ନାଗା ବାବା କହିଲେ ପୁରା କାହାଣୀ || The Story Of Naga Baba || Podcast With Naga Baba ||

Поделиться
HTML-код
  • Опубликовано: 27 дек 2024

Комментарии • 1 тыс.

  • @santoshkumarojha3442
    @santoshkumarojha3442 Месяц назад +180

    ବହୁତ୍ ସୁନ୍ଦର ଲାଗୁଚି ବାବା ଙ୍କ କଥା ଏମିତି
    ସାଧୁ ପାଇଁ ଦୁନିଆ ଚାଲିଛି

  • @basudevparua1831
    @basudevparua1831 24 дня назад +29

    ଅତି ସୁନ୍ଦର୍ ବାବା ଙ୍କବାତ୍ତା କୋଟି କୋଟି ପ୍ରଣାମ 🙏🙏🙏🙏🙏🙏

  • @manasdash611
    @manasdash611 Месяц назад +138

    ଦେବାଶିଷ ଙ୍କ କେତେ 😢ସୁନ୍ଦର ଉପସ୍ଥାପନା, ପୂଜ୍ୟ ବାବାଙ୍କର କେତେ ପ୍ରଭାବଶାଳୀ ବ୍ୟକ୍ତବ୍ୟ। ଏପରି ଏକ ଜ୍ଞାନ ବର୍ଦ୍ଧକ ଆଲୋଚନା ନ ଶୁଣିଲେ ସହଜରେ ବିଶ୍ଵାସ କରି ହେବନାହିଁ। ଦେବାଶିଷ ଏମିତି ଉଦ୍ୟମ ଆଗକୁ ଜାରୀ ରହୁ।ବାବାଙ୍କୁ ମୋର ହୃଦୟରୁ ଧନ୍ୟବାଦ 🙏

    • @nalinibrhera3126
      @nalinibrhera3126 28 дней назад +4

      ଦଣ୍ଡବତ ବାବା ଆପଣକଂ ଦର୍ଶନରେ ଏ ଚକ୍ଷୁ ପବିତ୍ର ହେଲା

    • @sadashibadas7927
      @sadashibadas7927 27 дней назад

      Nomh baba nomh baba very strogel your life Best your lifeline

    • @SandhyaRaniSahoo-utube
      @SandhyaRaniSahoo-utube 9 дней назад

      Baba nku koti koti pranam 🙏🙏🙏🙏🙏

  • @bishnucharansahoo1561
    @bishnucharansahoo1561 Месяц назад +96

    ନାଗା ସାଧୁଙ୍କୁ କୋଟି କୋଟି ପ୍ରଣାମ। ବହୁତ ଭଲ ଉପଦେଶ ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ ।

  • @subhrajyoti7809
    @subhrajyoti7809 Месяц назад +125

    ଗୋଟେ show ଦେଖିଲି ଏତେ ଦିନ ପରେ 🙏🙏♥️👍

  • @arnayak7652
    @arnayak7652 Месяц назад +99

    ବାବାଙ୍କ ସହ ଆଉ ଗୋଟିଏ episode କରନ୍ତୁ please

  • @SatyamebaJayate-ml8qx
    @SatyamebaJayate-ml8qx 29 дней назад +37

    ଅନୁଭବୀ ସିଦ୍ଧ ସାଧକ ନାଗା ବାବାଙ୍କୁ ସତ ନମନ.... ଅତ୍ୟନ୍ତ ଗଭୀର ତାଙ୍କର ଅନୁଭବ,ଉପାଦେୟ ତାଙ୍କର ବକ୍ତବ୍ୟ... ସୁନ୍ଦର ପୋଡକାଷ୍ଟ ପାଇଁ ଯୁବ ସାମ୍ବାଦିକ ଦେବାଶିଷ ବାବୁ ମଧ୍ୟ ଧନ୍ୟବାଦ ର ପାତ୍ର... ❤️❤️❤️

  • @Skrajkumar132
    @Skrajkumar132 Месяц назад +319

    ବାବାଙ୍କ ହସ ପୁରାପୁରି ପିୟୁଶୁ ଭାଇ ହସ ପରି

    • @JogeswarMajhi-lt7hj
      @JogeswarMajhi-lt7hj Месяц назад +36

      ଭାଇ ମୁ ବି ସେଇୟା cmt ଦେବି ବୋଲି,,ସମ୍ପୂର୍ଣ ହସ ପୀୟୂଷ ଙ୍କ ପରି

    • @badalsathua7431
      @badalsathua7431 Месяц назад +12

      Right

    • @Ranjit.Lifestyle89
      @Ranjit.Lifestyle89 Месяц назад +9

      Right

    • @julu872
      @julu872 Месяц назад +6

      U r right

    • @SipunBehera-q5d
      @SipunBehera-q5d Месяц назад +5

      Right bhai 100 percent.kebal hasa nuha bele bele voice bi same laguchi..

  • @dusmantabehera9415
    @dusmantabehera9415 15 дней назад +8

    ଜୀବନରେ ପ୍ରଥମ ଥର ଏମିତିକା show ଦେଖିଲି। ବହୁତ ସୁନ୍ଦର ହେଇଛି। ଜୟ ଜଗନ୍ନାଥ।

  • @prafullakumarsahoo1917
    @prafullakumarsahoo1917 22 дня назад +8

    ଜଣେ ସନାତନୀ ହିସାବରେ ମୁଁ ଗର୍ବ କରେ ଏଭଳି ସାଧୁ ସନ୍ଥ ଆମ ସମାଜରେ ଅଛନ୍ତି ଆଉ ଦେବାଶିଷ ଭାଇ ଓ ଜଗନ୍ନାଥ ଙ୍କ ପରମ ଭକ୍ତ ନାଗା ସାଧୁ ଜୀ ଙ୍କ ଏହି episod ଅତି ହୃଦୟସ୍ପର୍ଶୀ

  • @rameshchandrasahoo3146
    @rameshchandrasahoo3146 Месяц назад +54

    ମୁଁ ବହୁତ ଭଲ ପାଏ ବାବା ଙ୍କୁ ,ବାବାଙ୍କ ଇଂଗରାଜି ବହୁତ ଭଲ ଲାଗେ .

  • @UmakantBhoi-c5q
    @UmakantBhoi-c5q Месяц назад +50

    ଦେବାଶିଷ ଭାଇ ପ୍ରକୁତରେ ଆପଣ ସବୁ ବେଳେ ନୂଆ ନୂଆ ତଥ୍ୟସବୁକୁ ଲୋକଲୋଚନ କୁ ଆଣି ଥିବାରୁ ଆପଣକୁ ଅଜସ୍ର ଧନ୍ୟବାଦ

  • @enjoy4503
    @enjoy4503 Месяц назад +48

    ବହୁତ ସୁନ୍ଦର ବାବା ଓଡ଼ିଶାର ସାଧୁ ସନ୍ଥ ସନ୍ନ୍ୟାସୀ ଜ୍ଞାନୀ ଗୁଣୀ ମାନଙ୍କ ଗର୍ବ

  • @manoranjansahu8333
    @manoranjansahu8333 29 дней назад +35

    ବହୁତ୍ ଧନ୍ୟବାଦ୍ ଦେବାଶିଷ ଭାଇ ଅପରିଚିତ ବ୍ୟକ୍ତି ର ବ୍ୟକ୍ତିତ୍ଵ କୁ ପରିଚିତ କରାଇ ପାରୁଥିବାରୁ ।

  • @chaturbhujam6687
    @chaturbhujam6687 Месяц назад +51

    ପ୍ରଥମେ ବାବା ଙ୍କୁ କୋଟି ପ୍ରଣାମ !
    ଯୋଗୀ ଆଡ଼ିତ୍ୟନଥ ଙ୍କ ପରି ନାଗା ବାବାଙ୍କୁ ଆମ ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ କଲେ ଭଲ ହୁଅନ୍ତା।

  • @omofficial7788
    @omofficial7788 Месяц назад +37

    ବହୁତ୍ ସୁନ୍ଦର୍ ଉପଦେଶ ବାବା ଚରଣେ ଶରଣ ଜୟ ଜଗନ୍ନାଥ

  • @rajibakumarsahu2564
    @rajibakumarsahu2564 Месяц назад +23

    ଅତି ସୁନ୍ଦର ଉପସ୍ଥାପନା, ଏହି ଅଧ୍ୟାୟ ଟି ସମାଜ ପ୍ରତି ଏକ ଗୁରୁତ୍ଵପୂର୍ଣ୍ଣ ସମ୍ବାଦ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ 🙏🙏🙏

  • @maabanadurgavlogs6669
    @maabanadurgavlogs6669 Месяц назад +42

    ଏପରି ଏକ ଅଧ୍ୟାୟ କେବେ ଦେଖିବି ବୋଲି ଭାବି ନଥିଲି....... ବହୁତ୍ ବହୁତ୍ ଧନ୍ୟବାଦ୍...... କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @IPArtnCraft
    @IPArtnCraft Месяц назад +19

    ବହୁତ ସୁନ୍ଦର ଦେବାଶିଷ bhai ଭଲ ଲାଗିଲା ମନକୁ ଟିକେ ସତରେ ଆରାମ ଲାଗୁଚି ଜୟ ହୋ ଲଙ୍ଗୁଳି ବାବା...

  • @ranpurbhaina123
    @ranpurbhaina123 28 дней назад +12

    ମୋ ଜୀବନ କୁ ଆଶ୍ୱସ୍ତି ବା ଶାନ୍ତି ଦେଇଥିବା podcast episode thank you so much debashish sir❤

  • @amulyasahoo7478
    @amulyasahoo7478 29 дней назад +10

    ଧନ୍ୟବାଦ ଦେଵାଶୀଷ ବାବୁ ସମାଜ ପାଇଁ ଏହି ଭଳି podcast ଅତ୍ୟନ୍ତ ଜରୁରୀ। ଜୟ ଶ୍ରୀ ଜଗନ୍ନାଥ ❤❤

  • @chikusubudhi420
    @chikusubudhi420 Месяц назад +22

    ॐ ନମୋ ନାରାୟଣାୟ 🙏
    ଆମେ ତ ସାଧୁଙ୍କ ପାଖରେ ସାଧୁତା ଦେଖିଛୁ,
    ହେଲେ ଆଜି ଜଣେ ସାମ୍ବାଦିକଙ୍କ ଠାରୁ ସାମ୍ବାଦିକତା ଓ ଶାଳୀନତା ଦେଖି ବହୁତ ଖୁସି ଲାଗିଲା.

  • @basantapradhan9806
    @basantapradhan9806 24 дня назад +4

    ଦେବାଶିଷ ଭାଇ ଆପଣଙ୍କୁ ଧନ୍ୟବାଦ, ଉଚ୍ଚକୋଟୀର
    ସାଧୁଙ୍କୁ ସାକ୍ଷାତକାର ପାଇଥିବାରୁ।

  • @aryabhuminewspaper1851
    @aryabhuminewspaper1851 Месяц назад +33

    ସୁନ୍ଦର ଉପସ୍ଥାପନା ସହିତ ନାଗା ବାବାଜୀଙ୍କ ସହ ସାକ୍ଷାତକାର ହୋଇପାରିଛି, ଧନ୍ୟବାଦ

    • @pritipragyan2006
      @pritipragyan2006 Месяц назад

      ଏ ଦେହ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋର tanu

  • @SP_ODIYA
    @SP_ODIYA 28 дней назад +9

    ସତରେ ହୃଦୟସ୍ପର୍ଶି ବାଣୀ ମନକୁ ଛୁଇଁଲା ପରି କଥା। ଜୟ ଜଗନ୍ନାଥ

  • @shantilatafurniture.5408
    @shantilatafurniture.5408 Месяц назад +16

    Multitalented ସାଧୁ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @SagarikaBiswal-n2o
    @SagarikaBiswal-n2o 29 дней назад +20

    Personally ମୁଁ ବାବାଙ୍କୁ ଜାଣିନି ହେଲେ ବାବାଙ୍କ କଥା ଶୁଣିଲା ପରେ ବାବାଙ୍କର ମୁଁ ବଡ଼ ଭକ୍ତ ହେଇଗଲି 🙂🙏❣️

  • @prabeenkumarpatro8037
    @prabeenkumarpatro8037 24 дня назад +6

    ମୋ ପିଲା ଦିନ ବନ୍ଧୁ ନାଗ ସାଧୁ ଅଓରଫ ତୁମ୍ଭନାଥ ଶୁଭୁଦ୍ଧି 🙏🙏🙏🙏

    • @subhz_vlog12
      @subhz_vlog12 21 день назад

      Aau moar parishad re senior karyakarta Tumula Tumbanatha Suvudhi

  • @Jugbalgond7777
    @Jugbalgond7777 19 дней назад +3

    ବହୁତ ସୁନ୍ଦର କଥା କହିଲେ ବାବା ଙ୍କର କଥା ଶୁଣି ବହୁତ ଖୁସି ଲାଗିଲା ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏। 🏹🌅 ଜୟ ଶ୍ରୀ ରାମ 🙏ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🌺🌺🌺🐚🐚🐚🐚🕯️🕯️🕯️

  • @anantamallick1510
    @anantamallick1510 Месяц назад +23

    ବହୁତ ବଢିଆ ଲାଗିଲା ।

  • @lalitmahabhoi4291
    @lalitmahabhoi4291 Месяц назад +22

    ସୁନ୍ଦର ଅତି ସୁନ୍ଦର ଉପସ୍ଥାପନା ବାବା ପ୍ରଣାମ

  • @sanjuktabhuyan6507
    @sanjuktabhuyan6507 6 дней назад +1

    ଅତି ସୁନ୍ଦର ବାର୍ତ୍ତାଳାପ ଶୁଣି ମନରେ ବହୁତ ଆନନ୍ଦ ଅନୁଭବ ହେଲା । ନାଗା ବାବାଙ୍କୁ ମୋର ଭୁମିଷ୍ଟ ପ୍ରଣାମ୍🙏🙏 । ଯୁବ ସାମ୍ବାଦିକ ଦେବାଶିଷ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ୍ । ଏମିତି କାର୍ଯ୍ୟକ୍ରମ ଆଗକୁ ଯାରିରହୁ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏💐💐💐💐

  • @prasannkumardash1951
    @prasannkumardash1951 Месяц назад +27

    ମୁଁ ଜଣେ ପ୍ରଥମେ ଓଡ଼ିଆ ଏବଂ ବ୍ରାହ୍ମଣ
    ବାବା ର୍ ଅର୍ଥ ମହାନ ଗରିୟାନ ଉକ୍ତ ବାବା ଙ୍କର ଅନେକ ମହାନ ଗ୍ୟାନ ଆଧ୍ୟାତ୍ମିକ ତା ମୋତେ ଆକୃଷ୍ଟ କରିଛି
    ଆପଣଙ୍କର ଜରିୟାରେ
    (ବାବା ଵୈଷ୍ଟମ୍ବ ପୂରି ଙ୍କୁ ମୋର ଭୂମିଷ୍ଠ ପ୍ରଣାମ )ଏବଂ ଆପଣଙ୍କୁ ଅନେକ ଅନେକ ଶୁଭେଛା 🎉🎉🎉

  • @PravatiSahoo-f3e
    @PravatiSahoo-f3e Месяц назад +25

    ଆପଣ ଜଣେ ସାହସୀ ବ୍ୟକ୍ତି ମୋତେ ଅପଣଭଳ ଲାଗିଲେ ସତରେ ଆପଣ ଜଣେ ମହାନ୍ ବ୍ୟକ୍ତି ମହାନ୍ ଆତ୍ମ ,

  • @ommshreeyoutubechannel65
    @ommshreeyoutubechannel65 Месяц назад +11

    ଅତି ସୁନ୍ଦର ବାବା ଙ୍କ ବାର୍ତା
    ଜୟ ସନାତନ ଧର୍ମ 🙏🙏🙏

  • @pradeepkumarjena4162
    @pradeepkumarjena4162 Месяц назад +15

    ବହୁତ ସୁଦର ଲାଗୁଛି ଆଜି ନାଗା ବାବାକଂର
    ସାକ୍ଷାତ କାର କରି ଥିବାରୁ ଧନ୍ଯବାଦ ଆପଣଂକୁ ସାର ବହୁତ ସୁଦର ଲାଗୁଛି

  • @vivekanandabhoi8623
    @vivekanandabhoi8623 Месяц назад +26

    ଭାଇ ଆପଣଙ୍କ ଉପସ୍ଥାପନା ବହୁତ ନିଆରା

  • @chandramanisaraf-z2p
    @chandramanisaraf-z2p 21 день назад +2

    ଵହୁତ ସୁନ୍ଦର ଲାଗୁଛି ବାବା ଆପଣଙ୍କ ଜରିଆରେ ସମାଜ କିଛି ପରିବର୍ତନ ହେଇ ପାରିବ

  • @janakiballavmohanty7461
    @janakiballavmohanty7461 28 дней назад +5

    Very Very beautiful discussion. Every odia should see and feel the spirit of discussions of this podcast🙏🙏

  • @rinibehera3864
    @rinibehera3864 28 дней назад +5

    Thank you.ଏମିତି ଏକ ମଣିଷଙ୍କୁ ଆଣି ତାଂକ ବିଷୟରେ କିଛି ଜାଣିବାକୁ ମିଳିଲା। ହଁ ସତରେ ବାବା ପିୟୁସ ଭାଇଙ୍କ ପରି ଦେଖାଯାଉଛତି

    • @Tilu-t3e
      @Tilu-t3e 19 дней назад

      Thank you. Bringing such a man to something about tank. Yes indeed baba looks like piuse actor.

  • @k-adicomedy8266
    @k-adicomedy8266 Месяц назад +20

    ଅତି ସୁନ୍ଦର ଉପସ୍ଥାପନା, ଦେବାଶିଷ ଭାଇଙ୍କୁ ଧନ୍ଯବାଦ। 🎉🎉ଏତେ ସୁନ୍ଦର ବାର୍ତ୍ତା ସମାଜକୁ ଦେଇଥିବାରୁ।

  • @JBloverboy
    @JBloverboy Месяц назад +13

    ଏ ସମାଜର ଲୋକ ଆସ ଦେଖିବ ଖୋଲା ଦୃଦୟର ବାବା ଜୟ ଜଗନ୍ନାଥ

  • @harekrishnamajhi4326
    @harekrishnamajhi4326 Месяц назад +14

    ବାବା ଙ୍କ ବାଣୀ ବହୁତ ସୁନ୍ଦର 👏

  • @dinabandhupadhi9079
    @dinabandhupadhi9079 Месяц назад +16

    ଜୟ ଗୌମାତା🙏🙏🙏ଜୟ ମା ବିରଜା...🙏🙏🙏🙏🙏ବନ୍ଦେ ଗୌ ମାତରମ୍🚩🚩🚩🚩🚩🚩🚩🚩🚩🚩🚩
    ଦେବା ଭ୍ରାତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯେତେ ଏପିସୋଡ କରିଛନ୍ତି ଏଇ ଏପିସୋଡ ର ଉପସ୍ଥିତ ଉପସ୍ଥାପନ ଉପସ୍ଥାପକ ଓ ଉପଲବ୍ଧତା ଆମ ଉତ୍କଳ ନୁହଁ ଆମ ଦେଶ ନୁହଁ ଆମ୍ଭ ବିଶ୍ବ ନିମନ୍ତେ ନିଶ୍ଚିତ ଶିକ୍ଷାଦାୟକ।।🙋🏽‍♂️🙋🏽‍♂️🙋🏽‍♂️🙋🏽‍♂️🙋🏽‍♂️🙋🏽‍♂️🙋🏽‍♂️✍️🏻✍️🏻✍️🏻✍️🏻

  • @gondistarlaikhanofficial7625
    @gondistarlaikhanofficial7625 29 дней назад +11

    ବିନା ପ୍ରଶ୍ନରେ କେତେ ଉତ୍ତର ଦେବାଶିଷ ଆଜ୍ଞା କେବେ ଆଉ ଆସି ବ ନାହିଁ ଏମିତି କା Podcast ବହୁତ୍ ଭଲ podcast

  • @GourahariBhal-l3u
    @GourahariBhal-l3u Месяц назад +7

    ବାବାଙ୍କ କଥା ଶୁଣି ଭୋଉତ୍ତ୍ ଭଲ ଲାଗିଲା ଜୟ ଶ୍ରୀ ଜଗନ୍ନାଥ

  • @TanmayakumarSahoo-e2r
    @TanmayakumarSahoo-e2r Месяц назад +16

    ବୋଧହୁଏ ଇତିହାସ ରେ ପ୍ରଥମ..।all the ବେଷ୍ଟ..

  • @bibhutisahootechnicalchane3026
    @bibhutisahootechnicalchane3026 Месяц назад +13

    ବହୁତ୍ ସୁଦର୍ ଦେବାଶିଷ ବାବୁ

    • @JenamaniJenamani
      @JenamaniJenamani 29 дней назад

      Bastbajibana,bastabakhetra.ahahni,baba.babankra,swpna,nathaae,thae,kebala,pruthibira,shaanti,kamana.

  • @shripatimajhi3245
    @shripatimajhi3245 Месяц назад +12

    ବହୁତ ଖୁସି ଲାଗିଲା କଥା ଶୁଣି

  • @PremanandaMalla666
    @PremanandaMalla666 24 дня назад +2

    ସନ୍ସାର ବଞ୍ଚି ରହିଛି, ଏଇ ମାନଙ୍କ ପାଇଁ,,ଜୟ ଜଗନ୍ନାଥ

  • @manojpradhan3523
    @manojpradhan3523 Месяц назад +11

    ବାବା, ଆପଣଙ୍କ ପାଦ ପଦ୍ମ ରେ ପ୍ରଣାମ....
    ସତରେ ଜଣେ ଗୁଣି,ଜ୍ଞାନୀ, ବିଦ୍ୱାନ, ପଣ୍ଡିତ......
    ଦଣ୍ଡ ବତ ଆପଣଙ୍କୁ.....

  • @swarnalatajena8836
    @swarnalatajena8836 22 дня назад +1

    ସାଧୁ ବାବା ଙ୍କୁ ପ୍ରଣାମ,ତାଙ୍କ କହିବା ଶୈଳୀକୁ ଅଶେଷ ଧନ୍ୟବାଦ।

  • @prahaladsahu5406
    @prahaladsahu5406 Месяц назад +23

    ସାଧୁଜେ ମଳୟ ପବନ କାଷ୍ଟ କୁ କରନ୍ତି ଚନ୍ଦନ 🙏

    • @pradeepkumardas4439
      @pradeepkumardas4439 13 дней назад

      ଏଜିବ ସାଧୁ ସଙ୍ଗ ବିନୁ
      ଲଭୀ ନ ପାରେ ତୋର ତନୁ
      ସାଧୁ ଯେ ମଳୟ ପବନ
      କାଠ କୁ କରଇ ଚନ୍ଦନ

  • @m_sdasofficial8622
    @m_sdasofficial8622 29 дней назад +2

    ଦେବାଶିଷ ଭାଇଙ୍କ ଉପସ୍ଥାପନ ଖୁବ୍ ସୁନ୍ଦର୍, ଉଦୟମାନ ସାମ୍ବାଦିକ,, ସବୁବେଳେ ନିରପେକ୍ଷ ରହିବେ ବୋଲି ଆଶା କରିବି।ଅନ୍ୟ ମାନଙ୍କ ପରି ବିକ୍ରି ହେବେନି କୋଉ ଦଳ କିମ୍ବା ସରକାରଙ୍କ ପାଖରେ, ଆପଣକଂର talent ଅଛି, ଆପଣଙ୍କ ନିଜ ଦକ୍ଷତା ବଳରେ ଆଗକୁ ବଢ଼ିବେ।। ନମସ୍କାର।

  • @hemantakumar007
    @hemantakumar007 Месяц назад +10

    ଦେବାଶିଷ ତମେ ସେମିତି ଭଲରେ ରୁହ ଆଉ ଆମ ମାନଙ୍କୁ ଏମିତି କିଛି ଭଲ ଭଲ episode ଦିଅନ୍ତୁ 👌👌👌👌👌👌👌👌👌

  • @chandramanimalik1095
    @chandramanimalik1095 2 часа назад

    ବାବା ଙ୍କ voice ଆଉ smaile ପୁରା ପିୟୁସ ଭାଇ ଙ୍କ ପରି ଲାଗୁଚି ❤❤❤

  • @Mukund-n9tpainting
    @Mukund-n9tpainting 29 дней назад +4

    Baba nkara knoledge bahut achhi . Bahut bhala lagila . Full episode no booring . Need more an episode

  • @SibaKumarSahuSahu
    @SibaKumarSahuSahu 15 дней назад +1

    ବହୁତ ସୁନ୍ଦର ଅତି ଶୁଦ୍ଧର🙏🙏🙏

  • @dillipswain8300
    @dillipswain8300 Месяц назад +4

    ବହୁତ ସୁନ୍ଦର ଲାଗିଲା ❤❤❤❤

  • @SimadeviNayak-k6e
    @SimadeviNayak-k6e 12 дней назад

    ନାଗାବାବାଙ୍କୁ କୋଟି କୋଟି ପ୍ରଣାମ ଆପଣଙ୍କର ଯାହାଅଧିକାର ତାକୁ ଜଗନ୍ନାଥ ଦେବେ ନାଗା ବାବାଙ୍କର ଜୟ ହେବ ।🙏🙏🙏🙏🙏🙏🙏🌹🌹🌹🌹

  • @shantilatafurniture.5408
    @shantilatafurniture.5408 Месяц назад +10

    ଦେବାଶିଶି ବାବୁ ଆପଣ ବହୁତ ଭଲ ଲୋକଙ୍କୁ ଭିଡ଼ିଓ କୁ ଆଣୁଛନ୍ତି ଧନ୍ୟବାଦ

  • @sonukhansonukhan8387
    @sonukhansonukhan8387 27 дней назад +2

    Debasis. Babu. Naga. Baba. VEDIO. Podcast. Ku. Hartly. Salut

  • @sashikantasethi6944
    @sashikantasethi6944 Месяц назад +6

    ଭାଇ ବାବାଙ୍କ ଶାଖାତ୍କାର କିଛି ଶିଖିବାକୁ ପାଇଲୁ ଶାଖାତ୍କାର ବହୁତୀ ଉଚ୍ଚକୋଟୀର ଥିଲା 🙏🙏🙏 👍👍👍

  • @Utkalasadhumohapursa
    @Utkalasadhumohapursa 28 дней назад +1

    ସାଧୁ ମାନେ ବହୁତ୍ ମହାନ୍ ,ନିଜ କଥା ନ ଚିନ୍ତା କରି ସଂସାର ର ଆଉ ସମସ୍ତଙ୍କ ମଙ୍ଗଳ ପାଇଁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଛନ୍ତି🙏🙏🙏🙏🙏

  • @satyajitpati2897
    @satyajitpati2897 Месяц назад +5

    ସୁନ୍ଦର ଅତି ସୁନ୍ଦର ❤️❤️ଦେବାଶିଷ ଭାଇ ❤️❤️🙏

  • @alokrana9885
    @alokrana9885 7 дней назад

    ବାବାଙ୍କ କଥା ଶୁଣିଲା ପରେ ମୋ ଆଖିରେ ଲୁହ ବାହାରି ଆସିଲା ଜୟ ଜଗନ୍ନାଥ 🙌🙌🙌

  • @ସ୍ୱରଓଝଙ୍କାର
    @ସ୍ୱରଓଝଙ୍କାର Месяц назад +4

    Really , this conversation is knowledge based and entertaining.

  • @Rasmiranjanparida83
    @Rasmiranjanparida83 25 дней назад

    ଏଇଟା ହେଉଛି podecast with Debasishଙ୍କର ହାସିୟତ। 🙏👍 ଅତି ସୁନ୍ଦର।

  • @studywithmotivation.3460
    @studywithmotivation.3460 Месяц назад +9

    Really tank full to debasish bro , it's totally amazing podcast it is one of best podcast of all . Naguli baba was not only a good person but also he has enormous knowledge ❤❤

  • @surendrabehera8571
    @surendrabehera8571 13 дней назад

    ଅତିସୁନ୍ଦର ବାବାଙ୍କ ଉପଦେଶ ।

  • @sasmitasatapathy1326
    @sasmitasatapathy1326 Месяц назад +4

    Ete Sundar Naga baba nka katha suni ki satare bismayabhuta heigali .Satare Jagannatha hi parama bramha parama tapa .Bahut sundar upasthapana Debashis .Ei podcast pain asesh dhanyabad .Baba nka thu bahut kichhi sikhiaku paili।

  • @hrushikeshpatro8759
    @hrushikeshpatro8759 28 дней назад +2

    ଅନ୍ଧାର ଯେତିକି ଉଜ୍ଜ୍ୱଳ ସେତିକି ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ। ଚାଲିଛି ଚାଲିବି ବାଟ ବହୁଦୂର ଆହୁରି ଅନେକ ବାକି,ଚାଲିବି ଚାଲିବି ନ ପଡ଼ିବି ଥକି ବୁଜିବା ଆଗରୁ ଆଖି।। ଯେଉଁ ସଂକଳ୍ପ ନେଇ ସମସ୍ତ ଙ୍କୁ ତ୍ୟାଗ କରି ଜଗତର ମଙ୍ଗଳ ନିମନ୍ତେ ଚାଲି ଗଲ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମକୁ ଚକ୍ର ଆଢ଼ୁଆଳ କରି ରଖିଥାନ୍ତୁ, ଯାହା ଫଳରେ ତୁମେ ତୁମର ସଂକଳ୍ପ ପୁରା କରିପାରିବ।ଜୟ ଜଗନ୍ନାଥ।

  • @ajatsatrubarik5021
    @ajatsatrubarik5021 Месяц назад +4

    One of the best podcast ❤

  • @rakabhaina689
    @rakabhaina689 Месяц назад +2

    ବହୁତ୍ ସୁନ୍ଦର ହୃଦୟସ୍ପର୍ଶୀ ଥିଲା ଆଜିର ବାର୍ତ୍ତା 🙏🏻ଜୟ ମା ବିମଳା 🚩🙏🏻

  • @gangasamal5864
    @gangasamal5864 Месяц назад +6

    ବହୁତ ସୁନ୍ଦର ସାକ୍ଷାତକାର

    • @LakhmanHembram-t2v
      @LakhmanHembram-t2v 29 дней назад

      Tar chua manunku langala Kari Puri patha bhahut bhal heba

  • @sarojpani-u7t
    @sarojpani-u7t 29 дней назад +1

    ବହୁତ ସୁନ୍ଦର ଲାଗୁଚି ବାବାଜୀଙ୍କ କଥା 🙏

  • @PadminiPatanaik
    @PadminiPatanaik Месяц назад +3

    Bhai aapanankara upasthapana saili khub uchakotira...Naga baba namaste sakhyatkar ATI sundar

  • @rashmiranjansahoo4482
    @rashmiranjansahoo4482 4 дня назад

    Bahut sundar upasatapna eta dina pare gote episode full dekhili bahut sundar upadesh 🙏

  • @sadhudas2758
    @sadhudas2758 Месяц назад +5

    ଅନେକ ତଥ୍ଯ ର ଅଧିକାରୀ ବାବା ।
    ବହୁତ ମନଛୁଆଁ

  • @panchananpradhan729
    @panchananpradhan729 27 дней назад +1

    ବାବା, ଆପଣ ଙ୍କୁ ସତ ସତ ପ୍ରଣାମ, ମୋର୍ ଦୁର୍ଭାଗ୍ୟ ମୁଁ ଆଜିକୁ ୩/୪ ଦିନ ତଳେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଇ ଥିଲି,କିନ୍ତୁ ଆପଣଙ୍କ ଏହି ସାକ୍ଷାତକାର ମୁଁ ଜାଣିପାରିଲି ନାହିଁ,ଆପଣଙ୍କ ମୁହଁ ରୁ ପ୍ରଭୁ ଭକ୍ତି ଓ ଅନେକ କିଛି ପରମ୍ପରା ବାବଦରେ ଶୁଣିବା ପରେ ମନଟା ଆପଣଙ୍କ ଦର୍ଶନ କରିବାର ଇଚ୍ଛା ହେଉଛି,ପୁଣି ଯଦି ଭଗବାନ୍ ଙ୍କ ଡାକରା ହୁଏ ମୁଁ ଜଗନ୍ନାଥଙ୍କ ସହ ଆପଣଙ୍କ ଦର୍ଶନ କରିବାକୁ ଯିବି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @BishnuMohan-h8q
    @BishnuMohan-h8q Месяц назад +6

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଲୋକନାଥ ଜୟ ମା ବିମଳା

  • @sonukhansonukhan8387
    @sonukhansonukhan8387 27 дней назад +1

    Welcome. Naga. Baba. Ki jay hrudaiya. Ku. Chunila. Vali. Pod cast. KOTI. KOTI. Pranam

  • @Jonathanfanbase16
    @Jonathanfanbase16 Месяц назад +3

    ବାବା ଙ୍କ ପାଇଁ ଖାଲି ଏତିକି କହିବି 🙏🙏🙏🙏🙏

  • @SangramKesharisi
    @SangramKesharisi Месяц назад +1

    Amitika podcast video kehibi korinahanti odisha re nyc video ❤❤❤ legend baba🙏🙏

  • @JeetuSutar-o9c
    @JeetuSutar-o9c Месяц назад +4

    ଜୟ ଜଗନ୍ନାଥ ଧର୍ମର ଜୟ ହେଉ

  • @jayantamallick6477
    @jayantamallick6477 15 дней назад

    ଧନ୍ୟବାଦ ଦେବାଶିଷ ବାବୁ,ଏତେ ଦିନ ପରେ ନାଗା ବାବା କଥା ସମସ୍ତ ଆଦ୍ୟ ରୁ ପ୍ରାନ୍ତ ପର୍ଯ୍ୟନ୍ତ ସୁଣାଇବ ରୁ ଆମେ ବହୁତ ଖୁସି।ଏତେ ସୁନ୍ଦର ହୃଦୟ ସ୍ପର୍ଷୀ,ଏତେ ଜୀବନ୍ତ ଜ୍ଞାନ ,ଏତେ ଶିକ୍ଷିତ ଏମୀତି କେହି ବାବା ଦେଖି ନାହୁଁ ।ଏତେ ସୁନ୍ଦର ନିର୍ଭୁଲ English knowledge.,. strangeful.

  • @chittakunar6549
    @chittakunar6549 Месяц назад +3

    Ati sundar podcaste dhanya heigala jibana

  • @prakashsahoo1089
    @prakashsahoo1089 28 дней назад +2

    Baisnabpuri baba nku koti koti pranam,very talented

  • @laxmidharsahoo3045
    @laxmidharsahoo3045 Месяц назад +5

    Bahut badhia debashis bhai ❤❤❤

  • @satyabannaik4539
    @satyabannaik4539 27 дней назад +1

    Languli Baba is very very intelligent that his English pronounce is very very clear. So higher education could eligible for post but it could not make a person as brilliant speaker or good teacher or lecture.

  • @lalitpari3798
    @lalitpari3798 Месяц назад +5

    ଅତି ସୁନ୍ଦର

  • @debadattabarik1473
    @debadattabarik1473 28 дней назад

    ବହୁତ୍ ଭଲ ଲାଗିଲା ବାବାଙ୍କର କଥା ଶୁଣି ବାବା ଆପଣଙ୍କ ପାଦତଳେ ମୋର ପ୍ରଣାମ ଜୟ ଜଗନ୍ନାଥ

  • @sidheswarrout7497
    @sidheswarrout7497 Месяц назад +3

    ନିରାଟ ସତ୍ୟତା ଅଛି ଅଶେଷ ଅଶେଷ ଧନ୍ୟବାଦ୍

  • @santoshnarendra3166
    @santoshnarendra3166 Месяц назад +3

    Babanku more koti koti pranam

  • @SusantakumarMallick-s7e
    @SusantakumarMallick-s7e Месяц назад +2

    Very good story prakrutare sadhumanankatharu bhala katha nitisiskhya sikhibaku miluchi apari story chalurahu Dhanyabad

  • @bini9861
    @bini9861 Месяц назад +3

    Bahut sundar podcast.........

  • @srikantaraut9799
    @srikantaraut9799 28 дней назад

    ଏହିପରି ସାଧୁସନ୍ଥ ଙ୍କ ପାଇଁ, ଦେବଭୂମି ଭାରତ ମହାନ୍ ହୋଇଥିଲା। ଜଗତ ମଙ୍ଗଳ କାମନା ପାଇଁ ଅହରହ ପ୍ରାର୍ଥନାରେ ଏହି ସାଧୁମାନେ ନିମଗ୍ନ।ଏହି ମାନଙ୍କର ସାଧନା ବହୁତ କଠିନ,ହୃଦୟ ବହୁତ କୋମଳ,ଏହି ସାଧୁ ମାନଙ୍କର ଯେଉଁ ମାନେ କ୍ଷତି ପାଇଁ ଚେଷ୍ଠା କରନ୍ତି ସେମାନଙ୍କର ମନ୍ଦଗତି ହୋଇଥାଏ।

  • @shantilatafurniture.5408
    @shantilatafurniture.5408 Месяц назад +5

    Love ୟୁ baba

  • @sarojandia9137
    @sarojandia9137 День назад

    Really i am glad to watch this video Naga Baba's excellent English communication wah wah wah really amazing. And vast knowledge of spiritual 🎉🙏🙏🙏🎉🎉🎉

  • @pabanapabitrabehera
    @pabanapabitrabehera Месяц назад +6

    ଜୟ ଗୋମାତା