ଗାୟକ କାହାକୁ କହିଲେ ମୋ ବାଳ ତୁ (ବାଳର ଅର୍ଥ କଣ) | Gayak Nrusingh Charan Hota | Ladhei Pala |Sanskar Odia

Поделиться
HTML-код
  • Опубликовано: 18 сен 2024
  • 👉ଗାୟକ କାହାକୁ କହିଲେ ମୋ ବାଳ ତୁ (ବାଳର ଅର୍ଥ କଣ)
    👉Ladhei Pala Bala Arha Kana ?
    Gayak Nrusingh Charan Hota & Team
    Ladhei Pala
    Sanskar Odia
    **********************************************************************
    ★ Camera Man : Akshaya Behera
    ★ Editor : Binaya
    ★ Design By : Ajaya
    ★ Upload & Published By : Sanjaya
    ★ Post Production : Studio Sai Creatives
    ★ Produced By : SANSKAR ODIA
    **********************************************************************
    Following .....
    👉 Subscribe : http // www.youtube.com / sanskar odisha
    👉 odia pala : http // www. facebook.com / sanskar Odia
    👉 Copyrights reserved with SANSKAR ODIA
    **************************************************************************
    ସଂସ୍କାର ଓଡିଆ youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଆ କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
    Thanks.........
    **********************************************************************
    #PalaBalaKana
    #NrusinghCharanHotaLadheiPala
    #GayakNrusinghCharanHotaPala
    #LadheiPala #SanskarOdia

Комментарии • 26

  • @bonoshsahoo7894
    @bonoshsahoo7894 2 дня назад +16

    ଅନ୍ୟ ଗାୟକ ଙ୍କୁ ନିନ୍ଦା କରିବାରେ , ନିଜ ର ବଡପଣ ଦେଖେଇବାରେ, ଆଉ ମଞ୍ଚ ଉପରେ ଦର୍ଶକ ମାନଙ୍କୁ ଦୁର୍ବ୍ୟବହାର କରିବାରେ ହୋତା ସାର୍ ପ୍ରଥମ ।।।। ମୁଁ ତାଙ୍କର କିଛି ପାଲା ଦେଖିଛି , ସେ ଅନେକ ବହି ଶିଖିଛନ୍ତି ସେ ଭଲ ଶ୍ଳୋକ ଓ ଓଡ଼ିଆ ପଦ ବୋଲି ପାରନ୍ତି ହେଲେ ସେଗୁଡିକୁ ସଳଖ ରେ ଅର୍ଥ କରିବା ଆଜି ଯାଏ ଦେଖିନି ।।।
    କେଜାଣି ସେ କେମିତି ଏକ ନମ୍ବର ଗାୟକ????

  • @Ushasagar12
    @Ushasagar12 19 часов назад +7

    ଜ୍ଞାନ ଅଛି ହେଲେ ଅଭଦ୍ର ଏବଂ ମଦୁଆ।
    ମୋ ମତରେ ସବୁଠାରୁ ଭଲ, ଗାୟକ ପୀୟୂଷ ବିଶ୍ଵନାଥ ସ୍ୱାଇଁ

  • @monaranjanmohapatra3849
    @monaranjanmohapatra3849 2 дня назад +10

    ଗାୟକ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଦୁଆ ଏବଂ ମିଛୁଆ ଏ ହୋତା

  • @biswanathbehera7960
    @biswanathbehera7960 День назад +6

    ସନା ଦାସ ଭଲ ଗାୟକ। ତାର ଭାଷା ର ଶାଳୀ ନ ତା ଅଛି। ହୋତା ମ ଦ ପି ତାର କାମ ସରି ଗଲାଣି।

  • @UdyatDalei
    @UdyatDalei 3 дня назад +7

    Hota is hota odisha no 1 pala gayak

  • @dr.guruprasadmohapatra6083
    @dr.guruprasadmohapatra6083 День назад +5

    ଭଲ ମଦୁଆ ଭାବରେ ଓଡିଶାରେ ଖ୍ୟାତି ଅଛି।

  • @parikhitamohapatra8714
    @parikhitamohapatra8714 3 дня назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏

  • @nalinikumarpatra4589
    @nalinikumarpatra4589 16 часов назад +1

    Hota babu apan bahut igo ra adhikari thank u

  • @kasturikalaniketanpattamun3367
    @kasturikalaniketanpattamun3367 День назад +1

    Nischita tmar mangal heba ,,,pala ketrare tumar atulaniya abadan bharat barasa re kimbadanti hoi rahiba.....,,,,

  • @gouribalarout8897
    @gouribalarout8897 День назад +2

    Don't worry ,GOD IS ALWAYS WITH YOU ❤❤️🙏❤️❤️

  • @BishnuprasadSarangi-t9x
    @BishnuprasadSarangi-t9x День назад +1

    Hota sar no1

  • @SarojMoharana-tm3be
    @SarojMoharana-tm3be День назад

    ହୋତା ଙ୍କ ପରି ଗାୟକ ସାରା ଓଡ଼ିଶାରେ ବିରଳ।ସବୁର ପ୍ରମାଣ ତାଙ୍କ ପାଖରେ ଅଛି।

  • @AmitKumar-gh7dj
    @AmitKumar-gh7dj 6 часов назад

    Dasha babu nka valiaa kantha nahin.tankara su
    madhura kantha
    JAY BHABANI

  • @gadadhargrahacharya9483
    @gadadhargrahacharya9483 Час назад

    ମଦ୍ଯମ୍ ଚାପି ପ୍ରିୟମହୋ ପ୍ରିୟମହୋ ବାରଙ୍ଗାନାଭିଃ ସହ,
    ଆଜିର ଵିଷୟ ,,ବାଳ,ବାଳ। ରାତି କାଟିଲେ ଯାଏ ।

  • @bhagirathimallickprabachan1934
    @bhagirathimallickprabachan1934 День назад +1

    ରାଘଵ ଵିଳାସ ଭଲରେ ଦେଖନ୍ତୁ। ତା'ର ସୁତ ତୁ।

  • @krushnasahoo7401
    @krushnasahoo7401 2 дня назад +4

    Hota is No 1

  • @MiniketanMunda-dt4km
    @MiniketanMunda-dt4km День назад +1

    मागिहा गायक

  • @PapinRout-e1h
    @PapinRout-e1h 9 часов назад

    Sabutharu abhadra Pala gayaka

  • @VINODMAJHI-ld7rn
    @VINODMAJHI-ld7rn 3 дня назад +1

    Hota hota jie bi jete jahakohu se no 1 tnka sahita saman heithante prabhat sahu ae ta nahti au sabi kehinuhe😊

  • @kasturikalaniketanpattamun3367
    @kasturikalaniketanpattamun3367 День назад

    Hota sir nka bikalpa nhi odisare

  • @SubhraprakashSahoo-f9h
    @SubhraprakashSahoo-f9h 2 дня назад

    ହରିହର ପାଣିଗ୍ରାହୀ ଙ୍କ ସହ badipala ରଖନ୍ତୁ ହୋତା ବାବୁ

  • @gobindamohapatragobinda
    @gobindamohapatragobinda День назад

    dasaŕatha kàhila ahita pala

  • @AshoksahooAshok-se5yw
    @AshoksahooAshok-se5yw 13 часов назад

    ହୋତାସାରେ, ବିନାଶ କାଳେ ବିପରିତବୁଧୀ

  • @sankarpradhan5807
    @sankarpradhan5807 10 часов назад

    ଅତ୍ୟଧିକ ଅହଙ୍କାରୀ....ନିଜର ଜ୍ଞାନ ଗାରିମା ପ୍ରକାଶ କରିବାରେ ମନା ନାହିଁ.... କିନ୍ତୁ ଅନ୍ୟକୁ ତାଚ୍ଛଲ୍ୟ କରିବାର ଅଧିକାର ତାଙ୍କର ଆସିଲା କୁଆଡୁ? ଅଭଦ୍ର....!

  • @karttikapanda5965
    @karttikapanda5965 2 дня назад

    Sana das is not bed hota babu