Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ସୁନ୍ଦର ଉପସ୍ଥାପନା ❤
ମୁଁ ଠିକ୍ ଶୁଣିବାକୁ ଚାହୁଥିଲି ଏଇ କଥାଟିକୁ ବହୁତ ଭଲ ଲାଗିଲା ନମସ୍କାର ଆପଣଙ୍କୁ
ବହୁତ୍ ବଢିଆ ଲାଗିଲା
ସତରେ ଗାୟକ ମହାଶୟ ବହୁତ ସୁନ୍ଦର ଭାବରେ କଥାଟିକୁ ବୁଝେଇ ଦେଲେ, ଆପଣଙ୍କୁ ମୋର କୋଟି କୋଟି ନମସ୍କାର ❤
A katha sata nuhe re
ପ୍ରଥମେ ତୁମ ବାପା ମାଆ କୁ ନମସ୍କାର ଆଉ ସନ୍ ମାନ୍ କର ପରେ ଆଉ ଯାହାକୁ
ସୁନ୍ଦର ଉପସ୍ଥାପନା,ଧନ୍ୟବାଦ୍
ପ୍ରଣାମ,,, ଚମତ୍କାର
ବହୁତ ସୁନ୍ଦର ପରିବେଷଣ କରିଛନ୍ତି ଧନ୍ୟବାଦ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
ଅତି ସୁନ୍ଦର୍ ପରିବେଷଣ ❤
Bhala lagila gayaka mahasaya sunder katha
Bohut bhala lagila apanank upasthapana
ପରିବେଷଣ ସୁନ୍ଦର ଲାଗିଲା।
Khub sundor paribesan 🎉.
ସୁନ୍ଦର ଉପସ୍ଥାପନା
ଅତି ସୁନ୍ଦର ସମାଧାନ ଓ ଉଚ୍ଚ କୋଟି ର ନ୍ୟାୟ ଦର୍ଶନ.. ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ପରିବେଷଣ
ଅତି ସୁନ୍ଦର ଭାବେ ବୁଝାଇଲେ
ବୋହୁତ ଭଲ ଉପସ୍ଥାପନା ଆଉ ଭଲରେ ବୁଝେଇ ଦେଲେ
ସୁନ୍ଦର
ଚମତ୍କାର ଦର୍ଶନ ❤
ଚମତ୍କାର ପରିବେଷଣ ସାର 👍👌ଜୟ ଜଗନ୍ନାଥ 🙏
ସୁନ୍ଦର ମହାଶୟ 🙏🙏🙏🙏
ଆପଣଙ୍କ ବ୍ୟାଖ୍ୟା ଭଲ ଲାଗିଲା ।
ଆପଣ ଙ୍କ ପୋନ୍ ନମ୍ବର ଜୟ ଜଗନ୍ନାଥ ଜୟ
Bhaut Sundar vabe bujeedele sir
Khub sundar pala paribesana bada delei sir
Ati sundar pala.Krishna ch Sahoo Jharada Sadangi DKL
ବହୁତ ବଢିଆ କଥା ଶିଖିବାକୁ ମିଳିଲା 🙏
ଅତି ସୁନ୍ଦର
ଅଶେଷ ଧନ୍ୟବାଦ ମହାଶୟ।
ମଜା ଲାଗୁଛି 🎉
🙏 ସୁନ୍ଦର କଥା 🙏
Ye kathata sunibaku bes bhala lagila dhanya bad
Excellent analysis.
Bahuto sundaro
ବହୁତ ଭଲ
ଧନ୍ୟବାଦ ସାର
ଆପଣଙ୍କ ପାଳା ଉପସ୍ଥାପନ ଶୈଳୀ ଖୁବ୍ ଚମତ୍କାର, କିନ୍ତୁ ଆପଣଙ୍କ ଏ ଯୁକ୍ତି ଗ୍ରହଣୀୟ ମନେ ହେଉନାହିଁ
Right Bhai mote bi same laguchhi
ପ୍ରକୃତରେ ଏ ଯୁକ୍ତି ଠିକ ନୁହେଁ l ଗଉଡ଼ ଅଶି ଏ ଶବ୍ଦ ର ଅର୍ଥ ଅଲଗା ଅଶି ବର୍ଜିଆ ର ଅପଭ୍ରନ୍ସ ରୁ 80 ବର୍ଷିଆ ଅଶି --- ଖଣ୍ଡା ବର୍ଜିଆ --- ତ୍ୟାଗ କରିବା ଖଣ୍ଡା ତ୍ୟାଗ କରି କେନ୍ଦୁ ଗଛ ଡାଳ ରୁ ବାଡ଼ି ପ୍ରସ୍ତୁତ କରି ଧରୁଥିବାରୁ *ଅଶି ବର୍ଜିଆ କୁହାଯାଏ*
Bahut sundar gayak mahas❤aya
Bahut sundar bhabare Artha ta bujheidele sir gudia 15 tell 23 tanti kalekale bahut bahut dhnyabad jury.
କୋଉ ପୁରାଣରେ ଅଛି ନାଁ ସବୁ ମନଗଢା କାହାଣୀ ।
ଭାଇ ତମେ ଏ ଚାରି ଜଣକ ଭିତରେ ଅଛକି 😁
@@biswajit7022😂😂
ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଜନ୍ମହେଲେ ସେତେବେଳେ ମାଆଦେବକୀଙ୍କ ବୟସ ୬୦ବର୍ଷ ହୋଇଥିଲା ଓବସୁଦେବଙ୍କୁ ୮୦ ବର୍ଷ ବୟସ ହୋଇଥିଲାସେଥିପାଇଁ ଗଉଡ ମାନଙ୍କୁ ଗଉଡ ୮୦ କୁହାଯାଏ ଭୁଲ ଥିଲେକ୍ଷମାକରିବେ
❤❤❤
ଅଶି ଶବ୍ଦର ଅର୍ଥ ସଂଖ୍ୟା ବାଚକ (୮୦) ନୁହେଁ ଅଶି ଶବ୍ଦର ଅର୍ଥ ଖଣ୍ଡା ବା ତଲ୍ୱାର, ପୂର୍ବରୁ ଗୋପାଳ ମlନେ କ୍ଷତ୍ରିୟ ଥିବା ସମୟରେ ଖଣ୍ଡା ଧରୁଥିଲେ l ଗୋପାଳ ଜାତି ଅତି ଶାନ୍ତ ଶିଷ୍ଟ ଲୋକ ହୋଇଥିବାରୁ ଖଣ୍ଡା ତ୍ୟାଗ କରି ତା ବଦଳରେ କେନ୍ଦୁ ଗଛର ଡାଳ ରେ ବାଡ଼ି ପ୍ରସ୍ତୁତ କରି ଧାରଣ କଲେ lଖଣ୍ଡା ତ୍ୟାଗ କରିବା ର ଅର୍ଥ = ଅଶୀ ବର୍ଜନ କରିବା ଅଶୀ ବର୍ଜିଆ କୁ ଅପଭ୍ରନ୍ସ କରି ଯେଉଁ ମlନେ ଅଶି ବାର୍ଷିଆ କହୁଛନ୍ତିସେମାନେ ଚାଉଳ କୁ ଚାଉର କହନ୍ତି ପାରାଦ୍ୱୀପ ଏକ ବନ୍ଦର କୁ, ପାରାଦ୍ୱୀପ ଏକ ମାଙ୍କଡ଼ କୁହନ୍ତି
ଯେତେବେଳେ କୃଷ୍ଣ ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ହେଲେ କଂସ ଭୟରେ ବସୁଦେବ ଟୋକେଇରେ ମୁଣ୍ଡେଇ ନିଶାର୍ଧରେ ନନ୍ଦ ରାଜାଙ୍କ ଘରକୁ ନେଉଥିଲେ ବାଟରେ ଉଗ୍ରସେନ ଖଣ୍ଡା ଧରି ବାଟ ଓଗାଳୀ ଥିଲେ ଏବଂ କହିଥିଲେ ମୁଣ୍ଡରେ ମୁଣ୍ଡେଇ କଣ ନେଉଛୁ କହ ଏହା କହି ହାତରେ ଧରିଥିବା ଖଣ୍ଡା ଉଠାଇଥିଲେ ସେ ସମୟରେ ବସୁଦେବ କହିଥିଲେ ଅଶିବରସେଣ ବାଳ ନାଶ
@@ODIAMOTIVATIONALSTORIESମୁଁ ସ୍ପଷ୍ଟ ଉତ୍ତର ଦେଉଛି ସାର୍
@@ODIAMOTIVATIONALSTORIESଗ୍ରୀୟରସନ୍, କେନେଡି, ଭଣ୍ଡାରକର ଆଦି ସ୍ବଦେଶୀ ଓ ବିଦେଶୀ ଐତିହାସିକଗଣ ଯାଦବମାନଙ୍କୁ ଭାରତର ସର୍ବପ୍ରାଚୀନ ଜାତି ବୋଲି ମତ ଦେଇଛନ୍ତି ।ଷାଠିଏ/ଅଶି ବର୍ଷିଆ ପ୍ରସଙ୍ଗଅନେକ ସମୟରେ ଅନେକ ଅସହିଷ୍ଣୁ ଲୋକ ଯାଦବଙ୍କୁ ଷାଠିଏ ବର୍ଷିଆ, ଅଶି ବର୍ଷିଆ ଆଦି ଆକ୍ଷେପ କରିଥାନ୍ତି। ତେବେ ବାସୁବିକ କଥା ସଂପୂର୍ଣ୍ଣ ଭିନ୍ନ। ଏହି ଲୋକାକ୍ତି ମଧ୍ୟରେ ଅନେକ ଗୁଢ ତତ୍ତ୍ବ ନିହିତ ରହିଛି। ଏହା ପୌରାଣିକ, ଐତିହାସିକ, କିମ୍ବଦନ୍ତୀକୁ ନେଇ ଗତିଶୀଳ ହୋଇଛି। ତେଣୁ ଏ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ । ପ୍ରସଙ୍ଗ: ୧ଦ୍ବାପର ଯୁଗର କଥା । ଗୋଳକ ବିହାରୀ ଶ୍ରକୃଷ୍ଣ ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥାନ୍ତି। ସେ ବଡ ଭାଇ ବଳରାମ ଓ ଗୋପର ଗୋପାଳ ବାଳକ ମାନଙ୍କ ସହ ପ୍ରତିଦିନ ଗାଇ ଚରାଇବାକୁ ବଣକୁ ଯାଆନ୍ତି। ଦିନେ ଗୋଗଷ୍ଟରେ ଗୋପ ବାଳକ ମାନଙ୍କୁ ଡାକି ଶ୍ରୀକୃଷ୍ଣ କହିଲେ ତୁମେ ମାନେ ଘରକୁ ଯାଇ ଯାହାବି ଅସ୍ତ୍ର ଶମ୍ଭୁ ଅଛି ନେଇଆସ। ଗୋପାଳମାନେ କହିଲେ ଅସ୍ତ୍ର ଶସ୍ତ୍ରକୁ ନେଇ କ'ଣ କରିବା? ସେସବୁ ଆମର ସୁରକ୍ଷା ପାଇଁ ଘରେ ରହିଥାଏ। କୃଷ୍ଣ କହିଲେ ଅସ୍ତ୍ର ଶସ୍ତ୍ର ତ ଘରେ ରହିଛି, ଏଠି (ବଣରେ) ତୁମେ ମାନେ କିପରି ଶତ୍ରୁର ମୁକାବିଳା କରିବ ??? ତେଣୁ ମୋ କଥା ମାନି ଘରୁ ସବୁ ଅସ୍ତ୍ର ନେଇଆସ, ତା'ପରେ ବାକି କଥା? କୃଷ୍ଣ ପୂର୍ବରୁ ଗୋବର୍ଦ୍ଧନ ପର୍ବତ ଧାରଣ କରି ଗୋପପୁରକୁ ଇନ୍ଦ୍ର କୋପରୁ ରକ୍ଷା କରିଥିଲେ, ତେଣୁ ତାଙ୍କ ଉପରେ ସମସ୍ତ ଗୋପାଳ ମାନଙ୍କ ଯଥେଷ୍ଟ ଭରସା ଥାଏ। ତେଣୁ କୃଷ୍ଣଙ୍କୁ ଏକା ଛାଡି ବଳରାମ ସମେତ ସମସ୍ତ ଗୋପାଳ ଗୋପପୁରକୁ ଯାଇ ସମସ୍ତଙ୍କ ଘରୁ ଅସ୍ତ୍ର ସଂଗ୍ରହ କରି ଗୋଗୋଷ୍ଠକୁ ଆଣିଲେ। କୃଷ୍ଣ ଆଗେ ଆଗେ ଚାଲିଲେ ବିନା ବାକ୍ୟ ବ୍ୟୟରେ ଗୋପ ବାଳକ ମାନେ ତାଙ୍କର ଅନୁଧାବନ କଲେ। ପରିଶେଷରେ କୃଷ୍ଣ ଜମୁନା ନଦୀ ତଟରେ ଠିଆ ହେଲେ। ସମସ୍ତଙ୍କ ହସ୍ତରୁ ଅଶି (ଅସ୍ତ୍ର) ନେଇ ସେ ଯମୁନାରେ ନିକ୍ଷେପ କଲେ। ଏହା ପରେ ଗୋପାଳ ମାନଙ୍କୁ ସମ୍ବୋଧିତ କରି ସେ କହିଲେ ହେ ମୋର ପ୍ରିୟ ଗୋପାଳଗଣ ଆଜି ଠାରୁ ଗୋପ ପୁରରେ ରକ୍ତପାତ ହେବନାହିଁ। କେହି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରର ବ୍ୟବହାର କରିବେ ନାହିଁ। ଦୁଷ୍ଟ ସଂହାର ପାଇଁ ମୁଁ ଅବତାର ଗ୍ରହଣ କରିଛି। ତେବେ ଦଷ ଅସର ମାନଙ୍କ ସଂହାର ପାଇଁ ଗୋପରେ ମୁଁମଧ୍ଯ ଅସୁର ବ୍ୟବହାର କରିବିନାହିଁ । ଆଜି ଠାରୁ ସଂସାରକୁ ଶିକ୍ଷା ଦେବାପାଇଁ ଏହି ଅଶି ବିସର୍ଜନ କରାଗଲା। ଏହାପରେ କୃଷ୍ଣ ଗୋପ ବାଳକ ମାନଙ୍କୁ କେନ୍ଦୁ ବାଡି ସଂଗ୍ରହ କରିବାକୁ କହିଲେ। ଗୋପାଳମାନେ କେନ୍ଦୁ ବାଡି ନେଇ ଆସିଲେ। କୃଷ୍ଣ ବଡ ଭାଇ ବଳରାମଙ୍କୁ ବାଡି ଖେଳର ଶିକ୍ଷା ଦେବାପାଇଁ ଅନୁରୋଧ କଲେ। ବଳରାମ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଗୋପ ବାଳକ ମାନଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ବାଡି ଖେଳର ଦ୍ବାଦଶ ଛାନ୍ଦ ଅଳ୍ପ ଦିନ ମଧ୍ୟରେ ସମସ୍ତେ କରାଗତ କରିଗଲେ। ଜଣେ ଜଣେ ଏକା ସାଙ୍ଗରେ ଦଶ/ବାର ଜଣଙ୍କୁ ସମ୍ନା କରୁଥାନ୍ତି। ଖଣ୍ଡିଏ ବାଡି ଗୋପ ବାଳକ ମାନଙ୍କୁ ଅଶି ଠାରୁ ଅଧିକ ସୁରକ୍ଷା ଦେଇ ପାରିଲା। ଗୋପପୁର ରେ ଯାଦବମାନେ ଅଶି ବର୍ଜିତ କରିଥିବାରୁ ପରବର୍ତ୍ତୀ ସମୟରେ 'ଅଶି ବର୍ଜିଆ' ଅପଭ୍ରଂଶ ହୋଇ ଅଶି ବର୍ଷିଆ ଓ ପରେ ଅଶି ବର୍ଷିଆ ହୋଇଛି।ପ୍ରସଙ୍ଗ: ୨ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ମହାକାନ୍ଧାରରେ ‘ବ୍ୟାଘ୍ରରାଜ' ନାମକ ଜଣେ ଶାସକ ଶାସନ କରୁଥିଲେ। ଏହ୍ଲାବାଦ ସ୍ତମ୍ଭ ଶିଳାଲେଖ ଅନୁଯାଇ ସମ୍ରାଟ ସମୁଦ୍ରଗୁପ୍ତ ପ୍ରାୟ ଖ୍ରୀଷ୍ଟାବ୍ଦ ୩୫୦ରେ ଦକ୍ଷିଣ ଭାରତକୁ ଯୁଦ୍ଧାଭିଯାନ କରିଥିଲେ। ସମୁଦ୍ରଗୁପ୍ତ ଦକ୍ଷିଣ କୋଶଳର ରାଜା ମହେନ୍ଦ୍ର ଓ ମହାକାନାର ରାଜା ‘ବ୍ୟାଘ୍ରରାଜ'ଙ୍କୁ ପରାସ୍ତକରିଥିଲେ। ପ୍ରାଚୀନ କାଳରେ ମହାକାନ୍ତାର, କାନ୍ତାର, ଆଟବିକ, ବିଦ୍ୟାଧର ରାଜ୍ୟ, ଇନ୍ଦ୍ରବଣ, କାରୁଣ୍ଡ ଆଦି ବିଭିନ୍ନ ନାମରେ ନାମିତ ହୋଇଥିବା କଳାହାଣ୍ଡିର ଏକ ସମୃଦ୍ଧ ପୃଷ୍ଠ ଭୂମୀ ରହିଛି। ବ୍ୟାଘ୍ରରାଜଙ୍କ ପରେ ଏହି ଅଞ୍ଚଳରେ ବାକତକ/ଦ୍ବାରକ ରାଜବଂଶ (୫ମ - ୬ଷ୍ଠ ଶତାବ୍ଦୀ), ପଣ୍ଡୁ ବଂଶିୟ ବା ସୋମ ବଂଶ (୭ମ ଶତାବ୍ଦୀ) ର ଶାସନ ଚାଲିଥିଲା। ସୋମବଂଶୀ ରାଜା ହର୍ଷଗୁପ୍ତ ମଗଧ ସମ୍ରାଟ ସୂର୍ଯ୍ୟ ବର୍ମନଙ୍କ କନ୍ୟା ବାସଟଙ୍କୁ ବିବାହ କରିଥିଲେ। ସୋମବଂଶୀ ଶାସନର ୬୦ ବର୍ଷ ମଧ୍ୟରେ ମଗଧରୁ ୬୦ରୁ ଅଧିକ ମଗଧା ଯାଦବ ବଂଶ ଏହି ଅଞ୍ଚଳକୁ ଆସି ବସବାସ କରିବାକୁ ଲାଗିଲେ। ତେଣୁ ସେମାନଙ୍କୁ ଷାଠିଏ ବର୍ଷିଆ ବୋଲି ମଧ୍ୟ କୁହାଯାଇଥାଇପାରେ।
ଖୁବ୍ ସୁନ୍ଦର
ଆମେ ସବୁବେଳେ ଓଲଟା ବୁଝିଥିଲୁ କିନ୍ତୁ ଆଜି ବୁଝିଗଲି ନମସ୍ତେ ବେହେରା Vai teli vai tanti vai
Bahut badhia
୩କୋଡି,୧୫, ପାଞ୍ଚ, ମାନେ,୩ଦୀନରେପୁତନାବଧ, ପାଞ୍ଚ ଦିନେ ଅଗା ବକାସୁର ବଧ ୧୫ଦିନେ,କଙସ କ୍ଷୁବ୍ଧ କରାଗଲା,
ବ୍ରାହ୍ମଣ ୧୨ ତେଲି ୧୩ ତନ୍ତୀ ଯୁଗେ ଯୁଗେ ଗୌଡ଼ ୮୦
Bilkul sahi kaha aapne bahut bahut dhanyawad
ଅଧାମ ଜାତି
ଅଧମ ହେଲେ ପ୍ରଭୁଙ୍କୁ ପାଇବ l ଅଂହ ଭାବ ରହିଲେ ସମର୍ପଣ ଭାବ ଆସିବ ନାହିଁ l ଅଧମ ର ଅର୍ଥ କଣ ସମସ୍ତେ ଜାଣନ୍ତି ନାହିଁ
ସଖାଳୁ ଉଠି ଭଂଜନ ଶୁଣ ଗୋପାଳ ନାମ ପ୍ରଥମେ ଶୁଣିବ
Desa swadhin kala teli bania ebe desaku chalauchhi teli phir ............ Lekhiba bala ebe kahiba bala bodhe 80 wala.Jai Shree Ram 🌹🌹🌹🙏
👍
ଏ ଗାୟକ ଅଧା ପାଠୁଆ ଜ୍ଞାନୀ ହୋଇଥିଲେ Oes ବା ଆଇଏଏସ ହୋଇଥାନ୍ତା lଠିକ୍ ହେଉଛି ତେଲି ତେର ଗୁଡ଼ିଆ ବାଇଶି..........
ତୁମେ ବଡ଼ ପଣ୍ଡିତ
ଏ ଲୋକ କଥା ମୁଁ ବି ଶୁଣିଚି ବ୍ରାହ୍ମଣ ବାର ଚଷା ବାଇଶି ତନ୍ତୀ କାଳେ କାଳେ ଗଉଡ଼ ଅଶି
Jay jagannaath🙏🙏🙏🙏🙏
Good sir
Nice presentation 🎉
💐💐💐sundar 👍👍
Krushna 80yer maa yasada tharu khirakhithile
Very very nice ❤🎉. Excellent performance.
ସଭୁଠୁ 1ନମ୍ବର ଗଉଡ଼ କାହିଁକିନା 80ବର୍ଷର ଲୋକ ଛେନା କ୍ଷୀର ଦହି ଗଉଡ଼ ଘର ଖାଦ୍ୟ 80ବର୍ଷ ପଯ୍ୟନ୍ତ ଖାଇ ପାରିବେ ୟାର ମାନେ କହନ୍ତି ଗଉଡ଼ଙ୍କର 80ବର୍ଷରେ ବୁଧି ବୋକା ଲୋକ ମାନେ 😊
ଏହା ପ୍ରକୃତ ଅର୍ଥ ନୁହେଁ।
ଗଉଡ଼ 80 permanet
Super ❤
ଘରେ ନ ରୁହନ୍ତି ଗୌଡେ ବଡ ଉତ୍ତମ ଜାତି.
Very good explanation as like sj sanatan das
Super super super 🙏💝🎁
Bhala paribesana . Namaskar
Emiti Sabu divided Heiki thao…2025 haba 😂😂😂
Very nice 🎉🎉🎉
Nice presentation. Thanks
Super
Very nice ❤❤❤❤❤🙏🙏🙏
ବ୍ରାହ୍ମଣ କୋଡ଼ିଏ,କରଣ କଷି,ତନ୍ତିଯୁଗେ,ଯୁଗେ,ଗ ଉଡ,ହସୀ
Bramhane 12 Teli 22 Tanti juge juge Gauda 80.
ବ୍ରାହ୍ମଣ 12,ଚୋଷା 22
👌
Good
Behala lagila
Gudia 12 ✅✅✅
Ekadam thik paribesan karichanti
Wow
Asal Katha ti rajahsa achhi😊
सुंदर
Good ❤
ଆପଣଙ୍କ ଉପସ୍ଥାପନା ସମ୍ପୂର୍ଣ୍ଣ ଭୁଲ୍ ଏହା ତତ୍ତ୍ଵଭିତିକ ନୁହେଁ
ବ୍ରାହ୍ମଣେ କଷି ,ତେଲି ବାଇଶି ,ତନ୍ତି ଯୁଗେ ଯୁଗେ ଗ ଉଡେ ଅଶୀ ,।
Brahmame Kasi ra mane kana?
Excellent
Nice❤
Sir khyma karibe mu jetiki janichi sunichi je prakrut dhag ti hela je bramhan 12 Chasa 22 tanti juge juge gauda 80 ❤❤❤Jay Jagnnath
Aama anchala re kuhanti.... Karana kasi brahmana 22 paika 60 ku gauda 80.. Sudre sada sarbada bhusi...
ଭାଇ ଶୁଦ୍ର ତାଲିକା କେଉଁ କେଉଁ ଜାତି ରହୁଛନ୍ତି
Niranjan Giri ⚀ 1:40 1:43 1:45
Ati sundar pala pribesana,gayakanka naa kan
Jay Chandra badadalai
Sundara
Very beautiful
🙏🙏🙏
କରଣ କଷି ବ୍ରାହ୍ମଣ ବାଇଶି ଗଉଡ ଅଶି
Bramhan mane samaj re jaatipratha shrusti Kari nija business chaleichhanti
ଗୁଡ଼ିଆ -15, ତେଲି -23, ତନ୍ତୀ - କାଳେ କାଳେ, ଗଉଡ଼ - 80, ବାକି ଜାତି କଥା କିଛି କହିଲେନି
Au kou jati kahibe
Full pala upload karantu.
Loka katha sunibaku bhala lage kintu realty sampurna bhul
ବ୍ରହ୍ମଣ ୧୨ , ଚଷା ୨୨
Very nice taking
🎉🎉🎉🎉🎉🎉
ବହୁତ ସୁନ୍ଦର ଉପସ୍ଥାପନା ❤
ମୁଁ ଠିକ୍ ଶୁଣିବାକୁ ଚାହୁଥିଲି ଏଇ କଥାଟିକୁ ବହୁତ ଭଲ ଲାଗିଲା ନମସ୍କାର ଆପଣଙ୍କୁ
ବହୁତ୍ ବଢିଆ ଲାଗିଲା
ସତରେ ଗାୟକ ମହାଶୟ ବହୁତ ସୁନ୍ଦର ଭାବରେ କଥାଟିକୁ ବୁଝେଇ ଦେଲେ, ଆପଣଙ୍କୁ ମୋର କୋଟି କୋଟି ନମସ୍କାର ❤
A katha sata nuhe re
ପ୍ରଥମେ ତୁମ ବାପା ମାଆ କୁ ନମସ୍କାର ଆଉ ସନ୍ ମାନ୍ କର ପରେ ଆଉ ଯାହାକୁ
ସୁନ୍ଦର ଉପସ୍ଥାପନା,ଧନ୍ୟବାଦ୍
ପ୍ରଣାମ,,, ଚମତ୍କାର
ବହୁତ ସୁନ୍ଦର ପରିବେଷଣ କରିଛନ୍ତି ଧନ୍ୟବାଦ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
ଅତି ସୁନ୍ଦର୍ ପରିବେଷଣ ❤
Bhala lagila gayaka mahasaya sunder katha
Bohut bhala lagila apanank upasthapana
ପରିବେଷଣ ସୁନ୍ଦର ଲାଗିଲା।
Khub sundor paribesan 🎉.
ସୁନ୍ଦର ଉପସ୍ଥାପନା
ଅତି ସୁନ୍ଦର ସମାଧାନ ଓ ଉଚ୍ଚ କୋଟି ର ନ୍ୟାୟ ଦର୍ଶନ.. ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ପରିବେଷଣ
ଅତି ସୁନ୍ଦର ଭାବେ ବୁଝାଇଲେ
ବୋହୁତ ଭଲ ଉପସ୍ଥାପନା ଆଉ ଭଲରେ ବୁଝେଇ ଦେଲେ
ସୁନ୍ଦର
ଚମତ୍କାର ଦର୍ଶନ ❤
ଚମତ୍କାର ପରିବେଷଣ ସାର 👍👌
ଜୟ ଜଗନ୍ନାଥ 🙏
ସୁନ୍ଦର ମହାଶୟ 🙏🙏🙏🙏
ଆପଣଙ୍କ ବ୍ୟାଖ୍ୟା ଭଲ ଲାଗିଲା ।
ଆପଣ ଙ୍କ ପୋନ୍ ନମ୍ବର ଜୟ ଜଗନ୍ନାଥ ଜୟ
Bhaut Sundar vabe bujeedele sir
Khub sundar pala paribesana bada delei sir
Ati sundar pala.
Krishna ch Sahoo Jharada Sadangi DKL
ବହୁତ ବଢିଆ କଥା ଶିଖିବାକୁ ମିଳିଲା 🙏
ଅତି ସୁନ୍ଦର
ଅଶେଷ ଧନ୍ୟବାଦ ମହାଶୟ।
ମଜା ଲାଗୁଛି 🎉
🙏 ସୁନ୍ଦର କଥା 🙏
Ye kathata sunibaku bes bhala lagila dhanya bad
Excellent analysis.
Bahuto sundaro
ବହୁତ ଭଲ
ଧନ୍ୟବାଦ ସାର
ଆପଣଙ୍କ ପାଳା ଉପସ୍ଥାପନ ଶୈଳୀ ଖୁବ୍ ଚମତ୍କାର, କିନ୍ତୁ ଆପଣଙ୍କ ଏ ଯୁକ୍ତି ଗ୍ରହଣୀୟ ମନେ ହେଉନାହିଁ
Right Bhai mote bi same laguchhi
ପ୍ରକୃତରେ ଏ ଯୁକ୍ତି ଠିକ ନୁହେଁ l
ଗଉଡ଼ ଅଶି ଏ ଶବ୍ଦ ର ଅର୍ଥ ଅଲଗା
ଅଶି ବର୍ଜିଆ ର ଅପଭ୍ରନ୍ସ ରୁ 80 ବର୍ଷିଆ
ଅଶି --- ଖଣ୍ଡା
ବର୍ଜିଆ --- ତ୍ୟାଗ କରିବା
ଖଣ୍ଡା ତ୍ୟାଗ କରି କେନ୍ଦୁ ଗଛ ଡାଳ ରୁ ବାଡ଼ି ପ୍ରସ୍ତୁତ କରି ଧରୁଥିବାରୁ *ଅଶି ବର୍ଜିଆ କୁହାଯାଏ*
Bahut sundar gayak mahas❤aya
Bahut sundar bhabare Artha ta bujheidele sir gudia 15 tell 23 tanti kalekale bahut bahut dhnyabad jury.
କୋଉ ପୁରାଣରେ ଅଛି ନାଁ ସବୁ ମନଗଢା କାହାଣୀ ।
ଭାଇ ତମେ ଏ ଚାରି ଜଣକ ଭିତରେ ଅଛକି 😁
@@biswajit7022😂😂
ଯେତେବେଳେ ଭଗବାନ ଶ୍ରୀକୃଷ୍ଣ
ଜନ୍ମହେଲେ ସେତେବେଳେ ମାଆ
ଦେବକୀଙ୍କ ବୟସ ୬୦ବର୍ଷ ହୋଇଥିଲା ଓ
ବସୁଦେବଙ୍କୁ ୮୦ ବର୍ଷ ବୟସ ହୋଇଥିଲା
ସେଥିପାଇଁ ଗଉଡ ମାନଙ୍କୁ ଗଉଡ ୮୦ କୁହାଯାଏ ଭୁଲ ଥିଲେକ୍ଷମାକରିବେ
❤❤❤
ଅଶି ଶବ୍ଦର ଅର୍ଥ ସଂଖ୍ୟା ବାଚକ (୮୦) ନୁହେଁ
ଅଶି ଶବ୍ଦର ଅର୍ଥ ଖଣ୍ଡା ବା ତଲ୍ୱାର, ପୂର୍ବରୁ ଗୋପାଳ ମlନେ କ୍ଷତ୍ରିୟ ଥିବା ସମୟରେ ଖଣ୍ଡା ଧରୁଥିଲେ l
ଗୋପାଳ ଜାତି ଅତି ଶାନ୍ତ ଶିଷ୍ଟ ଲୋକ ହୋଇଥିବାରୁ ଖଣ୍ଡା ତ୍ୟାଗ କରି ତା ବଦଳରେ କେନ୍ଦୁ ଗଛର ଡାଳ ରେ ବାଡ଼ି ପ୍ରସ୍ତୁତ କରି ଧାରଣ କଲେ l
ଖଣ୍ଡା ତ୍ୟାଗ କରିବା ର ଅର୍ଥ = ଅଶୀ ବର୍ଜନ କରିବା
ଅଶୀ ବର୍ଜିଆ କୁ ଅପଭ୍ରନ୍ସ କରି ଯେଉଁ ମlନେ ଅଶି ବାର୍ଷିଆ କହୁଛନ୍ତି
ସେମାନେ ଚାଉଳ କୁ ଚାଉର କହନ୍ତି
ପାରାଦ୍ୱୀପ ଏକ ବନ୍ଦର କୁ, ପାରାଦ୍ୱୀପ ଏକ ମାଙ୍କଡ଼ କୁହନ୍ତି
ଯେତେବେଳେ କୃଷ୍ଣ ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ହେଲେ କଂସ ଭୟରେ ବସୁଦେବ ଟୋକେଇରେ ମୁଣ୍ଡେଇ ନିଶାର୍ଧରେ ନନ୍ଦ ରାଜାଙ୍କ ଘରକୁ ନେଉଥିଲେ ବାଟରେ ଉଗ୍ରସେନ ଖଣ୍ଡା ଧରି ବାଟ ଓଗାଳୀ ଥିଲେ ଏବଂ କହିଥିଲେ ମୁଣ୍ଡରେ ମୁଣ୍ଡେଇ କଣ ନେଉଛୁ କହ ଏହା କହି ହାତରେ ଧରିଥିବା ଖଣ୍ଡା ଉଠାଇଥିଲେ ସେ ସମୟରେ ବସୁଦେବ କହିଥିଲେ ଅଶିବରସେଣ ବାଳ ନାଶ
@@ODIAMOTIVATIONALSTORIESମୁଁ ସ୍ପଷ୍ଟ ଉତ୍ତର ଦେଉଛି ସାର୍
@@ODIAMOTIVATIONALSTORIESଗ୍ରୀୟରସନ୍, କେନେଡି, ଭଣ୍ଡାରକର ଆଦି ସ୍ବଦେଶୀ ଓ ବିଦେଶୀ ଐତିହାସିକଗଣ ଯାଦବମାନଙ୍କୁ ଭାରତର ସର୍ବପ୍ରାଚୀନ ଜାତି ବୋଲି ମତ ଦେଇଛନ୍ତି ।
ଷାଠିଏ/ଅଶି ବର୍ଷିଆ ପ୍ରସଙ୍ଗ
ଅନେକ ସମୟରେ ଅନେକ ଅସହିଷ୍ଣୁ ଲୋକ ଯାଦବଙ୍କୁ ଷାଠିଏ ବର୍ଷିଆ, ଅଶି ବର୍ଷିଆ ଆଦି ଆକ୍ଷେପ କରିଥାନ୍ତି। ତେବେ ବାସୁବିକ କଥା ସଂପୂର୍ଣ୍ଣ ଭିନ୍ନ। ଏହି ଲୋକାକ୍ତି ମଧ୍ୟରେ ଅନେକ ଗୁଢ ତତ୍ତ୍ବ ନିହିତ ରହିଛି। ଏହା ପୌରାଣିକ, ଐତିହାସିକ, କିମ୍ବଦନ୍ତୀକୁ ନେଇ ଗତିଶୀଳ ହୋଇଛି। ତେଣୁ ଏ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ ।
ପ୍ରସଙ୍ଗ: ୧
ଦ୍ବାପର ଯୁଗର କଥା । ଗୋଳକ ବିହାରୀ ଶ୍ରକୃଷ୍ଣ ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥାନ୍ତି। ସେ ବଡ ଭାଇ ବଳରାମ ଓ ଗୋପର ଗୋପାଳ ବାଳକ ମାନଙ୍କ ସହ ପ୍ରତିଦିନ ଗାଇ ଚରାଇବାକୁ ବଣକୁ ଯାଆନ୍ତି। ଦିନେ ଗୋଗଷ୍ଟରେ ଗୋପ ବାଳକ ମାନଙ୍କୁ ଡାକି ଶ୍ରୀକୃଷ୍ଣ କହିଲେ ତୁମେ ମାନେ ଘରକୁ ଯାଇ ଯାହାବି ଅସ୍ତ୍ର ଶମ୍ଭୁ ଅଛି ନେଇଆସ। ଗୋପାଳମାନେ କହିଲେ ଅସ୍ତ୍ର ଶସ୍ତ୍ରକୁ ନେଇ କ'ଣ କରିବା? ସେସବୁ ଆମର ସୁରକ୍ଷା ପାଇଁ ଘରେ ରହିଥାଏ। କୃଷ୍ଣ କହିଲେ ଅସ୍ତ୍ର ଶସ୍ତ୍ର ତ ଘରେ ରହିଛି, ଏଠି (ବଣରେ) ତୁମେ ମାନେ କିପରି ଶତ୍ରୁର ମୁକାବିଳା କରିବ ??? ତେଣୁ ମୋ କଥା ମାନି ଘରୁ ସବୁ ଅସ୍ତ୍ର ନେଇଆସ, ତା'ପରେ ବାକି କଥା? କୃଷ୍ଣ ପୂର୍ବରୁ ଗୋବର୍ଦ୍ଧନ ପର୍ବତ ଧାରଣ କରି ଗୋପପୁରକୁ ଇନ୍ଦ୍ର କୋପରୁ ରକ୍ଷା କରିଥିଲେ, ତେଣୁ ତାଙ୍କ ଉପରେ ସମସ୍ତ ଗୋପାଳ ମାନଙ୍କ ଯଥେଷ୍ଟ ଭରସା ଥାଏ। ତେଣୁ କୃଷ୍ଣଙ୍କୁ ଏକା ଛାଡି ବଳରାମ ସମେତ ସମସ୍ତ ଗୋପାଳ ଗୋପପୁରକୁ ଯାଇ ସମସ୍ତଙ୍କ ଘରୁ ଅସ୍ତ୍ର ସଂଗ୍ରହ କରି ଗୋଗୋଷ୍ଠକୁ ଆଣିଲେ। କୃଷ୍ଣ ଆଗେ ଆଗେ ଚାଲିଲେ ବିନା ବାକ୍ୟ ବ୍ୟୟରେ ଗୋପ ବାଳକ ମାନେ ତାଙ୍କର ଅନୁଧାବନ କଲେ। ପରିଶେଷରେ କୃଷ୍ଣ ଜମୁନା ନଦୀ ତଟରେ ଠିଆ ହେଲେ। ସମସ୍ତଙ୍କ ହସ୍ତରୁ ଅଶି (ଅସ୍ତ୍ର) ନେଇ ସେ ଯମୁନାରେ ନିକ୍ଷେପ କଲେ। ଏହା ପରେ ଗୋପାଳ ମାନଙ୍କୁ ସମ୍ବୋଧିତ
କରି ସେ କହିଲେ ହେ ମୋର ପ୍ରିୟ ଗୋପାଳଗଣ ଆଜି ଠାରୁ ଗୋପ ପୁରରେ ରକ୍ତପାତ ହେବନାହିଁ। କେହି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରର ବ୍ୟବହାର କରିବେ ନାହିଁ। ଦୁଷ୍ଟ ସଂହାର ପାଇଁ ମୁଁ ଅବତାର ଗ୍ରହଣ କରିଛି। ତେବେ ଦଷ ଅସର ମାନଙ୍କ ସଂହାର ପାଇଁ ଗୋପରେ ମୁଁମଧ୍ଯ ଅସୁର ବ୍ୟବହାର କରିବିନାହିଁ । ଆଜି ଠାରୁ ସଂସାରକୁ ଶିକ୍ଷା ଦେବାପାଇଁ ଏହି ଅଶି ବିସର୍ଜନ କରାଗଲା। ଏହାପରେ କୃଷ୍ଣ ଗୋପ ବାଳକ ମାନଙ୍କୁ କେନ୍ଦୁ ବାଡି ସଂଗ୍ରହ କରିବାକୁ କହିଲେ। ଗୋପାଳମାନେ କେନ୍ଦୁ ବାଡି ନେଇ ଆସିଲେ। କୃଷ୍ଣ ବଡ ଭାଇ ବଳରାମଙ୍କୁ ବାଡି ଖେଳର ଶିକ୍ଷା ଦେବାପାଇଁ ଅନୁରୋଧ କଲେ। ବଳରାମ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଗୋପ ବାଳକ ମାନଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ବାଡି ଖେଳର ଦ୍ବାଦଶ ଛାନ୍ଦ ଅଳ୍ପ ଦିନ ମଧ୍ୟରେ ସମସ୍ତେ କରାଗତ କରିଗଲେ। ଜଣେ ଜଣେ ଏକା ସାଙ୍ଗରେ ଦଶ/ବାର ଜଣଙ୍କୁ ସମ୍ନା କରୁଥାନ୍ତି। ଖଣ୍ଡିଏ ବାଡି ଗୋପ ବାଳକ ମାନଙ୍କୁ ଅଶି ଠାରୁ ଅଧିକ ସୁରକ୍ଷା ଦେଇ ପାରିଲା। ଗୋପପୁର ରେ ଯାଦବମାନେ ଅଶି ବର୍ଜିତ କରିଥିବାରୁ ପରବର୍ତ୍ତୀ ସମୟରେ 'ଅଶି ବର୍ଜିଆ' ଅପଭ୍ରଂଶ ହୋଇ ଅଶି ବର୍ଷିଆ ଓ ପରେ ଅଶି ବର୍ଷିଆ ହୋଇଛି।
ପ୍ରସଙ୍ଗ: ୨
ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ମହାକାନ୍ଧାରରେ ‘ବ୍ୟାଘ୍ରରାଜ' ନାମକ ଜଣେ ଶାସକ ଶାସନ କରୁଥିଲେ। ଏହ୍ଲାବାଦ ସ୍ତମ୍ଭ ଶିଳାଲେଖ ଅନୁଯାଇ ସମ୍ରାଟ ସମୁଦ୍ରଗୁପ୍ତ ପ୍ରାୟ ଖ୍ରୀଷ୍ଟାବ୍ଦ ୩୫୦ରେ ଦକ୍ଷିଣ ଭାରତକୁ ଯୁଦ୍ଧାଭିଯାନ କରିଥିଲେ। ସମୁଦ୍ରଗୁପ୍ତ ଦକ୍ଷିଣ କୋଶଳର ରାଜା ମହେନ୍ଦ୍ର ଓ ମହାକାନାର ରାଜା ‘ବ୍ୟାଘ୍ରରାଜ'ଙ୍କୁ ପରାସ୍ତକରିଥିଲେ। ପ୍ରାଚୀନ କାଳରେ ମହାକାନ୍ତାର, କାନ୍ତାର, ଆଟବିକ, ବିଦ୍ୟାଧର ରାଜ୍ୟ, ଇନ୍ଦ୍ରବଣ, କାରୁଣ୍ଡ ଆଦି ବିଭିନ୍ନ ନାମରେ ନାମିତ ହୋଇଥିବା କଳାହାଣ୍ଡିର ଏକ ସମୃଦ୍ଧ ପୃଷ୍ଠ ଭୂମୀ ରହିଛି। ବ୍ୟାଘ୍ରରାଜଙ୍କ ପରେ ଏହି ଅଞ୍ଚଳରେ ବାକତକ/ଦ୍ବାରକ ରାଜବଂଶ (୫ମ - ୬ଷ୍ଠ ଶତାବ୍ଦୀ), ପଣ୍ଡୁ ବଂଶିୟ ବା ସୋମ ବଂଶ (୭ମ ଶତାବ୍ଦୀ) ର ଶାସନ ଚାଲିଥିଲା। ସୋମବଂଶୀ ରାଜା ହର୍ଷଗୁପ୍ତ ମଗଧ ସମ୍ରାଟ ସୂର୍ଯ୍ୟ ବର୍ମନଙ୍କ କନ୍ୟା ବାସଟଙ୍କୁ ବିବାହ କରିଥିଲେ। ସୋମବଂଶୀ ଶାସନର ୬୦ ବର୍ଷ ମଧ୍ୟରେ ମଗଧରୁ ୬୦ରୁ ଅଧିକ ମଗଧା ଯାଦବ ବଂଶ ଏହି ଅଞ୍ଚଳକୁ ଆସି ବସବାସ କରିବାକୁ ଲାଗିଲେ। ତେଣୁ ସେମାନଙ୍କୁ ଷାଠିଏ ବର୍ଷିଆ ବୋଲି ମଧ୍ୟ କୁହାଯାଇଥାଇପାରେ।
ଖୁବ୍ ସୁନ୍ଦର
ଆମେ ସବୁବେଳେ ଓଲଟା ବୁଝିଥିଲୁ କିନ୍ତୁ ଆଜି ବୁଝିଗଲି ନମସ୍ତେ ବେହେରା Vai teli vai tanti vai
Bahut badhia
୩କୋଡି,୧୫, ପାଞ୍ଚ, ମାନେ,
୩ଦୀନରେପୁତନାବଧ, ପାଞ୍ଚ ଦିନେ ଅଗା ବକାସୁର ବଧ ୧୫ଦିନେ,କଙସ କ୍ଷୁବ୍ଧ କରାଗଲା,
ବ୍ରାହ୍ମଣ ୧୨ ତେଲି ୧୩ ତନ୍ତୀ ଯୁଗେ ଯୁଗେ ଗୌଡ଼ ୮୦
Bilkul sahi kaha aapne bahut bahut dhanyawad
ଅଧାମ ଜାତି
ଅଧମ ହେଲେ ପ୍ରଭୁଙ୍କୁ ପାଇବ l ଅଂହ ଭାବ ରହିଲେ ସମର୍ପଣ ଭାବ ଆସିବ ନାହିଁ l ଅଧମ ର ଅର୍ଥ କଣ ସମସ୍ତେ ଜାଣନ୍ତି ନାହିଁ
ସଖାଳୁ ଉଠି ଭଂଜନ ଶୁଣ ଗୋପାଳ ନାମ ପ୍ରଥମେ ଶୁଣିବ
Desa swadhin kala teli bania ebe desaku chalauchhi teli phir ............ Lekhiba bala ebe kahiba bala bodhe 80 wala.
Jai Shree Ram 🌹🌹🌹🙏
👍
ଏ ଗାୟକ ଅଧା ପାଠୁଆ
ଜ୍ଞାନୀ ହୋଇଥିଲେ Oes ବା ଆଇଏଏସ ହୋଇଥାନ୍ତା l
ଠିକ୍ ହେଉଛି ତେଲି ତେର ଗୁଡ଼ିଆ ବାଇଶି..........
ତୁମେ ବଡ଼ ପଣ୍ଡିତ
ଏ ଲୋକ କଥା ମୁଁ ବି ଶୁଣିଚି ବ୍ରାହ୍ମଣ ବାର ଚଷା ବାଇଶି ତନ୍ତୀ କାଳେ କାଳେ ଗଉଡ଼ ଅଶି
Jay jagannaath🙏🙏🙏🙏🙏
Good sir
Nice presentation 🎉
💐💐💐sundar 👍👍
Krushna 80yer maa yasada tharu khirakhithile
Very very nice ❤🎉. Excellent performance.
ସଭୁଠୁ 1ନମ୍ବର ଗଉଡ଼ କାହିଁକିନା 80ବର୍ଷର ଲୋକ ଛେନା କ୍ଷୀର ଦହି ଗଉଡ଼ ଘର ଖାଦ୍ୟ 80ବର୍ଷ ପଯ୍ୟନ୍ତ ଖାଇ ପାରିବେ ୟାର ମାନେ
କହନ୍ତି ଗଉଡ଼ଙ୍କର 80ବର୍ଷରେ ବୁଧି ବୋକା ଲୋକ ମାନେ 😊
ଏହା ପ୍ରକୃତ ଅର୍ଥ ନୁହେଁ।
ଗଉଡ଼ 80 permanet
Super ❤
ଘରେ ନ ରୁହନ୍ତି ଗୌଡେ ବଡ ଉତ୍ତମ ଜାତି.
Very good explanation as like sj sanatan das
Super super super 🙏💝🎁
Bhala paribesana . Namaskar
Emiti Sabu divided Heiki thao…2025 haba 😂😂😂
Very nice 🎉🎉🎉
Nice presentation. Thanks
Super
Very nice ❤❤❤❤❤🙏🙏🙏
ବ୍ରାହ୍ମଣ କୋଡ଼ିଏ,କରଣ କଷି,ତନ୍ତିଯୁଗେ,ଯୁଗେ,ଗ ଉଡ,ହସୀ
Bramhane 12 Teli 22 Tanti juge juge Gauda 80.
ବ୍ରାହ୍ମଣ 12,ଚୋଷା 22
👌
Good
Behala lagila
Gudia 12 ✅✅✅
Ekadam thik paribesan karichanti
Wow
Asal Katha ti rajahsa achhi😊
सुंदर
Good ❤
ଆପଣଙ୍କ ଉପସ୍ଥାପନା ସମ୍ପୂର୍ଣ୍ଣ ଭୁଲ୍ ଏହା ତତ୍ତ୍ଵଭିତିକ ନୁହେଁ
ବ୍ରାହ୍ମଣେ କଷି ,ତେଲି ବାଇଶି ,ତନ୍ତି ଯୁଗେ ଯୁଗେ ଗ ଉଡେ ଅଶୀ ,।
Brahmame Kasi ra mane kana?
Excellent
Nice❤
Sir khyma karibe mu jetiki janichi sunichi je prakrut dhag ti hela je bramhan 12 Chasa 22 tanti juge juge gauda 80 ❤❤❤Jay Jagnnath
Aama anchala re kuhanti.... Karana kasi brahmana 22 paika 60 ku gauda 80.. Sudre sada sarbada bhusi...
ଭାଇ ଶୁଦ୍ର ତାଲିକା କେଉଁ କେଉଁ ଜାତି ରହୁଛନ୍ତି
Niranjan Giri ⚀ 1:40 1:43 1:45
Ati sundar pala pribesana,gayakanka naa kan
Jay Chandra badadalai
Sundara
Very beautiful
🙏🙏🙏
କରଣ କଷି ବ୍ରାହ୍ମଣ ବାଇଶି ଗଉଡ ଅଶି
Bramhan mane samaj re jaatipratha shrusti Kari nija business chaleichhanti
ଗୁଡ଼ିଆ -15, ତେଲି -23, ତନ୍ତୀ - କାଳେ କାଳେ, ଗଉଡ଼ - 80, ବାକି ଜାତି କଥା କିଛି କହିଲେନି
Au kou jati kahibe
Full pala upload karantu.
Loka katha sunibaku bhala lage kintu realty sampurna bhul
ବ୍ରହ୍ମଣ ୧୨ , ଚଷା ୨୨
Very nice taking
🎉🎉🎉🎉🎉🎉