶ୍ଚିତ ଫୋନ କରନ୍ତୁ।

    • @sadhunabakishordas7297
      @sadhunabakishordas7297 Месяц назад

      ୭୭୪୯୯୪୧୯୮୫

  • @sasmahapatra2654
    @sasmahapatra2654 Месяц назад +8

    Very Good podcast ❤❤
    So many things to learn ! Magic stars where logic ends !
    Beautiful descriptions of science and spirituality.
    Very insightful... eye-opening

  • @PRATAPChandraJENA-ey1st
    @PRATAPChandraJENA-ey1st Месяц назад +13

    ଆଚାର୍ଯ୍ୟ ସାର ଙ୍କ କଥା ବହୁତ୍ ଭଲ ଲାଗିଲା ,ବହୁତ୍ ଶିକ୍ଷା ମଧ୍ୟ ମିଳିଲା ,ସାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ,ନମସ୍କାର ସରେ ।

  • @madhusudansahoo3103
    @madhusudansahoo3103 Месяц назад +20

    ମନୋରଞ୍ଜନ ବାବୁ ନମସ୍କାର। ମୋତେ ଯେତେବେଳେ 11 ବର୍ଷ ହୋଇ ଥିଲା, ମୁଁ ମୋ ଘର ଠାରୁ 2km ଦୂରରେ ହେଉଥିବା ଦୋଳ ମେଲଣ ଦେଖିବାକୁ ମୋ ସାଙ୍ଗ ସହିତ ଯାଇଥିଲି। ସେଥି ଥିବା ଦୋଳ ମେଲଣ ମଣ୍ଡପ ଉପରେ ଶୋଇ ପଡ଼ିଲି। ମୋ ସାଙ୍ଗ ମେଲଣ ଭାଙ୍ଗିଲା ସେ ଘରକୁ ପଳେଇଲା। ମୋତେ ଡାକିଲା ନାହିଁ। ମୋ ନିଦ ଭାଙ୍ଗିଲା ପ୍ରାୟ 3.30 ରୁ 4.00 am ଭିତରେ ମୋ ନିଦ ଭାଙ୍ଗିଲା। ଦେଖିଲି ମେଲଣ ପଡ଼ିଆରେ କେହି ନାହାନ୍ତି। ଦେଖିଲି ଶୁଣିଥିବା ନିଶା ଗର୍ଜନ ଶବ୍ଦ ହେଉଛି। ଚାରିପଟେ ବହୁତ୍ ବଡ଼ ବଡ଼ ଗଛ ଥିଲା। ମୋ ଆଗରୁ ଗାଁ ରେ ଶୁଣିଥିବା ଚିରୁଗୁଣୀ, ଡାହାଣୀ ମାନେ ବିକଟାଳ ଚେହେରା ଧରି ଗଛରେ ଗୋଡ଼ ଲମ୍ବେଇ ବଡ଼ ବଡ଼ ଦାନ୍ତ ବଡ ବଡ ନଖ ବାହାର କରି ବସନ୍ତି । ସେହି କଥା ଭାବି ମୁଁ ଖୁବ୍ ଭୟଭୀତ ହୋଇଗଲି।ସବୁ ଗଛକୁ ଅନେଇଲି।କିଛି ବାଟ ଚାଲିଲି। ଘଡ଼ ଘଡି ପଡ଼ି ଜଣେ ବାରିକ ରାସ୍ତାରେ ମରି ଯାଇଥିଲା 2 ବର୍ଷ ପୂର୍ବରୁ। ସେ ପ୍ରେତ ରାତିରେ ସାଇକଲ ଓ ମୋଟର ସାଇକଲ ପଥିକ ମାନଙ୍କୁ ଅଟକାଉଛି। ଆଉ କିଛି ବାଟ ପରେ ରାସ୍ତା କଡ଼ରେ ମଶାଣି ଅଛି ଓ ଭୂତ ପ୍ରେତ ଚିରୁଗୁନି କଥା ଭାବି ଘରକୁ ଗଲି ନାହିଁ। ସେଇ ଝୁଲଣ ମଣ୍ଡପକୁ ଫେରି ଆସିଲି। ଶୋଇ ବାକୁ ଚେଷ୍ଟା କଲି କିନ୍ତୁ ଶୋଇ ପାରିଲି ନାହିଁ। ବହୁତ ଭୟ ଲାଗିଲା। ପୁଣି ଉଠିଲି ସାହାସ ଧରି ଚାଲିଲି। ଅଳ୍ପ ବାଟ ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଲି।ସେତିକି ବେଳେ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ଦେଙ୍ଗୀ ବୁଢୀ ସ୍ତ୍ରୀଲୋକ ପ୍ରାୟ ୬ ଫୁଟ ପାଖା ପାଖି ହେବ ମୋ ପାଖରେ ପହଞ୍ଚିଲେ ।ମୋତେ ମୋ ନାଁ ମୋ ଗାଁ ନାମ ଇତ୍ୟାଦି ପଚାରିଲେ। ମୁଁ କହିଲି ମୋ ଗାଁ ନାମ ଭାରିଓଦା। ସେ କହିଲେ ତାଙ୍କ ଶାଶୁ ଘର ହନୁ ସହି। ବାପ ଘର ଇଶ୍ୱରପୁର କେଉଟ ଘର। (ଈଶ୍ୱରପୂର ଆମ କଡ ଗାଁ)ଚାଲ ମୋ ସାଙ୍ଗରେ ମୁଁ ତତେ ତୋ ଗାଁ ମୁଣ୍ଡରେ ଛାଡ଼ି ଦେବି। ବାଟରେ ସେ ମୋ ସହିତ ଆଉ କେତେ କଥା ହେଲେ।ସେ ମୋତେ ଆମ ଗାଁ ମୁଣ୍ଡରେ ଛାଡ଼ିଦେଲେ।ଆମ ଘର କବାଟ ବନ୍ଦ ଥିଲା।ମୁ ଯାଇ ଆମ ଘର କଡ଼ରେ ଭାଗବତ ପିଣ୍ଡାରେ ଶୋଇଲି। ଏସବୁ କଥା ମୋ ବୋଉକୁ କହିଲି। ମୋ ବୋଉ ସକାଳେ ଈଶ୍ୱରପୁର ଗାଁ କେଉଟ ସାହିରେ ଯାଇ ପଚାରିଲା। ସେମାନେ କହିଲେ ଆମର ଧନୁ ସାହିରେ କେହି ଝିଅ ବାହା ହୋଇ ନାହାନ୍ତି କିମ୍ବା କାଲି ରାତିରେ କେହି ଆସି ନାହାନ୍ତି।
    ବି. ଡ୍ର. ମୁଁ ଶାରଳାଙ୍କୁ ଓ ହନୁମାନଙ୍କୁ ପୂଜା କରେ।
    ମୋର ପ୍ରଶ୍ନ :- ଜଣେ ସ୍ତ୍ରୀ ଲୋକ ବାପ ଘରକୁ ସକାଳେ ତ ଆସିପାରି ଥାଆନ୍ତା, ରାତି ୪ ଟା ରେ କାହିଁକି ଆସୁଥିଲା। ଜଣେ ବୁଢ଼ିଲୋକ ସତରେ କଣ ଶଶୁର ଘରେ କଳି ଝଗଡ଼ା ହେଲା ବୋଲି ରାତି ,୪ ଟା ରେ ବାପ ଘରକୁ ଯାଉଥିଲେ।
    ବର୍ତମାନ ମୋ ବୟସ 72। ମୁଁ ଶିବାନନ୍ଦ ସରସ୍ୱତୀଙ୍କ ଅନୁଗତ।

    • @RameshPadhan-i6i
      @RameshPadhan-i6i Месяц назад

      ଏଥିପାଇଁ ଭାରତ ଅଧୋଗତି ଆଡ଼କୁ ଯାଉଛି l kindly avoid blind belief.

    • @dibya63
      @dibya63 Месяц назад +4

      ​@@RameshPadhan-i6iତତେ କିଛି ଜଣା ନାହିଁ, blind belive ଜମା ନୁହେଁ

    • @Inner.divinity
      @Inner.divinity 8 дней назад

      ଯାହାକୁ ଆଜି ଡାହାଣୀ ବୋଲି କୁହା ଯାଉଛି , ସେ ଡାହାଣୀ ଡାକିନୀ ଶବ୍ଦ ରୁ ଆସିଛି | ତିବତ ର ତାନ୍ତ୍ରିକ ବୌଦ୍ଧ ଧର୍ମ ରେ ଡାକିନୀ ମାନେ ପବିତ୍ର ସାଧିକା ,ସେମାନେ ତନ୍ତ୍ର ସାଧନା କରି ସିଦ୍ଧି ଲାଭ କରିଥାନ୍ତି | ଓଡିଶା ହେଉଛି ତାନ୍ତ୍ରିକ ବୌଦ୍ଧ ଧର୍ମ ବା ବଜ୍ର ଯାନ ର ଜନ୍ମ ସ୍ଥଳ , ଏଠି ବୌଦ୍ଧ ଧର୍ମ ର ସିଦ୍ଧ ସାଧିକା ମାନଙ୍କୁ ବଦନାମ କରି , ତାଙ୍କ ବିରୋଧ ରେ ଅପପ୍ରଚାର କରି , କିଛି ଦୁଷ୍ଟ , ନୀଚ ବ୍ରାହ୍ମଣ ମାନେ ଡାକିନୀ କୁ ଡାହାଣୀ କରିଦେଲେ | ଯୋଉ ସାଧିକା ମାନେ ରାତି ରେ ଏକାନ୍ତ ରେ ତନ୍ତ୍ର ସାଧନା କରୁଥିଲେ , ସେମାଙ୍କୁ ବିଷ୍ଠା ଖିଆ ଡାହାଣୀ କହି ଲାଂଛିତ ଓ ଅପମାନିତ କରାଗଲା ବ୍ରାହ୍ମଣବାଦୀ ବ୍ୟବସ୍ଥା ରେ | ନାରୀ ମାନେ ବ୍ରାହ୍ମଣବାଦୀ ବ୍ୟବସ୍ଥା ରେ ସ୍ୱାଧୀନତା ଓ ସମ୍ମାନ ହରେଇ ପୁରୁଷ ର ଅଧୀନ ରେ ଦାସୀ ହେଇ ଗଲେ , ମନ୍ଦିର ରେ ଶୁଦ୍ର କନ୍ୟା ଙ୍କୁ ଦେବଦାସୀ କରି ଦୁଷ୍ଟ ବ୍ରାହ୍ମଣ ମାନେ ସେମାନଙ୍କ ଯୌନ ଶୋଷଣ କରିବାରେ ଲାଗିଲେ|...

    • @Inner.divinity
      @Inner.divinity 8 дней назад

      ଯାହାକୁ ଆଜି ଡାହାଣୀ ବୋଲି କୁହା ଯାଉଛି , ସେ ଡାହାଣୀ ଡାକିନୀ ଶବ୍ଦ ରୁ ଆସିଛି | ତିବତ ର ତାନ୍ତ୍ରିକ ବୌଦ୍ଧ ଧର୍ମ ରେ ଡାକିନୀ ମାନେ ପବିତ୍ର ସାଧିକା ,ସେମାନେ ତନ୍ତ୍ର ସାଧନା କରି ସିଦ୍ଧି ଲାଭ କରିଥାନ୍ତି | ଓଡିଶା ହେଉଛି ତାନ୍ତ୍ରିକ ବୌଦ୍ଧ ଧର୍ମ ବା ବଜ୍ର ଯାନ ର ଜନ୍ମ ସ୍ଥଳ , ଏଠି ବୌଦ୍ଧ ଧର୍ମ ର ସିଦ୍ଧ ସାଧିକା ମାନଙ୍କୁ ବଦନାମ କରି , ତାଙ୍କ ବିରୋଧ ରେ ଅପପ୍ରଚାର କରି , କିଛି ଦୁଷ୍ଟ , ନୀଚ ବ୍ରାହ୍ମଣ ମାନେ ଡାକିନୀ କୁ ଡାହାଣୀ କରିଦେଲେ | ଯୋଉ ସାଧିକା ମାନେ ରାତି ରେ ଏକାନ୍ତ ରେ ତନ୍ତ୍ର ସାଧନା କରୁଥିଲେ , ସେମାଙ୍କୁ ବିଷ୍ଠା ଖିଆ ଡାହାଣୀ କହି ଲାଂଛିତ ଓ ଅପମାନିତ କରାଗଲା ବ୍ରାହ୍ମଣବାଦୀ ବ୍ୟବସ୍ଥା ରେ | ନାରୀ ମାନେ ବ୍ରାହ୍ମଣବାଦୀ ବ୍ୟବସ୍ଥା ରେ ସ୍ୱାଧୀନତା ଓ ସମ୍ମାନ ହରେଇ ପୁରୁଷ ର ଅଧୀନ ରେ ଦାସୀ ହେଇ ଗଲେ , ମନ୍ଦିର ରେ ଶୁଦ୍ର କନ୍ୟା ଙ୍କୁ ଦେବଦାସୀ କରି ଦୁଷ୍ଟ ବ୍ରାହ୍ମଣ ମାନେ ସେମାନଙ୍କ ଯୌନ ଶୋଷଣ କରିବାରେ ଲାଗିଲେ|...

    • @balaramkrishnamahanta854
      @balaramkrishnamahanta854 7 дней назад +1

      ​@@RameshPadhan-i6i Gandu_ Blind belief kan re_ superstition kuhanti boli ta janinu.... Tu sir nka katha katuchhu

  • @urmilatripathy6826
    @urmilatripathy6826 12 дней назад +1

    Sir namaskar. Podcast ta ati chamatkar thila.sabu discussion bahut heart touching thila.Vagaban dr.Acharya nku dirghau karantu eha Jagannath nka nikatare Prarthana. ❤❤❤❤

  • @sureshchandramohanty2361
    @sureshchandramohanty2361 24 дня назад +2

    ଅତ୍ୟନ୍ତ ସୁନ୍ଦର କଥା, ଭୁତ ଓ ପ୍ରେତ ଅଛ ନ୍ତି, ମହାଶ ୟ ଯାହା ଆ ଲେl ଚ ନା କରି ଛ ନ୍ତି, ମୁର୍ତ୍ୟୁ ର ପର କଥା, ଜୀବ ର ପୁନର୍ବାର ଜନ୍ମ ଅଛି. ଧନ୍ୟବାଦ ସହ ରହୁଛି l

  • @drsaratchandrabiswal7128
    @drsaratchandrabiswal7128 Месяц назад +4

    Valuable interview. Practical experience. Much to learn.

  • @rameshchandrasahoo1427
    @rameshchandrasahoo1427 Месяц назад +34

    ଆଚାର୍ଯ୍ୟ ବାବୁଙ୍କ କଥା ଶୁଣି ନିଜକୁ ଆତ୍ମସନ୍ତୋଷ ଲାଗୁଛି। ପଣ୍ଡିତ ଙ୍କ ସହିତ ଆଉଥରେ କଥୋପକଥନ କରନ୍ତୁ

  • @debasispradhan4887
    @debasispradhan4887 24 дня назад +2

    ଅତି ଚମତ୍କାର 🙏👍👌😃
    ସାର୍ ଙ୍କୁ ନେଇ ଅନେକ ଅନେକ episode ଜଲଦି କରନ୍ତୁ ଆଗକୁ ଆଗକୁ।

  • @minakshitripathy4342
    @minakshitripathy4342 Месяц назад +7

    ସାର୍ ଙ୍କୁ ପ୍ରଣାମ। ଆମେ ପଢ଼ୁଥିଲା ବେଳେ SVM କଲେଜରେ ସେ ପ୍ରିନ୍ସିପାଲ୍ ଥିଲେ।ଵହୁତ ଭଲ , ଅସାଧାରଣ ପ୍ରତିଭାର ଅଧିକାରୀ,Sir.🙏🙏

  • @Akshayam2020
    @Akshayam2020 26 дней назад +1

    wow interesting... Sir nka ahuri interview karantu Manoranjan sir

  • @bhattruhari
    @bhattruhari Месяц назад +5

    Love from କରଞ୍ଜିଆ ❤️

  • @Jagannath_Dham
    @Jagannath_Dham Месяц назад +3

    Sir many many thanks for this podcast. Great new inspiration for life.Dr, Acharya sir is very nice personality and really god is every where in life

  • @Taraiprabir1977
    @Taraiprabir1977 Месяц назад +24

    ଯେଉଁ ହେତୁବାଦୀ ମାନେ ବାହାସ୍ପଷ୍ଟ ମାରୁଛନ୍ତି ଆଉ ତାଙ୍କୁ ଆଧାର କରି ଅନେକ କଲେଜ ଛାତ୍ର ଛାତ୍ରୀ ଈଶ୍ୱର ନାହାନ୍ତି ବୋଲି କୁହନ୍ତି ଆଉ ମନୋରଞ୍ଜନ ବାବୁ ମଧ୍ୟ୍ୟ ଅନେକ ଡିବେଟତିଆରି କରିଛନ୍ତି ଈଶ୍ୱର ବିରୁଦ୍ଧରେ ଏବେ ମୁଁ ଭାବୁଛି ମନୋରଞ୍ଜନ ବାବୁ ଉଚିତ ଶିକ୍ଷା ପ୍ରାପ୍ତ ହୋଇ ଥିବେ ନିଶ୍ଚୟ,

    • @AasuBag
      @AasuBag Месяц назад +1

      Aama bharat re ke bala Samvidhan hisabre desa chale
      Kauna si siba , jisu, allha,baudha ,kalia thatura
      Kaha hisabre India chale nahin

    • @Bapa4207
      @Bapa4207 23 дня назад

      ​​​@@AasuBag ମାଗିହା ସମ୍ବିଧାନ 1950 ମସିହା ପୂର୍ବରୁ ନଥିଲା... ତାମାନେ ତୋ ଜେଜେ ସାଆନ୍ତ ଜେଜେ କୋଉ ସମ୍ବିଧାନ ରେ ଚଳୁଥିଲେ କିରେ... ନା ସେତେବେଳେ ମାନବ ସମାଜ ରହୁନଥିଲେ.... ଟିକେ ତ ଭାବେ 🤣🤣🤣ପାଠ ପଢ଼ିକି ବାଣ୍ଡ ବୁଦ୍ଧିଆ କଣ୍ ପାଇଁ ହେଉଛୁ... 😁😁😁ଏବେ ଯେଉଁ ଲୋକ interview ଦେଉଛି ତାଙ୍କ ଜ୍ଞାନ କୁ ତୋ ବଂଶ ର 14ପୁରୁଷ ବାସି ବାଳ କୁ ସରି ହେବନି...... ମାଗିହା converted ଖ୍ରୀଷ୍ଟିଆନ...😁

    • @gameshow144
      @gameshow144 16 дней назад

      Kan Bhai miliba a sambidhana ru.Desha ku Sarakari karmachari lutile.​@@AasuBag

  • @prasantapanda1703
    @prasantapanda1703 Месяц назад +11

    ସାର ଯାହା କହିଲେ ସମ୍ପୂର୍ଣ ଠିକ ଓ ଧୃବସତ୍ୟ ଓ ଆପଣଙ୍କ କଥା ସେ ହାରାମି ଜାରଜ ଛୁଆ ଅହେତୁବାଦୀମାନେ ବି ବୁଝିପାରିଥିବେ କିନ୍ତୁ ସେ ଅହେତୁବାଦୀମାନେ ତ ଅଲଗା ଧର୍ମଠାରୁ ଟଙ୍କା ଖାଇଛନ୍ତି ଆମ ହିନ୍ଦୁ ଧର୍ମକୁ ନଷ୍ଟ କରିବା ପାଇଁ ତେଣୁ ସେ ଅହେତୁବାଦୀମାନେ ସବୁ ବୁଝି ଅବୁଝା....

    • @rabinarayannayak4979
      @rabinarayannayak4979 27 дней назад

      ହେତୁବାଦୀ ବିଦେଶୀ ଲୋକଙ୍କଠାରୁ ଟଙ୍କା ଖାଉଛନ୍ତି।

  • @NIRODDAS-j6y
    @NIRODDAS-j6y Месяц назад +5

    Sj.Santanu Acharya is a great Novelist and Short story writer.He is fit for Jnanapitha, Saraswati Samman and Padmabivusana award.

  • @sarangibibhu
    @sarangibibhu Месяц назад +6

    Excellent podcast. Thanks for sharing. Got an opportunity to listen such a great personality.Pray Lord jagannath to keep him healthy and happy

  • @Toony123star
    @Toony123star Месяц назад +11

    Sir ଙ୍କ ଦର୍ଶନକୁ ସାଧାରଣ ଲୋକ ବୁଝିବା କଷ୍ଟ 🙏

  • @educationchannel481
    @educationchannel481 Месяц назад +14

    ସବୁ ଜାଗାରେ ଭଲ ଲୋକ ଅଛନ୍ତି , ସବୁ ଜାଗାରେ ଖରାପ ଲୋକ ଅଛନ୍ତି । ଯିଏ ଯାହା ଖୋଜେ ତାହା ପାଏ ।

  • @gopalacharya4328
    @gopalacharya4328 9 дней назад

    Sir ,Satakoti Pranam ,You are great , Thanks Manoranjan Babu .

  • @karunakarmajhi3250
    @karunakarmajhi3250 Месяц назад +6

    ଶ୍ରୀ ଯୁକ୍ତ ଆଚାର୍ଯ୍ୟ ସାର୍ ଯାହା କହୁଛନ୍ତି 100% ସତ କାରଣ ମୁଁ ସେ ପ୍ରମାଣ ଅଙ୍ଗେ ନିଭାଇଛି ।

  • @Tushar-wu7pf
    @Tushar-wu7pf 20 дней назад +1

    Thanku so much sir.

  • @KabyaBarna
    @KabyaBarna Месяц назад +3

    ମନରୁ ବହୁତ ସନ୍ଦେହ ଦୂର ହେଲା... ପ୍ରଣାମ ସାର୍ 🙏🙏
    ଧନ୍ଯବାଦ ମନୋରଞ୍ଜନ🎉🎉

  • @PramodKumarNayak-i8d
    @PramodKumarNayak-i8d Месяц назад +11

    ସାର୍ ରସାୟନ ବିଜ୍ଞାନ ର ଜଣେ ପ୍ରଫେସର ହୋଇଥିଲେ ମଧ୍ୟ ଓଡିଆ ଭାଷା ସାହିତ୍ୟର ଜଣେ ନିରନ୍ତର ସାଧକ । ଜଗତସିଂହପୁର କଲେଜ ରେ ପ୍ରିନ୍ସିପାଲ ଥିଲା ବେଳେ ସାର୍ ଙ୍କ ଅଧୀନ ରେ ୧୯୮୩ ରୁ ୧୯୮୮ ମସିହା ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିବାର ସୈାଭାଗ୍ୟ ମୋର ଥିଲା। ସାର୍ ମୋତେ ଡିଟେକ୍ସନ୍ ଡାକୁଥିଲେ ଓ ମୁଁ ତାକୁ ସର୍ଟହାଣ୍ଡ ନେଇ ଓ ଟାଇପ୍ କରିବାରେ ମୋର drafting/ noting ବହୁତ ଶିଖିବାରେ ସାର୍ ଙ୍କ ଯଥେଷ୍ଟ ଅବଦାନ। ତାଙ୍କ ଦ୍ବାରା ରଚିତ ନର କିନ୍ନର, ବାପ ପୁଅ, କରଞ୍ଜିଆ ଡାଏରୀ ଇତ୍ୟାଦି ଉପନ୍ୟାସ ପଢି ତା'ର ଭାବାର୍ଥ ବୁଝିବା ବହୁତ କ୍ଲିଷ୍ଟ ହେଲେ ମଧ୍ୟ ବହୁତ ଆନନ୍ଦ ମିଳିଥାଏ। ବାସ୍ତବରେ ସାର୍ ଜଣେ ଯୋଗଜନ୍ମା । ଆମେ ତାଙ୍କୁ ପାଇଁ ଗର୍ବିତ। ଏମିତି ଆମେ ତାଙ୍କୁ ଦେଖୁଥାଉ। ଈଶ୍ୱର ଙ୍କ ଆଶୀର୍ବାଦ ରେ ସାର୍ ସୁସ୍ଥ ରୁହନ୍ତୁ।

    • @nikunjasamal4673
      @nikunjasamal4673 Месяц назад

      What a discussion Manaranjan babu.

    • @dascp2009
      @dascp2009 Месяц назад +1

      ସାରଙ୍କୁ କୋଟି କୋଟି ପ୍ରଣାମ,🙏ବହୁତ୍ ସୁନ୍ଦର ଭାବରେ ,ଯୁକ୍ତି ଯୁକ୍ତ ଭାବରେ ,ଅଜଣା କଥା ପରିବେଷଣ କରିଛନ୍ତି ।ତାଙ୍କ ଲେଖା ପଢ଼ିବାର ଆଗ୍ରହ ବଢୁଛି ।🙏🙏🙏🙏

  • @prafullakumarpatra8832
    @prafullakumarpatra8832 Месяц назад +6

    ମନୋରଞ୍ଜନ ବାବୁ ! ପୂଜ୍ୟ ଶାନ୍ତନୁ ଆଚା ର୍ଯ୍ୟ ବାବୁଙ୍କ ସହ ଆଲୋଚନା ଖୁବ୍ ଭଲ ଲାଗିଲା।ଅଭିନେତା କୁନା‌ ତ୍ରିପାଠୀଙ୍କ ବାପା ପୂଜ୍ୟ ପ୍ରଣବନନ୍ଦତ୍ରିପାଠୀଙ୍କ ବହି୧୯୮୨ମସିହାରପଢି ଯେମିତି ବୁଝିଲି ସେହି ବୁଝିବା ଆଧାରରେ କିଛି ବାଟ ଆଗେଇ ଅନୁଭୂତି ପାଇଛି ଓ ଅଗ୍ରସର ପାଇଁ ସାହାଯ୍ୟ ଚାହୁଁଛି। ଆପଣଙ୍କ ଟିଭି ଆଲୋଚନାରେ ମୋର ମାନସିକ ଗୁରୁ କୁନା ତ୍ରିପାଠୀ ଙ୍କ ବାପା ବୋଲି ଜାଣି ବା ପରେ ଫେସ୍ ବୁକ୍ ମାଧ୍ୟମରେ ଜଣାଇ ଯୋଗାଯୋଗ ପରେ ସେ ମୋତେ ଭେଟିବେ ବୋଲି କଥା ଦେଇ ଭେଟିଲେ ନାହଁ। ଆଜି ପୁନର୍ବାର ଆଉ ଜଣେ ସାଧକଙ୍କ କଥା ଶୁଣାଇଥିଲେ ।ମୋର ଅନୁସନ୍ଧାନ ମୂଳକ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ଆପଣଙ୍କ ସାହାଯ୍ୟ ଆଶାୟୀ । ମୁଁ ଶାନ୍ତନୁ ମହାଶୟଙ୍କ ବହି ପଡିନି। ଜଣେ ଅବସର ପ୍ରାପ୍ତ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ମାତ୍ର ଓଡ଼ିଆ ସାହିତ୍ୟରେ ରୀତିଯୁଗର ଛାନ୍ଦ ଅଳଙ୍କାର ଅନୁପ୍ରାସ ରଖି ଚାରିଟା ବହି ପ୍ରକାଶ କରିଛି ଓ ତିନିଟା ପ୍ରକାଶ ହେବାକୁ ଅଛି।କନକ ଟିଭିରେ ଥିବା ସମୟରେ ଭେଟିବାକୁ ଭାବି ଯିବା ସ୍ଥିର କଲା ବେଳେ ଆପଣ ସେଠାରେ ଚାକିରୀ ହରାଇଲେ । ମୋର ଫୋନ ନମ୍ୱର ୭୮୫୨୯୬୫୧୫୧ । ଏଦିଗରେ ସାହାଯ୍ୟ ଆପଣ କରିପାରିବେ ଭାବି ଜଣାଇଲି ।ଦୟାକରି ଫୋନ କଲେ ଭେଟିଲେ ଆଲୋଚନା କରିବା। ମୁଁ ଭୁବନେଶ୍ୱର ରେ ରହୁଛି । ଜୟଶ୍ରୀରାମ୍

  • @sanurath_art_culture
    @sanurath_art_culture 21 день назад +1

    Thanks for this video. ❤
    I request this channel to arrange a debate between him and Pratap Rath.

  • @babajinayak5610
    @babajinayak5610 Месяц назад +2

    Thank u sir,, really u r a special personnel with good personality

  • @rojinasahoo9601
    @rojinasahoo9601 29 дней назад +1

    Bhala lagila 🙏🙏🙏

  • @SonaliSucharita
    @SonaliSucharita 5 дней назад

    What a beautiful podcast . Learnt a lot🙏

  • @puspanjalisahoo2162
    @puspanjalisahoo2162 20 дней назад +1

    Thank you Sir💐🙏

  • @ranjannayak7751
    @ranjannayak7751 Месяц назад +16

    ପଦ୍ମ ଭୂଷଣ should be given to ଶାନ୍ତନୁ sir

  • @abhirammallik8940
    @abhirammallik8940 25 дней назад +1

    Very good podcast, Manoranjan Babu. This podcast is a light of knowledge.

  • @gayatrimuduli5352
    @gayatrimuduli5352 Месяц назад +2

    Amazing podcast.
    Supernatural powers are truly present in this universe & their existence are experienced many times 😢by belivers & seekers

  • @sadasibbehura7007
    @sadasibbehura7007 Месяц назад +4

    Beautiful podcast❤

  • @ajaybadjena6799
    @ajaybadjena6799 17 дней назад +1

    ବହୁତ ଧନ୍ୟବାଦ, ଆପଣଙ୍କର ବିଜ୍ଞାନ ଵହି ସ୍କୁଲ ରେ ପଡ଼ିଅଛି,ଯେ ହେତୁ ଆପଣ ମୋ'ର ପ୍ରଧାନ ଶିକ୍ଷକ ଙ୍କ ପୁଅ ଅଟନ୍ତି,ଅନନ୍ତ ଆଚାର୍ଯ୍ୟ ଙ୍କ ପୁତ୍ର 😅ଅଟନ୍ତି, ଭଗବାନ ପାଖରେ ପ୍ରାର୍ଥନା କରୁଛି ଶହେ ବର୍ଷର ଅତି କ୍ରମ କରି ପାରିବେ, ପଟିଆ ଗଡ଼ରେ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ,

  • @rameshchandrasahoo1427
    @rameshchandrasahoo1427 Месяц назад +17

    ଶାନ୍ତନୁ ଆଚାର୍ଯ୍ୟ ବାବୁଙ୍କ କଥା ଶୁଣି ନିଜକୁ ଆତ୍ମସନ୍ତୋଷ ଲାଗୁଛି ଆଉ ଥରେ ପଣ୍ଡିତ ଙ୍କ ସହିତ କଥୋପକଥନ କରନ୍ତୁ।

  • @shrushtisetu8148
    @shrushtisetu8148 19 дней назад +1

    ଶାନ୍ତନୁ ଆଚାର୍ଯ୍ୟ ସାର୍ ଙ୍କୁ ଅନେକ ଧନ୍ୟ ବାଦ୍ ଆଉ ମନୋଜ୍ ସାର୍ ଙ୍କୁ ମଧ୍ୟ ବହୁତ୍ ଉପାଦେୟ ପ୍ରସଙ୍ଗ ରୁ ମୁଁ ବହୁତ୍ ଉପକୃତ ହୋଇ ପାରିଲି 🙏🏿

  • @debiprasadmishra2699
    @debiprasadmishra2699 Месяц назад +15

    ସ୍ୱର୍ଗତ ମନୋଜ ଦାସ୍
    ସ୍ୱର୍ଗତ ଚନ୍ଦ୍ରଶେଖର ରଥ
    ଉଭୟ ଭୂତ ଙ୍କ ଅସ୍ତିତ୍ୱ ଅନୁଭବ କରିଥିଲେ।
    ତାଙ୍କ ଲେଖାରେ ବର୍ଣନ ରହିଛି।
    କେହି ଅବିଶ୍ୱାସ କରିପାରେ,ମୁଁ ନୁହେଁ।
    ( କୌଣସି ସାଧନା/ ସିଦ୍ଧି ନଥାଇ ) ମୁଁ କହିବି ଯେ ମୋ ଅଦ୍ଯାବଧି ଜୀବନ ମଧ୍ଯ ରେ, ମାତ୍ର ଥରେ ଭୂତ କୁ ଓ ଥରେ ଈଶ୍ୱର ସତ୍ତା କୁ ମୁଁ ଅାଖିରେ ଦେଖିଛି।

  • @kamallochannayak9660
    @kamallochannayak9660 10 дней назад

    Thanks Sir, Spirit Power , Good Power Duniyare Achhi , Right Speaking

  • @prabhuprasadmishra6668
    @prabhuprasadmishra6668 Месяц назад +1

    One of the best podcast I have ever listen.Thank you SIR And Manoranjan Babu.

  • @radhashyampanigrahi4011
    @radhashyampanigrahi4011 Месяц назад +6

    Very very priceless podcast ,U R really creative n different from others in the profession !!

  • @manojKumar-uq7op
    @manojKumar-uq7op Месяц назад +1

    A priceles interview.A big step u have taken to unearth mysterious things.Thanks for perseverance

  • @somanathkhara8368
    @somanathkhara8368 28 дней назад +2

    ହଁ ସାର ,ଏହା ପ୍ରକୃତରେ ସତ୍ୟ ଅନ୍ୟ ଏକ ଦୁନିଆ ମଧ୍ୟ ରହିଛି ଏବଂ ଏହିଭଳି କିଛି ଶକ୍ତି ରହିଛି,କାରଣ ମୁଁ ଜାଣେ।

  • @bijaybal7593
    @bijaybal7593 Месяц назад +1

    Highly educative,not an ordinary talk .we can understand a lot by just closing our eyes.

  • @newlifewithnewhope369
    @newlifewithnewhope369 20 дней назад

    Truely beautiful podcast
    Expect more to hear from Dr Shantanu Acharya

  • @indrajeetswainapache
    @indrajeetswainapache 10 дней назад

    Power of spirituality such a beautiful podcast .

  • @madhumatimishra5932
    @madhumatimishra5932 Месяц назад +2

    Very meaningful podcast,thanks Manoranjan babu fantastic anchor❤

  • @jagadishluha2621
    @jagadishluha2621 Месяц назад +11

    ଶାନ୍ତନୁ ଆଚାର୍ଯ୍ୟ ସାରଙ୍କୁ ନମୋବୁଦ୍ଧାୟ 🙏 ପାଠ୍ୟ ପୁସ୍ତକ ରେ ଥିବାସାରଙ୍କ ଲେଖା ପଢିଛି।ସେ ଜଣେ ବୈଜ୍ଞାନିକ ଓ ଚିନ୍ତାନାୟକ।

  • @Jagannath-oc9ht
    @Jagannath-oc9ht Месяц назад +2

    Positivity in thought , behaviour, character & in practical is necessary.

  • @sankarshanpanigrahi610
    @sankarshanpanigrahi610 Месяц назад +1

    RESPECTED SIR!It is heart touching.Very very thaks both of you.

  • @ashishkumarmaharana143
    @ashishkumarmaharana143 21 день назад +1

    Love From Karanjia ❤

  • @Bhabendu773
    @Bhabendu773 Месяц назад +2

    Thank you both.... Emiti kichi present karithibaru bahut kichi sikhibaku milila....❤❤

  • @rajnikantrajnikant8434
    @rajnikantrajnikant8434 Месяц назад +2

    ନମସ୍କାର ମନୋରଞ୍ଜନ sir,
    ନମସ୍କାର ଆଚାର୍ଯ୍ୟ ମହୋଦୟ
    ଆପଣଙ୍କ ପୋଡକାଷ୍ଟ ବହୁତୁ ବଢିଆ ଏବଂ ସମସ୍ତେ ବୁଝିଲା ଭଳି ନୁହେଁ,
    ଆଚାର୍ଯ୍ୟ ଆଜ୍ଞା ଙ୍କ ଉତ୍ତର ଦେବା ଶୈଳ ବି ବହୁତ ଉତ୍କୃଷ୍ଟ,.
    ଆପଣଙ୍କ ପ୍ରଶ୍ନ ଏବଂ cross question ବି ଅତି ମୂଲ୍ୟବାନ,
    ଆପଣ ଦୁଇ ଜଣଙ୍କୁ ଅନୁରୋଧ କି ଆପଣ ଥରେ Jesus chriest ଙ୍କ ବିଷୟ ରେ ଏହି ଭଳି ଗଭୀର ଗବେଷଣା ମନୋ ଭାବ ନେଇ ଟିକେ ଜ୍ଞାନ ବର୍ଦ୍ଧନ ଏବଂ ଯୀଶୁ ଙ୍କ ର ସତ୍ୟସତ୍ୟ ଜାଣିବା ପାଇଁ ପ୍ରଯତ୍ନ କରନ୍ତୁ,
    ସେଥିପାଇଁ ମୋ ହିସାବରେ ଆପଣ pastor ନିରଞ୍ଜନ ତୁରୁକ୍ ମହାଶୟ ଙ୍କ ସମ୍ପର୍କ ରେ ଆସିଲେ ଅଧିକ ତଥ୍ୟ ପାଇଁ ପାରିବେ ,
    ସେ ଜଣେ bible tutor ଏବଂ ଅତି ସରଳ ରୀତିରେ ପରମେଶ୍ଵର ଙ୍କ ବ୍ୟକ୍ଷା କର୍ତ୍ତା ଅଟନ୍ତି ,
    RUclips ରେ ତାହାଙ୍କର video ଉପଲବ୍ଧ,
    You may experience Almighty Lord God and increase your devotion journey 🙏🏼
    I know him from youtube only .
    Thank you both for this podcast 🙏🏼

  • @mukundacharannayak4667
    @mukundacharannayak4667 8 дней назад

    Manoranjan babu , you are great mad & Mr Rath is Tom tik herry person. Your conversation effect from society.

  • @prafullarana3965
    @prafullarana3965 27 дней назад +1

    ପ୍ରଣାମ ସାର୍🙏

  • @SarojPattanayakMusical
    @SarojPattanayakMusical Месяц назад +1

    🙏🙏

  • @homefood8054
    @homefood8054 11 дней назад

    ❤❤❤ bhaut badila lagila part 2 karantu

  • @ChittaranjanMohapatra-ls4mx
    @ChittaranjanMohapatra-ls4mx Месяц назад +2

    Really it is outstanding.

  • @nityanandapradhan9954
    @nityanandapradhan9954 Месяц назад +1

    Sir koti koti pranam

  • @arabindasahoo3615
    @arabindasahoo3615 Месяц назад +7

    Sir ଆପଣ ବାସ୍ତବିକ ଜଣେ ମହାନ ସମାଜ ସ୍ନଂସ୍କାରକ, ଆପଣଙ୍କୁ ହୃଦୟର କୋଟିଏ ପ୍ରଣାମ

  • @nalineepravaray420
    @nalineepravaray420 23 дня назад +1

    ସାର ପ୍ରଣାମ
    ମୁଁ ଓଡ଼ିଆ ସମ୍ମାନ ର ଜଣେ ଛାତ୍ରୀ ଥିଲି
    ଆପଣଙ୍କର ଈଶ୍ୱରାନୁଭୂତି ସମ୍ବନ୍ଧରେ ମୁଁ
    ବହିରୁ ପଢ଼ିଥିଲି
    ଆଜି you tube channel ମାଧ୍ୟମରେ
    ଆପଣଙ୍କ ସାକ୍ଷାତକାର ମୋ ଭିତରେ
    ଆନନ୍ଦ ଭରି ଦେଇଛି
    ସତ୍ୟାନୁସନ୍ଧାନ ସତରେ ଭୟାଳୁ ବ୍ୟକ୍ତିଙ୍କ
    ପକ୍ଷରେ ସମ୍ଭବ ନୁହେଁ

  • @debabratapradhan8585
    @debabratapradhan8585 Месяц назад +4

    , ମନୋରଞ୍ଜନ ବାବୁ, ଅଶେଷ ଧନ୍ୟବାଦ ଏ ପ୍ରକାର interview ପାଇଁ,, l ଜୀବନ ଅନ୍ୱେଷ ରେ ଏମିତି ଆଲୋଚନା ଗୋଟିଏ ମାଇଲଖୁଣ୍ଟ

  • @ManojMohanty-z3i
    @ManojMohanty-z3i Месяц назад +3

    Excellent motivational interview

  • @prasantamohantymohanty8938
    @prasantamohantymohanty8938 Месяц назад +2

    Really u ar great and mysterious

  • @gaganbihariacharya4789
    @gaganbihariacharya4789 Месяц назад +3

    Bahut sundar upastapana

  • @PravasRout-v6q
    @PravasRout-v6q 28 дней назад +1

    ମୋ ଜୀବନ ବଦଳିଗଲା
    ପ୍ରଣାମ ଦୁଇ sir ଙ୍କୁ ❤🙏

  • @soumyaswarupmohanty7078
    @soumyaswarupmohanty7078 Месяц назад +2

    Best podcast I ever heard.

  • @mydaughtermypride7779
    @mydaughtermypride7779 8 дней назад

    Very nice person.True discussion.

  • @shaswatisamal8478
    @shaswatisamal8478 22 дня назад

    Excellent podcast with Dr Santanu Acharjya. Thanks Manoranjan Sir 🙏

  • @pradipmohanty4727
    @pradipmohanty4727 Месяц назад +5

    ବିଶ୍ଵାସେ ମିଳନ୍ତି ହରି, ତର୍କେ ବହୁ ଦୂର।
    ଅଜଣାତୀତ କାଳରୁ ଏହା ପ୍ରଚଳିତ।
    ମାନିଲେ ଦେବତା, ନ ମାନିଲେ ପଥର।
    ସବୁ କିଛି କୁ ହୁଏତ ଭୌତିକ ଭାବେ ପ୍ରମାଣ କରିହେବ ନାହିଁ କିନ୍ତୁ ଅନୁଭବ କରିହେବ, ଯଦି ସୁଯୋଗ ମିଳେ।
    ଆଜିର ଏହି କଥୋପ କଥନ ର ଏତିକି ନିର୍ଯ୍ୟାଷ।

  • @MuralidharSahani
    @MuralidharSahani Месяц назад +6

    ଆଚାର୍ଯ୍ୟ ବାପା ଙ୍କୁ ସତ ସତ ପ୍ରଣାମ ସମାଜକୁ ଏକ ବଡ ସତ୍ୟର ବାର୍ତା ପ୍ରଦାନ କରିଥିବାରୁ

  • @bhruguramsamal2357
    @bhruguramsamal2357 16 дней назад

    Most valuable discussion, very nice, Jay Jagannath 🎉.

  • @idb3d1235
    @idb3d1235 Месяц назад +2

    Sir nku Mora koti pranam

  • @indramaniranjit6021
    @indramaniranjit6021 29 дней назад +1

    ସ୍ବାମୀ ବିବେକାନନ୍ଦ ଓ କାଲାମଙ୍କ ଜୀବନ କାହାଣୀ ମଧ୍ୟ ଏହିଭଳି ଥୀଲା

  • @reenaroutray9246
    @reenaroutray9246 Месяц назад +3

    We r blessed to hv heard so many things from his experience! But d anchor need to hv more patience n polite in his way of asking especially to an elderly person!

  • @thunderstorm1508
    @thunderstorm1508 19 дней назад +2

    ସାର୍ ଏମିତି ଆଧିଦୈବିକ ଆଉ ଆଧିଭୌତିକ ଜିନିଷ ଉପରେ ଆହୁରି ପୋଡ଼କାଷ୍ଟ କରନ୍ତୁ।ଧନ୍ୟବାଦ।

  • @rajatalenthunter1972
    @rajatalenthunter1972 Месяц назад +1

    100%right.... ଅନୁଭବ ମୋର ଅଛି... ଜୟ ଶ୍ରୀ ରାମ 🙏🙏🙏

  • @lakshmiprasadbissoyi2344
    @lakshmiprasadbissoyi2344 Месяц назад +105

    ଆଚାର୍ଯ୍ୟ ସାର ଯାହା କହିଛନ୍ତି, ସବୁ ଠିକ | ମୁଁ ମଧ୍ୟ ଭଗବାନଙ୍କୁ ବିଶ୍ୱାସ କରୁନଥିଲି, ଗବେଷଣା କଲି ଏବଂ ଜାଣିଲି ଭଗବାନ ଅଛନ୍ତି |

  • @suryakantbarik1866
    @suryakantbarik1866 Месяц назад +2

    Mr Acharya is right
    As we know e=mc^2 and e=hf
    So m=f (frequency and mass are inter related)
    Acc to quantum physics electrons can be particles or waves depending upon the presence or absence of *DETECTOR* (double slit experiment)
    In quantum physics all these unexpected things are happening 😊😊😊😊

  • @brahmanadabehera2396
    @brahmanadabehera2396 Месяц назад +1

    Bahut badhiya

  • @myvideoclips4295
    @myvideoclips4295 Месяц назад +2

    Santanu sir, thanks for your research, making balance of life between spiritual and real life.

  • @bichitranandamohapatra7376
    @bichitranandamohapatra7376 Месяц назад +4

    Excellent broadcast. Many Many thanks.

  • @RanjitaSahoo-n5v
    @RanjitaSahoo-n5v 28 дней назад

    Best personality....neat n clean talk

  • @kdivyesh01
    @kdivyesh01 Месяц назад +4

    The book "କରଞ୍ଜିଆ ଡାଏରୀ" by Dr Shantanu Acharya is a most interesting book with practical proofs and spiritual beliefs. Every body should take a chance to read it.

    • @manveersagarbage3291
      @manveersagarbage3291 Месяц назад

      Where I find it ?

    • @goldenmusicofodisha
      @goldenmusicofodisha 26 дней назад

      ​@@manveersagarbage3291ଅନଲାଇନ free PDF ରେ ମିଳୁଛି ଗୁଗଲ ରେ ସର୍ଚ୍ଚ କର

  • @ashokparida8308
    @ashokparida8308 Месяц назад +1

    EXCELLENT PODCAST

  • @snigdhasorenofficial863
    @snigdhasorenofficial863 Месяц назад +19

    IAM from ମୟୁରଭଞ୍ଜ,sir ଙ୍କ କଥା 1000 ପ୍ରତିଶତ ସତ

    • @rahasyamayajibana
      @rahasyamayajibana Месяц назад +1

      only tama sepate hauchi esabu?

    • @linamehendiothers8863
      @linamehendiothers8863 Месяц назад

      ଆରେ ଭାଇ ତୁମେ ମୟୁରଭଞ୍ଜ ର କୋଉ ଜାଗାରେ ରହୁଛ..? ତୁମର contact ନମ୍ବର ଟି ଦେବକି,, ମୁଁ ତୁମ୍ଭସହ ଯୋଗାଯୋଗ କରିବି...

    • @dukuruhansdah6967
      @dukuruhansdah6967 Месяц назад

      କରଞ୍ଜିଆ।।।। କlଦଡ଼ିଆ ଅମୋ ବ୍ଲକ ଅନ୍ତର୍ଗତ।।।।।।।।❤❤❤❤❤❤❤❤❤❤❤❤❤❤❤❤​@@linamehendiothers8863